Thousands Of CRP Staff Stage Protest Over Various Demands At Lower PMG In Bhubaneswar

  Рет қаралды 427,549

Kanak News

Kanak News

Күн бұрын

Пікірлер: 976
@prasantakumarpradhan3847
@prasantakumarpradhan3847 4 ай бұрын
ସ୍କୁଟି ନେଲାବେଳେ ଦାନ୍ତ ଛଡିକି ନେଇଥିଲ ।ସେତେବେଳେ ଜାଣିନଥିଲ instalment ଦବ ବୋଲିକି।
@biranchinarayanbehera3614
@biranchinarayanbehera3614 4 ай бұрын
😂😂
@purnachandrameher7838
@purnachandrameher7838 4 ай бұрын
ବିଜେଡି କୁ କହ
@aratisahu2605
@aratisahu2605 4 ай бұрын
Namo neo bjd ku horaelo ahuri kasto pao
@Labani-x4w
@Labani-x4w Ай бұрын
Tame deidio
@Labani-x4w
@Labani-x4w Ай бұрын
​@@purnachandrameher7838bjd ku kan pain kahibe bjp kan kariba
@tusararout284
@tusararout284 4 ай бұрын
ମୋହନ ସରକାର କୁ ଆମ ଶିକ୍ଷିତ ଓ ସଚେତନ ଓଡ଼ିଶାବାସୀଙ୍କ ଅନୁରୋଧ ଦୟାକରି ଏ crp mbk post କୁ ସମାପ୍ତ କରନ୍ତୁ , ଏମାନଙ୍କ ର 1 percent ବି କାମ ନାହିଁ ରାଜ୍ୟ ର ଉନ୍ନତି କରିବାପାଇଁ ,ଆଉ ଗରିବ ଖଟିଖିଆ ଲୋକଙ୍କ tax ପାଇସା କୁ ଅଯଧାରେ ରେ 1 ଟଙ୍କାଟିଏ ବି ଦିଅନ୍ତି 🙏
@NiharikaDutta-d2r
@NiharikaDutta-d2r 4 ай бұрын
Kam jie karuchi se jane tame ta Kam karuna janiba kemiti
@xy0988
@xy0988 4 ай бұрын
Right
@xy0988
@xy0988 4 ай бұрын
Govt post asu kintu merit basis re
@tusararout284
@tusararout284 4 ай бұрын
Je interview deiki 8 year bbsr ରେ book ଚଷିକି ଚାକିରୀ ପାଇଛି ସେ କେତେ ପାଇବ
@k.jagannathreddy3515
@k.jagannathreddy3515 4 ай бұрын
Right 👍
@Apurba_Odisha
@Apurba_Odisha 4 ай бұрын
ଏମାନେ ସମସ୍ତେ ବିଜେଡିକୁ ଭୋଟ ଦେଇଛନ୍ତି ।
@ExcitedBoatLake-pf2qs
@ExcitedBoatLake-pf2qs 4 ай бұрын
Bjp ku debaru bjp jitila nahele bjp kukura pari haarithaanta
@bishwajitxda
@bishwajitxda 4 ай бұрын
🤣🤣
@Pradeepkumar-new24
@Pradeepkumar-new24 4 ай бұрын
😂😂😂
@smrutiranjanbaral5864
@smrutiranjanbaral5864 4 ай бұрын
CRP କିଛି କାମ ନାହିଁ ଏ ପୋଷ୍ଟ କୁ govt ବନ୍ଦ କରିଦିଅନ୍ତୁ ଅଯଥା ରେ ରାଜକୋଷ ନଷ୍ଟ ହଉଛି
@sarathimohanta2396
@sarathimohanta2396 4 ай бұрын
Right
@bhabanimallik6301
@bhabanimallik6301 4 ай бұрын
Right
@kajalmahanta6506
@kajalmahanta6506 4 ай бұрын
Angwadi kumadhya bond karajau tankara madhya kichhi kama nahi
@kajalmahanta6506
@kajalmahanta6506 4 ай бұрын
Anganwadi ku madhya bond Kara jau tanka pain mdhya rajakosh nasta houchhi
@sudhansuroul8094
@sudhansuroul8094 4 ай бұрын
Right
@shibaprasad7721
@shibaprasad7721 4 ай бұрын
CRP ଙ୍କର କିଛି ଆବଶ୍ୟକତା ନାହିଁ ଭୋଟ ଯୋଗାଡ଼ କରିବାକୁ ସେମାନଙ୍କୁ ନିୟୋଜିତ କରାଯାଇଥିଲା । ଏବେ ସରକାରୀ ଟଙ୍କା ଅପବ୍ୟୟ କରିବାର ଆବଶ୍ୟକତା ନାହିଁ ।
@susantamahanayak7234
@susantamahanayak7234 4 ай бұрын
Ok Bhai right kothaa
@susantamahanayak7234
@susantamahanayak7234 4 ай бұрын
SHG ମା ମାନେ ୨୦ ୨୫ ବର୍ଷ ହେଲା ଗ୍ରୁପ ରେ ଅଛନ୍ତି ତାଙ୍କୁ କଣ ଦେବ
@Mamali1234-s1i
@Mamali1234-s1i 4 ай бұрын
Kte kama karuchhantu tu kana janibu
@dillipbehera6679
@dillipbehera6679 Ай бұрын
A sabu faltu post ku govt bond kora jau
@Labani-x4w
@Labani-x4w Ай бұрын
BJP kichhi karuni tame bjp ru kichhi paichha badhe
@PrafullachDas-n6c
@PrafullachDas-n6c 4 ай бұрын
ଏଇମାନେ ହିଁ ମୂକ ନବୀନକୁ ସଶକ୍ତ କରିଥିଲେ ।
@Labani-x4w
@Labani-x4w Ай бұрын
Tame bjp ku tekiki rakha khaiba alu
@goutamkaran7863
@goutamkaran7863 4 ай бұрын
ତୁମ ଅଭାବକୁ ପୂରଣ କରିଵ ପାଣ୍ଡିଆ ତାଙ୍କୁ ଧରିକି ଥେଇ ଥେଇ ହେଉଥିଲ । ନବୀନ ସରକାର କୁ ମାଗ ।
@brahmanadabehera2396
@brahmanadabehera2396 4 ай бұрын
ବାଳ ମିଳିବ ।ନବୀନ କୁ ମାଗ ।
@Subham-m1b
@Subham-m1b 4 ай бұрын
Why Naveen Patnaik only your colour masirty chutiya CM people cm pora then give money King always king Naveen Patnaik
@pramodpatra820
@pramodpatra820 4 ай бұрын
ଏଇ ସରକାର...ତୁମ ମାନଙ୍କର ଗାଣ୍ଡୀ ମାରୁଛି ଲୋ ମା ଆଉ ମାରୁ ଥିବ ବି 😂😂😂
@ashwinisahu6584
@ashwinisahu6584 4 ай бұрын
RIGHT 💯 % RIGHT 🎉🎉🎉
@UpendraHati-gn5ym
@UpendraHati-gn5ym 4 ай бұрын
ବିଜେଡି ର ପଇସା ବାଣ୍ଟିବ ଇଲେକ୍ସନ time ରେ ଆଉ ବିଜେପି କୁ ବଦନାମ କରିବ CRP ର କାମ କିଛି nahi
@bhagabatamahanta1461
@bhagabatamahanta1461 4 ай бұрын
right
@DactorKing-ez5uh
@DactorKing-ez5uh 4 ай бұрын
right bhai
@JogeswarMajhi-lt7hj
@JogeswarMajhi-lt7hj 4 ай бұрын
Right
@bikashpradhan2714
@bikashpradhan2714 4 ай бұрын
Chora bjp
@bikashpradhan2714
@bikashpradhan2714 4 ай бұрын
Bjp sarkar ku 2029 re jabab miliba
@sambhu1683
@sambhu1683 4 ай бұрын
ତୁମର କାମ କନ 😂😂😂?ପାଠ କେତେ ପଢ଼ିଚ ଏକ୍ସାମ୍ କନ ଦେଇ job କରିଚ??ଜଣେ teacher ଏତେ ପଢ଼ି 15000 ଦରମା ଆଉ ଏମାନେ ବୁଲିବୁଲି 15000 ପାଇବେ।। ୱା ୱା ଖାଲି ଗଲୁଆମି 😂😂😂
@RasmitaSwain-ke4tt
@RasmitaSwain-ke4tt 4 ай бұрын
Right 👍
@baikunthaparida4016
@baikunthaparida4016 4 ай бұрын
Mbk crp kama kn jana achi na khali comet karucha
@sambhu1683
@sambhu1683 4 ай бұрын
@@baikunthaparida4016 ଥାଉ ଥାଉ ତୁମ କାମ ଆଉ ଦେଖାଅ ନା।।ଯାହା କରୁଛ।। ରାଜ୍ୟ ର କିଛି ଲାଭ ହେବନି। 6100 ସହ ବି ବହୁତ୍ ଦେଉଥିଲେ without ଏକ୍ସାମ୍ ରେ ।।
@BideshiniNayak-dk3zk
@BideshiniNayak-dk3zk 4 ай бұрын
ଏମାନେ ପରା ଶିକ୍ଷିତ ମୂର୍ଖ ଏମାନଙ୍କୁ ଆଉ କଣ ଆସିବ ଅନ୍ୟକୁ କମେଣ୍ଟ କରିବା ଛଡା ଏମାନଙ୍କୁ ଆଉ କଣ ଜଣା ଅଛି
@sambhu1683
@sambhu1683 4 ай бұрын
@@BideshiniNayak-dk3zk ଆସେ kn ଜାଣିବାକୁ ଚାହୁଁଛୁ??ମାଗଣା ପଇସା ବୋଧେ ନା।।ଗୋଟେ କିଛି କାମ ନାଇ 15000 ଦେବ।। କେତେଟା exam ଦେଇଛ।। general sense କିଛି ଅଛି ନା ନାଇଁ।।। ଭୋଟ politics Naveen ପାଖେ କରିବ।।।।
@hrudanandamaharana3488
@hrudanandamaharana3488 4 ай бұрын
CRP କାମ କଣ ଏ ପୋଷ୍ଟ ବନ୍ଦ କରାଯାଉ
@SmrutismitaParida-hy9wu
@SmrutismitaParida-hy9wu 4 ай бұрын
Right, faltu re money waste ,khali scooty dhari bulibe, gariba loka nku daba katha
@Lipsarani3015
@Lipsarani3015 4 ай бұрын
Right❤
@manojpradhan7693
@manojpradhan7693 4 ай бұрын
A post ku band karajau .
@baikunthaparida4016
@baikunthaparida4016 4 ай бұрын
Crp kn jana achi na comet khali karucha
@theunickboysapan2263
@theunickboysapan2263 4 ай бұрын
Right
@harishchandrapradhan8637
@harishchandrapradhan8637 4 ай бұрын
ତୁମାଠୁ ଅଧିକ ପରିଶ୍ରମ ଆମେ ଚାଷୀମାନେ କରୁଛୁ
@ASISH_JENA
@ASISH_JENA 4 ай бұрын
ନବୀନ୍ ବାବୁ କହିଥିଲେ କାହିଁକି ଦେଲେନି ସେକଥା ନବୀନ୍ ବାବୁଙ୍କୁ ପଚାର
@user-jaynaveen
@user-jaynaveen 4 ай бұрын
Gadha magia
@user-jaynaveen
@user-jaynaveen 4 ай бұрын
ସରକାର kaha re be ମାଗିଆ
@ASISH_JENA
@ASISH_JENA 4 ай бұрын
@@user-jaynaveen ତୁ ଜୋଉ ବୋପାକୁ ଭୋଟ୍ ଦେଇଛୁ ସେଇବେ ମାଗିଆ
@iswarnayak1383
@iswarnayak1383 4 ай бұрын
Nabin hinjida kanhiki kala nahi
@Subham-m1b
@Subham-m1b 4 ай бұрын
Kn pain tumor pora chutiya people cm asila tahele kama toh first heba kotha Na khali colour kama karuchu tumo chutiya people cm kn karuchi 😅😅😅😅 King always king Naveen Patnaik
@dillipmohanty9110
@dillipmohanty9110 4 ай бұрын
ଘରେ ଚୁପ୍ ହୋଇ ବସ । ପରିବାର କଥା ବୁଝ ।
@SusantaKumarpattayat
@SusantaKumarpattayat 4 ай бұрын
Bjd ର ଟଙ୍କା ବଣ୍ଟା ଚାକିରି । ପରୀକ୍ଷା ଦେଇ ଚାକିରି କର।
@lobhalohar4314
@lobhalohar4314 4 ай бұрын
ତମ ମାନଙ୍କ କଣ କାମ କି ଯେତିକି ମିଳୁଛି ବହୁତ ମିଳୁଛି
@RanBansita7235
@RanBansita7235 4 ай бұрын
ଭୋଟ ସମୟରେ BJD ଭୋଟ କିରୀୟା କରି କରି ମାଗୁଥିଲେ ,ଏଥର bjd କୁ ଯାଇ ମାଗ
@kailashswainkailashswain6878
@kailashswainkailashswain6878 4 ай бұрын
ଏମାନେ ଭୋଟ ପ୍ରଚାର କରିବାକୁ ଥିଲେ।
@dharitrikarjee8768
@dharitrikarjee8768 4 ай бұрын
Tu sara ta maa ku pachara Kariba ku achu
@PramodBehera-u9k
@PramodBehera-u9k 4 ай бұрын
ତୁମେ ମାନେ ଚାକିରି ଛାଡ଼ି ଅଲଗା କାମ ସବୁ ମା ମାନେ ବହୁତ ଭଲ ହେବ।❤🙏🙏🙏🙏
@Kanhusahoo-qb7lx
@Kanhusahoo-qb7lx 4 ай бұрын
ତମେ ମାନେ ଚାକିରି ଛାଡି ଦିଅ
@sanjaykumarmohanty3513
@sanjaykumarmohanty3513 4 ай бұрын
ପ୍ରଭାତୀ ମାଡlମ କଣ କରିବେ scoty ପାଇଁ ତେଲ ଦେବେ 😂😂😂😂😂
@laxmidharsahoo2431
@laxmidharsahoo2431 4 ай бұрын
ଖୁବ୍ ଶୀଘ୍ର ଏ ପୋଷ୍ଟକୁ ସରକାର ରଦ୍ଦ କରିବାକୁ ଅନୁରୋଧ
@pramilgaigouria9853
@pramilgaigouria9853 4 ай бұрын
Pandian କୁ ମାଗ ସେ ପୁରାଇଦେବେ ❤❤
@BCFunnyAi
@BCFunnyAi 4 ай бұрын
ଅଙ୍ଗନାୱାଡି ଦିଦି 👍 ଭଳ
@AjayakumarGochhi
@AjayakumarGochhi 4 ай бұрын
ଏ ମାନଙ୍କୁ ମହିଳା ପୋଲିସ ଲଗାଇ ଗୋଡେଇ ଗୋଡେଇ ପିଟନ୍ତୁ
@bijayalaxmipanigrahy-mm6bp
@bijayalaxmipanigrahy-mm6bp 4 ай бұрын
ଠିକ୍ କଥାଟିଏ କହିଲ
@biswajitpradhan6450
@biswajitpradhan6450 3 ай бұрын
Tame pitiba katha kahiparibani, jete hele nari semane
@dhirenkumar5553
@dhirenkumar5553 Ай бұрын
Right kathha
@maakitchenette
@maakitchenette 4 ай бұрын
ଭଲ ହଉଚ୍
@bijayapppradhan4563
@bijayapppradhan4563 4 ай бұрын
ଶୁଦ୍ଧିଆ ସଂତ୍ସା କୁ ବନ୍ଦ କରିଦିଅ।
@Abdevilliersmr-sz4kw
@Abdevilliersmr-sz4kw 4 ай бұрын
ତମକୁ କିଏ ସବୁ ଏହି ଚାକିରୀ ଦେଲା କଣ ତମର qualification କହିଲ ଲଜ୍ୟା ନାହିଁ ତମ ମୁହଁ କୁ 😄😜
@romanticmusic5492
@romanticmusic5492 4 ай бұрын
ଏ ଘୋଡ଼ା ଗେହୀ crp, MBK ମାନଙ୍କୁ ଆଉଟ୍ କର, ଏ ମାନଙ୍କ ପାଇଁ ରାଜ୍ୟ କୋଷ ର ଧନ ନଷ୍ଟ ହେଉଛି
@ChitrasenBisoi-e5j
@ChitrasenBisoi-e5j 4 ай бұрын
Bhai thik kahichha,kintu emiti word use karani
@mohantydigitalworld1526
@mohantydigitalworld1526 4 ай бұрын
😂😂😂
@manojmohapatra798
@manojmohapatra798 4 ай бұрын
ଠିକ୍ କଥା
@Satyapriya4040
@Satyapriya4040 4 ай бұрын
ୟା ପରେ SHG ମା ମାନଙ୍କ ପାଳି। ସେମାନେ ବି ଲୋନ୍ କରିଛନ୍ତି କେମିତି ସୁଝିବେ ସେମାନଙ୍କୁ ୧୫୦୦୦ ଟଙ୍କା ଦରମା ଦିଆଯାଉ ।
@JogeswarMajhi-lt7hj
@JogeswarMajhi-lt7hj 4 ай бұрын
Correct
@sambhu1683
@sambhu1683 4 ай бұрын
ଖାଲିରେ ରାଜକୋଷକୁ ନଷ୍ଟ କରିବା କଥା ନୁହଁ।। ଏ job ରେ ସେମିତି କାମ କଲା ପରି କାମ ନାଇ????
@bholanathkanhar3411
@bholanathkanhar3411 4 ай бұрын
ସ୍କୁଟିନେଲା ବେଲେ ନବୀନ ଦେଲାବୋଲି ହସି ହସି ନେଲ ଏବେଦାବୀ କରୁଛ ନବୀନ ମାଗନ୍ତୁ ଭଲ
@bijayapppradhan4563
@bijayapppradhan4563 4 ай бұрын
ନିକୃଷ୍ଟ ଛତୁଆ ତିଆରି କରୁଛ। ହା ଥୁ ନୀଚ ମନା।
@debasismandhata365
@debasismandhata365 4 ай бұрын
BJD ର ପଇସା ବାଣ୍ଟିବ ଇଲେକ୍ସନ ସମୟରେ ଏବେ bjp ସରକାରକୁ ମଗୁଚ ,, ସୂକ୍ଟୀ ଯିଏ ଦେଇ ଥିଲା ତାକୁ ମାଗ
@ranibehera4394
@ranibehera4394 4 ай бұрын
ଏମାନଙ୍କୁ ବହିସ୍କାର କରି ନୂଆ ନିଯୁକ୍ତି ଦିଆଯାଉ।
@PriyankaMohanta-dz2cd
@PriyankaMohanta-dz2cd 4 ай бұрын
ଓଡ଼ିଶା ରେ ହିଁ କେଵଳ crp ମାନେ ଅଛନ୍ତି କି,ଭାରତ ର ଆଉ କୋଉ ରାଜ୍ୟ ରେ crp ନାହାନ୍ତି କି,ଆଉ ସବୁ ରାଜ୍ୟ ରେ ବି ତୋ crp ମାନେ ଅଛନ୍ତି, ସେଠି କଣ ତମ ବପା ନା ତମ ମା ମାନେ,ନା ତମର ଆଉ କେହି crp ମାନଂକୁ ଚାକିରୀ ଦେଇଛନ୍ତି ଆଉ ଏବେବି ଚାଲିଛି ,ତମେ କେତେ ପାଠୁଆ,କେତେ ମୂର୍ଖ, କେତେ ଜ୍ଞାନୀ,ଆଉ କେତେ ଅନ୍ଧ ଜଣା ଯାଉଛି,ତମ ମାନଂକୁ ତୋ କିଛି ଜଣା ନାହିଁ, ନିଜକୁ କଣ ଭାବୁଛ କି ଯେ crp ମାନଂକୁ ଯାହା ଇଛା କହି ଚାଲିଛ, centreal goverment ତାକୁ ଗଢିଛି ସବୁ ଷ୍ଟେଟ ରେ ତୋ ଅଛି ତୋ ଏଇଟା ନବୀନ ଆଉ ପାଣ୍ଡିଆନ ର କେମିତି ହେଲା,ତୋମୋ ବପା ର କି ତୋମୋ ଆଉ କେହି ନିଜ ଲୋକର ସେଇଥି ପାଇଁ ବୋଧେ ଏତେ ବାଧୁଛି ଆଉ 😂😅
@mohantybhai1160
@mohantybhai1160 4 ай бұрын
Cbt exam kari job kar ta pare ame dekhiba kete rajarastaku asuchanti bauta patha padhi pila exam pare exam deuchanti job gute miluni au emanankara darama badhao kahucha laja kahiba kata emananku
@manjubalaray3508
@manjubalaray3508 4 ай бұрын
Thankyou didi
@RasmitaSwain-ke4tt
@RasmitaSwain-ke4tt 4 ай бұрын
ନବୀନ ବାବୁ କୁ ପଚାର ସେ କହିବେ ...ନେଲା ବେଳେ ଭାରି ଖୁସି ରେ ନେଇଗଲେ ଏବେ ନିଜେ ଦିଅ
@susantabehera3859
@susantabehera3859 4 ай бұрын
ଏମାନଙ୍କୁ ୪୦,୦୦୦ ଟଙ୍କା ଦରମା , ଗୋଟିଏ iPhone mobile, laptop , ସ୍କୁଟି ନୁହେଁ ଚାରିଚକିଆ ଟାଟା ନାନୋ କାର୍ ଦିଆଯାଉ ।
@SulekhaRout-p1d
@SulekhaRout-p1d 4 ай бұрын
😂
@kanhahomedecorating6602
@kanhahomedecorating6602 4 ай бұрын
😮😮😮😮😂❤❤❤
@JanakiJena-my5cr
@JanakiJena-my5cr 4 ай бұрын
Good morning
@ranjankumarprusti7950
@ranjankumarprusti7950 4 ай бұрын
ଆସିଲା ବେଳେ ଚୁଡ଼ା,ଗୁଡ଼ ନେଇକି ଆସିଲନି।
@pinkysethi7537
@pinkysethi7537 4 ай бұрын
ଯିଏ ଘରୁ ଡାକି ଚାକିରି ଦିଏ। ଅଲାଜୁକ ମହିଳା ତାକୁ ହି ଆଗ ଗାଳି ଦିଅନ୍ତି।
@sewanayak945
@sewanayak945 4 ай бұрын
ମୋହନ ସରକାରଙ୍କୁ ଅନୁରୋଧ ଏଗୁଡ଼ାଙ୍କୁ ତୁରନ୍ତ ବାହାର କରନ୍ତୁ ନହେଲେ ଆଗକୁ ବିଜେଡି ପାଇଁ ଟଙ୍କା ବାଣ୍ଟିବେ 😜👍
@ranjitswain5692
@ranjitswain5692 4 ай бұрын
CRP କଣ ବାଣ୍ଡ ମୁଣ୍ଡି, ବେଧ ଙ୍କ କାମ ନାହିଁ । BJD ପାଇଁ କାମ କରୁଥିଲ ଏବେ ଆଙ୍କୁ ତଡ଼ . ଅନ୍ୟ ଙ୍କୁ ସୁଯୋଗ ଦିଅ।
@bapisadangi3373
@bapisadangi3373 4 ай бұрын
Right
@biranchinarayanbehera3614
@biranchinarayanbehera3614 4 ай бұрын
😂😂😂😂
@ramakantapanda4402
@ramakantapanda4402 4 ай бұрын
Loan କରିଦେବା ପାଇଁ ଗରିବ ମା ମାନଙ୍କୁ ଠୁ କେତେ ଟଙ୍କା ନଉଛ... ତୁମ କୁ permanent job darkar. Educational qualification kete achii.
@SulekhaRout-p1d
@SulekhaRout-p1d 4 ай бұрын
ପ୍ରଭାତୀ ମାଡମ ତାକଂ ଘରୁ ଦିଅନ୍ତୁ ହେଲେ ରାଜକୋସରୁ ନ ଦିଅନ୍ତୁୁ ତମେ ତାକଂ ବନ୍ଧୁ।ପାଣ୍ଡିଆନ ପାଖରେ ତମେ ଗାଲ ପେଟ ଦେଖାଉଥୀ ପାଉଥୀଲ ଏଠି ଚାଲିବ ନାହି
@malaypatra4911
@malaypatra4911 4 ай бұрын
BJD କୁହ ସେତେବେଳେ ଦାନ୍ତ ଦେଖାଉ ଥିଲ ତୁମେ କୋଉ କାମ କରୁଛ ।
@pinkysethi7537
@pinkysethi7537 4 ай бұрын
ବିଜେପି ସରକାର କୁ କୁହ demand ତୁମ୍ଭର ପୁରା କରିବ।
@PipunkyDffghhj
@PipunkyDffghhj 4 ай бұрын
Bhala heichhi
@nagendrabasanti9476
@nagendrabasanti9476 4 ай бұрын
ଏତେ ବଡ଼ ବଡ଼ ସୁନା chain ପକେଇ ଗରିବ ବୋଲି କହୁଛନ୍ତି
@gopalsahoo1487
@gopalsahoo1487 4 ай бұрын
ନିନାକୁ ମାଗ,,ଗାଡ଼ି ସେଇ ଦେଇଥିଲା
@SUJATADAS-lk3cs
@SUJATADAS-lk3cs Ай бұрын
SHG GRUPU PARICHALANA GRUPU RA MEMBAR MANE KARANTU KARANA CRP MANE SABU PROBLEM KARUCHANTI DAYA KARI CRP POST KU HATAI DIA JAU
@manasranjandash8094
@manasranjandash8094 4 ай бұрын
Tumar kama nai election's time re paisa bantuchanti..
@manjubalaray3508
@manjubalaray3508 4 ай бұрын
Rati adharu kahara kam karuchhanti
@jyotiranjan6269
@jyotiranjan6269 4 ай бұрын
ବିଜେଡ଼ି ପାଇଁ ଘର ଘର ବୁଲି ନିର୍ବାଚନ ସମୟରେ ଟଙ୍କା ବାଂଟୁଥିଲେ ଏବେ କେବଳ crp, shg group ଉଚ୍ଛେଦ କରାଯାଉ
@dipuni4559
@dipuni4559 4 ай бұрын
Just one question what CRP does???
@saratparida5471
@saratparida5471 4 ай бұрын
BJD ସରକାର ବେଳେ ସୁଜାତା madam ଦରକାର,BJP ସରକାର ବେଳେ ପ୍ରଭାତି madam ଦରକାର, ଭଲ ମାୟ ଜାଣିଛ, ସବୁ ମାୟାରେ ବାୟା ଧନ୍ୟ ମିଶନ ଶକ୍ତି
@ranusethy8284
@ranusethy8284 4 ай бұрын
ନୁଆ ମା ମାନଙ୍କୁ ସୁଯଗ ମିଳୁ ମୋର ସରକାରଙ୍କୁ ଅନୁରାଧ
@ratna5612
@ratna5612 4 ай бұрын
ଏହି ମହିଳା ମାନଙ୍କୁ ଅଙ୍ଗନୱାଡ଼ି ରେ କେବଳ ପାଠ ପଢା କାମରେ ଲଗେଇ ଦିଅନ୍ତୁ କାରଣ ବିଭିନ୍ନ କାମ ପାଇଁ ଅଙ୍ଗନୱାଡ଼ି ଦିଦି ମାସ ର ଅଧା ରୁ ଅଧିକ ଦିନ ପଢ଼େଇ ପାରନ୍ତି ନାହିଁ ,ଏମାନଙ୍କ କାମ ପୁରୁଣା ଅଙ୍ଗନୱାଡ଼ି କର୍ମୀଙ୍କୁ ଦିଆଯାଉ।
@SUJATADAS-lk3cs
@SUJATADAS-lk3cs Ай бұрын
SHG GROUP RA MBK. CRP. EC MEMBER MANANKU BJD. SARKAR KICHI GARIBA MAHILA MANANKU MANDALA RU BAHARA KARIDEBA DHAMAKA DEI BJD MANDALA TIARI KARUTHILE TENU PRABHATI PARIDA MADAM NKU ANURODHA KARUCHU SHG GROUP RU AHI TINI GOTI PADA HATAI DEA JAU THANK YOU 🙏🙏🙏
@abanipradhan
@abanipradhan 4 ай бұрын
ତୁମର କାମ କଣ,,,, ତୁମେ ସବୁ କଣ କରୁଚ ଟିକେ କହିବକି ଲୋକେ ଜାଣିବେ 😂😂😂😂😂😂😂😂😂😂😂😂
@pkmedia5776
@pkmedia5776 Ай бұрын
ପାଠ ପଢା ପିଲା ଘରେ ବସିଛନ୍ତି... ଏମାନଙ୍କୁ ପାରମେନେଣ୍ଟ୍ ଚାକିରି ଦରକାର...କଉ ଇନ୍ଟରର୍ଭିଉ ଦେଇଛ.....ଘର କାମ ଛାଡି ନାଟକ କରୁଛ.... ଏଠାରେ ରୋଷେଇ ହେଇପାରୂନି ଘରକୁ ଆସ ଶୀଘ୍ର.... ଲାଜ ଲାଗିଵା କଥା....
@lipansahu6518
@lipansahu6518 4 ай бұрын
ସବୁ ଚୋରଣି ମାନେ ଏକା ଠି ହେଲେ ତୁମେ ମାନେ କଣ କରିଦେଵ ବସିଵ କେତେ ଦିନ ଵସିଵ ସରକାର ବାଵୁ ପୋଲିସ ଲଗାଇ ଏମାନଙ୍କ ଗୋଡ଼ାଇ ଗୋଡ଼ାଇ ପିଟ
@Itzrjstatus
@Itzrjstatus 4 ай бұрын
😂😂😂
@odiatokavlogs4570
@odiatokavlogs4570 4 ай бұрын
Crp ତମେ ମାନେ କଣ କାମ କରୁଚ ଟିକେ କୁହ ତମକୁ ଲାଜ ନାଈ ତମକୁ କିଛି ଦିଆଯିବ ନାଈ ହେଲା
@ManishaMohanty-w8u
@ManishaMohanty-w8u 4 ай бұрын
ଏଇମାନଙ୍କୁ ଟଙ୍କା ନ ଦେଇ ଓଡ଼ିଶାର ବିକାଶରେ ଖର୍ଚ୍ଚ କରିବା ଆବଶ୍ୟକ
@tunatandi5133
@tunatandi5133 4 ай бұрын
Upaka pila paimane
@ritanjalisamal8492
@ritanjalisamal8492 4 ай бұрын
Nabin babu emiti sabu faltu job baharkari emananku employment deba bhul thila. Kete degree Kari exam pare exam dei teacher job miluni. Au emane adha khandia padhi party politics ra recommendations re job Kari gariba nku loot karuchhanti.
@CaptainMithun10
@CaptainMithun10 4 ай бұрын
ଭୋଟ ଦେଇ ରାଜ ରାସ୍ତା ରେ ବସୁଛ କାହିଁକି 😂😂
@LambuaMarndi
@LambuaMarndi 4 ай бұрын
ତମେ ଚାକିରି ଛାଡିଦିୟ ନହେଲେ ନବୀନ ବୁଢ଼ା ପାଖକୁ ଯା
@sadashiva_khuntia
@sadashiva_khuntia 4 ай бұрын
ଯଦି ପାରିଶ୍ରମିକ ଦେଇ ନ ପାରୁଛ ପୋଷ୍ଟ କୁ ଉଚ୍ଛେଦ କର ଖାଲି ପୋଷ୍ଟ ନୁହଁ ମିଶନ ଶକ୍ତି ବିଭାଗ କୁ ବନ୍ଦ କର ଆଉ ୨୪-୨୫ ବଜେଟ ରେ ୨୭୦୦ କୋଟି ର ବ୍ୟୟ କୁ ଅନ୍ୟ ବିଭାଗ କୁ ଦେଇ ଦିଅ l
@SonuMaharana-lf8pt
@SonuMaharana-lf8pt 4 ай бұрын
ଯେଉଁ ପଦବୀ ସ୍ଥାୟୀ ନୁହେଁ ତାକୁ ଯଦି ତୁମେ ଆନ୍ଦୋଳନ କରି ସ୍ଥାୟୀ କରିବ ଏବଂ ସରକାରୀ ଦରମା ପାଇବ ତେବେ ଅନ୍ୟ shg ର ପାଠ ପଢିଥିବା ସଭ୍ୟା ମାନଙ୍କୁ ସେଇ ସୁଯୋଗ ମିଳିପାରିବ ନାହିଁ। ଏଠି ମହିଳା ମାନଙ୍କୁ ସଶକ୍ତି କରଣ କରିବା ନାମରେ କେବଳ କୁଜି ନେତାଙ୍କ ଚିହ୍ନା ମହିଳା ମାନଙ୍କୁ ହିଁ ସ୍କୁଟି ଲୋନ୍,ଦୁବାଇ ଭ୍ରମଣ, ମାସିକ ଦରମା ଦେଇ ସଶକ୍ତି କରଣ ଚାଲିଥିଲା ।ଅନ୍ୟ shg ର ସଭ୍ୟା ମାନଙ୍କୁ ତ ଭକୁଆ କରି ରଖା ଯାଇଥିଲା , ତାହାରି ଫଳ ସ୍ବରୂପ ଆଜି bjd ହାରି ଯାଇଛି । ସମସ୍ତ ସଭ୍ୟା ମାନଙ୍କୁ ନ୍ୟାୟ ଦେଇ ,ଏଇ shg ର ପଦବୀ ଗୁଡିକ ୨ବର୍ଷ କରିଲେ ଏଥିରେ ଅନେକ ପାଠ ପଢିଥିବା ମହିଳା ମାନେ ଉପକୃତ ହୋଇପାରିବେ।
@kajalmahanta6506
@kajalmahanta6506 4 ай бұрын
Anganwadi ku mdhya 2 barsa karidiontu samaste chakiri koribe 2 barsa re thare
@SonuMaharana-lf8pt
@SonuMaharana-lf8pt 4 ай бұрын
@@kajalmahanta6506 ଅଙ୍ଗନବାଡି କର୍ମୀମାନଙ୍କୁ ତାଙ୍କ ଶିକ୍ଷା ଦେଖି ଡିଗ୍ରୀ କରିଥିବା ମହିଳା ମାନଙ୍କୁ ମିଳିଥାଏ । କିନ୍ତୁ shg ରେ ତ ପଞ୍ଚମ ଠୁ ଦଶମ ଫେଲ୍ ହୋଇ ମଧ୍ୟ ଏଥିରେ ଭର୍ତି ହୋଇ ଯାଇଛ। ଦଶମ ଫେଲ୍ ଯଦି ଚାକିରି କରିବ ତେବେ ଡିଗ୍ରୀ କରିଥିବା ମହିଳା କଣ ଏଇ ମାନଙ୍କୁ ନମସ୍କାର କରିବ।
@naturelover_00156
@naturelover_00156 4 ай бұрын
Subhadra yojana bhala
@lipansahu6518
@lipansahu6518 4 ай бұрын
ସରକାର ଏମାନଙ୍କ ଟଙ୍କା ଟେ ବି ଦିଅନ୍ତୁ ନି plz,🙏 ସୋଦ ଵୁଢା ଚୋର ଣି ଗୁଢାକ
@BiswajitSahoo-yf8pj
@BiswajitSahoo-yf8pj 4 ай бұрын
Crp ta kama karuchhanti kintu MBK kichhi bi kama karuna henti sabu kama CRP ku deuchhanti
@soumyaranjanjena6619
@soumyaranjanjena6619 4 ай бұрын
Bjp ku vote dia 😂😂😂
@tarachandpanda9481
@tarachandpanda9481 4 ай бұрын
E Mane kia
@kanakamanjaribiswal
@kanakamanjaribiswal 4 ай бұрын
Scooty kan pain neuthila
@prasantamahanta8210
@prasantamahanta8210 4 ай бұрын
Nabina ku kuha
@malatikousalya291
@malatikousalya291 4 ай бұрын
Very good 👍👍👍👍👍👍👍👍👍
@bhabanimallik6301
@bhabanimallik6301 4 ай бұрын
Crp / mbk offf kara jau, amanr ghare basi, buliki salary pauchanti
@GopinathMalik-w1n
@GopinathMalik-w1n 4 ай бұрын
Right 👏👏
@sunilkumarpatnaik6953
@sunilkumarpatnaik6953 4 ай бұрын
Jou Jou maney Gacha /PLANTATION kama karibey every month. ..tankara demand suna jau....
@nareshkumarsamal5573
@nareshkumarsamal5573 3 ай бұрын
ମୋହନ ସରକାରଙ୍କୁ ଅନୁରୋଧ 🙏 crp mbk ପୋଷ୍ଟ କୁ ବନ୍ଦ କରାନ୍ତୁ ଏମାନଙ୍କର କିଛି କାମ ନାହିଁ ଏମାନଙ୍କ କାମ ସରିଯାଇଛି ନିର୍ବାଚନ ସମୟରେ ବିଜେଡି ଦଳ ପାଇଁ ଟଙ୍କା ବଣ୍ଟା ଏମାନଙ୍କୁ ଦରମା ଦେବା ମାନେ ରାଜସ୍ବ ହାନୀ କରିବା
@deepakswain391
@deepakswain391 4 ай бұрын
ତମେ ଘରେ ରହିଯାଅ କାଁଇ ଏମିତି ହଉଛ
@AntaryamiSamal-nc6uo
@AntaryamiSamal-nc6uo 4 ай бұрын
ଏ ସବୁ ଙ୍କୁ ସଳା ବାହାର କର ନ ହେଲେ ଆଉ କିଛି ଦିନ ପରେ ଘଇତା ମାନେ ମରିଜିବେ ଏ ସବୁ ବାର ବୁଲି ଜତର ଖାଇ
@umasankarsahu7974
@umasankarsahu7974 4 ай бұрын
ଏବେ ପ୍ରଭାତୀ ମାଡାମ କହୁଛ ଏବେ ତାଙ୍କୁ ଭଲ ପାଉଚ ଭୋଟ ବେଳେ ନବୀନ ବାବୁ ଆମେ ତମ ଫ୍ୟାନ କହୁଥିଲ
@BikuCreations972
@BikuCreations972 4 ай бұрын
ପିଲା ପଢ଼ିକି ଚାକିରି ପାଉନାହାନ୍ତି ଯେ,ତାଙ୍କ ଦୁଃଖ କୁ କିଏ ବୁଝିବ । କିନ୍ତୁ ଲୋକ ଏଠି ଆନ୍ଦୋଳନ କରି କରି ଚାକିରି ପାଉଛନ୍ତି ଆଉ ଦରମା ବି😅😅 । ବାଃ ରେ ସରକାର ,ବାଃରେ ନିୟମ ।😅
@kamalakantamohanty104
@kamalakantamohanty104 4 ай бұрын
CRP kama kichi nanhi.
@PratimaSunani-jg4hh
@PratimaSunani-jg4hh 2 ай бұрын
Thanyou didi mane🙏
@biswajitbehera5530
@biswajitbehera5530 4 ай бұрын
Nabin patnaik ku maaga
@ARCHANAKANHAR-sq4ot
@ARCHANAKANHAR-sq4ot Ай бұрын
ଧନ୍ୟବାଦ ଯାହା ଘରଲକ ତ ଠିକ କହିଛନ୍ତି
@iamlegend8124
@iamlegend8124 4 ай бұрын
Stree CRP ,Swami bjd karmi Jaa ward member Dangerous combination
@BiswanathBhuyan-m8e
@BiswanathBhuyan-m8e 4 ай бұрын
ଏମାନଙ୍କୁ କିଛି କାମ ନାହିଁ,ନବୀନ ପଟ୍ଟନାୟକ ପୋଷା ଝିଅ ବାଭରେ ରଖୁଥିଲା,ସବୁ ବାହାର କରାଯାଉ,
@ranjitrana7361
@ranjitrana7361 4 ай бұрын
ବସିଥା,କେତେ,ବରଷ,ତକ,ବସିବୁ,ଯେ,ଏ,କମ୍ପାନି,କେ,ବନ୍ଦ,କର,ମୋହନ,ବାବୁ
@KrushnaMuduli-yu6nv
@KrushnaMuduli-yu6nv 4 ай бұрын
Crp.mananku.bahar.karajau
@LaxmidharSamal-gt1pg
@LaxmidharSamal-gt1pg 4 ай бұрын
SHG Group means of Nabin, For Nabin and by Nabin. Subhadra start against SHG Group.
@subashchandrabehera5555
@subashchandrabehera5555 4 ай бұрын
Sirsi mananku chakiriru bida karantu
@santoshkumarsethy2158
@santoshkumarsethy2158 4 ай бұрын
They were working only for bjd
@tulsibansingbansing9071
@tulsibansingbansing9071 4 ай бұрын
S H G ଗଠନ Anganwadi ଦିଦି ମାନେ କରିଥିଲେ ,ତମେ ତ ଦୁଇଦିନ ହେଲା ପୋଷ୍ଟିଂ ପାଇଚ ତ SHG ଗଠନ କଲ କେତେବେଳେ
@sunilbehera3824
@sunilbehera3824 4 ай бұрын
Subhadra miliba darkar
@ChunuMarndi-i1o
@ChunuMarndi-i1o Ай бұрын
ଅଙ୍ଗନୱାଡି କର୍ମୀ କାମରେ SRP MBK BANK MITRA ନାଁ ନେଉଛନ୍ତି, SRP MBK BANK MITRA ମାନେ ବେଶୀ ନୁହଁ ଗୋଟିଏ ଲେଖାଏଁ SHG ଗଠନ କରି ଦେଖାନ୍ତୁ । ଏମାନଙ୍କ ପରିବର୍ତ୍ତେ ଅଙ୍ଗନୱାଡି କର୍ମୀ ମାନଙ୍କୁ ସପଟ କରିବା ଦରକାର
@sambhu1683
@sambhu1683 4 ай бұрын
ତୁମେ କିଏ ହୋ 😂😂😂
The evil clown plays a prank on the angel
00:39
超人夫妇
Рет қаралды 53 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
7PM Bulletin ||| 5th FEBRUARY 2025 || Kanak News
19:08
Kanak News
Рет қаралды 1,4 М.
7PM Headlines ||| 5th FEBRUARY 2025 ||| Kanak News |||
2:33
Kanak News
Рет қаралды 3,6 М.
The evil clown plays a prank on the angel
00:39
超人夫妇
Рет қаралды 53 МЛН