ଷ୍ଟୁଡିଓରେ ହଙ୍ଗାମା, ଝିଅର ବାପା... ' Woman Journalist Madhumita Parida | Byomakesh tripathy

  Рет қаралды 33,268

News18 Odia

News18 Odia

Күн бұрын

Пікірлер: 114
@BraveHindustani9074
@BraveHindustani9074 4 ай бұрын
Dj Azex ପାଇଁ କାଇଁ ଏମିତି କିଛି ଡ଼ିସକଶନ ରହିଲାନି??? ସୋନାଲି ନନ୍ଦ case ରେ ବି କାଇଁ ପୁଅ କୁ ନ୍ୟାୟ ମିଳିଲାନି???? ସୌମ୍ୟରଞ୍ଜନ case କଣ ହେଲା??? ସମାଜସେବୀ aditiya case ବି ପଇସା ଖାଇ close କରିଦେଲେ କେମିତି??? System is biased....
@Archana_Rout0439
@Archana_Rout0439 4 ай бұрын
Right 👍🏻
@sandhyatara1993
@sandhyatara1993 4 ай бұрын
ଆମେ ସମସ୍ତେ ଏଇ ପ୍ରଶ୍ନ ପଚାରୁଚୁ... ସମାଜ ସେବିକା ମାନେ ଉତ୍ତର ଦିଅ
@sandhyatara1993
@sandhyatara1993 4 ай бұрын
Good question...
@mr.sanjayinformationdiscov3282
@mr.sanjayinformationdiscov3282 4 ай бұрын
ଏଠି ଯଦି କିଏ କ୍ଷୀର ଆଉ ପାଣି କି ଅଲଗା କରୁଛି ସେ ହେଉଛି ବେମକେଶ,,, ଆଉ ବାକି ସବୁ ପାଣି କୁ ଗୋଳିଆ କରି ସବୁ ପୁରୁଷ ମୁଣ୍ଡରେ ଅଠା ବୋଳୁଛନ୍ତି😂😂😂😂😅😅😅😅😅
@antarjyamiswain3612
@antarjyamiswain3612 4 ай бұрын
Congrats. Byomkesh babu for your sharp & clear- cut views . You are absolutely right . Try to save our culture which is deteriorating day by day & be a social reformer .We all are with you.
@Ttyilojg
@Ttyilojg 4 ай бұрын
ମାଇକିନିଆ ଙ୍କ କଥା ରୁ ଜଣା ଯାଉଛି ତାଙ୍କ ସ୍ବାମୀ କେମିତି ବଞ୍ଚୁଛନ୍ତି 😅😅😅😅😅
@akhilsongs9421
@akhilsongs9421 4 ай бұрын
Byomkesh sir....real situation kahuchnti
@bikashranjan001
@bikashranjan001 4 ай бұрын
@@akhilsongs9421 yess
@bhagyabatimajhi2360
@bhagyabatimajhi2360 4 ай бұрын
ପର କିଆ ପ୍ରୀତି ଘର ଭାଙ୍ଗୁଛି
@thejobjourney05
@thejobjourney05 4 ай бұрын
"ସରକାରୀ ଚାକିରୀ କରିଥିବା ପୁଅ କୁ ହିଁ ମୁଁ ଝିଅ ଦେବି" ଯେ ପର୍ଯ୍ୟନ୍ତ ଏଇ ମାନସିକତା ପ୍ରତ୍ୟୋକ ଝିଅମାନଙ୍କର ବାପା ଙ୍କର ମୁଣ୍ଡରୁ ଏ ଭୁତ ନ ବାହାରିଛି ସେ ପର୍ଯ୍ୟନ୍ତ ଏଇ ଭଳିଆ ଘଟଣା ଘଟିବ
@sabitaprusty8035
@sabitaprusty8035 4 ай бұрын
ଆଜିକାଲିର ଏ ଘଟଣା ବହୁତ ବଢି ଚାଲିଛି। ବିଭାଗର ଗୋଟିଏ ପବିତ୍ର ବନ୍ଧନ କୁ , ଅପବିତ୍ର କରି ସାରିଲେଣୀ। ବିଭାଘର ରେ ପରିବାରର ଯାଇଁ ଦେଖନ୍ତି। ସହମତିରେ ବାହାଘର ସଂପର୍ଣ୍ଣ ହୁଏ। କିନ୍ତୁ ତାପର ର ଅବସ୍ଥା ସମସ୍ତେ ଯାଣି ପାରୁଥିବେ । ପ୍ରାୟେ ଘରେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟିହୁଏ। ପୁଅ କୁ ହାତରେ ଚାମ୍ ଚା କରି ଭଲ ଭାବରେ ଗୋଟି ଚାଳନା କରି ବାହାରେ ନ ହେ ଲେ ବୋପାଘରେ। ତା ପରେ ବାପାମାଆ ଙ୍କର ଦୁଃଖ ସମସ୍ତେ ବୁଝ ପାରୁ ଥିବେ। କିଛି ପିଲା ପରିବାର ବାପାମାଆ ଙ୍କୁ ଛାଡି ପାରନ୍ତି ନାହିଁ। ତେଣୁ
@laxmikantsahoo8643
@laxmikantsahoo8643 4 ай бұрын
4 jana female vs One male... Ki bala discussion chalichi...
@sanvi5540
@sanvi5540 4 ай бұрын
khali bhad bhad hauchanti kan kahuchanti se nije bujhi paruchanti nai doubt
@sujatamaharana3126
@sujatamaharana3126 4 ай бұрын
ବଞ୍ଚିବା ପାଇଁ ବହୁତ୍ ରାସ୍ତା ଥିଲା। ଆତ୍ମହତ୍ୟା କରିବା ଉଚିତ ନୁହେଁ।
@SPINFOTAINMENT
@SPINFOTAINMENT 4 ай бұрын
Byomakesh Sir n Sunita Ma'am absolutely right and providing the society actual image of this incident.
@Tapu143Music
@Tapu143Music 4 ай бұрын
ବ୍ୟାମକେଶ 💯💯💯Right 👌
@PuspaTappo-l6y
@PuspaTappo-l6y 4 ай бұрын
ନିଜ ଉପରେ ସେ situation ନ ଆସିବା ଯାଏ ସେ ଦୁଃଖୋ ବୁଝି ପାରିବେ ନି loko suicide kahiki karanti
@bhubanajena2782
@bhubanajena2782 4 ай бұрын
କିଏ କାହାକୁ ବାହା ହୋଇଥିଲା , ଝିଅ ,ପୁଅ ଦେହ ଭୋକ କୁ ସାନ୍ତ କରିବାକୁ ଯାଇ ସବୁ ଖେଳ ସାରି ଦେଲ | ସମାଜ ନିନ୍ଦା ରୁ ରକ୍ଷାପାଇବାକୁ ଗୋଟେ ନାଟକ କରିଦେଲ | ଏଇଟା ବାହାଘର ହୋଇଗଲା ? ଓଡ଼ିଆରେ ଗୋଟେ କଥା ଅଛି । " ଜାଣି ହାଡ଼ି ଘଇତା କରିବ , କହିବ ନା କଣ ' ମୋ କରମ କପାଳ ବୋଷ" |
@rnk6817
@rnk6817 4 ай бұрын
ୟେ ସବୁର ମୁଖ୍ୟ ନାୟକ ମା ଚୋ ଦିପ୍ କ୍ ମିଶ୍ର ..ଆମେ ସମସ୍ତେ ସେ ଵା ଳ ରାୟ ର ଭୁକ୍ତ ଭୋଗୀ ଓଡ଼ିଆ ମିଶ୍ର କିଛି ବର୍ଗ୍ର୍ ର୍ ( କୋର୍ଟ. ..ପୋଲିସ ଓକିଲ )ଙ୍କ ସ୍ୱାର୍ଥ ପାଈଁ ଓ ହିନ୍ଦୁ ଧର୍ମ କୁ ନଷ୍ଟ ଭଷ୍ଟ କରବା ପାଇଁ ଏ ଭଳି ରାୟ ଦେଲା 2018 ପୂର୍ବ ରୁ ଯାହା ବି ଥିଲା କିନ୍ତୁ 2018 ପରେ ତାହା ହୁ ହୁ ହୋଇ ବଢ଼ି ଚାଲି ଲା ( extra marital not a crime ବା ଳ ରାୟ) କୋର୍ଟ ଚାହେଁ ନୁଆ ନୁଆ କେଶ ପତେକ୍ ଦିନ ଓକିଲ ଙ୍କ ରୋଜଗାର. ଵା ଳ ଆଇନ ..ଏଇଟା ଗୋଟେ ଫାସନ୍ marriage -divorse - takae - police case false 498 --maitainance --alomony. --lady enjoys with money and hidden.relation boys family get torture ..ବର୍ତମାନ ଏଇୟା ଚାଲିଛି
@manasranjanpatnaik6747
@manasranjanpatnaik6747 4 ай бұрын
ଆଜିକାଲି କା ବାହାଘର ବାଲିଘର ନିମିଷକେ ଭାଙ୍ଗିଯାଏ
@sujatamohanty1540
@sujatamohanty1540 4 ай бұрын
Right sir
@sabitaprusty8035
@sabitaprusty8035 4 ай бұрын
ତେଣୁ ଛାଡ ପତ୍ର ଯା ଏ କଥା କୋର୍ଟ କଚେରୀ ମୂଲ୍ଯ ହିସାବ ଚାଲେ ଧନ୍ଯ ଏ କଳୁଷିତ ନାରୀ ମାନଙ୍କର ଆଦର୍ଶ। ଚାରି ଖୁରାକୁ ଜୁହାର। ଏହିଭଳି ନାରୀମାନଙ୍କୁ ମଣିଷ ନୂହେଁ ଠାକୁର ଦଣ୍ଡ ଦେଲେ ଯାଇ ଯଦି ଚେତିବେ ସମୟ କହିବ। କୂଳବୋହୂ କାହାକୁ କୁହନ୍ତି କୂଳର ଲକ୍ଷ୍ମୀ। ଯେ ପରିବାର ରେ ସୁଖ, ଦୁଃଖ ରେ ଭାଗିଦାର ହୁଏ। ସମସ୍ତ ଙ୍କର ମନ ନେଇ ଚଳେ। ଯିଏ ଖରାପ ହେବା ର ହେବ ଯିଏ ସରକାରି ହୋଇ ଥିବ ସେ ଠିକ୍ ବାଟରେ ଚାଲିବ। ନିଜେ ଠାକୁର ଠିକ୍ ବାଟକୁ ଆସିବେ ଜୟ ଜଗନ୍ନାଥ।
@RasmitaSwain-ke4tt
@RasmitaSwain-ke4tt 4 ай бұрын
Monalisa man only jhia ku support karanti😢
@krupasindhumohanty66mohant51
@krupasindhumohanty66mohant51 4 ай бұрын
Marriage purbaru pua ra history sabu kadhibara thila. E ta gote public concern now
@sanvi5540
@sanvi5540 4 ай бұрын
eguda social worker na psychologist jana paduni.. pura manasikata re phd kari deichanti
@snehasishmohanty8447
@snehasishmohanty8447 4 ай бұрын
Right 👍
@ByamokeshRath-fb3cj
@ByamokeshRath-fb3cj 4 ай бұрын
Ego of the wife and her parents are reasons of matrimonial disturbances.
@kabitaswain7606
@kabitaswain7606 4 ай бұрын
Agya sabu jagare pua bohu bhul nuhanti
@chandasscandu4166
@chandasscandu4166 4 ай бұрын
Monalisha .mam. Auu. Byomkesh. Sir. Perfect. Katha. Kahuchanti. Auu.
@chandasscandu4166
@chandasscandu4166 4 ай бұрын
Jane. 5. Yrs. Relation. Re. Rahi. Janipai. Nathila. Sabu. Michha. . selebeble mojathila . Je. Prema. Re. Andha. Hoi. Kichhi. .janiparunathila. Ok. Abe sabu. Michha. Kahuchanti. Jhi A. Auu. Ta. Family
@Sudhakarjani-k3v
@Sudhakarjani-k3v Ай бұрын
Byomkesh sir is right
@kabitaswain7606
@kabitaswain7606 4 ай бұрын
Baha ghara bhangiba samasyanka duara heipareni
@kabitaswain7606
@kabitaswain7606 4 ай бұрын
Khali jiye chakiri karuchi samastanka theka neichi
@sorotoka9717
@sorotoka9717 4 ай бұрын
ଝିଅ ଘର ଲୋକ ଙ୍କ ର ବହୁତ ଭୁଲ ଅଛି....
@SubhadaSahoo
@SubhadaSahoo 4 ай бұрын
5barasavitare🎉madhumitakichijaniparilanahi🎉hele4masaresabujanidela😅😅
@durlabhagitaanjali6735
@durlabhagitaanjali6735 4 ай бұрын
Bemokesh is right.
@swatisonuchoudhury5589
@swatisonuchoudhury5589 4 ай бұрын
Right
@bikashranjan001
@bikashranjan001 4 ай бұрын
@@durlabhagitaanjali6735 Exactly Right ଗୋଟେ ଝିଅ ଗୋଟେ ପୁଅକୁ ୫ ବର୍ଷ ହେଲା ଭଲ ପାଉଥିଲା ଆଉ ସେ ପୁଅର ଏମିତି ସବୁ ଗୁଣ ଥିଲା ତ ସେ ଝିଅ ଏତେ ଦିନ ହେବ ଚୁପ୍ କାଇଁ ବସିଥିଲା, ସିଏ ପା ଗୋଟେ ସାମ୍ବାଦିକ କୁଆଡ଼େ। ଗୋଟେ ପୁଅ ଝିଅକୁ ବାହାହେବା ମନେ କଣ ସିଏ ଦୁନିଆ ଆଗରେ ମୁକ ହେଇ ରହିବ ନା କଣ । ତା ନିଜସ୍ଵ କିଛି ନାହିଁ କି । ବିବାହ ବିଚ୍ଛେଦ କଥା ଆଗରୁ ହିଁ ଉଠିଥିବ ସେଇଟା ସେ ଝିଅ କଣ ଜାଣିନଥିଲା କି ? ଆଉ ଯଦି କିଛି ଅସୁବିଧା ହେଉଛି କଣ ତାର ଏକମାତ୍ର ସମାଧାନ ଆତ୍ମହତ୍ୟା ନା କଣ । ଭୁବନେଶ୍ୱର୍ ସୌମ୍ୟ ହେଉ କି ଡିଜେ ଆଜେକ୍ସ୍ ହେଉ ସେମାନେ ଯେବେ ଝିଅ ପାଇଁ ଆତ୍ମହତ୍ୟା କରିଲେ କାଇଁ ସେବେ ତ କିଛି ହେଲାଣି । ଆଉ ତାଙ୍କ ବାପାମାଆ ବିବାହ ପୂର୍ବରୁ ସବୁ ତନାଘନା କରିଲେନି କଣ ପାଇଁ ଯଦି ପୁଅର ଏତେ କାଣ୍ଡ କାରନାମା ଥିଲା । ଗୋଟେ ଝିଅକୁ ବିବାହ କରିବାର ଅର୍ଥ ଏଇଆ ନୁହେଁ କି ସମାଜରେ ସବୁଦିନ ପାଇଁ ବନ୍ଦୀ ହେଇ ରହିବା....
@sandhyatara1993
@sandhyatara1993 4 ай бұрын
ତମ ତମ ଭିତରେ ବାଡିଆପିତା ହେଇ ଯାଅ studio ରେ ..
@kabitaswain7606
@kabitaswain7606 4 ай бұрын
Bapa maa pila janma kalabele bhabunathile amara income kete
@Sitaram-o9x
@Sitaram-o9x 4 ай бұрын
Monalisha Maam🙏🏻 is right.
@debashishkar3647
@debashishkar3647 4 ай бұрын
jhia before marrige livin re thile.......😂😂se ta kahuna....
@kabitaswain7606
@kabitaswain7606 4 ай бұрын
Maa baanka muha ajikali bahut chalu chhi main charecher sei manankara
@basantajena3220
@basantajena3220 4 ай бұрын
Pua mala bele emiti alochana hue ki
@sasmitarani3453
@sasmitarani3453 4 ай бұрын
Journalist Madhumita madam jane sensitive lady thile, sethi paini se astep neichanti.
@Bapa4207
@Bapa4207 4 ай бұрын
Sensitive ନୁହଁ... NPD ପ୍ରକୃତି ର ଲୋକ ସେଥିପାଇଁ ସେମିତି କରିଲେ.
@aane999dipu
@aane999dipu 4 ай бұрын
Tume jaha kuha ..mu aeiya khahibi jhir ghar lok se pua ku janichhnti ..nij vithre khata .5 yersh vithre paka aekathi thibe bi jemiti helebi ..tenu se pua jhia ghar ku ase kemiti jani parileni se ag ru baha heithila .boli aegurk bekar khata tenu ..jhia jou kam karila bhulu mu mari bi ..aeita hi ta pai bhulu .jou jhia bapa maar hela nai kemiti 4 maxr bhal pai baku neiki marigala .
@bikashranjan001
@bikashranjan001 4 ай бұрын
@@aane999dipu right
@kabitaswain7606
@kabitaswain7606 4 ай бұрын
Pua gote pila kariba sethirebi se santire rahi paribani katha padile kahibe janma karithilu ste southila kahini prosesta janana thila ki
@kabitaswain7606
@kabitaswain7606 4 ай бұрын
A sabu kou Naya okila hisabare kuhantu
@bipadabhanjanpanda4209
@bipadabhanjanpanda4209 4 ай бұрын
ପିଲାଟି ବନ୍ଧୁ ବାନ୍ଧବ ଭିତରେ ବୋଲି ସିନା ସେ ପିଲା ଆଗରୁ ବାହା ହେଇଥିଲା, ଡିଭୋର୍ସ ହେଇଛି, ନଷ୍ଟ ଚରିତ୍ର ଆଉ ମେଣ୍ଟାଲ୍ ବୋଲି ଜାଣି ହେଲାନାହିଁ । ଦୂରରୁ ଆଉ ଅଜଣା ଅଞ୍ଚଳରୁ ବାହାଘର ହେଇଥିଲେ ସିନା ଜାଣି ହେଇଥାନ୍ତା। ହେଲେ ପିଲାଟି ୨୦୧୪ ରେ ବାହା ହେଇଥିଲା, ୨୦୧୯ ରେ ନୂଆ ଭଲ ପାଇଲା ଆଉ ୨୦୨୪ ରେ ପୁରୁଣା ସ୍ତ୍ରୀ କୁ ଡିଭୋର୍ସ ଦେଲା। ଡିଭୋର୍ସରେ ALIMONY ଭରଣ ପୋଷଣ ପାଇଁ ଟଙ୍କା କରଜ କଲା। ହେଲେ ବାହା ହେଇଥିବା ପିଲାର ଘର ଭାଙ୍ଗି କଣ ନିଜ ଘର ସହଜରେ ଗଢି ହୁଏ।
@kabitaswain7606
@kabitaswain7606 4 ай бұрын
Bada pua bahahaba bayasare pua paijhiatea janma kari rakhiba kou bhadra lokara kama
@jbsantalicreation6461
@jbsantalicreation6461 4 ай бұрын
Ki balo discuss koruchhonti ki amane😅
@kabitaswain7606
@kabitaswain7606 4 ай бұрын
Akala ranilani income atiki charita chua karibu jou rojagaria puati rahuchi ta paribar bhangibu
@ONMBEUR
@ONMBEUR 4 ай бұрын
Jia ra family ra back story janicha Janila pare kia bhul aou kia thik bichara kara
@prativapriyadarshininayak1525
@prativapriyadarshininayak1525 4 ай бұрын
Bomes ku mada darkar
@bikashranjan001
@bikashranjan001 4 ай бұрын
Why... Kan ta sie kharap kahile sister..
@swatisonuchoudhury5589
@swatisonuchoudhury5589 4 ай бұрын
Sia kn taa bhul kahu chanti......
@Bapa4207
@Bapa4207 4 ай бұрын
ଆବେ ସେ ଆଇନ ଅନୁଯାୟୀ ଠିକ କହୁଛି... 😁🤣🤣🤣ତମେ ଝିଅ ମାନେ ବୁଝିପାରୁନ ସେଥିପାଇଁ ତ ଟିକେ ଟିକେ କଥା ରେ ଘର ଭାଙ୍ଗୁଛ ଆତ୍ମହତ୍ୟା କରୁଛ......
@pariddhiquote4288
@pariddhiquote4288 4 ай бұрын
Faltu Katha na kahi ta ra extra marital affair pain se mala ebe kn heba darkar kuha Bala Katha kuhani,Jane 5 Jana nka saha nata Kariba wife ki6i na kahi chup rahiba,tu maduaa ta kire se katha na kahi family family hau6i,to Munda dosa a6i ki ,toki nata Kariba ta vala society pain beneficial
@sandeepbaliarsingh8463
@sandeepbaliarsingh8463 4 ай бұрын
Byomakes thik kahuchi. Thik katha sunile khali poduchi.
@kabitaswain7606
@kabitaswain7606 4 ай бұрын
A bomkesh ate bhala loka samastyanka mmaa bapanku rakhuni
@prajnamayeedash841
@prajnamayeedash841 4 ай бұрын
Laja laguni gote jhia marigalan ta ku dosa debare lagicha chi chi lajya
@Bapa4207
@Bapa4207 4 ай бұрын
ତାକୁ ଦୋଷ ଦେଉନାହାନ୍ତି ସେ ଯେଉଁ କର୍ମ କରିଛି "ଆତ୍ମହତ୍ୟା" ସେଇଟା କୁ ଦୋଷ ଦେଉଛନ୍ତି..... 😁 ମରୁଥିଲା କଣ ପାଇଁ...!!!! over thinking ଓ ସନ୍ଦେହୀ ପ୍ରକୃତି କିମ୍ବା ଏକ ଜିଦିଆ ରାଗି ଲୋକ ଏମିତି କରନ୍ତି.....
@raghunathhansda8115
@raghunathhansda8115 4 ай бұрын
​@@Bapa4207Right 👍🏼
@prajnamayeedash841
@prajnamayeedash841 4 ай бұрын
@@Bapa4207 jananku setiki na badhithile sie suicide karibani kahaku nija jibana debaku pita laginathae doubt kn doubt thile ta 5 barsa bhithare doubt kariparithanta sie dekhichi proof au janiparila boli ta au samataste ete strong nuhe je sie sensitive thila boli jibana deidela
@sanvi5540
@sanvi5540 4 ай бұрын
@@Bapa4207 kouthi na kouthi ta bapa maa chahunthile se jhia mari jau
@Bapa4207
@Bapa4207 4 ай бұрын
@@prajnamayeedash841 ଏଇଟା ବାହାନା ଯିଏ "ତାକୁ ସେତିକି ବାଧିଲା ବୋଲି ସେମିତି କାର୍ଯ୍ୟ କରିଦେଲା "... ତାଙ୍କର ସ୍ୱାମୀ ର ଯଦି କାର୍ଯ୍ୟ କଳାପ ଖରାପ ବୋଲି ନିଜେ ମରିଗଲା କାଇଁ ସ୍ୱାମୀ କୁ ମାରିଦେଲାନି....!!! ନିଜେ jail ଯାଇଥାନ୍ତା ଏମିତି ମରିଗଲା କଣ ମିଳିଲା... ଆଉ ହଁ ତୁମର ଏମିତି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ କାରଣ ଆତ୍ମହତ୍ୟା କୌଣସି ସମସ୍ୟା ର ସମାଧାନ ନୁହେଁ....... ବାକି ସବୁ ନିଜ କର୍ମ ଉପରେ ନିର୍ଭର କରେ ଆତ୍ମ ହତ୍ୟା ନିଜସ୍ୱ କର୍ମ..... ଭଗବାନ କି ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ହାତ ନଥାଏ....... ସଂସାର ରେ କେତେ କେତେ ଲୋକ ଏତେ ଘଟିଆ ଜୀବନ ବଂଚୁଛନ୍ତି ଆଖିରେ ଦେଖିହେବନି ତଥାପି ସେମାନେ ସମୟ ସ୍ରୋତ ରେ ନିଜକୁ ଦମ୍ଭ ରଖି ଚାଲିଛନ୍ତି.
@kabitaswain7606
@kabitaswain7606 4 ай бұрын
Sir apananka pai paisa sabu kichi
@niharikamishra7501
@niharikamishra7501 4 ай бұрын
Samajare evali Kanda pain kebal individual dayi
@purnachandraseth3048
@purnachandraseth3048 4 ай бұрын
Donot discuss, they are playing with their own fate.
@kabitaswain7606
@kabitaswain7606 4 ай бұрын
Au kete jagare bapa maa bhula nahanti
@adityasahoo5208
@adityasahoo5208 4 ай бұрын
Byomkesh sir..aji kali jhia baha haba par din eke rahib.. family sah rahibani..90% jhia manka ra bhul
@kabitaswain7606
@kabitaswain7606 4 ай бұрын
Aka tarafa tatha apana kahuchanti
@lingarajmangaraj9388
@lingarajmangaraj9388 4 ай бұрын
Jharana kie
@Aditya4kCreation
@Aditya4kCreation 4 ай бұрын
A sabu ra boka bhalie katha barta karuchhanti....hn jhia ra bhul ki suicide Kariba ta bhul but jane jadi depression heigala adhika ra adhika se last option a bata bachhe.. abe jaha ta hebar thila heigalani. To toka ku arrest kara jau ta job kata jao police investigation Karu
@sanvi5540
@sanvi5540 4 ай бұрын
toka sa jhia bapa maa ku aga arrest kariki 10 barsa thunki dele sabu nyaya ape ape miliba.. jadi jhia kasta re achi taku ghare neiki rakhiba katha sahas daba katha eka nue boli.. mariba jagaku theliki eina bhalei hauchanti.. jhia jadi sasugharu ki bapa gharu kuadu support na paiba banchiki kan kariba se mari jibaku bachiba
@Aditya4kCreation
@Aditya4kCreation 4 ай бұрын
@@sanvi5540 nai dekhantu jaha ta heigalani but athi 2 jankar bhul achhi pua amit sabu Kanda karuthila fst pua ku jell ku nia jau...au madhumita nka bhul aya ki se kmt janiparileni 5 Barsha lov karile se toka ku bhala khrp janiparileni jj marriage karile ..au bhul ki suicide Kariba taa se toka ku divos deideba ta thik au kahaku marriage kari parithanta... Tapar bi gote jhia ki gote pua depression heigale taku a gote option dekha ja suicide
@jaminimanjaridash511
@jaminimanjaridash511 4 ай бұрын
Jhiatiye baha heba pare puni love marriage, jadi bibaha karucha 5 barsa ra relation tapare bahagahara, gote jinsa hela pare tuma pakhare kichi relationship anyatra hauchi tume social media ki court achi police achi, sabu sarila pare nije tume au tuma bapa maa bhai bhauni bandhu bandhaba, dunia rasta achi. Kebe sucide manisa ra sesa thikana nuhai. 🙏🏾
@yamahatrbx5053
@yamahatrbx5053 4 ай бұрын
Byomokesha OP
@kabitaswain7606
@kabitaswain7606 4 ай бұрын
Bhai bhauni nija katha bujhantu
@kabitaswain7606
@kabitaswain7606 4 ай бұрын
Kai bhaimanankara hata goda naiki 0:19 0:19
@sp8200
@sp8200 4 ай бұрын
Jhia ghara hin chahunchanti jhia joinku nei bahare rahu. Sasu sasura pakhare thile sabu bele bujhamana katanti
@kabitaswain7606
@kabitaswain7606 4 ай бұрын
Bote pua ghara bhangi Paisa nei Sana puaku madakhaibaku deba
@sudhasminimohanty8882
@sudhasminimohanty8882 4 ай бұрын
Ta ichha sa mala tame mane samiti kain houcha
@Central_Views
@Central_Views 4 ай бұрын
News18Odia Anchor And Monalisha Madam.... Gote Chaula Re Godha..... Kebala Katha ku Bada Kariba Emanaka Kama..... Understanding ra Khela.....
@kabitaswain7606
@kabitaswain7606 4 ай бұрын
Ajikali pilamanankara bichara karibara Shakti achi bapa ma bahut badmas hauchantipachari bujhantu😊
@sandhyatara1993
@sandhyatara1993 4 ай бұрын
Kabita madam aapan e coment lekhi aaga nija baapa maanka upare anguthi dekheile... Bah... Ki jhia.. Jie kahuchi baapa maa badmas
@kabitaswain7606
@kabitaswain7606 4 ай бұрын
Sasu sasunkara kete galu apana janichanti
@sandhyatara1993
@sandhyatara1993 4 ай бұрын
Aapana ebhali kament lekhichanti.. Sasu saurankara kete galu???? Chi chi... Aapanka ID jadi thik aau aapana jadi jane bhadra mahila tahele emiti kebe word use karinathante.. Chhadantu.. Kana kuhajiba aapanaku.. Social media re bapa maa bhalu manishanku ebhali word kahuchanti.... Aapanka swami dhanya hebe e bhasa padhi
@sanvi5540
@sanvi5540 4 ай бұрын
jhia ra bapa maa jadi janile jhia kasta re achi pakhare neiki rakhileni kan pain.. semane prathama dosi jhia atmahatya ra.. semananku jail patha jau.. mariba agaru prakruta torture parents nka achi.. jadi bapa maa sangare chida hebe sahas heiki jhia tie suicide kan pain kariba..se chakiri karu na karu.. kete pua ku loka mane gharu bahara kari dauchanti jadi divorce hauchi
@niharikamishra7501
@niharikamishra7501 4 ай бұрын
Jhia ra bapa ma'am kahinki kahibe jhia juain bahara rahantu Juain khud chahinthiba Ghare free re stree sahita rahi paribani
@Bapa4207
@Bapa4207 4 ай бұрын
ସ୍ତ୍ରୀ କୁ ଭଲ ଲାଗୁନି ଆଜିକାଲି ଯୌଥ ପରିବାର.... 😁ସେମାନେ ନିଜ ସ୍ୱାମୀ କୁ ନେଇ ଏକେଲା ରହିବାକୁ ଚାହାଁନ୍ତି........
@kabitaswain7606
@kabitaswain7606 4 ай бұрын
Ccha bhainkara hata goda naiki
@kabitaswain7606
@kabitaswain7606 4 ай бұрын
Sir apananka maa kharapa
@kabitaswain7606
@kabitaswain7606 4 ай бұрын
Bapa maa pila janma kalabele bhabunathile amara income kete
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 16 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 38 МЛН
To Brawl AND BEYOND!
00:51
Brawl Stars
Рет қаралды 16 МЛН
🔵 Unveiling The Truth With Jatra Actress Rani Panda || Kanak News
23:22
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 16 МЛН