Vigilance Raid - Sprawling 4 Storey Building, Air Conditioned Puja Room In Engineer's Possession

  Рет қаралды 676,623

OTV

OTV

Күн бұрын

Пікірлер: 634
@mkmusicentertainment4829
@mkmusicentertainment4829 2 жыл бұрын
ନେତା ମନ୍ତ୍ରୀ ଙ୍କ ଘରେ ଚଢ଼ାଉ କରିପାରୁନ କାହିଁକି, କଣ ସାହସ ନାହିଁ l
@msilentworld2553
@msilentworld2553 2 жыл бұрын
Nai re bhai yankar dum nai sala lanchua sabu otv bala b seiya hele last ku
@innovativekishu04
@innovativekishu04 2 жыл бұрын
Au gote chhadi dela businessman...khali govt employees ku raid kahiki
@bharatiramabtar905
@bharatiramabtar905 2 жыл бұрын
ନେତାକଂ ଗାଣ୍ଡିରେ ହାତ ମାରି ପାରିବେନି
@manoranjansahoo8870
@manoranjansahoo8870 2 жыл бұрын
Bhai neta ghare bahut wild kukura achhanti😂😂kamudi khai jibe neta nkara kn hele sange sange asi pahancji jibe bhai ,
@bijugopaldash8909
@bijugopaldash8909 2 жыл бұрын
ନେତା ମନ୍ତ୍ରୀଙ୍କର ଦୁଇଗୋଡ଼ିଆ ପୋଷା କୁକୁରମାନେ ଛାଡ଼ି ବେନି ।
@ranjanapanda6538
@ranjanapanda6538 2 жыл бұрын
ଠାକୁର ଏସି ରେ ରହିଗଲେ କାଳେ ତାଂକର ଅନ୍ଯାୟ ଓ ପାପକୁ ଘୋଡ଼େଇ ଦେବେ ହେଲେ ଠାକୁର ଙ୍କର ତ ସବୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ। ଏସିଟା କଣ ଠାକୁର ପାଇଁ ବଡ଼ ହେବ। ସୃଷ୍ଟି ତ ତାଂକର। ଜୟ ଜଗନ୍ନାଥ ତୁମେ ହିଁ ଭରସା।
@anirudhasahu6501
@anirudhasahu6501 2 жыл бұрын
ନେତା ମନ୍ତ୍ରୀ ଙ୍କ ଘର କୁ କଣ ପାଇଁ ଚଢ଼ାଉ ହେଉନି ,ଖାଲି କଣ Engineer ମାନେ ଲାଞ୍ଚ ଖାଉଛନ୍ତି। 😂
@chsepathasala
@chsepathasala 2 жыл бұрын
ଘରଟା ମୋର ପସନ୍ଦ ହୋଇଗଲା। ଏମିତି ଗୋଟିଏ ତିଆରି କରିବା।
@SKumar-rb1tz
@SKumar-rb1tz 2 жыл бұрын
Join in govt job specially in Odisha state and support BJD govt in each and every field. I am 100 percent sure that within 5 years you may got your desired résults.
@Ritwik2025
@Ritwik2025 2 жыл бұрын
Mote bhi design pasand asila.
@rabinarayanpradahan9380
@rabinarayanpradahan9380 2 жыл бұрын
ତମ ଜନ୍ମ ସାର୍ଥକ ହେଇଗଲା ହେ ସେଠୀ ବାବୁ,,,😀😀
@durgaprasadsahu6737
@durgaprasadsahu6737 2 жыл бұрын
ଶାସକ ଦଳର କରିତ୍କର୍ମା ନେତାମାନଙ୍କର ଗୁମର ଖୋଲିବାକୁ କିନ୍ତୁ ଏମାନଙ୍କର ସାହାସ ନାହିଁ ।
@devashishnayak5679
@devashishnayak5679 2 жыл бұрын
Absolutely
@jalandharswain118
@jalandharswain118 2 жыл бұрын
Right bhai 🙏😄😄😄
@risinggamer3011
@risinggamer3011 2 жыл бұрын
Emiti ghara ajikali bahut loka karuchanti. Jami biki bhi koti koti tanka pquchanti. Bapanka savings ,tanka bapanka jami , emiti sabu heiki ,emiti sampati heijae. Vigilance bala kebe bhi ta neta mananka raid kari nahanti, tenu eisabu kariki kana dekheibaku chahuchanti. Neta mananka sampati dekhuna dekhiva kete dam achi.
@manoranjansahoo8870
@manoranjansahoo8870 2 жыл бұрын
@@risinggamer3011 bhai neta nkara jou chela chamunda achhanti sange sange asi pahanchibe gote phn re badeiki sabad karidebe au tanku banvheiba neta achhanti, mada au masha dei kukura palichhanti na eai time re kama debe
@swayampravabehera1227
@swayampravabehera1227 2 жыл бұрын
karana ehiki j emanankara channel tanka dayaru chaluchi
@bigyanmihir9502
@bigyanmihir9502 2 жыл бұрын
Ok .. very good work by the government agency... But do they have guts to inquiry in any MLA and MP house ?? Agar iska Ghar se itna property mil raha hai to socho ki ek mp and ek MLA ki ghar se kitna niklega ..
@dilipkanhar9886
@dilipkanhar9886 2 жыл бұрын
ଭିଜିଲାନ୍ସ ଟଙ୍କା ଲୋକଙ୍କ ଠାରୁ ଆଦାୟ କରି ..... କ'ଣ ଗରିବ ଭିକାରୀ ଙ୍କୁ ଦେଉଛି....କି...??????....ଜୟ ଜଗନ୍ନାଥ 🙏🙏🙏🙏
@simanchalnayak9967
@simanchalnayak9967 2 жыл бұрын
Nai gareeba Loko nku debe ni...nije ghara dwara bandhibe na....20 lakh. Tanka jabat kole 15 lakh ra record debe baki ta sabu poket re.....kie jone b bhala nahanti ....sabu ku sabu tanka pacha re Baya....
@prasantakumarbaliarsingh4493
@prasantakumarbaliarsingh4493 2 жыл бұрын
ସେଠୀ ବାବୁଙ୍କ ବାରିପଟେ ଗୋଟେ ଟଙ୍କା ଗଛ ଅଛି ପ୍ରତିଦିନ ସେ ହଲେଇ ଟଙ୍କା ଆଣୁଥିଲେ
@kalpalatabehera3234
@kalpalatabehera3234 2 жыл бұрын
😂
@smarndi3612
@smarndi3612 2 жыл бұрын
😆😆😆
@shaliniachary4567
@shaliniachary4567 2 жыл бұрын
😂😂😂😂😂😂
@crpkmishra7484
@crpkmishra7484 2 жыл бұрын
ମାଗିଆର ପେଣ୍ଟ ର ଚେନ ବି ଡିଜିଟାଲ ହେଇଥିବ।
@piyushrajkumar15
@piyushrajkumar15 2 жыл бұрын
ଏପରି ନ୍ୟୁଜ ଲୋକଙ୍କ ଦେହସୁହା ହେଇଗଲାଣି. ବିଗତ 20 ରୁ 25 ବର୍ଷ ଭିତରେ ଓଡିଶାରେ ଦୁର୍ନୀତି ଏତେ ମାତ୍ରାରେ ବଢିଯାଇଛି ତାର କଳନା କରିବା କାଠିକର ପାଠ. ବର୍ତମାନ ଓଡିଶାବାସୀ ତର୍ଜମା କରିବା ଦରକାର. ପ୍ରକୃତରେ ଏପରି କରିବା ପାଇଁ ସରକାର ଦାୟୀ ନା ବିଜୁ ଜନତାଦଳ ଦାୟୀ. ଯେତେଶୀଘ୍ର ଏହାର କିଛି ସମାଧାନ ନ ହେଲେ ଆମେମାନେ ବହୁତ ଜଲଦି ମରିବା. ଯେତକ ସରକାରୀ କର୍ମଚାରୀ ଆଉ ସରକାର ବଂଚିବେ. ଓଡିଶାଟା ତାଙ୍କ ପୈତୃକ ସମ୍ପତ୍ତି ଯାହା ଚାହିଁବେ ତାହା କରିଚାଲୁଛନ୍ତି. ସ୍ୱାଧୀନତା ବେଳେ ଯେପରି ବିଦ୍ରୋହ ହେଇଥିଲା ଏବେ ପୁଣି ଏ ସରକାର ଆଉ ତାଙ୍କ ଚମଚା କର୍ମଚାରୀ ଙ୍କୁ ଓଡିଶା ମାଟିରୁ ସମ୍ପୂର୍ଣ ବିଦା କରିବାପାଇଁ ଆଉ ଗୋଟେ ଆନ୍ଦୋଳନ ଦରକାର.
@rashmiranjanmajhi6473
@rashmiranjanmajhi6473 2 жыл бұрын
Sabu bjd govt re, pc sarkar, bjd sarkar nuhe
@manojjena4612
@manojjena4612 2 жыл бұрын
Right bro
@sujitdehury6645
@sujitdehury6645 2 жыл бұрын
Kana Kariba Bhai a meta kharpa
@bbiswal9812
@bbiswal9812 2 жыл бұрын
ରିଜର୍ଭେସନରେ ଚାକିରୀର ଏ ଫଳ,ଯେଉଠି ଦେଖିବ ସେଠୀ
@bishnuprakashsuna
@bishnuprakashsuna 2 жыл бұрын
Most of the corruptions is done by upper caste people.
@pravatdas3270
@pravatdas3270 2 жыл бұрын
I think odisha govt's 5T initiative is like a dholll..... For the audience (people of odisha)
@manalibehera8128
@manalibehera8128 2 жыл бұрын
Right ...show up nothing else
@santoshbehera6464
@santoshbehera6464 2 жыл бұрын
Right
@sarambotv8270
@sarambotv8270 2 жыл бұрын
ଆହୁରି ଅଛନ୍ତି. ସମସ୍ତଙ୍କ ସମ୍ପନ୍ତି ଯାଞ୍ଚ କରନ୍ତୁ. ସେ କେବେ ଯନ୍ତ୍ରୀ ହେଲେ ତା ପୂର୍ବରୁ ତାଙ୍କର ସମ୍ପତି କେତେ ଥିଲା. ଯନ୍ତ୍ରୀ ହେଲା ପରେ କେତେ ଅଛି. ନିରପେକ୍ଷ ବିଚାର କରି ସବୁ ଦେଖନ୍ତୁ.
@asutoshpradhan7995
@asutoshpradhan7995 2 жыл бұрын
ସେମାନେ ପଚାରି ନଥିଲେ । ତୋର କମେନ୍ତ ପଢ଼ିକି ଏବେ ଯିବେ ପଚାରିବାକୁ।🤣🤣🤣
@Ram007call
@Ram007call 2 жыл бұрын
It is very normal in odisha, state govt should actively watch and monitor the assets and liabilities of employees. Because of corruption only, condition of our state is so pathetic.
@mkmusicentertainment4829
@mkmusicentertainment4829 2 жыл бұрын
ଯେତେ ଥିଲେ କଣ ହେବ ଚାକିରୀ ପାଇଁ କୁଟା ନିହାତି ଦରକାର l
@himanshusekharjena3532
@himanshusekharjena3532 2 жыл бұрын
Nice journalism from your man.. He can make anyone irritated and cringe very easily
@sushantasahu5624
@sushantasahu5624 2 жыл бұрын
Exactly. As if digital locks are sign of high income and one must live only as per the living standards of the reporter only.
@chiranjibdas3116
@chiranjibdas3116 2 жыл бұрын
Obsly reporter ghare luha kalanki lock lagichi...1000 tanka ra lock ku luxury luck kahuchanti...
@himanshusekharrout4850
@himanshusekharrout4850 2 жыл бұрын
@@chiranjibdas3116 where you get this lock in 1000₹ .
@debiprasadmohapatra2384
@debiprasadmohapatra2384 2 жыл бұрын
Whats so shocking to put an AC in the pooja room!! This is so absurd on the reporter’s part. This journalism is not called journalism.. rather jatra at the core. While the engineer has been accused of disproportionate assets but yet to be confirmed. But journalism has already given its judgement on behalf of the judiciary. Its Time to not only think of TRP but also of the people who may fall into the societal harassment discrimination and stigma through your personal assumptions.
@yonkumar4774
@yonkumar4774 2 жыл бұрын
4 ବର୍ଷ ହେଇଗଲା otv ରେ କାମ କରିବାରେ l ଏବେବି କେହିବି କହିବl ଶିଖିପାରିଲେନି.... ପ୍ରଥମେ ଲେଖ ତା ପରେ କହିବରେ.... ଖାଲି ତୁ ତୁ ତୁ....... 🤭🤭🤭🤭🤭🤭
@binayakrout839
@binayakrout839 2 жыл бұрын
ସ୍ୱଚ୍ଛ ସରକାର ସ୍ୱଚ୍ଛ ସେବା ଏଇଟା ମୋ ଓଡିଶା ବିଜୁ ବାବୁଙ୍କ ସ୍ବପ୍ନ
@Rebel-584
@Rebel-584 2 жыл бұрын
ବିଜୁ ବାବୁ ସମସ୍ତଙ୍କ ଉନ୍ନତି ସ୍ବପ୍ନ ଦେଖିଥିଲେ ଏବେ କିନ୍ତୁ ବ୍ୟକ୍ତିଗତ ଉନ୍ନତି କୁ ଗୁରୁତ୍ଵ ଅଧିକ ....5T 😀😀😀😀😀😝😝😝😝
@kabitasahoo8385
@kabitasahoo8385 2 жыл бұрын
🙏👍 "Adharma bita bade bahuta gala bele jaye mula sahita". Prabhu.
@krushnamohanprusty2728
@krushnamohanprusty2728 6 ай бұрын
ଏହା ହେଉଛି ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ! ଉକ୍ତ ବିଭାଗର ଅଧିକାରୀ ଓ ମନ୍ତ୍ରୀଙ୍କ ଘରେ କେବେ ଭିଜିଲାନ୍ସ ଚଢ଼ାଉ ହେବ ?🎉
@innovativekishu04
@innovativekishu04 2 жыл бұрын
କେବଳ govt employees କୁ raid କାହିଁକି, ନେତା ମନ୍ତ୍ରୀ businessmen ମାନେ କଣ black money ରଖୁ ନାହାନ୍ତି ?
@arunopradhan5189
@arunopradhan5189 2 жыл бұрын
100/,.it is only Farah only
@sandipbiswal1205
@sandipbiswal1205 2 жыл бұрын
Gorment employee businessman nka thu gandi maruchati aa gorment employeee chora sabu chora
@trptoneaboveall7627
@trptoneaboveall7627 2 жыл бұрын
ମୂଳ ରୁ କିଛି ମିଳିନଥିଲା ଜନତା ଟିକସ କିଛି ମିଲୁଛି ସେଥିରେ ବି ଆପଣଙ୍କ ର ସମସ୍ୟା????ଯେତିକି ହେଉଛି ସେତିକି ବି ହେଉନଥିଲା।
@pravatkumarsahoo1439
@pravatkumarsahoo1439 2 жыл бұрын
ଗରିବ ଲୋକମାନଙ୍କ ତଣ୍ଟିକାଟି ଟଙ୍କାରେ ଅୟସ କରିଥିଲା କୋଟପତୀ , ଶେଷରେ ଭଗବାନ ସହିପାରିଲେ ନାହିଁ , ଅଳ୍ପଧନ ବଢେବହୁତ ଗଲାବେଳେ ଯାଏ ମୂଳସହିତ ,ମୂଳରୁ ଗଲା
@anonymousan5063
@anonymousan5063 2 жыл бұрын
Totally false nothing happens
@pravatkumarsahoo1439
@pravatkumarsahoo1439 2 жыл бұрын
@@anonymousan5063 ସମ୍ପୂର୍ଣ୍ଣ ସତକଥା
@ShaliniAchary
@ShaliniAchary 6 ай бұрын
Kichi jayini bindass buluchi thoko magiya ta poromo
@manoranjanpattanaik6557
@manoranjanpattanaik6557 2 жыл бұрын
Corruption by Government employees has been encouraged by joint effort of politicians, administrators, law-enforcing agencies and above all judiciary. Vigilance cases take abnormal long period to finalise. Punishment is usually imprisonment for some period, and a fine of few thousand rupees. Disproportionate assets are not confiscated which encourage the corrupt persons for further crime.
@jagannathsanskriti
@jagannathsanskriti 2 жыл бұрын
These type of employees are available in every deptt like health, finance, FS&CW ,..........
@ronaldpotter5878
@ronaldpotter5878 2 жыл бұрын
People wants money to cast their votes. Now how will ministers win election by honest means if public is corrupt?
@KrishnaPrasad-tz3kf
@KrishnaPrasad-tz3kf 2 жыл бұрын
Nice English 😳
@ajaybadjena6799
@ajaybadjena6799 6 ай бұрын
ନେତା ମାନଙ୍କ ଵିରୁଦ୍ଧ ରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଦରକାର,
@bhajamanbehera1054
@bhajamanbehera1054 2 жыл бұрын
News ଭାଇ... ସେ ଲୋକ ଖରା ରେ ଇଲେକ୍ଟ୍ରି ଖମ୍ବ ଚଡି କଷ୍ଟ ରେ ସମ୍ପତି ରଖିଥିଲେ
@soumyaranjanmohapatra9120
@soumyaranjanmohapatra9120 2 жыл бұрын
😁😁
@crpkmishra7484
@crpkmishra7484 2 жыл бұрын
ସବୁ ଇଂଜିନିୟର ଘରକୁ ରେଡ଼ କରାଯାଉ। ଏ ମାଆଗିଆ ମାନେ ଦେଶର ଶତ୍ରୁ।
@laxmipanda1544
@laxmipanda1544 2 жыл бұрын
କମ୍ବଳ ଯାକ ବାଳ କେତେ ସଫା କରିବ କର
@rudraom5
@rudraom5 2 жыл бұрын
😂🤣🤣😂😅
@subratparida5073
@subratparida5073 2 жыл бұрын
Ha ha ha 😀
@santoshkumarsahoo8656
@santoshkumarsahoo8656 2 жыл бұрын
😂😂😂
@rits460
@rits460 2 жыл бұрын
Don't know about the corruption level in this but must say..this is a palace!!! 100/100 to the architect
@MayankYadav34599
@MayankYadav34599 2 жыл бұрын
ମୋତେ ଲାଗୁଛି ଏଇ ଭଳି ଲୋକ ଆମ ଦେଶର ଉନ୍ନତି କରିବେ 😂😂😂muto suni thili but know janibi gali.... good job...carry on 😜😜😜
@sabyasachipatnaik9153
@sabyasachipatnaik9153 2 жыл бұрын
It's Good. He invested Public Money in Good Construction and Procurement.
@SKumar-rb1tz
@SKumar-rb1tz 2 жыл бұрын
Do you think he is only one corrupted govt official in Odisha??? From tip to bottom above 80 percent govt officials are involved in corruption.
@kalpalatabehera3234
@kalpalatabehera3234 2 жыл бұрын
Please enter the houses of political persons. Then expose how they are also living 😾
@subhrajitmech
@subhrajitmech 2 жыл бұрын
ଭୁବନେଶ୍ୱର ରେ କଳାଧନ ଵାଲା ଲୋକ ଭର୍ତ୍ତି. ୟାଙ୍କ ସମ୍ପତି ନିଲାମ କରାଯାଉ.
@chidanand4470
@chidanand4470 2 жыл бұрын
Vai ta pare kn tike kuha..
@rajeshpuri3556
@rajeshpuri3556 2 жыл бұрын
ସକାଳ 5ଟା ରେ ମାମୁଁ ଘରୁ କୁଣିଆ ଆସିଲେ 😂😂😂
@shivanarayanmishra621
@shivanarayanmishra621 2 жыл бұрын
Lagipada bhaimane ApanaMane chahinle Bada badia mananku Dhari Garibamananku Sahajya karantu Blessing r Patra Hebe.Thanx
@sriyasmitaray9702
@sriyasmitaray9702 2 жыл бұрын
Honestly thakuranka ghara mate bahut bhala lagila design..
@i_m_shankar
@i_m_shankar 2 жыл бұрын
Jaha kuha bhai...Gharata mast heichi...emti ghara mora bi Swapna..
@sudeepms143
@sudeepms143 2 жыл бұрын
ବଡ଼ବାବୁଙ୍କର ବଡ କଳା ଟଙ୍କା । ଯେଉଁ ବାବୁ ସାମାଜିକ କାର୍ଯ୍ୟ କରନ୍ତି ସେହି ବାବୁଙ୍କ କୃଷି ଓ କୃଷଙ୍କ ପାଇଁ କିଛି ରହୁନାହିଁ । ଚାଷ ଅଛି ଯାହାର କି ଆନନ୍ଦ ତାହାର , ସେହି ସିନା ଯୋଗାଉଛି ଦୁନିଆକୁ ଆହାର ।
@factualreporter17
@factualreporter17 2 жыл бұрын
ଏଇତ ଏକା ଖାଇଗଲେ.. ନା କଣ ... ଅନ୍ୟାନ୍ୟ ଅଧିକାରୀ ମାନେ କିଛି.. ଜାଣି ନାହାନ୍ତି....ସେ ଏ ସବୁ ଗତ ସପ୍ତାହରେ କରିଛନ୍ତି......!!! ଓଡ଼ିଶାକୁ ଭିଜିଲାନ୍ସ ଧରୁଥିବା ଲୋକମାନେ କେବଳ ଗରିବ କରିଦେଲେ!!! ଆଉ ସରକାରୀ ବାବୁ ବା ଅନ୍ୟ ପେଷାଦାର ଲୋକମାନେ ସ6ଚ୍ଚାଟ .....!!! ଭିଜିଲାନ୍ସ କେବଳ ଓଡିଶାର ଆର୍ଥୀକ ଅଭିବୃଦ୍ଧି ରେ ସହାୟକ ସଂସ୍ଥା .. କାହାକୁ କହିବା!!! କପାଳରେ ସିନା କର ମାରିବା....
@srikanta671
@srikanta671 2 жыл бұрын
ଘର ଏମିତି ପଇସା କଣ ରଖିନଥିବ
@suoli6421
@suoli6421 2 жыл бұрын
Emanka ghara raid kale kn heba , sabu minister , MLA...etc mananka kara
@ranjannayak6989
@ranjannayak6989 2 жыл бұрын
Biju Janata dal dai
@Bapujipro
@Bapujipro 3 ай бұрын
ଆୟ ବହିର୍ଭୁତ ପଇସା ସବୁ ନେଇ ସରକାର କରୁଛି କଣ ତାର ହିସାବ ମିଡିଆ ଆଗରେ ଶୁଣାଣି କରିବେ କି
@amitmajumdar7008
@amitmajumdar7008 2 жыл бұрын
Kaliyug bhai honesty ra value -0 aau corrupt ra value 100
@ichandan789
@ichandan789 2 жыл бұрын
ସବୁ ଠୁ ବଡ ଭୁଲ ସେ ଯନ୍ତ୍ରୀ ଓଟିଭି ବାଲା ଙ୍କୁ ପଇସା ଦେଲେନି କି ସେ ଭିଜିଲାନ୍ସ ବାଲାଙ୍କୁ ପଇସା ଦେଲେନି ଲକ୍ଷେ ଲକ୍ଷେ କୁକୁର ଙ୍କ ମୁହଁ ରେ ପକେଇ ଦେଇଥାନ୍ତ ତାପରେ ସେମାନେ ଲାଙ୍ଗୁଡ଼ ଯାକିକି ପଳେଲେ ଥାନ୍ତେ, ଶଳା ossc ଆଉ osssc କର୍ମଚାରୀ ଙ୍କ ଘରେ ଚଢ଼ାଉ କର ଯଦି dam ଅଛି
@hey8958
@hey8958 2 жыл бұрын
ଠାକୁର ଘରେ AC ଦେଖି ରେପୋର୍ଟର କାବା...
@abhishekmangaraj4754
@abhishekmangaraj4754 2 жыл бұрын
ଆମ ସାମ୍ବାଦିକ ଭାଇ ଘର କେତେ ମହଲା।।।।
@akb1287
@akb1287 2 жыл бұрын
Sir PC ବହୁତ ନେଉଥିଲେ.... 😂 😂 😂 😂
@ashokkumarbiswal3167
@ashokkumarbiswal3167 2 жыл бұрын
ସବୁ ବିଜେଡି ସରକାର ପାଇଁ ଏହା ସମ୍ଭବ
@smilealotplease...9310
@smilealotplease...9310 2 жыл бұрын
ଭାରି Co-operative ଲୋକ ଲାଗିଛନ୍ତି, ଟିକେ EMI ରେ ଜେଲ ବ୍ୟବସ୍ଥା କରିବେ।
@tanmaypradhan3810
@tanmaypradhan3810 2 жыл бұрын
ଶଳା ଯେତିକି ଟଙ୍କା ଲୋକଙ୍କ ଠୁ ମାରିକି ନେଇଛି ତା ଠାରୁ ତିନି ଗୁଣା ଆଦାୟ କର. ଆଉ ସେଇ ପଇସା କୁ ଗରିବ ଙ୍କୁ ଦିଆଯାଉ. 20-25 ଲକ୍ଷ୍ୟ ରେ ଏତେ ଭଲ ଘର.
@aryamankanhar2938
@aryamankanhar2938 2 жыл бұрын
Reporter has some personal grudge against this guy I guess
@aparnaghosal9962
@aparnaghosal9962 2 жыл бұрын
Reporter is very very jealous about their property
@ajaybadjena6799
@ajaybadjena6799 6 ай бұрын
ପୁରୁଣା ପୃଷ୍ଠା ଓଲଟେଇ ଲାଭ କଣ କି,
@kunmun9983
@kunmun9983 2 жыл бұрын
News Wala jadi MP au MLA KU amti pacharante thn simple public KU bhaut bhala laganta. Seti may be dho haijauchanti news wala
@noonesd5
@noonesd5 2 жыл бұрын
Bhai ghara ta khub sundar baneicha. 👍 Baki corruption ta sabu karuchhanti. Ei media bala b kichhi kam nuhanti. Vigilance balanka katha kn ba kahibi
@ranjanapanda6538
@ranjanapanda6538 2 жыл бұрын
ଅଧର୍ମ ବିତ୍ତ ବଢ଼େ ବହୁତ।। ଗଲା ବେଳେ ଯିବ ମୂଳ ସହିତ।
@jyotigourav3963
@jyotigourav3963 2 жыл бұрын
Kichi jibani
@ranjanapanda6538
@ranjanapanda6538 2 жыл бұрын
ଧରାପଡ଼ିଲା ମାନେ ଯିବ ଗୌରବ ଭାଇ। ଯଦି ଯିବାର ନାହିଁ ତାହେଲେ କଣ ପାଇଁ ଏ ଚଢ଼ଉ ଚାଲିଛି।
@villageboyentertainment7700
@villageboyentertainment7700 6 ай бұрын
Straight forward to Jail
@trilochan470
@trilochan470 2 жыл бұрын
Jay Jagannath Swami Rakhya karantu Sethi babu nku
@chandanroychandan7232
@chandanroychandan7232 2 жыл бұрын
ଏଠି ମିଡିଆ ହେଲା ପକା ମାଘିଆ ଆଉ ତ କାହାର ଛୋଡି ପାରିବନି
@bharatiramabtar905
@bharatiramabtar905 2 жыл бұрын
ସେଥି ପାଇଁକା ପୁରୁଣା କୋଟି ପତି ଚାଳ ଛପର ଘରକୁ ଗାମୁଁଛା ପିନ୍ଧୁଥୁଲେ
@Jai_jagganath
@Jai_jagganath 2 жыл бұрын
Quota re paila chakiri, Tapare khaila upuri. Odisha ra 90-95% engineer, engineering office CLERK & other officials lancha nauchanti to clear the bill.Ask any contractor he will definitely say,that he is giving bribe.
@sahumrpradeep995
@sahumrpradeep995 2 жыл бұрын
Sarkari Naukri jinda baad
@Siddharthasankarrout
@Siddharthasankarrout 8 ай бұрын
Please Reporter change karantu.
@sangramkesharipatra8211
@sangramkesharipatra8211 2 жыл бұрын
ସେ ଜଣେ ସଚୋଟ ବ୍ୟକ୍ତି , ଏସବୁ ତାଙ୍କ ସ୍ତ୍ରୀ ଓ ଝିଅ ଙ୍କ ରୋଜଗାର ହୋଇଥାଇ ପାରେ ।
@rcrrr3170
@rcrrr3170 2 жыл бұрын
At 00:47 Ghoro dekhile akhi khos9jauchi puni reporter babunkoro Jorse chapiki rokho reporter babu. Tomo akhiku keboloto Govt. Employees dekhajibe na Politicians Na busyness mans.Great effort
@Pinaki_Sahoo
@Pinaki_Sahoo 2 жыл бұрын
Bargarh OLIC division re Executive Engineer Mr. Suryanarayana Tripathi nka uppare Vigilance raid haba darkar. Bahut bada corrupt govt. Officer
@pranbehera1932
@pranbehera1932 2 жыл бұрын
Sir sabu thik achhi kintu mu U turn maruchi, je ama sasana kala pura nation katha kahuchi income ra distribution, salary, pension, any other perk facilities re Amendment bilkul necessary. And transparency rahiba jaruri. Constitution ra revolutionary, radical, top to bottam, completely change ra time asichi. Ok nahele Earth re News ehibhali asiba.
@rabinarayandas836
@rabinarayandas836 2 жыл бұрын
ଏ ଲୁଟେରା ମାନଙ୍କୁ ଧରିବା ସହ ମନ୍ତ୍ରୀ, ଏମପି, ଏ. ମ୍. ଲ ନେତାଙ୍କୁ ଙ୍କୁ କଣ ପାଇଁ ଭିଜିଲାସନ୍ସ ଚଢ଼ାଉ କରୁନାହାନ୍ତି ବଡ଼ ଭାକୁର ଙ୍କୁ ଧର ଦମ ଯଦି ଅଛି ଯେଉଁ ବଡ଼ ବଡ଼ ନେତା ମନ୍ତ୍ରୀ ଙ୍କୁ ଧରିବ ରେଡ ହେବ ସବୁ , ଓଡିଶା ର ଜନ ସାଧାରଣ ସାଲୁଟ କରିବେ
@prabhasmohanty6703
@prabhasmohanty6703 2 жыл бұрын
Super bro Engineer na ame kalank au tame 😀😀😀😀.....
@rajatkumarsahu1385
@rajatkumarsahu1385 2 жыл бұрын
Don't judge anyone without proper proof .
@LiveYourLifeOnce
@LiveYourLifeOnce 2 жыл бұрын
Jaha Jana paduchhi , media bhai pura dam lageiki khola taada Kari nije vigilance Babu bani jaichhanti 😂😂😂😂 jor jabardasti media bhai prashna pacharuchhanti kale vigilance Babu bhul uttara dei debe 😂😂😂😂😂😂
@crpkmishra7484
@crpkmishra7484 2 жыл бұрын
ଏ ମାଗିଆର ସମସ୍ତଙ୍କୁ ଫାଶି ଦିଆଯାଉ।
@debashissahoo3286
@debashissahoo3286 2 жыл бұрын
Ae sabu ତା thik katha.... But tankar agaru jeje ବାପା ଙ୍କ amala ru jadi adhika plot thae... Purba purusa Jami... Seguda re kn chadhau Kara jiba??
@arunkumarrout15
@arunkumarrout15 2 жыл бұрын
Ee gharara electrical consumption kete ? Tax phankiba oo durniti re arjithiba sampati ku dharibara sahaja tarika , se ghara ra electrical consumption kete ?
@chandanroychandan7232
@chandanroychandan7232 2 жыл бұрын
ମାଘିଆ ମିଡିଆ ବଲା କୁ ଲାଜ ନାହିଁ କି ପବ୍ଲିକ୍ କୁ ଲାଜ ନାହିଁ
@kalingaputra3089
@kalingaputra3089 2 жыл бұрын
ଇଟିଭି ବାଲା.... ଲାଗୁଛି ଶସ୍ତା ଭାଙ୍ଗ ଖାଇକି ରିପୋର୍ଟିଂଙ୍ଗ କରୁଛ।.. କେତେବେଳେ କହୁଚ ତା ମା ଆଉ ପୁଅ ରହୁଥିଲେ କେତେବେଳେ କହୁଚ ତା ସ୍ତ୍ରୀ ଆଉ ପୁଅ ରହୁଥିଲେ..ନିଜେ ଆଗେ କନଫର୍ମ ହୁଅ ପରେ ଲୋକ ଙ୍କୁ ଜଣେଇବ..
@arunakumardash2850
@arunakumardash2850 2 жыл бұрын
Kota ra kamal
@odishavillagearea5838
@odishavillagearea5838 9 ай бұрын
ମାଘିଆ‌ ଓଡିଶା କୁ‌ ଖାଇଗଲେ
@jagannathmallik2912
@jagannathmallik2912 2 жыл бұрын
ଭଲ, ଚାଲୁ ସଂସ୍ଥା ଚାଲୁ
@aksinghh77
@aksinghh77 2 жыл бұрын
Reporter emti kn deunchi je😂...se mariki khaechi thik katha j... vigilance exactly jadi mla au politicians kn ghare emti raid karanta bhaba bhaina mane.... kete badhiya laganta
@SUJAN2127
@SUJAN2127 2 жыл бұрын
A re engineering babu ghoro kintu...pura mast hei chhi......mu v emiti hin ghoro bonei bi but reports v ghoro dekhi mone mone bhabu chhi mo ghoro v emiti hei thanta ki 😂
@aditya6358
@aditya6358 2 жыл бұрын
Kichi naii..ame sat patha re rahiki.kasta pauche..loka ananya re tanka rakhi..corrupt hei enjoy karuchanti..bele bele mano Bala bhnagi jauchi..Jay jagannath
@debabratadash8123
@debabratadash8123 6 ай бұрын
Ete kasta kariki government engineer heichi recovery karuchi😂😂😂
@Talkative_Anshuman
@Talkative_Anshuman Ай бұрын
mate aga kuha kou sastra re lekha heichi j media include hebe raid re,present rahibe au record karibe?????
@skycraper1434
@skycraper1434 2 жыл бұрын
Vigilance wala ku vigilance lagu pare kuha
@chintaIdea
@chintaIdea 2 жыл бұрын
ଓଡ଼ିଆ ଲୋକ ମାନେ ମାଘିଆ ଲୋକ ମାନେ ମୂକ ବଧିର ଲୋକ ମାନେ 🙏 ଦାଦନ ଖଟିବାକୁ ଭଲ ପାଆନ୍ତି 🤣🤣 ଆପଣ ମାନେ ଖୁସି ତ 🙏 ମଦ ପିଇ ଭୋଟ ଦେବେ ଛି ମାଦୁରଚୋଦ ଓଡ଼ିଆ ଲୋକ ମାନେ
@sumitsahoosomu
@sumitsahoosomu 2 жыл бұрын
SC ST quota use kariki sethi babu govt job paile ..au tapare govt ku khola kale 🤣🤣🤣
@untold9254
@untold9254 2 жыл бұрын
Are hona chaiye chahiye..... Aisa Raid ...... Pata nehin Aisa J.E...Odisha me bahut he.... Pakdna chaheiye aisa corporation J.E. ko....all over Odisha me....
@MrBarik-gd3ee
@MrBarik-gd3ee 2 жыл бұрын
ଏ ଶଳା ଯେତେ ସରକାରୀ ବାବୁ ମାନେ ରାଜ୍ୟ ଟାକୁ ଖାଇ ଗଲେଣି
@captainmarvel3517
@captainmarvel3517 2 жыл бұрын
Cdpo,,, junior engineer ,,, emanaka gharaku jauna
@sidhantabaral
@sidhantabaral 6 ай бұрын
This is why everyone wants to have a government job
@helpinghandsforanimals6007
@helpinghandsforanimals6007 2 жыл бұрын
ଏସବୁ Sc/St କୋଟା ର ଫଳାଫଳ। ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ଏଇ ଅବସ୍ଥା ହେବ।
@bkarbiswo
@bkarbiswo 2 жыл бұрын
Aau kichhi rakhinathibe, Sabu Khai Khola karideithiba
@pabitradas8130
@pabitradas8130 2 жыл бұрын
Results of SC and ST reservation quota
@tornado284
@tornado284 2 жыл бұрын
Han aji jain kou general wale ta corruption kari nahanti 😂😂😂😂
@cryptoverse2751
@cryptoverse2751 2 жыл бұрын
Au general bahut sachut mu bi ek general cast ru
@deviprasadsahoo7553
@deviprasadsahoo7553 2 жыл бұрын
ଉପର ବାବୁ ମାନଙ୍କୁ ଠିକ୍ ରେ channelise କରି ନ ପରିବାର ପରିଣତି😜😜😜
@jagannath856
@jagannath856 2 жыл бұрын
ଭଲ ଭାବରେ EMI ପେପର ଚେକ୍ କରନ୍ତୁ + ଗରିବ ଲୋକ ଙ୍କ ପେଟ କୁ ଲାତ ମାରି କମେଇ ନାହିଁନ୍ତି ତ ....?
@TheGentleMan_Once
@TheGentleMan_Once 2 жыл бұрын
What about ministers mp mla
@jagdishpradhan9785
@jagdishpradhan9785 2 жыл бұрын
Emiti lokanku jail nuha nonbail kariba nihati darkar
@surjeetsarangi8641
@surjeetsarangi8641 2 жыл бұрын
Mo G.P ra sarpancha false bill Kari bahut khaichi nd khuaichi but protest karibaku sahas nhi kahara
@fatefaith5147
@fatefaith5147 6 ай бұрын
ଏ ସବୁ ଆଉ ଦେଖାଅ ନାହିଁ। ଦେହ ସହି ହେଉନି। କାହାକୁ ପଖାଳ ଗଣ୍ଡେ ମିଳୁନି। ଦାଦନ ଜାଇ ପରିସାନ। ଏ ମାନଂକ ସାଙ୍ଗରେ ମନ୍ତ୍ରୀ କିଛି ଅଛନ୍ତି।
@niteshmaharana4803
@niteshmaharana4803 2 жыл бұрын
Thakura ghare Ac ta lagichi thakuranku madhya tike chuin ki dekha gold ra hei thiba ki media wala 😡😡😡
Zontes Bike In Nepal II Zontes Nepal II Jankari Kendra
19:28
Jankari Kendra
Рет қаралды 25 М.
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН
КОНЦЕРТЫ:  2 сезон | 1 выпуск | Камызяки
46:36
ТНТ Смотри еще!
Рет қаралды 3,7 МЛН
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН