KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Excuse Me Jaha Kahibi Sata Kahibi | Season-4 | Full Ep 15 | TarangTV | Papu Pom Pom Comedy
43:23
କୁକୁର ର ଭୁଜି ଖିଆ କମେଡି || Kali Puja Kantamal || Papu Pom Pom Comedy || Ok Media
33:12
Friends make memories together part 2 | Trà Đặng #short #bestfriend #bff #tiktok
00:18
Я уговариваю своего друга попробовать чипсы Лава Лава
00:57
The Joker and the Angel fell into the hole, but luckily Harley Quinn rescued them #Angel
00:20
У вас там какие таланты ?😂
00:19
Excuse Me Jaha Kahibi Sata Kahibi | Season-4 | Full Ep 14 | TarangTV | Papu Pom Pom Comedy
Рет қаралды 287,593
Facebook
Twitter
Жүктеу
1
Жазылу 10 МЛН
Tarang TV
Күн бұрын
Пікірлер: 872
@Sinusahoowd2dm
Ай бұрын
ଓଡ଼ିଆ ହେଇ ବି ଆମକୁ ଓଡ଼ିଆ କହିବାକୁ ଲାଜ ଲାଗୁଚି ଓଡ଼ିଆ ପର୍ବ ପର୍ବାଣୀ ଓ ଲୋକ କଥା ହଜିଯାଉଛି ସେଇଥି ପାଇଁ ଜଣେ ହାସ୍ୟ ଅଭିନେତା ବା ଜଣେ କଳାକାର ଙ୍କ ର ଏକ ପ୍ରୟାସ ସତରେ ସ୍ବାଗତ ଯୋଗ୍ୟ 🎉
@suchismitatripathii
Ай бұрын
ଯାହା ହଉ ପପୁ ଭାଇ ମୋ କଥା ରଖିଲେ entry seen କୁ change କଲେ
@Haramani30
Ай бұрын
Supar mo bhai
@iam_sidheswar__x
Ай бұрын
Thik kahila bhai, odia pila bhari chhoda giha bahara state language kahibe hele nija language kahibeni😅
@Sinusahoowd2dm
Ай бұрын
@@iam_sidheswar__x ହଁ ଆଜ୍ଞା ସତ କହିଲେ ଜିଏ ନିଜ ଭାଷା କହିବାକୁ କୁଣ୍ଠା କରେ ସେ ନିଜ ମା କୁ ମା କହିବା କୁ ନିଶ୍ଚିତ କୁଣ୍ଠା କରୁଥିବ😢
@Sinusahoowd2dm
Ай бұрын
@@suchismitatripathii👍😊
@TruePathh.official
Ай бұрын
ଭଗବାନ ବୋଧେ ସବୁତକ କଳା ଏହି ଲୋକଟି ପାଖରେ ଭରିଦେଇଛନ୍ତି...Real Genius Papu Sir❤❤❤
@sambhunathpanda8801
Ай бұрын
Beautiful presentation actor papu babu
@karunakarpati3742
Ай бұрын
Really
@BB-LYRICS-MUSIC
Ай бұрын
Papu ଭାଇ ତମେ ସବୁ କଳାରେ ସମ୍ପୂର୍ଣ୍ଣ | ତମେ ହଉଛ ଓଡିଶା ରେ iconic 🗣️👌👌👌
@er.saumya8581
Ай бұрын
କୌଣସି ଚରିତ୍ରରେ ଅଭିନୟ କରିବା ଆଗରୁ ପପୁ ଭାଇ କେମିତି ପ୍ରସ୍ତୁତି କରୁଛନ୍ତି ଜେ ଜାଣି ହଉନି ସେ ଜଣେ କଳାକାର ନା ବାସ୍ତବ ଚରିତ୍ର। ସତରେ ଏମିତି କଳାକାରଙ୍କୁ ହୃଦୟରୁ ଧନ୍ୟବାଦ।
@rasmiranjan3850
Ай бұрын
ସତରେ ପପୁ ଭାଇ ମୋର ଗୋଟେ ହୃଦୟ କୁ କେତେଥର ଦେବି ଆପଣଙ୍କୁ.... ଆପଣ କେବଳ ଏକମାତ୍ର ଲୋକ ଯିଏକି ଆମ ହଜିଯାଉଥିବା ସଂସ୍କୃତି ଆଉ ସଭ୍ୟତା କୁ ବଜାୟ ରଖିଛନ୍ତି ଏଇ ସୁନ୍ଦର ଶୋ ମାଧ୍ୟମରେ.. Love you papu bhai 🙏
@jagannath12396
Ай бұрын
😂😂❤️❤️❤️
@bijayakumarmaharana8330
Ай бұрын
ଆଜି ପର୍ଯ୍ୟନ୍ତ ସିଜିନ୍ ୪ ର ଯେତେସବୁ ହେଇଛି ଆଜି ସବୁଠାରୁ ବେସି ମନଛୁଆଁ ହେଲା ।
@inw5808
Ай бұрын
Bolo haribola
@ffpapaytoffline9493
Ай бұрын
N n n n n n nn nice 20:00 un
@anantamallick3634
Ай бұрын
ପପୁ ଭାଇଙ୍କର ଉପସ୍ଥାପନା ଶୁଣିଓ ଦେଖି ମୋ ହୃଦୟରେ ରୋମାଞ୍ଚିତ ହୋଇଗଲା
@sorenbabu6743
Ай бұрын
କଳା କହିଲେ ପପୁ କୁ ବୁଝାଏ. ଓଡିଶାର ଗର୍ବ ଗୌରବ ପପୁ. ନୂଆଖାଇ ଜୁହାର 🙏🙏🌹🌹♥️
@thirdeye9492
Ай бұрын
ପାଲା.. ଓଡ଼ିଶାର ସଂସ୍କୃତି ପରମ୍ପରା ଐତିହ ସହିତ ଅଙ୍ଗାଙ୍ଗୀଭାବେ ଜଡିତ...ପ୍ରାଚୀନ ସାହିତ୍ୟ ଶାସ୍ତ୍ର ପୁରାଣ କାବ୍ୟ କବିତା ଛାନ୍ଦ ଚମ୍ପୁ ଓଡିଶୀର ପ୍ରଚାର ପ୍ରସାର ସୁରକ୍ଷା କେବଳ ପାଲା ମାଧ୍ୟମରେ ହିଁ ହୋଇପାରିବ..... ଲୋକକଳାର ସୁରକ୍ଷା.... ଓଡ଼ିଆ ସଂସ୍କୃତି ରକ୍ଷା... ଖୁବ ସୁନ୍ଦର.. ଧନ୍ୟବାଦ ❤️💚👍
@AkshayaKumarMajhi-w3z
Ай бұрын
❤ ମୋ ହୃଦୟର ରାଜା - ପପୁ ପମ୍ ପମ୍ ❤ ମୁଁ 2011 ମସିହା ଠାରୁ ଆପଣଙ୍କ ସମସ୍ତ episode ଦେଖୁଛି ଆପଣ ଜଣେ multi talented କଳାକାର , ସମସ୍ତଙ୍କ ବୃତ୍ତି ତଥା ଜୀବନ ଜୀବିକାକୁ ପୁରା ଜୀବନ୍ତ ଭାବରେ ଉପସ୍ଥାପନ କରୁଛନ୍ତି ❤ ତେଣୁ ମୋ ହୃଦୟର ରାଜାକୁ ମୁଁ ହୃଦୟରୁ କୋଟି କୋଟି ଧନ୍ୟବାଦ୍ ଜଣାଉଛି ........
@anantamallick3634
Ай бұрын
ସୁନ୍ଦର ଉପସ୍ଥାପନା ଯାହା ହଜିଯାଉଥିବା ଓଡ଼ିଶାର କଳା ସଂସ୍କୃତିକୁ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି ପପୁ ଭାଇ
@subratmeher3658
Ай бұрын
ପପୁ ପମ୍ ପମ୍ ଏମିତି ଜଣେ କଳାକାର ଯାହାକି ତାଙ୍କ ଦ୍ୱାରା ସବୁ ହୁଏ 🙏🙏🙏
@jyotiranjanpattanaik6076
Ай бұрын
ବିନା skip ରେ ପ୍ରଥମ ଥର ଗୋଟିଏ ଏପିସୋଡ ଦେଖିଲି... ଧନ୍ୟବାଦ 🙏🙏🙏
@H.bhai_Reshma_Miku_creations
Ай бұрын
ଭାଇ ପପୁ ଭାଇଙ୍କର ସବୁ episode ଏମିତି ବିନା skip ❤
@DusmantCreations
Ай бұрын
Mubi
@amlansahoo7961
23 күн бұрын
Bahut sundar @@DusmantCreations
@techodia24
Ай бұрын
ସମସ୍ତ ତରଙ୍ଗ ପରିବାର ଏବଂ ପପୁ ଭାଇ ଆଉ ଆମ ପାଲା ସଂସ୍କୃତି ପରିବାର କୁ ହୃଦୟ ରୁ ଧନ୍ୟବାଦ୍ , ଆମ ନବେ ଦଶକର ପିଲାଙ୍କୁ ଆମ ପିଲା ଦିନ ମନେ ପଡ଼ିଗଲା ❤❤ ।
@pralayaofficial1060
Ай бұрын
ଆଜିର ଏହି ଉପାଖ୍ୟାନ ଟିକୁ ଦେଖି ଆଖିରେ ଲୁହ ଆସିଗଲା..ମୋ ବାପା ମଧ୍ୟ ଜଣେ ପାଲା ଶ୍ରୀ ପାଳିଆ ଆଜି ମଧ୍ୟ ମୋ ବାପା ପାଲା ପରିବେଷଣ କରିବା ପାଇଁ ଯାଇଛନ୍ତି.. ସମସ୍ତ କଳାକାର ଙ୍କୁ ହୃଦୟ ରୁ ଶୁଭେଚ୍ଛା ବିଶେଷ କରି ପପୁ ଭାଇଙ୍କୁ ଆଜିର ଏହି ଉପାଖ୍ୟାନ କୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିବା ରୁ ❤❤❤
@sarthakscreation1068
Ай бұрын
ବହୁତ ଭଲ ଲାଗିଲା, ଆମର ବିଦଗ୍ଧ କଳା ପାଲା କୁ ବଞ୍ଚେଇ ବା ଉଦ୍ଦେଶ୍ୟ ରେ ଏକ ଅଭିନବ ପ୍ରୟାସ , କିନ୍ତୁ ମୃଦଙ୍ଗ ବାୟକ ଙ୍କୁ ମୃଦଙ୍ଗ ସହ କାଠ ଗଡା ରେ ଠିଆ କରିବା ଠିକ୍ ହେଲାଣି, ସ୍ଵଂୟ ଶ୍ରୀ ଚୈତନ୍ୟ ଦେବ ଓ ନିତାଇ ଗୌର ଅଟନ୍ତି ମୃଦଙ୍ଗ ,
@jyotiranjanpattanaik6076
Ай бұрын
ଏକ ନିଆରା ଅଧ୍ୟାୟ, ବହୁତ ବହୁତ ଧନ୍ୟବାଦ ଏପରି ଅଧ୍ୟାୟ ପରିବେଷଣ କରିଥିବାରୁ...🙏🙏🙏
@Sinusahoowd2dm
Ай бұрын
Hm ଆଜ୍ଞା ଠିକ୍ କଥା
@bestmomentcricket7294
Ай бұрын
ପାଲା ପରିବେଷଣ ଛୋଟ କଥା ନୂଁହେ.... ଆଜି ପପୁ ଭାଇ ଙ୍କ episode ଭଲ ଲାଗିଲା
@DON-BBSR
Ай бұрын
ଗୋଟେ ନୂଆ କଥା ଜାଣୀହେଲା ଆଜି 👍🙏
@prabhukalyansahoo4528
Ай бұрын
ପପୁ ଭାଇ ଏଇ episodeଟି ଆପଣଙ୍କ ପ୍ରତିଭାର ଭରପୁର ପ୍ରମାଣ। You're the real gem 💎 of Odia industry. Multi talented 👍 କୌଣସି ଚରିତ୍ର କରିବା ପୂର୍ବରୁ ତା ପାଇଁ ଆପଣଙ୍କ in-depth research ଆପଣଙ୍କ ଅଭିନୟକୁ ନିଖୁଣ ଆଉ ନିଆରା କରିଦିଏ। ଚମତ୍କାର 🫡 We're proud that You're in Odia industry.
@dineshmohanty182
Ай бұрын
ପପୁ ଭାଇ ଙ୍କ ପରି ଜଣେ talented ଅଭିନେତା ସାରା ଭାରତ ରେ ଖୋଜିଲେ ବି ମିଳିବେ ନାହଁ
@antaryamibastia361
27 күн бұрын
ଧନ୍ୟବାଦ୍ ଆପଣଙ୍କୁ ଅତି ଶୁନ୍ଦର ଭାବରେ ପାଲାକାର ଓ ପାଲାର ମଯ୍ୟଦା ବଞାଇବାକୁ ଚେଷ୍ଟା କରିଛନ୍ତୀ,ଶତ କୋଟି ପ୍ରଣାମ୍ 🙏🏿🙏🏿
@jagadishbarik-gp5vu
Ай бұрын
26:00 ଆପଣଙ୍କ ଗୀତ ଶୁଣି ମୋ ଆଖିରେ ଲୁହ ଆସିଗଲା 😢
@satyajitguin222
Ай бұрын
ସବୁ episode ଠାରୁ ଏହି episode ସବୁଠୁ ଭଲ ହେଇଛି । ❤
@asimkumarsahoo9380
Ай бұрын
ମତେ ଏହି ଏପିସୋଡ ଟି ବହୁତ ଭଲ ଲଗିଲା କାରଣ ଏଥିରେ ସବୁ ନିଛକ ସତ ଗୁଡା କୁହାଯାଇଛି ଏତତ୍ ବ୍ୟତୀତ କମେଡ଼ି ହେଇନି ଯାହାକି ବହୁତ୍ ଭଲ ଲାଗୁଛି 👌❤
@manojsatapathy7849
Ай бұрын
ସୁନ୍ଦର ଉପସ୍ଥାପନା, ଚମତ୍କାର ପରିବେଷଣ...ଧନ୍ୟବାଦ ପପୁ ଦାଦା...Love from sambalpur....ଓଡ଼ିଆ ଅସ୍ମିତା...
@sibasiba7588
Ай бұрын
ଆଜି ଏହି episode ଟି ଭଲ ଲାଗିଲା ଗୋଟେ ଲାଇକ ଟେ ହଉ👌👌😍
@Tanmay_sahoo
Ай бұрын
Great voice Great patience Great knowledge Great presentation There is only one Man papu pom pom = Goosebumps 🔥
@jogendrasethi9540
Ай бұрын
ପପୁ ବାବୁ ଙ୍କୁ ମୁଁ ବହୁତ ଦିନ ଆଗରୁ ଥରେ ପାଲା ପରିବେଷଣ କରିବା ପାଇଁ ଅନେକ ଥର କମେଣ୍ଟ ମାଧ୍ୟମରେ ଅନୁରୋଧ କରିଥିଲି |ଯାହା ହେଉ, ଶେଷରେ ମୋ ଆଶା ପୂର୍ଣ୍ଣ ହେଲା |ମୁଁ ଦେଖିଥିବା ଅନେକ କାର୍ଯ୍ୟକ୍ରମ ଭିତରୁ, ଆଜି ର କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗିଲା |ଧନ୍ୟବାଦ ତରଙ୍ଗ 🙏
@crezygamer522
Ай бұрын
Love from keonjhar ❤ ati sundar topic
@ashishpanda2191
Ай бұрын
🎉ମାନିବାକୁ ପଡିବ ପପୁ ଭାଇ ଏ ସୁନ୍ଦର ପ୍ରୟାସ 🙏🏽🎉ଜୟ ଜଗନ୍ନାଥ
@MaheswarSingh-cg9yx
Ай бұрын
ସତରେ ଆଜିର episode ସ୍ବାଗତଂ ଯୋଗୀୟ... 💐💐💐🙏
@jagumw1422
Ай бұрын
ପପୁ ଭାଇଙ୍କ ଭଳି ଜଣେ altranetive ଚରିତ୍ର ଆମ ଓଡ଼ିଆ ସିନେଜଗତ ପାଇଁ ଗର୍ବର କଥା i love you ପପୁ ଭାଇ ତମେ ସର୍ବଗୁଣ ସମ୍ପର୍ଣ୍ଣ, ମଜାରେ ମଜାରେ ତମେ ଦୁନିଆର ସବୁ ସତ କଥା ଦେଖାଉଛ ଆମ ଆଖି ଖୋଲିଦେଉଛ 😂😂😂😂
@H.bhai_Reshma_Miku_creations
Ай бұрын
ଗୋଟିଏ ସତ କଥା କହିବି ଏହି episode ଟି ଦେଖିକି ଏବଂ ଶୁଣିକି ମୋ ଆଖିରେ ଲୁହ ଆସିଗଲା 😢 ମୋ ବାପାଙ୍କର ବାପା ଜଣେ ଜଣାଶୁଣା ବାଦକ କଳାକାର ଥିଲେ ଏବଂ ମୋ ବାପାଙ୍କ ବାପା ଜଣେ ଜଣାଶୁଣା ଗାୟକ ଥିଲେ 😮 ସେ ଯାହା ବି ହେଉ 😍 ଏ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା 😮
@MadhuSudanSahu-w9x
5 күн бұрын
ଅତି ଭଲ ଲାଗିଲା
@shibaprasadmajhi3476
10 күн бұрын
ଅତି ସୁନ୍ଦର ପରିବେଷଣ
@kumarsanu949
Ай бұрын
ଚମତ୍କାର ଉପସ୍ଥାପନ କେବେଳ ପପୁ ଭାଇ ହିଁ ଜଣେ ମଣିଷ ଯିଏ କି ସଂସ୍କୃତି ପାଲାକୁ ଉ୍ଜୀବିତ ର ପଥ ଲୋକ ଲୋଚନ କୁ ଆଣିପାରିଲେ
@sukantadash3070
Ай бұрын
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପପୁ ବାବୁ ଙ୍କୁ ଅଶେଷ ଧନ୍ୟବାଦ୍ ।ଜୟ ଜଗନ୍ନାଥ ।।
@deepakvlog4645
Ай бұрын
ସତରେ ଆମେ କେତେ ତଳକୁ ଖସିଯାଉଛୁ, ଆଧୁନିକ ଯୁଗରେ ଯାଉ ଯାଉ ପାଶ୍ଚାତ କୁ ଭୁଲି ଯାଉଛୁ, ଆଉ ପପୁ ଭାଇ ଙ୍କୁ ହୃଦୟ ରୁ ପ୍ରଣାମ କରୁଛି ଆମେ ହଜାଇ ଦେଉଥିବା ସଂସ୍କୃତି ଙ୍କୁ ବଜାଇ ରଖିବାକୁ ଏକ ସୁନ୍ଦର ପ୍ରୟାସ 🎉🎉🎉🙏🙏🙏🙏🙏
@KumarPrabhat796
Ай бұрын
ଏହି episode ଟି 4କୋଟି ଲୋକ ଦେଖିବା ଦରକାର୍😢🎉🎉🙏🙏🙏
@balarambarik9722
Ай бұрын
ସତରେ ଆଜିର ଏଇ ଆଧୁନିକ ଦୁନିଆରେ ..ଆମ ଓଡିଆ ଭାଷାର ସଂସ୍କୃତି ଓ ପରମ୍ପରା କିପରି ଆମ ଜନମlନସରେ କିପରି ଏକ ସକାରାତ୍ମକ ପ୍ରଭାବ ପକାଇବ ତାହା ପପୁ ସାର.. ଦ୍ଵାରା..ତାହା .. ଏହି କାର୍ଯ୍ୟକ୍ରମ ମାଧ୍ୟମରେ.. ସୁନ୍ଦର ଭାବେ.. ପ୍ରକାଶିତ ହୋଇଛି... ଏହା ସ୍ବାଗତ ଯ୍ୟୋଗ ❤..
@SasmitaShashank
Ай бұрын
ପପୁ ଭାଇ , ଆପଣ ଙ୍କୁ ବହୁତ ଶୀଘ୍ର ଜୟଦେବ ପୁରସ୍କାର ମିଳିବ!!! No doubt
@rakshyakarmahanta4227
Ай бұрын
Papu bhai
@SasmitaShashank
Ай бұрын
@@rakshyakarmahanta4227 Thanks for pointing out
@girimk8629
Ай бұрын
ଖୁବ ସୁନ୍ଦର ଏହା ପରେ , ଦାସ କାଠିଆ ବିଶୋୟ ରେ. Episode କରନ୍ତୁ
@Cseriesodia
Ай бұрын
ବହୁତୀ ବଢିଆ ପପୁ ଭାଇ ଆପଣ ବହୁତୀ ଜ୍ଞାନୀ ମଣିଷ ଜଣେ ବହୁତୀ ବଢିଆ..
@brajamohanty6220
Ай бұрын
ଅତି ସୁନ୍ଦର ଉପସ୍ଥାପନା
@PrasantaKumar-ue1ev
Ай бұрын
ସେଥିପାଇଁ ପପୁ ଭାଇ ସର୍ବଗୁଣସମ୍ପର୍ନ 🙏🌹🙏
@bhagirathibiswal715
Ай бұрын
ଜୟ ଜଗନ୍ନାଥ, ଓଡ଼ିଶାର କଳା ଓ ସଂସ୍କୃତି ବଞ୍ଚେଇ ରଖିବା ଲାଗି ଏକ ପ୍ରୟାସ, ପାପୁ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପପୁ ବାବୁ ଜଣେ ଶ୍ରେଷ୍ଟ ଅଭିନେତା ମୁଁ ତାଙ୍କର ସମସ୍ତ ପ୍ରସଙ୍ଗ ଦେଖେ
@TECHNICALTABLABEATS
13 күн бұрын
All Rounder mo bhai ❤
@GourangadasDsa
Ай бұрын
ସୁନ୍ଦର ଉପସ୍ଥାପନା ପପୁ ଭାଇ ବହୁତ ବହୁତ ଧନ୍ୟବାଦ ଏମିତି କଳା ବଜାଇ ରଖନ୍ତୁ
@eswarshoppingmart3051
Ай бұрын
Odisha re no 1 Papu pam pam bhai 🥰🥰🥰
@royalbeauty.99
Ай бұрын
"ଶୁଣ ସୁଜନ ହେ ପାଠ ପଢି ହେଲୁ ନାଶ.... ସମସ୍ତେ କାନ ରେ କଲମ ଖୋସିଲେ.. ବିଲ ବାଡି ହେଲା ଘାସ" 4:58
@subhrakantapati
Ай бұрын
I love you baby 😅😅😅
@subhasisop2788
Ай бұрын
Satare Papu bhai and team garba ଲାଗୁଛି ଆମ କଳା ସଂସ୍କୃତି କୁ ଆମ ପାଖରେ ପହଞ୍ଚାଇ ଥିବାରୁ ଜୟ ଜଗନ୍ନାଥ ବନ୍ଦେଉତ୍କଳ ଜନନୀ ମହାପ୍ରଭୁ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ ❤❤❤
@pratapdash4863
Ай бұрын
ଅତି ସୁନ୍ଦର ଉପସ୍ଥାପନା ,ଖୁବ୍ ଭଲ ଲାଗିଲା ❤
@BIRANCHI123
Ай бұрын
Great...ତମେ ଯେତିକି ଅଭିଜ୍ଞ ତା ପାଖ କେହି ଛୁଇଁ ପାରିବେନି... God bless you....
@DhrubaPadhan-c2l
11 күн бұрын
Bahutabahut danyabad
@debendrabehera3
Ай бұрын
ଅତିସୁନ୍ଦର ଲାଗିଲା🙏🙏💐👍👍🙏👌
@biswojitnayak9562
Ай бұрын
ପପୁ ଭାଇ ତୁମର କଳା ନିପୁଣତା ହୃଦୟ ସ୍ପର୍ଶୀ
@ranjanmeher3217
Ай бұрын
ଏହିପରି ଶିକ୍ଷଣୀୟ ଅଧ୍ୟାୟ ଦେଖି ମନ ଖୁସି ହୋଇଗଲା । ଆଗକୁ ଏମିତି କିଛି ନୂଆ ନୂଆ ବିଷୟ ବସ୍ତୁ ଉପସ୍ଥାପନା କରିବାକୁ ଅନୁରୋଧ ।
@hrusikeshapanda5
Ай бұрын
ଏକ ସୁନ୍ଦର ଉପସ୍ଥାପନା ପଲ୍ଲା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ତେଣୁ ପାଲା ଦେଖ ଓ ଶିଖ ଆମ ଓଡ଼ିଆ ପରମ୍ପରା
@pabitranath5075
Ай бұрын
Tame dekhucha ki
@hrusikeshapanda5
Ай бұрын
ହଁ ଭାଇ ସମୟ ମିଲିଲେ ନିଶ୍ଚୟ ଦେଖେ ଏଵଂ ଆଗକୁ ଦେଖିବି।
@pabitranath5075
Ай бұрын
@@hrusikeshapanda5 dekha auu se anta hala dudha hala dekhani se guda dekhile bdy het 🔥 haba chhada auu kichi nuha
@hrusikeshapanda5
Ай бұрын
ଯେବେ ସମୟ ହେଉଛି ପାଲା ବି ଦେଖ। ଖାଲି ନାଚ ଦେଖିଲେ କଣ କିଛି ନୂଆ ଶିକ୍ଷ୍ୟା ପାଇପାରିବ। ସବୁ କିଛି ଦେଖ ଆଉ ଶିଖିବାକୁ ଚେଷ୍ଟା କର।
@pabitranath5075
Ай бұрын
@@hrusikeshapanda5 sabu delha Bt se dudha hala dekhani
@ASHUTOSHHARICHANDANJENA
Ай бұрын
❤❤❤
@suvakantamohanty1999
Ай бұрын
ବହୁତ୍ ବଢିଆ ଉପସ୍ଥାପନା।
@chintu0sarada
Ай бұрын
ଧନ୍ୟବାଦ୍ ପପୁ ବାବୁ ଏଭଳି ଏକ ସୁନ୍ଦର୍ ଉପସ୍ଥାପନା କରିଥିବାରୁ । କିନ୍ତୁ ଗୋପ ନଗରୀ ରୁ ଚିଠି ଆସିଛି, ଏହି ସୁନ୍ଦର୍ ଭଜନ ଟିକୁ ଭୁଲ୍ ଗାଇବା ବେଳେ ଆପଣ ଚାହିଁଲେ ଅଧାରୁ ରଖି ଠିକ୍ କରି ଦେଇ ପାରି ଥାଆନ୍ତେ । ଏହି ପ୍ରକାର ଭୁଲ୍ ଗୁଡ଼ିକୁ ଆଗକୁ ଧ୍ୟାନ ଦେବାକୁ ଅନୁରୋଧ ।
@utkalswain4117
Ай бұрын
Waa waa 🙏🏻🙏🏻ପପୁ ଭାଇ ଏତେ ଦିନେ ଏ ନୂଆ ବେଶ ଆଉ ଲୋକ ଶିକ୍ଷା ମନକୁ ଛୁଇଁଲା 🙏🏻🙏🏻
@hrxchinmaya
Ай бұрын
2005 ମସିହା ରୁ ଆରମ୍ଭ ହେଇଥିଲା ଆପଣଙ୍କ comedy ସେ ପୁଣି 104FM ରେଡ଼ିଓ ଚକ୍ଲେଟ ଧୁମ୍ ମିଠାରେ,,,ଆଉ ଆପଣଙ୍କ ର ପ୍ରଥମ movie ତୁ ମୋ ଆଖିର ତାରା ,,,ମୁ ସେବେଠୁ ଦେଖିଆସୁଚି ,,
@manojpatro2013
Ай бұрын
ଅତି ସୁନ୍ଦର ଭାବରେ ପରିବେଷଣ କରିବା ପାଇଁ ଧନ୍ୟବାଦ
@maheswarbehera7719
Ай бұрын
ବହୁତ ଭଲ ଲାଗିଲା ଏହି ଏପିଶୋଡ। ପପୁ ଭାଇଙ୍କ ଦ୍ଵାରା ଏକ ନିଆଁରା ପ୍ରୟାସ। ପୁରା ମନକୁ ଛୁଇଁ ଗଲା ।👍🏻✅💯
@bhagirathimohapatra3604
Ай бұрын
ବହୁତ ବଢିଆ ଅଧ୍ୟାୟ 👍 ଧନ୍ୟବାଦ ତରଙ୍ଗ ଓ ଧନ୍ୟବାଦ ପପୁ ଭାଇ 👍
@Biggy007
Ай бұрын
ପପୁ ଭାଈ ଅତି ଚମତ୍କାର ଅଭିନୟ ଓଡିଆ ଅସ୍ମିତା ❤
@Only_cricinfo
Ай бұрын
ପପୁ ଭାଇ ଗୋଟେ ପ୍ରକୃତ କଳାକାର ସାଂସ୍କୃତିକ ଠୁ ଆରମ୍ଭ କରି ଆଧୁନିକ ଯାଏଁ ସବୁ ରଙ୍ଗ ରେ ପାରଙ୍ଗମ । ଜୟ ଜଗନ୍ନାଥ।ଜୟ ଓଡ଼ିଶା
@_BKpanda1993
Ай бұрын
ପପୁ ସାର୍ ଗୋଟେ ଓଡ଼ିଆ ଫିଲ୍ମ୍ ପ୍ରଡିୟୁସର୍ ମାନଙ୍କ ବିଷୟରେ episode ଟେ ହଉ , ନହେଲେ ଓଡ଼ିଆ ଫିଲ୍ମ୍ ବୁଡ଼ିଯିବ 🙏, ମୋର ଅନୁରୋଧ ରଖିବେ 🙏
@asishbehera5231
Ай бұрын
Bas bas
@Mr-ishan123
Ай бұрын
Right 👍
@udaykarkhatua9410
Ай бұрын
ଭାଇନା ବଡ଼ ଡେଞ୍ଜର ଜାଗାରେ ହାତ ମାରିବାକୁ କହୁଛ କିନ୍ତୁ ଭଲ ଟପିକ ଟା ହେବ
@MohanDas-c2c
Ай бұрын
Perfect
@kalicharanmishra2444
Ай бұрын
ପପୁ ଭାଇଙ୍କ ମହତ୍ ଚିନ୍ତା ଧାରା ପାଇଁ ଅନେକ ଅନେକ ଧନ୍ୟବାଦ
@hellosuryamani9684
Ай бұрын
ବହୁତ ବହୁତ ଧନ୍ୟବାଦ ପପୁ ଭାଇ ଓ ତରଙ୍ଗ ଟିମ୍ ❤🎉🎉
@Kumarraj-143
Ай бұрын
ଏ ଭଳି ଭିଡିଓ ସବୁଦିନ ଆସୁ। ବହୁତ ସୁନ୍ଦର ହେଇଛି। ❤❤ଯେତେ episode ଆସିଛି ଏହି ସ୍କ୍ରିପ୍ଟ ଭଲ ହୋଇଛି।
@nilamadhabamohapatra5765
Ай бұрын
ଆଉ ଗୋଟିଏ ପାଲା ଉପରେ episode କରାଯାଉ
@AbhimanyuPradhan-jf3hy
Ай бұрын
❤
@nilamadhabamohapatra5765
Ай бұрын
ସତରେ ଏମିତି ପପୁ ଭାଇ ସୁପର୍,ହୁଏତ ଏଇଠୁ ପାଲା ଅଗ୍ରଗତି ହେବ।ସମସ୍ତେ ପାଲା ଟିକେ ଦେଖନ୍ତୁ, ପାଲା, ଦାସ୍ କାଠିଆ କଳାକାର ମାନଙ୍କୁ ବଞ୍ଚିବାର ଖୋରାକ ଯୋଗନ୍ନ୍ତୁ। ଜୟ ଜଗନ୍ନାଥ, ଜୟ କଳା
@TrilochanBehera-ii3tu
Ай бұрын
Papu sir mana chuninele
@ticonnapolymer4955
Ай бұрын
Excellent
@jyotiranjannayakvlogs367
Ай бұрын
This episode is something different ପପୁ ଭାଇ ଜଣେ multi talented artist ୟା ପରେ ଥଳ ମାରାଣ୍ଡି episode ଗୋଟେ ହେଇଯାଉ ❤ frm ଆନନ୍ଦପୁର, କେନ୍ଦୁଝର
@rajeshpradhan715
Ай бұрын
ପପୁ ପମ ପମ ସେ ଓଡିଶାର ପ୍ରତେକ କଳା ସଂସ୍କୃତି ପରମ୍ପରା କୁ ବଞ୍ଚେଇ ରଖିବା ଏ ପ୍ରୟାସ ଜାରି ରହୁ 🙏
@SURESHKUMARDALAI-k4d
Ай бұрын
ଅତି ସୁନ୍ଦର୍ ହେଇଚି
@Sunil-xc5nm
Ай бұрын
ବହୁତ ସୁନ୍ଦର ଉପସ୍ଥାପନା 🙂 ଓଡ଼ିଆ ଅସ୍ମିତା କଥାରେ ନଥାଏ 😢 ଆମ ସଂସ୍କୃତି ବଞ୍ଚିଲେ ଓଡ଼ିଆ ର ପରିଚୟ ବଞ୍ଚିକି ରହିବ😢
@Official_Khusi1
Ай бұрын
ସବୁ ଠୁ ଏ ଟା ଭଲ ଲାଗିଲା 😂😂
@SudhirMeher77
Ай бұрын
Cricket fan ଗୋଟେ episode ହଉ👍
@sushantasahu6107
Ай бұрын
RCB fan..
@CRMohanty515
Ай бұрын
Csk
@Sobharamchhachhan
Ай бұрын
Ipl au wc ...ra dukha ,raga ,khusi, mix
@bijayalaxmisatapathy7203
Ай бұрын
ସୁନ୍ଦର ସୁନ୍ଦର ଅତିସୁନ୍ଦର, ମନଛୁଆଁ ଅଧ୍ୟାୟ, ଯେତେ ଦେଖିଲେ ବି ମନ ପୁରୁନାହିଁ, ପପୁ ଭାଇ ଙ୍କୁ ଧନ୍ୟବାଦ ଏଭଳି ପରିବେଷଣ ପାଇଁ, 🙏🙏🙏ଆଉ ଗୋଟେ ଅଧ୍ୟାୟ ଏଭଳି କରିବା ପାଇଁ ଅନୁରୋଧ
@muralidharanaik3016
Ай бұрын
Very nice 👍
@ramanujmishra6512
Ай бұрын
ଅତି ସୁନ୍ଦର ଉପ୍ଥାପନା ପପୁ ବାବୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ❤❤ ଜୟ ଜଗନ୍ନାଥ
@bhagirathimohanta952
Ай бұрын
ବହୁତ ବଢିଆ କାର୍ଯ୍ୟକ୍ରମ
@Rajendrapatra143
Ай бұрын
Nice thanks
@niranjantripathy7539
Ай бұрын
Great actor Papu sir
@tankapradhan6068
Ай бұрын
ପପୁ ଭାଇ ଆପଣ ମହାନ କଳାକାର❤
@asishkumarbehera1863
Ай бұрын
Best episode.. ବହୁତ ସୁନ୍ଦର
@happy7t929
Ай бұрын
Bahut sundar video Papu bhai man kini nela ❤❤❤❤❤❤
@bestmomentcricket7294
Ай бұрын
ପାଲା ପ୍ରତି ସୁନ୍ଦର୍ ପ୍ରୟାସ....
@gopalpadhi1048
Ай бұрын
A beautiful presentation. Papu pam pam has presented a real problem, hope this art will survive by this type of discussion.
@manojkumardakua3934
Ай бұрын
ବହୁତ ବଢିଆ ପ୍ରୟାସ ମାଡିଚାଲ
@debabratamishra9633
Ай бұрын
ଶ୍ରେଷ୍ଠ ଏପିସୋଡ୍ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ 🙏🙏🙏🙏🙏🙏🙏🙏🙏🙏🙏
@rajendranayakstatus2142
Ай бұрын
Sir ବହୁତ ଦିନ ପରେ ଏମିତି ଏକ ପାରମ୍ପାରିକ ଏପିସୌଡ ଦେଖିବାକୁ ପାଇଲି ଧନ୍ୟବାଦ୍ ଜଣାଉଛୁ ତରଙ୍ଗ ଟିଭି କୁ ଏବଂ ପପୁ sir ଙ୍କୁ ମୁ ଆଶା କରିବିକି ଆଗକୁ ଏମିତି ପାରା ପାରିକ ଭିଡିଓ ତରଙ୍ଗ ଟିଭି ଆଣିବେ ବୋଲି ମୋରବିଶ୍ବାସ ଏବଂ ଭରସା ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏🙏
@srikantadeepak9698
Ай бұрын
ଏପର୍ଯ୍ୟନ୍ତ ସବୁଠୁ ଭଲ episode
@SukhiBhavah-mk7xj
Ай бұрын
ଭଲ ଚେଷ୍ଟା କିନ୍ତୁ ଅନେକ ବ୍ୟାଖ୍ୟା ଭୁଲ୍ ହୋଇଛି: କର୍ମ ଭଗବାନ୍ ନୁହେଁ ସେପରି ହେଲେ ତ ଚୋରି କରିବା ଚୋର ର କର୍ମ ଆଉ ବେଶ୍ୟାବୃତ୍ତି ବେଶ୍ୟା ର.. ଅସତ୍-କର୍ମ/ଅବୈଧ-କର୍ମ ବି ଅଛି କର୍ମ କରିବାର କୌଶଳ ବତାଇଦିଅନ୍ତି ଯିଏ ସେ ଗୁରୁ-ଭଗବାନ୍🙏🏻
43:23
Excuse Me Jaha Kahibi Sata Kahibi | Season-4 | Full Ep 15 | TarangTV | Papu Pom Pom Comedy
Tarang TV
Рет қаралды 94 М.
33:12
କୁକୁର ର ଭୁଜି ଖିଆ କମେଡି || Kali Puja Kantamal || Papu Pom Pom Comedy || Ok Media
OK MEDIA
Рет қаралды 99 М.
00:18
Friends make memories together part 2 | Trà Đặng #short #bestfriend #bff #tiktok
Trà Đặng Official
Рет қаралды 83 МЛН
00:57
Я уговариваю своего друга попробовать чипсы Лава Лава
Аришнев
Рет қаралды 3,3 МЛН
00:20
The Joker and the Angel fell into the hole, but luckily Harley Quinn rescued them #Angel
超人夫妇
Рет қаралды 89 МЛН
00:19
У вас там какие таланты ?😂
Карина Хафизова
Рет қаралды 21 МЛН
42:55
Excuse Me Jaha Kahibi Sata Kahibi | Season-4 | Full Ep 17 | TarangTV | Papu Pom Pom Comedy
Tarang TV
Рет қаралды 187 М.
41:51
Excuse Me Jaha Kahibi Sata Kahibi | Season-4 | Full Ep 09 | TarangTV | Papu Pom Pom Comedy
Tarang TV
Рет қаралды 173 М.
36:05
Bhagirathi jhua bhaigis // Mr Gulua Comedy // Odia comedy
Mr. GULUA Comedy
Рет қаралды 1,5 МЛН
44:45
Excuse Me Jaha Kahibi Sata Kahibi | Season-4 | Full Ep 13 | TarangTV | Papu Pom Pom Comedy
Tarang TV
Рет қаралды 258 М.
20:09
Episode 63 - 😂Excuse Me😎 || Papu Pom Pom - Jaha Kahibi Sata Kahibi || ODIA
Lokdhun Odia
Рет қаралды 375 М.
45:04
Excuse Me Jaha Kahibi Sata Kahibi | Season-4 | Full Ep 06 | TarangTV | Papu Pom Pom Comedy
Tarang TV
Рет қаралды 122 М.
48:41
Is Papu Pom Pom The Comedy King Or The Controversy King? || EP-29 || Podcast With Papu Pom Pom
Argus Digital
Рет қаралды 457 М.
24:08
Papu Pom Pom || Odia Comedy 2023 || Excuse Me
Papu Pom Pom
Рет қаралды 169 М.
21:52
Excuse Me - Jaha kahibi Sata Kahibi - PAPU POM POM - Episode 121 || Odia Comedy Papu pom pom | ODIA
😎 Excuse Me 😂
Рет қаралды 65 М.
25:21
ଭିଣୋଇ ପାଖରେ ଶାଳୀ ଅସୁରକ୍ଷିତ ! Relationships By Marriage | Papu Pom Pom Odia Comedy | Aeita Bayata
Nandighosha TV
Рет қаралды 1,6 МЛН
00:18
Friends make memories together part 2 | Trà Đặng #short #bestfriend #bff #tiktok
Trà Đặng Official
Рет қаралды 83 МЛН