KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Gaon Majhire Chandini - Romantic Odia Song | Sidharth Music
6:15
Правильный подход к детям
00:18
Quando A Diferença De Altura É Muito Grande 😲😂
00:12
She made herself an ear of corn from his marmalade candies🌽🌽🌽
00:38
Tuna 🍣 @patrickzeinali @ChefRush
00:48
Правильный подход к детям
00:18
Tu Chalu Thilu To Batare ତୁ ଚାଲୁଥିଲୁ ତୋ ବାଟରେ Superhit Song by Udit Narayan | World Music
Рет қаралды 27,896,038
Facebook
Twitter
Жүктеу
1
Жазылу 1,2 МЛН
World Music Odia
Күн бұрын
Пікірлер: 3 800
@ranjanpatra5342
10 ай бұрын
ମନ ଚୋରି ହୁଏ ବୋଲି,, କାହାଣୀରେ ଶୁଣିଥିଲି ତତେ ଦେଖିଦେଲାପରେ ଆପେ ଆପେ ବୁଝିଗଲି,,,,,what a line 👌👌👌
@rabindrarabindrajana8705
3 ай бұрын
S😅55
@dwijendrasial9662
9 ай бұрын
ମନ ଚୋରି ହୁଏ ବୋଲି line is ❤❤❤
@DesiVlogger8293
8 ай бұрын
୨୦୨୪ ଏପ୍ରିଲ ରେ କିଏ କିଏ ଶୁଣୁଚ ଲାଇକ କର ଆଉ ସେଇଟା ପୁଣି ରାତି ୨ ଟା ପରେ ❤☺️☺️☺️🙌
@soumyaranjantripathy1252
8 ай бұрын
Mu😂
@dhaneswarsahoo7651
8 ай бұрын
Bhai nida laguniki aau ratire Love helat😊😊
@_random_info
7 ай бұрын
Bhai morning walk Gita 4ta belaku 😂😂
@DesiVlogger8293
7 ай бұрын
@@dhaneswarsahoo7651 😂😂🤗
@Blackevil0
7 ай бұрын
May 2024😂
@ramitkumarbindhani8093
11 ай бұрын
ଯାହା ହେଉ ମୁଁ 90s ରେ ଜନ୍ମ ହୋଇଥିଲି ବୋଲି ଆଜି ଏହି ଗୀତର ସ୍ୱାଦ ଚାଖି ପାରିଛି.. କୋଟି ପ୍ରଣାମ ସେ ଗୀତିକାରଙ୍କୁ❤❤❤🙏🙏🙏🙏🙏🙏🙏
@bijaykumar44
5 ай бұрын
What a song bro..👌
@LALITGURU-o4p
4 ай бұрын
My birth is 1992 I miss my childhood brother
@kunalmoharana3346
4 ай бұрын
Bhai au sedina kn asiba.
@A1.AKASHsamal
4 ай бұрын
You
@banabiharinaik22
4 ай бұрын
ମୁଁ ବି ଆଞା so sweet memories
@Madhaba_Dora
Жыл бұрын
୨୦୨୪ ରେ ଯେଉଁମାନେ ଶୁଣୁଛ attendance here.......✋✋✋
@subhalaxmibehera858
11 ай бұрын
Me 😉🙈
@sushrutaSahoo
11 ай бұрын
Feel thila re setebelara gitare
@sneha822
10 ай бұрын
Mu dekhuchi january 31 re..,.....
@soumyajitmishra6767
10 ай бұрын
🤚
@mdmajhararshad123
10 ай бұрын
Yes bro
@krushnachandramahankuda7184
2 жыл бұрын
ଏବେ ବି ଏ ଗିତ କିଏ କିଏ ଶୁଣୁଛ LIKE 👍 କର || ମୋର FAVOURITE SONGS ର ଗୋଟେ ଇ ଗୀତ .....(I LIKE IT)👌👌👌
@subashsethy773
Жыл бұрын
@@Ashutosh.28 ppnpppnppnppppppppnppp no point at m
@narayandigal6127
Жыл бұрын
My favourite song
@mrdebasis944
Жыл бұрын
A
@lalitbiswal8874
Жыл бұрын
From Hirakud, sambalpur A great fan on the lyrics
@rudrakantasasmal9845
Жыл бұрын
❤ UDIT JI ❤ NKA GITA PA SUNIBANI KIE
@Kanhucharanpatra45
Жыл бұрын
ସୁନ୍ଦର ତୃପ୍ତିର ଅବସାନ ନାହିଁ ଯେତେ ଶୁଣୁଥିଲେ ନୂଆଁ ଲାଗେ... ଏ ଗୀତ କାହାକୁ ଶୁଣି ଭଲ ଲାଗୁଚି like କର
@LOKESHKUMAR-tn8vq
Жыл бұрын
I Love ଉଦିତ୍ ନାରାୟଣ
@tukunabhatta7321
2 жыл бұрын
A ଗୀତ ଶୁଣିଲେ ରାତିରେ ନିଦ ହବ...ଯେତେ ମନ ଦୁଃଖ ଥାଉ ସେତେ ବେଳେ ଏ ଗୀତ ଶୁଣିଲେ ସବୁ ଦୁଃଖ କଟିଯିବ
@suchismitapradhan6387
2 жыл бұрын
U r right
@tukunabhatta7321
2 жыл бұрын
@@suchismitapradhan6387 hn ki
@subhakantparimanik
2 жыл бұрын
Yes bro
@jagatacharya3809
2 жыл бұрын
Bhai sata kahila
@Bibhusahooduniya
Жыл бұрын
Ekdum thik 🥰
@ritusahu1268
Жыл бұрын
ଏହି ଗୀତ ଶୁଣିଲେ ପିଲାବେଳର କଥା ମାନେ ପଡି ଯାଏ.✨️କେତେ ଭଲଥିଲା ସେ ଦିନ
@RaghunathBehera123
Ай бұрын
Satare 😊kete bhala thila😊😊
@sangramodiabloger
6 ай бұрын
2024 ରେ କିଏ ଶୁଣୁଚ ଲାଇକି କର❤
@Jagara2413
5 ай бұрын
❤
@gyana301
3 ай бұрын
Kn pain..like kale kn Paisa daba ki ..
@deepakbehera6287
3 ай бұрын
ମୁଁ
@reyansh870
3 ай бұрын
Mu daily sune
@NarendraMaharana-l3b
3 ай бұрын
Mu abe bi sune...
@musicofodisha435
Жыл бұрын
2001 ମସିହାର ଗୀତ ଆଜି ବି ଶୁଣିଲେ ନୂଆଁ ଲାଗୁଛି ସେତେବେଳେ ପ୍ରେମ କଣ ଆମେ ଜାଣି ନ ଥିଲୁ ଏଇ ଗୀତ ରେ ହିଁ ମୋର ପ୍ରେମ ଆରମ୍ଭ ହୋଇଥିଲା ଏଇ ଗୀତ କୁ ଯେତେ ଶୁଣିଲେ ବି ମନ ବୁଝେନା ଆଉ ଥରେ ଶୁଣିବାକୁ ଇଛା ହୁଏ ଆଇଲଭୟୁ ମଳୟ ସାର୍ ଆଇଲଭୟୁ ଉଦିତ୍ ସାର୍
@SibaSiba-q4v
10 ай бұрын
Thanks2001 masiha ro boli janili ☺️
@sunilsahoo3446
Жыл бұрын
ଗୁଲୁସନ ଲଭ ୟୁ ❤😂😢
@AmritaJeevanJyoti
Жыл бұрын
ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ ଜୀବନର ଅଙ୍କାବଙ୍କା ରାସ୍ତାରେ ମନ ହଜିଗଲା ଅଧା ବାଟରେ...✍️ ଜୟ ଜଗନ୍ନାଥ ସ୍ୱାମୀ🙌
@pitabaspradhan112
17 күн бұрын
ସେ ଗୀତର ଗୋଟେ ବାସ୍ନା ଥିଲା ❤❤
@mukeshkumarpatel1407
2 жыл бұрын
ଆଗର୍ ଓଡ଼ିଆ album song ମାନେ ପୁରା jabardast evergreen ଥିଲା ❤️
@sasmitahati6018
Жыл бұрын
Absolutely right
@firojsahoo3045
Жыл бұрын
ଆବିକା ଆଉ ସେ କାଳ ପଖାଳ ନାହିଁ ଭାଇ
@bleedblast3085
2 ай бұрын
L
@debabratamishra9633
Ай бұрын
ଆହାଃ କେତେ ସୁନ୍ଦର ସମୟ ଥିଲା ସତରେ। ❤❤❤❤❤ ସମାଜ ଓ ସଙ୍ଗୀତରେ ସୁନ୍ଦର ସରଳ ମନ ଓ ହୃଦୟକୁ ପ୍ରାଧାନ୍ୟ ଦିଆଯାଉଥିଲା। ❤❤❤❤❤❤❤❤
@TheOdiaTrader
3 жыл бұрын
*ପିଲା ଦିନ କୁ ଫେରି ଗଲା ପରି ଲାଗୁଛି* 😢
@daktarbehera1989
2 жыл бұрын
ⁿ0p0⁹⁰9ⁿ000p0p009900p0
@daktarbehera1989
2 жыл бұрын
00⁰ppp0op00pp00p⁰pp0ppp0po099pppp9
@Manisha_5890malik
Жыл бұрын
Sritam sir nka ra ei sundar gita pain like comment heijau
@GPLViral8116
Жыл бұрын
କେତେ ଭଲଥିଲା ସେଦିନ.... ଆଉ କେବେବି ଆସିବନି.. ଭାବିଲେ ଦୁଃଖ ଲାଗୁଛି 😭...
@gitakikikuwar8457
Жыл бұрын
😭🙏🙏🙏😭
@uttameducation7466
Жыл бұрын
Satare bhai 😢
@satyabratadas8486
Жыл бұрын
Hnn bhai
@ajaymallik9878
Жыл бұрын
right❤❤❤
@sanjibmajhiyadav9746
3 жыл бұрын
ରାତିରେ ଶୋଇଲା ବେଳେ ପ୍ରାୟ ସବୁ ଦିନ ଏହି ଗୀତ ଶୁଣେ ଏ ଭଳିଆ ଗୀତ ବୋଧେ ଆଉ ଆସିବନି ବାଃ ବାଃ ❤️❤️
@jhunu912
3 жыл бұрын
Asiba ma
@sanjibmajhiyadav9746
3 жыл бұрын
@@jhunu912 kuade
@jhunu912
3 жыл бұрын
Where r u from
@jhunu912
3 жыл бұрын
@@sanjibmajhiyadav9746 kn kahila jj bujhilani
@sibachoudhury9622
3 жыл бұрын
@@jhunu912 bb just b
@TuniBisoyi-g5t
9 ай бұрын
Biti gala Dina feri asantaki a gita sunila pare school life ra lv story mane pade
@chiranjibsahu3475
Жыл бұрын
ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁଗଲା ପରେ ତୁ ହସୁଛୁୂ ମୋ ଆଖିରେ ଅନ୍ଧାର ରେ ଆଲୁଅ ରେ ଏହି ସୁନ୍ଦର line ପାଇଁ ଲାଇକ ଗୋଟେ ହେଇଯାଉ
@SanjayBehera-of1sh
Жыл бұрын
such a nice lyrics💌💕💗
@subhamsahu9088
Жыл бұрын
Iike jaka karichi gala na nai dekha 😂
@subhamsahu9088
Жыл бұрын
Ki dialogue ba 😆
@skrider6299
Жыл бұрын
@@SanjayBehera-of1sh❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@reshma6888
Жыл бұрын
❤
@alekh123vai
3 жыл бұрын
One of the my time fevoright song ❤️❤️❤️,,, ସତରେ ମନ ଚୋରିହୋଇଯାଏ କାହା ପ୍ରେମ ରେ,❤️❤️❤️
@firojsahoo3045
Жыл бұрын
ଭାଇ ତୁମ ମନରେ dowt ଅଛି କି
@BideshiDas-yh9cf
Жыл бұрын
@@firojsahoo3045 tt
@BideshiDas-yh9cf
Жыл бұрын
@@firojsahoo3045 t
@BideshiDas-yh9cf
Жыл бұрын
@@firojsahoo3045 ttttttt
@BideshiDas-yh9cf
Жыл бұрын
@@firojsahoo3045 the.t
@chiranjibsahu3475
3 жыл бұрын
ମନ ଚୋରି ହୁଏ ବୋଲି କାହାଣୀ ରେ ଶୁଣିଥିଲି ତୋତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି ଏହି ଲାଇନ ପାଇଁ ଗୋଟେ ଲାଇକ ହେଇଯାଉ
@udaynayak7967
2 жыл бұрын
yes bro i will agree with u
@jagajaga1868
2 жыл бұрын
@@udaynayak7967 09
@rathabehera6936
2 жыл бұрын
Gfgjbk
@rathabehera6936
2 жыл бұрын
@@jagajaga1868 bbb
@rathabehera6936
2 жыл бұрын
@@udaynayak7967 mm GM VW in v L
@mrsidhant6786
Жыл бұрын
୨୦୨୩ ରେ କିଏ କିଏ ଶୁଣୁଛ ଲାଇକ କର 😅
@odiagamingff3941
Жыл бұрын
Mee😊
@JdjxhxBzjznxnx-ud8dy
Жыл бұрын
❤❤❤❤
@BanamalisethyBana
Жыл бұрын
Mee 🎉
@rakeshkumarjena587
Жыл бұрын
👌👌
@sarojdas7620
Жыл бұрын
@@JdjxhxBzjznxnx-ud8dyq
@GaneshSahu-ni2eh
Жыл бұрын
Bhala video 🎉❤
@prasantakunda9308
2 жыл бұрын
🙏🌹ନିର୍ଭୟ 🌹 🙏 ଭାଇ ଆପଣଙ୍କୁ ପ୍ରଥମେ ଧନ୍ୟବାଦ।miss u childhood ❣️❣️🌹 ୧-'ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ'!....(୨ଥର) 'ଦେଖା ହେଲା ତୋର ମୋର ଯୋଉଠି ମନ ହଜିଗଲା ସେଇଠି ସେଇଠି'!....(୨ଥର) ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ। ୨-'ମନ ଚୋରି ହୁଏ ବୋଲି କାହାଣୀ ରେ ଶୁଣିଥିଲି ତତେ ଦେଖି ଦେଲା ପରେ ଆପେ ଆପେ ବୁଝିଗଲି'!.....(୨ ଥର) "ତୋ ପରି ଝିଅ ଟିଏ ସପନର ଦେଖିଥିଲି କେବେ ପୁଣି ଦେଖାହେବ ମନେ ମନେ ଖୋଜୁଥିଲି ଆଖି ସାଥେ ଆଖି ହେଲା ଏକାଠି ପାରିଲିନି ଆଉ ଲେଉଟି ଲେଉଟି"!...(୨ ଥର) ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ। ୩- "ଜହ୍ନ ହସେ ଆକାଶରେ ସଞ୍ଜ ନଇ ଗଲାବେଳେ ତୁ ହସୁଛୁ ମୋ ଆଖିରେ ଅନ୍ଧାରରେ ଆଲୁଅରେ"!.....(୨ ଥର) 'ମନ ମନ୍ଦିରରେ ମୋର ସାଜିବୁତୁ ପୂଜାରିନି ମିଳନର ଇଲାକାରେ ମୁଁ ରାଜା ତୁ ରାଣୀ ଖୋଜୁଛି ମୁଁ ତତେ ଯେବେ ଯେଉଁଠି ଲାଗୁଛି ତୁ ଅଛୁ ଏଇଠି କୋଉଠି'...(୨ ଥର) ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ ଦେଖା ହେଲା ତୋର ମୋର ଯୋଉଠି ମନ ହଜିଗଲା ସେଇଠି ସେଇଠି ମନ ହଜିଗଲା ସେଇଠି ସେଇଠି।
@jagadishchandra8079
2 жыл бұрын
I̊l̊l̊l̊l̊
@srikantasamal4925
2 жыл бұрын
Rhhooyy.
@bibekbehera702
2 жыл бұрын
Y Ml
@sajannaik7355
2 жыл бұрын
Thanks my favorite song
@arabindasahu3126
Жыл бұрын
@@srikantasamal4925 rrttf 😘😆😁
@odvintageyt9772
10 ай бұрын
Kia Kia piladinaki Miss karuchha like kara
@sudiptasuman-wm1mz
10 ай бұрын
Mo😢😢
@firojsahoo3045
Жыл бұрын
2024ରେ କିଏ କିଏ ଶୁଣୁଚ like hear👍👍👍👍
@akshayakumarmishra378
10 ай бұрын
ଏଇ ଗୀତ ଟି ଓଡ଼ିଆ ର ଏକ ଏଭର ଗ୍ରୀନ ଗୀତ.. ଯାହାକି କେଭେ ପୁରୁଣା ହେବନି...ଯେତେ ଶୁଣିଲେ ବି ନୂଆ ନୂଆ ଲାଗେ..❤❤
@sankarkumarbehera3954
9 ай бұрын
ଯାହା ହଉ ମୁ 1984ବର୍ଷରେ ଜନ୍ମ ହେଇଥିଲି ବୋଲି ସବୁ ଗାୟକ ଙ୍କୁ ଠାରୁ udit sanu ଙ୍କ ଗୀତ ନିଆରା
@NiranjanPandey-b1f
6 күн бұрын
❤❤❤, very, nice, vidio
@beingodia1227
4 жыл бұрын
ହେ ପ୍ରଭୁ ମତେ ଫେରାଇ ଦେ ମୋ ପିଲା ଦିନ 😔
@chikunchiku1439
2 жыл бұрын
🥺🥺🥺
@jagatacharya3809
2 жыл бұрын
Au asiba ni
@sibanirana4401
Жыл бұрын
Au thare mariki janma hele
@padmahaiba5172
Жыл бұрын
😢😢😢
@bulunag2924
10 ай бұрын
Feri aasu se pila dina puni thare boli mana bhabe kintu aau feri bani
@sunilkumarswain5322
Жыл бұрын
ମନ ଚୋରି ହେଲା ଲାଇନ ଟି ବହୁତ ଭଲ ଲାଗୁଚି 👌👌👌👌🌹🌹🌹
@Shorts__09477
Жыл бұрын
ଏଇ ଗୀତ ସୁଣିଲେ ଛୋଟ ବେଲର କଥା ମନେ ପଡି ଯାଏ ସପ୍ତମ Class Ra ଲଭ୍ ଷ୍ଟୋରି My childhood song I love this song❤️❤️
@subhamkhatua5889
11 ай бұрын
ଭାଈ କଉ ବେଲ କି😂😂
@umashankarrath3602
3 ай бұрын
ଆରେ ତୁ ତ ଷଷ୍ଠରୁ ନଷ୍ଟ 😂
@Raja.pinky143
Жыл бұрын
ଏଇ ଗୀତ ପାଇଁ ଆଉ କିଛି ଶବ୍ଦ ନାହିଁ ,such a beautiful track👌
@PrakashChandrajena-ft5js
7 ай бұрын
ପରୁଣା ଗୀତ ରେ ବାଜା ବଜାଇ ବାକୁ ଭଲ ଲାଗେ 👌👌👌👌
@PrasantanandaSwain-ml3lp
Ай бұрын
ମୋର ସବଠାରୁ ପସନ୍ଦ ଗିତ
@bhagirathisahoojaga.garadh498
3 жыл бұрын
ଫେରି ଆସନ୍ତା କି ଫୁଣି ସେ ପିଲା ଦିନ କୁଆଡ଼େ ଗଲା ଆଜି ମନେ ପଡ଼େ ପିଲା ଦିନ କଥା ସ୍କୁଲରେ ପାଠ ପଢି ଆସିଲା ବେଳେ ରାସ୍ତାରେ ଝିଅଙ୍କୁ ଦେଖି ଏ ଗୀତ ମୁଁ ଗାଏ ଭାରି ଭଲ ଲାଗେ ସେ ମୁହୂର୍ତ୍ତ ଅନୁଭବ ନିଜକୁ ଭାବେ ହିରୋ
@mereprabhu__krishna__
2 жыл бұрын
Epic😝😝😝
@bhagirathisahoojaga.garadh498
2 жыл бұрын
@@mereprabhu__krishna__ ମାନେ କଣ ବୁଝି ପାରିଲିନି
@pralayadash
2 жыл бұрын
Satree bhai 😞Se dina au nahii
@umakantasasmal1033
Жыл бұрын
Laiya
@Kk99382
Жыл бұрын
Nalua
@LoveSambalpuriMix
3 жыл бұрын
2021 କେଉଁ କେଉଁ ଭାଇ ମାନେ ଏ ଗୀତ ଶୁଣୁଛ ଲାଇକ କର ନିଶ୍ଚୟ 👍✅💞
@sashidakua2048
3 жыл бұрын
Ok a
@sashidakua2048
3 жыл бұрын
Geeta samast surjan
@sunitisahoo9599
3 жыл бұрын
@@sashidakua2048 l) ll
@sunitisahoo9599
3 жыл бұрын
@@sashidakua2048 )
@sunitisahoo9599
3 жыл бұрын
@@sashidakua2048 ) lll))) lll))
@pratyushsamal3899
Жыл бұрын
Song sunila belaku refresh laguchi jemiti thanda Pawan hauchi
@pabitraraul2781
8 ай бұрын
2024 re kia kia sunucha like kara ❤🎉
@rameshpradhan2324
3 жыл бұрын
ମୋ ଜିବନର ବେଷ୍ଟ ଓଡ଼ିଆ ଗିତ ❤️❤️
@deepakssahoo3934
6 ай бұрын
The best odia song ever
@LILLY-putul
28 күн бұрын
ମନ ଦୁଃଖ ଥିଲା ବେଳେ ମୁଁ ଏ ଗୀତ କୁ ବହୁତ ପସନ୍ଦ କରେ ଆଜି
@LoverboySipuKumar
Жыл бұрын
ଏପରି ସୁନ୍ଦର ଗୀତ ଆମେଖୋଜିଲେ ଆଉ ପାଇବାନାହିଁ ସତରେ ଏ ଗୀତ ଶୁଣିଲେ ମନ କୋଉଠି ହଜେଇଥିଲି ମାନେ ପଡ଼ିଗଲା😢😢😢 ହେଲେ ଏବେ ବାଟ ଅଲଗା
@PrasantaMahanta-b4p
10 ай бұрын
Love from Keonjhar, Odisha❤
@RanjanKumar-h7q7b
Жыл бұрын
୨୦୨୩ ରେ କିଏ କିଏ ଶୁଣୁଚ ଲାଇକ କର 😊
@dpk350
4 жыл бұрын
ମନ ଚୋରି ହୁଏ ବୋଲି କାହାଣୀରେ ଶୁଣିଥିଲି ତୋତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି। ଏହି ଲାଇନ ପାଇଁ ଗୋଟେ ଲାଇକ୍ ହେଇଯାଉ।
@pratapdash386
4 жыл бұрын
Aaiiob
@subhashritadas4560
4 жыл бұрын
@@pratapdash386 lkk
@FreeFire-tt5zx
3 жыл бұрын
Wishing nfs
@sunamanisrimati5047
3 жыл бұрын
Jkkjgkgłj
@hemantachilu2228
3 жыл бұрын
B
@sarthakkumar3355
3 жыл бұрын
ଏମିତି ଜଣେ ମୋ ଜୀବନ ରେ ଆସି ଥିଲା ଏଗାର ବର୍ଷ ତଳେ , ଏବେ ବି ତାକୁ ଖୋଜି ବୁଲୁଚି ...ହେଲେ ପାଉନି ତାକୁ ...କି କେବେ ପାଇବି ସେକଥା ବି ଜାଣିନି ...😥😥😥😥 . ଚାହିଁଲେ ବି ମନରୁ ଲିଭେଇ ପାରୁନି 😥😥😥😥😥
@buluprasad4170
2 жыл бұрын
ନିଶ୍ଚିତ ଫେରିବ ସିଏ
@kanchankanchansahoo9771
2 жыл бұрын
Se feribani
@rajibbehera7370
2 жыл бұрын
Dine na dine se jhia tuma saha dekha heba..setebele tuma heart changing asiba..good luck
@satyajitmallick804
Жыл бұрын
Bhai dekh hba but Tama bhitre Prema au nthiba sabu samya chdeinie bro
@lordk4k4shi3
Жыл бұрын
May be she is your twinflame
@GoutamKumarNayak
Жыл бұрын
2023 December re କିଏ ଶୁଣୁଛ like କର ❤
@prabhatkumarsahoo8555
4 жыл бұрын
Udit narayan best odia song👌👍
@dibakarharijan5748
Жыл бұрын
ବୋହୁତ ବୋହୁତ ସୁନ୍ଦର୍ ଅତି ସୁନ୍ଦର ମନକୁ ଛୁଇଁ ଯିବଏହି ଗୀତ ❤❤❤
@sibanirana4401
Жыл бұрын
ୟେ ଗୀତ ଯେତେ ବେଳେ ଶୁଣିଥିଲି ସେତେବଳକୁ ମୁ 5 କ୍ଲାସ ରେ ପଢ଼ୁଥିଲି
@Madhaba_Dora
Жыл бұрын
2024......me......amy......here...... attendance....here ✋🔥
@DScreative1233
2 жыл бұрын
ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁ ଗଲା ପରେ ଲାଇନ୍ ପାଇଁ ଗୋଟେ ଲାଇକ୍ ହେଇଯାଉ
@AlokSagar-t9i
9 ай бұрын
25 March 2024 re kiye kiye sunu chha
@bhagirathisahoojaga.garadh498
3 жыл бұрын
ଏ ଗୀତ ର ସମସ୍ତ ସଂଗୀତ ନିର୍ଦ୍ଦେଶକ ଓ ଗୀତି କାର ଓ କଣ୍ଠ ଶିଳ୍ପୀ ଉଦିତ୍ ନାରାୟଣ ସାର୍ ଙ୍କୁ ମୋ ର ଧନ୍ୟ ବାଦ୍ ସାର୍ ଅଭିନନ୍ଦନ ଶୁଭେଚ୍ଛା ଶୁଭ କାମନା ସମସ୍ତଙ୍କୁ ମୋର ହୃଦୟ ରୁ ଭଲ ପାଇବା ଓଡ଼ିଆ ଗୀତ ଆପଣ ଯେତେ ସବୁ ଗାଉଛନ୍ତି ସବୁ ଗୀତ ସୁପର୍ ହିଟ୍ ସୁପର୍ ହିଟ୍ ଭଲ ସୁନ୍ଦର ଗୀତ ପୁରୁଣା ଆଲବମ୍ ଗୀତ ସବୁବେଳେ ନୁଆ ଅମର ଗୀତ
@lulusahu853
2 жыл бұрын
Geeta Srikant goutam music saroj Nanda
@itspabitracreation4130
2 жыл бұрын
Malay Mishra music composition.. Mora bahut pasand ra song.. Every day I am listing
@bhagirathisahoojaga.garadh498
Жыл бұрын
@@lulusahu853 tks
@bhagirathisahoojaga.garadh498
Жыл бұрын
@@itspabitracreation4130 tks
@Rajesh-mh7cc
3 жыл бұрын
ତୁ ଚାଲୁ ଥିଲୁ ତେ ବାଟରେ ମୁଁ ଚାଲୁଥିଲି ମୋ ବାଟରେ ଦେଖା ହେଲା ଯେଉଁଠି ପ୍ରେମ ହେଇଗଲା ସେଇଠି ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@TOXICO-7-i
5 ай бұрын
Aji kie sabu ea song sunucha 🥹
@jagansahoo967
4 жыл бұрын
ଏ ଗୀତ ଶୁଣିବା ପରେ ମୋ ପିଲା ଦିନ ର କଥା ମନେ ପଡ଼ିଲା
@pankajinikishan1359
Жыл бұрын
Kete meaningful song ta with kete madhura suniba ku 🥰
@Sudhansu_Sekhar6371
Жыл бұрын
Aaji kiea kiea ea gita sunucha like kara
@AswinPatra-gx5mm
Жыл бұрын
ସତରେ ସେ ଦିନ କେତେ ଭଲ ଥିଲା My child wood memory 😢😢😢😢
@Anilkumarmohanty56
Жыл бұрын
ମନ ଚୋରି ହୁଏ ବୋଲି କାହାଣୀ ରେ ଶୁଣିଥିଲି ଭାଇ ରେ 1000 ଥର ଶୁଣିଲେବି ମନ ଭରୁନି
@prasannabal9640
Жыл бұрын
Bhai. Satare
@purnapatra1788
Жыл бұрын
Song ta school life Katha mane pakei dela. ❤❤❤❤
@Ajaykumar-yv2px
2 жыл бұрын
ମୋ ଜୀବନର ପ୍ରଥମ ଅଡିଓ cassets କିଣିବା ମୁଁ ରାଜା ତୁ ରାଣୀ i heartly love this song for ever ❤️❤️❤️
@Bisumobile179
7 ай бұрын
2024 ରେ....7/5/24🙏ଶୁଣିଲି ଖୁସି ଲାଗିଲା
@swetavlog9080
5 ай бұрын
Song ra feel sei hni kariba Jia tara sabu kichi hareichi😢😢
@chandrasekharsahu9376
Жыл бұрын
ମୋର ପିଲାଦିନ ସ୍ମୃତି ଗୁଡା ସବୁ ମନେ ପଡ଼ିଗଲା ଏ ଗୀତ ଆଜି ପୁଣି ଶୁଣିବା ପରେ।।।।।। ❤️❤️❤️❤️❤️🥰🥰🥰🥰🙆🙆🙆🙆🙆🥰🥰🥰❣️❣️❣️❤️❤️Old is gold
@Vicky-BS18
5 жыл бұрын
ମନକୁ ଛୁଏଁ ଗଲା ଭଲି ଗୀତ...❤️👌🏻 ସେତେବଳର ଗୀତ ଆଉ ଏବେ କାର ଗୀତ ଭିତରେ ଆକାଶ, ପାତାଳ ଫରକ୍...🙏
@dgsingh9444
4 жыл бұрын
Abe kar gita kichi mining nahi jemiti rough khata
@jitendrapardia5809
4 жыл бұрын
Right Bhai thik kahila bilkul
@maheswarnaik4833
4 жыл бұрын
Right
@pratimakarjee9026
4 жыл бұрын
Satare bhai
@habibalam3285
4 жыл бұрын
Old os gold dear😘😘😘
@yashdasdeepu2356
9 ай бұрын
Aji bi manepde ❤❤
@ahobbyhouse8181
5 жыл бұрын
Udit narayan sir geeta gudiku jeebanta kari dianti. Love u Uditji Lots of love from Odisa.
@trailokyasanju6893
4 жыл бұрын
Where are you form laxmipriya
@Jkl-pooja
4 жыл бұрын
ଜହ୍ନ ହସେ ଆକାଶ ରେ ସଞ୍ଜ ନଇଁ ଗଲା ପରେ.. ତୁ ହସୁଛୁ ମୋ ଆଗ ରେ ଅନ୍ଧାର ରେ ଆଲୁଅ ରେ. . ଅତି ଚମତ୍କାର ଗୀତ
@chittaranjanbarik5783
3 жыл бұрын
Ex is nhtsbxmmlllp
@duryodhanbehera1429
3 жыл бұрын
Tu hasuchu mo akhire 👁
@smaraksekharbhanja3105
26 күн бұрын
Udit narayan ji thank you very much ❤❤❤❤❤❤❤❤
@bhagirathisahoojaga.garadh498
3 жыл бұрын
ମୋ ମନ ପସନ୍ଦର ଗୀତ ସବୁଠୁ ସୁନ୍ଦର ଭଲ ମନଛୁଆଁ ହୃଦୟର ମିଠା ମିଠା ଗୀତ ସୁପର୍ ହିଟ୍ ସୁପର୍ ହିଟ୍ ଓଡିଆ ରୋମାଣ୍ଟିକ ଗୀତ
@rockchandan5265
3 жыл бұрын
H। 7 hi
@bhagirathisahoojaga.garadh498
3 жыл бұрын
ହାଏ
@bhagirathisahoojaga.garadh498
3 жыл бұрын
@@rockchandan5265 ହାଏ
@RajendraSahoo-gv3ry
Жыл бұрын
ଯାହା କୁହ ଭାଇ old is gold
@kalyanibehera6668
10 ай бұрын
Abe kana sehi pari song heiparibaniki I mis old song❤️❤️❤️❤️❤️❤️❤️
@d.das78
Жыл бұрын
This generation will never know the beauty of these songs❤
@sanjayjena1969
Жыл бұрын
Legendary song will never never ever die. Lyrics, Voice, music composition, acting is at highest level.
@khitishkumar6219
Ай бұрын
2:00 min is emotion ❤❤❤❤❤❤❤❤❤
@Rupeshkumar-ew5pf
Жыл бұрын
ସେତେବେଳେ ଏ ଗୀତ ର cassette ଆସିଥାଏ ଆଉ ଏଵେ ଏ ଗୀତ KZbin ରେ ମିଳିଯାଉଛି ସେ ଦିନ ଆଉ ଆଉ ନାହିଁ 😢😢😢
@dineshgaming2584
5 ай бұрын
2024 re kie kie ahi Gita sunuchha like plzzzzz❤❤❤
@augustelectronics5320
9 ай бұрын
Miss my childhood Miss my love 😭😭😭😭😭
@dasharathkallar2360
5 жыл бұрын
ମୁଁ ସବୁ ବେଳେ ଏମିତି ଓଲ୍ଡ ଗିତ ସୁଣେ ଏମିତି ଗିତ ସମସ୍ତ ମନକୁ ଛୁଇଁ ଜିବ 2019
@subratnanda3715
2 жыл бұрын
Old suna ni bhai bold hei jiba
@rinkisahu1538
10 ай бұрын
👍👍👍
@copaamericacentario
3 жыл бұрын
90s...da golden era of music ✌️
@tapaswinitripathy651
10 ай бұрын
Very nice song Pila Dina mane padijauchi
@sabitrisahoo6414
4 жыл бұрын
It’s refresh my childhood....when I listen it again and again..,,I think I am addicted in this song....
@rajeshrout8529
3 жыл бұрын
Y gita suni suni baas life bahut duraku naegala.jaaha chahnithile taathu adhika bhagwan deaichhanty
@_mr_._bad_._boy
2 жыл бұрын
👍 right
@tkpcreation1318
4 жыл бұрын
Uditnarayan always best singer Of me Unicq style singer better than all Indian's best singer ❤️❤️❤️❤️❤️❤️❤️
@sunilsahoo3446
Жыл бұрын
ମୋ ପିଲା ଦିନ
@biswajitpradhan4202
Жыл бұрын
କେଉ ମାନେ କେବଳ କମେଣ୍ଟ ପଢ଼ିବା ପାଇଁ ଆସିଛ ଦୟାକରି ଲାଇକ କର |
@jnanaranjansingh6486
Жыл бұрын
Golden era of odia music world❤️❤️
@abhisheksamal253
4 жыл бұрын
Ki dina thila re ❤️pure romantic area. Na phone na social media, real love Felling 😍❤️i am so lucky bcz i am went to 90 golden area😘
@swapnasaritaswain9836
4 жыл бұрын
Right
@akashkumarnayak7637
2 жыл бұрын
Right bro
@spradhan5316
2 жыл бұрын
Hurdya ra katha kahidela bhai 🥰
@Im_Monster1
3 ай бұрын
2024 m kon kon dekh rha
@sumantakumarpradhan2319
4 жыл бұрын
୬ଷ୍ଠ ଶ୍ରେଣୀ ପଢ଼ିବା ବେଳର ଗୀତ...ମୋ ପସନ୍ଦର ରୋମାଣ୍ଟିକ୍ ଗୀତ
@shivshankarhaldar9819
3 жыл бұрын
Kebe release heithila which year ? Bro
@umashankarrath3602
3 жыл бұрын
ଷଷ୍ଠରୁ ନଷ୍ଟ 😄😄😄
@sumantakumarpradhan2319
3 жыл бұрын
@@umashankarrath3602 😃
@sanidhyaexpress1287
3 жыл бұрын
@@shivshankarhaldar9819 vi be sq
@dklovers7446
2 жыл бұрын
@@shivshankarhaldar9819 qqqq1q
@m.padmanav3914
Жыл бұрын
Udit Narayan ♥️♥️♥️
@soul11235
Жыл бұрын
"ଉଦିତ ନାରାୟଣ ଜଣେ ହିନ୍ଦୀ ଗାୟକ" , ସେ ଓଡ଼ିଆ ଭାଷା ପାଇଁ ଏ ଗୀତ ଗାଈ ଓଡ଼ିଶାର ❤ ନାମ ସହ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ପ୍ରମୁଖ ସ୍ଥାନ ଅଧିକାର କରଛନ୍ତି🎉
@Piku_1947
2 жыл бұрын
Reminds me about my best days~ my childhood 🌼🌼
@binodsamalofficial
2 жыл бұрын
Old is gold ମନେ ପଡେ ସେ ପୁରୁଣା ସ୍ମୃତି
@ramkaduniya21
10 ай бұрын
2024 re dekucho ta??😳
@TribikramRout
10 ай бұрын
Hmm
@OllywoodHub
Жыл бұрын
Old Is Gold❤
6:15
Gaon Majhire Chandini - Romantic Odia Song | Sidharth Music
World Music Odia
Рет қаралды 18 МЛН
00:18
Правильный подход к детям
Beatrise
Рет қаралды 11 МЛН
00:12
Quando A Diferença De Altura É Muito Grande 😲😂
Mari Maria
Рет қаралды 45 МЛН
00:38
She made herself an ear of corn from his marmalade candies🌽🌽🌽
Valja & Maxim Family
Рет қаралды 18 МЛН
00:48
Tuna 🍣 @patrickzeinali @ChefRush
albert_cancook
Рет қаралды 148 МЛН
00:18
Правильный подход к детям
Beatrise
Рет қаралды 11 МЛН