ତପସ୍ଵିନୀ ଭିକ୍ଟିମ କାର୍ଡ ଖେଳୁଛି ,ପ୍ରମିଳା ଥାର୍ଡ ପାର୍ଟି ସେ କାଇଁ ମୁଣ୍ଡ ପୁରାଉଛି ? ନିଜ ଭିଡିଓ ଛାଡିଲେ ସୁମିତ

  Рет қаралды 102,773

Odisha Bhaskar

Odisha Bhaskar

Күн бұрын

Read our E-paper - odishabhaskar....
Follow Us On
OUR WEBSITE - odishabhaskar....
FACEBOOK - / odishabhaskar
TWITTER - ho...
INSTAGRAM - / odishabhaskar
#OdishaBhaskar #OdishaNews #BreakingNews #OdishaLatestNews

Пікірлер: 1 000
@santilatatripathy7375
@santilatatripathy7375 2 жыл бұрын
ସୁମିତ ତମକୁ ଖରାପ ଲାଗୁନି ଏଇଟା ତମ ଫ୍ୟାମିଲି ମ୍ୟାଟର କହୁଚ. ପ୍ରମିଳା ମାଉସୀ ବସ୍ତି ଅଂଚଳର ହୋଇପାରନ୍ତି କିନ୍ତୁ ତାଙ୍କ ପାଖରେ ମଣିଷ ପଣିଆ ଅଛି ସେ ନାରୀ ସମାଜ କୁ ସନମାନ କରନ୍ତି. ମୁଁ ତ ତାଙ୍କୁ ଦେଖିନି କି ଜାଣିନି. ତଥାପି ତାଙ୍କୁ ମୁଁ କୋଟି ପ୍ରଣାମ ଜଣାଉଛି.
@spandancreationodisha4533
@spandancreationodisha4533 2 жыл бұрын
ପ୍ରମିଳା ମାଉସୀ 🙏 IRON LADY OF GANJAM DISTRICT. ନାରୀ ର ଅଧିକାର ,ନାରୀ ର ସମ୍ମାନ ଆମ ଓଡ଼ିଆ ଙ୍କର ପରିଚୟ 🙏
@chiranjibnayak635
@chiranjibnayak635 2 жыл бұрын
5lakhs re deal Karichi....ame janichu ma ..loka ete boka nuhanti
@santoshbabula4394
@santoshbabula4394 2 жыл бұрын
ପ୍ରମିଳା ମା ଯଦି ସାହାଯ୍ୟ ନକରି ଥାନ୍ତେ ତମେ ଶଳା ମାନେ କେବେଠାରୁ ତପସ୍ଵିନୀ ଦିଦି ମାରି ସାରି ଥାନ୍ତା
@silirkhansabar3142
@silirkhansabar3142 2 жыл бұрын
right
@kaliathakur5034
@kaliathakur5034 2 жыл бұрын
Right
@ganjamboysrikanta7615
@ganjamboysrikanta7615 2 жыл бұрын
ସତ କଥା କହିଲ ଭାଈ
@dinasingh2963
@dinasingh2963 2 жыл бұрын
Right
@rajuhansdah9364
@rajuhansdah9364 2 жыл бұрын
Right
@jagahatarepagha9590
@jagahatarepagha9590 2 жыл бұрын
ଆରେ ଶଳା ବାପାକୁ ପଚାରିକି ହନିମୁନ କଲୁନି
@lover_boy_1039
@lover_boy_1039 2 жыл бұрын
ଜଦି।।। ମାଗିଆ ଇଜତ,, କୁ ଏତେ ଭୟ,,, ଆଜି ଗାଣ୍ଡି,,, ମାରେଇତେ,, ଆଇ ଲୁନା
@nibasakumarsahu4626
@nibasakumarsahu4626 2 жыл бұрын
ତୁ ମଗିଆ ଘରେ ରଖୁନୁ ଗୋ ସଲା ଗୋଟେ ବାପ ପୁଅ ମିସି ଗୋଟେ ପହସନ ଚଲେଇଚ! ତୁ ମାଗୀଆ ଭଲ ଅଛୁ ମିଡ଼ିଆ ଆଗକୁ ଆସୁନୁ କଣ ପାଇଁ, ତୁ ଆସିଲେ ମାହାଗିଆ କୁ ପିଟି ପିଟି ସାବଡ କରି ଦେବେ
@sibareddy7201
@sibareddy7201 2 жыл бұрын
ତୁ ରଖିଦେ ତା ପାଇଁ
@sushantakumar9524
@sushantakumar9524 2 жыл бұрын
Are bhai se ta maa ku gehuchi au taku kemiti rakhiba tume bi tuma maa ku gehuna Baha kahiki heucha
@mithunsethy7717
@mithunsethy7717 2 жыл бұрын
Ata Sala jarajata😡
@greenroyalty
@greenroyalty 2 жыл бұрын
kzbin.info/www/bejne/iZi4cpWNmZudeqM
@suvransujena5310
@suvransujena5310 2 жыл бұрын
Right
@krishnadash4569
@krishnadash4569 2 жыл бұрын
ଆରେ ନିର୍ଲଜ୍ଜ କୋର୍ଟ ର ଫୈସଲା ଆସିବ ଯାଏଁ ସେ ତୋ ସ୍ତ୍ରୀ, ତେଣୁ ତୁ ଆଗ ତାର ରହିବା ବ୍ୟବସ୍ଥା କର, ବାକି କଥା ପଛେ,ତୁ ଠିକ୍ ଥିଲେ ପ୍ରମିଳା ମାଉସୀ କାହିଁକି ଆସିଥାନ୍ତା.
@sanjayadassanjaya128
@sanjayadassanjaya128 2 жыл бұрын
Right
@basantamanjaridas1732
@basantamanjaridas1732 2 жыл бұрын
Right
@bhaskarrao7568
@bhaskarrao7568 2 жыл бұрын
Right
@CreationOdia1234
@CreationOdia1234 2 жыл бұрын
ଏ ଡାକ୍ତର ବାବୁ ର Personality କିଛି ନାହିଁ ତା ବାପ ବୁଦ୍ଧି ରେ ଚାଲିଛି କିନ୍ତୁ ଗୋଟେ ଝିଅ ଜୀବନ କୁ ବର୍ବାଦ୍ କରି ମନ୍ତ୍ରୀ ଝିଅ କୁ ବାହା ହେବାର ନିଚ୍ଚ କାମ କରିପାରିବୁନି କି Personal କଥା କହୁଛୁ ଯଉ Personal କଥା ଦାଣ୍ଡ ରେ ପଡ଼ି ହାଟରେ ଗଡୁଛି ଲୋକ କହିବେ ବାହାରିବେ Family ର କଥା ବାହାରକୁ ବାହାରିଲେ ଲୋକ ହିଁ ବାହାରିବେ
@SR01995
@SR01995 2 жыл бұрын
Kou mantri jhia yaki baha haba?? Yara setiii aukat nahi
@pragyamishra6510
@pragyamishra6510 2 жыл бұрын
Taku Dr v kala kiye. Jahara wife pai daya maya nahi se kn karib
@whatisthis1900
@whatisthis1900 2 жыл бұрын
barbad toka krichi.. ki toki krichi ..seita hi only Tadanta sapekya re dhana mani...
@maheshmohanty6205
@maheshmohanty6205 2 жыл бұрын
Public a bapo chua 2ta ble ku godei godei gehile kete bhala seen huontaa...🙄🙄
@jagatjeetsahoo2306
@jagatjeetsahoo2306 2 жыл бұрын
Are bhai se jhia ra video dekhina ki se jhia paisa chahuchi sumit ku nuha 8lax chahuchi
@gourangaswain2476
@gourangaswain2476 2 жыл бұрын
ସୁମିତ ଏ ସବୁ ତୁମ ପାଇଁ ହେଉଛି ତୁମେ ସବୁ ସମସ୍ୟାର ସମାଧାନ....ତୁମେ ଗୋଟେ ଝିଅ ଜୀବନ ବର୍ବାଦ କରିଲ ଆଉ ଏବେ ବର୍ବାଦ ର ଫଳ ଓଲଟା
@anjalidehuri237
@anjalidehuri237 2 жыл бұрын
Right
@saratbaghar6314
@saratbaghar6314 2 жыл бұрын
Right bro
@gourangaswain2476
@gourangaswain2476 2 жыл бұрын
@@barsharani8193.... ବର୍ଷା ମୋ କହିବା କଥା ହେଲା.... ଝିଅ ହେଉକି ପୁଅ ହେଉ ଭୂଲ ସମସ୍ତଙ୍କ ପାଇଁ ସମାନ.... କିନ୍ତୁ ଯୋଉ ଭୂଲ ସୀମା ବାହାରେ ଥାଏ ତେବେ ତାକୁ କଣ୍ଟ୍ରୋଲ କରି ହୁଏନି.... ସେଥିପାଇଁ ସୁମିତ ହେଉଛି ପୁଅ ଡିମ୍ପଲ ଗୋଟେ ଝିଅ ଆଉ ସବୁ ଝିଅ ସବୁ ମା ଗୋଟେ ପୁରୁଷ ଉପରେ ବିଶ୍ୱାସ ଆଉ ଭରସା କରିଥାଏ କିନ୍ତୁ ସୁମିତ ବିଶ୍ୱାସର ଫାଇଦା ଉଠେଇଲେ 🙏🏻🌹
@nakulaghadei6374
@nakulaghadei6374 2 жыл бұрын
@@gourangaswain2476 right
@runi1104
@runi1104 2 жыл бұрын
@@gourangaswain2476 right
@DeepakMallick-gr7zd
@DeepakMallick-gr7zd 2 жыл бұрын
ପ୍ରମିଳା ମାଉସୀ ଜଣେ ‌ସମାଜ ସେବି ଆଉ ସେ ଭଲ ଭାବରେ ତପସ୍ୱିନୀ ମା ର ପରିଚୟ ଦେଇ ସାରିଛନ୍ତି ଏତେ ସବୁ ତୁମରି ପାଇଁ ହେଉଛି
@dhanasona2553
@dhanasona2553 2 жыл бұрын
ତୁ ଯୋଉ ଗୋଟେ ଝିଅ ଜୀବନ ନଷ୍ଟ କଲୁ କଣ ଝିଅ ମାନେ ଖେଳନା ଯିଏ ହେଲପ କଲା ତୋର କଣ ଫାଟୁଛି ଭଲ ପାଇଲା ବେଳେ କୁତୁ କୁତୁ ଲାଗୁଥିଲା ଏବେ ସିଏ ଖରାପ ହେଇଗଲା ଏବେ ବି ସମୟ ଅଛି ସୁଖ ରେ ସଂସାର କର
@SMISRA-nn1mb
@SMISRA-nn1mb 2 жыл бұрын
ପ୍ରମିଳା ତ୍ରିପାଠୀ ନ ବସି ତା ବାପା ମା ବସିଥିଲେ ତୁ ପୋଲିସ ଲଗେଇ ଜେଲ ରେ ମାରି ଦିଅନ୍ତୁ ନାଇଁ କି । ପ୍ରମିଳା ରଡି ଛାଡିବ ତେଣୁ ତାକୁ ତୋର ଭୟ ...ରାଜନୀତିଆ ଲୋକ ଙ୍କୁ ସେଇ ଭଳି ଲୋକ ହିଁ ପାରିବେ ...ଚାଲୁ ...ଆମେ ଵି ଦେଖୁଚୁ ବା କିଏ କେତେ ପାଣି ରେ ଅଛି
@sumitramaharana357
@sumitramaharana357 2 жыл бұрын
କଣ ମୁଁହ ଦେଖାଇବାକୁ ପଳେଇଆସିଲ ଡାକ୍ତରବାବୁ? କାଇଁ ତୁମକୁ ଦେଖିଲେ ଲାଗୁନି ତ ତୁମକୁ କୋଉ ବଡ଼ ରୋଗ ହୋଇଛି ବୋଲି ? ଦୁନିଆରେ ସମସ୍ତଙ୍କୁ ଭଡାଘର ମିଳୁଛି ।ତୁମେ କେମିତି ଖୋଜୁଛ ଯେ ଆଜିଯାଏ ମିଳୁନି ତୁମକୁ ? ନିଜ ଘର କୀଳାକୁ ଯଦି ନିଜ ଘର ଭିତରେ ରଖିଥାନ୍ତ ,ଆଜି ପଚାରୁନଥାନ୍ତ ପ୍ରମିଳା ତ୍ରିପାଠୀ କାହିଁକି ଆମଘର କଥାରେ ମୁଣ୍ଡ ପୁରୋଉଛି ବୋଲି। କୋର୍ଟ ର ଆଦେଶ କୁ ତୁମେ ଅକ୍ଷରେ ଅକ୍ଷରେ ମାନିଛ ଯେ ଆଜି କୋର୍ଟ କୋର୍ଟ ହଉଛ ? ତପସ୍ଵିନୀ କୁ ତୁମ ଘର ଭିତରକୁ ନିଅ ନହେଲେ ନିଜ ଘରଥାଇ ବୁଲୁଥାଅ ଏମିତି ବାରଦୁଆର ।
@nameofmadhab2178
@nameofmadhab2178 2 жыл бұрын
ବାହା ହେଲା ବେଳକୁ ମଜା ଲାଗୁଥିଲା ଏବେ କଣ ମଜା ସରିଗଲା ନା ନୂଆ ବିଳ ଖଜୁଛୁ ତ des କଟା ଯିବ ରହ
@Sonapradhana143
@Sonapradhana143 2 жыл бұрын
ନିଜେ ଠିକ ନାହିଁ ବେଶି କଥା କହୁଛି ଆଉ ତ ପାରିଲାନି ବୁଢ଼ୀ ଉପରକୁ ଆସିଲା ହେରି
@ramakrushnajena9441
@ramakrushnajena9441 2 жыл бұрын
I salute pramila maa she is great and daring lady helpings people's
@ratnakarbiswal2264
@ratnakarbiswal2264 2 жыл бұрын
ଆଗରୁ କୋଉଠି ଶୋଇଥିଲୁ ଏ ପ୍ରକାର କରହେଲl ବୋଲି ତୁ ବାହାରକୁ ବାହାରିଲୁ ନହେଲେ ବାପ ପୁଅ ଲୁଚି ଥାଆନ୍ତ
@jitenkumar3739
@jitenkumar3739 2 жыл бұрын
Pramila Maa is a great person in Odisha..Don't blame her..Instead accept your wife and live happily...
@sovanjitbiswal1702
@sovanjitbiswal1702 2 жыл бұрын
Sir ji iss ladki ke saath happy is a myth Soo it's better to step back from her
@sovanjitbiswal1702
@sovanjitbiswal1702 2 жыл бұрын
@@barsharani8193 👏👏👏
@sovanjitbiswal1702
@sovanjitbiswal1702 2 жыл бұрын
@@barsharani8193 thank God Slowly some women are also understand this 👏👏👏
@jitenkumar3739
@jitenkumar3739 2 жыл бұрын
Agar ye hal kisi aur ladki k sath hota..wo v esa karti 100%.. He should accept her first..then let court decide
@sovanjitbiswal1702
@sovanjitbiswal1702 2 жыл бұрын
@@jitenkumar3739 bahut vala kahila sir But bujhi paruna ki se jhia setiki haba ku ketebele dela Evalia jadi tama saha heithanta tahele tame au accept karithanta ki Please reply
@bisoyibabuli
@bisoyibabuli 2 жыл бұрын
ତୁ ଶଳା ଡକ୍ଟର ତୋ ପାଇଁ ସବୁ ନାଟ ଶୋଇଲା balaku ମଜା ଲାଗୁଥିଲା ଏବେ ନାମ ନେ
@mitusahu5442
@mitusahu5442 2 жыл бұрын
ପ୍ରମିଳା ମାଉସୀ ତମ ଘରବିଷୟରେ କିଛି ଜାଣିନାହାନ୍ତି ମୁଣ୍ଡ ପୁରାଉଛନ୍ତି ସେ ଜଣେ ସମାଜ ସେବି ଏବେ ଦୁନିଆ ଲୋକ ତମ ଘର ବିଷୟରେ ଜାଣିଲେନି ତାକୁ କଣ କରିବ
@dhanasona2553
@dhanasona2553 2 жыл бұрын
ବାପା କୁ ପଚାରି ଥିଲୁ ରୋମାନ୍ସ କଲା ବେଳେ ଏବେ ବାପା କଥାରେ ରେ ଚାଲୁଛୁ ତୋ life ତୁ ଠିକ କର ସିଏ ବି କାହା ଝିଅ
@rajuoram2244
@rajuoram2244 2 жыл бұрын
Pramila tripathi samaj sebi
@madhusmitaray7150
@madhusmitaray7150 2 жыл бұрын
Thik katha.
@swapnapadhan9072
@swapnapadhan9072 2 жыл бұрын
🤣🤣
@swapnapadhan9072
@swapnapadhan9072 2 жыл бұрын
Right
@maninipatra1530
@maninipatra1530 2 жыл бұрын
Right
@narayannayak4798
@narayannayak4798 2 жыл бұрын
ସୁମିତ ଭାଇ ଏ ସବୁ କଥା କହି ପୁଣି ଲୋକଙ୍କୁ ରଗାଓନୀ
@niharranjanswain6318
@niharranjanswain6318 2 жыл бұрын
Doctor means kn Anya ku life deba ethi ta doctor gote life ku spoil karisarilani pramila maa tapaswanika sahas n hele se aji suiside karibaku Sabu bata karichha doct. Babu
@rukmnachuhan4811
@rukmnachuhan4811 2 жыл бұрын
Sa bhai heabara jogyatanahi
@ranjankumarbehera11
@ranjankumarbehera11 2 жыл бұрын
Sala maghia ku bhai kahi sambodhona karona
@djratha4641
@djratha4641 2 жыл бұрын
ହେ ମାଗିଆ ସୁମିଥ୍ କମେଣ୍ଟ ପଡୁଛି କି ନାହିଁ ,,,👍👍👍
@snehalatabalabantaray5838
@snehalatabalabantaray5838 2 жыл бұрын
Se bodhe odiaa padhiparuni
@ratnakarpanda2769
@ratnakarpanda2769 2 жыл бұрын
Pramila MAA is one of great social activist in our country who is truly working for women atrocities.
@gitanjaliroul3252
@gitanjaliroul3252 2 жыл бұрын
She is a social worker,that is her duty
@BramhapuriyaBhalu11
@BramhapuriyaBhalu11 2 жыл бұрын
କିଏ କାହିଁ କି ତମ ଘର କଥାରେ ମୁଣ୍ଡ ପୁରାଇବ ।ଯଦି ତୁମ ଘର କଥା ଘରେ ନେଇ ରଖ । ରାସ୍ତାରେ କାହିଁକି ବସିଛି।
@aksanshkrutiodisha6693
@aksanshkrutiodisha6693 2 жыл бұрын
ଭାଇ ଆଖ ପାଖ ଅଞ୍ଚଳରେ କିଏ ଅଛ ଦୟାକରି ସାଲାଇନ୍ ରେ ଲାକ୍ଟଜିନ ଭରିକରି ଦିଅ ପିଲା ଟିକିଏ ଚୁଚମେଇ ଚୂଚମେଇ ପିଇବ ବଳ ନାହିଁ ଦୁର୍ବଳ ଦେଖାଯାଉଛି🤣🤣😀😀😀
@bannipadhi4459
@bannipadhi4459 2 жыл бұрын
हा बाई 😆😆😆😆🤣
@mitusahu5442
@mitusahu5442 2 жыл бұрын
ଏ କଥା ମେରେଜ କଲାବେଳେ ଭାବିବାର ଥିଲା ଛୁଆ କଲାବେଳେ ଭାବିବାର ଥିଲା ଏବେ ପରିବାର ବାପାମା କଥା ଚିନ୍ତା ଲାଗୁଛି ରୋମାସ କଲାବେଳେ ଲାଗୁନଥିଲା
@rajababu_242
@rajababu_242 2 жыл бұрын
ତମେ ଯଦି ତମ ଘର ଭିତରେ ପ୍ରବ୍ଲେମ ର ସମାଧନ କରିଥାନ୍ତ ଏତେ ଦୂର କଥା କଣ ପାଇଁ ଆସି ଥାନ୍ତା
@babli2847
@babli2847 2 жыл бұрын
Tapaswini ra sabu katha satya
@sarojkumaramat2715
@sarojkumaramat2715 2 жыл бұрын
ତୁ ବୋଧେ ଜାଣି ପାରିନାହିଁ ସେ ଜଣେ ସମାଜସେବୀ । ପ୍ରମିଳା ତ୍ରିପାଠୀ କୁ ତୁ ଡରୁଛୁ କି ?
@prasanadas5542
@prasanadas5542 2 жыл бұрын
କାହିଁକି ଚର ଭଲିଆ ଲୁଚିଚୁ , କନ୍ ନା ଦେହ ଖରାପ ଚର , ମାଡ଼ ଦୀ ଚାରିଟା ପଡିଗଲେ , ଏକା ଥରକେ ସବାଡ ହେଇଯିବୁ ,
@narayanaparida3711
@narayanaparida3711 2 жыл бұрын
Right take Mada darkar haichhi
@narayanaparida3711
@narayanaparida3711 2 жыл бұрын
Danta chipi chipi katha kahuchhi
@tmstarff5760
@tmstarff5760 2 жыл бұрын
Please Sumit sir tapaswini nku accept karantu...
@bantyhati5083
@bantyhati5083 2 жыл бұрын
Pramila Madam is social worker god job
@railwaystudies3236
@railwaystudies3236 2 жыл бұрын
Tapaswani is right
@bimalpt
@bimalpt 2 жыл бұрын
Sumit be mateur and accept Tapaswini
@subhashreerout2613
@subhashreerout2613 2 жыл бұрын
Pramila maa🙏
@pradeepraut662
@pradeepraut662 2 жыл бұрын
First you are disregarding to court ..you are violating court oder..all people of brahmapur are not stupid ...actually you are the wrong..
@shivanh
@shivanh 2 жыл бұрын
To bapa 3rd persion କେମିତି ବିତରେ paduchi
@bmdashkitchen201
@bmdashkitchen201 2 жыл бұрын
ଏବେବି ସମୟ ଅଛି ଆପଣ ଦୁଇଜଣ ମିଶି ଜାଆନ୍ତୂ ଜାହାବି ହେଲେ ସେ. ତମରି
@chinmaya78
@chinmaya78 2 жыл бұрын
You should follow court order, then say anything....
@rojalinsenapati996
@rojalinsenapati996 2 жыл бұрын
Don't follow your father's word dr.sumit ... accept her
@saritabehera9671
@saritabehera9671 2 жыл бұрын
Sumit janiki slow kahuchhnti sabu acting kichhi heini
@suraibabu4807
@suraibabu4807 2 жыл бұрын
Sei video dekhila pore ebe summit ku support karuchi se jhiya thik nuha victimcard kheluchi
@anusuyajena5005
@anusuyajena5005 2 жыл бұрын
Laja laguni role karibaku . Bapa budhire para jia jiban nasta karuchha. Ta akhi luhare bhasijiba tama paribar
@simransaya6072
@simransaya6072 2 жыл бұрын
Bedha pua auu kete jhia nka ijata saha khelibu😠 to bala porsnality faltu 😡😡😡😡
@archiarchi5420
@archiarchi5420 2 жыл бұрын
Light 💡 camera📷 action🎬🤣🤣☺😁😄😃dialogue start...
@aurabindanaik3952
@aurabindanaik3952 2 жыл бұрын
କିରେ ବେହିପୁଅ ବଡରୋଗିଆ ତତେ ପରା ବଡ ରୋଗ ହେଇ ଥିଲା ! ଭାରି ଚିକଣ ଚାକଣ ଦେଖା ଯାଉଛୁ ! ଶଳା ତତେ ଲାଜ ଲାଗୁନି
@bhagyalaxmibehera3897
@bhagyalaxmibehera3897 2 жыл бұрын
Right
@goutamsethi688
@goutamsethi688 2 жыл бұрын
Jadi drama na chahuchha ..jaha heichhi vulijaa ..jaaa misiki ruha
@swaindaktar203
@swaindaktar203 2 жыл бұрын
why are you not accept the court order...
@mysumbulasif8315
@mysumbulasif8315 2 жыл бұрын
To deha kharap hela bhalia jana paduni..
@jagannathnayak4755
@jagannathnayak4755 2 жыл бұрын
Tume asika re eka chhadi asila kan paen pramila tripathy is a social worker so she help a innocent person
@bijayrout2791
@bijayrout2791 2 жыл бұрын
Sumit bhai you accept Tapaswini. All people will bless you.
@simapradhan5381
@simapradhan5381 2 жыл бұрын
ପ୍ରମିଳା ମାଁ କୁ ‌ଯିଏ ନ ଚିହ୍ନି ଛି ସେଇଟା ଗୋଟାଏ ଶୁଦୁ ମୁରୁଖ ଟା , ସିଏପରା ଅସହାୟ ମହିଳା ମାନଙ୍କ ର ମାଁ ,ଆଉ ଜଣେ ସମାଜସେବୀ ,ତମେ ତାଙ୍କୁ ଚିହ୍ନି ନ କୀ
@babulinayak4029
@babulinayak4029 2 жыл бұрын
ତୁ ତୋ harami ta ତୁ gote ଝିଅ ଜନ୍ମ ନେବା kotha
@juliapradhan6802
@juliapradhan6802 2 жыл бұрын
ସେ pramila MAA ଲାଗି ସେ ଝିଅଟି ଆଜି ରାସ୍ତା କଡ ହାଡଭଙ୍ଗା ଶୀତ କାକର ରୁ ଟିକେ ସାହାରା ପାଇଲା, ତୁମେମାନେ ଜୀବନ ନେବା ଲୋକ ଜୀବନ ଦବା ଶିଖିବ କେମିତି,
@shivanh
@shivanh 2 жыл бұрын
ଶଳା ଏବେ akilati karuchu
@palishreejena4807
@palishreejena4807 2 жыл бұрын
Sir ebe muha dekheile lajya laguni
@kiran9388
@kiran9388 2 жыл бұрын
U r a nonsense man! Don't say something against Pramila Madam, She is great! Regret urself , be change n accept to live happily otherwise u'll be punished by GOD
@bijayakumarsahoo2210
@bijayakumarsahoo2210 2 жыл бұрын
ସେ ସମାଜସେବୀ । ତାଙ୍କର କର୍ତ୍ତବ୍ୟ ସେ କରୁଛନ୍ତି । ତୁମେ ତୁମ କର୍ତ୍ତବ୍ୟ କରୁଚ ସୁମିତ ବାବୁ ।
@prasantamahanta6777
@prasantamahanta6777 2 жыл бұрын
Seamless doctor
@bigyanimotivationalwithvlo1303
@bigyanimotivationalwithvlo1303 2 жыл бұрын
Are ebe kemiti muha dekhilu Sei dinathu Kouthi thilu.. Jadi tu thik tahele tapaswin nku samna karunu..
@subhasisbehera3102
@subhasisbehera3102 2 жыл бұрын
Apana ta court order against re gale.
@ganjamboysrikanta7615
@ganjamboysrikanta7615 2 жыл бұрын
ପମିଳା ମା ସମାଜ ସେବୀ ତୁ ମାଗିଆ ଜାଣିନୁ ଛୋଡି ହେଉଚୁ ପେଲେଈ ପୁଅ ଡାକ୍ତର ଦେଖେଈ ହେଉଚୁ ମାଗିଅା ତୁତ ଖାଲି ଓଡ଼ିଅ ଭିଡିଓ ରେ ଖେଳ କରୁଚୁ ମିଡିଆ ଆଗକୁ ଆସିକି କହୁନୁ
@subhasisbehera3102
@subhasisbehera3102 2 жыл бұрын
A drama sabu dakatara babu. Apanka pain .......
@juliapradhan6802
@juliapradhan6802 2 жыл бұрын
କାଇଁ କିଏ ମୁଣ୍ଡ ପୁରାଇ ଥାଆନ୍ତା କିଏ କାଇଁ ଜାଣିଥାଆନ୍ତା ତୁମ ଘରକଥା ତୁମ ଘରେ ସମାଧାନ କଲନି , ରାଜରାସ୍ତା କୁ କାହିଁକି ଆଣିଲ,
@pyarimaa2148
@pyarimaa2148 2 жыл бұрын
Sumit Sahu tame wife ku rakhithant tahele aeitki heinathanta aau rahila Pramila maa jane samaj sebi jhia ku sahajya karuchanti tame Jo bhalia lok adh rastare wife ku chadiki paliasil court order thila nelni
@sworldcreations1549
@sworldcreations1549 2 жыл бұрын
ଯେତେ ଲୋକ comments ଦଉଛନ୍ତି ତାକୁ ପଢ଼ ତାପରେ ଜାଣିବୁ କିଏ ଠିକ୍?
@shivanh
@shivanh 2 жыл бұрын
Tara kia ଅଛି nija ichha re court marrige kala to pia au to bapa to support ହବ au sia କଣ ଏକା rahiba
@basantamanjaridas1732
@basantamanjaridas1732 2 жыл бұрын
କିରେ ବାପା ଓମୀକ୍ରାନ ଧଇଲା କି ?ଏମିତି କୁନ୍ଥାଉଚୁ କାହିଁକି ?
@CrimeTime-b4l
@CrimeTime-b4l 2 жыл бұрын
ବଦମାସ ଭଳିଆ ଦିସୁଛୁ,
@tapanpalai6388
@tapanpalai6388 2 жыл бұрын
Pramila maa is great
@pkraut3637
@pkraut3637 2 жыл бұрын
tapaswini ku chhadiba pora baki sab third person. third person interfair kariba pai tama bapa. pua odisa lokamanaku bound karicha..
@Lipu419
@Lipu419 2 жыл бұрын
You are looking handsome so why your lawyer say your in sick .....jhut bole Kawa Kate....kakakaka
@jyotiranjanswain8525
@jyotiranjanswain8525 2 жыл бұрын
Out-of odisha re ea baa treatment heithante... 🤣🤣sir ta pura healthy laguchhnti..... Aau 2 taa emiti public cesh heigale doctor Sir baharaku asibe
@a.rcutiegirl4240
@a.rcutiegirl4240 2 жыл бұрын
A script tho bapa sekhaechi ki
@babulaswain930
@babulaswain930 2 жыл бұрын
Sumit chora samnna ashe
@itishreesenapati5102
@itishreesenapati5102 2 жыл бұрын
I salute Pramila Maa...
@ashwanikumarbhuyan3525
@ashwanikumarbhuyan3525 2 жыл бұрын
Thanks pramila madam, 🙏🙏
@gauttampradhan1984
@gauttampradhan1984 2 жыл бұрын
Sir Abe baharila....bhala jao se jhia ku nei bhala re ruha....
@rasmitapatikendrapara4266
@rasmitapatikendrapara4266 2 жыл бұрын
Mo pramila maa 🙏🙏🙏🙏🙏🙏🙏🙏🙏🙏🙏🙏🙏
@ashutoshbarik5847
@ashutoshbarik5847 2 жыл бұрын
ସୁମିତ୍ କିଛି ଜାଣିପାରୁନାହାଁନ୍ତି ଆଉ !
@upendraswain516
@upendraswain516 2 жыл бұрын
Pramila maa great lady in odisha
@itishreesenapati5102
@itishreesenapati5102 2 жыл бұрын
faltu husband....
@Maagouri2828
@Maagouri2828 2 жыл бұрын
ସେ ନାରୀ ପାଇଁ ଶକ୍ତିଶାଳୀ ମା ଯିଏ ଏତେ କଷ୍ଟ ସହିଲା ପରେ ବି ଝିଅକୁ ଏକା ଛାଡ଼ି ଯାଇ ନାହାଁନ୍ତି
@jyotsnabaral9593
@jyotsnabaral9593 2 жыл бұрын
She is social worker re puaa
@BapiPinkyvlogs
@BapiPinkyvlogs 2 жыл бұрын
ଠିକ୍ କହିଚ ଡକ୍ଟର ଭାଇ
@hemantrout
@hemantrout 2 жыл бұрын
It’s a social issue, right? Therefore Pramila Triathi is helping her and providing support to a helpless women. If you didn’t had guts to face the consequence why did you marry her and had physical relationship ? Think this first, if you are a human being. Why is she on the road now? It’s because of you only, right?
@Erik-zl1hh
@Erik-zl1hh 2 жыл бұрын
ଆପଣଦାୟିତ୍ୱ ନ ନେଲାରୁ ପ୍ରମିଳା ମା ଯେହେତୁ ସମାଜ ସେବୀ ସେ ଦୃଷ୍ଟି ରୁ ସେ ମାଡାମ ଙ୍କର ଦାୟିତ୍ୱ ନେଉ ଛନ୍ତି ଏତକ କଣ ଜାଣି ପାରୁ ନାଁହାନ୍ତି ଆପଣ ସ୍ଥିର ଚିତରେ ବିଚାର କରି ତାଙ୍କୁ ପାଖକୁ ନେଇଗଲେ ପ୍ରମିଳା ମା ଆପେ ତ ତାଙ୍କ ରାସ୍ତାରେ ଚାଲି ଯିବେ
@silusangita7622
@silusangita7622 2 жыл бұрын
Jadi 2family ra prosanal to paramila maa third perison kebe sabu loka jou tati Leni semane kn
@induofficial8390
@induofficial8390 2 жыл бұрын
ପ୍ରମିଳା ମା ଥିବା ଲାଗି ତମେ ମାନେ ତପସ୍ୱିନୀ ର କିଛି କ୍ଷତି କରିପାରୁନ ସେ ଯଦି ନଥାନ୍ତେ ତମେ ବାପା ପୁଅ ମିଶିକି ତପସ୍ୱିନୀ କି ମାରିଦେଇଥାନ୍ତ, ତମେ ମାନେ ଏକା ଚାଲାକ ନୁହଁ ନାରୀ ମାନଙ୍କୁ ଦୁର୍ବଳ ଭାବନି ଏମିତି ଶିକ୍ଷା ଦବୁ ବାପା ପୁଅ ନାମ ନେଉଥିବ, ଜୀବନରେ ଆଉ କୋଉ ଝିଅ କୁ pregnant କରିବା ପୂର୍ବରୁ ଶହେ ଥର ଭାବିବ. Power ଅଛି ଯଦି ସେମାନଙ୍କୁ ଅଟକାଇ ଦେଖା, ଘର ଭିତରେ କଣ ଲୁଚିକି ବସିଛ ମାଇଚିଆ କାପୁରୁଷ କୋଉଠିକାର
@pgayatrirout2326
@pgayatrirout2326 2 жыл бұрын
Pramila Tripathi to sasu re jani parunu ki 😁😁😁😁
@sujatamohapatra4271
@sujatamohapatra4271 2 жыл бұрын
ପ୍ରମିଳା ତ୍ରିପାଠୀ ଗୋଟେ ଝିଅ ପାଇଁ ମା ସାଜିକି ଛିଡା ହୋଇଛନ୍ତି l ଯେମିତି ତୁମ ବାପା ଲଙ୍କା କାଣ୍ଡ ସୃଷ୍ଟି କରଥିଲେ, ତୁମ ସହିତ ଛିଡା ହୋଇକି l କାହିଁ ଯଦି ଏକାଠି ତାପସ୍ୱିନୀ ଆସିକି court ରେ ହାଜିର ହୋଇ ପାରୁଛନ୍ତି, ତୁମେ ଦେହେ ଖରାପର ବାହାନା କରି କାହିଁକି ଲୁଚିଛ l ତୁମେ ଯଦି right l ଡରି ଯାଉଛକି ପ୍ରମିଳା ମା ଙ୍କୁ ? ପ୍ରମିଳା ମା ତୁମକୁ ଭି ଵପାଲୋ, ଧନଲୋ ବୋଲିକି ଡାକିଥିଲେ l କାରଣ ସେ ସମସ୍ତଙ୍କର ମା l ବରଂ request କରୁଛୁ ସମସ୍ତଙ୍କୁ ଦୁହେଁ, ଦୁହିଁଙ୍କର ସମସ୍ତ ଦୋଷକୁ କ୍ଷମାକରି ସବୁ ବୟସ୍କ ଲୋକ ଏବଂ ପରିବାରର ଶାନ୍ତି ପାଇଁ ନୂଆ ଜୀବନ ପାଇଁ ପ୍ରୟାସ କର l
@soumyadarshasahoo
@soumyadarshasahoo 2 жыл бұрын
You take rest you are not well. Video baneile besi deha kharap haba
@prabhatipradhan8453
@prabhatipradhan8453 2 жыл бұрын
Choro bhali kn pain emiti heucha kete din re ଥରେ ଆସୁଛ ଭିଡ଼ିଓ କରୁଛ ପୁଣି ଲୁଚି ଯାଉଛ ସାମ୍ନା କର ପ୍ରମିଳା maam କଣ kale ସେ ଯୋ ଏତେ ଦିନ ଧରି , ତପସ୍ୱିନୀ ଙ୍କ ସହ ଅଛନ୍ତି ତାଙ୍କୁ ଧନ୍ୟବାଦ ଦେବା କଥା ତମେ ତୁମେ କଣ ତାଙ୍କୁ କହୁଚ ଯେ, ଆମ ଘର କଥା ରେ ମୁଣ୍ଡ ଖେଳାଉଛନ୍ତି ତୁମେ ଯଦି tuma ଘର କଥା ରେ ମୁଣ୍ଡ ଖେଳେଇଥାନ୍ତ ସେ ଆଜି କଣ pain ଅସିଥାନ୍ତେ!
@gayatriswain2591
@gayatriswain2591 2 жыл бұрын
Tame mote gote katha kuha sumit babu..tame jadi thik achha luchuchha knpai prblm face kara shoutout kara..nata palla saruni 🤷🤷🤷🤷
@pabitramohandas6943
@pabitramohandas6943 2 жыл бұрын
ଆପଣଙ୍କ ସ୍ତ୍ରୀକୁ ଏ ପ୍ରଶ୍ନ କରୁ ନାହାନ୍ତି କାହିଁକି?ଆପଣଙ୍କ ଘର ଗୁମର ବାହାରକୁ ଆସିବାରେ ଆପଣଙ୍କ ଭୂମିକା କିଛି କମ୍ ନୁହେଁ l ସ୍ତ୍ରୀକୁ ଆଦରି ନିଅନ୍ତୁ, ଅନ୍ୟ ମହିଳା ଜଣକ ଓହରି ଯିବେ l ଆପଣଙ୍କ ପରିବାରର ସଂସ୍କାର ସାରା ରାଜ୍ୟବାସୀ ଜାଣି ସାରିଛନ୍ତି l ଆଉ ଲୁଚାଇ ପାରିବେ ନାହିଁ l କାରଣ ବେଳହୁଁ ସାବଧାନ ହୋଇ ନାହାନ୍ତି l ସୁଧୁରି ଯିବା ଉଚିତ୍ l
@priyabrat104sethi6
@priyabrat104sethi6 2 жыл бұрын
Sala chora kouthi luchichu
@susant...3674
@susant...3674 2 жыл бұрын
ନିଜ ସ୍ତ୍ରୀ କୁ ଘରକୁ ନେ ଆଉ ନାଟ କରନି ଭୃଣହତ୍ୟାକାରୀ ଶଳା
@purafamilyboy8206
@purafamilyboy8206 2 жыл бұрын
Tu sala se jhia ku baha habu au ta pakhe rahibu
@rabindrarout6441
@rabindrarout6441 2 жыл бұрын
I support dr sumit........
@minukisankisan9
@minukisankisan9 2 жыл бұрын
Samste Munda pureibe teme gote jhio prati Anya karuchanti pramila maa jehetu gate gote maa gote nari samaj sebi se tapaswini nku help karuchanti sahas deuchanti gote jhioku aniya birudhare ladhiba ku
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,2 МЛН
Spongebob ate Michael Jackson 😱 #meme #spongebob #gmod
00:14
Mr. LoLo
Рет қаралды 10 МЛН
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 2,3 МЛН
Bike Vs Tricycle Fast Challenge
00:43
Russo
Рет қаралды 107 МЛН
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,2 МЛН