Atuta Bandhana | Ep-101 | 11th Sept 2024 | Watch Full Episode Now On Tarang Plus

  Рет қаралды 275,137

Tarang TV

Tarang TV

Күн бұрын

Пікірлер: 41
@Odia_Jhia_Puja9692
@Odia_Jhia_Puja9692 Ай бұрын
ବାସ୍ ବାସ୍ ଚାପୁଡ଼ା ଟା ଜାଣିକି ଦେଇଛି ତ୍ରିଷ୍ଣା 👍🏻🤩🥳.... ଆଉ ଦୁଇ ଟା କି ତିନି ତ ଚାପୁଡ଼ା ଦେଇଥିଲେ ଭଲ ହେଇଥାନ୍ତା .... କ୍ରୀଷ୍ଣା ତା ଭଉଣୀ କୁ ପୁରା ନୀତି ଆଦର୍ଶ ସହ ବଢ଼େଇଛି 😊❤ହେଲେ ଏ ରୁବି 😏...କାହାକୁ ଚାପୁଡ଼ା ମରା ସିନ୍ ଟା ଦେଖି ମଜା ଲାଗିଲା 🤩😆ଲାଇକ କର👍👍
@ruchishreesahu000
@ruchishreesahu000 Ай бұрын
ସାରଦା ଦେବୀ ତତେ ରୁବି ପରି ବୋହୂ ନୁହେଁ😂ତ୍ରିଷ୍ଣା ପରି ବୋହୂ ଦରକାର😅କାହିଁକି ନାଁ ତୁ ଯେମିତି ତତେ ତ୍ରିଷ୍ଣା ହିଁ ସିଧା ବାଟକୁ ଆଣିବ🤣ଖାଲି ମୂରଲି ତ୍ରିଷ୍ଣା ଙ୍କ ବାହାଘର ହେଇଯାଉ ତତେ ତ୍ରିଷ୍ଣା କେମିତି ସାବାଡ଼ କରିବ ଦେଖିବୁ ରହି ଥା ସାରଦା ଦେବୀ😅😡👍
@KabitaPradhan-vj4vf
@KabitaPradhan-vj4vf Ай бұрын
A ସାରଦା ଦେବୀ ଯଦି ମରିଯିବ ତାହେଲେ a ଘରେ ସବୁ କିଛି ଠିକ୍ ହେଇଯିବ କେବଳ ଶେ ସାରଦା ଦେବୀ ଆଉ ରୁବୀ ଏଇ ଦି ଅଲେଖେଣି ମରିଗଲେ ଭଲ ହବ 😡😡😡😡😡😡😡😡😡😡
@shalki96
@shalki96 Ай бұрын
Trishna acting super 😊........
@SanjayBhutan
@SanjayBhutan Ай бұрын
❤😊
@editbysamir143
@editbysamir143 Ай бұрын
ଏ ସାରଦା ଦେବୀ ବେସି ହୋଉଛି 😡😡😠😠😡😡😠😠😡
@ruchishreesahu000
@ruchishreesahu000 Ай бұрын
ରୁବି କୁ ଦେଖିଲେ ରାଗ ଆସୁଛି😡ତ୍ରିଷ୍ଣା ପୁରା ଠିକ ଜବାବ ଦେଇକି କହିଛନ୍ତି ସାରଦା ଦେବୀ ଙ୍କୁ😊ତ୍ରିଷ୍ଣା ବେଷ୍ଟ ଭଉଣୀ କ୍ରିଷ୍ଣା ଙ୍କ ନାଁ କଣ କହୁଛ ସାଙ୍ଗମାନେ👍କର
@Jayshreesahoo123
@Jayshreesahoo123 Ай бұрын
ହଁ sis Trishna ପୁରା ଠିକ୍ ଜବାବ୍ ଦେଇଛି ସାରଦା କୁ 😊 ଆଉ ସେ ରୁବି trishna ଙ୍କୁ କହିଲା ଏ ଘରର ବୋହୂ ହେବାକୁ ତାର standard ନାହିଁ ମୂର୍ଖ ରୁବି standard ଖାଲି English ରେ କହିଦେଲେ ନଥାଏ ଓଡ଼ିଆ ଭାଷା ଉପରେ ବି ତ ଜ୍ଞାନ ଥିବା ଦରକାରନା ଆରେ ରୁବି କୁ ତ trishna ବି ଠିକ୍ ସେ କହି ଆସୁନି Trishna କୁ କହୁଛି ତିରିସିନା 😂😅😂😅
@ruchishreesahu000
@ruchishreesahu000 Ай бұрын
​@@Jayshreesahoo123ହଁ ସିସ ଆଜି ର episode କେମିତି ହେଇଛି ଟିକେ କୁହ ଜୟଶ୍ରୀ ସିସ 👍👍👍
@Jayshreesahoo123
@Jayshreesahoo123 Ай бұрын
@@ruchishreesahu000 କଣ ଆଉ ହବ sis ସବୁଦିନ ଦୁଇ ଭାଇ ମାଡ଼ଗଳ ଲାଗନ୍ତି ଆଜି ଦୁଇ ଭଉଣୀ ମାଡ଼ଗଳ ଲାଗିଗଲେ କିନ୍ତୁ ଆଜି ଗୋଟେ ଭଲ seen ଟେ ଆସିଥିଲା ଛୋଟଟେ ହେଲେବି ବହୁତ୍ ଭଲ ଲାଗିଲା 😊
@ruchishreesahu000
@ruchishreesahu000 Ай бұрын
​@@Jayshreesahoo123କୋଉ ସୀନ ଟିକେ କୁହ 🤔🤔🤔
@Jayshreesahoo123
@Jayshreesahoo123 Ай бұрын
@@ruchishreesahu000 Murli ଗଣେଷ ଠାକୁର ଙ୍କୁ ଘର ଭିତରକୁ ଆଣୁଥିଲେ ଆଉ ରୁବି ଠାକୁର ଙ୍କୁ ବନ୍ଦାପନା କରୁଥିଲା ଦୀପରୁ କର୍ପୁର ଲଗାଇବା ବେଳେ ରୁବିହାହାତରେ ଟିକେ ନିଆଁ ଝାସ ବାଜି ଗଲା ଆଉ ରୁବି ଧରି ଥିବା କର୍ପୁର Murli ଗୋଡ଼ ତଳେ ପଡ଼ିଗଲା Murli ଙ୍କ ଗୋଡ଼ ରେ କର୍ପୁର ବାଜିବାରୁ Murli ଙ୍କ ହାତରୁ ଗଣେଷ ଠାକୁର ଟିକେ ଖସିଗଲା ଆଉ ସେତିକିବେଳେ Trishna ଯୋଉ ଫୁଲ ଥାଳି ଧରିଥିଲେ ତାକୁ ଉପରକୁ ପକେଇଦେଇ ଗଣେଷ ଠାକୁର ଙ୍କୁ ଧରି ଦେଲେ ଆଉ Murli trishna ଗଣେଷ ଠାକୁର ଙ୍କୁ ତାଙ୍କ ଘରକୁ ନେଇ ଆସନ ରେ ବସାଇଦେଲେ 😊😊
@mamatasahoo2174
@mamatasahoo2174 Ай бұрын
Krishna au trishna best border au sister 👫🙂👍
@bhagabandas8011
@bhagabandas8011 Ай бұрын
❤❤❤❤❤nice chapuda
@rajudehuri2316
@rajudehuri2316 Ай бұрын
very nice ❤❤
@Meenakhimeher3456
@Meenakhimeher3456 Ай бұрын
Trishna di ra acting bahut vala laguchhi❤❤❤❤❤
@Meenakhimeher3456
@Meenakhimeher3456 Ай бұрын
Rubi ku dakhile mate bahut rago lage thik korichanti trishna muroli au trishna ku kahi alga kiriparibeni my favorite jodi ku kahar nojor nai lagu world beautiful Jodi❤❤❤❤❤❤❤
@bismayadash9814
@bismayadash9814 Ай бұрын
Bhala Heichi
@shalki96
@shalki96 Ай бұрын
❤❤❤
@mysimplevarietycooking
@mysimplevarietycooking Ай бұрын
Fhull episode kebe asiba Au koithire asuchi kia kahiba plz
@jyotilin2494
@jyotilin2494 Ай бұрын
Tarang plus re baki late re upload hauchhi
@mysimplevarietycooking
@mysimplevarietycooking Ай бұрын
@@jyotilin2494 hn dekhili seita abe upload hela
@sangitabiswal6503
@sangitabiswal6503 Ай бұрын
Yes 👍❤️❤️😍👌👌 Trishna write 👍👍but a rubi garbi 😡😡😡😡
@SushantNaik-b5o
@SushantNaik-b5o Ай бұрын
Ⓢⓤⓟⓔⓡ
@suchitraparida8259
@suchitraparida8259 Ай бұрын
♥️
@suchitraparida8259
@suchitraparida8259 Ай бұрын
♥️
@suchitraparida8259
@suchitraparida8259 Ай бұрын
♥️
@ruchishreesahu000
@ruchishreesahu000 Ай бұрын
​@@suchitraparida8259🤣😂😅
@ruchishreesahu000
@ruchishreesahu000 Ай бұрын
​@@suchitraparida8259🤨🥵😜
@alokbarik5412
@alokbarik5412 Ай бұрын
👍👍👍👍👍
@DamadarSwain
@DamadarSwain Ай бұрын
👍🏻👍🏻👍🏻👌🏻👌🏻👌🏻
@sonaDevi-wl4kk
@sonaDevi-wl4kk Ай бұрын
Op
@Chandan_123-q9u
@Chandan_123-q9u Ай бұрын
ୟାକୁ ଦେଖିଲେ କାହା କୁ ରାଗ ଲାଗୁଛି ଲାଇକ କର 👍🏻😡 ମୋତେ ତ ବହୁତ ରାଗ ଲାଗୁଛି ଏ ରୁବି କୁ ବେଶି ହଉଛି ଗୋଟେ 😂 ଭଲ ହେଇଛି ମାଡ଼ ଟା
@ruchishreesahu000
@ruchishreesahu000 Ай бұрын
ରୁବି ଭିଲିୟାନ ପା 😡😡😂😂😂
@Chandan_123-q9u
@Chandan_123-q9u Ай бұрын
HM 😂
@gopalbeheragopalbehera9372
@gopalbeheragopalbehera9372 Ай бұрын
Somalin dhedi ta
@Odia_Jhia_Puja9692
@Odia_Jhia_Puja9692 Ай бұрын
ଏ ସାରଦା ବିଲେଇ ଆଉ ଗୋଟେ ସେ ରୁବି ବିଲେଇ .... ବିଲେଇ ତ ନୁହଁ ଘରଭଙ୍ଗି ର ବୋଉ 😡😀😝.... ହେଲେ ବି ତ୍ରିଷ୍ଣା ହିଁ ଏମାନଙ୍କୁ ଉଚିତ୍ ପାନେ ଦବ👍🏻👍🏻... ନା କଣ କହୁଛ ସବୁ ! ....
@GolapPanda
@GolapPanda Ай бұрын
Kane loo tu ta to Andra ku chdaiki asichu ethe besi houchi trishna bhala karicho😂😂😂😂
@tulashinaik-wn1xj
@tulashinaik-wn1xj Ай бұрын
❤❤❤❤❤❤
Это было очень близко...
00:10
Аришнев
Рет қаралды 7 МЛН
Natia Comedy Part 498 || Bahubali Momo || Odia carton || Odia comedy
14:36
utkal cartoonworld
Рет қаралды 2 МЛН
Это было очень близко...
00:10
Аришнев
Рет қаралды 7 МЛН