ତିନି ଗୋବିନ୍ଦ କିଏ ଭାଗବତ ପ୍ରଣାମ ଗାୟିକା »ଶୈଳେଦ୍ରୀ ପ୍ରଧାନ ଓଡ଼ିଆ ପାଲା odia pala

  Рет қаралды 118,500

BRAHMANI CREATION

BRAHMANI CREATION

Күн бұрын

Пікірлер: 34
@bishnu.adhama
@bishnu.adhama Жыл бұрын
ଅତି ସୁନ୍ଦର ଉପସ୍ଥାପନା କରିଛନ୍ତି। ଧନ୍ୟବାଦ୍ ଆଜ୍ଞା ଗାୟିକା ମହାଶୟାଙ୍କୁ।🙏🙏🙏
@santoshkumarmishra2620
@santoshkumarmishra2620 Жыл бұрын
ଅତି ସୁନ୍ଦର ପରିବେଷଣ. ଧନ୍ଯବାଦ.ଗାୟିକା ମହୋଦୟା.
@prabhukrupaKirtana
@prabhukrupaKirtana Жыл бұрын
🙏ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି 🙏
@surathachandrajena9514
@surathachandrajena9514 Жыл бұрын
ଗାୟିକା ମହାଶୟା ...! ଶୁଭେଚ୍ଛା। ନଂ.୧:- ସାତ ଦିବସର ନିରନ୍ତର ବର୍ଷା ଜଳ କେଉଁ ଆଡେ ଗଲା ?ଏହାର ପ୍ରକୃତ ଉତ୍ତର ଆପଣ ଦେଲେ ନାହିଁ । ଜାଣି ନାହାନ୍ତି ।କିଛି କଥା ନାହିଁ ।ପରେ ଜାଣିଯିବେ । ୨:- ତିନି ଗୋବିନ୍ଦ ନାମକୁ ଯଥାର୍ଥ ପ୍ରତି ପାଳନ ହୋଇପାରିଲା ନାହିଁ ।ଇନ୍ଦ୍ର ଦେଇଥିବା ଗୋବିନ୍ଦ,ଗୋପୀମାନେ ଦେଇଥିବା ଗୋବିନ୍ଦ ର ଭାବକୁ ଠିକ୍ ଭାବରେ ଉପସ୍ଥାପନ କରାଗଲା ନାହିଁ । ଠିକ୍ ଅଛି ।ଆଉ ଟିକିଏ ଅନୁଶୀଳନ କରିବେ ବୋଲି ଆଶା କରୁଛି ।ପୁରା ପ୍ରାମାଣିକ ଯୁକ୍ତି ଦେଇ ପାରିବେ । ତୃତୀୟ ଗୋବିନ୍ଦ ର ଅର୍ଥକୁ ପଦର ଦ୍ୱିତୀୟ ଧାଡ଼ିରେ ଯଥା "ପଦରୁ ଗଳୁଛି ମକରନ୍ଦ" ଏହି ଭାବାର୍ଥ ଯୋଡ଼ି ଦେଲେ ସମାଧାନ ହୋଇଯିବ । ଧନ୍ୟବାଦ ଝିଅ । ମହିମା ଅଲେଖ ନିରଞ୍ଜନ ।ଶରଣଂ।।
@pradiptamoharana9175
@pradiptamoharana9175 Жыл бұрын
No1ଗାଇକା❤❤❤❤❤❤❤❤
@durgamohanty1390
@durgamohanty1390 Жыл бұрын
Nice performance
@RULEXODISHA
@RULEXODISHA Жыл бұрын
Dhanyabadh gayika
@RupamDas-ur5rj
@RupamDas-ur5rj Жыл бұрын
Jay Jagannath
@santoshrout5429
@santoshrout5429 Жыл бұрын
Pranama mdm
@krupasindhumishra3135
@krupasindhumishra3135 Жыл бұрын
ଜୟ ଜଗନ୍ନାଥ
@BalaramSahu-bb2kt
@BalaramSahu-bb2kt 9 ай бұрын
Vere nice story
@kalia05
@kalia05 7 ай бұрын
Many many thanks
@ChandanKumar-km3vh
@ChandanKumar-km3vh Жыл бұрын
ସାରୁ ଖାଇଲା ପରି ଲାଗୁଛି ପୁରା ଫାଲତୁ ବକବାସ ପାଲା ନା ହାଲା ଛିଛିଛି ଛିଛିଛି ଠାକୁରଙ୍କ ନାମ ବିକ୍ରି କରି ପେଟ ପୋସିଲ ଛିଛିଛି ଛିଛିଛି ଠା
@debabratmohapatra173
@debabratmohapatra173 Ай бұрын
ଗୋଟିଏ ଗୋବିନ୍ଦ ର ଅର୍ଥ କହିଲେ, ଆଉ ଦୁଇଟି ଗୋବିନ୍ଦ ର ଅର୍ଥ କହିଲେ ନାହିଁ, ମନେ ପଡ଼ିଲା ନାହିଁ ବୋଧେ ।ଖାଲି ବଡ଼ ବଡ଼ କଥା।
@prasantabalabantaray5801
@prasantabalabantaray5801 9 ай бұрын
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଗଲୁଚି ମକରନ୍ଦ ପନ୍ଦୁ କଣ......? ଗଲୁଛି କେଉଁଠାରୁ.....? ମକରନ୍ଦ କଣ....?
@sadhunabakishordas7297
@sadhunabakishordas7297 Жыл бұрын
ପରମାତ୍ମା ପରମାନନ୍ଦଙ୍କର ଲକ୍ଷରେ 3ଗୋବିନ୍ଦ ନାମ ଉଲ୍ଲେଖ ରହିଅଛି।
@sadhunabakishordas7297
@sadhunabakishordas7297 Жыл бұрын
ଗାଇକାଙ୍କର
@sadhunabakishordas7297
@sadhunabakishordas7297 Жыл бұрын
ଗାଇକାଙ୍କର ଉତ୍ତର ଭୁଲ ହେଲା
@deepakyash7869
@deepakyash7869 Жыл бұрын
ପ୍ରକୃତରେ ୩ ଗୋବିନ୍ଦ ହେଲେ ବ୍ରହ୍ମା, ବିଷ୍ଣୁ ମହେଶ୍ୱର, ଏଇ ହେଲେ ତିନି ଗୋବିନ୍ଦ,, ଶ୍ରୀମଦ ଓଡ଼ିଆ ଭାଗବତ, ଉଦ୍ଧବ ଉବାଚ
@narendrapradhan6424
@narendrapradhan6424 Жыл бұрын
Voice is nice
@pradeeppuhan7003
@pradeeppuhan7003 Жыл бұрын
_ . T❤️🤣👍👍
@bishnuprasadsenapati9767
@bishnuprasadsenapati9767 3 ай бұрын
ମାଡାମ୍ 8000 ଟଙ୍କା ଖର୍ଚ୍ଚ ବ୍ୟର୍ଥ ଗଲା
@pradyumnajethi7468
@pradyumnajethi7468 2 ай бұрын
Kie kn hela
@pankaj-qi4cr
@pankaj-qi4cr Жыл бұрын
Bhaga bata ku bujhibaku tuma di.ak nahi. Bhagaban swanya Gobind gobinda nama jeteta achhi sabu sei parameswara nkara nama.
@manmathkumartripathy534
@manmathkumartripathy534 Жыл бұрын
Gobinda artha jadi njanicha tebe avali vul tathya diantu nahni ba darmagranthaku kalusitakarantunahni
@bichitrakumar5932
@bichitrakumar5932 Жыл бұрын
9+ଜାଗା re ଗୋବିନ୍ଦ ଶବ୍ଦ ଅଛି ଟିକେ ଭଲ କରି ଦେଖ..
@RATNAKARSAHOO999
@RATNAKARSAHOO999 Жыл бұрын
Mahatma Jagannath Das nkara Bhagbat ku bujhiba janiba tuma manankar Gyan nahi. Tumemane keval tark kari amara Sanatana Dharma O Mahan Sastra Grantha ku nasta karuchha
@bichitrakumar5932
@bichitrakumar5932 Жыл бұрын
ଆଉ ପାଣି ପିଇବା କଥା ta କିଏ ଜାଣିନି ଯେ କୁହାଇ ହେଉଛ ଅଗସ୍ତି ପିଇଲେ ବୋଲି କଣ କିଏ ଜାଣିନି.... ହଁ?
@susantaandanlikeotvnew8086
@susantaandanlikeotvnew8086 Жыл бұрын
Kichi nahi. Science prove.
@bichitrakumar5932
@bichitrakumar5932 Жыл бұрын
ନା... ଭାଗବତ re ଆଉ କଣ କଉଠି ଗୋବିନ୍ଦ ଶବ୍ଦ ନାହିଁ ନା କଣ.? ଖାଲି କଣ ଏଇ ତିନି ଜାଗା re ଗୋବିନ୍ଦ ଶବ୍ଦ ଅଛି ..... ନା କଣ.. ଭୁଲୁ..ଭୁଲୁ. ଭୁଲୁ....ଟିକେ ଭାଗବତ ଆଉ ଥରେ ପଢ...
@santoshmuduli1776
@santoshmuduli1776 Жыл бұрын
Ekdam faltu voice
@bhagabatabarik3364
@bhagabatabarik3364 Жыл бұрын
ଗାୟିକାଙ୍କର mobile ନମ୍ୱର ଦେବେ କି
@kalia05
@kalia05 Жыл бұрын
9556683010
@RupamDas-ur5rj
@RupamDas-ur5rj Жыл бұрын
Jay Jagannath
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН