TU DEBATA MU MANISHA | SOURAV BHARADWAJ | ODIA NEW BHAJANA | OFFICIAL STUDIO VERSION 2024

  Рет қаралды 1,794,276

dev od music

dev od music

Күн бұрын

♪ Song - TU DEBATA MU MANISHA
♪ Singer - SOURAV BHARADWAJ
♪ Lyrics - SOUMYA RANJAN BAL
♪ Music Director - DIBYA CHANDAN
♪ Making & Edit - Chiku
♪ Recording, Dub, Mix & Master - Pabitra Studio
♪ Producer - Rasmita Nayak
♪ Music Label - DEV OD MUSIC
♪Stream The Full Song Here♪
Spotify :
Gaana :
Wynk :
Resso :
Hungama :
Jio Saavn :
Amazon Music :
Apple Music :
KZbin Music :
#TU_DEBATA_MU_MANISHA #SOURAV_BHARADWAJ #odianewsong #odiabhajan
!!---ANTI-PIRACY WARNING---!!
This content is Copyright to Dev Odia Music DigitalMedia Private Limited. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented.

Пікірлер: 1 200
@Happyanytime143
@Happyanytime143 7 ай бұрын
ହେ ଜଗା ତତେ ଧନ ସମ୍ପତ୍ତି ମାଗୁନି ରେ ଖାଲି ଏତିକି ମାଗୁଛି କି ମତେ ମା ହେବାର ସୌଭାଗ୍ୟ ଦେ 😭😭😭😭😭😭ନ ହେଲେ ଏହି ବୟସ ହି ମତେ ତୋ ପାଖକୁ ନେଇ ଯା 😢😢😢😢ଆଉ ଏ ନିଧା ଅପମାନ ସହି ହୋଉନ ରେ 😭😭😭😭🙏🙏🙏🙏
@chittaranjanrout266
@chittaranjanrout266 6 ай бұрын
ମା ତୁମ ଡାକ ମୋ ଜଗା କାଳିଆ ନିଶ୍ଚୟ ଶୁଣିବ 😢
@niranjanbehera8222
@niranjanbehera8222 6 ай бұрын
Jay Jagannath
@kabitapatra113
@kabitapatra113 6 ай бұрын
Jaga tuma daka nischay suniba maa tume hoiparib
@purnachandranayak7710
@purnachandranayak7710 6 ай бұрын
Tama daka jaga sunichinichaya bhaouni aie chota lathare mana dukha karucha maa laxminka bi ta kehi chua nahanti hele se jagatara maa sebhali tume b chesta kara pura jagatara maa heba paen
@PradeepKumar-xt6yp
@PradeepKumar-xt6yp 6 ай бұрын
ଜଗା ଗେହ୍ଳା ପୁଅ ତାକୁ ଭାବିନିଅ ପୁଅ ନିନ୍ଦା ସବୁ ଦୂରେଇ ଯିବ
@PIN2LINU
@PIN2LINU 9 ай бұрын
ସୌରଭ ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ହିଁ ଶୋଭା ପାଉଛି.
@gobindanaik3551
@gobindanaik3551 8 ай бұрын
Sata katha
@sachinsahoo9326
@sachinsahoo9326 8 ай бұрын
Micha
@sonalinayak525
@sonalinayak525 8 ай бұрын
Sata re sourav bhai nka kantha re jagannath nka Bhajan sunile hi akhiru luha paleiase 😢
@deepakraaj3379
@deepakraaj3379 7 ай бұрын
❤ pura right kahucha bhai bahutu sundra laguchi saouravh bhai nka voice re jagannath nka Bhajan hy jaga I miss you 😢😢❤❤
@prasantaroutray2506
@prasantaroutray2506 7 ай бұрын
gifted🥰
@kurikudumba5209
@kurikudumba5209 9 ай бұрын
ବଡ଼ ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ପ୍ରତି ଦିନ ଗୋଟେ ଗୀତକୁ ୫,୬ repeat କରି କରି ଶୁଣେ ।ଧନ୍ୟବାଦ୍ ଭାଇ,ଏମିତି ଗୀତ ଗାଇ ଚାଲନ୍ତୁ ଭଗଵାନ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🏽
@sjproduction7876
@sjproduction7876 9 ай бұрын
kzbin.info/www/bejne/i2TFfIKCmJljnsUsi=oqYVm4T8Zek3AWRZ Sourav Bhai kn new Bhajan ❤
@rasmitasahoo7320
@rasmitasahoo7320 6 ай бұрын
Same here ..
@sanatanrout7251
@sanatanrout7251 6 ай бұрын
Jay jagannath ❤❤❤❤❤❤
@MaheswarBiswal-o6t
@MaheswarBiswal-o6t 6 ай бұрын
Same
@jyotsnamaharana7112
@jyotsnamaharana7112 7 ай бұрын
ଗୀତର ପ୍ରଥମ ଧାଡିକୁ ଶୁଣିଲା ବେଳକୁ ସତରେ ହୃଦୟକୁ ଛୁଇଁ ଯାଉଛି🙏❤️🌼ସତରେ ଜଗା ତୋ ଗୀତରେ କି ଯାଦୁଅଛି କେଜାଣି ବାରମ୍ବାର ଶୁଣିବା ପାଇଁ ଇଚ୍ଛାହୁଏ❤ ସମସ୍ତଙ୍କୁଭଲରେ ରଖିଥାଅ ବଡ଼ଠାକୁର🙏😊
@Saudaminimaharana5411
@Saudaminimaharana5411 7 ай бұрын
Right 👍
@sunitanaik-mp1ir
@sunitanaik-mp1ir 6 ай бұрын
Sata Katha di😢
@BiswajitBeura-or4ez
@BiswajitBeura-or4ez 3 ай бұрын
@@jyotsnamaharana7112 That is right point sister 🙏🙏🙏
@PujaSwain-f4g
@PujaSwain-f4g 3 ай бұрын
Really dii jaga bina e dubiya re kichhi nahi😭😭
@JyotsnaRaniMaharana-u5e
@JyotsnaRaniMaharana-u5e 2 ай бұрын
😭😭🙏🙏
@singhmama1234
@singhmama1234 7 ай бұрын
ଭାଇ କି ସୁନ୍ଦର କଣ୍ଠ 😊😊 ଭଗବାନ ଆପଣ ଙ୍କୁ ଆହୁରି ଆଗକୁ ନିଅନ୍ତୁ ❤
@SubhasmitaSahoo-l6c
@SubhasmitaSahoo-l6c 9 ай бұрын
ଆପଣଙ୍କ ସ୍ଵର ସବୁ ସିଙ୍ଗରଙ୍କ ଠାରୁ ଅଲଗା ଆଉ ହୃଦୟସ୍ପର୍ଶୀ ଆଉ ସବୁଠୁ ସୁନ୍ଦର ସ୍ଵର
@diptimayeedevi3139
@diptimayeedevi3139 9 ай бұрын
ଅତି ସୁମଧୁର କଣ୍ଠ ଲେଖାର ମଧ୍ୟ ମାନେ ବହୁତ ହୃଦୟ ସ୍ପର୍ଶୀ।ସେଇ ବଡ଼ଠାକୁର ତୁମର ସହାୟ ହେବେ ଆଗକୁ ବଢ଼ିବାରେ ।ଜୟ ଜଗନ୍ନାଥ 🙏🙏😍😍
@akhilkumar6129
@akhilkumar6129 8 ай бұрын
ଭାଇ କଣ ଗାଉଛ ସତରେ ଭାଇ ତମ କଣ୍ଠ ରେ ପ୍ରଭୁ ଜଗନ୍ନାଥ ଅଛନ୍ତି ⭕‼️⭕🙏 ତମ ସବୁ ଗୀତ ରେ ସତରେ ଜଗନ୍ନାଥଙ୍କୁ ଭିତରେ ପାଇଲା ପରିକା ଲାଗୁଛି 😊 ଭାଇ ଏମିତି ହିଁ ଗାଇଚାଲ 😊🙌 ଜୟ ଜଗନ୍ନାଥ ⭕‼️⭕🙏.......
@smita563
@smita563 7 ай бұрын
ଅଭିମାନ କରିକି ଯଦି କିଛି ଭଗବାନ ଙ୍କୁ କହିବାର ଥିବ ତ .. ଏମିତି ଗୋଟେ ଗୋଟେ ସଙ୍ଗୀତ ହିଁ ଆମ ମାନଙ୍କର ମାଧ୍ୟମ❤❤।ଜୟ ଜଗନ୍ନାଥ 🙏
@samir4500
@samir4500 8 ай бұрын
ସାରା ଓଡିଶା ସୌରଭ ଙ୍କ କଣ୍ଠ ର ଯାଦୁ ଦେଖୁଛି ❤️🫶👏wah pride of Baleswor ❤️ଜୟ ଜଗନ୍ନାଥ 🙏
@madhusmitabarik8319
@madhusmitabarik8319 2 ай бұрын
ଜଗାରେ କିଛି ମାଗୁ ନାହିଁ ଖାଲି ମା ଟିଏ ହବାର ସୈାଭାଗ୍ୟ ଟିଏ ମାଗୁଛି। ଭିକ୍ଷାରେ ହେଉ ପଛେ ଦେଏରେ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@Dilipkumarmallick-q1q
@Dilipkumarmallick-q1q Ай бұрын
❤ହେଏ ମା ମେତେ ତମ ପୁଅ କରି ନିଅ🙏🙏
@jmsbehera2844
@jmsbehera2844 Ай бұрын
ପ୍ରଭୁ ଜଗନ୍ନାଥଙ୍କ ତମ କୋଲ ନିଶ୍ଚୟ ପୂରଣ କରିବେ ଭଉଣି❤❤❤❤❤❤❤ ଜୟ ଜଗନ୍ନାଥ
@madhusmitabarik8319
@madhusmitabarik8319 Ай бұрын
@Dilipkumarmallick-q1q ଧନ୍ୟବାଦ ପୁଅ
@madhusmitabarik8319
@madhusmitabarik8319 Ай бұрын
@jmsbehera2844 ଧନ୍ୟବାଦ ଭାଇ 🙏
@sinugymmotivation
@sinugymmotivation Ай бұрын
Jaga suniba bhauni 🥹🙏
@akshayaparida9980
@akshayaparida9980 9 ай бұрын
Love you bhai ❤❤❤ bahut sundar gita and nice voice🎉🎉🎉🎉
@MAHENDRAMALLICK-gl1ze
@MAHENDRAMALLICK-gl1ze 10 ай бұрын
Bohut sunder gito🎉 Jay jaganath
@sandhyaranibindhani
@sandhyaranibindhani 3 ай бұрын
@Mona_lisa361
@Mona_lisa361 9 ай бұрын
Jay jagannath.......❤🙏❤
@PintuDas-gh2hy
@PintuDas-gh2hy 7 ай бұрын
ସତରେ ଭାଇ ବହୁତ ହୃଦୟସ୍ପର୍ଶୀ ଏଇ ଗୀତ ରେ ଅଛି ଆଉ ଆମ କଳା ଠାକୁର ପାଖ କୁ ମନ ନେଇ ଯାଉଛି ଆଉ ଲୁହ ରହୁନି ବହୁତ୍ ବାହୁଡା଼ ଧନ୍ୟବାଦ ଭାଇ ଏଇ ଗୀତ ସାରା ଓଡ଼ିଶା କୁ ଦେଇଥିବାରୁ ଆଉ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ 😢😢😢
@lovelybaby898
@lovelybaby898 7 ай бұрын
ଜଗା ଭାଇ ମୋତେ ଥରେ ତମ ପାଖକୁ ନେଇଯାଅ😢 ଏଇ ଦୁନିଆ ଟା ବହୁତ ଖରାପ 😭😭😭😭
@babulkumar964
@babulkumar964 6 ай бұрын
Thik kahicha
@dibyajyotimohanty6138
@dibyajyotimohanty6138 5 ай бұрын
😭😭😭😭😭😭😭
@ChinmayaNaik-b8f
@ChinmayaNaik-b8f 3 ай бұрын
Ei duniya ta bada maghia duniya
@Babulvlogs2002
@Babulvlogs2002 3 ай бұрын
Right Bhai 🙏😢💯💯💯💯💔
@dudammajoga6474
@dudammajoga6474 2 ай бұрын
Hm thik kohilo 😢😢😢😢
@Aarti-uj3tl
@Aarti-uj3tl 9 ай бұрын
🥰🙏ଭାଇ , ସତରେ ଜଗନ୍ନାଥଙ୍କ ଭଜନ ଶୋଭା ପାଉଛି ତୁମ କଣ୍ଠରେ
@saileshsekharmahanta1156
@saileshsekharmahanta1156 10 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ
@chandankumardas6734
@chandankumardas6734 6 ай бұрын
Saurv , what a fantastic voice . Lord jagannath bless you for your bright future
@itishreebehera23
@itishreebehera23 7 ай бұрын
ଛୁଇଁଗଲା ହୃଦୟ କୁ ଆଉ ଲୁହ ଆସିଗଲା ଆଖିରେ। ଭାଷା ପାଉନି କେମିତି କହିବି କେତେ ଭଲ ହେଇଛି ଗୀତର lyrics, music, voice everything। ଜୟ ଜଗନ୍ନାଥ 🙏
@ankitapradhan7464
@ankitapradhan7464 5 ай бұрын
Bhai apana nka gita sunile lage jaga apana nku tanka bhajana gaiba pain hin baneichanti....so soothing nd heart touching voice
@kdm0987
@kdm0987 10 ай бұрын
Jay jaganaath 🙏
@bhagirathisethi3794
@bhagirathisethi3794 4 ай бұрын
Jagannath ତୁମ କଣ୍ଠରେ ଲକ୍ଷ୍ମୀ ମାତାଙ୍କୁ ବସେଇଦେଇଛନ୍ତି,ଅତି ମଧୁର,,,,,,,,,ଜୟ ଜଗନ୍ନାଥ
@Sanketpanda
@Sanketpanda 6 ай бұрын
ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି l ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ଧନ୍ୟବାଦ୍ ଭାଇ ।ଆଉ ଜଗା ତ ମୋ ସାଙ୍ଗ ।
@manasidash4071
@manasidash4071 3 күн бұрын
🙏🏻 ଜୟ ଜଗନ୍ନାଥ 🙏🏻
@arunabiswal5017
@arunabiswal5017 9 ай бұрын
Jay jaganatha ❤❤❤❤❤
@diptimayeemoharana209
@diptimayeemoharana209 7 ай бұрын
ସବୁବେଳେ ଏମିତି ସୁନ୍ଦର ଭଜନ ଗାଉଥାଅ. ଜୀବନ ରେ ଆହୁରି ଉନ୍ନତି କର ଭାଇ. God bless u.
@bebinaojha5638
@bebinaojha5638 9 ай бұрын
Woowww.........aponka voice satre manaku chueila vali heichi ....🙏⭕❗⭕
@Priyadarshani-he7jn
@Priyadarshani-he7jn 7 ай бұрын
Bhai apanakara kantha re prabhu jagannath achhanti , bahut sundar lekha
@hollikatanty3466
@hollikatanty3466 9 ай бұрын
Bhai mote apananka sabu gita bhala lage ❤😊 god blessing bhai Maha Prabhu sabu bole amiti rakhithantu bhai.
@sjproduction7876
@sjproduction7876 9 ай бұрын
kzbin.info/www/bejne/i2TFfIKCmJljnsUsi=oqYVm4T8Zek3AWRZ Sourav Bhai kn new Bhajan ❤
@realstar2124
@realstar2124 2 ай бұрын
ଯେତେ ପ୍ରଶଂସା କଲେ କମ୍ ହେବ, ଉଭୟେ ଗୀତିକାର, ଗାୟକ ଓ ସଙ୍ଗୀତକାର ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
@prasantanayak9971
@prasantanayak9971 7 ай бұрын
Sourv bhai jau Bhajan gauchhnti mnku aau hruday ku chhuei juchi
@Prabhukalyandhal
@Prabhukalyandhal 6 ай бұрын
Amazing voice, love you bro and I am crazy about your singing and it seems like your voice is made for Mahaprabhu's Bhajan.
@sujasujata9739
@sujasujata9739 8 ай бұрын
❤🥺❤ Sir apana nku jaga 1no voice deuchhanty Ame mane ate sundar vabare suni paruchhu akhire luha asijauchhi 🥺❤❤ Best off luck👍❤
@HimansuSekharPanda-c2d
@HimansuSekharPanda-c2d Ай бұрын
ଭାଇ ସତରେ ତୁମ କଣ୍ଠରେ ସ୍ୱୟଂ ଜଗନ୍ନାଥ ବିଜେ କରିଛନ୍ତି ସେଥିପାଇଁ ତାଙ୍କର ସବୁ ଭଜନ ବହୁତ ଭଲ ଲାଗୁଛି, ଏହିଭଳି ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତୁମଉପରେ ରହିଥାଉ, ଧନ୍ୟବାଦ
@renuclasses5434
@renuclasses5434 7 ай бұрын
Bhai tuma gala re Jagannath nka asribada achhii amiti.... speechless 😶😶
@jena487
@jena487 9 ай бұрын
Bhai market re trending singer ❣️ wow , sundar anubhab
@rinkudunia6444
@rinkudunia6444 7 ай бұрын
ଜୟ ମା ତାରିଣୀ 🙏🙏....woww
@LOCALTRADITION
@LOCALTRADITION 3 ай бұрын
ଅତି ଚମତ୍କାର ....ଆହୁରି ଏପରି ହୃଦୟସ୍ପର୍ଶୀ ଗୀତ ନେଇ ଆସନ୍ତୁ ...ଆପଣଙ୍କ ଗୀତ ଅପେକ୍ଷାରେ....
@nrusinghajena6907
@nrusinghajena6907 9 ай бұрын
ହୃଦୟକୁ ଛୁଇଁଲା ପରି ଗୀତ ଟିଏ 🙏🏻
@priyabehera5885
@priyabehera5885 7 ай бұрын
ଅତି ସୁନ୍ଦର ଭାବରେ ଗାଉଛ ଭଗବାନ ତମକୁ ବହୁତ ଆଗକୁ ନିଅନ୍ତୁ 🙏🙏😘
@kalpanadas8366
@kalpanadas8366 3 ай бұрын
Bahut bahut sundar.jagnnatha amiti duee singar nku asirbada karantu.semame bahut agaku badhantu
@smita563
@smita563 7 ай бұрын
ଭଗବାନ ବୋଧେ ସୈାରଭ ଭାଇ ଙ୍କ ଉପରେ ସବୁ କରୁଣା ଢ଼ାଳି ଦେଇଛନ୍ତି ତା ନ ହୋଇଥିଲେ ଏତେ ସୁନ୍ଦର ଭାବମୟ ସଙ୍ଗୀତ କେମିତି ଗାଇ ପାରୁଛନ୍ତି ❤❤ ହୃଦୟ କୁ ପୁରା ଛୁଇଁ ଯାଉଛି ଏ ସଙ୍ଗୀତ 🥰🥰ଯିଏ ଏ ସଙ୍ଗୀତ ଲେଖିଛନ୍ତି ତାଙ୍କୁ ବହୁତ୍ ବହୁତ ଧନ୍ୟବାଦ 🎉 ଏବଂ ସୈାରଭ ଭାଇ ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ 💝💝
@somya_creation
@somya_creation 7 ай бұрын
Thank you 🙏
@aamaadmisukanta6641
@aamaadmisukanta6641 5 ай бұрын
Ta nuhn ta au kn tanku dekhubahanti se jete Gita gauchhanti kemiti bhaba bibhola heijauchhanti ❤❤❤
@sipunnanda3842
@sipunnanda3842 4 ай бұрын
❤❤❤❤❤❤❤❤❤ ରାଇଟ୍
@srittamdas4758
@srittamdas4758 6 ай бұрын
Really bhai tama voice re Prabhu Jagannath 🙏 nka Gita bahut bhala laguchi😊
@SunitaSunita-rd7gl
@SunitaSunita-rd7gl 7 ай бұрын
Jai jagannath 🙏 🙏 Wow...... ki sundar Gita jete sunile b mana bharuni.......my favourite song 👌👌👌👌👌👌sundar voice 👌👌👌👌
@minatipradhan7562
@minatipradhan7562 4 ай бұрын
Sourav Bhai,apananka kantha re Jadu hin Jadu achhi.....satare khub hrudayasparshee voice te bhagaban apananku gift karichhanti
@kirtirajacharya7495
@kirtirajacharya7495 9 ай бұрын
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ
@laxmikantaswain4116
@laxmikantaswain4116 5 ай бұрын
Satare bhai tuma kantha ru gita gudika sunile akhiru luha asijauchi hrudaya kandhi uthuchi🙏🙏🙏ooo jaga
@rkcreation1661
@rkcreation1661 10 ай бұрын
Jay jagannath ❤❤❤
@sasmitamohanty1970
@sasmitamohanty1970 5 ай бұрын
ବହୁତ ସୁନ୍ଦର ଗୀତ 👌🏻ଆପଣଙ୍କ ସ୍ୱର ରେ ସତରେ ଆଧ୍ୟାତ୍ମିକତା ଅଛି 🙏🏻
@excellentpadmanav.2107
@excellentpadmanav.2107 8 ай бұрын
Sourav Bharadwaj is the only singer who connects the Jagannath devotees and the lord Jagannath in a devotional way ❤🙏🏻
@alokswain4630
@alokswain4630 5 ай бұрын
ଖୁବ୍ ସୁନ୍ଦର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦା ସର୍ବଦା ରହୁ /ଜୟ ଜଗନ୍ନାଥ/
@subhashishmishra5101
@subhashishmishra5101 7 ай бұрын
ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ଏଇ ଭଳି ମଣିଷ ଏଇ ଦୁନିଆ କୁ ପଠାନ୍ତୁ ମୋ ଭଳି ପାପୀ ଲୋକର ଏଇ ଦୁନିଆ ରେ କିଛି କାମ ନାହିଁ ମହାପ୍ରଭୂ 🙏
@biswalchannelmuna7981
@biswalchannelmuna7981 3 ай бұрын
Hurdaya ku chhuin dela re bhai prabhu jagannath nka asirbad sabubele thau 🙏
@Achieverl8i
@Achieverl8i 9 ай бұрын
😭😭🙏🏼ଏକଥା ମିଛ କି ଭଗବାନ୍ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ....
@sumitsouravnanda2234
@sumitsouravnanda2234 9 ай бұрын
Kie kahila😊
@jayanteesahoo8023
@jayanteesahoo8023 6 ай бұрын
Thik kahila😢😢mote bahut dukha deichanti belebele laguchi jemiti jibana ta value less😢😢
@AdityaSubudhi-f9n
@AdityaSubudhi-f9n 8 ай бұрын
Love you bhaiii Tumr bada fan munnn Emiti sabubele gote gote hrudaya ku sparsha kruthiba Bhajan gauthaoo🤗😚💝💐🌷
@SubhasmitaBiswal372
@SubhasmitaBiswal372 7 ай бұрын
ଆପଣଙ୍କ ସ୍ୱର ବହୁତ ସୁନ୍ଦର..... ଜୟ ଜଗନ୍ନାଥ 🙏
@chikuodiavloge
@chikuodiavloge 7 ай бұрын
ଭାଇ ଗୀତ ଶୁଣିଲେ ରୁମ ଟାଙ୍କୁରୀ ଉଠୁଛି ଜୟ ଜଗନ୍ନାଥ ⭕❗⭕
@ritendrasahoo2730
@ritendrasahoo2730 6 ай бұрын
Bahut sundar bhai ,tume gaithiba sabu bhajan mind-blowing bhai ,satare 🤗🙏
@gopalkrishnaofficial54
@gopalkrishnaofficial54 7 ай бұрын
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ମୋ ଭାଇ କୁ ଆହୁରି ଆଗକୁ ନିଅନ୍ତୁ 🙏 ହୃଦୟ ମୋର ଆତ୍ମ ସନ୍ତୋଷ ଆପଣଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣି 🙏🙏
@m.rcrazyblogger1437
@m.rcrazyblogger1437 17 күн бұрын
Ooo bhai ghita sunile ruma tankuri uthichi ❤❤❤
@Achieverl8i
@Achieverl8i 9 ай бұрын
ଚାହିଁ ରହିଥାଏ ମୁଁ ସବୁବେଳେ ସୌରଭ ଭାଇ ଙ୍କ ସ୍ୱର ରେ ଜଗନ୍ନାଥ ଙ୍କ ଭଜନ କୁ.... 🙏🏼🥺ଜୟ ଜଗନ୍ନାଥ ମହାପ୍ରଭୁ 🙇🏼‍♀️🙏🏼
@sjproduction7876
@sjproduction7876 9 ай бұрын
kzbin.info/www/bejne/i2TFfIKCmJljnsUsi=oqYVm4T8Zek3AWRZ Sourav Bhai kn new Bhajan ❤
@ManasiNayak-h4f
@ManasiNayak-h4f 24 күн бұрын
Prabhu mate tuma pakhaku neijaa😢🥺❤
@topeluha2360
@topeluha2360 8 ай бұрын
Bhai super se upar 🙏🙏🙏🙏♥️manaku chuinla pari Gita Tia bahutu badhia lagila sunibaku
@narendrabiswal7452
@narendrabiswal7452 3 ай бұрын
Jay Shree Balabhadra, Jay Shree Jagannath, Maa Shuvadra Mata Namaha 🙏🙏🙏🙏
@ChandrasekharMandal-oz7jm
@ChandrasekharMandal-oz7jm 7 ай бұрын
Bahut badhia gaila Sourav bhaina❤❤❤❤ Jay Jagannath swami 🙏🙏🙏👍♥️
@chandarabatimili9553
@chandarabatimili9553 7 ай бұрын
Wow 😲 🙏🙏🙏 ଆଗେ ଆଗେ ବଳିଆ ପଛେ ପଛେ କାଳିଆ ମଝିରେ ହଳଦୀ ମୁହିଁ 😊😊😊
@MNanda-fv8sc
@MNanda-fv8sc 4 ай бұрын
Jay jaganntha parbhu gi ki Jay ho I'm Bimal Nanda pancim odisa Bargarh ❤ very thanks sourav bhai
@swapnaranibehera2377
@swapnaranibehera2377 6 ай бұрын
ଭଜନ ଟି ଶୁଣିଲେ ଅଖିଳେ ଲୁହ ଆସିଯାଉଛି ,😭😭 ଭାଇ ତୁମ କଣ୍ଠରେ jaganaath ଅଛନ୍ତି ,ତୁମ ପାଖରେ ବି Jaganaath ଅଛନ୍ତି 🙏🙏🙏
@sairatikratikant95
@sairatikratikant95 5 ай бұрын
He prabhu ma garba,ahankara,lobha sabu soona Kari dia prabhu..... Hare Krishna 🙏
@PrasantKumar-b9r
@PrasantKumar-b9r 5 ай бұрын
ଭାଇ ବହୁତ୍ ମଧୁର ତୁମ ସ୍ୱର। ଜୟ ଜଗନ୍ନାଥ
@swarnaprabhasha5329
@swarnaprabhasha5329 7 ай бұрын
ଭାଇ ଆପଣ ଙ୍କ ସ୍ୱର ରୁ ମହାପ୍ରଭୁ ଜଗନ୍ନାଥ ଭଜନ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଇଚ୍ଛା ହଉଛି। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲ ରେ ରଖନ୍ତୁ। ଜୟ ଜଗନ୍ନାଥ 🙏
@chandankumardas6734
@chandankumardas6734 6 ай бұрын
Totally differnt type voice that ever heard of our odia singer’s.
@suryamanipradhan5839
@suryamanipradhan5839 10 ай бұрын
Jay Jagannath swami 🙏🏻🙏🏻
@SukantiPani-s5n
@SukantiPani-s5n 9 ай бұрын
Jay Jagannath Swami
@RahulOjha4k
@RahulOjha4k 4 ай бұрын
ହୃଦୟ ରେ ଜାଗା ନେଇଗଲା ଭାଇ
@AbhijitpatnaikSabitri
@AbhijitpatnaikSabitri 6 ай бұрын
What a voice really speechless 😶😶😶 jay Jagannath prabhu
@chhotuhindustaniofficial5368
@chhotuhindustaniofficial5368 3 ай бұрын
ବହୁତ୍ ସୁନ୍ଦର୍ ହୋଇଛି ଗୀତ ଓ ଅଭିନୟ salute you all team ❤❤❤ମାଡି ଚାଲ
@paoojadehury6154
@paoojadehury6154 9 ай бұрын
Jay janatha ❤❤❤❤❤
@SWASTHYAHISAMPAD
@SWASTHYAHISAMPAD 3 ай бұрын
ସତରେ ଜଗା ତୋ ମାୟା କେହି ଜନିପରିବନି। 🙏 ବହୁତ୍ ସୁନ୍ଦର ଭଜନ ଭାଇ ଙ୍କୁ ଧନ୍ୟବାଦ 👍ଜୟ ଜଗନ୍ନାଥ ⚫❗⚫ 🙏
@digambarnaik9667
@digambarnaik9667 9 ай бұрын
Jai jagannath 🙏🙏🙏🙏 bahut sundar song ❤️❤️❤️
@anishakhtar9357
@anishakhtar9357 7 ай бұрын
Bhai au kete kandeyiba 😢😢 God bless u Bhai Jay Jagannath
@mamatanayak527
@mamatanayak527 10 ай бұрын
Jay jagannatha
@bikashkhoji9630
@bikashkhoji9630 7 ай бұрын
ଭାଇ ତମ ଗୀତ ସୁଣିକି ମନ ମୋର ହଜି ଯାଉଛି ଭାଇ ସତରେ ଏତେ ସୁନ୍ଦର ଗୀତ ଲାଗୁଛି ଯେମିତି ଜଗନ୍ନାଥ ଙ୍କ ଭାବ ରେ ହଜି ଯାଇଛି ମୁଁ
@PuspanjaliMeher-y5k
@PuspanjaliMeher-y5k 26 күн бұрын
ଜଗା 🙏🙏🙏🙏🙏🙏🙏🙏🙏
@radhikakhara6421
@radhikakhara6421 6 ай бұрын
ଭାଇ ଆପଣଙ୍କ କଣ୍ଠ ରେ କିଛି ଚମତ୍କାର ଅଛି ପ୍ରଭୁ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ .ଏମିତି ଆଗକୁ ଜଗନ୍ନାଥ ଭଜନ ଗାଇ ଚାଲନ୍ତୁ ବହୁତ ସୁନ୍ଦର ଲାଗୁଛି ଆପଣଙ୍କ କଣ୍ଠ ରୁ ଜଗନ୍ନାଥ ଭଜନ ଶୁଣି ବାକୁ .love from Malkangiri ❤️
@sureshmishra-e1n
@sureshmishra-e1n 2 ай бұрын
Jay shree jagannath 🙏 , nice song 👍
@madhusmitasahoo3221
@madhusmitasahoo3221 9 ай бұрын
ବହୁତ ସୁନ୍ଦର 🙏 ଜୟ ଜଗନ୍ନାଥ 🙏
@user-pihumamali
@user-pihumamali 5 ай бұрын
🙏🥺ବହୁତ ସୁନ୍ଦର ଗୀତଟିଏ ମନ କୁ ଛୁଇଁଗଲା ଭାଇ 🙏🥺ଜୟ ଜଗନ୍ନାଥ ଭାଇ🙏🥺⭕❗⭕
@prasannasandha45
@prasannasandha45 6 ай бұрын
ସୁନ୍ଦର୍ ଗାୟକୀ ସୌରଭ, ସାଧନା ଜାରିରହୁ।
@easystudy1to102
@easystudy1to102 2 ай бұрын
Jay Shree Jagannath Bhai 🙏
@jayakrushnapradhan5144
@jayakrushnapradhan5144 7 ай бұрын
Jai jagannath 🙏 really apno nko voice good .. Best of luck ❤👍
@SucharitaBehera-lp7qm
@SucharitaBehera-lp7qm 4 ай бұрын
ଆପଣଙ୍କ ର କଣ୍ଠ ରେ ସ୍ୱୟଂ ମହା ପ୍ରଭୁ ଜଗନ୍ନାଥ ବିଜେ କରିଲା ଭଳି ସୁନ୍ଦର ଗାୟନ ଶୈଳୀ ହୋଇଛି . ସେହି ମହା ପ୍ରଭୁ ଜଗନ୍ନାଥ ଙ୍କର ଅନୁକମ୍ପା ରୁ ଆପଣଙ୍କ ର ସଂଗୀତ ଆହୁରି ସୁମଧୁର ହେଉ..ଆପଣଙ୍କ ର ଚଲାପଥ ସୁଗମ ଏବଂ କୁସୁମିତ ହେଉ.. ଜୟ ଜଗନ୍ନାଥ.. 🙏🙏
@pawansahu777fam
@pawansahu777fam 7 ай бұрын
Bahut Vala mo vai❤
@soumyaprit
@soumyaprit 4 ай бұрын
Bhai really ur voice is so sweet and it is purely divine and suitable for Lord Jagannath Janana and Bhajan ❤🙏. God bless you and Jay Jagannath
@jyotinayak9440
@jyotinayak9440 5 ай бұрын
He jagare samastanku khusire rakhibu mo guhari tate
@GAUTTAMOFFICIAL
@GAUTTAMOFFICIAL 7 ай бұрын
ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ବହୁତ ଶୋଭା ପାଉଛି ❤❤❤
@mangalsingermundari
@mangalsingermundari 9 ай бұрын
Bodhia heichi Bhai🌻🌼🥀🥀🌺🌺🌹🙏🙏🙏
@Paramananda-w3q
@Paramananda-w3q 7 ай бұрын
ଭାଇ ତମ ଗୀତ ମତେ ସବୁଠୁ ଭଲଲାଗେ 😊
@SubhasmitaSahoo-l6c
@SubhasmitaSahoo-l6c 9 ай бұрын
ସବୁ ଗୀତ ଆପଣଙ୍କର ମୋତେ ବହୁତ୍ ବହୁତ୍ ଭଲ ଲାଗେ
@SubhasmitaSahoo-l6c
@SubhasmitaSahoo-l6c 9 ай бұрын
ଶୁଣିଲେ ପୁରା mind fresh heijae ଆଉ ଯେତେ ବି ମନରେ ଦୁଃଖ ଥାଉନା କାହିଁକି ମନ ପୁରା ହାଲକା ହେଇଯାଏ
@SubhasmitaSahoo-l6c
@SubhasmitaSahoo-l6c 9 ай бұрын
🙏🏻🙏🏻🙏🏻
@sjproduction7876
@sjproduction7876 9 ай бұрын
kzbin.info/www/bejne/i2TFfIKCmJljnsUsi=oqYVm4T8Zek3AWRZ Sourav Bhai kn new Bhajan ❤
@subh76967
@subh76967 3 ай бұрын
Jagannath samastankara mangala karantu samaste khusi re ruha ❤🙏
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.