Рет қаралды 112,235
B4UODIA presents a romantic song "Tu Chuindelu Jebe Najara Re Tora " sung by future hit Jodi of odia music industry Humane sagar and Sital Kabi. Hope all viewers like this song.
Song Credits
Song - Tu Chuindelu jebe Najara re Tora
Singer - Humane Sagar & Sital Kabi
Music - Kr Pintu ( 7008167851 )
Lyrics - Abinash Sahoo
Programming - Ramesh Remo & Suman
Rex & Mix - Mrr Studio Ctc
Banner-B4U ODIA PVT.LTD.
Music Lebel- B4U ODIA
B4U Odia Contact-Bhramit(official contact
Number- 98619 58688 , 7008852391 )
Copyright By : B4U ODIA PVT. LTD
#TuChuindeluJebeNajaraReTora
#B4uOdia
#HumaeSagar
#SitalKabi
#HumaneSagarNewRomanticSong
#SitalKabiNewRomanticOdiaSong
#NewOdiaRomanticSong
#OdiaNewRomanticSong
#HumaneSagar&SitalKabi
Follow us :
/ b4u-odia-2334585503489540
/ b4u ODIA
Lyrics
M- ତୁ ଛୁଇଁ ଦେଲୁ ଯେବେ ଠାରୁ ନଜରରେ ତୋର
ଫାଷ୍ଟ ଟାଇମ ଫିଲ ହେଲୁ ନିଜଠୁ ନିଜର
F- ତୁ ରହିଗଲୁ ଯେବେ ଠାରୁ ପଲକରେ ମୋର
ଭଲ ପାଇବାକୁ ତତେ ଦେଲି ଅଧିକାର
M- କି ଯାଦୁ କଲୁ ଓରେ ମାହି
ମୋ ପ୍ରେମ ଖାଲି ତୋରି ପାଇଁ
ତତେ ପାଇ ଦୁନିଆରୁ ହେଲି bekhabar
ମୁଁ ତୋ ପ୍ରେମୀ, ତୁ ମୋ hamsafar -2
F- ତୁ ମୋ ପ୍ରେମୀ ମୁଁ ତୋ humsafar -2
ଆନ୍ତରା 1
M- ହୃଦୟର ସୀମାରେ ପାଦ ଯେବେ ଥାପିଲୁ
ଇନ୍ଦ୍ରଧନୁ ସାତ ରଙ୍ଗ ଗଲା ବରଷି
F- ସଂଜୀବନୀ ତୋ ପ୍ରେମ ଦେଲା ନୂଆ ଜୀବନ
ତୋ ଉପରେ ବିଶ୍ୱାସ ମୋ ନିଶ୍ୱାସ ଠୁ ବେଶୀ
M- ମୋ ଆସିୟାନା ହେଲେ ଯେବେ ହୃଦୟଟା ତୋର
ଏ ଆଖିଦେଖି ନାହିଁ ଆଉ ସପନ କାହାର
ମୁଁ ବାଟ ହେଲେ ତୁ ମୋ ମଞ୍ଜିଲ
ତୁ ସାଗରଟେ ମୁଁ ତୋ ସାହିଲ
ତୋ ପ୍ରେମ ରେ ହାରିକି ବି ହେଲି bazigar
ମୁଁ ତୋ ପ୍ରେମୀ ତୁ ମୋ humsafar -2
F- ତୁ ମୋ ପ୍ରେମୀ ମୁଁ ତୋ humsafar -2
ଆନ୍ତରା 2
F- କାଉଁରୀ ତୋ ସ୍ପର୍ଶ ରେ କି ରଙ୍ଗ ଲିପିଲୁ
ସପନ ମୋ ଝଲସୁଛି ବିନା ଫଗୁଣରେ
M- ହୋ... ଏତେ ଖୁସି କୋଉଠି ରଖିଥିଲୁ ସାଇତି
ମେଘ ହେଇ ଝରିଗଲୁ ମନ ଅଗଣାରେ
F- ତୁ କହିଦେଲୁ ଯେବେ ଠାରୁ ମନ କଥା ତୋର
ଲେଖିଦେଲି ତୋ ନାଁରେ ଆୟୁଷ କୁ ମୋର
ମୁଁ ନିଶ୍ୱାସରେ ତୋରି ବାସ୍ନା
ମୁଁ ଛାତକଟେ ତୁ ମୋ ତୃଷ୍ଣା
ନା ଦେଖିଲେ ତତେ ହାଏ ଦିଲ bekarar
ତୁ ମୋ ପ୍ରେମୀ ମୁଁ ତୋ humsafar -2
M- ମୁଁ ତୋ ପ୍ରେମୀ ତୁ ମୋ hamsafar -2
||-- ANTI-PIRACY WARNING--||
This Content is Copyright to B4U ODIA private limited. Any Unauthorized Reproduction, Redistribution, or Re-upload is strictly prohibited from this material. Legal Action will be taken against those who violate this copyrights material presented