The Govt land grabbed by IPS Officers | ହଡ଼ପ କରିଥିଲେ ସରକାରୀ ଜମି | The Quiver News

  Рет қаралды 495,591

THE Quiver News

THE Quiver News

Ай бұрын

ପାୱାର ଦେଖାଇ ହଡ଼ପ କରିନେଇଥିଲେ ସରକାରୀ ଜମି। ତାହା ପୁଣି ଗୁଣ୍ଠେ କି ଦୁଇଗୁଣ୍ଡ ନୁହେଁ। ପୂରା ୨୫୦କୋଟିର ସରକାରୀ ଜମି। ସେଥିରେ ବଡ଼ ବଡ଼ ଘର ଏବେ ଛିଡ଼ା ହୋଇଗଲାଣି। ଚଞ୍ଚକତା କରି ଲୁଟ ହୋଇଥିବା ସରକାରୀ ଜମିକୁ ରାଜ୍ୟର ପୂର୍ବତନ ୪ ପୁରୁଖା ଆଇପିଏସ ବାବୁ ନିଜ ପରିବାର ନାମରେ କିଣିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ଡିଜି ସଞ୍ଜୀବ ମାରିକ, ପୂର୍ବତନ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ବରିଷ୍ଠ ଅଧିକାରୀ ଶ୍ୟାମସୁନ୍ଦର ହାଁସଦା ଓ ନାଗେଶ୍ୱର ରାଓ ରହିଛନ୍ତି। କେବେ ଏହି ଜମି ଦୁର୍ନୀତି ନୁହେଁ, ଆହୁରି ୮ଜଣ ଆଇପିଏସ ଓ ଆଇଏଏସଙ୍କ ନାମରେ ବି ବେଆଇନ ଜମି ରହିଛି।
#odianews #odishanews #odishapolitics #politicalupdates #mohanmajhi #cmodisha #cmo #ipsofficer
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 396
@prahaladsahu5406
@prahaladsahu5406 Ай бұрын
ମୋହନ ମାଝୀ ସରକାର ଙ୍କ ପଦକ୍ଷେପ କୁ ସ୍ୱାଗତ ଯୋଗ୍ୟ , jaybjp
@Sibaram12370
@Sibaram12370 Ай бұрын
ଏ ସବୁ ଘେରାଉ କରାଯାଉ ମୋହନ୍ ମାଝି ଧନ୍ଯବାଦ❤❤❤👍
@santoshkumarmishra2620
@santoshkumarmishra2620 Ай бұрын
ସାବାସ୍ ମୋହନ୍ ବାବୁ. ଯୋଗୀ ଙ୍କୁ ଅନୁସରଣ କରିଥିବାରୁ ଆପଣଙ୍କୁ ଧନ୍ଯବାଦ. ଆହୁରି ବହୁତ ଦଲାଲୀ ଓଡିଶାର ସବୁ ଜିଲ୍ଲାରେ ଅଛନ୍ତି. ତେଣୁ ବୁଲଡୋଜର କୁ ନିର୍ଦେଶ ଦିଅନ୍ତୁ.
@tusarkantasahu1064
@tusarkantasahu1064 Ай бұрын
ମୋ ଦାବି ଥିଲା ବୁଲ ଡୋଜର... 👍👌
@englishmaster437
@englishmaster437 Ай бұрын
Mohan Babu heuchhanti Buldozer babu
@mmsahu1
@mmsahu1 Ай бұрын
Anya manku bataku anibare rasta dekhaib
@arthabandhuparida7236
@arthabandhuparida7236 29 күн бұрын
Jay Jagannath Good decision
@arthabandhuparida7236
@arthabandhuparida7236 29 күн бұрын
ଏମାନେ ଗରିବ ଲୋକଙ୍କ ଟଙ୍କା ଲୁଟିଛନ୍ତି ସବୁ ଉଡେଇ ଦେ
@debasisdash2451
@debasisdash2451 Ай бұрын
ଆପଣ ଭାଙ୍ଗି ଚାଲନ୍ତୁ ସାରା ଓଡ଼ିଶା ବାସୀ ଆପଣଙ୍କ ସାଥୀ ରେ ଅଛନ୍ତି
@SapanSankar
@SapanSankar Ай бұрын
ଧନ୍ୟ ବାଦ୍ ମହୋନ ବାବୁ❤❤❤
@basantasahu3719
@basantasahu3719 Ай бұрын
ରାଜଧାନୀରେ ଯିଏ ଅପରାଧ କରିବ ତାର ଘର ଭାଙ୍ଗି ଦିଆ ଯିବା ଦରକାର
@gsmahapatra2709
@gsmahapatra2709 Ай бұрын
Khali Rajadhani kahiki niyam sara odisha re lagu heba darkar, CM Mohan Majhi sara odisha ra CM.
@pratapkumarjena1829
@pratapkumarjena1829 Ай бұрын
ଧନ୍ୟ ବାଦ ଆମ ଓଡ଼ିଶାର ନୂଆ ସରକାର ମୋହନ ମାଝୀ ଙ୍କୁ ଆଜ୍ଞା ଏମିତି ପ୍ରତ୍ୟେକ ସରକାରୀ ବାବୁ ମାନେ କଳା ଧନ ପ୍ରଚୁର ମାତ୍ରାରେ ଠୁଳ କରି ନେଇ ଛନ୍ତି ବିଜେଡି ସରକାର ଶାସନ ସମୟରେ ତଳିଆ କର୍ମ ଚାରି ଠୁ ଆରମ୍ଭ କରି ବଡ ବଢିଆ ବାବୁ ମାନେ ସମସ୍ତେ ଲୁଟିବାରେ ଧୁରନ୍ଧର ଏମାନଙ୍କ ପାଇଁ କଠିନ ଦଣ୍ଡ କାର୍ଯ୍ୟାନୁଷ୍ଠାନ ଲାଗୁ କରାଯାଉ ଅଧିକ ରୁ ଅଧିକ ପ୍ରତି ବିଭାଗ ର ସରକାରୀ ବାବୁ ମାନେ ଗୋଟେ ଗୋଟେ ଆରବ ପତି ହୋଇ ଯାଇ ଛନ୍ତି ଶଳା ଙ୍କ ପାଇଁ ଫାଶୀ ଦଣ୍ଡ ନିୟମ ଲାଗୁ କରାଯାଉ
@EswarGanta-jx3mt
@EswarGanta-jx3mt 6 күн бұрын
ଧନ୍ୟବାଦ ଭାଇ ଏଇ ବିଷୟରେ ଏମିତି ଲମ୍ବା ଲମ୍ବା comments ଆଉ ଅନେକ ସ୍ଥାନରେ ଲେଖ ମୁଁ ଜଣେ ଭୋଟର ହୋଇଥିବା ରୁ ପୁଣିଥରେ ଧନ୍ୟବାଦ । ❤❤❤ ❤❤ ❤❤ ❤❤ ❤❤
@arucharanpradhan5502
@arucharanpradhan5502 Ай бұрын
ଯୋଗୀ ସରକାର ଭଳି ଶାସନ ଓଡ଼ିଶା ପାଇଁ ଆବଶ୍ୟକ।
@gulfjobvacancy4599
@gulfjobvacancy4599 Ай бұрын
Hm Hindu Muslim kariki jhagda karajau yogi baba pari 😂😂😂😂😂😂😂😂😂😂😂😂😂😂😂😂😂😂
@bhabanishankarpati466
@bhabanishankarpati466 27 күн бұрын
Kn Yogi shasan Odisha re hele bhaya laguchhi ki ..
@PoulastiSahu-ld6du
@PoulastiSahu-ld6du 8 күн бұрын
​@@bhabanishankarpati466UP ରେ ଗୋଟିଏ ହିନ୍ଦୁ ମୁସଲିମ ଦଙ୍ଗା ହୋଇଛି କି କହିପାରିବ କି, ମୁଁ କହିବି କି ଆଗରୁ କେତେ ହୋଇଥିଳା ଦଙ୍ଗା
@shinquanone8714
@shinquanone8714 Ай бұрын
ଆଗେ ସେ ତହସିଲଦାର କୁ ବି ଧର ଯିଏ ଲିଜ୍ ଦେଇ ଥିଲା 😅। ସେ ତ୍ main ଲୋକ ଏ ଜାଲିଆତି ରେ।😅
@englishmaster437
@englishmaster437 Ай бұрын
Thik katha
@user-yr1hq5ei7d
@user-yr1hq5ei7d Ай бұрын
Thik. Katha. Kaicha. Bhai.
@rabindramohanmoharatha3249
@rabindramohanmoharatha3249 27 күн бұрын
Proper investigation is required.
@sagarikapradhan2714
@sagarikapradhan2714 27 күн бұрын
Nai re bhai,ethi ete bado mundo achhanti je,bichara oas kon koriba.
@sitaramsahu3883
@sitaramsahu3883 Ай бұрын
ନିଶ୍ଚିତ ଭାବରେ କିଛି ପଦକ୍ଷେପ ନେଲେ ଭଲ ହେବ।
@jagannathmishra5300
@jagannathmishra5300 Ай бұрын
ବେଆଇନ ସମସ୍ତ ଘର ଆଗରେ ଯନ୍ତ୍ର ଚାଳିତ ହାତୀ ରଖାଯାଉ ଏଵଂ ହାତୀ ଶୁଣ୍ଢ ରେ ଘର ଚାଷ କରାଯାଉ।
@brahmanandam7370
@brahmanandam7370 Ай бұрын
😢😮
@englishmaster437
@englishmaster437 Ай бұрын
Kya baat hai bhai 😂
@debeshkumarbiswal4509
@debeshkumarbiswal4509 Ай бұрын
ଦୃଷ୍ଟାଙ୍କ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@nalinimajhi5348
@nalinimajhi5348 Ай бұрын
ଅଧର୍ମ ବିତ୍ତ ଗଲା ବେଳେ ଯାଏ ମୂଳ ସହିତ 👍👍👍👍👍
@shubhasmitapanda4779
@shubhasmitapanda4779 Ай бұрын
sabas Mohan babu
@garudsaraf6927
@garudsaraf6927 27 күн бұрын
ମୁଖ୍ୟମନ୍ତ୍ରୀ ମୋହନ୍ ଚରଣମାଝି ସାର୍ ଏବେ ଆଇପିଏସ୍ ଓ କଲେକ୍ଟର୍ ପାଲି 🙏
@Business-inodia
@Business-inodia Ай бұрын
Immediately take action against them.Save Odisha money of people of Odia.
@benudharpatra9256
@benudharpatra9256 Ай бұрын
ଆରେ ଆମେ ଭାବୁଥିଲୁ ନବୀନ ପଟ୍ଟନାୟକ ଜଣେ ଭଲ ଲୋକ ,ତେଣୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲୁ । କଣ ଆମେ ଏବେ ଶୁଣିଲୁ । ସତ ଥିଲେ ମାରାତ୍ମକ ।
@user-yr1hq5ei7d
@user-yr1hq5ei7d Ай бұрын
Tama. Kon. Bhai. Ajharu. Nidera. Soi. Thila. Aba. Nida. Bhangila. Ki. AetA. Agharu. Jani. Nathila. Ja. B. J. D. Bala. Chora. Boli.
@saritamaharana4151
@saritamaharana4151 Ай бұрын
ନବୀନ ସରକାର ବହୁତ ଅନାୟ କରୁଥିଲେ
@patitakumarchoudhury9855
@patitakumarchoudhury9855 Ай бұрын
ବୁଲଡୋଜର ନ ଲଗେଇ ସରକାର ନିଜ ମାଲିକାନା ରେ କରେଇ ନିଅନ୍ତୁ.ନିରେପେକ୍ଷ ତଦନ୍ତ କରନ୍ତୁ.
@amarbehera9011
@amarbehera9011 Ай бұрын
Verry verry good salut Mohan majhi (mm)
@JagannathSahoo-vb4rj
@JagannathSahoo-vb4rj Ай бұрын
ଭାଂଗୀ ଦେଲେ ମୁଁ ଜାଣି ବି ନମ୍ବର ଓଆନ ମନ୍ତ୍ରୀ
@user-yr1hq5ei7d
@user-yr1hq5ei7d Ай бұрын
Nyshya. Bhangiba. Ghara. Boldojer. Chaliba. Samayaka. Ku. Thi ky. Apakhya. Kara. Dharjya. Ra. Phala. Sabu. Bela. Mitha. Hai. Thaya.
@pramodpradhan8792
@pramodpradhan8792 Ай бұрын
Many many thanks to quiver news for working hard to root out corruption😊
@guptagangacreations9884
@guptagangacreations9884 Ай бұрын
ବହୁତ ଭଲ
@Mrautynjatarout-ec6up
@Mrautynjatarout-ec6up Ай бұрын
Thanks good person best cm in odisa maichia nabin go back dheli
@gcm7099
@gcm7099 27 күн бұрын
ଆଉ ଡେରି କାହିଁକି... କଥା ଯଦି ସତ ହୋଇଥାଏ, ବୁଲଡୋଜୋର୍ ଚଲା ଯାଉ...
@jyoshnasamal
@jyoshnasamal 27 күн бұрын
ଆପଣଙ୍କୁ ବହୁତ ଧନ୍ୟବାଦ sir 🙏🙏🙏
@ldpradhan1631
@ldpradhan1631 Ай бұрын
Sir, tike nayagarh district ra sarkari jami check karantu
@prafullamaharajmaharaj7309
@prafullamaharajmaharaj7309 Ай бұрын
ସରକାରୀ ଜମି ହଡପ କରିଥିବା ସରକାରୀ ବାବୁ ମାନେ ଏବେ ହିସାବ ଦେବେ, ସୈତନି କରି ସରକାରୀ ଜମି ରେ କୋଠା କରିଛନ୍ତି। ଏ ସବୁ କୁ ବୁଲ୍ ଡୋଜର ଲଗାଇ ଭାଙ୍ଗି ଦିଆଯିବ। କେତେ ସାହସ ଏ ସୈତାନ୍ ମାନଙ୍କର..... ଜୟ ସୀତାରାମ ଜୟ
@azubizu2534
@azubizu2534 Ай бұрын
47ବର୍ଷ ହେଲା ଜମି ପଟ୍ଟା ହେଇ ପାରୁନି ସେମାନଙ୍କର କେମିତି ହେଲା
@ramachandra8999
@ramachandra8999 Ай бұрын
❤Sighra boladojar chadhayu karo tks sejami garibnka Jami tks lordzrmji
@SmashEnough
@SmashEnough Ай бұрын
ଏମାନେ ବଡ଼ ଲୋକ କିନ୍ତୁ ଭଲ ଲୋକ ନୁହନ୍ତି
@melisha4236
@melisha4236 Ай бұрын
Bhala loka kebe bada hei paribeni au bada lako kebe bhala hei paribeni...
@SmashEnough
@SmashEnough Ай бұрын
@@melisha4236 thank you for your comments and suggestions
@user-yr1hq5ei7d
@user-yr1hq5ei7d Ай бұрын
Auda. Sabu. Chora. Bhai. Mana. Param. Maghea. Dharam. Bhai.
@ashiskumar7556
@ashiskumar7556 26 күн бұрын
Very Excellent Mohan sir Govt....
@kirttanmahanta9806
@kirttanmahanta9806 Ай бұрын
Action taken.
@user-vx6ob6pl6b
@user-vx6ob6pl6b 27 күн бұрын
ସାବାସ୍ କେନ୍ଦୁଝର ମାଟିର ସୁଯୋଗ୍ଯ ସନ୍ତାନ.... କର୍ତ୍ତବ୍ଯ ପଥରେ ଆଗେଇ ଚାଲନ୍ତୁ ଆସୁ ଯେତେ ବାଧାବିଘ୍ନ ଅତିକ୍ରମ କରି ଚାଲନ୍ତୁ....କଣ୍ଟକିତ ପଥେ ହେବ ପୁଷ୍ପ ବର୍ଷା ବଡ ବଡ ନେତା ମନ୍ତ୍ରୀ ଯିଏ ବି ହୁଅନ୍ତୁୁ
@luckythegamer1968
@luckythegamer1968 28 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ , ଆପଣଙ୍କୁ ମୋର ବିନିତ ଅନୁରୋଧ ଦୟାକରି ନୟାଗଡ଼ ଜିଲ୍ଲା ଉପରେ ଦୃଷ୍ଟି ନିକ୍ଷେପ କରନ୍ତୁ ।🙏
@BijayakumarPatra-ox4qb
@BijayakumarPatra-ox4qb Ай бұрын
Right
@satyaranbida4592
@satyaranbida4592 Ай бұрын
ଇ.ଆଇ.ପି.ସ.ଅଫିସରମାନଙ୍କୁ.ଜମାଛାଡନ୍ତୁ.ନାହି.ଏ.ଜମିକୁ.ଛଡାଇ.ଭୂମୀହିନଗରୀଵଙ୍କୁ.ଵାଣ୍ଟିଦିଅନ୍ତୁ.ସାର
@user-yr1hq5ei7d
@user-yr1hq5ei7d Ай бұрын
Thik. Katha. Kaicha. Apan
@bikashmahanta7579
@bikashmahanta7579 Ай бұрын
ବହୁତ୍ ବଢିଆ
@haraprasadmahanta4657
@haraprasadmahanta4657 15 күн бұрын
ମୋହନ ଚରଣ ମାଝି ସରକାର ଏମାନଙ୍କ ଘରେ ଵୁଲଡୋଜର ଚଲାଇବା ଦରକାର
@surenmagar9736
@surenmagar9736 28 күн бұрын
ଜୟ ବିଜେପି ଜୟ ମୋହନ
@amareshamohanty69
@amareshamohanty69 28 күн бұрын
ଏମାନେ ବିଜେଡିର ଖାସ୍ ଲୋକ ଥୀଲେ । ସାଧାରଣ ପ୍ରଶାସନ ବିଭାଗ କାହା ଚାପରେ ଚୁପ୍ ରହି ଥୀଲା । ସେ ସମୟରେ କୋଉ ଅଫିସର ମାନେ ଥିଲେ । ସେମାନଙ୍କୁ ଧରନ୍ତୁ ।
@keshabchandramallick3828
@keshabchandramallick3828 11 күн бұрын
ଧନ୍ୟବାଦ୍ ମୋହନ ମାଝି ,
@user-tm1kk4sd3q
@user-tm1kk4sd3q Ай бұрын
କିଛି କାମ କରନ୍ତୁ ।
@jaymuduli4583
@jaymuduli4583 29 күн бұрын
Dhanyawad sir
@mithunchakraborty6450
@mithunchakraborty6450 29 күн бұрын
ଓଡ଼ିଶା କୁ ରାମ ରାଜ୍ୟ କରାଯାଉ
@biswanathsetha3379
@biswanathsetha3379 27 күн бұрын
Super sir jod alwyes blesed you
@babukhetiofficial1439
@babukhetiofficial1439 12 күн бұрын
ବହୁତ୍ ସୁନ୍ଦର୍ ପଦକ୍ଷେପ
@trilochanmal4283
@trilochanmal4283 Ай бұрын
Go ahead chief minister sir for corruption free odisha. We the people of odisha with you.
@SonuMaharana-lf8pt
@SonuMaharana-lf8pt 10 күн бұрын
ମୋହନ୍ sir , ଜମୀ ଚୋର ମାନଙ୍କୁଧରିଛନ୍ତି ।ଧନ୍ୟବାଦ ନୂଆ cm sir
@ManmathaSahu-g1m
@ManmathaSahu-g1m Ай бұрын
Thankq mohan. Sir
@Tukunu7248
@Tukunu7248 Ай бұрын
Thank you so much Mohan Sarkar❤
@jibanketanpradhan2978
@jibanketanpradhan2978 Ай бұрын
Thank u sir
@user-ip1wx5fi5r
@user-ip1wx5fi5r 8 күн бұрын
ଓଡ଼ିଆ ର ସମସ୍ତ ଭୂମି ହିନ ଗରିବ ମାନଙ୍କୁ ଭୂମି ପ୍ରମାଣ ପତ୍ର ଦିଆ ଯାଉ ନଚେତ୍ ମରିଯିବେ ସେମାନେ ଏତେ ବଡ଼ ଅନ୍ୟାୟ କରନି ମୋହନ ବାବୁ, ପ୍ରଭୁ ଜଗନ୍ନାଥ ଏତେ ବଡ଼ ଅନ୍ୟାୟ ସହିବେନି ଗରିବ ଲୋକଙ୍କ ଠାରୁ ଭୋଟ ପାଇ ଗରିବ ଙ୍କ ପେଟକୁ ଲାତ ମାରୁଛ ଜୟ ଜଗନ୍ନାଥ
@sushilnanda6868
@sushilnanda6868 Ай бұрын
Well done 👍
@ganeshpanigrahi4808
@ganeshpanigrahi4808 13 күн бұрын
🇮🇳ବନ୍ଦେ ଉତ୍କଳ ଜନନୀ🙏🚩...
@paritoshpatnaik6731
@paritoshpatnaik6731 29 күн бұрын
ନବିନ ନିଵାସ ସମନା ଜବର ଦଖଲ ହଟାଯାଉ ।।
@MaheswarPatel-hb3di
@MaheswarPatel-hb3di Ай бұрын
ଏମିତି ଓଡ଼ିଶାରେ ବହୁତ ହୋଇଛି
@KedarJena-ki9el
@KedarJena-ki9el Ай бұрын
Right, thanks
@thehealthfarm6614
@thehealthfarm6614 5 күн бұрын
Ati sundar 🌹🌹
@arunrout7986
@arunrout7986 10 күн бұрын
ସଂଜୀବ ମାରିକ୍ ହେଉଛି ପରମ .....,ରିଟାର୍ଡ ହେଲା ପରେ ବି ସେ ସବୁ ବେଳେ ସରକାର ଙ୍କ ସପଟରେ ବୟାନ ଦିଏ
@hemantanayak9728
@hemantanayak9728 8 күн бұрын
Bahut Badiya
@MangaldanNachika-wb2xl
@MangaldanNachika-wb2xl 15 күн бұрын
Vry good👍 mohan sir are you🙏🙏 arest
@BarendraNaik-rn9gq
@BarendraNaik-rn9gq 19 күн бұрын
Jay Jagannath 🙏👍👍👍👍👍👍
@arjunkumarsahoo5768
@arjunkumarsahoo5768 Ай бұрын
❤❤❤❤❤❤❤❤❤❤ thanks
@healthandfitnessdr.a.k.beh5968
@healthandfitnessdr.a.k.beh5968 Ай бұрын
Thnx Buidrozar
@HRUSHIKESHTARAI-mp7xu
@HRUSHIKESHTARAI-mp7xu Ай бұрын
Super sir
@krusnasekhardas2533
@krusnasekhardas2533 Ай бұрын
Ok sir
@parsuramnayak4093
@parsuramnayak4093 24 күн бұрын
Nua sarkarku bahut bahut dhanyabad .
@BishnuprasadSahoo-ik8hi
@BishnuprasadSahoo-ik8hi Ай бұрын
O biutefull diceson Dhanyabad mukhyamantri sir jaganath apananku saha hebe
@cutykumari8648
@cutykumari8648 25 күн бұрын
Mohan sir❤❤❤ odisha re dukha sukhare sathi mohan maji😢😢😢❤❤❤
@vickymidia
@vickymidia 13 күн бұрын
Mohan majhi Jaya jagannath Odisha Goog morning
@padmalochanmalik6653
@padmalochanmalik6653 20 күн бұрын
जय मोहन चरण माझी की जय हो। जय श्री सीता राम् की जय ॐ
@bapibarik8390
@bapibarik8390 23 күн бұрын
Very good 👍
@biranchipatra7428
@biranchipatra7428 28 күн бұрын
Good decision sir 👍
@user-qi9yr5nh6x
@user-qi9yr5nh6x Ай бұрын
ଏଠି ଗରିବଙ୍କ ପାଖରେ ରହିବାକୁ ଜାଗାଟିଏ ପାଇବା କଷ୍ଟକର ଆଉ ସରକାରୀ ଅଧିକାରୀ ମାନେ ଏକର ଏକର ସରକାରୀ ଜମି ହଡପ, ଧନ୍ୟ ନବୀନ ବାବୁ ଏହା କଣ ଜାଣି ନଥିଲେ ନା ଜାଣି ଶୁଣି ଅନ୍ଧ ଭଳି ରହୁଥିଲେ।
@dilipkumarsinha780
@dilipkumarsinha780 Ай бұрын
Good Dissision.
@ramakrushnabhuyan9664
@ramakrushnabhuyan9664 28 күн бұрын
Good job❤❤❤
@Ranjanjena-ei2yk
@Ranjanjena-ei2yk 23 күн бұрын
Right 👍
@sunilkumarsethi488
@sunilkumarsethi488 10 күн бұрын
Lovely
@user-lt9mn7ui3l
@user-lt9mn7ui3l 24 күн бұрын
Vheri nace🤝 mohan sar odisha sundargarh rajgangpur jaraikela bahiam hindustan jindabad JAEHINDEH palaka minz😂😂
@bhabanimishra4259
@bhabanimishra4259 28 күн бұрын
Thik you sir 🇨🇮🇨🇮🇨🇮🇨🇮🇨🇮🚜🚜
@prakashmahapatra2182
@prakashmahapatra2182 Ай бұрын
ପୂର୍ବ ସରକାର କଣ କରୁଥିଲେ. ସବୁ ଜାଣି ଅଜଣା.
@user-yr1hq5ei7d
@user-yr1hq5ei7d Ай бұрын
Jau. Mrkha. Budha. Budhi. . Mana. Nabin. Nabin. Hauthila. Sai. Mana. Thi kya. Janantu.
@hatakeswarbehera3629
@hatakeswarbehera3629 6 күн бұрын
Wel come CM sir
@laxmidharadalai3019
@laxmidharadalai3019 Ай бұрын
Very nice cm
@srikantapandit
@srikantapandit Ай бұрын
Very good 👍 decision.
@user-ip1wx5fi5r
@user-ip1wx5fi5r 9 күн бұрын
ଜମୀ ମାଫିଆ ଙ୍କୁ ଧରା ଯାଉ ଦୟା କରି ଗରିବ ମାନଙ୍କୁ ଛାଡି ଦିଅ, ଆମେ କୋଉଠି ରହିବୁ, ଆଗେ ସ୍ଥାୟୀ କର ତାପରେ ଉଚ୍ଛେଦ କରିବ
@user-lw8hr4vu9m
@user-lw8hr4vu9m 10 күн бұрын
❤❤❤yes❤❤❤...thanks bjp .mohan majhi .saluted .odisha .taraf se
@user-qd2vr5pr5i
@user-qd2vr5pr5i Ай бұрын
ପ୍ରତ୍ୟେକ ଅଫିସର ଙ୍କୁ ଚାକିରୀ ରୁ ନିଲମ୍ବିତ କରାଯିବା ଆବଶ୍ୟକ ।
@knaik354
@knaik354 20 күн бұрын
👍👍👍
@damrudharbemal3952
@damrudharbemal3952 Ай бұрын
Thanks Mohan Majhi
@FAKIRJENA-du2zs
@FAKIRJENA-du2zs Ай бұрын
ଈଏ କଣ ମୁଖ୍ୟ ମନ୍ତ୍ରୀ ଙ୍କୁ ରଡ଼ି ଦବ କହିଲା । ୟାକୁ ଜଗ।
@user-nc6ko8jw9o
@user-nc6ko8jw9o Ай бұрын
Right sir
@debaramajhi4370
@debaramajhi4370 29 күн бұрын
Sabash Majhi
@swapnapaikaray9020
@swapnapaikaray9020 Ай бұрын
Cm mohansir aapanku bahut bahut dhanyabad apana jogi bhali strit huantu
@user-yr1hq5ei7d
@user-yr1hq5ei7d Ай бұрын
Thik. Katha
@ashiskumar7556
@ashiskumar7556 26 күн бұрын
Keep it up....
@padmanava1000
@padmanava1000 Ай бұрын
ବିଜେଡ଼ି ଶାସନ ରେ ବଡ଼ବଡ଼ିଆ ବାବୁ ଙ୍କ ଜମି କେଳଙ୍କରୀ
@ashokbadajena8568
@ashokbadajena8568 Ай бұрын
୨୪ ବର୍ଷ ହେଲା ଏମିତି ସ୍ଵଚ୍ଛ ନବୀନ ସୁପ୍ରିମୋ ରାଜନୀତି ବେପାର ଚାଲିଥିଲା ଭଣ୍ଡ ସାରଥୀ ପରୀ ବୋଲି ଲୋକେ କାଳେ କଥା ହେଉଥିଲେ,,,
@sanjaykumarrautray2405
@sanjaykumarrautray2405 21 күн бұрын
Jay ho aam mohan majhi sir
@DMGUNUPIHU
@DMGUNUPIHU 10 күн бұрын
Sabas👍👍
@PratapKishoreDash-ej7cw
@PratapKishoreDash-ej7cw Ай бұрын
Let us hope the best in the interest of public service.
Police SP Empire Beyond Horizon Of Corruption | Vigilance Raid
4:59
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН
Red❤️+Green💚=
00:38
ISSEI / いっせい
Рет қаралды 78 МЛН
Looks realistic #tiktok
00:22
Анастасия Тарасова
Рет қаралды 105 МЛН
تجربة أغرب توصيلة شحن ضد القطع تماما
00:56
صدام العزي
Рет қаралды 59 МЛН
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН