To Padare Alata | Full Video | Shakti Mishra | Boby Mishra | Susmita | Pabitra Entertainment

  Рет қаралды 13,750,552

Pabitra Entertainment

Pabitra Entertainment

Күн бұрын

Пікірлер: 1 500
@sarthakswain1949
@sarthakswain1949 3 жыл бұрын
ଆଉ ଏମିତି ଗୀତ ଶୁଣିବାକୁ ମିଳୁନି।🧏🧏😘 ଏହି ଗୀତ ପାଇଁ ଗୋଟେ ହିଟ୍ 👍ହେଇଯାଉ।
@sushildandasena8686
@sushildandasena8686 2 жыл бұрын
Nn b b to UI iiooioopolloilipooiiklp
@sisirsing2771
@sisirsing2771 2 жыл бұрын
shakti bhai aau boby bhai badhiya collaboration
@santanadigal9903
@santanadigal9903 2 жыл бұрын
@Radha Madhav Kathamrut iymyiyyuuuuuy
@santanadigal9903
@santanadigal9903 2 жыл бұрын
@Radha Madhav Kathamrut a it is it y it it iy is i it iy is it i
@santanadigal9903
@santanadigal9903 2 жыл бұрын
@Radha Madhav Kathamrut yiiiuuiuiyuiyiiyyyueiyyiiiyiyy
@chitoranjanpande7961
@chitoranjanpande7961 Жыл бұрын
ଦିନ ଥିଲା ପ୍ରତ୍ୟକ ବାହାଘରେ ଏହି ଗୀତ ଶୁଣି ବାକୁ ମିଳୁଥିଲା... ବହୁତ ସୁନ୍ଦର ଗୀତ... 👍👍👍
@banamalinayak6580
@banamalinayak6580 10 ай бұрын
ମୋର ଭି ସେଇ ଭାଗ୍ୟ ତୁ ଜଉ ଠୀ ତା ଭଲ ଥା ଲିମା❤
@rajesh9107
@rajesh9107 Жыл бұрын
ଦେଖି ଦେଇ ଫେରି ଯିବି ବଧୂ ବେଶ ତୋର ପରିଚୟ ଦେଇ ଯିବି ବନ୍ଧୁ ବୋଲି ତୋର........heart touching line
@Economics365
@Economics365 11 ай бұрын
@ranbijaymaharana610
@ranbijaymaharana610 8 ай бұрын
@Kunal.Nayak.8117
@Kunal.Nayak.8117 6 ай бұрын
Seriously Bhai
@sarojsahu1734
@sarojsahu1734 Ай бұрын
ସତରେ ଭାଇ
@sarojsahu1734
@sarojsahu1734 Ай бұрын
ବବି ମିଶ୍ର ସାର୍ ଙ୍କ ପାଇଁ ଗୋଟେ ଲାଇକ ହଉ ❤❤❤❤
@Factseries58
@Factseries58 3 жыл бұрын
ପୁରୁଣା ଗୀତ ସବୁ ଶୁଣି ଆମ ପିଲାଦିନ କଟିଗଲା ଚାହୁଁ ଚାହୁଁ ୨୩ ଆଉ କିଛି ବର୍ଷ ପରେ ଆମେ ମରିଯିବୁ ସତ କିନ୍ତୁ ଏ ଗୀତ ସବୁ ଅମର ହୋଇ ରହିଥିବ
@rakeshmajhi3358
@rakeshmajhi3358 3 жыл бұрын
👍
@DamodarsabarSabar-bi6rr
@DamodarsabarSabar-bi6rr 9 ай бұрын
Hmm tik kahile sir 😔
@KrishnaPatra-t1x
@KrishnaPatra-t1x 9 ай бұрын
Reena myfaburet sanga
@MonaharSanta
@MonaharSanta 3 ай бұрын
Hm 😢😢😢
@rahuldehury2345
@rahuldehury2345 3 ай бұрын
❤Dil ka bat❤
@timatmajhicreation
@timatmajhicreation 10 ай бұрын
2024 ରେ କିଏ କିଏ ଗୀତ ଶୁଣୁଛ Comment କର ❤
@udenathnaik6993
@udenathnaik6993 9 ай бұрын
Me bahut thara
@PremaLataSardar
@PremaLataSardar 6 ай бұрын
Mu
@Rabindra143.
@Rabindra143. 5 ай бұрын
Mu
@LaxmiPriya-y3h
@LaxmiPriya-y3h 4 ай бұрын
Mu
@damanmurmu2002
@damanmurmu2002 2 ай бұрын
Mu
@sarojkumarbisoyi7746
@sarojkumarbisoyi7746 Жыл бұрын
ଆଖି ମୋର ଛଳ ଛଳ ତଥାପି ହସୁଛି ମୁଁ,... ଦେଇନୁ ତୁ ନିମନ୍ତ୍ରଣ ତଥାପି ଆସିଛି ମୁ....👌💐
@udenathnaik6993
@udenathnaik6993 9 ай бұрын
This is true line for heart breaker person😢😊
@SunamaniHarijan-vt8cw
@SunamaniHarijan-vt8cw 20 күн бұрын
🎉
@Mrchandan4u
@Mrchandan4u Жыл бұрын
ଏ ପୁରୁଣା ଗୀତ ଶୁଣିଲେ । ପିଲା ଦିନ ମାନେ ପଡ଼ୁଚି। Miss u 😢 । My old days ...
@tapanpatro9944
@tapanpatro9944 5 ай бұрын
Hmmm
@tapanpatro9944
@tapanpatro9944 5 ай бұрын
Mote bi echa laguchi song ku
@YouTubersandhya6370
@YouTubersandhya6370 7 ай бұрын
ଯେତେ ଦିନ ଯାଏ ବଞ୍ଚି ଥିବୁ ସେତେ ଦିନ ଯାଏ ଏଇ ଗୀତ ଶୁଣୁ ଥିବୁ ବହୁତ୍ ସୁନ୍ଦର ସବୁ ପୁରୁଣା ଗୀତ
@IndraGouda-j6d
@IndraGouda-j6d 5 ай бұрын
ସତ କଥା ଭଉଣୀ ପୁରୁଣା ଗୀତ ଶୁଣିବାକୁ ବହୁତ ଭଲ ଲାଗେ
@Pradhan-iv8tu
@Pradhan-iv8tu 4 ай бұрын
ମରିଜାଉନୁ କାହିଁ କି ଗୀତ ଶୁଣିବୁ
@surendranayak2757
@surendranayak2757 2 ай бұрын
ସତ କଥା
@NityanandaPradhan-bo7bi
@NityanandaPradhan-bo7bi Ай бұрын
Hello
@kanhucharansahoo913
@kanhucharansahoo913 2 жыл бұрын
ମୁଁ ଗର୍ବିତ ଓଡିଶା ରେ ଜନ୍ମ ନେଇଛି ଏତେ ସୁନ୍ଦର ଆମ ଓଡିଶା ମୁଁ ଭାଷା ରେ ବି କଳ୍ପନା କରି ପାରୁନି i love my odisha
@abhijitsahoo1698
@abhijitsahoo1698 2 жыл бұрын
Thanks
@chhabilaragasa7399
@chhabilaragasa7399 Жыл бұрын
Thank you 💖
@Traderwillss
@Traderwillss Жыл бұрын
@balaramjena7291
@balaramjena7291 10 ай бұрын
ଆମେ ଓଡ଼ିଆ ଆମ ଭାଷା ଭାରି ବଢ଼ିଆ ❤
@dharmendranayak4236
@dharmendranayak4236 3 ай бұрын
19/8/24 ପୁରୁଣା ଗୀତ ମନେ ପକେଇ କିଏ କିଏ ଶୁଣୁଛନ୍ତି ଲାଇକ (👍) କରନ୍ତୁ...
@chittaranjansahu8159
@chittaranjansahu8159 5 ай бұрын
ସେ ସମୟରେ ବାହାଘରଗୁଡିକରେ ଏହି ଗୀତଟିର ବହୁତ ଚାହିଦା ଥିଲା,ଅତି ସୁନ୍ଦର ହୃଦୟସ୍ପର୍ଶୀ ଗୀତଟି ଥିଲା....👌👌👌🥰🥰💐💐💐🌼🌼👍👍👍
@jogeshats5317
@jogeshats5317 Жыл бұрын
ଆଜି ମୋ Priyaର ଵାହାଘର ।ବହୁତ ଦିନ ପରେ ଗୀତ ଶୁଣି ବହୁତ ଖୁସି ଲାଗି ଲା। 24:02:2023 thanks for all ❤❤❤
@Economics365
@Economics365 Жыл бұрын
@Economics365
@Economics365 11 ай бұрын
@flyingbirds6458
@flyingbirds6458 Жыл бұрын
ଜୀବନର ଅନେକ ସ୍ମୃତି ମାନେ ପଡ଼ିଗଲା ସେ ଯୋଉଠି ବି ରହୁ ଖୁସିରେ ରହୁ miss you ଅଲିଭା 😭❤️
@OnelifebabyLifestyleInColor
@OnelifebabyLifestyleInColor Жыл бұрын
🥰🥰🥰
@rahul.bhai2342
@rahul.bhai2342 Жыл бұрын
Aliva ఐ love you
@funnyada-js3hs
@funnyada-js3hs Жыл бұрын
♥️
@funnyada-js3hs
@funnyada-js3hs Жыл бұрын
Vai actually tame hi true lover
@Just_funny400
@Just_funny400 Жыл бұрын
Lo❤ u mamata😢😢😢
@ajayakumarsethi7985
@ajayakumarsethi7985 Жыл бұрын
ପୁରୁଣା ମୁହୂର୍ତ୍ତ ଆଉ ଫେରିବ ନାହିଁ 🥺🥺🥺🥺🥺I miss you old songs....
@PmdKumar
@PmdKumar 9 ай бұрын
୨୦୨୪ ରେ କିଏ କିଏ ଏଇ ଗୀତ ଦେଖୁଚ ମୋ କମେଣ୍ଟ ରେ like କର ❤❤❤
@sanghamitrasamal-fz7sm
@sanghamitrasamal-fz7sm 7 ай бұрын
❤❤❤
@PremaLataSardar
@PremaLataSardar 6 ай бұрын
Miss you Saroj
@surendranayak2757
@surendranayak2757 2 ай бұрын
Ok
@Pappun143
@Pappun143 Жыл бұрын
ଅତି ସୁନ୍ଦର ଗୀତ ବହୁତ ଥର ମୁଁ ଶୁଣେ ମୋ ପ୍ରେମିକା ବହୁତ ମନେ ପକାଏ
@mr.babul_x_47
@mr.babul_x_47 10 ай бұрын
ଆଜି ମୋ ପ୍ରିୟା ର ବାହାଘର ହେଲେ ତା ବର ମୁଁ ନୁହେଁ 😢♥️❤️
@mukundamunda5558
@mukundamunda5558 2 жыл бұрын
ଏଇ ଗୀତ ଟି ଶୁଣି କି ମୁଁ ବହୁତ କାନ୍ଦିଲି ତା ପରେ ମୋର ମନେ ପଡିଲା ମୋର ତ କେହି ପ୍ରେମିକା ନାହାନ୍ତି ମୁଁ କଣ ପାଇଁ କାନ୍ଦୁଚି ଯେ 🤣🤣🤣
@stargaming7340
@stargaming7340 Жыл бұрын
Same here
@pkbyoutubechannel3787
@pkbyoutubechannel3787 Жыл бұрын
Bhai a songa ta sunila pare mu kandibiki janini hele tome coment dekhiki mu bahutu hasili bro thanks 😮😮😮
@Jagahantal636
@Jagahantal636 Жыл бұрын
😂😂😂
@Jagahantal636
@Jagahantal636 Жыл бұрын
Bhai 1 year helani comment dehiki 2023 saribaku jauchi kintu comment highlight re achhi padhiki bahut hasili 😂😂😂
@LivaDiary2019
@LivaDiary2019 Жыл бұрын
😅😅😅
@Introvert___radhe
@Introvert___radhe 2 жыл бұрын
ଯାହା କୁହ ଏମିତି ଗୀତ ଆଜି କାଲି ମିଳିବା କଷ୍ଟ 🙏🏻🙏🏻🙏🏻
@IndraGouda-j6d
@IndraGouda-j6d 5 ай бұрын
ଏ ଗୀତ ଶୁଣିଲେ ବହୁତ କଷ୍ଟ ଲାଗୁଚି 😢😢😢
@sudarsan0143
@sudarsan0143 3 жыл бұрын
ପୁରୁଣା ଗୀତ ଶୁଣିବାକୁ ଯେତିକି ଭଲ ଲାଗେ ଆଉ ସେମିତି ମନେ ବି ପଡେ 2021ରେ ଶୁଣିଲେ ତ ଗୋଟେ Like ଟି ଦେବ
@hiranbhatra6851
@hiranbhatra6851 3 жыл бұрын
Ppppppp
@ganeshswain4575
@ganeshswain4575 3 жыл бұрын
@@hiranbhatra6851.
@suniljena6720
@suniljena6720 3 жыл бұрын
@@ganeshswain4575 C p8÷
@sankargond5900
@sankargond5900 3 жыл бұрын
👌👌👌
@simanayak8360
@simanayak8360 3 жыл бұрын
Right🙏 😥😭😭😭
@Army.549
@Army.549 3 жыл бұрын
ବହୁତ ସୁନ୍ଦର ଗୀତ ଶୁଣିବା ପାଇଁ ବହୁତ ଭଲ ❤️
@dineshghosh8575
@dineshghosh8575 Жыл бұрын
ଶକ୍ତି ମିଶ୍ର Wow ଆଖି ଓଦାକଲା ଭଳିଆ ଗୀତ
@fanibhusanbehera724
@fanibhusanbehera724 8 ай бұрын
ନିସ୍ୱଃର୍ଥପର ପ୍ରେମୀ ଯୁଗଳଙ୍କ ପାଇଁ ପ୍ରକୃତ ଗୀତଟିଏ।
@Rakesh01jena
@Rakesh01jena 7 ай бұрын
Bhari vhadra vhasa ree kahila katha tiye
@କଳ୍ପତରୁବାରିକ
@କଳ୍ପତରୁବାରିକ 2 жыл бұрын
ଅରୁଣ ମନ୍ତ୍ରୀ ❤️
@Earningtrick714
@Earningtrick714 Жыл бұрын
ଆଜି ତୋର ବାହାଘର ପ୍ରିୟା ତୋତେ ଅଭିନନ୍ଦନ .......ଗୀତଟି କୁ ବାରମ୍ବାର ସୁଣିବାକୁ ଇଛା ହୁଏ
@vikramkumargg4633
@vikramkumargg4633 Жыл бұрын
ସମୟର ବିଚିତ୍ର ଖେଳ ଜାଣିପାରିଲିନି ପ୍ରିୟା ମୋର ବାହା ହୋଇ ଅଷ୍ଟ ମଙ୍ଗଳା ରେ ମୋତେ କହୁଛି ବୋଧହୁଏ ଶୁଣିବାକୁ ଚାହୁଁଥିଲା ମୁଁ କହିବି ତାକୁ ଖୁସି ରେ ରହ❤
@bashbhai639
@bashbhai639 5 жыл бұрын
Nice song..always old is gold..❤❤❤
@SultanBarik-qy7hi
@SultanBarik-qy7hi 7 күн бұрын
2024 re କିଏ କିଏ ସୁଣୁଛ ଭାଇ ମାନେ like ଗୋଟିଏ ହେଇ ଯାଉ ❤❤❤
@Dusmantswain24
@Dusmantswain24 Жыл бұрын
ଏବେ ସବୁ ଡୀଜେ ଏ ଗୀତ କାଇଁ
@JdjxhxBzjznxnx-ud8dy
@JdjxhxBzjznxnx-ud8dy 11 ай бұрын
Hm
@DharamanandaNayak-cl8il
@DharamanandaNayak-cl8il 4 ай бұрын
ମୋ ପିଲା ଦିନର ଗୀତ ସତରେ old is gold❤❤❤❤
@rameswarmohanta8453
@rameswarmohanta8453 2 жыл бұрын
ମୋର ସାଥିରେ ଏ ସମୟ ବିତି ଯାଇଛି ମନେ ପଡିଲେ ଟିକେ ଦେଖି ଦିଏ
@TulasiSabar-nw1te
@TulasiSabar-nw1te Жыл бұрын
Same
@gaganmanasicreation143
@gaganmanasicreation143 Жыл бұрын
ଏ ଗୀତ ଶୁଣିଲା ପରେ ମୋର ସେ ଦିନ କଥା ମନେ ପଡୁଛି ଯୋଉ ଦିନ ମୁଁ ଯାହାକୁ ଭଲ ପାଉଥିଲି ତାର ବାହାଘର ରେ କେତ କାନ୍ଦିଛି Miss କରୁଛି love you ambi❤😭 ତୁ ମୋତେ କଣ ପାଇଁ ଛାଡିକି ଚାଲିଗଲୁ
@janmenjayasabar1953
@janmenjayasabar1953 7 ай бұрын
ଏ ଗୀତ ଶୁଣି ମୁ ବହୁତ ଖୁସି ହେବା ସହ ଦୁଃଖିତ ମଧ୍ଯ ❤😢😢
@abhiseksamal7152
@abhiseksamal7152 3 жыл бұрын
ପ୍ରେମ କରି ମୁଁ ଗୋଟେ କଥା ସିକି ଗଲି, ପ୍ରେମ ପାଇଁ ଗୋଟେ ଭଲ ମଣିଷ ହେଲେ ଚଳିବନି, ତା ପାଇଁ ତମ କୁ ଗୋଟେ ଭଲ ଜବ କରିବାକୁ ପଡିବ. ସଫଳ ହେବାକୁ ପଡିବ. ତା ହେଲେ ତମ ପ୍ରେମ ନିଶ୍ଚୟ ସଫଳ ହେବ.
@pabitrakumarmahanty8239
@pabitrakumarmahanty8239 2 жыл бұрын
Selfish love
@Bijayvlogs-y2p
@Bijayvlogs-y2p 28 күн бұрын
ଏହି ଗୀତ ସହ ମୋର ଜୀବନ ର ପ୍ରକୃତ ପ୍ରେମ କାହାଣୀ ସହ ଜଳିତ ଅଛି ଭଲପାଇବା କେବଳ ଭାପାଇବା ରେ ରହିଗଲା
@AjayKumarBenya
@AjayKumarBenya 11 ай бұрын
A gita sunile pila dina mane padi jauchi really nice 😢❤❤
@babulidehuria4524
@babulidehuria4524 2 жыл бұрын
Golden period of odia album
@benudharbehera4309
@benudharbehera4309 4 ай бұрын
ମୋତେ 65 ବର୍ଷ ହେଲା ପରେ ମୁଁ ଏ ଗୀତ ଶୁଣିଲା ପରେ ଆଖିରୁ ଧାର ଧାର ଲୁହ ଝରି ଯାଉଚି💝💝💝💝💝💝💝💝💝💝💝💝💝💝💝
@ParthaPriyabrataPrusty
@ParthaPriyabrataPrusty Жыл бұрын
Arun Mantri & PremAnand are like Nadeem-Shravan of Odisha 👌
@Economics365
@Economics365 Жыл бұрын
@Economics365
@Economics365 11 ай бұрын
❤❤
@Economics365
@Economics365 Ай бұрын
@RajendraDhal-sf3zo
@RajendraDhal-sf3zo 5 ай бұрын
ଏ song ଟା ଶୁଣି ବହୁତ କାନ୍ଦ ଲାଗିଲା ମୋ ସାଙ୍ଗ ଜୀବନରେ ଏମିତି ହିଁ ଘଟିଥିଲା.. କିନ୍ତୁ ମୋର ତ କେହି gf ନାଆନ୍ତି 😂😂
@shrabandas8826
@shrabandas8826 Ай бұрын
Bobby Mishra acting is super
@NiranjannaikNira
@NiranjannaikNira 3 ай бұрын
ଆରେ ଭାଇ ଭଗବାନ ଙ୍କ ସହ ପ୍ରେମ କର ଝିଅ ଙ୍କୁ ପ୍ରେମ କରି ଲାଭ କଣ 🙏🙏🙏🙏🙏1
@sameerpatra345
@sameerpatra345 3 жыл бұрын
This song was very popular and blockbuster that time .. Musically hit ...
@Bijayms
@Bijayms 3 ай бұрын
ମୋର ଏମିତି ଦିନ ନ ଆସୁ ଆସୁ ❤❤❤ ଭଗବାନଙ୍କୁ ପ୍ରାର୍ଥନା କରୁଛି
@adityakumarparamgurumahapa3719
@adityakumarparamgurumahapa3719 3 жыл бұрын
Bobby Mishra sir is really a album superstar❤️❤️..love from Berhampur 🙏🏻🎉
@narayantripathy9159
@narayantripathy9159 3 жыл бұрын
Very nice
@pujabehera8700
@pujabehera8700 3 жыл бұрын
Banabasong
@pujabehera8700
@pujabehera8700 3 жыл бұрын
@@narayantripathy9159 Munda video
@narayantripathy9159
@narayantripathy9159 3 жыл бұрын
@@pujabehera8700 Always like how singer sing which like people if we doesn't do anything.why judgement?. Old is Gold. Now a days doesn't come this types of meaningfull songs.if u dont like don't seen but dont judgement.....
@narayantripathy9159
@narayantripathy9159 3 жыл бұрын
Very nice song of Babi Mishra Sir
@daudapaska8808
@daudapaska8808 5 ай бұрын
ଏହି ଗୀତ ଟୁ ମୋ ଜୀବନର ସାଥିମିଳିଥିଲା ❤❤❤
@Shan_Nayak786
@Shan_Nayak786 2 жыл бұрын
କାହି ଏବେ କୋଉ ଝିଅ ବାହା ହେଲା ବେଳେ ଯାଇ କି ଏମତି ଗୀତ ଗାଇକି ଦେଖ କେମିତି ପିଠି ଉପରେ ବାଜିବ ଯେ ପୁରା ପିଠି କାଞ୍ଚିଆ ହେଇଯିବ
@jitendradeepvlog8020
@jitendradeepvlog8020 2 жыл бұрын
😂😂😂😂
@ytblack0005
@ytblack0005 Жыл бұрын
Tu magiaa bahut gapuchu
@gobindanaik838
@gobindanaik838 Жыл бұрын
😂 right
@ALLGAMING5395
@ALLGAMING5395 Жыл бұрын
🤣🤣🤣
@santoshipatra7841
@santoshipatra7841 Жыл бұрын
😂😂😂😂
@taraprasadbhoi6966
@taraprasadbhoi6966 Жыл бұрын
ସତରେ ସଙ୍ଗୀତ ଗୋଟିଏ ଯାଦୁ। ମୋର ଏଭଳି ଆଧୁନିକ ଗୀତ ରେ ନା ମୋର କାହା ସହ ଭଲପାଇବା ହେଇଥାଉ କିମ୍ବା ନ ହେଇଥାଏ ତଥା ସେହି ଗୀତ ର ଅନୁଭବ ଆସିଯାଏ। ସେ ଗୀତ sad ହଉ ବା romantic। ଆଗରୁ ସେ ଗୀତ ଏବଂ ପିଲାବେଳର ସୃତି ବହୁତ ଭଲ ଥିଲା।ଏବେ ବି ସେ ଗୀତ ଶୁଣିଲେ ମୋର ସେ ପିଲାବେଳ କଥା ମନେ ପଡିଯାଏ।ଆଗରୁ ସେଭଳି ଗାୟକ ଥିଲେ ଏବେ ମଧ୍ଯ ଅଛି ନ୍ତି uditnarayan, kumarsanu,babul supriyo, kumar bapi etc .ହେଲେ ସେମାନଙ୍କୁ ନେଇ ଗୀତ କଲେ ଗୀତ ତ hit ହବ ଆମେ ମାନେ ମଧ୍ଯ ବହୁତ ବହୁତ.....ଖୁସି ହବୁ।ଦୟା କରି ଗୀତ ର ଯାଦୁଗର ମାନଙ୍କୁ ଫେରାଇ ଆଣ। 🥺🥺🥺
@akashyapriyanka6936
@akashyapriyanka6936 3 жыл бұрын
😭😭😭😭.........😘😘😘😘😘😘....... Always.... Love this....😄song...🤗🤗 what..a voice.... sir 😍😍😍🤗🤗🤗🤗🤗 I'm miss this song.......so much......😭😭😭😭😭😭
@surendrakishan7316
@surendrakishan7316 3 жыл бұрын
Very very nice
@brusabariha5953
@brusabariha5953 4 ай бұрын
Real aaebo pile. Sabhinkar jibanre chhotia motiaa ghatijaea6 ❤❤ tahake fillkale se time aau feri9thae..❤👌
@ahbatmishra5
@ahbatmishra5 3 жыл бұрын
Really heart touching this song ❤️♥️❤️😍 Old is always gold
@Gyan_Sagar_Odia
@Gyan_Sagar_Odia 4 ай бұрын
ଏ ଗୀତ ଶୁଣିଲା ପରେ ଦୁଃଖ ତ ଲାଗିଲା କିନ୍ତୁ ମୁଁ ତା ପରେ ଜାଣିଲି ମୁଁ ତ single ଅଛି 😂😂
@biswaprasadswain5794
@biswaprasadswain5794 6 жыл бұрын
Super sakti sir... Ur voice is so amazing... What a voice
@dilipbehera9331
@dilipbehera9331 5 жыл бұрын
Biswaprasad Swain o
@dilipbehera9331
@dilipbehera9331 5 жыл бұрын
Biswaprasad Swain j
@debasishsethy1580
@debasishsethy1580 4 ай бұрын
ଆଖି ମୋର ଛଳ ଛଳ ତଥାପି ହସୁଛି ମୁଁ ।.......line so Hard 😢😢😢😢😢
@rakeshpodh3974
@rakeshpodh3974 2 жыл бұрын
Voice's Master in odisha 🙏🙏
@badreswardas2483
@badreswardas2483 Ай бұрын
Mora sound thila bele mu bahut jagare bahut thara emitika heart touch song bajeichi..
@trinathpaschimakabat6831
@trinathpaschimakabat6831 2 жыл бұрын
This voice is miracles. What's song yarr mind blowing
@priya__662
@priya__662 3 жыл бұрын
2021 ରେ ଏ ଗୀତ କିଏ ଶୁଣୁଚ ଗୋଟେ like କର👍👍
@shriram0fficial730
@shriram0fficial730 5 жыл бұрын
2020 kiye sunicha aau kiye sunibo 🤭😋😋Kuha 🤔🤔🤔🤔🤔😘😘😘😘😘❤❤❤❤❤
@KrishnaKumar-yy1ks
@KrishnaKumar-yy1ks 5 жыл бұрын
Mo life re ta sabudina dukha
@AjayHarijan-o3d
@AjayHarijan-o3d 4 ай бұрын
ମତେ ବହୁତ କଷ୍ଟ ଲାଗୁଛି ଏମିତିଆ ଗୋଟିଏ ସଗିତ ଶୁନି 😭😭💔💔💔💔💔💔💔💔💔💔💔💔💔💔💔💔💔💔💔💔
@akashpudha4426
@akashpudha4426 Жыл бұрын
Shakti mishra is heart of odisa
@AnilKumar-im2wd
@AnilKumar-im2wd 4 ай бұрын
ଗାଁ ରେ ବାହାଘର ହେଲେ ସେତେବେଳେ ଏ ଗୀତ ବାଜିବା ଥୟ ମୁଁ ମାଇକ ଵାଲା କୁ ପାନ କିଣି ଆଣି ଦଉଥିଲି ଏ ଗୀତ ବଜେଇବା ପାଇଁ
@Ram30256
@Ram30256 4 жыл бұрын
2021 listen here like.. only true lover can felling this situation💔
@binodkumarpanigrahi8683
@binodkumarpanigrahi8683 3 жыл бұрын
Correct
@rssamad
@rssamad 3 жыл бұрын
100%
@MukeshMahalik-rt6ow
@MukeshMahalik-rt6ow 9 ай бұрын
ମୁଁ ଯେତେବେଳେ ଏ ଗୀତ ଶୁଣେ ଜାଣେନି କାହିଁକି ଆଖିରୁ ଲୁହ ଆସିଯାଏ ବହୁତ୍ ସୁନ୍ଦର ଗୀତ ଏବଂ ଅଭିନୟ
@jayantaghorai7551
@jayantaghorai7551 5 жыл бұрын
I don't understand Odia but this song lyric touching the heart
@poojakhotele8447
@poojakhotele8447 3 жыл бұрын
Thanks
@narayanswain1013
@narayanswain1013 3 күн бұрын
ପ୍ରେମ କରିଥିବା ପିଲା ହିଁ ବୁଝି ପାରିବା ଆଉ ଗୀତର ମହତ୍ତ୍ଵ। ଆଉ ଏ ସବୁ ଗୀତ ଶୁଣିବାକୁ ମିଳିବନି। । ଓଲ୍ଡ। ଇସ୍ ଗୋଲ୍ଡ
@ratikantapati192
@ratikantapati192 4 жыл бұрын
Supper fantastic outstanding and mind-blowing 👌👌👌
@biswaranjansahoo7343
@biswaranjansahoo7343 Ай бұрын
Old is gold 🥇❤
@chimpupatra2915
@chimpupatra2915 3 жыл бұрын
Highlight song of my time love❤ you songs
@MamataMajhi-fz8mh
@MamataMajhi-fz8mh 7 ай бұрын
Bahut bhal hoichi Gita ta man ku chhui dei jauchi
@mr_debastatus
@mr_debastatus 5 ай бұрын
Aji mo Priya ra sata re bahaghar 😢 Sethi pni a song ta sunu chi 😔😔
@prafullakhuntia9992
@prafullakhuntia9992 2 жыл бұрын
Really every line is very heart touching❤❤❤❤❤❤❤❤
@jayantanaik1824
@jayantanaik1824 Жыл бұрын
ଭାଇ ମୁଁ ଯେତେଥର ଏଇ ଗୀତଟି ଶୁଣି ଛି ମୋନ ମାନୁନାହିଁ ❤❤❤❤❤
@Pappun143
@Pappun143 Жыл бұрын
ଅତି ସୁନ୍ଦର ଗୀତ ବହୁତ ଥର ମୁଁ ଶୁଣେ ମୋ ପ୍ରେମିକା କୁ ମନେପଡେ ❤
@PratimaGuguli
@PratimaGuguli 10 ай бұрын
Bhai Tama premika naa kan
@Pappun143
@Pappun143 9 ай бұрын
Sasmita
@bhagyashreekusulia6476
@bhagyashreekusulia6476 9 ай бұрын
15/03/24 👍🏻 sunuchi bhal old is gold 😊😊😊
@prcreation7246
@prcreation7246 3 жыл бұрын
Old is gold ❤️😘
@Uniqueboias
@Uniqueboias 2 ай бұрын
0:30 ଏଇ ଗୋଟେ ଜିନିଷ ଆଜି ବି ଅଛି ponds powder 😂😂
@shibanipradhan4308
@shibanipradhan4308 5 жыл бұрын
Emotional song....emiti kaha life ra no hau💔💔💔💔💔💔💔
@naughtyboyshiva4782
@naughtyboyshiva4782 4 жыл бұрын
Ha ha ha ha ha ha ha 💔💔💔💔💔💔💔 Aji kali Love re emiti besi hauchi
@ManojDas-km3gk
@ManojDas-km3gk 2 жыл бұрын
ଅତି ସୁନ୍ଦର 👌👌👌👌
@saswatisahu8540
@saswatisahu8540 4 жыл бұрын
2020. Re kie kie Aie song sunucha like Kara
@suninayak3292
@suninayak3292 4 жыл бұрын
Papi
@suninayak3292
@suninayak3292 4 жыл бұрын
😂😂😂
@mumjmnghh9433
@mumjmnghh9433 3 жыл бұрын
@@suninayak3292 ya ya we 6aaaass6swasaßssààysssaßsàaßsßv
@sridhar85536
@sridhar85536 27 күн бұрын
ମୁଁ ଭଲ ପାଇଥିଲେ ଆଜି ଗୋଟେ hero ହେଇ ପାରି ଥାନ୍ତି,ଏ ଦୁନିଆରେ ଧୋକା ଖାଇଥିବା ଲୋକଟି reale ହେରୋ
@manasheepande8372
@manasheepande8372 4 жыл бұрын
Old is gold ❤️❤️😭😭😭😭😭
@aallusrish7032
@aallusrish7032 2 жыл бұрын
Really yrr isse bolte hain old is gold
@jeesonmuna580
@jeesonmuna580 4 ай бұрын
🙏 amar koshal matira singer ..pankaj sir and pammi medam..🙏🙏💖💖very dard song..miss you bijay sir
@nanduyadav7311
@nanduyadav7311 6 жыл бұрын
My fabred song ..Mor life re bi emti kichi ghatichi
@chandanranjan7267
@chandanranjan7267 5 жыл бұрын
So sad bro I understand what values of emotions
@devidkumarpatra4861
@devidkumarpatra4861 2 жыл бұрын
Very good song. Jete thara sunile b au thore sunibaku ichha hue ....👍
@dusmantkumarsahoo9797
@dusmantkumarsahoo9797 4 жыл бұрын
Shakti Mishra voice is so nice
@chandanmalik2915
@chandanmalik2915 2 жыл бұрын
Chandankumarmalik
@DayaakashyapKashyap
@DayaakashyapKashyap 20 күн бұрын
Dekh ke aakhu aa gayaa Bhai mast h video 😭😭😭 hakit Yesi h bhai
@priyabisoyi500
@priyabisoyi500 4 жыл бұрын
2020 re kia kia a song sunucha 👍
@sonalijena1672
@sonalijena1672 4 жыл бұрын
👍
@SANGEETAVLOGSFOODIEMODDIE
@SANGEETAVLOGSFOODIEMODDIE 4 жыл бұрын
Sangeeta
@nitinkumarnayak6472
@nitinkumarnayak6472 4 жыл бұрын
Mu
@oyejaan143
@oyejaan143 4 жыл бұрын
Mu
@oyejaan143
@oyejaan143 4 жыл бұрын
Very nice song
@balaramdas9477
@balaramdas9477 Жыл бұрын
I love you odisha ❤❤❤❤❤❤❤❤❤❤❤❤❤❤& Odia song....Babi misra bhai.... Aji mote kandei dela. 😢
@kdskds482
@kdskds482 5 жыл бұрын
Old is gold, beautiful song
@rajeshsing9112
@rajeshsing9112 5 жыл бұрын
Old is gold. So,this like of song are very beautiful.
@ChandaKumari-hl2lg
@ChandaKumari-hl2lg 5 жыл бұрын
I.love.you
@ChandaKumari-hl2lg
@ChandaKumari-hl2lg 5 жыл бұрын
👌👌👌👌👌💝💖💓😘😘😘😘😍😍😍🤗🤗🤗
@specialvlogpr
@specialvlogpr Жыл бұрын
2023 re jia ai gito sunuchha au thare like kara ❤❤❤❤❤
@Ashokmohantyvlog
@Ashokmohantyvlog 5 жыл бұрын
Shakti Mishra sir voice is all time best. He is the album king of odisha.
@hamitkumura777
@hamitkumura777 5 жыл бұрын
@sipunpradhan4420
@sipunpradhan4420 Жыл бұрын
2023re kia sunuchi song 😍😘😊
@siddharthabehera3385
@siddharthabehera3385 3 жыл бұрын
Really awsm song.Now a days this type of songs and singers are rare.In my childhood days ..I had no mobile...and we had no TV in our house. l was listening this songs only by musical instruments in the occasion of Ganesh puja and Saraswati puja
@guptahantal7119
@guptahantal7119 3 жыл бұрын
Miss you 😘♥️ 😭😭😭😭💔💔💔💔😭💔 song mind blowing exleand video 👍 jiea sunuchi like Kori plz
@antarjyamikabi501
@antarjyamikabi501 5 жыл бұрын
I think Shakti sir is best singer for Odia album industry
@sidharthasingha3898
@sidharthasingha3898 5 жыл бұрын
Sia Film bi gaichanti
@kirisnakumar885
@kirisnakumar885 5 жыл бұрын
Antarjyami Kabi ,
@pintumahanty2849
@pintumahanty2849 4 жыл бұрын
Also film industry
@gitakartami5005
@gitakartami5005 10 ай бұрын
Heart touching love 💕💕💕💕
Подсадим людей на ставки | ЖБ | 3 серия | Сериал 2024
20:00
ПАЦАНСКИЕ ИСТОРИИ
Рет қаралды 480 М.
“Don’t stop the chances.”
00:44
ISSEI / いっせい
Рет қаралды 42 МЛН
The evil clown plays a prank on the angel
00:39
超人夫妇
Рет қаралды 47 МЛН
Подсадим людей на ставки | ЖБ | 3 серия | Сериал 2024
20:00
ПАЦАНСКИЕ ИСТОРИИ
Рет қаралды 480 М.