ତମକୁ କ'ଣ ଆଉ କେହି ମିଳୁନାହାଁନ୍ତି..୪୦ ବର୍ଷର ବୁଢୀକୁ ଭଲ ପାଉଛ..ଗୋଟେ ଯାତ୍ରା ଚଲେଇଛନ୍ତି..

  Рет қаралды 1,443,124

Odisha Bhaskar

Odisha Bhaskar

Күн бұрын

Пікірлер
@guludada1976
@guludada1976 2 жыл бұрын
ମା ଆପଣ ଯେଉଁ କଥା ଟିକୁ ଉପସ୍ଥାପନ କରିଛନ୍ତି ଶହେରୁ ଶହେ ସତ୍ୟ କିନ୍ତୁ ମିଡିଆ ଭାଇ ମାନେ ବୁଝିବାଦରକାର
@dushmantkumar5855
@dushmantkumar5855 2 жыл бұрын
Media boycott
@kumarmd1328
@kumarmd1328 2 жыл бұрын
ନାରୀର ସମ୍ମାନ ରଖା
@kumarmd1328
@kumarmd1328 2 жыл бұрын
ବଦ୍ମସା tame tunguru ra call recorder ଶୁଣିଛ ନ ନାହିଁ
@mandakinibehuria4304
@mandakinibehuria4304 2 жыл бұрын
Media bhai bhouni sabu gote gote murabi hina
@beautyqueenalisha215
@beautyqueenalisha215 2 жыл бұрын
Right. 👈
@sangitabarik4378
@sangitabarik4378 2 жыл бұрын
ଠିକ କଥା ମାଡାମ.. ଏଥିରେ ଆଲବମ କରୁଥିବା କମ୍ପାନୀ ନିଜ ଲାଭ ପାଇଁ ସମାଜ କୁ ଖରାପ ଶିକ୍ଷା ଦେଉଛନ୍ତି
@Mrranjan-MS
@Mrranjan-MS 2 жыл бұрын
Right
@parthasarathimaharana4468
@parthasarathimaharana4468 2 жыл бұрын
ଭଲ କଥା ପଦେ କହିଲେ 👏👏👏👏👏👏👏👍🙏
@bikrampatra7501
@bikrampatra7501 2 жыл бұрын
👍..
@likunkhuntia1603
@likunkhuntia1603 2 жыл бұрын
🙏👌👌👌👌👌👌
@puspanjaliswain2887
@puspanjaliswain2887 2 жыл бұрын
100%🙏
@subhashreecreations
@subhashreecreations 2 жыл бұрын
ମାଉସୀ ଠିକ୍ କହିଛନ୍ତି। ମାଉସୀ ଆପଣଙ୍କର ସମାଜ ସଂସ୍କାର ନୀତି ନିହାତି ପ୍ରଶଂସନୀୟ।🙏🙏
@kanhubishoyi4950
@kanhubishoyi4950 2 жыл бұрын
ମାଉସୀ ଠିକ୍ କହିଲ ତୁମକୁ କୋଟିକୋଟି🙏🙏🙏
@madhu2821
@madhu2821 2 жыл бұрын
Maushi sea barsa ku teka bisa dae dea
@pratimamishra894
@pratimamishra894 2 жыл бұрын
ମହାଶୟା ଆପଣଙ୍କ ସୁଚିନ୍ତିତ ମତାମତ ଓ ଉପଯୁକ୍ତ ଉପଦେଶ ପାଇଁ ଅନେକ ଧନ୍ୟବାଦ..
@simanchalbeherdalai6578
@simanchalbeherdalai6578 2 жыл бұрын
ମା ଆପଣଙ୍କୁ ବହୁତ ଧନ୍ୟବାଦ ଏକଥା ମିଡ଼ିଆ ବୁଝିବା ଦରକାର ଟିଭି ଚ୍ୟାନେଲ ପ୍ରସାରିତ କରନ୍ତୁ ନାହିଁ ଏମିତି କଲେ ସମାଜ ଉପରେ ପ୍ରବଳ ପ୍ରଭାବ ପଡୁଛି
@RAJESHpradhan01994
@RAJESHpradhan01994 2 жыл бұрын
ପ୍ରଥମ ଦୋଷ ଏଭଳି ଶସ୍ତା ମିଡିଆ ବାଲାଙ୍କ।
@bkg117
@bkg117 2 жыл бұрын
Right bro
@JpBiswal172
@JpBiswal172 2 жыл бұрын
Right
@eminence000
@eminence000 2 жыл бұрын
Thik
@chandankumarpolaipintu666
@chandankumarpolaipintu666 2 жыл бұрын
ଆଉକିଛି କାମନାହିଁ କରିବେ କଣ କିଏ କାହାକୁ ଭଲପାଇଲା କିଏ କାହାକୁ ନେଇକି ପଳେଇଲା ସେଇକଥା ହୀ ରେକର୍ଡ କରିବେ ଜଣେ ରିପୋଟର ପଚାରୁ ଥିଲେ ଭାଉଜ ପ୍ରେମ ମିଠା ଲାଗିଲା ନା ଖଟା 😆😆😆
@sanupande3770
@sanupande3770 2 жыл бұрын
Right bro
@babunamallick5594
@babunamallick5594 2 жыл бұрын
ଆପଣ ଠିକ୍ କହୁଛନ୍ତି ମା ଏ ଟୁଙ୍ଗୁରୁ ବର୍ଷା ଓ ଆମ ଓଡ଼ିଶା ର ଆଉକିଛି ଅଲାଜୁକ ପ୍ରଡ୍ୟୁସର ଡାଇରେକ୍ଟର ଏ ମାନଙ୍କୁ ନେଇ ଆଲବମ କରୁଛନ୍ତି ସତେ ଯେମିତିକି ଏ ଟୁଙ୍ଗୁରୁ ବର୍ଷା ଓଡ଼ିଶା ପାଇଁ ମେଡାଲ ଜିତି ଫେରିଛନ୍ତି
@keshababariha1564
@keshababariha1564 2 жыл бұрын
You are Right
@tilottamasatapathy6128
@tilottamasatapathy6128 2 жыл бұрын
@@keshababariha1564 Excellent Mam thik kahi chhanti. Jia ahaku gaichhannti tanku bhala song milunita ratarat viral hebaku chahnuchhsnti
@pratimamoharana1184
@pratimamoharana1184 2 жыл бұрын
You are right
@babunamallick5594
@babunamallick5594 2 жыл бұрын
@@keshababariha1564 thanks
@babunamallick5594
@babunamallick5594 2 жыл бұрын
@@pratimamoharana1184 thanks
@sabitkumarmahaling4588
@sabitkumarmahaling4588 2 жыл бұрын
Right statement Mam, ଏଇ ଶଳା ଟଙ୍ଗୁରୁ ବେଶରମ୍ କୁ ଯେଉଁମାନେ ହିରୋ, ସେଲିବ୍ରିଟି କହି ବ୍ଯବସାୟ କରିବାକୁ ଚାହୁଁଛନ୍ତି , ସେମାନେ ବି ସମାଜର ବଡ କଳଙ୍କ ଓ କୁଳାଙ୍ଗାର୍ ଅଟନ୍ତି ।
@SDN.karaputiachannel9153
@SDN.karaputiachannel9153 2 жыл бұрын
ଧନ୍ୟବାଦ ଏହି ମା ଙ୍କୁ 🌹❤
@Kaliakdvlogs
@Kaliakdvlogs 2 жыл бұрын
ମାଉସୀ ସତ କଥା କହିଛନ୍ତି. ଆମ କଳା ସସଂକୃତି ବଜାଇ ରଖନ୍ତୁ ଯିଏ ଓଡିଶା ର ଗର୍ବ ଗୌରବ ତାଙ୍କୁ ନ୍ୟୁଜ ରେ ଦେଖେଇ ପପୁଲାର କର......... ବର୍ଷା ଟୁଁଗୁରୁ ବଜେ news ଦେଖାନ୍ତୁ ନାହଁ. News reporter ମାନେ
@bandanaswain1850
@bandanaswain1850 2 жыл бұрын
ମା ଆପଣ ଯାହା କହିଲେ ସମ୍ପୂର୍ଣ୍ଣ ଠିକ୍ ମୁଁ ଆପଣ କୁ ପ୍ରଣାମ କରୁଚି ଆପଣ ଆମ ପାଇଁ ଆଦର୍ଶ
@minatibehera6503
@minatibehera6503 2 жыл бұрын
Right maa
@kalpanapradhan3970
@kalpanapradhan3970 2 жыл бұрын
You are telling 100% right thing 👍
@rbmplolur891
@rbmplolur891 2 жыл бұрын
You are telling 100%right thing
@kalia4402
@kalia4402 2 жыл бұрын
ପ୍ରକୃତ କଥା ହେଲା. କିଛି ମିଡ଼ିଆ ଵାଲା ଏତେ ଛତରଖିଆ ହେଇଗଲେଣି ଯେସମାଜକୁ କଳଙ୍କିତ କରିବାକୁ ବସିଲେଣି. ଦିନ ଆସିବ ଏଇମାନେ ସବୁ ଘରେ ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କ ବେଡ଼ ରୁମ ର ଘଟଣା ସବୁ ରେକର୍ଡ କରି ପ୍ରଚାର କରିବେ.... କହିବା କାହାକୁ.? ଆମ ପ୍ରଶାସନ. ଆଇନ ବ୍ୟବସ୍ଥା ସବୁ ହୁଗୁଳି ଗଲାଣି..
@trinath562
@trinath562 2 жыл бұрын
ଯଦି ଆମେ ଏମିତି ଭିଡିଓ ଦେଖିବା ବନ୍ଦ କରି ଦେବା ତାହା ହେଲେ ମିଡ଼ିଆ ଏମିତି ଭିଡ଼ିଓ ବନେଇବ କି ଆମେ ଦେଖୁଛୁ ବୋଲି ବନାଉଛନ୍ତି
@pk5993
@pk5993 2 жыл бұрын
ମିଡ଼ିଆ ଭାଇ ସହିତ କିଛି କଳାକାର ଭାଇ ମାନେ ବୁଝିବାଦରକାର, ସେ ବର୍ଷା ରାଣ୍ଡିକୁ ନେଇ ଜଗନ୍ନାଥ ଭଜନ କରାଇବା କେତେ ଦୂର ଗ୍ରହଣ ଯୋଗ୍ୟ ???ଏ କଣ ଆମ ଜଗନ୍ନାଥ ସଂସ୍କୃତି ରେ ଅଛି ଗୋଟେ ନାରୀ ନିଜ ସ୍ୱାମୀ ପିଲା ଛୁଆ ଛାଡି ଅନ୍ୟ ପୁରୁଷ ଙ୍କ ସହିତ ପଳାଇ ଯିବା? ଏ କଣ ଆମ ଭାରତୀୟ ନାରୀର ସଂ ସ୍କୃତି?
@banajyotsnamuduli7066
@banajyotsnamuduli7066 2 жыл бұрын
ଦିଦି ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ ଠିକ କଥା, କିନ୍ତୁ ମିଡିଆ ଭାଇ ମାନେ ବେଲଜ୍ୟା , ସେଇଠି ପାଇଁ ବେଲଜ୍ୟା ଙ୍କୁ ସେଲିବ୍ରେଟି କରାଉଛନ୍ତି
@satyabratadehuri6383
@satyabratadehuri6383 2 жыл бұрын
କେତେ ସୁନ୍ଦର କଥା ,ଧନ୍ୟବାଦ ଜଣାଉଛି ଆପଣଙ୍କୁ ,
@skarahman2900
@skarahman2900 2 жыл бұрын
EXCELLENT SPEACH MADAM.....
@budhanathpradhan7059
@budhanathpradhan7059 2 жыл бұрын
Right 👍 madam
@dearfriends7990
@dearfriends7990 2 жыл бұрын
Wrong statement
@dearfriends7990
@dearfriends7990 2 жыл бұрын
Apanank ebhali katharu boys mane sudhiriba jagare bigidi jibe mam.
@gajindrasabar28
@gajindrasabar28 2 жыл бұрын
@@dearfriends7990 bhai tame sudhuri bani aame nischaya sudhuribu...madam actually right
@KANHANETKING
@KANHANETKING 2 жыл бұрын
@@dearfriends7990 To bhaliya murkha loka bigidi jibe.... Nije 100 thara eyi video ta dekh ta pare bujhi paribu.
@jitendradas6613
@jitendradas6613 2 жыл бұрын
Excellent madam. Salute to your views mam.
@narendrabehera8559
@narendrabehera8559 2 жыл бұрын
ସମାଜ କୁ କଳଙ୍କିତ କରିଦେଲେ ଟୁଙ୍ଗୁରୁ ଆଉ ବର୍ଷା। ଏମାନଙ୍କୁ ଦଣ୍ଡ ମିଳିବା ଉଚିତ୍ କି
@rabindrasahu635
@rabindrasahu635 2 жыл бұрын
Hn bor
@sikhashreerout893
@sikhashreerout893 2 жыл бұрын
Thanks 👍👍👍 abhinas bhai
@smrutiranjannayak1703
@smrutiranjannayak1703 2 жыл бұрын
They must be throw out of the society
@banasmitabehura9097
@banasmitabehura9097 2 жыл бұрын
Yes
@mousamarya2701
@mousamarya2701 2 жыл бұрын
ନାଇ ଭାଇ ଟୁଙ୍ଗୁରୁ କୁ ବିଆ ଆଉ ବର୍ଷା କୁ ଗୋଟେ ବାଇଗଣ ସାଇଜ ର ବାଣ୍ଡ ଦେଇ ଦିଅ
@sasanksekhar3263
@sasanksekhar3263 2 жыл бұрын
Pride 100%% True Alwayes heartly salute our woman humanity
@sumantamajhi1916
@sumantamajhi1916 2 жыл бұрын
ଠିକ୍ କହିଛନ୍ତି ମା ❤️
@bulumaniyoutubechannel
@bulumaniyoutubechannel 2 жыл бұрын
କ୍ଷମା କରିବେ ମୋ ଭାଷା କୁ ସମ୍ଭାଳି ପାରିଲିନି କହିବାକୁ ବାଧ୍ୟ ହେଲି ------ ପ୍ରଥମ ହାରାମି ଏ ଟୁଙ୍ଗୁରୁ ବର୍ଷା , ତାପରେ ହାରାମି ଏ ମିଡ଼ିଆ ଆଉ youtube channel ବାଲା, ତାପରେ ଅଲାଜୁକ ଶଳା ଏ producer director ଏବଂ ସମସ୍ତ album creative staff
@Murmufamilylife
@Murmufamilylife 2 жыл бұрын
ଭାଇ ମୁଁ ତୁମ କଥାରେ ସହମତି ଅଛି (ତୁମ ସପକ୍ଷରେ ଅଛି)
@manojrana-ki7up
@manojrana-ki7up 2 жыл бұрын
Really
@satyamahakud2755
@satyamahakud2755 2 жыл бұрын
Really
@jaga325
@jaga325 2 жыл бұрын
Bhai PURA thik,se mananku celebrity karila bala hauchi aasabu news bala
@mrspuja1119
@mrspuja1119 2 жыл бұрын
Vhi mo bi apanka kathara sahamati Sabu hauchi a media
@ommsairamamrut7802
@ommsairamamrut7802 2 жыл бұрын
ଚୋର ମିଡିଆ କୁ ଚୋର ପ୍ରଡୁସର ଯୋଗୁ ଆଜି ଏମାନେ ହାଇଲାଇଟ, ମା ଆପଣ ଏକଦମ ସତକଥା କହୁଛନ୍ତି,🙏🙏🙏🙏
@pradyumnakumarparadhan9712
@pradyumnakumarparadhan9712 2 жыл бұрын
100% right maa
@abhisekkarthikeyan201
@abhisekkarthikeyan201 2 жыл бұрын
Yup.. Your Each and every word deserves useful msg to young generation..
@Sumanraj98314
@Sumanraj98314 2 жыл бұрын
ଯୋଉ ମଣିଷ ର ଲଯ୍ୟା ନାହିଁ ସେ ମଣିଷ ମଣିଷ ନାହିଁ 🙏
@Rajababu-gk6kp
@Rajababu-gk6kp 2 жыл бұрын
ଯେଉଁ ମାନେ ଅଭିନୟ କରିବାକୁ ସୁଯୋଗ ଦେଇଛନ୍ତି । ସେମାନେ ବୋକା ପୁରସ୍କାର ଦିଆଯାଉ ।
@kirti2048
@kirti2048 2 жыл бұрын
Ri88888
@bhimapingua9784
@bhimapingua9784 2 жыл бұрын
😊😊👍👍👍👍👍
@manaskumarchand6402
@manaskumarchand6402 2 жыл бұрын
ମା ସତ୍ୟ ବଚନ କହିଛନ୍ତି ଏମାନେ ଆମ ସଂସ୍କୃତି ରେ କଳଙ୍କ ଲଗାଇ ସାରିଲେଣି
@learningwithtapaskumar2980
@learningwithtapaskumar2980 2 жыл бұрын
ମାଆ ଆପଣ ଠିକ୍ କଥା କହିଛନ୍ତି , ଆପଣଙ୍କ କଥାରେ ମୁଁ ରାଜି thank you ମାଆ। ମିଡିଆ ଭାଈ ଆପଣଙ୍କୁ ଅନୁରୋଧ ଏ ଟାଇପ୍ ର NEWS ଆଉ ଦେଖନ୍ତୁନି plzzzzzz🙏🙏🙏
@hembramqueenofficial8042
@hembramqueenofficial8042 2 жыл бұрын
Yes
@bhagirathi3811
@bhagirathi3811 2 жыл бұрын
ସଂପୂର୍ଣ୍ଣ ଠିକ୍ କହିଛନ୍ତି ଆପଣ, Tunguru ଓ barsha ଓଡ଼ିଶା ସମାଜ ରେ ବହୁତ୍ ଖରାପ ପ୍ରଭାବ ପଡିଛି, ତେଣୁ ମୁଁ ବି ଚାହେଁ ଏ ଦୁଇ ଜଣଙ୍କୁ ଦଣ୍ଡ ମିଳିବା ଦରକାର
@rajrajkishoreraju9168
@rajrajkishoreraju9168 2 жыл бұрын
ଭୋଲ ପାଇବେ ନାହିଁ ମାଉସୀ ଭୋଲ ପାଉଛନ୍ତି,, ଆଉ ଏମିତି ଘଟଣା ପାଇଁ ଏକା ନାରୀ କି ଏକା ପୁରୁଷ ଦୋଷୀ ନୁହେଁ...ଉଭୟ ଦୋଷୀ,,,,
@mokandhamal5640
@mokandhamal5640 2 жыл бұрын
ଆପଣଙ୍କ କଥା ଏହି ଓଡ଼ିଶା ବାସୀଙ୍କୁ ସାଥପଥରେ ନେବାପାଇଁ ସାହାଯ୍ୟ କରିବ।ଜୟ ଜଗନ୍ନାଥ
@Sher_Of_Hindustan
@Sher_Of_Hindustan 2 жыл бұрын
ଠିକ୍ କଥା କହିଲେ ମାଉସୀ ଆମ ପିଲାମାନେ ପାଠ ପଢ଼ିକି ବେକାର କିମ୍ବା ଦାଦନ ଖଟିବେ ଆଉ ଏ ବର୍ଷା ଏବଂ ଟୁଙ୍ଗୁରୁ ଭଳିଆ କିଛି ଅଭଦ୍ର ଲୋକମାନେ ଏଇଠି ସେଇଠି ଗାଣ୍ଡି ମରେଇକି ସେଲିବ୍ରେଟି ହେବେ । ଏ ହେଉଛି ଆମ ସମାଜ ।
@ramhetdhakad2477
@ramhetdhakad2477 2 жыл бұрын
ଭଲ କଥା ଟେ କହିଲ ଭାଇ
@Sher_Of_Hindustan
@Sher_Of_Hindustan 2 жыл бұрын
@@ramhetdhakad2477 ଧନ୍ୟବାଦ ଭାଇ
@somanathcreation
@somanathcreation 2 жыл бұрын
A sobu news suni mo mundo bindhi lani
@pradeepsahoo8131
@pradeepsahoo8131 2 жыл бұрын
ସଂସାର ସଂସ୍କୃତି ଓଡି଼ଶା ରେ ଆଉ କିଛି ନାହିଁ! ଆଗ ପିଢ଼ି ସବୁ କଣ ଶିଖିବେ ସେଟା ଭଗବାନ ଜାଣିଛନ୍ତି
@nalinisabatcreations5101
@nalinisabatcreations5101 2 жыл бұрын
ଠିକ୍ କଥା କହୁଛନ୍ତି ମେଡାମ 🙏🙏🙏
@hrudayaragita7961
@hrudayaragita7961 2 жыл бұрын
ଏଠି ନିଜକୁ ନିଜେ ସଂଯମ ଆଚରଣ କରିବାକୁ ପଡିବ,ନହେଲେ ମଣିଷ ଜନ୍ମରେ ସାର୍ଥକତା ନ ମିଳିପାରେ 🙏ଜୟ ଜଗନ୍ନାଥ 🙏
@biswajitsethi7008
@biswajitsethi7008 2 жыл бұрын
ବିଲକୁଲ୍ ଠିକ କଥା କହିଛନ୍ତି ମାଡାମ୍...🙏 ଏ ଶଳା ନ୍ୟୁଜ୍ ବାଲାଙ୍କର ଆଉ କିଛି କାମ ନାହିଁ... ଯେତେ ନଷ୍ଟଚରିତ୍ର ମାନଙ୍କୁ ହିରୋ ହିରୋଇନ୍ ବନେଇବାରେ ଲାଗିଛନ୍ତି!! ଏହା ଘୋର ଲଜ୍ଜାର ବିଷୟ ଅଟେ 😬
@santoshbehara5466
@santoshbehara5466 2 жыл бұрын
ମା ଭଲ କହିଲେ
@arijitacharya2727
@arijitacharya2727 2 жыл бұрын
Excellent advice for reporters ❤️❤️
@barshamallick4208
@barshamallick4208 2 жыл бұрын
Ur right antey 🙏🙏🙏🙏
@kunaparida593
@kunaparida593 2 жыл бұрын
ମାଆ ଆପଣ ଯାହା ସବୁ କହିଲେ ଏହା ସତ କଥା କିନ୍ତୁ ଏ ମିଡ଼ିଆ ବାଲା ବୁଝିବା ଦରକାର
@utkalikapriyadarshini9698
@utkalikapriyadarshini9698 2 жыл бұрын
U r absolutely rt mam...awesome talk....thank you so much mam...ur words r really valuable and means a lot for the betterment of our society...🙏
@simanchalbhai740
@simanchalbhai740 2 жыл бұрын
ଟୁଁଗୁରୁ ଓ ବର୍ଷା, ଏଇ ଦୁଇ ଜଣଙ୍କୁ ଜେଲ ହବା ଦରକାର
@ranjankumarsahoo6326
@ranjankumarsahoo6326 2 жыл бұрын
100% currect..mam ...ସେଥିପାଇଁ.. ସଂସ୍କାର ନିହାତି ଦରକାର.... ଏ ଶଳା ଦିଜଣ ଯାକ ଏମିତି ହଉଛନ୍ତି 😡.. News media ରେ ବି ଏଭଳି ଅଛନ୍ତି ବୋଧେ....
@mylifelinefoundation3434
@mylifelinefoundation3434 2 жыл бұрын
ସ୍ବାଗତ ଯୋଗ୍ୟ ମନ୍ତବ୍ୟ, ଧନ୍ୟବାଦ୍ ମାଡ଼ମ
@pravatibehera9527
@pravatibehera9527 2 жыл бұрын
Madam apananka tips bahut bhala laguchi
@durgaprasadjyotishray1984
@durgaprasadjyotishray1984 2 жыл бұрын
Madam, Great You are absolutely right, you have told the truth, all youths should learn from this
@goribenia9146
@goribenia9146 2 жыл бұрын
Thank you maa, very good thank you so much 🙏🙏🙏🙏🙏
@pgp4368
@pgp4368 2 жыл бұрын
କଣ କହିଲ ମ ମେଡାମ ଆପଣଙ୍କ ମତ ରେ ମୁଁ ବହୁତ୍ ଖୁସି 😀😀 ବର୍ଷା ଏଥର ବର୍ଷା ପାଣି ରେ ଭାସି ଯିବ ଆଊ ଟୁଙ୍ଗୁରୁ ଭାଇ ଆମର ଘୁଙ୍ଗୁରୁ ଲଗେଇ ଖୋଜିବେ ବର୍ଷା କୁ। ।।।।
@narendrasethi7380
@narendrasethi7380 2 жыл бұрын
Absolutely true & meaningful comments against such tainted immoral activities. It is a deprecatory matter.
@mahadev4943
@mahadev4943 2 жыл бұрын
Right kahicha maa 😮😮
@saratranjanbehera6661
@saratranjanbehera6661 2 жыл бұрын
💥କଳି ଯୁଗ ସରି ଆସିଲା ଦିଦି .💥ଭଲ କଥା... ଆଣ୍ଟି ମାନେ Tasted Ok... ପିଲା ଛୁଆ ହେବ କି ନାଇଁ ଘର ଚଳେଇ ପାରିବକି ନାହିଁ ସବୁ କାମ ପାଇଁ ଆଗରୁ ଟେଷ୍ଟ ହେଇ ସାରି ଥିବେ ଏମାନେ... ବେଲଜ୍ୟା ହାରାମି.. କଳି ଯୁଗ ସରି ଆସିଲା ରେ....
@tapasentertainment9135
@tapasentertainment9135 2 жыл бұрын
Aapana thik kahuchanti Maa. Aapananku Koti Koti Pranam. Se eduijanaku tike laja saram thile story eithu the end jiba katha.
@MultiAbinash
@MultiAbinash 2 жыл бұрын
Media houses in odisha are the enemies of Odia community now. Please Odisha Govt. take some strict action on media houses .
@mrsahu24
@mrsahu24 2 жыл бұрын
Thik katha kahile 🙏🏻🙏🏻
@kanhabehera9616
@kanhabehera9616 2 жыл бұрын
Tar English thau
@kissanpanda1837
@kissanpanda1837 2 жыл бұрын
Absolutely right bhai. Se Sala jetiki haunahati a media adhika nije highlight Paine society ku kharap karuchanti.
@MultiAbinash
@MultiAbinash 2 жыл бұрын
@@kanhabehera9616 tu odia thik se kaha age
@sameerurma8283
@sameerurma8283 2 жыл бұрын
Right mem
@prggamerprggemor7883
@prggamerprggemor7883 2 жыл бұрын
Cooreat katha...👍👍👍👍👍
@subhasmitanayak2568
@subhasmitanayak2568 2 жыл бұрын
Right 👍👍 mam thank U so much emiti kahithibaru se tunguru au barsha ku mada darkar
@kcm4554
@kcm4554 2 жыл бұрын
Madam right reaction voice. Every thing beautiful in its own limits, beyond limits everything is bad .🙏
@basantasahu4448
@basantasahu4448 2 жыл бұрын
ସତ କଥା
@kcm4554
@kcm4554 2 жыл бұрын
@@basantasahu4448 Thanks most sir.🙏
@ladlypari5580
@ladlypari5580 2 жыл бұрын
Thank you so much Maa🙏🏾 you Best mother's..
@puspalatabehera9387
@puspalatabehera9387 2 жыл бұрын
Mam 🙏ଆପଣଙ୍କ କଥା ଶୁଣି ଏ ମିଡ଼ିଆ ଭାଇମାନେ ଯଦି ସୁଧୁରି ଯାଆନ୍ତେ, ବର୍ଷା ଟୁଙ୍ଗୁରୁ news ଦେଖିବାକୁ ମିଳନ୍ତା ନାହିଁ ଏ ମିଡ଼ିଆ ଭାଇ ମାନେ ତାଙ୍କୁ ଫେମସ କରିଦେଇଛନ୍ତି
@pankeswariswain858
@pankeswariswain858 2 жыл бұрын
ମା,ଆପଣ ଙ୍କୁ ନମସ୍କାର।
@tunupattanayakofficial558
@tunupattanayakofficial558 2 жыл бұрын
ଏ ମାଡ।ମ ଙ୍କୁ Salute କରୁଛି, ଭଲ କଥା କହିଛନ୍ତି ।
@anilrana8745
@anilrana8745 2 жыл бұрын
Right 🙏🏻🙏🏻
@user-jz6zg8xf7c
@user-jz6zg8xf7c 2 жыл бұрын
Beautiful 🙏🙏🙏🙏
@GotiMuktiAndolan_Odisha
@GotiMuktiAndolan_Odisha 2 жыл бұрын
ଅଜା ବୟସର ପୁରୁଷ ନାତୁଣୀ ବୟସର ନାରୀକୁ ଭଲ ପାଇ କିମ୍ବା ପରିବେଶ ପରିସ୍ଥିତି ଯୋଗୁଁ ଯଦି ବିବାହ କରୁଛି ସେ କ୍ଷେତ୍ରରେ ପୁରୁଷକୁ ଆପଣ କଣ କହିବେ ଆଜ୍ଞା
@archanabarik2330
@archanabarik2330 2 жыл бұрын
Alajuka..... Auu Kan.......???
@magatakumar3125
@magatakumar3125 2 жыл бұрын
A Mausi bhala katha he kahichanti.... Thank you mausi 🙏🙏🙏
@thewarrior8064
@thewarrior8064 2 жыл бұрын
Thik kahuchanti maaa 🙏🙏🙏🙏👏👏👏👏👏
@chittaranjanjena4065
@chittaranjanjena4065 2 жыл бұрын
ମ୍ୟୀଡାମ୍ ଚୁପ୍ ରହିଯାଆନ୍ତୁ । କେହି ଶୁଣିବେନି। ନଷ୍ଟ ଛଡ଼ା ଆଉ କିଛି ଗତି ନାହିଁ।
@priyankalenka855
@priyankalenka855 2 жыл бұрын
Tq maa tume thike kahila
@sknayak697
@sknayak697 2 жыл бұрын
Thank you mam for your valuable advice to all.
@ashisjena6736
@ashisjena6736 2 жыл бұрын
Maa apana nkara advice sabuthu better 🙏🙏🙏
@sujasahani5420
@sujasahani5420 2 жыл бұрын
Ek dum thik kahichanti madam ....🙏🙏🙏🙏🙏
@rajeshsahoosahoo1730
@rajeshsahoosahoo1730 2 жыл бұрын
ଆଙ୍କୁ କହିଲେ କଣ ହେବ ଓଡିଶା ସରକାର ଙ୍କୁ ମାର ଏବେ ରାଜା ଶାସନ ଚାଲୁ
@dusmantabehera6576
@dusmantabehera6576 2 жыл бұрын
Right katha kahuchanti Madam 🙏
@pintuargal155
@pintuargal155 2 жыл бұрын
Right 👍
@kanhusahu173
@kanhusahu173 2 жыл бұрын
ଧନ୍ଯବାଦ ମା ଆପଣଂକୁ
@SagarKandi-dp7tx
@SagarKandi-dp7tx 2 жыл бұрын
ନବୀନ ଯୋଗୁ ଏସବୁ ହଉଛି ଆମ ସରକାର........... ବା....... ଣ୍ଡ
@ରୋମୀଓ
@ରୋମୀଓ 2 жыл бұрын
ଏ ଘୋଡାଗେହି ବେଧେଈକୀ ବର୍ଷା ର ତଳ ସାମାନ ରେ ଶାବଳ ଗରମ କରି ପୁରେଇବା କଥା ପୁରେଇଲେ ହି ଆ ଗଲୁ ମରିବ
@manasbiswal6251
@manasbiswal6251 2 жыл бұрын
Sabala kama dbani
@jagatjeetsahoo2306
@jagatjeetsahoo2306 2 жыл бұрын
Hati dar kar
@rakeshsethi4378
@rakeshsethi4378 2 жыл бұрын
ଟୁଙ୍ଗୁରୁ ଓ ବର୍ଷାଙ୍କ ଭଳି ଚରିତ୍ର ସମାଜ ପାଇଁ କଳଙ୍କ . ସେମାନଙ୍କ ବିଷୟରେ ସମସ୍ତ ଗଣମାଧ୍ୟମରେ ପ୍ରଚାରକରିବା କୋଉଠି ନା କୋଉଠି ସମାଜକୁ ଖରାପ ବାର୍ତ୍ତା ଦେଉଛି . ଗଣମାଧ୍ୟମ ପ୍ରତିନିଧି ନିଜକୁ କେବଳ ସମ୍ଭିଧାନର ଚତୁର୍ଥ ସ୍ତମ୍ଭ କହିଲେ କିଛି ହେବନି, ଓଡ଼ିଶାରେ ଏବେବି ବହୁତ କିଛି ସମସ୍ୟା ଅଛି, ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ସେ ସବୁ ସମସ୍ୟା ସରକାରଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କର, ଓଡିଶାବାସୀଙ୍କ ସମସ୍ୟା କିପରି ଦୂର ହେବ ଚିନ୍ତା କର, ଟୁଙ୍ଗୁରୁ ଭୋଳ ଓ ବର୍ଷା ପରି ନଷ୍ଟ ଚରିତ୍ରଙ୍କ ବିଷୟରେ ବାରମ୍ବାର ଖବର ପ୍ରସାରଣ କରି ସମାଜକୁ ନଷ୍ଟ କରନ୍ତୁ ନାହିଁ .
@artandpainting8618
@artandpainting8618 2 жыл бұрын
Gadha band darkar gandire purei le patire bahariba semit darkar
@DM-wn5su
@DM-wn5su 2 жыл бұрын
ତୋ ଭ‌ଉଣୀ ବିଆ ରେ ପୁରା
@amarbadaseth7325
@amarbadaseth7325 2 жыл бұрын
100% right
@dhirendradas6200
@dhirendradas6200 2 жыл бұрын
Thank you mam, I'm so proud of you. 👍
@tikabemal3764
@tikabemal3764 2 жыл бұрын
ବହୁତ ବହୁତ ଧନ୍ୟବାଦ ମାଡାମ
@birenjena3758
@birenjena3758 2 жыл бұрын
ବହୁତ ବହୁତ ଧନ୍ୟବାଦ୍ 🙏🙏🙏
@rohanpradhan3656
@rohanpradhan3656 2 жыл бұрын
U r right. Media is totally responsible. Action should be taken against the media for broadcasting such unnecessary things. They are not getting any constructive issues for the development of society
@sufferofeducation5225
@sufferofeducation5225 2 жыл бұрын
Perfect👍👍👍💯💯💯👏👏👏👏 speech... Thank❤❤🌹🌹🌹🙏🙏🙏 you👍👍👍👍 for odisha bhaskar chanel
@sadboysks7873
@sadboysks7873 2 жыл бұрын
ଅଣାନ କୁ ଧନ୍ୟବାଦ ଇଏ ଭିଡ଼ିଓ କହି ଦଉଛି ଯେ ମା ତୁ ଖୁସି ରେ ରହି ତୁ କେଏମିତି ଛାଡି ଆମ ମନ କୁ ରହି ପାରୁଛୁ ତୁ କଣ ଆମ ମନ କୁ ଭଲ ପାଉନାଥୁଲୁ କି ତ ମିଛ ଭଲ ପାଇଁ ବା କୁ 🙏🙏🙏🙏
@mantuswain3775
@mantuswain3775 2 жыл бұрын
First Lady 🙏 who given good tips
@pranayakumarbhol9003
@pranayakumarbhol9003 2 жыл бұрын
Madam you are 100% right
@srimantaparida1369
@srimantaparida1369 2 жыл бұрын
ଆଣ୍ଟି କୁ love କଲେ risk ନାହିଁ, କହୁଛନ୍ତି
@susiltuduofficial5660
@susiltuduofficial5660 2 жыл бұрын
Maa apan tk kahichan ti 🥰🥰🥰🥰🥰
@kashijagat600
@kashijagat600 2 жыл бұрын
ମାସେ ହେଇ ଗଲା ଏଇ ନ୍ୟୁଜ କୁ ଧନ୍ଯବାଦ ମିଡିଆ ବାଲେ କୁ
@satyanaik7321
@satyanaik7321 2 жыл бұрын
ଯିଏ ଭଲ ପାଇବ ତାହାର ହେବ
@nishikantabirabar1385
@nishikantabirabar1385 2 жыл бұрын
ଓଡ଼ିଶା ସଂସ୍କୃତି କୁ ଯଦି କଳୁଷିତ କରୁଛନ୍ତି ଏହି ମିଡ଼ିଆ ବାଲା ଏମାନଙ୍କୁ ଭଲ ଜିନିଷ କିଛି ଦେଖା ଯାଉ ନାହିଁ ,ଯେଉଁ ଜିନିଷ କୁ ଲୋକମାନେ ଗ୍ରହଣ କରୁଛନ୍ତି ସେଇ ଜିନିଷ କୁ ବାରମ୍ୱାର ଦେଖେଇ ମିଛ ସତ୍ ଯୋଡ଼ି ଅପ ପ୍ରଚାର କରିଲେ ତେଣୁ ମିଡ଼ିଆ ବାଲା ଙ୍କ ର T R P ବଢ଼ୁ ଛି ।
@odiavlogerrasmi
@odiavlogerrasmi 2 жыл бұрын
Obviously right madam..really mada a reporter ku kichi news miluni
@satyabankkkk2937
@satyabankkkk2937 2 жыл бұрын
ମୁହରେ ଲାଜ ନାହିଁ ଦେହକୁ ସରମ ନାହିଁ କି ମଣିଷରେ ଏମିତିକା ମଣିଷ ମରିଗଲେବି ଦୁଃଖ ନାହିଁ
@chinmayakumarsahoo7620
@chinmayakumarsahoo7620 2 жыл бұрын
Right Statement Maa 🙏
@snigdhananda4138
@snigdhananda4138 2 жыл бұрын
U r right
@sibarambehera8680
@sibarambehera8680 2 жыл бұрын
Apana thik khauchanti maa
@arunkumarnag3957
@arunkumarnag3957 2 жыл бұрын
Yes ma'am
@upendrasahu2588
@upendrasahu2588 2 жыл бұрын
ମାଡମ ଠିକ୍ କଥା କହୁଛନ୍ତି। ପିଲାମାନେ ନିଜର ଭବିଷ୍ୟତ ଦେଖ ବର୍ତ୍ତମାନ ର ଟିକିଏ ସୁଖ ତୁମ କୁ ଅଦ୍ଧକାରକୁ ନେଇଯିବା
@purnendusarangi3816
@purnendusarangi3816 2 жыл бұрын
ଧନ୍ୟରେ ଟେମ୍ପୋ ଭାଇରାଲ୍
@icandoeverything2371
@icandoeverything2371 2 жыл бұрын
ଆଜ୍ଞା 40/45 ବୟସର ବୁଢାକୁ ଟଙ୍କା ଲୋଭ ଦେଖି ବାହା ଘର କରୁଥିବା ବାପା ମାଆ କୁ କଣ କହିବ, ଆଉ ସେମିତି ବୁଢ଼ା କୁ କଣ କହିବ।
@bagunsingh9206
@bagunsingh9206 2 жыл бұрын
Right madam
ସବୁକଲା ଏବେ କହୁଛି ବୟସରେ ବଡ଼
10:01
Reporters Today
Рет қаралды 1,8 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Kala Meghei_Oriya Spl_ Panapatara
4:25
Oriya Hits
Рет қаралды 16 МЛН
سورة البقرة كاملة, رقية للبيت, وعلاج للسحر | القارئ علاء عقل - Surah Al Baqarah
3:56:21