ମୋତେ ବାହାହେବାର ପରଦିନ ୧୦୮ ନଡିଆ ପିଟିଥିଲେ | BhaujaAjiSataKahibe | EP-22 | Papu Pom Pom | TMShows

  Рет қаралды 806,344

TM Shows

TM Shows

Жыл бұрын

ମୋତେ ବାହାହେବାର ପରଦିନ ୧୦୮ ନଡିଆ ପିଟିଥିଲେ | BhaujaAjiSataKahibe | EP-22 | Papu Pom Pom | TMShows
#BhaujaAjiSataKahibe with #PapuPomPom
ନିଜର Photo & Biodata ଆମକୁ WhatsApp କରନ୍ତୁ
📞 Whats App No : 9178924111
#tarangmusicnewshow
#tarangmusic
#tmshows #odiacomedyvideo #odiacomedyshow

Пікірлер: 1 100
@SuperHitsOdia
@SuperHitsOdia Жыл бұрын
ଯେଉଁ ଦିନ ୧ଲକ୍ଷ ୫୭ହଜାର ସତୀମାନେ ମରିଥିଲେ ସେହି ଦିନ ଏ ମହାସତୀର ଜନ୍ମ । 😂😂😂
@MadhuRoseighara
@MadhuRoseighara Жыл бұрын
କିଏ ମୋ ଭୋଳି comment ପଢ଼ିବା ପାଇଁ ଆସିଛ
@dipabeheravoice2023
@dipabeheravoice2023 Жыл бұрын
କିଛି ନାହିଁ, ମୁଁ ଟିକେ କମେଣ୍ଟ ବାଡ଼ି ଆଡ଼େ ବୁଲିବାକୁ ଆସିଥିଲି🤭
@adityaswain6170
@adityaswain6170
ବେଧେଇ ମେଟ୍ରିକ ଫେଲ +2 କଲିନି କହୁଛି
@smrutipriyadarshini3520
@smrutipriyadarshini3520 Жыл бұрын
ମୁଁ ନାରୀଟିଏ ......ତୋତେ କହିବାକୁ ବହୁତ ଇଛା ହେଉଛି, ହେଲେ ମୋର ସମ୍ମାନ ଯିବ । ତୋର କିର୍ତୀ ସଭିଏଁ ଜାଣନ୍ତି, ଆଉ ତୋ ଧରମ ଘଇତା ଅଜିତ୍ ଆଉ ତୋର ସେ ହିଞିଡା ସ୍ବାମୀ ବାବଦରେ ସଭିଏଁ ଜାଣନ୍ତି । କି ସଂସ୍କାରିଲୋ ମାଆ ।
@MRSRIKANTAODIA
@MRSRIKANTAODIA Жыл бұрын
କମେଣ୍ଟ ପଢିବାକୁ ଆସିଥିଲି ବହୁତ ସୁନ୍ଦର ସୁନ୍ଦର କମେଣ୍ଟ🤣 ତା ସ୍ୱାମୀ ଦେଖିକି ଭାବୁଥିବ ମୋ ସ୍ତ୍ରୀ ସତୀ ସାବିତ୍ରୀ 🤣😄🤣🤣
@Manisha_5890malick
@Manisha_5890malick
ଯେତେ ଗୋରି ସେତେ ଷ୍ଟୋରୀ
@jhalakmanisha
@jhalakmanisha Жыл бұрын
ସ୍ତନ ସବୁ କେମିତି ବଢ଼ିବ ଭାଉଜ କୁ ଜଣା କହୁନ ଟିପ୍ସ ଦେବେ ପ୍ଲିଜ ଭାଉଜ କୁହ
@kunmun8724
@kunmun8724
ଭାଉଜ ଯେମିତି କଥା କହୁଛନ୍ତି ଯେପରି collector ପଦବୀ ରେ ଅଛନ୍ତି
@tulasidj9310
@tulasidj9310 Жыл бұрын
ମୁଁ କଣ କହି ବି ଆପଣ ମନେ ତ ସବୁ କହିସାରିଛନ୍ତି ଖାଲି ଗୋଟେ କଥା ଅପିଲ କରିବି ଏ ଭାରତ ସରକାର ଙ୍କୁ ଏ 2024 ରେ ରାଷ୍ଟ୍ର ପତି ପୁରସ୍କାର ମିଳୁ କାହିଁ କି ନା ଇଏ ଆମ ଓଡ଼ିଶା ଜଗନ୍ନାଥ ଦେଶ ର ଜଣେ ପୁଣ୍ୟ ବନ୍ତ ନାରୀ 🙏🙏 ଆମେ ଛାତି ରେ ହାତ ରଖି କହି ଵୁ ଆମ ରାଜ୍ୟ ର ଜଣେ ଭଲ ଭାଉଜ,,, ଭଲ ମା,, ଭଲ ଭଉଣୀ, ଆଉ ଯଦି କଣ ଲେଖିବି ବି ହାଡ଼ ହବ ତେଣୁ କ୍ଷମା କରିଦେବ 🙏🙏🙏
@parrygloryexpress732
@parrygloryexpress732 Жыл бұрын
ମୁଁ ଖାଲି କମେଟ ପଢିବାକୁ ଆସିଥିଲି ମୋ ଭଳି କିଏ ଆସିଥିଲ 😅😅😅😅
@sujansandha1342
@sujansandha1342 Жыл бұрын
ଘଇତା ର ଅଯୋଗ୍ୟ ପଣେ,ମାଇପ ଶୋଏ ଚାଖୁଣ୍ଡା ବଣେ 😅😅
@Hembram85
@Hembram85 Жыл бұрын
କିଏ କିଏ comment ପଢ଼ିବାକୁ ଆସିଛ?? Like koro
@theLifeExplorer3474
@theLifeExplorer3474 Жыл бұрын
ସବୁ ଠାରୁ ସତ କଥା ହେଲା "ଭାଉଜ ଆଜି ପୁରା ମିଛ କହିଲେ.."
@chitta9187
@chitta9187 Жыл бұрын
papu sir pura izat deiki beizat karu6anti 😆😆😆
@abhilashsahuofficial7706
@abhilashsahuofficial7706 Жыл бұрын
ଟିକେ ହାର୍ଡ ହୋଇଗଲା ପାଣିଟିକେ ମିସାଇବାକୁ ପଡିବ ଲାଜଟିକେ ନାହିଁ ଧରମ ଭାଇତ ଖେଳକରୁଛି
@pravatkumarpravat9492
@pravatkumarpravat9492 Жыл бұрын
ପୁରୁଣା ବିଆ ଟିଏ 😮😮 ମହା ଗଲେଇ
@pradhanmultivlogs503
@pradhanmultivlogs503 Жыл бұрын
ପପୁ ଭାଇ ପୁରା ଚିପୁଡ଼ି ଦେଇଛନ୍ତି..
@sureshdalai1947
@sureshdalai1947 Жыл бұрын
3 ଭଉଣୀ ଙ୍କର ଧରମ ଭାଇ ଥିବ ତ 😂😂😂😂😂😂😂 ଭାଉଜ
@priyabrata2615
@priyabrata2615 Жыл бұрын
ତୁ କଣ କି ?
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 41 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 10 МЛН
Llegó al techo 😱
00:37
Juan De Dios Pantoja
Рет қаралды 54 МЛН
NEW ODIA COMEDY | Funny Odiya Comedy 2017 | Lokdhun Oriya
15:22
Lokdhun Odia
Рет қаралды 6 МЛН
Jibana Do Chhakire Ashara Alok Ep 421   20 JULY 2024
43:23
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 41 МЛН