ତମ ମା ଯଦି ସତୀ, ସପ୍ତସତୀ ଠାକୁରାଣୀଙ୍କ ପାଖରେ ବସେଇ ଅଷ୍ଟମସତୀ କରେଇଦିଅ: ମଧୁମିତା ରଥ

  Рет қаралды 59,864

Pratidin TV

Pratidin TV

Күн бұрын

Пікірлер: 455
@rosankumar3389
@rosankumar3389 2 жыл бұрын
ୟାଠୁ କେତେ ବଡ଼ ବଡ଼ ଘଟଣା ହେଇଯାଉଚି ସେଗୁଡ଼ାକ ତ କିଛି କରି ପାରୁନ । ଯିଏ ଭୁଲ୍ ମାନୁଚି ତା ଉପରେ ହିଁ ବଳ । ଆଉ ଯେଉଁଠି ଯିଏ ପ୍ରତିରୋଧ କରୁଛି ଘରେ ଯାଇକି ଶୋଇ ପଡୁଛ ନା।ଦୁର୍ବଳ ଉପରେ ସବଳ ର ଅତ୍ୟାଚାର।
@gourangajena9419
@gourangajena9419 2 жыл бұрын
Madam ପ୍ରବଳ ଭାଷଣ ଦେଉଛ, ଆମ ଓଡ଼ିଶାରେ କେତେଜଣ ନିର୍ଯ୍ୟାତିତ ମହିଳା କୁ ନ୍ୟାୟ ଦେଇଛ , ମାର ମାର ଭଣ୍ଡାରୀଆ କୁ ମାର ନାଟକ କରୁଛ ଏଠି
@Kabscreation
@Kabscreation 2 жыл бұрын
ଆପଣ ସବୁଥିରେ ଏତେ ଭଲ ଦେଖେଇ ହେବା ଉଚିତ୍ ନୁହଁ...ଆଉ ସବୁ ଗୀତ ବେଳେ କଣ କୁଆଡେ ଶୋଇଥିଲ...
@s.p.parija9187
@s.p.parija9187 2 жыл бұрын
ତୁ ଛୋଡି ପୁଅ ବେଧ ଛୁଆ 😄
@Kabscreation
@Kabscreation 2 жыл бұрын
@@s.p.parija9187 ହଇରେ bedhei ପିଲା... ତୋ ଘର କୋଉଠି କିରେ
@Kabscreation
@Kabscreation 2 жыл бұрын
@@s.p.parija9187 ତୋ ମା ତତେ ଆଉ ଜଣକୁ ଗାଣ୍ଡୀ ଦେଇକି ଜନ୍ମ କରିଛି..so tu ଅନ୍ୟ ଗାଣ୍ଡିରେ ହାତ ମାରୁଛୁ
@dhaneswarbehera3362
@dhaneswarbehera3362 2 жыл бұрын
@@s.p.parija9187 ମାଘିଆ ଟା କିରେ ତୁ... ନାଳୁଆ maghia...
@jayjagannatha6857
@jayjagannatha6857 2 жыл бұрын
@@s.p.parija9187 tu kn to bou bia re chhodi thilu?????chhodi pua kahuchhu
@cndstatusboy5454
@cndstatusboy5454 2 жыл бұрын
ଇଏ କଣ ଓଡ଼ିଶାର ସର୍ବପ୍ରଥମ ସତୀସାବିତ୍ରୀ 😂😂🤣🤣🤣🤣🤣🤣🤣
@DhirendraPal-z6f
@DhirendraPal-z6f 5 ай бұрын
ଛାଡ ବାତେରାଙ୍କ କଥାରେ କ'ଣ ଅଛି? ଯିଏ ଯେଉଁ ସଂସ୍କାର ରେ ବଢ଼ିଛି.....
@hatakishoresahoo1984
@hatakishoresahoo1984 2 жыл бұрын
ଜେତେବେଳେ ଦିଟା ଇଟିଲି ଗୀତ ବାହାରିଲା । ସେତେବେଳେ କଣ ଜୁଆଁଇ ପାଖରେ ସୋଇଥିଲୁ
@nayakbabu3015
@nayakbabu3015 2 жыл бұрын
😂😂😂😂😂🤣🤣🤣🤣
@sudhirbarik6002
@sudhirbarik6002 2 жыл бұрын
Ok
@jaijagannath1703
@jaijagannath1703 2 жыл бұрын
Sei gitata sabu dist ra jhiaku properly neiki kuhaheithilakire .abe aeta particular dist ku neiki କୁହାଗଲା । ଅଲଗା ନାରୀକୁ କୁହାଯାଉଥିଲା ଯେ but amiti dist ku neiki nuha
@hatakishoresahoo1984
@hatakishoresahoo1984 2 жыл бұрын
@@jaijagannath1703 baleswar jhia balia balia aita ta samasta dist ku nunha
@divyajotiudya6141
@divyajotiudya6141 2 жыл бұрын
Haa haa right right broo 😂😂😂😂
@alok.2008
@alok.2008 2 жыл бұрын
ତମେ ସତୀ ସାବିତ୍ରୀ
@soumyaranjan130
@soumyaranjan130 2 жыл бұрын
ଆଗରୁ ଯେଉଁ ସବୁ ଖରାପ ଗୀତ ରିଲିଜ୍ ହେଇଛି ସେତେବେଳେ କୋଉଠି ଥିଲ। ସତକଥା ହେଲା ବଡ କଳାକାର ଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ ଡ଼ର ଲାଗୁଛି ତୁମକୁ। ଯଦି ଗୋଟେ ଛୋଟ କଳାକାର କିଛି ଭୁଲ କରୁଛି ତା ଉପରେ କେସ କରୁଛ ଏବଂ ମିଡିଆ ରେ ବାହାର କରୁଛ ସେ ତାର ଭୁଲ ସ୍ୱୀକାର କରିସାରିଛି ଏବଂ ୟୁଟ୍ୟୁବରୁ delete କରିସାରିଛି ତା ପରେ ବି ତୁମୋନେ ତା ପଛରେ ପଡ଼ିଚ ଗୋଟେ ଗୀତ କୁ ନେଇ ଏତେ serious ହେବା ଉଚିତ୍ ନୁହଁ।
@thebharatglobalpower6411
@thebharatglobalpower6411 2 жыл бұрын
ମାଡାମ ଟିକେ ଅଲଗା କଥାକୁ ନେଇ ଆଗକୁ ବଢନ୍ତୁ
@jagabandhudalai2928
@jagabandhudalai2928 2 жыл бұрын
ଆଜ୍ଞା ବର୍ତ୍ତମାନ ଏ ସମାଜରେ ଯାହାସବୁ ଘଟଣା ମାନ ଘଟି ଚାଲିଛି ଏମାନଙ୍କ ମଧ୍ୟରୁ କାହାକୁ ଆପଣ ସଜାଡି ଠିକ୍ କରିପାରିବେ, ଏ ତ ମ୍ଲେ ଛ ସହାର ହେବାକୁ ଯାଉଅଛି ଜୟ ମା ଦୂର୍ଗା 🙏🙏
@prasantpattanayak5511
@prasantpattanayak5511 2 жыл бұрын
U r right
@santoshsuna1983
@santoshsuna1983 2 жыл бұрын
Jai ho Shankara on saranam🙏🙏🙏🙏
@susantakumarbehera2293
@susantakumarbehera2293 2 жыл бұрын
ଆପଣ ଙ୍କ statement mote ଭଲ ଲାଗିଲା ନାହିଁ । ଶଙ୍କର ଭାଇ ଭଲ ଲୋକ straight forward
@pradoshkumar7833
@pradoshkumar7833 2 жыл бұрын
ପ୍ରଥମ କଥା ହେଲା ମୁଁ ପରମାତ୍ମା ଙ୍କ କଥା କହିବି. ଯିଏ ଯାହା କରୁଛି ତାକୁ କରିବା କୁ ଦିଅ. କାହାର କାମ ରେ ହସ୍ତକ୍ଷେପ କରିବା ନିଜର ଭୁଲ. ପରମାତ୍ମା କହିଛନ୍ତି ଯାହା ବି ହଉଚି ତାକୁ ହଵା କୁ ଦିଅ.ବିନା କାରଣ ରେ କିଛି ବି ହଉନି.ପରମାତ୍ମା କହିଛନ୍ତି ସାକ୍ଷୀ ଦ୍ରଷ୍ଠା ହେଇ ସବୁ ଦେଖ. ଆଉ ଆପଣଙ୍କ ଏମିତି କଣ ହଉଛନ୍ତି ମା. ଫିଲ୍ମ ଆଉ ସୋସିଆଲ ମିଡ଼ିଆ ରେ ଏଇଟା ସାଧାରଣ କଥା. ୟା ଠୁ ବହୁତ ଖରାପ ଭାଷା ବ୍ୟବହାର କରୁଛନ୍ତି ଆଉ ତାଙ୍କୁ ଆପଣ କେବେ କହୁନାହାନ୍ତି କଣ ପାଇଁ. କିଛି ଝିଅ ମାନେ ନିଜ ଦେହ ରୁ କପଡା କାଢି ଭିଡ଼ିଓ କରୁଛନ୍ତି. ଆଉ କିଛି ପୁଅ ବି ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି ତାଙ୍କୁ ତ କୁହ. ଆଉ ମାଳିସାହି ରେ ଯୋଉ ଧନ୍ଦା କରୁଛନ୍ତି କିଛି ନାରୀ ମାନେ ସେଇଟା ବି ଯାଇକି ବନ୍ଦ କରନ୍ତୁ ସେଠି ନାରୀ ହିଁ ସମାଜ କୁ ଖରାପ କରୁଛି. ଏଇ ଭିଡ଼ିଓ ରେ ଆପଣ ବି ଲୋକଙ୍କ ମା ଙ୍କୁ ନେଇ କହୁଛନ୍ତି.
@upendradash5872
@upendradash5872 2 жыл бұрын
ଆଗରୁ ଯଦି କିଛି ଭୁଲ୍ ହେଇଚି ମାନେ ବର୍ତ୍ତମାନ ର ଭୁଲ୍ ଭୁଲ୍ ନୁହେଁ ତାହା କେତେ ଯୁକ୍ତିଯୁକ୍ତ ?
@upendradash5872
@upendradash5872 2 жыл бұрын
@conjus🥳lady ଆପଣ ଙ୍କ ମତ ସଠିକ୍ ହେଲେ ଆଗରୁ ଯେଉଁ ଗୀତ ଅଶ୍ଳୀଳ ହେଇଥିଲା ଏବଂ ଆଗକୁ ମଧ୍ୟ ହୋଇପାରେ କିନ୍ତୁ ଯେଉଁ ପୁରୁଣା ଗୀତକୁ ଉଦାହରଣ ଦିଆଯାଉଛି ସେହି ଗୀତ ରେ ସମସ୍ତ ନାରୀର ବର୍ଣ୍ଣନା କରାଯାଇନାହିଁ । ସେହି ଗୀତ ଠିକ୍ ତାହା ମଧ୍ୟ ମୁଁ କହୁନାହିଁ କିନ୍ତୁ ଏହି ଗୀତ ରେ ସମସ୍ତ ଜିଲ୍ଲା ଝିଅ ମାନଂକୁ ଭୁଲ୍ ବର୍ଣ୍ଣନା କରାଯାଇଛି । ସମସ୍ତ ଝିଅ ଭଲ ନୁହେଁ କିମ୍ବା ସମସ୍ତ ଝିଅ ଖରାପ୍ ମଧ୍ୟ ନୁହେଁ ତେଣୁ ବିରୋଧ କରିବା ଉଚିତ। ଦୟାକରି ଓଡ଼ିଆ ସଂସ୍କୃତି ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ।
@utkalsahoo4508
@utkalsahoo4508 2 жыл бұрын
ଏ କଥାର କିଛି ମୂଲ୍ୟନାହିଁ,କଣ ପାଇଁ ଆଲୋଚନା ଚାଲିଛି. ଶେଷ କର ଏ କଥାକୁ
@sanjibpurohit4863
@sanjibpurohit4863 2 жыл бұрын
Apana mdm sabu issues ku agaku anuchanti... Odishara swabhimana, culture, tradition ku emiti hni rakshya karuthantu... Ame apanka agare nuhn ki pachare nuhn.. Apnanka sangre hnii achhau.... Apna sabubele sata katha ku smna ku anantu... God bless uhh mdm.. Jai jaganath
@deepakswain391
@deepakswain391 2 жыл бұрын
ତମ ସାମ୍ନା ରେ ନୁହଁ ତୋ ସାମ୍ନା ରେ କହ ଆମେ ମହିଳା ତା ମା କୁ କଣ ପାଇଁ କହୁଚୁ ତୁ ଭୁଲ ଠିକ କହି ବାକୁ କିଏ
@deepakswain391
@deepakswain391 2 жыл бұрын
ଏ ପିଲା କଣ ତତେ ଖରାପ କହିଛି କାହା ନା ଧରି ତ କହିନୀ ତମେ ନୁହଁ ତୁ କନକରି ପାରିବୁ କହ ଘରୁ ବାହାରି ପାରିବୁ
@panchanangaan6451
@panchanangaan6451 2 жыл бұрын
Maa u are great 🙏
@liturout7134
@liturout7134 2 жыл бұрын
Maadam tike rahijantu ...plz apan previous year jantu ...kichhi old geet sunantu....then bite diuntu...plz
@Kabscreation
@Kabscreation 2 жыл бұрын
ଲାଇଫ ରେ ଭୁଲ ଅଛି ତାର ବି କ୍ଷମା ଅଛି... ତମେ ତ ଗୀତ ବନ୍ଦ କରୁଛ ଆଉ lipstick company ଆମେ ବନ୍ଦ କରିବୁ... ଭାବିକି କୁହ... ହେଲା...😃😃😃😃😃
@lipidashexplore6698
@lipidashexplore6698 2 жыл бұрын
🤪🤪
@dambarudharnaik4428
@dambarudharnaik4428 2 жыл бұрын
ମାଡାମ ଠିକ୍ କହୁଛ ଯେ, ଯାତ୍ରାରେ ଅଶ୍ଳୀଳ, ସିନେମାରେ ଅଶ୍ଳୀଳ, ଅଶ୍ଳୀଳ ଗୀତ,ଅଧା ଲଙ୍ଗଳା ପୋଷାକ ପିନ୍ଧା ଝିଅ କୁ ଗୋଡେଇ ଗୋଡେଇ ଶାସିନ କର ,ତାହା ନ କରି ମାର୍ ମାର୍ ଭଣ୍ଡାରିଆକୁ ମାର୍ ନିତି ଆପଣାଇଛ । ଏ କି ନିତି ଧରିଛ ।
@seemapatra9773
@seemapatra9773 2 жыл бұрын
Jayjagannathswamirite🙏🙏🙏♿
@smitadas1047
@smitadas1047 2 жыл бұрын
Good,best of luck,maa
@PrabhatJujharsingh
@PrabhatJujharsingh 5 ай бұрын
Right 👍 madam
@swarnabehera5285
@swarnabehera5285 2 жыл бұрын
I request to both every ladies community and every boys plz respect our tradition and culture and maintain a genuine standard of society 🙏😔
@STYLISHREVIEWER
@STYLISHREVIEWER 2 жыл бұрын
Right🤩👉
@ajaykumarpradhan2163
@ajaykumarpradhan2163 2 жыл бұрын
ମାଡାମ ମହାତ୍ମାଗାନ୍ଧୀ କହିଥିଲେ ଆଣ୍ଠୁ ଟାରୁ ତଳକୁ ଲୁଗା ପିନ୍ଧିବା ପାଇଁ କେତେ ଜଣ ଆଣ୍ଠୁ ତଳକୁ ଲୁଗା ପିନ୍ଧୁଛନ୍ତି ସବୁତ ଉପରକୁ ପିନ୍ଦିଲେ ଆପଣ ଯଉ କଥା କଉଛଁନ୍ତି ଇଏ ସତ୍ୟ ଯୁଗର କଥା ଏବେ ଯୁଗକୁ କୁ ନେଇ ଦୁନିଆ ଚାଲିଛି
@prashantakumardash6631
@prashantakumardash6631 2 жыл бұрын
ତମକୁ ଲଗାଈ ନବମ ସତୀ ଦେବୀ,ଅାଗରୁ କଣ କରୁଥିଲ !ଅକ୍ଷୟ ମହାନ୍ତି ର ସଙ୍ଗିତ ଅାହୁରି ଜଟିଳ ଥିଲା ,ଏହିପରି ଅନେକ ଗାୟକ ୱ ଗାଇକା ତଥା ପପୁ, କାହିଁ ତାଙ୍କ ବାଳ ତ ବଙ୍କା କରିପାରୁନାହଁ
@narayanpradhan5483
@narayanpradhan5483 2 жыл бұрын
ବର୍ତ୍ତମାନ ଆଧୁନିକ ଓଡ଼ିଆ ସମାଜ ପାଇଁ ଠିକ ଅଛି ମୋମତରେ ନାରୀ ନାରୀ ଭିତରେ ରହିବା ଉଚିତ ତେବେ ଯାଇ ଠିକ ହେବେ ।
@rasmiranjanaswain481
@rasmiranjanaswain481 2 жыл бұрын
ତାଙ୍କ ମାତୁମର କଣକଲା.ତମେ ଜଣେ ନାରି ପ୍ରଥମେ ନାରିକୁ ସମ୍ମାନ ଦିଅ
@prateekpahi956
@prateekpahi956 2 жыл бұрын
Ur constructive delibration surely required to save the society from way of disintigration
@sunilranjanbhol1805
@sunilranjanbhol1805 2 жыл бұрын
Maa jadi sahisnu, gote loka bhul Manila pare ate issue kn Pani.?
@satchidanandaacharya7119
@satchidanandaacharya7119 2 жыл бұрын
you are Right maadaa m
@mamayaray1731
@mamayaray1731 2 жыл бұрын
Mam mali sahi re kie achhanti nari na purush?
@Sadboysudhir03
@Sadboysudhir03 2 жыл бұрын
Madam agaru ate gita baharuthila kuade jaithila ...
@RAJAVLOG8509
@RAJAVLOG8509 2 жыл бұрын
Nari Songothono kouthi thila 😃😃😃😃
@nirmalmalik8699
@nirmalmalik8699 2 жыл бұрын
ମାଡାମ ଅନେକ ଘଟଣା ଅଛି ତାପଛରେ ପଡ଼
@shantilatamohanty5845
@shantilatamohanty5845 2 жыл бұрын
Thiek
@mr.sashank6377
@mr.sashank6377 2 жыл бұрын
Madam କୁ ବେଶି baadhini ପ୍ରତିଦିନ channel କୁ ବେଶି baadhichi ତେଣୁ ବୁଡି ପାଖରୁ ବାଇଟି ନେଉଛି କି ବାଳ channel re ତୁ।
@prasantbagarty9983
@prasantbagarty9983 2 жыл бұрын
ତୋ ପୁରାଣ ଘରେ ରଖେ ତୁ ଓଡିଶା ର ମୁଖ୍ୟମନ୍ତ୍ରୀ ହବୁ
@prasantasahoo261
@prasantasahoo261 2 жыл бұрын
ଆଗରୁ ଥିଲେ ମହିଳା , ଆଉ ଏବେ ସବୁ ମହିଳା ,ମଇଳା Mg ଏବେ ସବୁ ମହିଳା ju ଡ୍ରେସ ପିନ୍ଧୁଛ ଛି ଛି
@manajnayaknayak7564
@manajnayaknayak7564 2 жыл бұрын
Ho ho. Ho. Ho
@benudharpal3236
@benudharpal3236 2 жыл бұрын
ସେ କଣ ତୁମ ମା ଭଉଣୀ ବିଷୟରେ କିଛି କହିଲେ କୁ ତା ହେଲେ ତୁମେ କାହିଁକି କହିଛ।ତୁମେ ତାକୁ କୁହ
@CreationOdia1234
@CreationOdia1234 2 жыл бұрын
Video Remove କରିବାପରେ ବି ତୁମେ କଣ ପାଇଁ ଚିଲାଉଛବେ Media ରେ
@nanigopalsamantray5978
@nanigopalsamantray5978 2 жыл бұрын
ତମେ ମାଡାମ୍ ଓ ମ ସାମ୍ନାକୁ ଆସି କହୁନା ତମେ ଓ ମ ର ଯାହା କରିବ ସେ ତମର ବି ସେଇୟା କରିବ l. ଓ ମ ମାର୍କେଟ ରେ ବହୁତ ଆଗକୁ ଯିବ l ଓ ମ ଭାଇ ଜିନ୍ଦାବାଦ
@saratkantasatapathy7635
@saratkantasatapathy7635 2 жыл бұрын
ନିଜକୁ କଣ ଭାବୁଛ ହେ ଶଂକର,ନିଜ ସୃଜନଶୀଳତା କୁ ଖରାପ ଢଂଗ ରେ ନେଉଛ,ନିଜର ଅହଂକାର କୁ କମା,ଶସ୍ତା ହୁଅନି-
@bishoyipradip4368
@bishoyipradip4368 2 жыл бұрын
Aagaru kuade jaithila ba?
@saisikhya7557
@saisikhya7557 2 жыл бұрын
Absolutely right 🙏🙏🙏
@bisnuparida3362
@bisnuparida3362 2 жыл бұрын
ଶାଳୀ ତିନୋଟି ମୋର ବଡ ଅମ୍ବାସାଡର ସାନ...... ...... ମଝିଆଁ ଶାଳୀ ଟି ନାଲି ମାରୁଛି ମୋର......
@akshyasahu4335
@akshyasahu4335 2 жыл бұрын
ଦୟା କମେଡି ଯାତ୍ରା ଅଭିନେତା ବି ଏଇ ଗୀତ ବାଲେଶ୍ୱର ଝିଅ ଗୀତ ଗାଇଛନ୍ତି ମାଡାମ, ତାଙ୍କୁ କଣ କହିବେ
@jullysamal6626
@jullysamal6626 7 ай бұрын
To ma ଭଉଣୀ ନାହିଁ ବେ
@akshyasahu4335
@akshyasahu4335 7 ай бұрын
@@jullysamal6626 behave ଶିଖିନ ସିଷ୍ଟର
@sumitramulia5255
@sumitramulia5255 2 жыл бұрын
Right
@sobhonayak6852
@sobhonayak6852 Жыл бұрын
Thik katha kahilo maa very good msg ehibhali song gaiba lokamane bahut be lajiya lokati
@dibakarpadhy9050
@dibakarpadhy9050 2 жыл бұрын
Medam agaru jou gita baharu thila kuade jaithila
@alok.2008
@alok.2008 2 жыл бұрын
ତମେ ତାଡିବ
@jullysamal6626
@jullysamal6626 7 ай бұрын
To ମା ଭଉଣୀ maipa ନାହିଁ କିରେ
@adikantaransingh
@adikantaransingh Жыл бұрын
ଭ ଉଣୀ,ମାଳିକାପଢବହୁତଭାସନି
@benudharpal3236
@benudharpal3236 2 жыл бұрын
ସେ ପିଲା ଭୁଲ୍ ମାଗିଲା ପରେ ଏତେ କଥା କହୁଛ ମାନେ ତୁମେ ନିହାତି ତୁମ ଶାଶୁ ଶଶୁର ଙ୍କୁ ମାନୁ ନଥିବା । ଲଗାମ୍ ଛଡ଼ା ହୋଇଥିବା
@manojdas1374
@manojdas1374 2 жыл бұрын
ଏଟା କଳୀ ଯୁଗ ରାମାୟଣ ମହାଭାରତ କଥା କୁହନି ମା ଲୋ
@rasmiranjanaswain481
@rasmiranjanaswain481 2 жыл бұрын
ତମେମାନେ କୋଉ ସମାଜସେବି, ବେଶି ହେଉଛ
@ajitpradhan3397
@ajitpradhan3397 2 жыл бұрын
ଭୁଲ୍ ପାଇଁ ତ କ୍ଷମା ଅଛି ସିଏ ତ ଭୁଲ୍ ମାଗୁଛନ୍ତି ତାଙ୍କୁ କ୍ଷାମା କରିଦିଅ ଦୟାକରି ମିଡିଆ ଭାଇ ମାନଙ୍କୁ ଅନୁରୋଧ ସେହିଟାକୁ ଏତେ ଆସୁ କରନାହିଁ thank you
@Reenabehera0
@Reenabehera0 2 жыл бұрын
Mam Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mr___engineer-N
@mr___engineer-N 2 жыл бұрын
ଯେତେବେଳେ ଦୁଷ୍କର୍ମ ହଉଛି ଏମାନେ କୁଆଡେ ଯାଉଛନ୍ତି ଏବେ ବାହାରି ଆସୁଛନ୍ତି
@jayjagannatha6857
@jayjagannatha6857 2 жыл бұрын
bedhei mananku kahile badhiba gehnile kichhi nahi suna pila
@odishanewes
@odishanewes 2 жыл бұрын
Mg media Bala ku aga mara
@odishanewes
@odishanewes 2 жыл бұрын
@shree vaidyanath maharaj ji ke Kripa nahi bhy
@santoshpuhan8081
@santoshpuhan8081 2 жыл бұрын
Madam , dayakari Dipika madam nku nyaya deba pain kichi karantu. loka mane apananku dhanyabad debe.👍
@jibanjyotiparida892
@jibanjyotiparida892 2 жыл бұрын
90% toki odisha re bedhei ajika date re
@nayakbabu3015
@nayakbabu3015 2 жыл бұрын
👍👍👍👍👍👏 👏👏👏👏👏👏👏👏👏👏👏👏😃😃😃😃
@aryanalok9517
@aryanalok9517 2 жыл бұрын
Yes like your sister and mother
@monalisasahoo5883
@monalisasahoo5883 2 жыл бұрын
Pua mane bhari bhala ki?
@ebanitadas7234
@ebanitadas7234 2 жыл бұрын
Sethire tuma ghara mahila mane samil achhanti na nahi ????
@nayakbabu3015
@nayakbabu3015 2 жыл бұрын
@@monalisasahoo5883 ଆମେ ପୁରା ଭଲ ଖାଣ୍ଟି ଗୁଆଘିଅ 😃😃😃😃😃
@dillipkumarsahoo6926
@dillipkumarsahoo6926 2 жыл бұрын
ଝିଅ ମାନେ ପ୍ରାୟତଃ ବେସୀ ଦେହ ଦେଖେଇ କମ୍ କପଡା ପିନ୍ଧି ବାହାରିବା କଣ ଠିକ୍
@hippian5826
@hippian5826 2 жыл бұрын
ଭୁଲ କ୍ଷମା ମାଗିଲା ପରେ ଆଉ କାହିଁକି ଘାଣ୍ଟୁ ଛ।
@rjsoy4432
@rjsoy4432 2 жыл бұрын
କି ଦିନ ଆସୁଛି, କଳି ଯୁଗର ଅନ୍ତ ହେବାକୁ ଯାଉଛି
@JAYACreation76
@JAYACreation76 2 жыл бұрын
Nihati nihati pade kahila
@pradiptaghadai7190
@pradiptaghadai7190 2 жыл бұрын
nice opinion
@atulkumarpradhan8262
@atulkumarpradhan8262 2 жыл бұрын
Mam tike dipika katha bujhantu
@bhajamanpatra4481
@bhajamanpatra4481 2 жыл бұрын
ଆପଣ ସତ୍ୟ ଜୁଗକୁ ଫେରେଇ ଆଣିବେ
@soumyaranjanbiswal3459
@soumyaranjanbiswal3459 2 жыл бұрын
Maa Tama kouthi thilaa .🙏🙏🙏
@paramanandakalu9381
@paramanandakalu9381 2 жыл бұрын
Right appa salut appanaku
@lipsha9836
@lipsha9836 2 жыл бұрын
Madam u r right 🙏🏻🙏🏻
@ganeshpanigrahi8296
@ganeshpanigrahi8296 2 жыл бұрын
ଆପଣଙ୍କ ପାଖକୁ କେବଳ ଏଇ ମିଡିଆ ବ୍ଯତୀତ ଆଉ କେହି ଆସନ୍ତି ନାହଁ ଆପଣ ଯାହା କହନ୍ତ ଏହି ମିଡିଆ କୁ ହି କହ ନ୍ତି
@jkdbr3300
@jkdbr3300 2 жыл бұрын
Sei gito gaibo
@gobindagobinda1749
@gobindagobinda1749 2 жыл бұрын
ମାଉସି ଏବେ ନିଦ ଭାଙ୍ଗିଲ ଆଗରୁ କଉଠି ଥିଲୂ, ତତେ ଲାଜ ଲାଗୁନି
@chandrasekharnayaka9658
@chandrasekharnayaka9658 2 жыл бұрын
ଖାଲି ଗୀତ କୁ ନେଇ ବାହାରିଲେ ହେବ ନାହିଁ ପ୍ରତ୍ୟେକ ଭୁଲ୍ ରେ ବାହାରି ଯିବା ଦରକାର। ରାଜ୍ୟରେ ଏତେ ସବୁ ବେଇମାନ,ଠକ,ଲାଞ୍ଚକାରବାର,ଅଫିସ କାର୍ଯ୍ୟରେ ଅବହେଳା,ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟିବା,ସବୁଠି ଟିକସ ଲାଗିବା ବେଳେ କୁଆଡ଼େ ସବୁ ଲୁଚି ଥିଲେ ଆପଣ ମାନେ । ଏ ସବୁ କୁ ବି ବିରୋଧ କରନ୍ତୁ ଭଲ ଉନ୍ନତି ହେବ ।
@kamrajbaskey7215
@kamrajbaskey7215 2 жыл бұрын
Kon ta dekheibu
@rashmigvlogs225
@rashmigvlogs225 2 жыл бұрын
Aapanna bahut prasidha.......
@shantismitarath5941
@shantismitarath5941 2 жыл бұрын
Se ta bhul Mani sarileni na.... Punni ete issue kn pain.... Agaru bahut Gita baharichi,se Gita b bahut hit heichi.... Setebelle kichhi haunathila ebe esabu kn ..... Prathamaru ta kichhi helani,ebe etebellaku ete pala kn pain
@jayantakumarmuduli1247
@jayantakumarmuduli1247 2 жыл бұрын
ମହାଶୟା ଙ୍କ କଥା ଗ୍ରହଣୀୟ ନୁହଁ
@utkalsahoo4508
@utkalsahoo4508 2 жыл бұрын
ନ୍ୟାୟ କିଏ ପାଇଚି.ଗୋଟେ ଛୋଟ କଥା କୁ ଖାଲି ଘାଣ୍ଟୁଚ଼.ସିଏ କମେଡ଼ି କରୁଥିଲେ. ଏଥିପାଇଁ କ୍ଷମା ପ୍ରାର୍ଥନା କଲେ. ଗୀତଟି କୁ ବି ଡିଲେଟ୍ କଲେ. ଶେଷ କର ଏହି ଘଟଣା କୁ,
@umaballabhapradhan7673
@umaballabhapradhan7673 2 жыл бұрын
Didi nari adhanaga hoi buluchhanti taku tike advocate hisabre kuha nari mada Nisa khai rati 12/1 ta rati buluchhanti taku sambhalntu
@dr.surendranathdash8861
@dr.surendranathdash8861 2 жыл бұрын
U are right madam. Why till now he is not arrested. Our Govt is doing nothing. Please take steps immediately
@susantdash6114
@susantdash6114 2 жыл бұрын
ନିଜେ ଠିକ ଲୋକ ତ
@bibhutibhusanratha544
@bibhutibhusanratha544 2 жыл бұрын
ନିଜକୁ ଲୋକଲୋଚନକୁ ଆଣିବାର ମାଧ୍ୟ୍ୟମ ବେବିନା ପରି ଭଳି ଝିଅମାନଙ୍କୁ କଣ ନ୍ୟାୟ ଦେଇଛ ନାଁ ମାଲ ପକାଇ ଚୁପଚାପ ବସିଗଲ ଯାହାକୁ ଦୁର୍ବଳ ଦେଖିଲ ତାକୁ କହୁଛ ଓଡ଼ିଶାରେ ବହୁତ ଚର୍ଚିତଘଟଣା ଘଟିଯାଇଛି ସେତେବେଳେ କାହିଁ ଚୁପଚାପ କଣ ମୋଟା ଅଙ୍କ
@divyajotiudya6141
@divyajotiudya6141 2 жыл бұрын
Madam kanhike Gita pachare padicha narimanka aneka asubidha bisyare tike dhyana diantu apankau mora anurodha 🙏🏻🙏🏻🙏🏻🙏🏻🙏🏻
@sktech12310
@sktech12310 2 жыл бұрын
କଳି . . କଳି . . କଳି . . ଘରେ କଳି . . .ବାହାରେ କଳି . . .ଶେଷରେ ୟୁଟ୍ଯୁବରେ ବି କଳି . . .ଛି . . ଛି . . .ତତେ ଟିକେ ଲାଜ ଲାଗୁନି କି ବାଜ୍ଯ ସ୍ତ୍ରୀ ଲୋକଟା . .
@smrutisudhanayak9330
@smrutisudhanayak9330 2 жыл бұрын
🙏 ଜୟ ଜଗନ୍ନାଥ 🙏 ମାମ୍ ଆପଣଙ୍କୁ ପ୍ରଣାମ ଏମାନେ କଳିଯୁଗର ସେଶପରିଚୟ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମତରେ।ବିନାଶକାଳେ ବିପରୀତ ବୁଦ୍ଧି।କୁକୁର ମାନେତ ହାତୀକୁ ଦେଖି ଭୁକିବେ ତେଣୁ ଆପଣ ମାନେ ଆଗେଇ ଚାଲନ୍ତୁ🙏🙏
@rbstar461
@rbstar461 2 жыл бұрын
sate k hahahahaha
@arunkumarsutar6871
@arunkumarsutar6871 2 жыл бұрын
Okk didi right
@moviesvedio8409
@moviesvedio8409 2 жыл бұрын
Bala dekheibu
@sunilranjanbhol1805
@sunilranjanbhol1805 2 жыл бұрын
Maa,bapujinagar re Jane mahila dokani40 year's nku aunty dakili boli ,jou gali kale,apan biswas Kari paribeni!
@sachinmeher2814
@sachinmeher2814 2 жыл бұрын
Ha ha ha
@atulyaray4203
@atulyaray4203 2 жыл бұрын
ଝିଅଟିଏଷ୍ଟେଯରେଦୁଇଆଙ୍ଗୁର ଚଡିପିନ୍ଦୀନାଚୁଛନ୍ତି ଆପଣଦେଖିନାହାନ୍ତି
@bijulisahoo9462
@bijulisahoo9462 2 жыл бұрын
Thanks mam
@shreelaxmi8127
@shreelaxmi8127 2 жыл бұрын
ଏ ଘୋଡାଗେହିଁ କୁ ତା ଘଇତା ଠିକରେ ଗେଁହି ନି ସେଥିପାଇଁ ଏ ଏମିତିକା ହେଇ ଗପୁଚି
@odishanewes
@odishanewes 2 жыл бұрын
Right 👍👍👍👍👍
@deepakkumarroy3976
@deepakkumarroy3976 2 жыл бұрын
Mam,U r like my mother But my request.. 75%ladies is faulty Ladies are dancing in utube necked dress. Dancing is not worth in social media , but proper dress.. Previously,all songs request to ban. 1.Nabam sreni jhia ta 2 rasikia Hindi master 3 sahitya Didi 4 baleswar jhia balia balia 5 Aahe dayamaya biswa bihari. He is 100%faulty.but u take action about previously. But, mam u give a comment about nabam sreni jhia ta.it is not wrong..
@niranjanbehera7427
@niranjanbehera7427 2 жыл бұрын
Ok
@kushaagria7241
@kushaagria7241 2 жыл бұрын
Right,mam
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 48 МЛН
黑的奸计得逞 #古风
00:24
Black and white double fury
Рет қаралды 26 МЛН
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 2,9 МЛН
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 32 МЛН
Engineer Muhammad Ali Mirza STUDENTS ki Adalat mein ! A Special Session Recorded on 27-March-2022 !
3:39:32
Engineer Muhammad Ali Mirza - Official Channel
Рет қаралды 1,5 МЛН
1971 IND-PAK War Exposed - A Soldier's True Bravery | Capt G. Choudhary | TRSH 187
1:50:38
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 48 МЛН