ତାରପୁର ଅପେରା ଓଡ଼ିଶାର ପୁରୁଣା ଯାତ୍ରା ପାର୍ଟି କାହିଁକି ବନ୍ଦ ହେଲା / jatra anchor Krishna Kumar

  Рет қаралды 403,295

Jatra Anchor Krishna kumar

Jatra Anchor Krishna kumar

Күн бұрын

Пікірлер: 306
@ZipuAvilasha
@ZipuAvilasha Жыл бұрын
ଯାତ୍ରା ର ଏନ୍ତୁଡ଼ିଶାଳ ଜଗତସିଂହପୁର ମାଟିର ଅନୁଷ୍ଠାନ ଏବଂ ଓଡ଼ିଶାରେ ଯାତ୍ରା ର ଜନ୍ମଦାତା ହଉଚି ତାରପୁର ଅପେରା....❤
@bijaykumarpadhan9898
@bijaykumarpadhan9898 4 ай бұрын
Bahut kichhi puruna jinsa jani heuchi Krishna bhai.ghare rahi sara odisha ra history.thanks a lot
@ମାନବପ୍ରେମୀହିମାଂଶୁ
@ମାନବପ୍ରେମୀହିମାଂଶୁ Жыл бұрын
ବାବୁ ଅତି ସୁନ୍ଦର ମଣିଷ🙏 ତାରପୁର ଅପେରା ରୁ ସବୁ କଳାକାର ତିଆରି ହେଇଛନ୍ତି ସେତେବେଳର ନାଟକ ଏବେ ନାହିଁ ଜ୍ରୀଷ୍ଣାବାବୁ ତ ବହୁତ ଭଲ ଜୟକଳା ଜୟକଳାକାର🙏
@basantipanda7986
@basantipanda7986 5 ай бұрын
ଶୁଭ ସନ୍ଧ୍ୟା ଭାଇନା, ଆପଣ ଙ୍କର ଓଜନ ଦାର ଅନ୍ତର ଭାଷା ଶୁଣି ଅତ୍ୟନ୍ତ ପ୍ରଭାବିତ ହୋଇଛି! ଆପଣ ଆଉ ଥରେ " ଅଣ୍ଟା ଭିଡନ୍ତୁ "! ଯିଏ ଯେତେ ଯାତ୍ରା ପାର୍ଟି କଲେ ବି ଆପଣ ଙ୍କ ସହ ସମାନ ହେଲାଭଳି ଜଣା ଯାଉନି! 🌹❤️🌹👍
@pritikar5409
@pritikar5409 Жыл бұрын
ଆଜି ଲାଗିଲା ଯେ ଜଣେ ଯାତ୍ରା ଦଳର ମାଲିକ କେମିତି ।ତାରପୁର ଅପେରା ମାନେ ନାଁ ହିଁ ଯଥେଷ୍ଟ । ମୁଁ ଓଝା ପାର୍ଟି ବେଣିରାମପୁର ଅମଳରୁ ଯାତ୍ରା ଦେଖି ଆସୁଛି ଏବେ ବି ଦେଖୁଛି ।ଯାତ୍ରା ବିଷୟରେ ଆଲୋଚନା ସମାଲୋଚନା କରିବା ରେ ମୁଁ ନିଜକୁ କମ୍ ଭାବେ ନାହିଁ ।ଅନେକ ଯାତ୍ରା କଳାକାର ଓ ମାଲିକ ମ୍ୟାନେଜର ମୋର ଚିହ୍ନା । ଦାଶ ବାବୁ ଙ୍କ ସହିତ ମଧ୍ୟ ଦେଖା ହେଇଥିଲା । ଯଦି ଘରେ ରହୁଛନ୍ତି ନିହାତି ଦେଖା ହେବ । ମୁଁ ପ୍ରାୟ ଜଗତସିଂହପୁର ଅଞ୍ଚଳ କୁ ଯାଏ । ସତ୍ୟ ପ୍ରକାଶ କର, କେରା, ଚକ୍ରଧରପୁର ,ପଶ୍ଚିମ ସିଂହଭୂମି, ଝାଡ଼ଖଣ୍ଡ ।
@sanjayadebta8681
@sanjayadebta8681 9 ай бұрын
ପଶ୍ଚିମ ଓଡ଼ିଶାରେ ତାରାପୁର ଅପେରା ପାର୍ଟି ର ବହୁତ୍ ସୁନାମ ଥିଲା, ଲୋକେ ଆଦରରେ କହୁଥିଲେ -- ତାରାପୁର ଅପେରା ପାର୍ଟି, ଧର୍ ଗୁଡାଖୁ କର୍ମା କାଠି
@bibhutibhusanbehera9731
@bibhutibhusanbehera9731 Жыл бұрын
ତାରାପୁର ଓପେରା ର ସବୁ ବହିର ଟାଇଟଲ ନାଁ,ବହୁତ୍ ସୁନ୍ଦର ଥିଲା👌👌👌
@raghunathchandan5840
@raghunathchandan5840 Жыл бұрын
ନିଶ୍ଚିତ ଭାଇ ମୁଁ ତାର ପୁର ଅପେରା ର ସମସ୍ତ ଅପଡେଟ ଜାଣିବା ପାଇଁ ବହୁତ ଚେଷ୍ଟା କରିଥିଲେ ଓ ଆଜି ପାଇଲି ବହୁତ ଖୁସୀ ଓ ତାରାପୁର ଅପେରାର ସବୁ ଏପିସୋଟ ସେତେବେଳେ dd ଓଡ଼ିଆରେ ପ୍ରସାର ହେଉଥିଲା ମୁ ପୋଚ୍ଚି ଦେଲି। ଅପା ସିନ୍ଦୁର ଧନ୍ୟବାଦ
@RajeshDas-m3i
@RajeshDas-m3i 4 ай бұрын
ଭାରି ମଜା ଲାଗୁଥିଲା ଭାଇ ସେତେବେଳକୁ ସବୁ ଭଲ ହୋଇଛି ବହୁତ ବଢିଆ ଲାଗିଲା ଭିଢିଅ ସୁପର ହିଟ୍ ମୁଁ ‌ଭଗଵାନ କୁ ଡାକୁଚି ଆମ ଓଡ଼ିଶା ଏଭଳି ଭଲ ପାଇବା ଆଜି ବି ରହିଛି ଏବଂ ଏହା ମୋତେ ଭଲ ଲାଗୁଥିଲେ ବାବୁ କହିଲେ ପାଟି ଚାଲି ବନି ଆଉଥରେ ଗଠନ କରନ୍ତୁ ବାବୁ
@Ramakanta447
@Ramakanta447 Жыл бұрын
ସବୁଠାରୁ ଏହି episode ଭଲ ଲାଗିଲା, sir ଙ୍କ କଥାଶୁଣି ଭଲଲାଗିଲା
@nishakarbarik1849
@nishakarbarik1849 Жыл бұрын
Like karo please
@bijayramsenapati
@bijayramsenapati Жыл бұрын
କଳାର କିମ୍ବଦନ୍ତୀ ତାରପୁର ଅପେରା ପୁନର୍ଜୀବିତ ହେଉ ବୋଲି ଦର୍ଶକ ମାନଙ୍କର ଆଶା......
@paramanandabhoi7587
@paramanandabhoi7587 Жыл бұрын
କଳାକାର ତିଆରି କାରଖାନା ଥିଲା ତାରପୂର୍ ଅପେରା ଯାତ୍ରା କୁ ବଞ୍ଚାଇ ରଖିଛନ୍ତି ଏମାନେ 🙏🙏🙏🙏
@-kalakaraduniya8615
@-kalakaraduniya8615 Жыл бұрын
ସ୍ବର୍ଗତ ମନୋରମା ମା ଙ୍କୁ ଓ ତାଙ୍କରି ପାରିବାର, ର ସମସ୍ତ ସଦସ୍ୟ ଙ୍କୁ ଆମରି କୋଟି ନମସ୍ୟ 🙏🙏
@saradadash9832
@saradadash9832 Жыл бұрын
Bhai bahut bahut dhanyabad kichhi puruna tathya jani khushi lagila
@ranjitmallik4388
@ranjitmallik4388 Жыл бұрын
❤❤❤sir ame pachim odissa adist samblpur attbira diki tilo vanga koto ri re jhia ta kie super hit suspen nataka
@samirdas7269
@samirdas7269 4 ай бұрын
Mu pochideli mo appa sindura beautiful mu dekhichi very nice
@JatraAnchorKrishnakumar
@JatraAnchorKrishnakumar 4 ай бұрын
Tq
@sumitkumarnaik4628
@sumitkumarnaik4628 Жыл бұрын
ଜହ୍ନଲୋ ତୋ ବାହାଘର କେବେ fantastic nataka mo jibana ra prathama jatra nataka dekhithili
@dileswarmukhi1186
@dileswarmukhi1186 Жыл бұрын
ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ପୁଣି ଥରେ ତାରାପୁର ଅପେରା କୁ ଆଗକୁ ଆଣନ୍ତୁ, ମୋର ବିଶେଷ ଅନୁରୋଧ ମହାଶୟ, ଦୟାକରି ଓଡିଶା ର ଗୌରବ ଫେରେଇ ଆଣନ୍ତୁ ପ୍ଲିଜ଼ l 🙏🏽🙏🏽🥰🥰ଅନୁରୋଧ ରହିଲା.... Sir....
@purnachandrasahu9639
@purnachandrasahu9639 2 ай бұрын
Jay tarpur apera 🙏🙏🙏
@djchandankumar5950
@djchandankumar5950 Жыл бұрын
କ୍ରୀଷ୍ଣା ଭାଇ ଭିଡିଓ ଟି ପୁରା ହୃଦୟ କୁ ଛୁଇଁ ଗଲା ଏମିତି ଭିଡିଓ ସବୁବେଳେ ଆଣ ନ୍ତୁ ଧନ୍ୟବାଦ୍ ଭାଇ ୨୬ ରେ ଦେଖା ହେବ ଆମ ଭୁବନ ରେ ଜୟ ଜଗନ୍ନାଥ 🙏
@JatraAnchorKrishnakumar
@JatraAnchorKrishnakumar Жыл бұрын
jay Jagannath
@yasobantanag2513
@yasobantanag2513 Жыл бұрын
ପାଉଁଶତଳର ନିଆଁ ରେ ପ୍ରତାପରାଉତ ଙ୍କ ଅଭିନୟ ବହୁତ ସୁନ୍ଦର ଥିଲା
@JatraAnchorKrishnakumar
@JatraAnchorKrishnakumar Жыл бұрын
Tq
@sarojgardia1856
@sarojgardia1856 Жыл бұрын
​@@JatraAnchorKrishnakumaree😮
@prasantgajendra-kp9rf
@prasantgajendra-kp9rf Жыл бұрын
​@@sarojgardia1856😊
@pramodkhatua5230
@pramodkhatua5230 10 ай бұрын
Jagath Singhpur party 🎉 iam proud.great party ..
@rajkishorsahu7686
@rajkishorsahu7686 3 ай бұрын
ତାରାପୁର ଅପେରା କହିଲେ ଅମେ ଆମ ସମୟରେ ଆର୍ତ୍ତ ରାଉତରାୟ, ଦେବୀ ରଥ ଙ୍କୁ ବୁଝୁଥିଲୁ । ଦେବୀ ରଥଙ୍କ ନାମରେ ହଜାର ହଜାର ଲୋକ ଭିଡ ହେଉଥିଲେ
@sonukhansonukhan8387
@sonukhansonukhan8387 Жыл бұрын
Old. Is gold. Welcome. Tarpur. Dibakar. Babu. KOTI. KOTI. Pranam. First. Last
@meenaksheepanda1631
@meenaksheepanda1631 Жыл бұрын
Khub sundar lagila episode। ବହୁତ୍ ଭଲ କଥା ସବୁ ଜାଣି ହେଲା।
@manoj10874
@manoj10874 Жыл бұрын
Jay Jagannath Krishna bhai namaskari tarpur Opera bahut Sundar party targotia nataka Swami devasur diyara Bara bahut Jabardast natak
@-kalakaraduniya8615
@-kalakaraduniya8615 Жыл бұрын
ବାଃ ,ବାବୁ ଆପଣ ଙ୍କୁ ମୋର ଶ୍ରଷ୍ଟlଙ୍ଗ ପ୍ରଣାମ 🙏🙏🙏 ଆପଣ ଙ୍କ ସ୍ୱାସ୍ଥ୍ୟ ଓ ଆପଣ ଙ୍କ ଜୀବନ ଚଲା ପଥ ଟି ସଦା ସର୍ବଦା ମଙ୍ଗଳ ମୟ ହେଉ 🙏
@vimleshwarsingh1621
@vimleshwarsingh1621 6 ай бұрын
ପୁରୁଣା ସମୟ ରେ ତାରାପୁର ଯାତ୍ରା ପାର୍ଟି ର ବହୁତ୍ ବଡ ଆର୍ତିଷ୍ଟ ଥିଲେ ଆରତ ବନ୍ଧୁ ରାଉତରାୟ , ତାଙ୍କ ନାଁ ରେ ଯାତ୍ରା ଚାଲୁ ଥିଲା।
@Gopi_Geeti
@Gopi_Geeti Жыл бұрын
ସୁନ୍ଦର ସାକ୍ଷାତକାର। ଭଲ ଲାଗିଲା।
@ashokkumarpal596
@ashokkumarpal596 4 ай бұрын
ସବୁ ଠିକ ଯେ ,କେତେଦିନ ଆଉ ଏ ପରି 40/50 ବର୍ଷିଆ hero heroine ମାନଙ୍କୁ ନେଇ ଅପେରା କରିବେ .କିଛି କିଛି ନୁଆଁ ପ୍ରତିଭା ମାନଙ୍କୁ ସୁଯୋଗ ଦିଅନ୍ତୁ .
@ratiranjanbehera2106
@ratiranjanbehera2106 4 ай бұрын
My Favourite actress Mamta mam.
@bijayramsenapati
@bijayramsenapati Жыл бұрын
"ଶତାବ୍ଦୀ ର ଯନ୍ତ୍ରଣା" ଦେଇଗଲା ଆମ ମାନଙ୍କୁ ଏପରି ଅନୁଷ୍ଠାନ ଭାଙ୍ଗି ଗଲା ପରେ.....
@kedarkumar7570
@kedarkumar7570 Жыл бұрын
Tarapur opera one of the best jatra party in odisha jatra industry oldest Jatra party in jatra industry king of jagatsinghpur dist
@Dipti-r3x
@Dipti-r3x Ай бұрын
Good decide 🎉
@upendrapradhan7787
@upendrapradhan7787 4 ай бұрын
Tarapur.0wner.very.Best.sir
@rameshchandradash4605
@rameshchandradash4605 Жыл бұрын
Really tarapur opera very old age party ,
@pradeepmaharana5950
@pradeepmaharana5950 4 ай бұрын
Bhaut. Sunder History. Of. Tarapur opera
@ajentertainment6798
@ajentertainment6798 Жыл бұрын
I m very happy for tarapur. Best hero debi ratha
@ChittaranjanPatra-b7b
@ChittaranjanPatra-b7b Жыл бұрын
ତାରପୁରୁ ଅପେରାର ପ୍ରଭାସ ଯଜ୍ଞ 👌
@chittadash191
@chittadash191 4 ай бұрын
Ranga birla mu dekhicchi.the best
@143Bikram
@143Bikram Жыл бұрын
ବାଟ ଛାଡ ଷଣ୍ଢ ଆସୁଛି ସୁପର ହିଟ୍ ନାଟକ
@dilipnayak3411
@dilipnayak3411 Жыл бұрын
Really great Odia jatrapati. Nageshpur Tarapur and Benirampur. Really you are telling the truth. Now it is not possible to manage a so called APERA Party without black money.
@rihanuddinkhan7765
@rihanuddinkhan7765 18 күн бұрын
Really great person we always respect u dear sir 🙏
@nareshmaharana2571
@nareshmaharana2571 9 ай бұрын
ବାଟ ଛାଡ଼ ଷଣ୍ଡ ଆସୁଛି ରି ମେକ ସାର 🙏🙏🙏🙏🙏🙏🙏🙏🙏🙏🙏
@sagarprasadbehura9797
@sagarprasadbehura9797 Жыл бұрын
Bahut bhala lagila, apanku chinhi o kathasuni ati sundar, jay jagannath
@srikantaharichandan1464
@srikantaharichandan1464 Жыл бұрын
ଆପଣ ବହୁତ୍ ବିଶାଳ ହୁଦୟର ମଣିଷ।
@shantanyurout9445
@shantanyurout9445 Жыл бұрын
Bohut bhala lagila.Ama pila dinara katha mane padi jauchhi.
@hkmishramishra851
@hkmishramishra851 Жыл бұрын
RAJ RANPUR RE PADITHILA RAJABATIRE O BOLAGARH 1992 RE SANJAY SIR, MAHENDRA SIR, RAVI SIR, PRATAP SIR, EXCELLENT🙏
@laxminarayanbhue3833
@laxminarayanbhue3833 Жыл бұрын
ତାରାପୁର ଅପରାରୁଆମେବହୁତଭାଲରେଜାନିଛୁ
@NarendrakumarPanda-uk2rp
@NarendrakumarPanda-uk2rp Жыл бұрын
ସର୍ପ ଯଜ୍ଞ ଓ ସମ୍ପୂର୍ଣ୍ଣ ମହାଭାରତ ନାଟକ ମୁ ଛୋଟ ବେଳେ ଦେଖିଛି। ତା ପରେ ଜେଲ୍ tiger ନାଟକ ଟି ବହୁତ୍ ବଢିଆ ହେଉଥିଲା।ଆଉ ଗୋଟିଏ ନାଟକ ଥିଲା ଡି ମିରି ଫୁଲ।
@dillipdasdilu4101
@dillipdasdilu4101 Жыл бұрын
ସୁଦାମ ବତି ଅପେରା ର ମାଲିକ ଙ୍କ ସାକ୍ଷାତ କରନ୍ତୁ ଉତ୍ତର କୂଳ
@Sinanirekha
@Sinanirekha Жыл бұрын
ଓ ଏମ୍ ପି ଛକରେ ଝିଅଟି କିଏ.......ଏ ନାଟକ ଟି ଛୋଟ ଵେଳେ ବହୁତ ସୁଣିଛୁ
@parsuramsahoo7509
@parsuramsahoo7509 5 ай бұрын
ତର୍ପୂର୍ ଅପେରାର 1978 79ରେ ପ୍ରଥମେ 9ଟି ଝିଅ ରହିଥିଲେ , ଶାଢ଼ୀ ଠାରୁ ଚଡି କ୍ରମନ୍ୟୋରେ ପ୍ରତ୍ୟେକ ବୟସର ଥିଲେ ସେ ଯାତ୍ରା ଆମେ ଦେଖିଛୁ।ମରଣ,,,,,,,,,,,,,❤🎉🎉🎉🎉🎉🎉🎉🎉🎉🎉❤❤❤
@sanjayabhoi247
@sanjayabhoi247 Жыл бұрын
ମାଲିକ ହେବ ତୋ ତାରାପୁର ଅପେରା ପାର୍ଟି ପରି ସତରେ ଭାଇ ଆପଣ ଙ୍କ କଥା ଶୁଣି ମୁଁ ଭାବୁଛି ଆପଣ ଙ୍କ ପରି ମାଲିକ ନାହିଁ 🎉🎉🎉🎉🎉🎉
@anupamsahoo7393
@anupamsahoo7393 9 ай бұрын
Bhai tarapur opera ra ghara dekhantu
@balabhadrasi3605
@balabhadrasi3605 Жыл бұрын
Tui hero Bhai Ank
@milankumarnaik4600
@milankumarnaik4600 Жыл бұрын
Sundargarh bahut ase mu dekhe... Abe tarapur ku mu bahut miss karuchhi
@bishnumajhi8233
@bishnumajhi8233 Жыл бұрын
Bahut sundar episode
@kishorkumar2125
@kishorkumar2125 5 ай бұрын
TarapurApera OlD is Gold
@purnachandrapradhan9799
@purnachandrapradhan9799 Жыл бұрын
Ohh...So Fantastic...Blog.. Art & Culture...born From TarapurIpera......Thankyou Krishna Bro ..I, " am From Digapahandi....Ganjam
@chandsanjay3216
@chandsanjay3216 Жыл бұрын
Bhai jaa heu mu bi jani nathili sir nku Bhai tama nku thank you ❤
@dayaanddaya1920
@dayaanddaya1920 Жыл бұрын
ତାରାପୁର ଅପେରା ର ପ୍ରତ୍ୟେକ ନାଟକ ହିଟ.......ସେ ସମୟରେ ନିୟତୀ ,ଓ ତାରାପୁର ର ନାଟକ ଗୁଡିକ ଭଲ ଥିଲା !
@prakashmantry9547
@prakashmantry9547 Жыл бұрын
Sir apnkanku 100 pranama❤❤❤❤
@purnachandraupadhyaya
@purnachandraupadhyaya Жыл бұрын
ବହୁତ ସୁନ୍ଦର ଲାଗିଲା
@rosan_official_98
@rosan_official_98 Жыл бұрын
Nice Video Krishna sir
@girivishvanath4823
@girivishvanath4823 Жыл бұрын
Number One jatraparty of Orissa. . Tara pur. . ❤❤❤ Uttarkul oppra. . kans Oppra
@hkmishramishra851
@hkmishramishra851 5 ай бұрын
SANJAY BHOLA SIR PAUNSHA TALARA NIAN, RAVI SATPATHY SIR, MAHENDRA DAS SIR TARAPUR JATRARA ENTUDISHALA LEJENDARY NO.ONE HERO DEVI RATHA SIR IS THE ICON OF ODIA JATRA INDUSTRY🙏🙏🙏
@mochashamohasa6398
@mochashamohasa6398 Жыл бұрын
Good bless you Jay jagannath sir
@PrakashThanapati
@PrakashThanapati Жыл бұрын
ଯାତ୍ରା ଜଗତର ଭୀଷ୍ମ ପିତାମହ ଦେବୀ ପ୍ରସାଦ ରଥ ଙ୍କ ସାକ୍ଷାତ କରା ନ୍ତୁ... please we are wating ... krishna sir🙏🙏🙏🙏🙏🙏
@JatraAnchorKrishnakumar
@JatraAnchorKrishnakumar Жыл бұрын
kzbin.info/www/bejne/ZnXSY5yAh9NoopIsi=d2WR9cqZB657e1uZ ଦେବୀ ରଥ ଙ୍କ ସାକ୍ଷାତ କାର୍ kzbin.info/www/bejne/maaXXp6Fib-gp80si=s-kEY1yBZz2N497U part 2
@PrakashThanapati
@PrakashThanapati Жыл бұрын
@@JatraAnchorKrishnakumar thank u
@lxboy2095
@lxboy2095 Жыл бұрын
ତାରାପୁର୍ ଅପେରା ଆମ ଗାଁ ରେ ଥରେ ହେଇଥିଲା ମୁଁ ଛୋଟ ବେଳେ ଦେଖିଛି
@kalpatarumohanty9945
@kalpatarumohanty9945 Жыл бұрын
Krishna bhai,, kebe tuma saha dekha haba mun apekhya karichi❤️❤️❤️❤️
@diptimayeedash2194
@diptimayeedash2194 Жыл бұрын
ନାଲି ସଊଇଟର ନେପାଳୀ ଝିଅ ସବୁଠାରୁ ବେଷ୍ଟ୍
@sukantakumar2593
@sukantakumar2593 Жыл бұрын
Namaskar Bhai sari puruna katha manapaduche
@rabisenapati7192
@rabisenapati7192 Жыл бұрын
Bhaut bhal lagila
@dnmlsp2249
@dnmlsp2249 Жыл бұрын
Super apisod bhai....amiti Malika nku encourage karei ki partyi anntu
@dillippradhan4180
@dillippradhan4180 Жыл бұрын
You are great
@jatraloversibun
@jatraloversibun Жыл бұрын
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰🥰👍👍👍🙏🙏🙏 bhai
@LokanathSahoo-kl6sm
@LokanathSahoo-kl6sm 4 ай бұрын
Good
@rakeshdehury4893
@rakeshdehury4893 Жыл бұрын
Love you bro from core of my heart
@lalabiswajitray3387
@lalabiswajitray3387 Жыл бұрын
Jay Jagannath Krishna God bless you Krishna
@alekhameher2514
@alekhameher2514 Жыл бұрын
congratulations sir ❤❤❤❤❤❤❤❤
@balarammallik8766
@balarammallik8766 Жыл бұрын
Wow super Bhai ❤❤❤
@rameshchandranayak7768
@rameshchandranayak7768 3 ай бұрын
❤ଫୁକୁନି ବାବୁ କଳାପ୍ରତି ଆପଣଙ୍କର ଦୁର୍ବଳତା ନିଶ୍ଚୟ ସ୍ୱାଗତଯୋଗ୍ୟ ହେଲେ , ଆଜିର ଦିନରେ କଳାର ବିକାଶପାଇଁ ପ୍ରଯୋଜକମାନେ ଯେତିକି ବ୍ୟସ୍ତ ନୁହନ୍ତି କଳାକୁ ବିକୃତ କରି ରୋଜଗାର କରିବାକୁ ବ୍ୟସ୍ତ ଅଛନ୍ତି !🙏🌷
@bijaysamal9024
@bijaysamal9024 Жыл бұрын
Very good video
@pintudas-yr8te
@pintudas-yr8te Жыл бұрын
ତାରପୁର ଅପେରା ମୋ ଗାଁ ଅନୁଷ୍ଠାନ ଥିଲା , "ତୋ ମୁଁହ ଆଉ ଚାହିଁବି ନାହିଁ" ଆଉ "ମୟାବିନୀ" ସବୁଠୁ ପ୍ରିୟ ନାଟକ।
@SmArTmUnA1
@SmArTmUnA1 Жыл бұрын
No baneswari
@ganeswarganesh1286
@ganeswarganesh1286 Жыл бұрын
Video Bhala lagila bhai
@ramakantanayakmantu3971
@ramakantanayakmantu3971 10 ай бұрын
Mana kalikata deha odisha natak mast bhai
@maryadapurusottamjena2808
@maryadapurusottamjena2808 Жыл бұрын
Join kalikati bohubilati bahi ek number.
@ashisdalai2064
@ashisdalai2064 Жыл бұрын
Bhai aaji video bahut bahut bhala lagila
@debasishamahapatra3109
@debasishamahapatra3109 Жыл бұрын
1996 ehi jatra Bhanjanagar asithila mu dekhichi ,Kagacha Gudi, Bata chada Sandha asuchi
@debesbabu9114
@debesbabu9114 Жыл бұрын
Very nice 👍
@ASHOKKUMAR-bh2jg
@ASHOKKUMAR-bh2jg Жыл бұрын
True with fact....
@pulinchandrabhaisal4171
@pulinchandrabhaisal4171 Жыл бұрын
Namaskar Jai Jagannath
@jugalmishra9110
@jugalmishra9110 Жыл бұрын
ମୁ ପୋଛି ଦେଲି ମୋ ଅପା ସିନ୍ଦୁର, ମନ କଲିକତା ଦେହ ଓଡିଶା, ଓଁ. ମ୍. ପି ଛକ ରେ ଝିଅ ଟି କେଏ, ଏ ନାଟକ ମୁ ଦେଖିଚି, ବହୁତ ଭଲ ଲାଗଲା, ଏମେତି ନାଟକ ଲେଖା ହଉ
@suryakantasahoo8568
@suryakantasahoo8568 Жыл бұрын
Jay Jagannath
@prasantbiswal3385
@prasantbiswal3385 Жыл бұрын
Tarpur au Baneswari a 2ta party ra nataka sabu super hit nataka.no1 party thila Tarpur
@anuradhamohanta479
@anuradhamohanta479 Жыл бұрын
Apahruta janaki nataka au Jone lady Singer thile bahut famous hoithila.
@vinayaknayak8421
@vinayaknayak8421 5 ай бұрын
Janhalo to bahaghar kebe mu bablu role Kiri thili amaa gaan drama re 22/23 basrh purbaru khalnayak TelangaBhai Bahut hi badhia suparhit natak
@hkmishramishra851
@hkmishramishra851 Жыл бұрын
KRISHNA SIRNKU KOTIPRANAM🙏
@kalkicreations9459
@kalkicreations9459 Жыл бұрын
ଏବେ ବି ମୁ ଖୋଜୁଛି ତରପୁରୁ ଅପେରା ର ଏକ ନାଟକ ସେଇ ଦିନୁ ଜାଗା ଦାସ ଗାଁ କୁ ଫେରିନି. ଗାଁ ର ନା ପ୍ରୀତିପୁର ଝିଅ ର ନା ରାଧା
@sudhansugardia2700
@sudhansugardia2700 Жыл бұрын
Sir start hau tara pur opra❤❤❤❤super thila satim era......
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН