No video

To Bina Mu Gote Sadha Kagaja Te // Omm New Sad Video // Humane Sagar New Sad Song Video // Aishwarya

  Рет қаралды 759,200

Adyasha Music

Adyasha Music

Күн бұрын

ତୋ ବିନା ମୁଁ ଗୋଟେ ସାଧା କାଗଜ ଟେ
ହଜିଗଲା ମୋ ଠିକଣା.......
ତତେ ଛାଡି କହ ଏଇ ଦୁନିଆରେ
କିଏ ଅଛି ମୋ ଆପଣା ......
..........( ଦୁଇଟି ନିରୀହ ହୃଦୟ ର
ପ୍ରେମ କଥା )............
ଗଢିବା ଶିଖେଇ ଭାଙ୍ଗି ଦେଲୁ କାଇଁ ,
ଏଇ ବୋଧେ ତୋର ପ୍ରେମ......
ଛଳନା ନିଆଁ ରେ ଜଳୁଛି ଜୀବନ
ଜିଇଁ ବାକୁ ନାହିଁ ମନ.......
________________________________________________________________________________________
Adyasha Music Presenting This Beautiful Viral Sad Song Official Music Video For All Sad Lovers , Ollyood Star Omm And Album Queen Aishwarya Presented This Beautifully . You All Enjoy This Beautiful Video And Feel Your True Love , & Share It More & More .
_________________________________________________________________________________________
Video Credits
* Song : To Bina Mu Gote Sadha Kagaja Te
* Singer : Humane Sagar
* Lyrics : Sm Surya
* Music : Kr Pintu ( 7008167851 )
* Starring : Omm & Aishwarya
* Dop : Satyam Ss
* Assistant Dop : Dipu
* P.h : Gudu
* Edit : Amarjit Ojha
* Di : Nandan
* Poster : Piyush
* Makeup : Pitabasa
* Voice & Dob : Crunchy Studio Bbsr
* Studio Versen Dob & Mix : Fti Studio Ctc
* camera equipment : Crunchy Production, bbsr
(JAY SHREE JAGANNATH )
(JAY MAA SARALA)
____________________________________________________________________________________-
Hashtags
#ToBinaMuGoteSadhaKagajaTe
#humanesagar
#ommnewsadvideo
#OmmDhalNewSadVideoHit
#FeribukiNaiTharuteKahaSong
#FeribukiNaiThareTuKahaVideo
#humanesagarnewsadsong
#AishwaryaNewSadSong
#OdiaNewSadVideo
#NewInstaViralSadSongVideo
#newodiasadsong
#HumaneSagarNewHitSadSong
#OmmNewSadVideoInstaViral
#Omm&AishwaryaHitSadVideo
#KrPintuNewSadHitSong
#OmmSadStoryVideo
#OmmNewSadShots
#TrendingSadStatusVideo
#NewInstaTrendingVideo
_________________________________________________________________________________
All Copyrights Reserved By Adyasha Music Production House . Any Reuse, Reupload Is Strectly Prohibited .

Пікірлер: 390
@sunilbehera3801
@sunilbehera3801 Жыл бұрын
ଭଲ ପାଇବା ବହୁତ୍ ସହଜ ହେଲେ ଭୁଲିବା ସହଜ ନୁହଁ....... ଶେଷ ନିଃଶ୍ୱାସ ଯାଏ ମନେ ରହେ😢😢
@aloneanu457
@aloneanu457 Жыл бұрын
ଠିକ୍ କହିଲେ 😭😭😭😭😭
@user-lj9xo2oj7g
@user-lj9xo2oj7g Жыл бұрын
Sata katha😭😭😭😭
@aloneanu457
@aloneanu457 Жыл бұрын
Plz help me
@dmitun01editing66
@dmitun01editing66 Жыл бұрын
ଜୀବନର ଗାଡ଼ି ମୋର ଏମିତି ବାଟ ଦେଇ ଯାଉଛି ହୁର୍ଦୟ କାନ୍ଦୁଛି ହେଲେ ଚେହେରା ହସୁଛି 😭😭😭ଭଗବାନ କାହାକୁ ଏମିତି ଦୁଃଖ ନ ହୁଅନ୍ତୁ 😭😭
@manojsethi1100
@manojsethi1100 Жыл бұрын
Same situation bro,mu bi gote poor jhio ku bhalo pauthili hele se au kahaku bhalo pauchi,ta photo au kahasahit dekhile chhatire ନିଆ lagijauchi
@pravatisahoo979
@pravatisahoo979 Жыл бұрын
Bhai mu gote jhia mo boy friend mate 10 barsa vala paiki vuligala😭😭😭😭😭😭😭sahiparuni bhai
@manojsethi1100
@manojsethi1100 Жыл бұрын
@@pravatisahoo979 jahabi heichi bhala heichi bhabinio,jode marriage pore amiti heithanta,jia aji tumoku dhoka ki chitting karichi,kali ki bharasha dhoka no debo boli,bhala taku paa jahara life re bhalo paiba ra ଅଭାବ ରହିଛି,se bhala paiba ra ମୂଲ୍ୟ janithibo kebe ତୁମକୁ ହରେଇଦେବନି,ଆଉ gote kath bhala paucho jode bhala paiba kebe relationship or physical marriage before rakhani,jode karilo janinio bhala paiba destroy heigola
@kausik1125
@kausik1125 Жыл бұрын
ଯେଉଁଟା ଆମ ଭାଗ୍ୟରେ ନାହିଁ ସେଇଟା କଣ ପାଇଁ ଭଗବାନ ଆଶା ଦିଅନ୍ତି😭😭😭😭😭
@pradoshkumar7833
@pradoshkumar7833 Жыл бұрын
ଯୋଉଟା ଭାଗ୍ୟ ରେ ଅଛି ସେଇଟା ନିଶ୍ଚୟ ମିଳିବ. ଯୋଉଟା ଭାଗ୍ୟ ରେ ନାହିଁ ସେଇଟା ବିଳିବା ଅସମ୍ଭବ. ଭଗବାନ ନୁହେଁ ଆମେ ହିଁ ଆଶା ବାନ୍ଧି ବସିଯାଉ.
@AthmallikToka
@AthmallikToka Жыл бұрын
ଗଢ଼ିବା ଶିଖେଇ ଭଙ୍ଗିଦେଲୁ ତୁହି ଏଇ ବଧେ ତୋର ପ୍ରେମ .. ଛଲନା ନିଆରେ ଜାଳି ଲୁ ଜୀବନ ଜିଁ ବାକୁ ନାହିଁ ମନ ।। ନିରୀହ ଏ ମୋନ ପ୍ରେମର ବିରହ କେମିତି ସହିବ କହ ଛାଡ଼ିଦେଲୁ ହାତ ଅଧାବାଟେ ମୋର କିଏ ପଛିବ ମୋ ଲୁହ .... Beautiful line......❤❤❤❤
@rinkupradhan640
@rinkupradhan640 Жыл бұрын
Bhai aame madhapuriaa toka......madi chala
@user-ci8fr9xi8k
@user-ci8fr9xi8k Жыл бұрын
ଆରେ ଭାଇ ମୁଁ ବି ତାକୁ ଜୀବନ ଠୁ ଅଧିକ ଭଲ ପାଉଥିଲି ହେଲେ ଏ ଜାତି ଏ ସମାଜ ଆଗରେ ଆମକୁ ହାର ମାନିବାକୁ ପଡ଼ିଲା। ହେଲେ ମୁଁ ବାସ୍ ଏତିକି ଜାଣିଛି ଆମ ସମ୍ପର୍କ କୁ ଗଡିଲା ବାଲା କ'ଣ ଏତେ ନିଷ୍ଠୁର ହେଇଗଲା ।
@Mahi_Official74
@Mahi_Official74 6 ай бұрын
😭😭😭😭😭😭😭😭😭😭😭 ଏ ସମାଜ ଭଲ ପାଇବାକୁ ଶ୍ରୀକୃତି ଦେବନି ସେଥିପାଇଁ ବହୁତ ଗୋଡିଏ ଭଲ ପାଇବା ଆଜି ନିଜ ନିଜଠୁ ଅଲଗା ହେଇଗଲେ 😭😭
@Mrajayajenalifestyle
@Mrajayajenalifestyle 6 ай бұрын
@@Mahi_Official74satare bhai ethi sacha bhala paiba kehi bujhi parunahanti 😔😔😔
@swapnaswapna7752
@swapnaswapna7752 Ай бұрын
satare bhai bhagban bahut nisthura😢
@Tunatarai
@Tunatarai Жыл бұрын
ପ୍ରେମ କରିବା କେତେ ସହଜ ନା ଯଦି ସେ ଛାଡିକି ଚାଲି ଯାଏ ଭୁଲିବା ପାଇଁ ଅମୋକୁ ଗୋଟେ ଜନ୍ମ ବିତିଯାଏ 😢
@hr6385
@hr6385 Жыл бұрын
ସତରେ ଭାଇ ଭଲ ପାଇଛନା ଭାଇ ମୁ ଭଲରେ ଜଣେ ଭାଇ ମୋ ସାଙ୍ଗରେ ବି ହେଇଛି 😭
@user-lt6dr8gp4n
@user-lt6dr8gp4n Жыл бұрын
Right answer
@djrisingstar4314
@djrisingstar4314 Жыл бұрын
Thik kahicha Bhai 😢😢😢
@djrisingstar4314
@djrisingstar4314 Жыл бұрын
Prema kahinki huye je jadi na miliba ye jibanare 😭😭😭😭😭😭
@sudarsanbehera304
@sudarsanbehera304 Жыл бұрын
Right
@biswaranjannayak2532
@biswaranjannayak2532 Жыл бұрын
ପ୍ରେମ ଗୋଟେ ଏମିତି ଜିନିଷ କାହା ସହିତ ହେଇ ଗଲେ ତାହାଲେ କେତେ ଖୁସି ଲାଗେ ହେଲେ ଯେବେ ସେ ନିଜର ଲୋକ ଟା ଛାଡ଼ିକି ଚାଲି ଯାଏ ଭୁଲି ବା ପାଇଁ ସାରା ଜୀବନ ଲାଗି ଯାଏ 😢 ମୁଁ ଜାଣିନି ସୋନା😭 ତମେ ମୋ ସହ ଏମିତି କଣ ପାଇଁ କରିଲ ମୋତେ ଭୁଲି ଯିବାର କାରଣ ଟା ବି କହିଲନି i miss you 😔 Jaan ସୋନା
@manojsethi1100
@manojsethi1100 Жыл бұрын
Same situation
@aloneanu457
@aloneanu457 Жыл бұрын
Gote bastrd mote blem karuchi taku block kariheba ki youtube re
@jitendraparida4405
@jitendraparida4405 Жыл бұрын
Mo mandu name sona
@rajeshpradhan9192
@rajeshpradhan9192 Жыл бұрын
ଜୀବନ ରେ ହୃଦୟ ଦେଇ ଭଲପାଉଥିବା ମଣିଷଟି କେବେ ବି ମିଳେନାହିଁ , ଜାହାକୁ ମିଳିଥାଏ ବହୁତ କଷ୍ଟ ଆଉ ଘୃଣା ନିନ୍ଦା ସହିବାକୁ ପଡ଼ିଥାଏ, ଆମ ଗରୀବ ପିଲାଙ୍କ ପାଇଁ ଯଦି ମିଳେ ନାହିଁ ଶେଷରେ ମୃତ୍ୟୁ ହଁ ଆପଣେଇ ଥାଏ😂😂😂😂😂😂❤❤❤❤😂😂😂😂
@tanukumar3148
@tanukumar3148 Жыл бұрын
mind blowing heart touching wonderful your comment
@sdebnath123
@sdebnath123 Жыл бұрын
😭😭😭
@aloneanu457
@aloneanu457 Жыл бұрын
ମୁଁ ଗରିବ ପୁଅ କୁ ମୋ ଜୀବନ ଠୁ ଅଧିକ୍ ଭଲ ପାଇ ଥିଲି ହେଲେ ସେ ମୋ ଲାଇଫ କୁ ନର୍କ କରି ଦେଇଛି ଆଜି ଯାଏ ମୁଁ ମରୁ ଛି
@mrchandandas24
@mrchandandas24 Жыл бұрын
Right 👍
@manojsethi1100
@manojsethi1100 Жыл бұрын
​@@aloneanu457bhalo paiba bhulu ki papa nuho,jahaku bi bhalo paucho first se pila ra attitude behaviour ceraktar culture hobby like wish Tara family members or beggrund sab janiba darakora
@kalyanidasdas2462
@kalyanidasdas2462 Жыл бұрын
Sata vala paiba jia paechi se janichi kasta kete 😢😢
@aloneanu457
@aloneanu457 Жыл бұрын
ଠିକ୍ କହିଲ sister 😭😭😭
@philipsabar2
@philipsabar2 Жыл бұрын
ଅତି ସୁନ୍ଦର ଭାବରେ ଗୀତ ଲିଖିତ ହେଇଛି ଏବଂ ଷ୍ଟୋରି ବି ବହୁତ୍ ସୁନ୍ଦର ଲାଗିଲା 😢
@user-nl2zq8vt2g
@user-nl2zq8vt2g Жыл бұрын
ପ୍ରକୁତ ପ୍ରେମ କେବେ ବି ମିଳି ନ ଥାଏ
@manojsethi1100
@manojsethi1100 Жыл бұрын
Right but jibanore susses heithile bhalo paiba ଆପେଆପେ susses heijaa
@user-nl2zq8vt2g
@user-nl2zq8vt2g Жыл бұрын
Right
@asiskumarparidaraka2601
@asiskumarparidaraka2601 Ай бұрын
ମିଳିନଥାଏ ଆଉ ପୁଣି ବାହା ହଉଛନ୍ତି କେମିତି 😂😂😂
@priyabratadas1607
@priyabratadas1607 Жыл бұрын
ତମେ ଯୋଉ ଝିଅ କୁ ଭଲ ପାଉଥିବ ଯଦି ସେ ଝିଅ କୁ କେହି ଅଲଗା କରି ଦେବେ ତାହେଲେ ସେ କଷ୍ଟ କେମିତି ସେ ପୁଅ ଜାଣିଛି 😭😭😭😭😭😭😭😭😭😭😭😭
@ShibaNaik-iz2jy
@ShibaNaik-iz2jy Ай бұрын
😢😢😭😭🥹🥹🥹
@barsanayak8611
@barsanayak8611 Жыл бұрын
ସମ୍ପକ ଗଢିବା ସହଜ କିନ୍ତୁ ତାକୁ ଯତ୍ନର ସହ ଲିଭେଇ ବା ସହଜ ନୁହେଁ...😔🙂
@manojsethi1100
@manojsethi1100 Жыл бұрын
Jauthi bishwh bharashs thibo kichhi hebani,but a kali juga re bhalo paiba bhulu,job or life me susses or kamiap thore heijaoo jhio chhadiki jiban,kichi life me no karile bhalo paiba re dhoka mile,
@skstatusvideo24
@skstatusvideo24 Жыл бұрын
ତମେ ଯାହାକୁ ଭଲ ପାଉଛ ତା ହାତ କେବେ ଛାଡିବନି ❤❤❤
@Odishavideo-ku7hf
@Odishavideo-ku7hf 7 ай бұрын
ପ୍ରେମ ତ ସହଜରେ ହେଇଯାଇଥିଲା....ହେଲା ଯେ ଏମିତି ପ୍ରେମ କ୍ଷଣଟେ ବି ତା ବିନା ମରିଗଲା ପରି ଲାଗୁଥିଲା...ହେଲେ ଦେଖ ଦିନ ପରେ ଦିନ ହୋଇ ବର୍ଷେ ହେବ ସେ ଏ ଦୁନିଆଁ ଛାଡି ଚାଲିଗଲାଣି ହେଲେ ମୁଁ ତ ରହିଚି ମୋ ଜୀବନରେ....ଯିଏ ୫ ମିନିଟ୍ ନ କଥା ହେଲେ କଣ କରୁଥିବ ଭାବିକି ଡରେ ଆଉ ଭୟ କରିଯାଏ...ମୁଁ ପୁଣି ରହିଗଲିଣି ତା ବିନା....ହେଲେ ଭୁଲିହେବନି ତାକୁ ଏ ଜନ୍ମରେ....ପ୍ରେମକୁ କଣ କେବେ ଭୁଲିହୁଏ😢😢😢😢😢😢😢❤
@mrbabul9849
@mrbabul9849 Жыл бұрын
ସତ ଭଲ ପାଇବା କେବେ ଭୁଲି ହୁଅନି 😢
@Smirajblog
@Smirajblog Жыл бұрын
ବଳାତ୍କାର ଜାଗାରେ ଯଦି, ଆଉ କୌଣସି କାରଣ ପାଇଁ ଅଭିନେତ୍ରୀ ମାରିଥିଲେ, ବହୁତ୍ ଭଲ lagithanta,
@sandeeptarai
@sandeeptarai Жыл бұрын
Omm Bhai Filim karile bohut badhia haba hall ree dekhiba Bohut Sundar omm Bhai 😭
@user-jm8rl1ru4c
@user-jm8rl1ru4c Жыл бұрын
ଓମ୍ ଭାଇ ଆକ୍ଟିଂ ସୁପର 🙏🙏🙏
@Shree...609
@Shree...609 Жыл бұрын
Aai video ta jeumananku bhala lagila semane 👍👍👍👍👍kara
@odia_short_vlogs
@odia_short_vlogs Жыл бұрын
ଭଲ ପାଇବା ଗୋଟିଏ ଏମିତି ଗୋଟିଏ ମଣିଷ ଆଉ ଗୋଟିଏ ମଣିଷ ପାଇଁ ପାଗଳ ❤ The love❤
@lusikumari2896
@lusikumari2896 Жыл бұрын
Tanku kebe bhuli paruni ki life re bhuliparibini
@aloneanu457
@aloneanu457 Жыл бұрын
ଠିକ୍ କହିଲେ ହେଲେ ଯିଏ ପାଗଳ ପରି ଭଲ ପାଉ ଥିବ ଯିଏ କୁକୁର ପରି 10 ଆଡ଼େ ଅଇଁଠା ଖାଏ ସେ କଣ ବୁଝି ବ ଭଲ ପାଇବା ମାନେ 😭😭😭😭😭😭
@manojsethi1100
@manojsethi1100 Жыл бұрын
@@aloneanu457 tume jode satore kahaku bhalo paucho ki life partner choice karicho tumor first focus rahiba darakora je se manish sahit life katibi se kemiti kano nahi kano exam ki thik nik janiba darakara,tora attitude thu bihavior carecter culture hobby like wish se drink kare ki nahi averythink, maa or bapa janam deichhanti karam nuho,tume bhulu manish ku choise karib abe sabu puo dhokabaja lagib,jaha pakhore jou jinish nahi tara Velu taku hi jana,exam- kahara maa or bapa ki bhai bhauni gf bf food home money ki dress pauni taku jana thaa tara velu,bhala manish ku kehi bujhanti nahi,dhokabaja manish choise karonti dhoka khaonti,kemiti kejani bujhiparanti nahi kahaku bhala paiba darakora kahaku nahi
@manojsethi1100
@manojsethi1100 Жыл бұрын
@@aloneanu457 duniare sabu milijebe hele gote jhio ku je gote puo bhala pauthibo ki last stage jaoo bi bujhouthibo ki monouthibo aha kehi nahanti, kehi gote dino moneile hebani tume kete jaoo ragucho se kete jaoo monouchi mind kore ajika date re sabu ଅଧା କାର ବନୁଛନ୍ତି ଅଧା road chhaduchhanti, prafect manish jia se kebe tumoku amiti situation re chhadibani,jia luho velu janithibo se kebe kahaku luho debani,mu kuhe jia narinka akhire tapaa luho jhareithibo na se duniare sabuthu big papi,
@manojsethi1100
@manojsethi1100 Жыл бұрын
@@lusikumari2896 maa or bapa janam deuchhanti karam nuho, tume kahaku bhala paucho taku besi time no jani nijora bhabilo dhoka dela,god 🙏 jaha karanti amo bhala pani,jode marriage pore amiti heithanta bhabilo, Amiti manish nka thu durei ruho batter hebo,
@odiabeautylifestyle5533
@odiabeautylifestyle5533 Жыл бұрын
To bina mu gote sadha kagaja te ,hajigala mo thikana 😭😭😭😭😭
@binodkumarsahoo4432
@binodkumarsahoo4432 Жыл бұрын
ପ୍ରେମ କୁ ଭୁଲିବା ବହୁତ କଷ୍ଟ
@tanmayrana3040
@tanmayrana3040 Жыл бұрын
ହୃଦୟ କୁ ଛୁଇଁ ଗଲା
@ajitsuna2783
@ajitsuna2783 Жыл бұрын
ବହୁତ ଭଲ ଲାଗିଲା
@Lipkumar123
@Lipkumar123 Жыл бұрын
ଭଲ ଲାଗିଲା ାା
@anilkumarsahoo7445
@anilkumarsahoo7445 Жыл бұрын
Prati muhurta re jali jali banchi baku pade au emiti gote Dina ase jibana chali jaye
@sharatkumardas4342
@sharatkumardas4342 Жыл бұрын
Yes bro
@sakuntalasahoo2032
@sakuntalasahoo2032 Жыл бұрын
Bele amar samparka emt loka saha jodi heijae jiaki ama bhagyare nathae tathapi ame nija tharu b adhika taku vl paithau...🥺🥺🥺🥺😔😔😔😔plz god jahaku mate deicha mate kebe tatharu chhadei nabani se hni mo banchibar sesa asa🥺🥺🥺🥺🥺🥺🥺
@razpk9994
@razpk9994 Жыл бұрын
Jiye bhala❤paithiba siye janiba
@c.pcreation6719
@c.pcreation6719 Жыл бұрын
Omm ଭାଇ ସବୁବେଳେ best 👌👍👍❤️
@aloneanu457
@aloneanu457 Жыл бұрын
ମୁଁ ବି ମରି ମରି ବଞ୍ଚୁ ଛି ହେଲେ ସେ ମୋତେ ଧୋକା ଦେଲା ଆଜି ବି ମୁଁ ମରୁଚି ଏତେ ଭଲ ପାଇବା ଦେଲା ପରେ ବି ସେ ମୋତେ କୁକୁର ପରି ଗୋଡ଼ ରେ ଆଡ଼େଇ ଦେଲା 😭😭😭😭😭😭😭😭
@dineshkumarsethy9501
@dineshkumarsethy9501 Жыл бұрын
Very bad...😢
@rajeshpradhan9192
@rajeshpradhan9192 Жыл бұрын
Hii
@pradoshkumar7833
@pradoshkumar7833 Жыл бұрын
ଆପଣ ଜଣେ ଉଚ୍ଚ କୋଟି ର ଆତ୍ମା.ସେ ପୁଅ ଆପଣଙ୍କ ପାଇଁ ଯୋଗ୍ୟ ନଥିଲା ସେଥିପାଇଁ ସେ ଚାଲିଗଲା.ଯାହାର ହୃଦୟ ନିର୍ମଳ ସେ ହିଁ କଷ୍ଟ ପାଏ.କାରଣ ଆପଣ ମିଛ ପ୍ରେମ ରେ ପଡ଼ିଥିଲେ.ସବୁ କିଛି ଭୁଲି ଆଗ କୁ ବଢନ୍ତୁ କାରଣ ରାତି ପାରେ ସକାଳ ନିଶ୍ଚୟ ଆସେ. ...... ପରମାତ୍ମା ମଙ୍ଗଳ କରନ୍ତୁ
@aloneanu457
@aloneanu457 Жыл бұрын
@@pradoshkumar7833 ମୁଁ ବହୁତ୍ ଚେଷ୍ଟା କରୁଛି ଭୁଲି ପାରୁନି ବୋଲି ମରି ମରି ବଞ୍ଚୁ ଛି ବଞ୍ଚି ବାକୁ ଇଚ୍ଛା ନାହିଁ 😭😭😭😭😭😭😭
@susantasasmal2559
@susantasasmal2559 4 ай бұрын
ଗୋଟେ ହାତରେ ତ ତାଳି ବଜେନି ନା ତୁମର ତ କିଛି ଭୁଲ ଥିବ ନା
@banitajena8659
@banitajena8659 Жыл бұрын
A duniare vagaban nahanti au jadi thhante anyara dukha luhaku dekhiparithhante jie kandauchi taku khushire rakhuchhanti au jie kanduchi taku adhhika kandauchhanti
@aloneanu457
@aloneanu457 Жыл бұрын
ଠିକ୍ କହିଲେ
@jeetnaik8712
@jeetnaik8712 9 ай бұрын
ମୁଁ ବହୁତ୍ ଲକି କି ମତେ ମୋର ପ୍ରେମ ମିଳିଛି i am so happy
@subhamsamantray6397
@subhamsamantray6397 Жыл бұрын
Omm bhai song au video ta mast achhi❤❤ second part ta kara bhai mane pura diwana pori Jia bi dekhibo fill karibo... love you omm bhai 😊😊❤❤
@pragyanrath187
@pragyanrath187 Жыл бұрын
Esabu reel Ra bhala paiba,real re emiti bhala paiba bhagya re thile mile
@niranjanparida5093
@niranjanparida5093 Жыл бұрын
puo mane bhuliba bahut kasta dear hele jhia mane 😊leave
@bibhumusictv691
@bibhumusictv691 Жыл бұрын
​@@niranjanparida5093kzbin.info/www/bejne/jqS9hZugj9ymqqM 3:11 3:12 3:12 3:14
@rabindrapagal6776
@rabindrapagal6776 Жыл бұрын
Story taa complete heini please part 2 Kariba bhai❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@somanathkuanr2496
@somanathkuanr2496 Жыл бұрын
Bhai tama video dekhi ki mora puruna katha mane padi gala se jiba aagaru mate mana kari thila ta muha dekhiba pain..😢😢😢
@anilkumarsahoo7445
@anilkumarsahoo7445 Жыл бұрын
Satare vl paiba bahut kasta jouthi pain prati muhurta re ame luha jharau jemiti mu nije
@padmabati5766
@padmabati5766 Жыл бұрын
More bagabanku etiki prathana j samastankar bhal paiba successful heu
@sworupdash4514
@sworupdash4514 Жыл бұрын
Very heart touching acting omm bhai ❤️❤️
@nilamkumardash
@nilamkumardash Жыл бұрын
ଅତି ସୁନ୍ଦର ହେଇଛି
@bijayasahu8447
@bijayasahu8447 Жыл бұрын
Mu janini gelli 😢😔😭tme kn pain amete chadigola aji dekha tme pain mu adhura
@pramilamajhi4508
@pramilamajhi4508 Жыл бұрын
Diwana movie re jemit anuvab acting karithile semiti omm karuchi nice❤❤❤
@sujatapradhan4268
@sujatapradhan4268 Жыл бұрын
Really pura hart thoching 😔😔😔
@PravasComedy
@PravasComedy Жыл бұрын
This song is not written by pen 🖊️🖋️ written by emotions 😭 and pain 😭😭😭
@subhambarik8555
@subhambarik8555 Жыл бұрын
Satare yrr jie sachha Prema karichi se janichi Prema mane kn hele omm bhai tamara jete bi sad vdo achi sabu jaka pura heart touching 🤞hele bhai ajika dt re bhala pauchanti sata hele ta thu btr milile au pacharunahanti....😢
@Lipujena999
@Lipujena999 Жыл бұрын
Im waiting 4this song..🎉🎉
@RadhanathOjhaOfficial
@RadhanathOjhaOfficial Жыл бұрын
Wow... Nice Concept 💞💞💞
@stech7712
@stech7712 Жыл бұрын
Ea duniaa re vala paiba nai 14 yr vala paila hele au kahaku vaha hela ,, ebe tar tk bi mane paduni mo katha😭😭😭
@chintamanimohakud4505
@chintamanimohakud4505 Жыл бұрын
Same story
@rathabindhani7337
@rathabindhani7337 Жыл бұрын
Bhalo Paiba Sohojo Hele Taku Bhuliba Sohojo Nuhm Sarajibona Bhuli Paribini😭😭😭😭😭😭😭😭😭😭😭😭😭😭😭😭😭😭😭😭
@ajaynaik8256
@ajaynaik8256 Жыл бұрын
My favorite omm bhaii ❤️❤️❤️
@samirbhanja5324
@samirbhanja5324 Жыл бұрын
Nice love song dada
@itishreedas4587
@itishreedas4587 Жыл бұрын
So beautiful heart touching story nice 🙂🙂🙂👍👍👍👍❤❤❤❤😢
@subashmuni1424
@subashmuni1424 Ай бұрын
Heart 💖 touching Sad song . Very nice .
@k-adicomedy8266
@k-adicomedy8266 Жыл бұрын
Nice choreography.. Super music video
@hrudanandpatel6969
@hrudanandpatel6969 Жыл бұрын
ମୋ କାହାଣୀ ଅଧା କରି ସେ ଚାଳିଗଲା
@badalbehera2667
@badalbehera2667 Жыл бұрын
Mo Prema jadi mo thharu durei jiba na mu marijibi ❤❤❤❤😢😢😢😢
@babimeherbabimeher6437
@babimeherbabimeher6437 Жыл бұрын
Heart touching song 😭😭 🙏🙏
@user-el6ww5wh4x
@user-el6ww5wh4x Жыл бұрын
😢😢😢😢 ବହୁତ ସୁନ୍ଦର ଲାଗିଲା❤❤❤
@rabindrapagal6776
@rabindrapagal6776 Жыл бұрын
Part 2 Kariba bhai please ❤❤❤❤❤❤❤❤❤❤❤❤❤❤❤❤❤❤❤
@rashmimayeedas4072
@rashmimayeedas4072 11 ай бұрын
Omm bhai aishwarya dee nka saha jodi bhala lage. Mast couple
@user-of1qh2hs4o
@user-of1qh2hs4o Жыл бұрын
It's really 😭😭 heart touching song and story 😢😢 i like this song 💔💔💔
@truptimusicvlogs.....878
@truptimusicvlogs.....878 Жыл бұрын
Bhai Sundar concept ❤
@Subas3401
@Subas3401 9 ай бұрын
Satare preama gote emiti jinisha te taku kebe bhuli habani
@ritukrishnaevergreen6906
@ritukrishnaevergreen6906 Жыл бұрын
2nd Anubhav bhai
@user-lr1wi7hj2o
@user-lr1wi7hj2o Жыл бұрын
Katha dei joumane katha rakhantini janiba semane kebe bii true love karunahanti emananka tharu durare rahiba bhala😢😢😢😢
@subhasishsahoo5580
@subhasishsahoo5580 Жыл бұрын
Most powerful heart touching song and video 😢😢😢
@NS_VIEWER
@NS_VIEWER Жыл бұрын
Jana nai kemiti nija bhala paiba ku chhadiki rahi paruchhanti 🥺😖I really miss you yarrrrrrrrrrrrrrrrrrr ❤️🥺😖
@Pravashkumar123
@Pravashkumar123 11 ай бұрын
Super hit song amiti ahuri sad song post koro bro😢😢😢
@Luckylucky-gg9ph
@Luckylucky-gg9ph Жыл бұрын
Nice music video❤❤❤❤❤❤❤❤❤❤❤❤
@rajeswarijagat6452
@rajeswarijagat6452 4 ай бұрын
Prema Kariba na sahaja na bhuli ba sahaja 😔 Jadi premikaa/premika sata re bhala Pau thae too bhala na hele jibana re mariba chhada au kichi dikhe nahi premare au kia b family bhabare au bhabi na thae
@Officialchumkibaby
@Officialchumkibaby Жыл бұрын
Prem kariba bahut sahaj na se jodi chhadiki chali jai taku bhuli ba bahut kast amboku tamku bhuli pai gote jonma biti jai 😔😔😔
@ruddhisransingh9934
@ruddhisransingh9934 11 ай бұрын
Bahut sundar acting 🥺so heart touching video 💔
@user-ue7gy6dy1s
@user-ue7gy6dy1s Жыл бұрын
Prema Kari kebe bi kahaku bhuliba naire Bhai bahuta dukha lage marijiba sange saman
@bipinsahu4415
@bipinsahu4415 Жыл бұрын
So beautiful sad song🎵🎵 we love you your profamans Jay jaganannth I'am.from puri 👏🙏🙏🎻🎬👍🏻👍🏻
@rakeshbehera1005
@rakeshbehera1005 Жыл бұрын
Nice video
@mrchandandas24
@mrchandandas24 Жыл бұрын
Really My Heart 💜 touching song....
@damrubibhar9969
@damrubibhar9969 Жыл бұрын
Omm Bhai ku thare Odia industry re chance miliba darkar
@Sjshorts_comN
@Sjshorts_comN Жыл бұрын
Super story.❤beautiful songs 🎉🎉
@riderdeepupapulu
@riderdeepupapulu Жыл бұрын
Super 👌👌👌👌 Bhai ❤️❤️❤️❤️❤️❤️
@himanshubehera4584
@himanshubehera4584 Жыл бұрын
A time mana padile bahut kasta 😭😭😭😭😭😭😭😭😭
@jayantabeuria3159
@jayantabeuria3159 Жыл бұрын
❤😢best
@ommnaik3217
@ommnaik3217 Жыл бұрын
I feel you video satare omm bahut bhala laguchhi tama video akhiru luha bahari asuchii😢😢😢
@user-hx5bq4xm8i
@user-hx5bq4xm8i 6 ай бұрын
bahuta dukha lagu6i😭😭😭😭😭😭😭😭😭😭😭😭😭😭
@anandasamal3166
@anandasamal3166 Жыл бұрын
Diwana film story haechi nice
@sibanisibani4697
@sibanisibani4697 Жыл бұрын
Satere jie jaha ku chadiki jaithae taku kete kasta hue mu janichi 😢
@mitunbisoi9478
@mitunbisoi9478 Жыл бұрын
Prema ra bata ete sahaja nuha 😭😭😭
@pankajdalei2192
@pankajdalei2192 Жыл бұрын
Om bhai Sabu bele no 1 album hero🤷🤷🤷🤷🤷❤️❤️❤️❤️❤️❤️❤️❤️❤️
@dineshsenapati1330
@dineshsenapati1330 Жыл бұрын
Song lyrics is outstanding.. Omm and aishuriya acting are always superb... I remember with the song sun gote kahani thila in this track... Kudos by all the technical member... Music industry bhas developed.. Thanks to all make this song in different level🎉🎉🎉🎉
@mangarajbhoi6480
@mangarajbhoi6480 Жыл бұрын
Most beautiful heart touching 😢
@janubhaliay4841
@janubhaliay4841 Жыл бұрын
Nice song om sir ❤❤❤
@stech7712
@stech7712 Жыл бұрын
Mantu, maina ku bhut vala pauthila , au ebe bi bhut vala pai hele se jhia ta saha dhoka kari au kaha relationship re achi ea pagal kn pai bujhuni se jhia tate vala paina, ta pai ea India chadi bahare rahuchi hele se ta premaku vuliparuni😢
@bhagyashreevlog3187
@bhagyashreevlog3187 Жыл бұрын
Heart touching video👍👍
@user-hy9om6fp5s
@user-hy9om6fp5s Жыл бұрын
Bahut kasta hela a video te dekhi om bhai
@mpradha5594
@mpradha5594 Жыл бұрын
Jabarjast 🎉🎉🎉❤❤
@runusamal3845
@runusamal3845 Жыл бұрын
Beatufull 🎵 🎶 🎵 🎶 🎵 😍👌👌
@user-bm3wg6wq5y
@user-bm3wg6wq5y Жыл бұрын
❤️ heart touching song
@pritinandanathasharma5832
@pritinandanathasharma5832 Жыл бұрын
Beautiful story & song 👌
@bishnuMaharana-pf6lv
@bishnuMaharana-pf6lv 7 ай бұрын
Nice song 👌
@Mrsuman.08
@Mrsuman.08 Жыл бұрын
Nice bro 🥺🥺🥺
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 18 МЛН
SCHOOLBOY. Последняя часть🤓
00:15
⚡️КАН АНДРЕЙ⚡️
Рет қаралды 16 МЛН
Just Give me my Money!
00:18
GL Show Russian
Рет қаралды 991 М.
Touching Act of Kindness Brings Hope to the Homeless #shorts
00:18
Fabiosa Best Lifehacks
Рет қаралды 18 МЛН