No video

‘The ongoing fight for justice for ASO will continue resolutely until it is achieved’ |

  Рет қаралды 26,811

Nandighosha TV

Nandighosha TV

Күн бұрын

#bhubaneswar #odisha #bjd #nandighoshatv
‘The ongoing fight for justice for ASO will continue resolutely until it is achieved’ |
ASO ବୖେକୁଣ୍ଠ ପ୍ରଧାନଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ନିର୍ଣ୍ଣାୟକ ଲଢ଼େଇ ଜାରି ରହିବ: ଚିନ୍ମୟ ସାହୁ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 243
@tikarammarndi3988
@tikarammarndi3988 Ай бұрын
ଅତି ଶୀଘ୍ର ରାଜ୍ୟପାଳଙ୍କ ପଦ ବହିଷ୍କାର କରାଯାଉ
@ratikantaray6787
@ratikantaray6787 Ай бұрын
ସେ ରବର୍ ସରକାର କିଛି ହେବନି
@niranjannayakgreatodisha2342
@niranjannayakgreatodisha2342 Ай бұрын
ସେ ଶଳା କୁ ପିଟା ଦରକାର ଓ ଅଲଜ୍ୟା ମୁଖ୍ୟମନ୍ତ୍ରୀ ଏବଙ୍ଗ ରାଜ୍ୟପାଳ ଙ୍କୁ ମାଡ ଦରକାର .
@ashoksend1717
@ashoksend1717 Ай бұрын
JEA SWAMI LAXMANADA SWARASWTI KU NAYA DEI PARILA NAHI SEHI BJD EBE KAHUCHI
@RiteshkumarBehera-hs9gc
@RiteshkumarBehera-hs9gc Ай бұрын
ଝାଡଖଣ୍ଡି ଆସି ଓଡ଼ିଆ ଙ୍କୁ ପିଟିବ ଏଇୟା କଣ ଓଡ଼ିଆ ଅସ୍ମିତା?
@Bhagi-s7s
@Bhagi-s7s Ай бұрын
Right
@Skybluewindcool
@Skybluewindcool Ай бұрын
Nabin asmita pandu sasmita 😂
@user-nx7dg4hg3v
@user-nx7dg4hg3v Ай бұрын
ନାଇଁରେ ଭାଇ ଇଏ ଡବଲ ଇଞ୍ଜିନ ଅସ୍ମିତା
@Skybluewindcool
@Skybluewindcool Ай бұрын
@@user-nx7dg4hg3v Nabin ra plan aeta bjp ra image down kariba pain.
@sangramkumarkalu9052
@sangramkumarkalu9052 Ай бұрын
Andavakta tank ghare kie asibe badeibe sea chup rahibe​@@Skybluewindcool
@pramodkumarvlogs4429
@pramodkumarvlogs4429 Ай бұрын
ରାଜ୍ଯପାଳ ପୁଅଙ୍କୁ ଯଦି ଗିରଫ ନ କରାଯାଏ .ରାଜ୍ୟପାଳଙ୍କୁ ଅନ୍ୟତ୍ର ରାଜ୍ୟକୁ ବଦଳି ନ କରାଯାଏ ତା'ହେଲେ ଆସନ୍ତା ୨୦ ତାରିଖ ଦିନ "ଓଡିଶାବନ୍ଦ" ଡାକରା ଦିଅନ୍ତୁ. ଜୟ ଜଗନ୍ନାଥ
@Bhagi-s7s
@Bhagi-s7s Ай бұрын
ବିଜେପି ସରକାର ଆସିଲା ଆହୁରି ବିଜେପିର କଂଦଳ ବାହାରିବ, ସମୟ କିଛି ହଇନାହିଁ, ଦେଖ ଆଗକୁ କଣ ହେବ
@fatefaith5147
@fatefaith5147 Ай бұрын
ସାମାନ୍ୟ ଘଟଣା। ପ୍ରଭୁଙ୍କ ଲୀଳା। ଭାରତୀୟ ଯତ୍ରାପର୍ଟୀ ହଟା ଅ।
@mihirkumarbarik6867
@mihirkumarbarik6867 Ай бұрын
Bjp. Down. Down rubber stamp. Sarkar chalba nahi
@sanghamitradas371
@sanghamitradas371 Ай бұрын
Namita pari bebina case re kahiki bjd down down kahunathilata
@Strugglelife9606
@Strugglelife9606 Ай бұрын
Tme cbi logouno tma mana mahan Jadu malam ku kohiki
@suntex864
@suntex864 Ай бұрын
Chaliba nahi...chaliba nahi....
@suntex864
@suntex864 Ай бұрын
Chaliba nahi.... Chaliba nahi...
@suntex864
@suntex864 Ай бұрын
Chaliba nahi.... Chaliba nahi...
@purnachandrapradhan2399
@purnachandrapradhan2399 Ай бұрын
ଲଢେଇ ଜାରି ରହୁ ଯି ଏ ଅଣ ଓଡିଆ ବାଡେଇଲା ସେଇ ମାଗିହାକୁ ଆଗ ମାଡଦରକାର ମାଗିହା ମୂଷା ଭଳିଆ ଝାରଖଂଡ ପଳେଇଚି ପରମ ମାହିଆ ଗୋଟେ ସଳା ହାରାମି
@jitendrasahu9073
@jitendrasahu9073 Ай бұрын
ବହୁତ୍ ବଢିଆ ଭାଇ ଏମିତି ବିରୋଧ କରିବାକୁ ପଡ଼ିବ, ନଚେତ୍ BJP ସାବଡ ହେବନି, ଓଡ଼ିଆ ଅସ୍ମିତା କହୁଥିବା bjp ସରକାର୍ କୋଉଠି ଶୋଇପଡ଼ିଲା
@AMITKUMAR-vx7bx
@AMITKUMAR-vx7bx Ай бұрын
BJD ସରକାର ଥିଲା ବେଲେ ନୟାଗଡ ର ପରି ମମିତା ମେହେର ପିହୁ ପରି ଆହୁରି କେତେ ପରିବାର କୁ କେତେ ନ୍ୟାୟ ମିଲିଛି24 ବର୍ଷ ଥାଇକି ଏବେ BJP ଏକ ମାସ ର ସରକାର କେମିତି ନ୍ୟାୟ ପାଇବ
@mrsahuhk1972
@mrsahuhk1972 Ай бұрын
ଓଡ଼ିଆ ଅସ୍ମିତା । ରଘୁଆର ବିପତ୍ତି ଆସିଲା । ଓଡ଼ିଆ ଭାଇ ଏକ ହୁଅ ।
@aswinipradhan2237
@aswinipradhan2237 Ай бұрын
ଭାଷଣ ବାଜି ଦ୍ବାରା କିଛି ହବନି ସମୟ ନଷ୍ଟ ଯାହା
@chocoAbe.
@chocoAbe. Ай бұрын
Bosiki peacefully protest karuchonti, au kon riots karibe bjp bholia.
@ramsanatan56
@ramsanatan56 Ай бұрын
ଖୁସି ଲାଗେ ଯେ ସରକାରୀ କଳକୁ ଏକଦା ନିଜର ପୈତୃକ ସଂପତ୍ତି ବୋଲି ଭାବି ନେଇଥିବା ବିଜେଡି ବାହୁବଳୀ ନେତା ମାନେ ଆଜି ପାଲ ଉପରେ ବସି ବିରୋଧୀ ପୋଷାକ ପିନ୍ଧି ନିଜ ଅତୀତର ବାବୁ ଠାଣି ନିଜ ଆଖି ଆଗରେ ଉଭେଇ ଯାଉଥିବାର ଅନ୍ତଃ କ୍ରନ୍ଦନରେ ବ୍ୟସ୍ତ ଆଉ ବିବ୍ରତ। ବ୍ୟୋମକେଶ ଭାଇ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଜୟ ଜଗନ୍ନାଥ।
@upendrakumarmohanty6320
@upendrakumarmohanty6320 Ай бұрын
ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ୟନୁଷ୍ଠାନ ନିଅନ୍ତୁ
@pravashmishra1178
@pravashmishra1178 Ай бұрын
ବିଜେପି ଆ ଙ୍କ ଗୁଣ୍ଡା ଗିରି କୁ ପ୍ରଶ୍ରୟ ଦିଏ ବୋଲି ପ୍ରମାଣିତ 😢
@GungunbulbulPattanaik
@GungunbulbulPattanaik Ай бұрын
Rajya pal pua r hata Kati diya Uchit niya miliba
@Skybluewindcool
@Skybluewindcool Ай бұрын
Nabin patnaik ra hata kati dia jau
@trinathkondagori9473
@trinathkondagori9473 Ай бұрын
😂😂😂​@@Skybluewindcool
@lipun1531
@lipun1531 Ай бұрын
​@@Skybluewindcoolpure godibhakt
@user-sj6vw5kw7h
@user-sj6vw5kw7h Ай бұрын
Jay jaganath sir ❤❤❤❤❤❤❤❤❤
@manasranjandas3264
@manasranjandas3264 Ай бұрын
Jete govt employees achanti sabu strike karibe tebe 1 hours bhitare arrest heba
@sandeeppal5160
@sandeeppal5160 Ай бұрын
Hmm bhai Sabu ASO strike re Basile govt. Thap heijiba
@madhusudanparida4161
@madhusudanparida4161 Ай бұрын
Very unfortunate incident. Honourable CM & Governor should take proper action earliest with out further delay. What about Odiya Asmita & Modi guarantee.?
@SatyamebaJayate-ml8qx
@SatyamebaJayate-ml8qx Ай бұрын
ଯିଏ ଦୋଷୀ ଦଣ୍ଡ ପାଉ... ରାଜ୍ୟପାଳଙ୍କ ପୁଅ କଣ ଗଜପତି..??? ବୈଧାନିକ ସୁରକ୍ଷା ରାଜ୍ୟପାଳଙ୍କ ବିଶେଷ ଅଧିକାର ର ଅଂଶ ହୋଇପାରେ. ମାତ୍ର ଏଇ ବିଶେଷାଧିକାର ତାଙ୍କର ପୁତ୍ର ପ୍ରପୌତ୍ର ଙ୍କ ଯାଏଁ ପ୍ରସାରିତ ହେବାର ବ୍ୟବସ୍ଥା କେଉଁ ବିଧିସମ୍ମତ??? ଏଭଳି ଆଚରଣ ଓ ଔଦ୍ଧତ୍ୟ ନିନ୍ଦନୀୟ ଓ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଅପେକ୍ଷା ରଖେ...
@dineshrath2500
@dineshrath2500 Ай бұрын
Bjp ku pit
@prafullakumarbehera7774
@prafullakumarbehera7774 Ай бұрын
ଓଡ଼ିଶା ବନ୍ଦ୍ ଡାକରା ଦିଆଯାଉ ଓ ରାଜ୍ୟ ପାଳଙ୍କ ଇସ୍ତଫା ମାଗାଜାଉ l ଜଦି ଏହା ସତ୍ୟ ତେବେ ରାଜ୍ୟପାଳ ନିଜଆଡୁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ
@enushraita6175
@enushraita6175 Ай бұрын
Odisha ebe bhalare Jana tike .. BJP BJP BJP .heuthila pora ..Ebe bhala laguchi ta
@Skybluewindcool
@Skybluewindcool Ай бұрын
Nabin ku chapal re sekiba katha bhai
@nigamroutray7306
@nigamroutray7306 Ай бұрын
Bjp hatao
@jagannath_status01
@jagannath_status01 Ай бұрын
ଆମ ଓଡ଼ିଆରେ ଗୋଟେ କଥା ଅଛି ଚାଲୁଣୀ କହୁଛି ଛୁଞ୍ଚି ଲୋ ତୋ ....... ଆପଣ ଗତ 24 ବର୍ଷରେ କେତେ ଜଣଙ୍କୁ ନ୍ୟାୟ ଦେଇଛନ୍ତି
@AjayakumarGochhi
@AjayakumarGochhi Ай бұрын
ଠିକ କହିଛ
@GobindPradhan-mp7gd
@GobindPradhan-mp7gd Ай бұрын
Jadi kichhi na karithante ,Tama ghare maa bhauni 24 barsa save re nathante,,bjp kana karuchi dekha time asuchi
@jagannath_status01
@jagannath_status01 Ай бұрын
@@GobindPradhan-mp7gd ଭାଇ ଯେଉଁମାନେ ଧାରଣା ରେ ବସିଛନ୍ତି ତାଙ୍କ ଭିତରୁ ବା ଜଣେ ତାଙ୍କ ଅଞ୍ଚଳର ଭଉଣୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ଅଛି...
@jagannath_status01
@jagannath_status01 Ай бұрын
@@GobindPradhan-mp7gd ତ ତାକୁ ଆପଣ କଣ କହିବେ??????
@juluchsahu7279
@juluchsahu7279 Ай бұрын
Ea ama odisha sarkaar👍
@batakrushnasethi4177
@batakrushnasethi4177 Ай бұрын
Right answer
@jagannathdass8222
@jagannathdass8222 Ай бұрын
👍👍👍
@user-tl5jg4em1g
@user-tl5jg4em1g Ай бұрын
Right 👍
@PradiptaDas-sy4jn
@PradiptaDas-sy4jn Ай бұрын
ଝାଡ଼ଖଣ୍ଡରୁ ଓଡ଼ିଶାରେ ଆଶିଷ ଵାଡେଇକି ପଳେଇବ ଏ ଏକନିଦନିୟ ଘଟଣା ପୁଣୀ ପୁରୀ ରାଷ୍ଟ୍ରଭବନରେ ରାଷ୍ଟ୍ରପତି ପୁଣୀ ସେଠାରେ ତଳଵିଲିଡିଗିରେଅଛତି ଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନମାଝି କଣ ହାଣ୍ଡିଆ ପିଚିକି ଶୋଇଛନ୍ତି ଚିର ନିଦ୍ରାରେ ଏଏକ ଅଭାଵନିୟ ଘଟଣା ତୁରଂତ କାର୍ଯ୍ୟନୁଷ୍ଠାନ ହେଉ
@sushantabehera3760
@sushantabehera3760 Ай бұрын
👌
@rabijena4494
@rabijena4494 Ай бұрын
Naveen sir good
@satyajitrout4901
@satyajitrout4901 Ай бұрын
କେତେ ଲୋକ କୁ ବିଜେଡି ସରକାର ନ୍ୟାୟ ଦେଇଥିଲା
@birajmohapatra2377
@birajmohapatra2377 Ай бұрын
Ethi odia asmita katha padichi....odia ana odia tharu mada khaichi
@pareshkhuntia1
@pareshkhuntia1 Ай бұрын
Tahale BJD au BJP bhitare kichhi farak nahi ta.
@betexshyamsundar990
@betexshyamsundar990 Ай бұрын
ଯଦି ବିଜେଡି କରୁଥିଲା. ସେଥିପାଇଁ ତ ବିଜେଡି କୁ ଭୋଟ ଦେଲେ ନାହିଁ. ବିଜେପି କୁ ଭୋଟ ଦେଇ ଥିଲେ ଓଡ଼ିଆ ଅସ୍ମିତା ପାଇଁ. ଏଠି ବିଜେପି ଓଡ଼ିଆ ଅସ୍ମିତା ରକ୍ଷା କରୁ ​@@pareshkhuntia1
@khirabatisanani4319
@khirabatisanani4319 Ай бұрын
Rajyapal sir pua ku arrest karidiyan tensan jiba right point
@jayantamohanta6810
@jayantamohanta6810 Ай бұрын
କେମିତି ଲାଗୁଛି ରେ ରାଜ ରାସ୍ତାରେ ବସିଲେ ଏବେ ଜନୋ
@SingWithRajat
@SingWithRajat Ай бұрын
Pura odisha re strike karajau. BJD and Congress jindabad. BJP down down down 👎👎👎👎👎👎👎👎 BJP down down 👎👎👎👎
@KrishnaJena-xx8up
@KrishnaJena-xx8up Ай бұрын
BJP balanku Kaunasi gaon re purani.
@SwarnaMohanty-pm8gm
@SwarnaMohanty-pm8gm Ай бұрын
Super Naveen sir Jai jagannath BJD zindabad 🎉
@SwarnaMohanty-pm8gm
@SwarnaMohanty-pm8gm Ай бұрын
Well done. Naveen sir zindabad 🎉
@biswapriya9653
@biswapriya9653 Ай бұрын
Ebe thik hela ,unit heiki
@bcdas9247
@bcdas9247 Ай бұрын
The Governor himself involved in the case
@deepakacharya3892
@deepakacharya3892 Ай бұрын
ବିଚରା ହାଣ୍ଡିଆ ବାଲା କୁ କିଛି କୁହନ୍ତୁ ନାହିଁ। ସେ ବିଚରା, ଝରି ପୋକ, ହାଣ୍ଡିଆ,ପୋକ, କାଈ ଚଟଣୀ,ମାଛି,ମୂଷା ଇତ୍ୟାଦି ଖାଇ ଭଲରେ ଥିଲା। ଓଡ଼ିଶା ସଂପଦ ଲୁଟିବା ପାଇଁ ଜଙ୍ଗଲି ମାଙ୍କଡ କୁ ବଛା ଗଲା। AHUJA ହିଁ REAL CM। FEKU ର କୁସ ପୁତ୍ତଳିକା ଦାହ କର।
@aknobita644
@aknobita644 Ай бұрын
Odisha b j p ra chera upadidia
@rameshpatnaik5403
@rameshpatnaik5403 Ай бұрын
ଓଡିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡିଆ ଜାତୀୟତା, ପ୍ରଥା,ପରମ୍ପରା ଓଡିଶାର ମାଟି ପ୍ରତି ଯହାର ମମତା ନାହିଁ। ସେମାନେ କଣ ଓଡିଆ ଅସ୍ମିତା ବିଷୟରେ ଜାଣିବେ ?
@sanghamitradas371
@sanghamitradas371 Ай бұрын
Bjd Bala rajarastare asile mu dekhiki khusi 24 yrs government nei bohuta ego thila
@SURESHKUMAR-qu5gz
@SURESHKUMAR-qu5gz Ай бұрын
ଓଟିଭି ଚ୍ୟାନେଲ କୁଆଡେ ଗଲା ଆଉ ଦେଖା ଯାଉନି 😂😂😂
@yudhisthiramohanta1193
@yudhisthiramohanta1193 Ай бұрын
Argus news kuade
@ranajitkumarmohanty9740
@ranajitkumarmohanty9740 Ай бұрын
Odia Asmita mane Odisha BJP bala Bihari, Haryani, Gujarati, Punjabi Balankara pada Seba kari nija position surkhita rakhiba. BJP ra adha MLA Odia Asmita mane bujhi nahanti ki lekhi paribeni madhya.
@sukantadalapati3845
@sukantadalapati3845 Ай бұрын
Right
@sanjaysahoo9885
@sanjaysahoo9885 Ай бұрын
ଅସ୍ମିତା ଦିଲ୍ଲୀ ରେ ବନ୍ଧା ପଡ଼ିଲା ଓଡ଼ିଶାର
@dibyaranjansahoo3581
@dibyaranjansahoo3581 Ай бұрын
Continue 🙏
@ratikantasahoo4729
@ratikantasahoo4729 Ай бұрын
Jail Karidiha ta puako
@shaktishankar49
@shaktishankar49 Ай бұрын
Govt office re public ku lutu chanti...kama kichi nanhi ta..eethi strike nai drama karu chanti...sabu size hebe...PC nauthiba sarkar paleila
@brentertainment8380
@brentertainment8380 Ай бұрын
Right🙏
@ratikantasahoo4729
@ratikantasahoo4729 Ай бұрын
CM Shupot kale CM Chenge Karajao
@ShreeNalinexpress
@ShreeNalinexpress Ай бұрын
Ume sabu taduthila ame dekhichu.uma katha odisha loka sunibeni.
@sanjeevpatra1975
@sanjeevpatra1975 Ай бұрын
Ame sathi re Achhu
@Biswajitray-tj8yp
@Biswajitray-tj8yp Ай бұрын
Jay Naveen odisha
@user-yg7yh1tn9q
@user-yg7yh1tn9q Ай бұрын
Rajyapal etha dia
@user-xr1gx3uy2x
@user-xr1gx3uy2x Ай бұрын
ଓଡ଼ିଆ ଅସ୍ମିତା କଣ ରେ ବାବା
@sidhantarout
@sidhantarout Ай бұрын
Jesa ku tesa ghatuchi eita heuchi God nka asribad
@santoshpadhykumar9418
@santoshpadhykumar9418 Ай бұрын
ବିଜେପି କୁ ସାରା ଭାରତ ବର୍ଷ ରୁ ହଟାଅ ଦେଶକୁ ବଞ୍ଚାଅ ଏ ସରକାର ଗୁଣ୍ଡା ରାଜ୍ ସରକାରକୁ ଆସିବା ପୂର୍ବରୁ ଓଡ଼ିଆ ଅସ୍ମିତା କହିଥିଲେ କୁଆଡେ ଗଲା ତାଙ୍କ ଓଡ଼ିଆ ଅସ୍ମିତା କଥା
@dillipkumarmohapatra7450
@dillipkumarmohapatra7450 Ай бұрын
Aso nku nyaya milu kintu Rajaniti na karajau.
@FirozKhan-io1hd
@FirozKhan-io1hd Ай бұрын
Naveen Patnaik 💚💚💚💚 ଜିନ୍ଦା bad
@sureshbhoi4191
@sureshbhoi4191 Ай бұрын
Governer ishtafa diya...
@prabhatkandi7865
@prabhatkandi7865 Ай бұрын
O tv ku a news dekha jauni ki?
@kamakshyaprasadmallik1645
@kamakshyaprasadmallik1645 Ай бұрын
ସତ୍ତା ର ମୋହ ଜାଇ ନି BJD party ର, ସବୁ ଲୋକ ଦେଖାଣିଆ. Ambhaabana ଥାନା ଭଙ୍ଗାରୁଜା ଘଟଣାର ମୁଖ୍ୟ କାର୍ପଟଦାର ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥିଲ ସମସ୍ତେ ଜାଣନ୍ତି.
@AMITKUMAR-vx7bx
@AMITKUMAR-vx7bx Ай бұрын
ତମ BJD ସରକାର ଥିଲାବେଲେ ଓଡିଶା ରେ କେତେ ନାରି ନିର୍ଜାତନା, ବଦତ୍କାର ,ପରି,ମମିତା,ପିହୁ ଭଲି ନିରିହ ଲୋକ ଙ୍କୁ ନବିନ ସରକାର କେତେ ନ୍ୟାୟ ଦେଇଛି ଏବେ ତମେ ନ୍ୟାୟ ମାଗୁଛ ଲାଜ ଲାଗୁନାହିଁ କି
@brpalai9015
@brpalai9015 Ай бұрын
Mu governor pua ...😂😂 Mora kie taduchha tada 😂😂😂 .. #odia asmita😂 #bjp sahinta ... Jay naveen ❤ jay bjd ❤
@TheSayeed2009
@TheSayeed2009 Ай бұрын
Hahaha😂
@Hrudanandah
@Hrudanandah Ай бұрын
Raghuvar ku hatao
@mrutyunjayarout1107
@mrutyunjayarout1107 Ай бұрын
Very very bad for odia Asmita
@friend9449
@friend9449 Ай бұрын
କିଛି ବାଳ‌ ବଙ୍କା କରିପାରିବେନି କାହିଁକି ନା ତାଙ୍କ ପାଇଁ ଓଡ଼ିଶା ରେ ସରକାର ଗଠନ କରିଛି 25% ଭୋଟ କୁ ଟାଣି ସେ ମୋଦି ହାତରେ ଦେଇଛନ୍ତି
@duduli3492
@duduli3492 Ай бұрын
Naya paiba pain kete din ladhib.e sarkar ku gadi ru hata jau.
@Skybluewindcool
@Skybluewindcool Ай бұрын
Kie hateiba kaha gandi re dum achi first nabin ku khani durniti mamla re jail patha jau
@SaumendraGarabadu-sq2vr
@SaumendraGarabadu-sq2vr Ай бұрын
ତମ ଦଳ ସରକାର ରେ ଥିଲା ବେଳେ ବହୁତ୍ ଘଟଣା ଘଟିଛି କୋଉଠି ଥିଲା ସେ ସମୟରେ
@sangramkumarkalu9052
@sangramkumarkalu9052 Ай бұрын
@@SaumendraGarabadu-sq2vr kou gatana kahibe sabu tire bjp natak karutaie
@sarojrout9173
@sarojrout9173 Ай бұрын
ଗେଣ୍ଡା ଦଳଙ୍କ ର କିଛି କାମ ନାହିଁ ଶୁଖିଲା ରେ ରାମ୍ଫି ହେଉଛନ୍ତି 😂
@laxmipriyapanda6940
@laxmipriyapanda6940 Ай бұрын
ମୋହନ majhi nku jai pacharantu
@manojkumarparida6301
@manojkumarparida6301 Ай бұрын
E heichhi odisha ra odia ashmita
@narayansahu3407
@narayansahu3407 Ай бұрын
Bhai sara nibarcani mandali aandolonokareba
@subasdehuri2290
@subasdehuri2290 Ай бұрын
ରାଜ୍ୟପାଳଂକ ପୁଅକୁ ଏଇଥି ପାଇଁ ଗେରୁଆ ବାଲା ଡରୁଛନ୍ତି ତା ବାଣ୍ଡ ବହୁତ୍ ମୋଟା ଆଉ ଯେଉଁମାନେ ଓଡିଆ ଅସ୍ମିତା କଥା କହୁଥିଲେ କୁଆଡେ ଗଲେ
@ajayasahoo1387
@ajayasahoo1387 Ай бұрын
Odisha basi vote daethila mada khaucha khusi ta
@ganeshcraetion6861
@ganeshcraetion6861 Ай бұрын
Action niha....na maridia
@sidhantarout
@sidhantarout Ай бұрын
Jaha hu vakua mne asigale vukibaku
@BINODDAS-pw2eg
@BINODDAS-pw2eg Ай бұрын
Jama chadana rajyapal ku jaldi hatao
@subratswain9433
@subratswain9433 Ай бұрын
Very good madi chalo
@dipusahoo3400
@dipusahoo3400 Ай бұрын
Madi chala
@subhabratapanigrahi7809
@subhabratapanigrahi7809 Ай бұрын
Action nihati darkar. Bahut bhala step bjd ra. Kintu Mamita meher, pari murder case time re kauthi thila. Aji ra a swara kauthi Rahi jaithila. A drama sabu political party karanti.
@mithunabhoi8732
@mithunabhoi8732 Ай бұрын
ବିଜେପି ସରକାର କଣ ଛୋଟ ସରକାର ନୁହଁ 😂😂😂😂
@SURESHKUMAR-qu5gz
@SURESHKUMAR-qu5gz Ай бұрын
Dubble Engine repairing chalichi kama sarile sabu katha bujha haba😂😂😂
@brentertainment8380
@brentertainment8380 Ай бұрын
Sadharan loka heithile ebe jail re thanta au bell milantani
@Rupeshlifestyle-5G
@Rupeshlifestyle-5G Ай бұрын
ମଗିହା ମୋହନ ମାଝି କୁ ବଡାଅ 😂😂😂
@smitaranipradhan5245
@smitaranipradhan5245 Ай бұрын
Lalit bopa raghubar das kemiti rajgadi madi bacichi magjia ku pita
@satyabratapradhan1651
@satyabratapradhan1651 Ай бұрын
neta mane dhala shirt...kouthi lekha achi...dhala pindhile sbu nirmal
@ksheerodmishra8544
@ksheerodmishra8544 Ай бұрын
Our king Purusottama Dev was insulted by the king of Kanchee Our king went to attack Kanchee knowing fully well that King of Kanchee was indomitable and invincible Our king along with his army and undaunted courage and exalted Odia Asmita attacked impregnable kkanchee Strangely enough Lord Jagannatha and his elder brother. went to assist Our king and defeat of Kanchee was a foregone conclusion who sued for peace giving his daughter Padmabatee tour king Butour Odia officer B pradhanAsO was psysically assaulted by Jhara khandi governors son and his friends We are the progeny of the same king and his army but could not deliver justice to him Lord Jagannatha saw the entire episode but perhaps did not come to our aid reading our selfish motives z and subdued Odia Asmita and went to sleep for 4 months
@soumyadas5304
@soumyadas5304 Ай бұрын
Ki sasti mili thila Madhavilata, Babina, Itisri, Smitarani, Mamita, Kunduli pidta......etc. etc. nko doshi manonku, kahibe nua dahani maney, jiye BJD ro arombho bele tikey hele role play no kari eabey downfall ro reason hoi madhya chaitanya uday hela nahi..........Jogote kebal joney hosibe......
@biswamberbhutia3280
@biswamberbhutia3280 Ай бұрын
ରଵର ଷ୍ଟାଫ ଓଡିଶା ରେ ଚଳିଵ ନାହିଁ ଧର୍ମେନ୍ଦ୍ର ପ୍ରଧାନ କଣ ଅଣ ଓଡିଆ। ମୁଣ୍ଡା ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ସଵୁ ଯଦି ମୁଣ୍ଡା ଓଡିଶା କୁ ଓଡିଆ ନ କହି ମୁଣ୍ଡା ରାଜ୍ୟ ର ମାନ୍ୟତା ମିଳୁ
@purnachandrapradhan2399
@purnachandrapradhan2399 Ай бұрын
ମାହିଆ BJP ପାଟିକୁଆଡେ ଗଲା ଆଗରୁ ବହୁତ ବଡ ବଡ କଥା କହୁଥିଲ ତମେ ସବୁ ଗାଂଡି ଆ ଦଳ
@pratiharpradhan1305
@pratiharpradhan1305 Ай бұрын
ଦଶଦିନ ପରେ ତମ ନିଦ ଭାଙ୍ଗିଲା
@ashatutorial6176
@ashatutorial6176 Ай бұрын
Aaau kn sange karithante...govt ra action kn dekhuthile
@chocoAbe.
@chocoAbe. Ай бұрын
Government 7 din time magithila, tomo nida agaru bhangithila ta galani tume , social media re bosi comment karile nyay milibo nahi.
@smitaranipradhan5245
@smitaranipradhan5245 Ай бұрын
Rajyapal jaldi resign deba uchit raghubar ki nya deba tara nya debara adhikar nahi rajyapal ku orissa ru hatao BJP modi haware fulluchi
@SubashKumar-vz7eh
@SubashKumar-vz7eh Ай бұрын
ପରୀ ମମତା କେସ୍ କଣ କରିଛ BJD ଦଳ ର ମନ୍ତ୍ରୀ ମାନେ ତୁମ ମୁହ କୁ ଲାଜ ଲାଗୁନି
@nadimkhan-cj5hg
@nadimkhan-cj5hg Ай бұрын
Ghor nindanaya ghatana agami dinare odisha vasi uchit jabab debe brataman ra sarkar odiya asmita narabaji gotiye abhinaya thila.
@saratkumarmallik8438
@saratkumarmallik8438 Ай бұрын
Rubber Stamp Sarkar Hatao Odisha Banchao...
@kirankumarsahu8824
@kirankumarsahu8824 Ай бұрын
ସମୟ ଆସିଗଲା ରାଜ ରାସ୍ତା ରେ ବସିବାକୁ bjd ବାଲା😂
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 585 М.
طردت النملة من المنزل😡 ماذا فعل؟🥲
00:25
Cool Tool SHORTS Arabic
Рет қаралды 25 МЛН
When you discover a family secret
00:59
im_siowei
Рет қаралды 25 МЛН
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 2,3 МЛН
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 585 М.