ଆଳୁ ସଙ୍କଟ | ମନେପଡ଼ିଲା ନବୀନ - ମମତା ସମ୍ପର୍କ | Mamata Banarjee | Naveen Patnaik | Potato | newsroom |

  Рет қаралды 76,466

News Room

News Room

Күн бұрын

ଆଳୁ ସଙ୍କଟ | ମନେପଡ଼ିଲା ନବୀନ - ମମତା ସମ୍ପର୍କ | Mamata Banarjee | Naveen Patnaik | Potato | newsroom |
#potatoprice #alumission #nitiayog #mamtabanerjee #newsroom #manoranjanmishra #odisha #trending #cmmohanmajhi #potato #politicianupdates #breakingnews #trending #bjp #congress #bjd #naveenpatnaik

Пікірлер: 94
@shankarmallik245
@shankarmallik245 2 ай бұрын
ଜୟ ଜଗନ୍ନାଥ❤❤ ଜୟ ନବୀନ ❤❤ଏ ଦେଶ ହେଉଛି ଜଗନ୍ନାଥ ର ଦେଶ ଆଉ ଏ ଓଡିଶା ହେଉଛି ଜଗନ୍ନାଥ ଙ୍କ ର ନବୀନ ଓଡିଶା ,ଏ ଶଳା କେବେ ନବୀନ ପଟ୍ଟନାୟକଙ୍କ ର ପ୍ରସଂଶା କରିବେ ନାହିଁ ବୁଲେଇ ବଙ୍କେଇ ମୋଦୀ ର ପ୍ରସଂଶା କରିବେ ଶଳା ଦଲାଲ
@ballavcharanpradhan3532
@ballavcharanpradhan3532 2 ай бұрын
ନବିନ୍ ପଟନାୟକ ଓଡିଶା ର ଗର୍ବ 🙏
@AjayMohapatra-p4r
@AjayMohapatra-p4r 2 ай бұрын
Nabina 1 bhadua
@SpandanSpandan-gb8uo
@SpandanSpandan-gb8uo 2 ай бұрын
Only naveen patnayak sir
@sunilrauto5923
@sunilrauto5923 2 ай бұрын
ନବୀନ ଚିଠି ଲେଖିବା କିଛି ଦରକାର ନ ଥିଲା ସେ ଏବେ ବି ନିଜକୁ CM ଭାବୁଛନ୍ତି ନବୀନ CM ଥିବା ସମୟରେ ବି ଆଳୁର ବଡ଼ ସଙ୍କଟ ଥିଲା
@anandabiswasl7040
@anandabiswasl7040 2 ай бұрын
ନବିନ ପଟ୍ଟନାୟକ ଆମ ସରକାର
@razkumar3773
@razkumar3773 2 ай бұрын
ଗଧା
@Ambassador_Christ
@Ambassador_Christ 2 ай бұрын
Ama CM Naveen Patnaik ❤
@DillipBhoi-op6xh
@DillipBhoi-op6xh 2 ай бұрын
🙈🙉🙊🙏ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମୋ ଧର୍ମ🙏 ମୋ ନବୀନ ଓଡ଼ିଶା ମୋ ଭାରତ ମୋ ଗରିବ ଲୋକଙ୍କ ପାଇଁ ଭଲ କାମ କରିଛନ୍ତି ପ୍ରଥମେ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଦିଅ ଓଡ଼ିଶା ପାଇଁ ଭଲ ପାଆନ୍ତି ନବୀନ ବାବୁ ମୋହନ ବାବୁ 🙏🤝🇮🇳👍🫂💐💐 ମା ଦିଦି ମମତା ସହିତ ଜଡିତ ରହିଥିଲେ ଅନେକ ବର୍ଷ ଧରି ବ୍ୟକ୍ତି ଗତ ଭଲ ସମ୍ପର୍କ ସାହାଯ୍ୟ ଭାଇ 🙏🤝🙏 ଭଉଣୀ 🫂💐💐🇮🇳☝️🌎🌍🌏🌞🌕🌑
@babumb260
@babumb260 2 ай бұрын
Nabin is Nabin, always ahead.
@DillipBhoi-op6xh
@DillipBhoi-op6xh 2 ай бұрын
ନବୀନ ପଟ୍ଟନାୟକ ସବୁ ସମୟରେ ଗେହ୍ଲା ପୁଅ ଅଛନ୍ତି ରହିଥିବେ ଓଡ଼ିଶା ପାଇଁ ଭଲ କାମ କରିଛନ୍ତି ନବୀନ ପଟ୍ଟନାୟକ ସବୁ ଜିଲ୍ଲା ରେ ସବୁ ସମୟରେ ମୋ ଓଡିଶା ବିକାଶ କରିବାକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଜଣାଇଥିଲେ ନବୀନ ପଟ୍ଟନାୟକ ମା ମମତା ବାନଜୀ 🙏🤝🫂👑👍🇮🇳🌎🌍🌏🌞🌕🌑🙏🤝☝️
@Ambassador_Christ
@Ambassador_Christ 2 ай бұрын
Naveen Patnaik ❤
@thakurmohanta8391
@thakurmohanta8391 2 ай бұрын
Jay Nabin sir
@Jagadish.1992
@Jagadish.1992 2 ай бұрын
Navin sir
@JayJagannath0307
@JayJagannath0307 2 ай бұрын
Jay Naveen 💚
@UsharaniParida-x2z
@UsharaniParida-x2z 2 ай бұрын
The no 1 cm our Nabeen babu, one and only
@BABULIKUMARNAIK-f4v
@BABULIKUMARNAIK-f4v 2 ай бұрын
Nabin sir thank you majhi bala sarkar
@Ratikanta-gt9rg
@Ratikanta-gt9rg 2 ай бұрын
Jay navin ji thanks
@tempamajhi8574
@tempamajhi8574 2 ай бұрын
It's possible by Navin ❤
@SidharthPrasadDas
@SidharthPrasadDas 2 ай бұрын
ଆଳୁ ହଉ କି ଯା ହଉ, ଓଡିଶା ରେ ବିଜେପି ଦଳ ର ଚଟା ବହୁତ ସମ୍ବାଦ ସଂସ୍ଥା ଓ ଚଟା ସାମ୍ବାଦିକ ହୋଇଗଲେଣି, ଏ ହେବ, ମନୋରଞ୍ଜନ ବାବୁ ଆପଣ ବହୁତ ଶିକ୍ଷିତ ଜାଣିଥିବେ ପ୍ରଶ୍ନ ପୱର ଥିବା ଲୋକ କୁ ପଚାରେ ଯାଏ, ଏବେ ବିଡମ୍ବନା ଏବେ ବିରୋଧୀ ଙ୍କୁ ପ୍ରଶ୍ନ ପଚାରୁଛନ୍ତି ସମ୍ବାଦ ସଂସ୍ଥା ଓ ସାମ୍ବାଦିକ ଏ ଗୁଡା ମୂର୍ଖ
@Ambassador_Christ
@Ambassador_Christ 2 ай бұрын
Right😂😂
@siu1986-yv5kp
@siu1986-yv5kp 2 ай бұрын
#ଓଡ଼ିଶାରେ ଆଳୁ mission fail,କାରଣ cold store ନାହିଁ. 2023 re କହିଲେ 1000 ti cold store କରିବେ କୁଆଡେ ଗଲା 😂😂
@sibashankarparida4548
@sibashankarparida4548 2 ай бұрын
ନବୀନ ବାବୁ ❣️
@Ambassador_Christ
@Ambassador_Christ 2 ай бұрын
Naveen Patnaik ❤❤❤
@basumandal6209
@basumandal6209 2 ай бұрын
Joyguru joy NOBINBABU
@DineshKumar-lf6el
@DineshKumar-lf6el 2 ай бұрын
Ama odisha naveen odisha
@siu1986-yv5kp
@siu1986-yv5kp 2 ай бұрын
#24 ବର୍ଷରେ ଆଳୁ mission,ପିଆଜ ମିଶନ fail,କାରଣ cold store ନାହିଁ. 2023 re କହିଲେ 1000 ticold store କରିବୁ. କେତୋଟି କଲେ 😂😂
@LaxmidharSahoo-s1m
@LaxmidharSahoo-s1m 2 ай бұрын
Jay Naveen jay jagannath 🙏
@sanjeebkumaraich2593
@sanjeebkumaraich2593 2 ай бұрын
ଚବିଶ ବର୍ଷର ଅପାରଗ ମୁଖ୍ୟମନ୍ତ୍ରୀ ନା ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିପାରିଲେ ନା ଶୀତଳ ଭଣ୍ଡାରର ବ୍ୟବସ୍ଥା କରିପାରିଲେ ଖାଲି ରାଜକୋଷକୁ ଲୁଟିକି ଓଡିଶାଟାକୁ ଖୋଳ କରିଦେଲେ। ଏଇନା ଚିଠି ଲେଖିକି ବାହାବା ନେବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନବୀନ ମମତାଙ୍କ ନୂଆ ଡ୍ରାମା ମୋହନ ସରକାରକୁ ଅକଳରେ ପକେଇବା ପାଇଁ । ଓଡ଼ିଶାର ଜନସାଧାରଣ ବୁଝି ସାରିଛନ୍ତି । ମିଛଟାରେ ଆଳୁ ମିଶନ ନାଁରେ କୋଟି କୋଟି ଟଙ୍କା ଲୁଟି ଖାଇଗଲା ବିଜେଡି ସରକାର । ଆଳୁ ମିଶନ, ପିଆଜ ମିଶନ ସମ୍ପୂର୍ଣ୍ଣ ଫେଲ୍ । ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡିବାର ହୀନ ଓ ଶସ୍ତା ରାଜନୀତିକୁ ଲୋକ ବୁଝିପାରୁଛନ୍ତି । ଆଉ ଏମିତି ଅପରିପକ୍ଵ ରାଜନୀତି କରି ଲୋକହସା ହୁଅନ୍ତୁ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ।
@1MSMadhusmita
@1MSMadhusmita 2 ай бұрын
24 yrs hela jete bele rule karithile sete belatharu they hv a good relationship. jadi pattnaik sir rajya basi nka pain karichanti kichi dn he should be appreciated.
@pabitrakumarswain2033
@pabitrakumarswain2033 2 ай бұрын
Jay Nabeen.Jay BJD.Jay Jagannath.
@SahadevSethi-g3s
@SahadevSethi-g3s 2 ай бұрын
Jay bjd
@manamohansabar45
@manamohansabar45 2 ай бұрын
Mamata banerjee BJP ku gruna kare
@debiprasadmishra2699
@debiprasadmishra2699 2 ай бұрын
ସୁନ୍ଦର ବିଶ୍ଳେଷଣ।
@Koraputiaviral43
@Koraputiaviral43 2 ай бұрын
Maham majhi geys😊
@sabysachipattnaik3975
@sabysachipattnaik3975 2 ай бұрын
Naveen and Mamata are two different kind of individual . Didi is like a volcano , Naveen is as cool as Himalayas . Mamata is a sherni with roar Naveen is a sher without roar . Mamata keep her bastion Naveen lost it . Why we sense poltics if Naveen requested Mamata for potatoes? He might has done it as LOO in vidhan sabha . In spite of many difference between them something is comon .They are bachelor , like white dresses and chapal .
@tirupatipanda6775
@tirupatipanda6775 2 ай бұрын
ନବୀନ ବାବୁଙ୍କ 24 ବର୍ଷ ର ଶାସନ ଏବଂ ତାଙ୍କର devlopment ବର୍ତମାନ ଲୋକ ବୁଝିଲେ। 24 ବର୍ଷ ରେ ଆଳୁ ଚାଷ ଏବଂ ଓଡ଼ିଶା ରେ କେତେ cold store କରିଛନ୍ତି ତାହା ଜଣାପଡ଼ିଲା। ବର୍ତମାନ CM ମାଝି cold storage ବନେଇ ଆଳୁ ଚାଷ କୁ ବଢେଇ। ନିଜର ଉତ୍ତର ନବୀନ ହୱା badapania କ୍ରୀତଦାସ ମାନଙ୍କୁ ଦିଅନ୍ତୁ।
@kunabehera9469
@kunabehera9469 2 ай бұрын
Tame Khali bjp bjp hauchhi manoranjan babu
@susantapradhan608
@susantapradhan608 2 ай бұрын
Nabini.great
@gandharbbaral
@gandharbbaral 2 ай бұрын
ଆଳୁ ମନ୍ତ୍ରୀ ଙ୍କ ନବୀନ ଚିନ୍ତା 😝😝😝
@lulukathua1712
@lulukathua1712 2 ай бұрын
BJP kichhi bi Kari paribani Jay BJD 💚
@satyamsibammohanty1255
@satyamsibammohanty1255 2 ай бұрын
ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବି ମମତା ଆଳୁ ବନ୍ଦ କରିଥିଲେ !!!! ନବୀନ ମମତା କଥା ଶୁଣି ନଥିଲେ, ନବୀନ ମୋଦି ସହିତ ରହିଥିଲେ,ଏମିତି ଥିଲା ଘନିଷ୍ଠ ସମ୍ପର୍କ !!!
@jitendrapradhan6452
@jitendrapradhan6452 2 ай бұрын
ତୁ ଗୋଟେ ଟାଉଟର...
@bibhutibhusanmahapatra4662
@bibhutibhusanmahapatra4662 2 ай бұрын
What about the Patato Mission? Irrelevant discussion doesn't yield any thing!
@Ambassador_Christ
@Ambassador_Christ 2 ай бұрын
Godi media 😂😂😂
@SsSwain-wx9ww
@SsSwain-wx9ww 2 ай бұрын
BJD Congress should be joined together
@nilamanisethi9211
@nilamanisethi9211 2 ай бұрын
Good Anaylisis
@razkumar3773
@razkumar3773 2 ай бұрын
ନବୀନ ମମତା ଜାଣି ଆଳୁ ବଦ୍ଦ କରିଛନ୍ତି,ମମତା ଆଳୁ ବଦ୍ଦ ପଛରେ ନବୀନ ହଁ ଦାୟୀ, ନବୀନ ବିଜେପି କୁ ବଦନାମ କରିବା ପାଇଁ ନବୀନ ଏକ ଚାଲ୍ ,ନବୀନ ଆଳୁ ବଦ୍ଦ କରି ଲୋକକୁ ଦେଖାଇବା ପାଇଁ ଚିଠି ଲେଖୁଅଛି, ନଵୀନ ଓଡିଶାର ଗରଦାର, 25ବଷ କିଛି କରି ପାରିଲୁ ନାହଁ, ଯାହାତ ଖାଇଗଲୁ ଚିଟ୍ଫଣ୍ଡରେ ପଚାଷ ହଜାର କୋଠି ଟଙ୍କା ଜନସାଧାରଣଙ୍କ ପ ଇସା ଖାଇଲୁ ,ଶେଷରେ ଆଳୁ ବଦ୍ଦ କରି ଓଡିଶାର ଲୋକ ମାନଙ୍କ ସହ ଗରଦାର କଲୁ ସମସ୍ତକୁ ଜଣା,ବିଜେଡୀର ଗଧାକୁ ଓ ଗଧା ଲୋକକୁ ଜଣା ନାହଁ,
@kalpatarusahoo8707
@kalpatarusahoo8707 2 ай бұрын
Tahale mohan Modi nku anilani..gandi re dum nahin gujju ra..remote ta Sethi achi
@Subashdas-c6m
@Subashdas-c6m 2 ай бұрын
ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ବାବୁ
@razkumar3773
@razkumar3773 2 ай бұрын
ଗଧା
@diptisatpathy2799
@diptisatpathy2799 2 ай бұрын
Cora bjp kichi kariparibeni khali phutani jaha karibe Nabin Pattnaik
@tapan_das91
@tapan_das91 2 ай бұрын
😮😮😮
@birakarjee3799
@birakarjee3799 2 ай бұрын
ସବୁ Bjd ର ସାଆଲ
@bhagaban7777
@bhagaban7777 2 ай бұрын
Bjd pai aji odisha pachhare
@kalishparida8069
@kalishparida8069 2 ай бұрын
କାହିଫୋନନଥିଲାକିଚିଠିଲେଖିଲେ
@ayush1725
@ayush1725 2 ай бұрын
bhai jete sabu govt work seguda through letter kara jae..atiki basic knowledge rahiba darkar
@rihanmajhi9908
@rihanmajhi9908 2 ай бұрын
​@ayush1725 ସେଥିପାଇଁ ତ ଶିକ୍ଷା ବହୁତ୍ ଜରୁରୀ ଅଟେ ।
@ayush1725
@ayush1725 2 ай бұрын
@@rihanmajhi9908 seya pa.. andhabhakta heiki khali bjp ra onesided news dekhi kahile hba ki bhai
@BsantoS-e8q
@BsantoS-e8q 2 ай бұрын
Nana,nani
@amitnayakrakeshnayak6096
@amitnayakrakeshnayak6096 2 ай бұрын
Agya parititi aaile nabin Kano nabinanka bapa b badalijibe Arthat nabin bartaman congress aasibaro sambhaba achi
@TapanroseBTR
@TapanroseBTR 2 ай бұрын
Aalu mission bala khaigala 24 barsare gote bi cool store hoini
@manasimohanty942
@manasimohanty942 2 ай бұрын
Mano ranjan bhainka volo anaylisis
@bibhutibhusandas9086
@bibhutibhusandas9086 2 ай бұрын
Pls stop MAMTA ...It is MAMATA BANARJEE
@kalpatarusahoo8707
@kalpatarusahoo8707 2 ай бұрын
Jai mamata ku kahiba..tumaku Ghana na bulia deba kahiba..Modi ku Ghana bulia chadichi
@Kandangkelbabu
@Kandangkelbabu 2 ай бұрын
Bjp wale sarokaro odisha ku selling koridebe
@SsVickySanta
@SsVickySanta 2 ай бұрын
Manaranjan bhai ta,,,Kanak news re thile kn, aji News room re gole ki
@chandrasekharsamal9176
@chandrasekharsamal9176 2 ай бұрын
Manaranjan babu tame jimiti kanak ru bahar kari delle ame kete mana pakauchu,sei bhali se mana pakaichati,asubidha kana.
@bichitranandasenapati121
@bichitranandasenapati121 2 ай бұрын
Kanak news ru tada khia manua Sesaku BJP pakhare bikri heisarichhi
@Hrusikesh75
@Hrusikesh75 2 ай бұрын
Manoranjan be polite don't be ____
@odishasiksha3337
@odishasiksha3337 2 ай бұрын
ନବୀନା ଚମଚା 😂
@Madhu-us2yn
@Madhu-us2yn 2 ай бұрын
🤔🤔🤔🤔🤔🤔mu bhabuchi gote Katha .......hele kahibini🫢🫢🫢🫢
@bhagirathibehera2174
@bhagirathibehera2174 2 ай бұрын
Manoranjan babu kete chatiba kiho . tame gote chatta
@nilamanisethi9211
@nilamanisethi9211 2 ай бұрын
Future re Nabin n d a gale kila khaieb
@kartikachandrasahoo1388
@kartikachandrasahoo1388 2 ай бұрын
Odidha kahaink alu chasa karuni
@siddhesahu8462
@siddhesahu8462 2 ай бұрын
Dhan rate pare 3100 deba bo 1kg aalu 150 hele b chalba
@kalishparida8069
@kalishparida8069 2 ай бұрын
ନବିନହେଉଛିଗୋଟେଜାରଜସନ୍ତାନ ଆଉକିଛିଦିନପରେଓଡିଶାକୁବିକିଦେଇଥାନ୍ତା
@manasimohanty942
@manasimohanty942 2 ай бұрын
Wrong
@rihanmajhi9908
@rihanmajhi9908 2 ай бұрын
ମୋଦୀ ଭକ୍ତ।
@ayush1725
@ayush1725 2 ай бұрын
hn pa bhai nabin pa 2000 masiha re asu asu 17 ta mines bikidela au tara hisab kuade gala kichi kahilani...mohan majhi setebelu nabin ku birodh kari kari asuthila 😂😂bina knowledge re kemiti kahideucha ki nabin bikidela...bhai tame last 10 years ra data check kaara ki bjp keteta govt org ra stake ku pvt org ku bikiki PPP mode ya fully private karideichi...For example-adani airport(atleast bbsr airport ra privatization bisaya re ta janithiba)
@rihanmajhi9908
@rihanmajhi9908 2 ай бұрын
@@ayush1725 ତାହେଲେ ନିର୍ବାଚନ ପୂର୍ବରୁ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ସେଗୁଡିକ ଲାଗୁ କରୁ ନାହାଁନ୍ତି କଣ ପାଇଁ। 300 ୟୁନିଟ ବିଜୁଳି ମାଗଣା, ସୁଭଦ୍ରା ଯୋଜନା, 3000 ଭତ୍ତା। 3500 ଭତ୍ତା । ନିଜ କଥା ରଖ। ନହେଲେ ଦେଖିବ ପରବର୍ତ୍ତୀ ନିର୍ବାଚନରେ ତମ BJP କୁ କେତେ ଭୋଟ ମିଳୁଛି।
@ayush1725
@ayush1725 2 ай бұрын
@@rihanmajhi9908 bhai mu b sei Katha kahuchi but sarcastic way re😂 mu b odisha bjp ku support karena Actually nabin 2000 re bikinathila mohan ebe cm hau hau bikideichi .. seita ki sacarstic way re kahili 😂
@SudhansuSwain-cm4gi
@SudhansuSwain-cm4gi 2 ай бұрын
ଚୋର ନବୀନ, ସେଥିପାଇଁ ତଡା ଖାଇଲା ଓଡିଶା ରୁ,,
@RabindraBaral-q7z
@RabindraBaral-q7z 2 ай бұрын
Abhdrami Katha tuma Chanel BJD party ra birodhi ALU ajika samayaer Kia use karuchhi Nabin sir is Nabin BJP gote Bahurupia party' tuma Chanel BJD party ra birodhi BJP party ra chatukar
@RUTO7077
@RUTO7077 2 ай бұрын
Ama odisha re bahu.sikhita achhanti sabu januchhanti sabu sunuchhanti tapatebi.translet .to. D,,
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 58 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
How it feels when u walk through first class
00:52
Adam W
Рет қаралды 22 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 2 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 58 МЛН