ଆଉ କେବେ ଯିବୁନି ଚିଲିକା ଢ଼ାବା | ଖାଇବା ସହ ବ୍ୟବହାରବି ଠିକ ନୁହଁ | Anchor Subham

  Рет қаралды 707,449

Anchor Subham

Anchor Subham

Күн бұрын

Пікірлер: 1 900
@er.janmejaya783
@er.janmejaya783 2 жыл бұрын
ଠିକ କଥା ଚିଲିକା ଢ଼ାବା ଅତି କଦର୍ଯ୍ୟ ବ୍ୟବହାର କରନ୍ତି ଢାବାର କର୍ମଚାରୀ ଓ ଖାଦ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର... ଦୟାକରି ଚିଲିକା ଢାବାକୁ କେହି ଯାଆନ୍ତୁ ନାହିଁ... 🤝🏻
@umakantadas729
@umakantadas729 2 жыл бұрын
You are right. Behaviour is very bad
@dhirendranayak3584
@dhirendranayak3584 2 жыл бұрын
100℅ right worst behaviour
@arun19862011
@arun19862011 2 жыл бұрын
Worst behaviour.. Food quality is bad
@prakashprusty1973
@prakashprusty1973 2 жыл бұрын
Really very very bad and wrost behaviour
@alokkumardash1837
@alokkumardash1837 2 жыл бұрын
ମୁଁ ଯାଇଛି,,,,,ଚିଲିକା ଢ଼ାବା ସବୁ ଠାରୁ ଅପରିଷ୍କାର ଜାଗା। ମାଲିକ ଠାରୁ କର୍ମଚାରୀ ସମସ୍ତେ ଅଭଦ୍ର ଭଳି ହୁଅନ୍ତି।
@kanhupatra9968
@kanhupatra9968 9 ай бұрын
ଆପଣଙ୍କୁ ଅନେକ ଧନ୍ୟବାଦ୍ ଚିଲିକା ଢ଼ାବା ମାଲିକ ପାଖକୁ ଏଭଳି video ପହଞ୍ଚି ବା ଦରକାର
@manasmitasethy9916
@manasmitasethy9916 2 жыл бұрын
ଆପଣ ମାନେ ସବୁବେଳେ ହକ୍ କଥା ହିଁ କୁହନ୍ତି, ଭୁଲ୍ କୁ ଭୁଲ ହିଁ କୁହନ୍ତି, ସେଥିପାଇଁ ବହୁତ୍ ଖୁସି ଲାଗେ ଆଉ ଗର୍ବ ବି ଅନୁଭବ ହୁଏ ଧନ୍ୟବାଦ୍
@atalabiharidash8102
@atalabiharidash8102 2 жыл бұрын
😆😆😆
@abhijitmohanty8284
@abhijitmohanty8284 2 жыл бұрын
Right
@priyabratanath2997
@priyabratanath2997 2 жыл бұрын
Anty ... Right
@sangramdhal
@sangramdhal 2 жыл бұрын
Chilika dhaba ku boycott kara .Bahut successful business bala kangala heithanti .CHILIKA DHABA NOT RECCOMMENDED .WASTAGE OF MONEY
@msdmonish4337
@msdmonish4337 2 жыл бұрын
କଣ ଗର୍ବ ଲାଗୁଛି ଏମାନ ଙ୍କୁ କିଏ ସେ ହକ୍ ଦେଇଛି ସେମାନଙ୍କ ବିଷୟରେ କହିବାର
@Manjoji
@Manjoji 2 жыл бұрын
This is the most honest review of Chilika Dhaba. Food used to be good there, probably a couple of decades ago. Since last several years, their food quality has deteriorated drastically. You could easily spot the foul smell in everything you order. The seafood, by itself, is probably fired and frozen for weeks, it tasted like plastic. The curries tasted stale and greasy. One of the worst food joints.
@sandeepkumardash8044
@sandeepkumardash8044 2 жыл бұрын
ସତକଥା କହିଥିବାରୁ ଆପଣଙ୍କୁ ଧନ୍ୟବାଦ
@sanjaylal1243
@sanjaylal1243 2 жыл бұрын
Agree with you that everyone needs to be treated equally... Rich, poor and moderate
@manasmitasethy9916
@manasmitasethy9916 2 жыл бұрын
ସେମାନେ କିଛି ବି ଖରାପ କଥା କହୁ ନାହାଁନ୍ତି, କାଲି ଆପଣ ମାନେ କେଉଁଠି ନା କେଉଁଠି ଏ ଅସୁବିଧା ଭୋଗି ପାରନ୍ତି, କିଛି ତ ଆମେ ମାନେ ଉପକୃତ ହେଇ ପାରିବା ସତର୍କ ରହିବା, ଶୁଭମ୍ ସାର୍ ସତ୍ୟ ସାର୍ ମୁଁ ତ ଆପଣଙ୍କ ପାଇଁ ଗର୍ବିତ
@satyaprajnapanda6550
@satyaprajnapanda6550 2 жыл бұрын
This is absolutely honest review we also faced this previous year these guys r treating people like they're surving us free food.. Taste is 30/100 Also if we'll rate their hygiene part its 20/100 Every customer is precious and you have to treat everyine same!! Thanks to you guys for this honest review blog
@bhabaninayak7810
@bhabaninayak7810 2 жыл бұрын
ଭାଇ ମୁଁ ବାଲୁଗାଁ ଅଞ୍ଚଳର ଚିଲିକା ଢାବାର ସମସ୍ତ କର୍ମଚାରୀ କେହିବି ଭଲ ବିହେବିହର୍ କରୁ ନାହାନ୍ତି ସେଠାକୁ ଯିବା ଠିକ୍ ନୁହେଁ ଧନ୍ୟ ବାଦ ଭାଇ ଲକ ଆଲୋଚନାକୁ ଆଣିଥିବାରୁ
@BMCTMALI
@BMCTMALI 2 жыл бұрын
Haa Bhai
@sudhirjala2793
@sudhirjala2793 2 жыл бұрын
ଭାଇ ଠିକ କହିଛ ମୁଁ ବି ସେଠାକୁ ଯାଇଥିଲି ଖାଇବାକୁ କିନ୍ତୁ ସେ ଯେଉଁ ଭଳି ବ୍ୟବହାର କଲେ, ଆମେ ଉଠିକି ପଳେଇ ଆସିଲୁ.....
@dipteemishra1438
@dipteemishra1438 2 жыл бұрын
I have never been to chilika dhaba. Bt have heard from many that the food is not so good . And now u too informed us bhai. U help us in many ways bhai like experiencing us many beautiful places food and many more.. We enjoy alot in all ur vlogs bhai. With lots of love from a sister and stay blessed always bhai
@souravjena3284
@souravjena3284 2 жыл бұрын
Hi Shubham and Team, First of all thanks for making and honest vlog. Much appreciated on clearing the hype of this restaurant. I was planning a trip to this place, now fully cancelled. The restaurant seems to be surviving on the hype created by word of mouth false appreciations which would eventually be reason behind its fall from customer reviews. The other serious part is staff asking for tip. Why?? For what? For creating unhappy customers?? Hope no other food vlogger creates false hype videos from this restaurant in exchange of free food!!!
@Abatman1629
@Abatman1629 Жыл бұрын
Ok
@rinkucreativity8755
@rinkucreativity8755 10 ай бұрын
Bro mu b recently jaithili ...pura bekar khaiba
@dineshnayak7353
@dineshnayak7353 2 жыл бұрын
ଢାବା ମାଲିକ ଆଉ staff ମାନେ ଖାଲି Night coach bus staff ମାନଙ୍କୁ ଭଲ ଖାଇବାପିଇବାର ବ୍ୟବସ୍ଥା କରିଥାନ୍ତି ଆଉ passengers କୁ ଖରାପ ଖାଇବା ଦିଆଯାଏ। FOOD QUALITY CHECKING Officer ମାନେ Surprise visit କଲେ ଭଲ ହୁଅନ୍ତା
@padmabehera4289
@padmabehera4289 2 жыл бұрын
Right sir ସେତ୍ତିକି ନୁହଁ ଖାଦ୍ୟ ରେ ବି ମିଶ୍ରଣ କରାଯାଉଛି ମୁ ସେଇ ଏରିଆ ପିଲା
@ramachandratarai95
@ramachandratarai95 2 жыл бұрын
@@padmabehera4289 Right
@werforyou1308
@werforyou1308 2 жыл бұрын
He is the BJD worker nd her wife BALUGAON NAC chairman so no one officer visit there.
@munadalei6268
@munadalei6268 11 ай бұрын
​@@werforyou1308ek dum right😅
@mr.morpalu
@mr.morpalu 2 жыл бұрын
ଠିକ୍ କହୁଛ ଭାଇ, ମୋ Experience ବି ଖରାପ ଚିଲିକା ଢ଼ାବା ରେ Highway ରେ Prasad ଅଛି Try କର, ଚିଲିକା ଛାଡ ପ୍ରସାଦ ଆସ, ଭଲ hospitality.
@chandan9114
@chandan9114 2 жыл бұрын
ମୁଁ ନିଜେ berhampur ର but ଏମିତି ଭୁଲ ପାଇଁ ଆମର ଲଜ୍ଜିତ ଭାଇ 🙏 ଆଉ ସେଇ ଢ଼ାବା authority apology କରିବା ଦରକାର
@chinatamanireddy9758
@chinatamanireddy9758 2 жыл бұрын
Bhai mubi brahamapur Toka get bagar pila
@parsuramnaik500
@parsuramnaik500 2 жыл бұрын
@@chinatamanireddy9758 khoda singi kebe aso tanduri khaiba😀
@suryashankarmishra182
@suryashankarmishra182 2 жыл бұрын
Bhai Tame Hotel Chilika jauta Balugaon town bhitare achi sethiki jaw ame aji jaithilu Seafood pura Fresh thila au price affordable au service b bhala Ame aji jaihilu se hotel ku ❤ KZbinr mane new jaga ku jai vlog kale ame mane thakami habaru banchit habu🙏🙏🙏
@ratikantavlogs997
@ratikantavlogs997 2 жыл бұрын
ଭାଇ ପୁରା ସତ କଥା କହିଲ ସବୁଠୁ ଫାଲୁତୁ ଢ଼ାବା ମୁ ଆଉ ମୋ friend ଯାଇଥିଲୁ କିଛି ଦିନ ତଳେ ବେବହାର ପୁରା ଖରାପ ସେ ମାଲିକ ବେଶୀ
@sushantakumar6167
@sushantakumar6167 2 жыл бұрын
Bohe Chechila nai kahinki
@rojalinsahoo8876
@rojalinsahoo8876 2 жыл бұрын
I love the taking of way both subham and his friend
@parsuram7054
@parsuram7054 2 жыл бұрын
ମୁଁ 2016 ରେ ଯାଇଥିଲି ଯେତେବେଳେ ଚିଲିକା ଢ଼ାବା ନୂଆ ନୂଆ famous ହଉଥିଲା ଖାଇବା ମଗେଇ ମୁଁ ଖାଈନଥିଲି bcoz of ସେମାନଙ୍କ behavior & service 😭👍
@soumyaaaaaaaaaaaaaa
@soumyaaaaaaaaaaaaaa Жыл бұрын
So sad 👍🏼😭
@sachinkumar-gt1gc
@sachinkumar-gt1gc 2 жыл бұрын
ଶୁଭମ ଭାଇ ମୁଁ ଅଧିକା କିଛି କହିଵି ନାହିଁ କାହିଁକି ନା ତମେ ଜାଣିଛ ଯୋଉ ଜାଗା କୁ ଲୋକ ମାନେ ଭଲ ନ ଥାଇକି ଭି ଭଲ କୁହନ୍ତି, ସେଠାରେ ଲୋକ ପ୍ରବଳ ଆସନ୍ତି, Chilika dhaba Nam bada darsan chota. Jouthi Kam ପରିମାଣରେ ରୋଷେଇ ହୁଏ ସେଇଠି ଖାଦ୍ୟ ସୁସ।ଦ ହୁଏ ।🙏
@bbsahoo78
@bbsahoo78 2 жыл бұрын
This is absolutely correct feedback. I have simillar experience a year ago with family. We were 10 members and food quality is worst than anyone's imagination. Not sure why people say Chilika dhaba is a must try. It was 3pm where we got seat in some place where they arranged plastic chair with long table which used by tent house for marriage party in villages. Worst part is my son ( 12yrs) vomitted with raw smell. Chinguri and kankada were just coloured and dipped in gravy. Absolutely no cook . Very very raw smell . I am wondering chef have cooking skills or they pick the waiters to manage the cooking. I was in impression till seeing this was may be one bad day, may be huge rush, may be we were late for lunch. But now I can correlate that it's the same exp what u have. Owners of chilika dhaba, you have a reputation. Please maintain that. Take profesional help if need to manage the crowd.
@ratankumarmahapatra7086
@ratankumarmahapatra7086 2 жыл бұрын
ଆରେ ଭାଇ ମୁଁ ନିଜେ ବହୁତ୍ ଖୁସିରେ ଯାଇଥିଲି ମୋ family ସହିତ, ହେଲେ କଣ ଜେ କହିବି ଆପଣ ମାନେ ଜାଣିଛନ୍ତି ଜାଣିଲେ ବି, ଚିଲିକା ଢାବା ଚିଲିକା ର ନା ଖରାପ୍ କରୁଚି ସେ ଦେଖୁଚି ଓଡ଼ିଶା ଲୋକ ଙ୍କୁ ବେଖାତିର୍ ତା ଛଡା ଟା staff ମାନେ ଛି ଛି ଛି
@DebiPrasadMohapatra888
@DebiPrasadMohapatra888 2 жыл бұрын
କେବଳ ନାମରେ ମାତ୍ର ଚିଲିକା ଢ଼ାବା, ନ ହେଲେ ଖାଇବା ସବୁଠାରୁ କଦର୍ଯ୍ୟ 😂😂😂
@ashokpatra7129
@ashokpatra7129 2 жыл бұрын
Yes 100 %right Jago
@rituparnapanda4992
@rituparnapanda4992 2 жыл бұрын
Better Hotel Chilka for seafood Hygiene,price and delicious seafood We had there few months back and we have good experience also best for family dining I think one should try in Hotel Chilika for tasty seafood 🦞
@sridharchhotray2360
@sridharchhotray2360 2 жыл бұрын
Yes mam amar b bhala experience thila sethi Khaiba delicious au service b bhala Blogger mane Hotel Chilika (Balugaon) ku explore kariba darkar
@ManojKumar-ki9tm
@ManojKumar-ki9tm 2 жыл бұрын
ଗରାଖ ଇଶ୍ୱର, ବେପାର ହଉଚି ବୋଲି ଗର୍ଵ ଠିକ ନୁହେଁ, ଗର୍ଵ କରିବାର ଫଳ ନିକଟରେ ଜଣକ ଉପରେ ପଡ଼ିଲା ଜାଣି ଥିବେ, ବେପାର ସହ ଉତ୍ତର ବେବହାର ଆଉ ଉର୍ନତ ଟେଷ୍ଟ ଦେବା ଜରୁରୀ।
@sumanbaijayanta374
@sumanbaijayanta374 10 ай бұрын
Insted of going to Chilika dhaba you can try Green Chilika or Ruchi,Chilika hotel in balugaon.
@asutoshstar7112
@asutoshstar7112 2 жыл бұрын
Same experience 2yr tale heithila with this dhaba. Never choose chilika dhaba. And your content is outstanding subham bhai..
@jeebankumar7844
@jeebankumar7844 2 жыл бұрын
ଆଗେ ସମସ୍ତ ଯାତ୍ରୀ ମାନେ ବସ୍ ଡ୍ରାଇଭରକୁ ମନାକରନ୍ତୂ ସେ ଢ଼ାବା କୁ ବସ୍ ନ ଜିବା ପାଇଁ।
@PrinceVickyPuri
@PrinceVickyPuri 10 ай бұрын
Driver mane commission pain bus lagauchanti sei dhaba re
@chinudsena2065
@chinudsena2065 2 жыл бұрын
ଯାହା ହେଉ ଭାଇ କହିଲେ ଆମେ ଜାଣିଲୁ good job bro 👌🥳🥳👌👍👍👍
@jitendramohanty3201
@jitendramohanty3201 2 жыл бұрын
Aau Kehi Jibani Chilika Dhaba 😃 Thanks You Suvam Bhai and Satya Bhai 🫡👌🙏
@debidattasahoo3137
@debidattasahoo3137 2 жыл бұрын
Same experience Subham… thanks for sharing the honest review on food.
@indian_army_ak47
@indian_army_ak47 2 жыл бұрын
Right 👍
@silankumarsahoo8966
@silankumarsahoo8966 8 ай бұрын
ବ୍ୟବହାର ଭଲ ନାହିଁ ଏହା ସତ | Rice କ୍ୱାଲିଟ୍ ଭଲ ନାହିଁ । ଆଉ ବହୁତ୍ ଟାଣ ଭାତ । ବେଳେ ବେଳେ ଭଲ କରନ୍ତି । ଅନେକ ସମୟରେ ଭଲ ଲାଗେନା
@ରଣେନ୍ଦ୍ରପ୍ରତାପ
@ରଣେନ୍ଦ୍ରପ୍ରତାପ 2 жыл бұрын
ଭାଇ ୟାଙ୍କର ବହୁତ ଭାଉ ଯୋଉ ରାତିରେ ସବୁ ବସ୍ ଯାଉଛି ସେଠୁ ତାଙ୍କର ପ୍ରବଳ ବେପାର। ଆମେ bbsr ରୁ ବଡଗଡ ଯିବାବେଳେ ଥରେ ଖାଇଛୁ। ତା ପରଠୁ ଆମେ ସାଙ୍ଗରେ ଟିଫିନ୍ ନେଇକି ଯାଉ।
@umaprasadbehera4283
@umaprasadbehera4283 2 жыл бұрын
ଭିଡ଼ିଓ ବହୁତ୍ ଭଲ ଲାଗିଲା, ସବୁ ସତ କଥା କହିଲେ। ଯିଏ ବାହାରେ ବସି ଖାଇଲା ତାକୁ ଏମିତି ବ୍ୟବହାର ମିଳିବ। କାରଣ ସେ ଗରିବ ଆଉ କ୍ୟବିନ ରେ ଖାଇଲେ ବାବୁ ସାର୍ ବ୍ଯବହାର ଶୁଣିବ।
@soumyasigns
@soumyasigns 2 жыл бұрын
I hope this feedback is taken and acted upon. Chillika dhaba is an iconic name and the management should ensure it stays that way.
@bcj658
@bcj658 10 ай бұрын
Recently there is another dhaba opened just adjacent to Chilika dhaba. This new dhaba name is Krishna dhaba. Food quality is good and behaviour of staff is polite in nature.
@ramaprasadgouda1242
@ramaprasadgouda1242 2 жыл бұрын
Bhai... Better to go Narayani Hotel.... Just 3 km from chilika dhaba towards Berhampur.... U ll enjoy Best food and Hospitality
@MSK0143
@MSK0143 10 ай бұрын
ଭାଇ ମୋର ବି ସମାନ ଅଭିଜ୍ଞତା,ବହୁତ ଖରାପ ବ୍ୟବହାର ସେମାନଙ୍କ ର
@hunger1609
@hunger1609 2 жыл бұрын
ଚିଲିକା dhaba ଠକ dhaba ସତର୍କ ରୁହନ୍ତୁ ସାବଧାନ ରୁହନ୍ତୁ
@jeetfootages
@jeetfootages 2 жыл бұрын
Most honest review finally, about chilika dhaba
@kamalsahoo6476
@kamalsahoo6476 2 жыл бұрын
True Bro.....I was also feel the same experience at Chilika Dhaba..Chi cha hotel
@smrutiofficial
@smrutiofficial 2 жыл бұрын
ଭାଇ ମୁଁ ମଧ୍ୟ ସେ ଅଞ୍ଚଳ ର । ଆପଣ ନିରାଟ ସତ କଥା କହିଛନ୍ତି। ବ୍ୟବହାର ସେମାନେ ଜାଣି ନାହାନ୍ତି। ମୁଁ ଦୁଃଖିତ କି ଆପଣଙ୍କ ସହ ସେମାନେ ଏଭଳି ବ୍ୟବହାର କରିଛନ୍ତି। ଚିଲିକା ଢ଼ାବା ମଧ୍ୟ ନଛୋଡ଼ବନ୍ଧା। ତାଙ୍କର ପଇସା ରେ ମତଲବ। ତା ମାନେ ନୁହଁ ଯେ ଗ୍ରାହକ ଙ୍କୁ ମନ ଇଚ୍ଛା ବ୍ୟବହାର କରିବ। କିଶୋର ଭାଇନା ଙ୍କ ମଟନ ସାମ୍ରାଜ୍ୟ ମଧ୍ୟ ଏଠି ଭାଙ୍ଗି ଯାଇଛି। ତେଣୁ ଚିଲିକା ଢ଼ାବା ଏବେ ଠୁ ସାବଧାନ ହେଇଯାଅ। ନହେଲେ କଙ୍କଡ଼ା ଖୋଳ ମଧ୍ୟ କେହି ତୁମଠୁ ମାଗଣା ରେ ମଧ୍ୟ ନେବେ ନାହିଁ। Shame on You ଚିଲିକା ଢ଼ାବା
@saradaprasadray5925
@saradaprasadray5925 2 жыл бұрын
Your reviewed on Chilika Dhaba is Noted. However, this is the first blog channel who share the feedback score with highly variance analysis as far as others analysis. Hence it need to be taken as further review. My personal comment : As usal if you review your blogs, Satya bhai approach and communication seems as negative as trend says....
@kanhabehera6684
@kanhabehera6684 4 ай бұрын
ଆମେ ପାଖ ଲୋକ ଶୁଭମ୍ ଭାଇ 🙏 ସତ କଥା କହିଥିବାରୁ ଧନ୍ଯବାଦ ଭାଇ 🙏
@rashmiranjanofficial
@rashmiranjanofficial 2 жыл бұрын
same same experience, I felt same behaviour from the owner it self who is giving tickets.
@jagatjibanmalu2644
@jagatjibanmalu2644 2 жыл бұрын
Hundred % right katha bcz last time ame bhi sanga mane jaithilu seithi ra karmachari bahut kharap . Jhagada bhi heithila .
@ajitabhkalta1112
@ajitabhkalta1112 2 жыл бұрын
Bhai chilika re OTDC Panthanivas, Barakul try kariba plz. Chilika re most affordable food by our govt and staff bhi bahut bhala. Jadi kebe jibe ta chilli prawn try karibe. Crab semane availability upare depend kare but fresh jinsa hi debe . Chilika dhaba au aga pari nahi. Pura true review.
@kalingaranjan2074
@kalingaranjan2074 Жыл бұрын
2:52 it's a very serious issue and very important massage in this part of this video..here the content creator is talking about the micro plastics which we are consuming through different plastic packaged foods , which is harmful .e.g if one person drinks in a small plastic cup of tea which produce 25000 microplasticsor nano plastics in 15 minutes ,which can go into body through tea or coffee any hot beverages ,this is an output of a Reaserch carried out by IIT Kharagpur .New born babies get palstic in their body because of usage of plastics in our daily life at the same time plastics is dangerous for our Environmental eco system of this Globe Earth.
@kalingaranjan2074
@kalingaranjan2074 Жыл бұрын
2:52 ଏହି ଭିଡିଓର ଏହି ଅଂଶରେ ଏହା ଏକ ଗମ୍ଭୀର ବିଷୟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ... ଯେଉଁଠାରେ ବିଷୟବସ୍ତୁ ନିର୍ମାତା ମାଇକ୍ରୋ ପ୍ଲାଷ୍ଟିକ୍ ବିଷୟରେ କହୁଛନ୍ତି ଯାହାକୁ ଆମେ ବିଭିନ୍ନ ପ୍ଲାଷ୍ଟିକ୍ ପ୍ୟାକେଜ୍ ଖାଦ୍ୟ ମାଧ୍ୟମରେ ଖାଉଛୁ, ଯାହା କ୍ଷତିକାରକ ଅଟେ | ଏକ ଛୋଟ ପ୍ଲାଷ୍ଟିକ୍ କପ୍ ଚା ଯାହାକି 15 ମିନିଟରେ 25000 ମାଇକ୍ରୋପ୍ଲାଷ୍ଟିକୋର ନାନୋ ପ୍ଲାଷ୍ଟିକ୍ ଉତ୍ପାଦନ କରିଥାଏ, ଯାହା ଚା କିମ୍ବା କଫି ମାଧ୍ୟମରେ ଯେକଣସି ଗରମ ପାନୀୟ ଦେଇ ଶରୀରକୁ ଯାଇପାରେ, ଏହା ଆଇଆଇଟି ଖରାଗପୁର ଦ୍ାରା କରାଯାଇଥିବା ଏକ ରିସର୍ଚର ଫଳାଫଳ ଅଟେ। ଆମର ଦ daily ନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହେତୁ ସେମାନଙ୍କ ଶରୀରରେ ନାନୋ ମାଇକ୍ରୋ ପାଲଷ୍ଟିକ୍ | ଏବଂ ଏହି ଗ୍ଲୋବ 🌍ପୃଥିବୀ ଆମର ପରିବେଶ ଇକୋ ସିଷ୍ଟମ ପାଇଁ ପ୍ଲାଷ୍ଟିକ ବିପଜ୍ଜନକ ଅଟେ |କାରଣ ଏହା କଦାପି ମାଟିରେ ମିଶେ ନାହିଁ |ତେଣୁ ଏହା ମାଟି, ଜଳ କିମ୍ବା ନଦୀ, ସମୁଦ୍ର ଏପରିକି ପଶୁମାନଙ୍କୁ ନଷ୍ଟ କରେ |
@143biswal
@143biswal 2 жыл бұрын
ଭାଇ କେବେ କେନ୍ଦ୍ରାପଡା ଆସିଲେ ଦେବୀ ଢ଼ାବା ରେ ଖାଇକି ଟେଷ୍ଟ କରିବେ
@biswaranjansahoo1199
@biswaranjansahoo1199 2 жыл бұрын
ଅତି ଫାଲତୁ ଖାଦ୍ୟ... ଖରାପ ବ୍ୟବହାର ମଧ୍ୟ... ଡାକିଲେ ଶୁଣିବେନି
@akhilraut5789
@akhilraut5789 2 жыл бұрын
ମୋର ଘର ଚିଲିକା ଢ଼ାବା ଠାରୁ 18 k.m କିନ୍ତୁ ମୁ 4 years ହେଲା ଯାଉନି କାରଣ ସେଠି କାର management ଏବଂ ଷ୍ଟାପ ମାନଙ୍କର ବ୍ୟବହାର ଠିକ ନୁହଁ!
@ashokpatra7129
@ashokpatra7129 2 жыл бұрын
Yes 100 %right Jago bahia
@sandeepmohanty8910
@sandeepmohanty8910 2 жыл бұрын
Subham nice and honest views and Naveen babu dekhiki kahiba katha khaiki apana mane khusi ta LOL . Ne ways you r true so will always be with you and like your blogs. Prabhu Jagannath tumara mangala karantu
@niladripattnaik7004
@niladripattnaik7004 2 жыл бұрын
ଠକ ଢାବା ସତର୍କ
@sibaprasadmishra8908
@sibaprasadmishra8908 2 жыл бұрын
Polite people honest review... Behaviour is the mirror of civilized people... You guys really did honest review... I had already same experience earlier.... Hence it's wise not to go such kinds of branded dhabas... They literally trying to abuse you over there... Last not the least thank you all...
@suryakantabisoi828
@suryakantabisoi828 2 жыл бұрын
Totally agree with you Bro, as local people we also face the same thing.
@gopalraghuswamy
@gopalraghuswamy 9 ай бұрын
ହଁ ଭାଇ, କର୍ମଚାରୀଙ୍କର ବ୍ୟବହାର ଅତି କଦର୍ଯ୍ୟ. ମୁଁ ନିଜେ ଅନୁଭବୀ.
@pinkunsahu1048
@pinkunsahu1048 2 жыл бұрын
Subham Bhai I respect you 🙏🙏🎉
@sangramswain3550
@sangramswain3550 2 жыл бұрын
I agree with Shubham. There is unnecessary hype created around such Dhabas which serve average food only. The cost of non veg dishes also not reasonable when such raw materials are sourced locally.
@sandeepkanungo1907
@sandeepkanungo1907 2 жыл бұрын
They use the same spicies for all the non veg items, so the taste is similar
@debasissahu2637
@debasissahu2637 2 жыл бұрын
Absolutely right
@pranaytandi3593
@pranaytandi3593 2 жыл бұрын
Subham bhai apan Hotel Chilika re try karithante A faltu dhaba ku kn pain gale Hotel chilika town bhitare au sethi khaiba b bhala especialy Seafood Ame recently jaithilu se hotel ku
@bhagabanbarada9556
@bhagabanbarada9556 2 жыл бұрын
Ta bor
@asutoshparida9021
@asutoshparida9021 2 жыл бұрын
ଗୋଟେ ଜିନିଷ ଆପଣକଂ ଠିକ କହିଲେ ଜଣେ ପଛ ଆଡ଼ୁ ନା ନେଲା ମାତ୍ର ଆପଣ ମନା କରିଲେ । ମଣିଷ ନିଜ ବ୍ୟବହାର ରୁ ଜଣା ଯାଏ। ସେଥି ପାଇଁ ଆପଣ ବହୁତ୍ ଭଲ ପାଇବା ପାଉଛନ୍ତି ଓଡ଼ିଶା ବାସୀ ଙ୍କ ଠୁ ❤️ ଜୟ ଜଗନ୍ନାଥ ❤️🙏🏻
@sangrambarai3541
@sangrambarai3541 2 жыл бұрын
Bahutt bahut dhanyawad apan mananku ek dum correct katha dekhaichanti au kahichanti
@ramachandratarai7121
@ramachandratarai7121 2 жыл бұрын
You are 100% correct bro...I am local but agree with you....Duniara sabuthu west dhaba@Chilka Dhaba
@pradeepsoortarang3200
@pradeepsoortarang3200 2 жыл бұрын
ମାଲିକ ଉତ୍ତମ ବ୍ୟବହାର କରିବା ଦରକାର୍। ଗ୍ରାହକ ଭଗବାନ ସମାନ।
@saisankar9717
@saisankar9717 2 жыл бұрын
Bhala kala Emity review deicha . Actually aji kali bahut kharap jaga guda KZbinr mananka jogu hit hei jauchanty…. Good that you r giving honest review . Keep it up so that people will get the proper review and have similar expectations if vowing these worst places 👍
@jyotiprakashmishra9908
@jyotiprakashmishra9908 2 жыл бұрын
Bhai point ktha kahila . Semane 2 ki 4 hajar nei video banei dauchanti. Au ama mane taku dekhiki jaaiki nama nauchqnti
@ajaypattnaik8336
@ajaypattnaik8336 2 жыл бұрын
Bhai ame chilika gale Hotel Chilika ku jau Sethi khaiba au sevice b bhala Sethi khaiba chilika dhaba thu bahut matra re bhala Hotel chilika ta Balugaon town bhitare Apana thare sethi try karantu 🙏🙏
@swapneswardas5454
@swapneswardas5454 2 жыл бұрын
Expect like from Subham vai❤️❤️
@debashispradhan6545
@debashispradhan6545 2 жыл бұрын
ନାରାୟଣୀ ଢ଼ାବା ସବୁଠୁ best
@suryaprasaddas4088
@suryaprasaddas4088 2 жыл бұрын
ଯୋଉଠି bhala business hue ସେଠି ବ୍ୟବହାର ଖରାପ ପାଇବା ସ୍ଵାଭାବିକ୍
@bulusahu2172
@bulusahu2172 2 жыл бұрын
Nai bhai gote gote dhhaba emiti achhi bepar bahut helebi samman madhya deuchanti
@balramo2
@balramo2 8 ай бұрын
ବହୁତ ବଢିଆ
@diptimayeepradhan709
@diptimayeepradhan709 2 жыл бұрын
I'm totally agree with your experience
@SwastikCelebration-le6vh
@SwastikCelebration-le6vh 7 ай бұрын
Absolutely right...baya restaurant is a very old and famous restaurant in ganjam district...and it's service is very good...and great food ind affordable price..I am loving it..
@sahilsamal9421
@sahilsamal9421 2 жыл бұрын
Bhai perfect review 🥺mo experience katha kahuchhi bhai, mu mo friend nka jaithili first semane kukuramankada vali behave kale eita neiasa seita neiasa. Thik 2 years tale mo uncle nka saha gali se hauchhanti CA . Tanka saha jetebele gali bhai believe helani sei loka sei jaga kintu tanka behave change heigala ki respect mu believe kariparilini. Au ame family saha jaithilu chingudi ta kharap padila semane authare bhala chigudi pack kari gharaku dele au card 💳 payment bi neithile. Eita kan pain manisha ta saman na paisa dekhi judge kan pain karajauchhi😔 mu ta KZbiner nuha buy etiki kahibi ado bi jantunu ekdam kharap khaiba au the last stage of poor behave mainly se ticket katuthiba loka
@amaodiamaza1763
@amaodiamaza1763 2 жыл бұрын
Bhai yathu 500 Guna re ama athagada tighiria ade kebe asantu master chep re khaibe garam garam sabu time deoo jhara asila bele sure asibe locestion tighiria Nuapatna Cuttack dist
@amitpati
@amitpati 2 жыл бұрын
Same experience. I traveled from bbsr to chilika for food. But the behavior worst
@dipakkumarbal8318
@dipakkumarbal8318 2 жыл бұрын
ଏକଦମ ଠିକ କହିଛନ୍ତି ଭାଇ 🌹
@ChandanKumar-gf6dm
@ChandanKumar-gf6dm 2 жыл бұрын
ଶୁଭମ୍ ଭାଇ ଖାଇବା ଯାହା ହଉ ପଛ କଥା ଆଗ ବ୍ଯବହାର ଟା ଠିକ୍ କରିବା କଥା,,ହେଲେ ଏ ଶଳା staff jia aasithila order nabaku aao jia counter re ବସିଥିଲା ,,,ସେ ୨ ଜଣଙ୍କ ବାପା ମା ବୋଧେ IAS officer thile sethipaen tanka chuaa hotel karichanti,, KIA ORDER NAUCHI NAHELE KIA COUNTER RE BASICHANTI SALA MA😡😡😡😡 ବାଳ IGO DEKHAUCHA
@Raw_Adventures
@Raw_Adventures 2 жыл бұрын
Truly their behavior is very very worst👎...
@zanil993
@zanil993 2 жыл бұрын
Semanaka bapa maa IAS officer aau semane dhaba re service karuchhanti 😄😄😄😄😄
@kalinganana8402
@kalinganana8402 2 жыл бұрын
Bhai jadi jaithila chilika only try HOTEL CHILIKA mast lagibaa behavior bi vala test bi badhiaaa
@jyotshnameher152
@jyotshnameher152 2 жыл бұрын
Nice vlog subham 🥰🥰🥰🥰☺☺☺ I am big fan for you 😊😊😊😊😘😘😘 love from sambalpur 😊😊😊
@PankajKumar-yp6mn
@PankajKumar-yp6mn 2 жыл бұрын
Aji Khaiki Asili Chilika Dhaba Re khaiba Ra Quality Bekar Thila Ta Saha Staff au Owner Nkara Behavior Bhala Nathila.. Honest Review Bhai..👍
@sritam3923
@sritam3923 2 жыл бұрын
I'm from chilika bro the worst dhaba forever u r absolutely right the behaviour of staff is very bad 😞
@alokanath4550
@alokanath4550 2 жыл бұрын
Bro tame jadi chilika ra ta emiti kichi hotel ya dhaba recomend kara nearest chilika, ta lang distance ru joumane jauchanti tanka pai bhala hba
@susantamahapatra7395
@susantamahapatra7395 11 ай бұрын
This is the honest review Subham Bhai
@jaganrajreddy5628
@jaganrajreddy5628 2 жыл бұрын
Ame 4yr hele jiba chadideluni, just bcz of their food quality
@krushnapasayat9848
@krushnapasayat9848 2 жыл бұрын
Bhai amaku pura kharap kankada dei thile, ame table re basi complaint kalu, se kahila manager ku kuhantu. Ame jai counter re kahila belaku se bula sandha kahila agyan kete loka khaiki jauchanti kehi kichi kahu nahanti. In the mean time ama table safaa Kari dele. Mu food inspector nku call kala bhitare table safaa. Bahut chalak Bhai staff sabu.
@AnchorSubham1
@AnchorSubham1 2 жыл бұрын
Tama kasta mun bujhi paruci
@bidyutprakash660
@bidyutprakash660 2 жыл бұрын
Totally agree already experienced.. 🙏
@somyasefalika4322
@somyasefalika4322 2 жыл бұрын
Absolutely right....chilka restaurant bi thik sahi pari.......
@pratikpanda1967
@pratikpanda1967 2 жыл бұрын
Bhai apana chilika dhaba samnare jo hotel achi seithi apana jaithante thare...mana khusi kariki asithnate...moro nija experience ru kahuchi...and love your vlogs..🥳
@thakurprati5580
@thakurprati5580 2 жыл бұрын
Naa kana?
@subhajitpattanaik8872
@subhajitpattanaik8872 2 жыл бұрын
Seita bi tara... 🙄
@pratikpanda1967
@pratikpanda1967 2 жыл бұрын
@@subhajitpattanaik8872 han but seithe bhala khaiba mile..
@od03visit68
@od03visit68 2 жыл бұрын
ହଁ ଭାଇ ପୁରା ଠିକ୍ କହୁଛ ଆମେ ବଲାଙ୍ଗିର ରୁ କାଳିଜାଇ ବୁଲିବାକୁ ଯାଇଥିଲୁ ଆମର ଗୋଟେ ସାଙ୍ଗ କହୁଥିଲେ ଜେ ଆମେ ଚିଲିକା ଢାବା ରେ ଖାଈବା ଆଉ ସେନେ ଯେଉଁ ଖରାପ ବ୍ୟବହାର ଦେଉଥିଲେ ଆମେ ଅଧା ଖାଇକରି ପଲେଇଆସଲୁ
@kishansahoo1925
@kishansahoo1925 2 жыл бұрын
ଭାଇ ସତ କଥା ଗତ ରାତିରେ ଯାଇଥିଲୁ ପୁରା ଝାଵଢ ଖାଦ୍ୟ 😡😡😡 ତା ଲୋକଙ୍କ ବ୍ୟବହାର ଭଲ ନୁହ
@lipunabehera6494
@lipunabehera6494 7 ай бұрын
ଓଁ ନମଃ ଶିବାୟ ପ୍ରଭୁ
@mrx-cq1kk
@mrx-cq1kk 2 жыл бұрын
ସବୁଠାରୁ ଝାବଡ଼ ଖାଇବା ଚିଲିକା ଢ଼ାବା ର
@bhagyadharpradhan2124
@bhagyadharpradhan2124 2 жыл бұрын
ଏ ଢାବାରେ ରେଟ ପଚାରି ଖାଇଲେ ଭଲ ଖାଈ ସାରି ପଚାରିଲେ ଅଧିକ ପଈସା ଦେଇ ମଲ
@kalshnikovgaming4787
@kalshnikovgaming4787 2 жыл бұрын
Bhai Try Maa ra Handishala in Puri bypass road near Pandra. It's also promoted in Tatse of Odisha.
@hemadridash7714
@hemadridash7714 2 жыл бұрын
ଯେକୌଣସି ସଂସ୍ଥା ହେଉ ବ୍ୟବହାର ସର୍ବୋପରି. କିନ୍ତୁ ଚିଲିକା ଢ଼ାବା ଏହାର ସଂପୁର୍ଣ ବ୍ୟତିକ୍ରମ. ଢ଼ାବା ମାଲିକ ପାଖରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ, କାହାର ମଧ୍ୟ ବ୍ୟବହାର ଠିକ ନୁହେଁ. ଆପଣଙ୍କ ଏହି ବ୍ଲଗ ଦେଖିକି ହୁଏତ ସେମାନେ ସୁଧରୀ ଯାଇପାରନ୍ତି, ନ ହେଲେ ସେମାନଙ୍କୁ ଭଗବାନ ବରଷା.
@gopalchandra6455
@gopalchandra6455 2 жыл бұрын
କେବଳ ବସ ଡ୍ରାଇଭର ଷ୍ଟାଫ ମାନଙ୍କୁ ଭଲ ଖାଇବା ଦିଏ, ପାସସେଞ୍ଜର ମାନଙ୍କୁ ପୁରା ଥାର୍ଡ଼ କ୍ଲlସ ଖାନା ଦିଏ l
@sahooanjankumar
@sahooanjankumar Жыл бұрын
Chilika jaiki best resturant re khaantu green chilley re ...in balugaon ...the best rest.with supper testy khana ...in best price
@AnchorSubham1
@AnchorSubham1 Жыл бұрын
Next time
@ishwarchandardarli516
@ishwarchandardarli516 2 жыл бұрын
ଚିଲିକା ଢାବା ରେ ବ୍ୟବହାର ଟିକ ନାଇଁ କିନ୍ତୁ ଚିଲିକା family restaurant ରେ ଯାଇକି ଦେଖ ଷ୍ଟାଫ ଭଲ ଆଉ ଖାଇବା ଵି ଭଲ ...
@khageswar212
@khageswar212 11 ай бұрын
Honest Review bro👍 Experienced the same Time change helani, staff Mane still feel superior than customers . Jabardasti tip magiba Guna ta jauni tankara
@prasantapattanaik862
@prasantapattanaik862 2 жыл бұрын
ଗୋଟେ ଗୋଟେ ହୋଟେଲ୍ ବାଲା ଖୁବ୍ ଆଦର କରି ଭଲ ବ୍ୟବହାର ଦିଅନ୍ତି ଖାଦ୍ୟ ବି ରୁଚିକର ସଫା ସୁତୁରା ଓ ସୁଲଭ ମୂଲ୍ୟର ହୁଏ ଆଉ କେତେକ ଏମିତି ଦାଦା ଭଳି କଥା କହି ଲୁଟନ୍ତି
@durgacharanpatra4301
@durgacharanpatra4301 2 жыл бұрын
ଢ଼ାବା ମାଲିକ ଶଙ୍କର ପାଇକରାୟ ପ୍ରଥମ ରୁ ଭଲ ବ୍ୟବହାର କରୁଥିଲେ ଯେମିତି ଯେମିତି ବେପାର ଭଲ ହେଲା ସେମିତି ବ୍ୟବହାର ରେ ବି ପରିବର୍ତ୍ତନ ହେବା ଆରମ୍ଭ ହେଇ ଗଲା। ଯାତ୍ରୀବାହୀ ବସ୍ ଡ଼୍ରାଇଭର ଙ୍କ ଆଶୀର୍ବାଦ ରୁ ଏଭଳି ହେବାର ଲକ୍ଷ୍ୟ କରା ଯାଉଛି।
Муж внезапно вернулся домой @Oscar_elteacher
00:43
История одного вокалиста
Рет қаралды 8 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 85 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 3,8 МЛН
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 115 МЛН
Mutton ପୁରା ମହୁ 🤤 God Father Movie Review
20:26
Basudev Vlogs
Рет қаралды 289 М.
Worst Food Experience Ever | Basudev Vlogs
15:58
Basudev Vlogs
Рет қаралды 966 М.
Муж внезапно вернулся домой @Oscar_elteacher
00:43
История одного вокалиста
Рет қаралды 8 МЛН