ଉଈ ମୁଳରୁ ନିପାତ କିପରି କରିବେ ଜୈବିକ ନିୟନ୍ତ୍ରଣ

  Рет қаралды 260,177

KRUSHI SAMPADA

KRUSHI SAMPADA

Күн бұрын

Пікірлер: 120
@prakashkumarnanda4704
@prakashkumarnanda4704 2 жыл бұрын
ନମସ୍କାର । ଫସଲରେ ଉଇ ନଲାଗିବ କିପରି କହିଲେ । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । କୋଠା ମାନଙ୍କରେ ଲାଗୁଥିବା ଉଇ କୁ କିପରି ଦମନ କରାଯିବ, ସେବିଷୟ ରେ ଜଣେଇଲେ ଉପକୃତ ହୁଅନ୍ତୁ ।
@raibarisingh3739
@raibarisingh3739 2 жыл бұрын
Good advice for farmers as well as everybody too
@AminKhan-jg2hw
@AminKhan-jg2hw 2 жыл бұрын
Nice information
@krushisampada
@krushisampada 2 жыл бұрын
Thank you
@sanatanrout3482
@sanatanrout3482 2 жыл бұрын
1St viw... Thank you sir
@kamalabishi5210
@kamalabishi5210 2 жыл бұрын
ଧନ୍ୟବାଦ ସାର
@sivhaasivhaa9886
@sivhaasivhaa9886 Ай бұрын
Excellent advice
@krushisampada
@krushisampada Ай бұрын
Thank you
@sankarsansahoo6905
@sankarsansahoo6905 2 жыл бұрын
Good information Arabinda👌
@btsgaming6408
@btsgaming6408 2 жыл бұрын
Sir pimpudi dauru Jamie ku kipari safe Karina pls video provide karantu humble request
@bikashpanda1443
@bikashpanda1443 Жыл бұрын
thank q sir
@upendra2258
@upendra2258 2 жыл бұрын
Sir good job
@kashyapayan8841
@kashyapayan8841 2 жыл бұрын
Nice information,thank you sir
@tusarkantasha4670
@tusarkantasha4670 Жыл бұрын
W da❤
@soumyaranjanjena3059
@soumyaranjanjena3059 2 жыл бұрын
Amazing video sir...............
@spokenenglishclass8117
@spokenenglishclass8117 4 ай бұрын
Good advice
@krushisampada
@krushisampada 4 ай бұрын
Thank you
@deepaksnehaneha9727
@deepaksnehaneha9727 2 жыл бұрын
So good sir
@bibhutipradhan945
@bibhutipradhan945 2 жыл бұрын
Byabahar Kari saphal hele Dhanyabada janaibi .Jay Jagannath !
@chintamanidhal8187
@chintamanidhal8187 2 жыл бұрын
ସାର୍ ଜୟ ଜଗନ୍ନାଥ ସାର୍ ଗୋଟିଏ ଏ କର ଜମିରେ କେତେ କିଲ୍ ଯିଆ ଖତ ଲାଗିବ
@krushisampada
@krushisampada 2 жыл бұрын
1ଏକର ଜମିରେ 4-5qtl ଜିଆ ଖତ ପ୍ରାୟୋଗ କରନ୍ତୁ।।ଅଧିକ ପ୍ରାୟୋଗ କଲେ ମଧ୍ୟ କିଛି ଅସୁବିଧା ନାହିଁ
@kalantajhankar4340
@kalantajhankar4340 2 жыл бұрын
Very good 😊😊😊😊😊
@sahadebmajhi7101
@sahadebmajhi7101 2 жыл бұрын
Think you Sir
@haraharidas4907
@haraharidas4907 2 жыл бұрын
JAY JAGANNATH 🙏 🙏
@mansinghsanta7023
@mansinghsanta7023 4 ай бұрын
❤❤❤❤❤
@sailabalasasmal1071
@sailabalasasmal1071 2 жыл бұрын
Tqq sair
@minatipatri4702
@minatipatri4702 4 ай бұрын
Sir Tulsi amla sabu gachare janda varti heichanti kn Kariba? Organic kichi kuhantu
@bmfdineshkumar5101
@bmfdineshkumar5101 2 жыл бұрын
Thanks sir
@subalchandraputel6955
@subalchandraputel6955 2 жыл бұрын
sir cement ghare uuee lagichhi pratikar kana
@ghasiramgond1150
@ghasiramgond1150 2 жыл бұрын
Nice
@suryamanipradhan8781
@suryamanipradhan8781 2 жыл бұрын
Sir ur Every vdo nesesery for farmer
@krushisampada
@krushisampada 2 жыл бұрын
Thank you
@himanshusekharmajhi4268
@himanshusekharmajhi4268 2 жыл бұрын
ଉଇ ମାରି ବାରସରଲ ଉପାୟ ବତେଇଥିବାରୁ ନମସ୍କାର🙏🙏🙏🙏🙏
@manibabapress
@manibabapress 5 ай бұрын
How to protect white ant in pre conception of room
@sachindrasethi79
@sachindrasethi79 2 жыл бұрын
Sir ghara wall re Banyan tree baharichi.Remedy kan?
@dullavachandranaik9545
@dullavachandranaik9545 2 жыл бұрын
Sir mu mango plantation karichhi Sethi uuee lagichhi kemiti control karajiba plz suggest karantu 🙏
@ashupradhan7380
@ashupradhan7380 2 жыл бұрын
VNR Dhana bihan utpadan pain sahayog chahunchhu
@manishkumarsahoo7192
@manishkumarsahoo7192 2 жыл бұрын
Karlaa aau tarbuj re phala phula aasuchi sar. Magic spray 30 gram par tank spray karibi ki sar. Aau kau rasaynik mati re debi. 🙏 mu Balangir dist ra luhasingha ru manesh sahu. 🙏
@krushisampada
@krushisampada 2 жыл бұрын
Mazic spray ଏକ ମିଳିତ ଅଣୁ ସାର ଯାହାକି ଗଛ ଆବଶ୍ୟକ କରିଥାଏ।ତା ଛଡା ଅଧିକ ଫୁଲ ଫଳ ପାଇଁ NPK 0:52:34 କୁ lit ପ୍ରତି 3gm ସହିତ Borax 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।4ଦିନ ପରେ Hormone Fantac plus Lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@manishkumarsahoo7192
@manishkumarsahoo7192 2 жыл бұрын
🙏 thanks sar.
@blossomapu5539
@blossomapu5539 2 жыл бұрын
Sir namaskar, Jhudunga o bins re kala jau hele gharoi upachar re kemiti gacharu chadiba kahibe please🙏
@krushisampada
@krushisampada 2 жыл бұрын
1lit ପାଣିରେ 5gm detergent ଓ 2ml ନିମ୍ବତେଲ ମିଶାଇ ସ୍ପ୍ରେ କରନ୍ତୁ।3ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
@mikhaelmajhi9020
@mikhaelmajhi9020 2 жыл бұрын
ଉଈ ଘରେ ବାହାରିଲେ କଣ କରିବାକୁ ପଡିବ
@manojpanda1164
@manojpanda1164 2 жыл бұрын
Fatatara and forti gold prayaga kala kana hoya
@sanjitjena2381
@sanjitjena2381 2 жыл бұрын
Sir mu jia khata prastuta Kariba ku chahunchi.sir jia kauthi miliba
@prasadkumar3917
@prasadkumar3917 2 жыл бұрын
ସାର ଘରେ ଅଛି ଉଇ ଉଙ୍କା ଯେତେ ଯାହା କଲେ ଯାଉନାହାନ୍ତି କଣ କରିବାର ଅଛି
@silabehera3008
@silabehera3008 Жыл бұрын
ସାର୍ ମୋ କବାଟ ରେ ଉଇ ଲାଗିଛି ତାର ଉପକାର କୁହନ୍ତୁ🙏🏾🙏🏾n
@kalyanidash2876
@kalyanidash2876 2 жыл бұрын
ghare uee lagile kana pakeibu
@niranjansabar1845
@niranjansabar1845 2 жыл бұрын
Dhana khetare dala ghasa lagile ki oushadha prayoga karaniba uchit?
@krushisampada
@krushisampada 2 жыл бұрын
ତୁତିଆ ଏକର ପ୍ରତି 600gm କୁ ଛୋଟ ଛୋଟ ଖଣ୍ଡ କରି କନା ରେ ଗୋଡ଼ାଇ 10-15ଟି ସ୍ଥାନରେ ପକାନ୍ତୁ କମ୍ବ drum ପ୍ରତି 8gm ସ୍ପ୍ରେ କରନ୍ତୁ।କିମ୍ବା Copper oxychloride 50%WP ଏକର ପ୍ରତି 1kg ସହିତ 10kg ବାଲି ଗୋଳାଇ ପ୍ରାୟୋଗ କରନ୍ତୁ।
@rameswaranaik1069
@rameswaranaik1069 2 жыл бұрын
Bhalia phul ghadiba upaya kuhantu
@ritanjalisahu5751
@ritanjalisahu5751 2 жыл бұрын
Sir. Joka kipari maribaa
@sanjitjena2381
@sanjitjena2381 2 жыл бұрын
Sir baigana re fast time flower asuchi gote gote phala Madhya dhari Lani.ethire Kan hormone dele bhala haba.please sir replie
@krushisampada
@krushisampada 2 жыл бұрын
ବାଇଗଣ ଫସଲରେ ଵର୍ତମାନ NPK 0:52:34 lit ପ୍ରତି 3gm ସହିତ Borax 10.5% lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@sanjitjena2381
@sanjitjena2381 2 жыл бұрын
Sir borax 10.5 badal are boron b 20 hebaki
@krushisampada
@krushisampada 2 жыл бұрын
@@sanjitjena2381 Borax 10.5% ବଦଳରେ Borax 20% lit ପ୍ରତି 1gm ହିସାବରେ ପ୍ରାୟୋଗ କରି ପାରିବେ।
@prafullachandrasethy6222
@prafullachandrasethy6222 Жыл бұрын
How to damage grass in badibagicha?
@krushisampada
@krushisampada Жыл бұрын
ଯଦି ଜମିରେ କୌଣସି ଫସଲ ନାହିଁ ତେବେ Glyphosate 41%SL lit ପ୍ରତି 10ml ବା drum ପ୍ରତି 150ml ହିସାବରେ ମାଟି ଓଦା ଥିବା ସମୟରେ ସ୍ପ୍ରେ କରନ୍ତୁ।
@learnandenjoywithishita9878
@learnandenjoywithishita9878 2 жыл бұрын
🙏🙏🙏
@arunnayak5640
@arunnayak5640 2 жыл бұрын
Jajpur
@jagadishluha2621
@jagadishluha2621 2 жыл бұрын
Pacca ghare uei laguchhi. kemiti
@basantimeher2946
@basantimeher2946 2 жыл бұрын
Sir dokan renka re ue laguchi Kan karibaku padiba
@ranjanpanda6002
@ranjanpanda6002 2 жыл бұрын
Vendi gachha re pimpudi laguchanti upaya kan
@tunidevi451
@tunidevi451 2 жыл бұрын
Kai ku kipari nipat kariba
@anantgopalrout6425
@anantgopalrout6425 2 жыл бұрын
Thanks
@ashishakumarsethy9226
@ashishakumarsethy9226 2 жыл бұрын
Black paddy keutharu miliba
@krushisampada
@krushisampada 2 жыл бұрын
Online ରେ ମଗାଇ ଦିଅନ୍ତୁ
@chandramanijena8315
@chandramanijena8315 Жыл бұрын
ଘର କାନ୍ଥ ରେ ଉଇ ହୁଙ୍କା ହେଉଛି sir ଉପଚାର କୁହନ୍ତୁ sir
@arta196
@arta196 2 жыл бұрын
Sir 🙏 ନିର୍ମୁଳି ଲତା ନିରାକରଣ ନିମିତ୍ତ କଣ ଉପାୟ ଅଛି କି? ତୁଳସୀ ଗଛ ରେ ସେହି ଲତା ଗୁଡ଼ାଇ ହୋଇ ରହିଛି ଯେତେ ଛିଣ୍ଡାଇଲେ ବି ସେ ଲତା ଜମା ନିପାତ ହେଉନି । କଣ ଉପାୟ ଅଛି କୁହନ୍ତୁ
@ashokpati4792
@ashokpati4792 Жыл бұрын
ନମସ୍କାର ସାର୍ , ଦୟାକରି ମିଲ୍ଲେଟ ଚାଷ ବିଷୟରେ ଭିଡିଓ ପ୍ରସ୍ତୁତ କରି ସେୟାର କରିବେ ।
@tunidevi451
@tunidevi451 2 жыл бұрын
Kai ra niyantran
@bhagyashreesahu8433
@bhagyashreesahu8433 Жыл бұрын
Ghara ui lagila kn kariba
@krushisampada
@krushisampada Жыл бұрын
1lit ପାଣିରେ 0.5gm ହିଙ୍ଗୁ ମିଶାଇ ପ୍ରାୟୋଗ କରନ୍ତୁ।
@GopabandhuSahoo-m7n
@GopabandhuSahoo-m7n Жыл бұрын
ପ୍ରଜପତିଆ ପୋକ ପାଇଁ ଠିକ୍ ବିଷ କଣ ?
@mohanashagadia7464
@mohanashagadia7464 2 жыл бұрын
ଆଜ୍ଞା ନମସ୍କାର ଆଜୋଲା ଚାଷ ବିଷୟରେ ଗୋଟିଏ ଭିଡିଓ କରନ୍ତୁ ଆଜୋଲା ଗ୍ରୋତ ହେଉନି ପୋକ ମାଛି ହେଉଛି କ'ଣ କରିବା
@ramakantamaharana9421
@ramakantamaharana9421 2 жыл бұрын
ଆଜ୍ଞା ନମସ୍କାର, ମୁଁ 1st time ଚାଷ କରୁଛି ମୁଁ ପୁରା ଶୁଦ୍ଧ ଜୈବିକ ଚାଷ କରିବାକୁ ଚାହୁଛି କଣ କରିବାକୁ ହବ,
@dilipbag2121
@dilipbag2121 Жыл бұрын
ଜମିରେ ମାଛ ଚାଷ ପାଇଁ ପୋଖରୀ ଖନନ କରିବା କୁ ହେଲେ କେଉଁ ଅଫିସ ରେ ଯୋଗାଯୋଗ କଲେ...ଭଲ ହେବ ସାର
@krushisampada
@krushisampada Жыл бұрын
Fishery ବିଭାଗରେ ଯୋଗାଯୋଗ କରନ୍ତୁ।
@dilipbag2121
@dilipbag2121 Жыл бұрын
@@krushisampada@ thank you sir 🙏
@dilipbag2121
@dilipbag2121 Жыл бұрын
@@krushisampada@ thank you sir 🙏
@susantakumarjena7565
@susantakumarjena7565 2 жыл бұрын
ଜୈବିକ ପଦ୍ଧତି ରୁ କେମିତି ଅଣୁସାର। ପାଇବା
@r.knayak1105
@r.knayak1105 4 ай бұрын
ସାର, ନମସ୍କାର। ମୋର ଭଲ ବାଇଗଣ ପଲେଇ ଆମ୍ବ ଗଛ ଅଛି। ସେଥିରେ ଭଲ ସୁନ୍ଦର ପତ୍ର ଗୁଡ଼ିକ ଅଗ ପାଖରୁ କଟି କଟି ପତ୍ର ସୁଖି ଯାଉଛି।କି ପ୍ରକାର ରାସାୟନିକ ଔଷଧ ସ୍ପ୍ରେ କଲେ ଏଥିରୁ ମୁକ୍ତି ମିଳିବ?
@krushisampada
@krushisampada 4 ай бұрын
Amistar top lit ପ୍ରତି 1ml ବା Taqat lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ
@jagadishluha2621
@jagadishluha2621 2 жыл бұрын
Clear kari heba
@babajisahoo9136
@babajisahoo9136 2 жыл бұрын
ଉତମ୍ଉପଦେସ
@badapuadhal3963
@badapuadhal3963 2 жыл бұрын
ଆମ ଘରେ ସବୁ କବାଟ ଏବଂ ବନ୍ଧ ର ଉଇ ଲାଗିଛନ୍ତି, କି ଔଷଧ ଦେଲେ ଛାଡ଼ିବ
@krushisampada
@krushisampada 2 жыл бұрын
Imidachloprid 30.5%SC lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
@abhibiswal8750
@abhibiswal8750 2 жыл бұрын
କଦଳୀ ଗଛର ମୂଳ ରେ ଉଇ ଲାଗି ଗଛ ଝାଉଁଲି ଯାଇ କିଛି ଦିନ ପରେ ଗଛ ପଚି ଯାଇ ମରିଯାଉଛି ତାର ଟିକେ ପ୍ରତିକାର କହିବେ ସାର୍
@sandeepkumarmaharana9175
@sandeepkumarmaharana9175 Жыл бұрын
ଘରେ ଓଇ ବାହାରୁ ଥିବା ଜାଗାରେ କଣ ପକାଇବା ଆବଶ୍ୟକ,
@bikashpanda1443
@bikashpanda1443 Жыл бұрын
ଉଇ ଧାନ ରେ ପାଣି ଶୁଖି ଗଲେ ଧା ନ ଗଛରେ ଲାଗୁ ଛନ୍ତି ଆ ଉ ଗଛ ଭଲ ଅଛି କିନ୍ତୁ ଲାଗିଛନ୍ତିତେଣୁ ତାର ଉପାୟ ବତାନ୍ତୁ sir
@krushisampada
@krushisampada Жыл бұрын
Carbofuran 3G ଡାନାଦାର କୁ ଏକର ପ୍ରତି 12kg ପ୍ରୟୋଗ କରି ଜଳସେଚନ କରନ୍ତୁ।
@jagamohanjena2314
@jagamohanjena2314 2 жыл бұрын
ସାର ଘର କାଠ ରୁ କେମିତି ବଂଚିତ କରି ହେବ
@Dream_India_tour
@Dream_India_tour 2 жыл бұрын
ଗରମ ପାଣି ରେ ବିଲକୁଲ ମରୁ ନାହାନ୍ତି
@s.sagarika.4728
@s.sagarika.4728 2 жыл бұрын
ଘରକାଠରେ କେମିତି ଦମନ କରିବା
@susantaparida1216
@susantaparida1216 2 жыл бұрын
ଘରର କାନ୍ଥ ଭିତରୁ ଉଇ ବାହାରୁଛି ଓ ଦୁହାରମୁଣ୍ଡ ଚଉକାଠ ଭିତରୁ ମଧ୍ୟରୁ ଉଇବହାରୁଛି କଣ ଔଷଧ ପକାଇବା ଆବଶ୍ୟକ
@krushisampada
@krushisampada 2 жыл бұрын
ଉଈ କୁ ନିୟନ୍ତ୍ରଣ କରିବା ପାଇଁ ଉଈ ବାହାରୁଥିବା ସ୍ଥାନ କାନ୍ଥରେ 1ଫାଟ side କୁ drill କରନ୍ତୁ। 1ft ଛାଡି ଗୋଟିଏ ଲେଖାଏଁ drill କରନ୍ତୁ।ସେଥିରେ Imidachloprid 30.5%SC lit ପ୍ରତି 2ml ହିସାବରେ ବା Chloropyriphos 50%EC lit ପ୍ରତି 5ml ଦ୍ରଵଣ ସେଥିରେ ପ୍ରାୟୋଗ କରି seal କରନ୍ତୁ।କାନ୍ଥ ମୂଳରେ ଏହି ଦ୍ରଵଣ ଢାଲନ୍ତୁ।
@prahalladsahu8717
@prahalladsahu8717 Жыл бұрын
ଉନତା କାକୁଡି ମଞ୍ଜି ବିଷୟରେ ଜାଣନ୍ତୁ
@niranjandas2268
@niranjandas2268 4 ай бұрын
ଘରୁ କିପରି ଉଇ ନିଅତ୍ରଣ କରିବା
@smartashwinipani1510
@smartashwinipani1510 4 ай бұрын
Clorophariphous use karantu
@tumeswarbudek1463
@tumeswarbudek1463 2 жыл бұрын
କାଠ ତିଆରି ଘରେ ଉଇ ଲାଗି ରହିଛି କଣ କରିହେବ
@meenakshisarangi8611
@meenakshisarangi8611 4 ай бұрын
ଘରେ ଉଈ ଲାଗିଲେ କିପରି ଦୁରକରିବ
@krushisampada
@krushisampada 4 ай бұрын
ଦିଆଯାଇଥିବା pesticide ପ୍ରୟୋଗ କରନ୍ତୁ।
@Deepson2301
@Deepson2301 2 жыл бұрын
ଗୃହରେ ବାହାରୁ ଥିବା ଉଈ କୁ କେମିତି ନିୟନ୍ତ୍ରଣ କରିହବ ସାର
@bikashpanda1443
@bikashpanda1443 Жыл бұрын
ନାଇସର୍ ଜୀବିତ ଧାନ gachhare ମଧ୍ୟ ଲାଗୁ ଛନ୍ତି ପାଣି କମ୍ ହେଲେ
@BijayaSahu-p1b
@BijayaSahu-p1b 4 ай бұрын
😅😮😮😮😮😮 0:26
@BijayaSahu-p1b
@BijayaSahu-p1b 4 ай бұрын
0:32 0:32 😮😮😮😮😮 0:35 😮😮😅😮
@BijayaSahu-p1b
@BijayaSahu-p1b 4 ай бұрын
😮😅
@BijayaSahu-p1b
@BijayaSahu-p1b 4 ай бұрын
😮😮 0:51 0:53
@BijayaSahu-p1b
@BijayaSahu-p1b 4 ай бұрын
😮😮 1:00 😅😅
@kanhucharansingh1576
@kanhucharansingh1576 5 ай бұрын
Can you provide seeds if can not provide mobile number ?.
@snehalatasahoo5356
@snehalatasahoo5356 2 жыл бұрын
Àimfia
@jitendrakumartripathy1456
@jitendrakumartripathy1456 2 жыл бұрын
Hybrids or improve ବିହନ କିପରି ପ୍ରସ୍ତୁତ କରାଯାଏ
@anandamahananda7596
@anandamahananda7596 2 жыл бұрын
ଶାର ନିମ ପିଡିଆ କେମିତି ପାଇବି ବା ତୀଆରି କରିବା
@krushisampada
@krushisampada 2 жыл бұрын
ବଜ଼ାର ରୁ ନିମ୍ବପିଡ଼ିଆ କିଣନ୍ତୁ ବା online ରେ ମଗାଇ ପାରିବେ।କିମ୍ବା ନିମ୍ବ ମଞ୍ଜି କୁ ପେଷି ନିମ୍ବପିଡ଼ିଆ ପ୍ରସ୍ତୁତ କରନ୍ତୁ।
To Brawl AND BEYOND!
00:51
Brawl Stars
Рет қаралды 17 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
To Brawl AND BEYOND!
00:51
Brawl Stars
Рет қаралды 17 МЛН