Violence Erupts At Aadhaar Service Centre In Bhubaneswar: Staff Assaulted

  Рет қаралды 182,490

Kanak News

Kanak News

Күн бұрын

Пікірлер: 535
@dillipjena5818
@dillipjena5818 Ай бұрын
ଏଇ ଟା ସୁଭଦ୍ରା ଯୋଜନା ନା ମାଡଖିଆ ଯୋଜନା, ସରକାର ବୁଝନ୍ତୁ ।
@parsuramnaik500
@parsuramnaik500 Ай бұрын
hahaha comment padhiki maja aasi gala😄
@haraprasadmahanta4657
@haraprasadmahanta4657 Ай бұрын
ଏଥିପାଇଁ ଜନତା ହିଁ ଦାୟୀ କାରଣ ବିଜେଡି ଗୁଣ୍ଡା ମାନେ ଏସବୁ କରୁଛନ୍ତି
@ajayaonlinevideo
@ajayaonlinevideo Ай бұрын
Good comments
@GuduKalar-ye6fp
@GuduKalar-ye6fp Ай бұрын
BJP chor hai
@MithunKumarofficial-oc8ig
@MithunKumarofficial-oc8ig Ай бұрын
​@@parsuramnaik500 ସଵୁ ସରକାର ଦାଇ ନିଜ ନିଜ ମୋବାଇଲ୍ କୁ ଛାଡିଦେଲେ ଲୋକ ମାନେ ଘରେ ଵସିକି ଆରାମରେ କରିପାରିଵେ
@KHERWAL_BAZAAR
@KHERWAL_BAZAAR Ай бұрын
ଭଲ ହେଇଛି, ଏବେ ଆଧାର କେନ୍ଦ୍ର ର ପିଲା ମାନେ ସମସ୍ତେ ନିଜେ ନିଜେ ପ୍ରଧାନମନ୍ତ୍ରୀ ଭଳି ଭାବୁଛନ୍ତି ।
@anandamohakuda4943
@anandamohakuda4943 Ай бұрын
Bala adhara , sarkar prati panchayat re ofc kholuni .....Bala yojna sola
@chenkabhainanastik
@chenkabhainanastik Ай бұрын
ଏ ମାଗିହା ବି ସେମିତି ମୁର୍ଖ ଗିହା... ସେଥି ପାଇଁ education is important ବୋଲି କୁହା ଯାଏ 😂😂
@KHERWAL_BAZAAR
@KHERWAL_BAZAAR Ай бұрын
@@chenkabhainanastik ମାଡ଼ କାହାକୁ ସହଜରେ ଦିଅନ୍ତି ନାହିଁ। ସେହି ଭଳି ଯୁକ୍ତି କରି ଥିବ ସେ
@sandeepbaliarsingh8463
@sandeepbaliarsingh8463 Ай бұрын
​​@@KHERWAL_BAZAARTote bi mada darkaar.
@KHERWAL_BAZAAR
@KHERWAL_BAZAAR Ай бұрын
@@sandeepbaliarsingh8463 ତୁମେ ଥରେ ଆଧାର କେନ୍ଦ୍ର କୁ ଯାଓ ଆଉ Operator ମାନଙ୍କ ସହ କଥା ହୁଅ, ଏମିତି କଥା ବାର୍ତ୍ତା କରିବେ ସତେ ଯେମିତି ସେମାନେ ଗୋଟେ ଗୋଟେ ଗଭର୍ଣ୍ଣର
@gundripasiproductions
@gundripasiproductions Ай бұрын
ଠିକ୍ ହେଇଛି..ସବୁ ଆଧାର କେନ୍ଦ୍ର ଏମିତି ହେବା ଦରକାର..ସରକାର କଣ ଜାଣି ପାରୁନି ଯେ ଗୋଟେ ବ୍ଲକ ରେ ଗୋଟେ ସେବା କେନ୍ଦ୍ର କଣ ପାଇଁ ଖୋଲୁଛି...ପ୍ରତି ପଞ୍ଚାୟତ ରେ ସେବା କେନ୍ଦ୍ର ଖୋଲିବା ଦରକାର
@theunknownvoice8474
@theunknownvoice8474 Ай бұрын
Adhar centre re jie kaama karuchhi se mane b sadharana gariba yaa middle barga ra pila kaunsi sarkar ra loka nuha, paisa pain se mane b kaama karuchhnati, BjP ra bhul pain BjP sarkar hataoo , niriha loka nku maariba kebe b solution nuha Bjp hatao Shanti lao
@Secrettechtips0024
@Secrettechtips0024 Ай бұрын
Tuma bhabana bhul re bhai
@infinitylab438
@infinitylab438 Ай бұрын
ତମେ କିଛି ଜାଣିଛ.. ନା ଫାଲତୁ ଗପୁଚ୍ଛ ?? ମୁଁ ନିଜେ ଜଣେ ଆଧାର ସେବା ପ୍ରଦାନକାରୀ... ଆମ ପଞ୍ଚାୟତ ରେ 2ଟା ଆଧାର ସେଣ୍ଟର... ଆମ ପାଖରେ 2km redious ରେ 5 ଟା ଆଧାର ସେଣ୍ଟର.... ଆଉ କେତେଟା ହବ ??? ସୁଭଦ୍ରା ପାଇଁ ଆଧାର ରେ ପ୍ରବଳ ଭିଡ... କାମ କେମିତି କରିବୁ ???
@abhiseksilu6020
@abhiseksilu6020 Ай бұрын
murkha loka sala
@AJKnowledge84
@AJKnowledge84 Ай бұрын
ଭାଇ ଜଣା ପଡ଼ୁଚି ତୁମେ ପ୍ରବଳ ଜ୍ଞାନୀ। ଯିଏ କରୁଛି କେବଳ ସେୟେ ଜାଣିଚି e ଭଳି କାମ କେତେ କଷ୍ଟ।ସେ ପିଲାକୁ ଗିରଫ କରିବା ଦରକାର୍।ଆଉ ସୁଭଦ୍ରା enrollment na କରାଯାଉ।
@lilianaik5756
@lilianaik5756 Ай бұрын
ଠିକ ହେଇଛି 👌
@hariharapanda678
@hariharapanda678 Ай бұрын
ବଢିଆ ହେଇଚି ଆଧାର କାର୍ଡ ରେ ଯେମିତି କୋଭିଡ ଟୀକା ଦିଆଗଲା ସେମିତି ସୁଭଦ୍ରା ଟଙ୍କା ଦବା କଥା ଗୋଟେ ଧନ୍ଦା ଚଳେଇଛନ୍ତି
@dibyaranjanmohanta2018
@dibyaranjanmohanta2018 Ай бұрын
Tume mane Jodi tankka jagare kamo karithanta aou tumo ku amiti marithante tebe kn kahi thanta
@raghunathswain1518
@raghunathswain1518 Ай бұрын
A maa giha michha karuchhu
@raghunathswain1518
@raghunathswain1518 Ай бұрын
A Mane manamani kruchhani
@fabuloussinghpubg9705
@fabuloussinghpubg9705 Ай бұрын
BJP ban kar
@sibaprasad7163
@sibaprasad7163 Ай бұрын
Murkha aasila gyana chodibaku
@maushumisoy904
@maushumisoy904 Ай бұрын
Aadhar card ରେ ହଜାରେ ଭୁଲ, କେତେ correction କରିବେ, ଅନପଢ଼ ଲୋକଙ୍କୁ ଆଧାର card ତିଆରି କରିବା ପାଇଁ କାହିଁକି କାମ ଦେଉଛନ୍ତି,System ପୁରା ପୁରି ଫେଲ,
@debi0071
@debi0071 Ай бұрын
ଭଲ ହେଇଛି। ଏମାନଙ୍କର ବହୁତ ଭାଉ।
@Sujata_1344
@Sujata_1344 Ай бұрын
Right
@DaitariJena-up7gd
@DaitariJena-up7gd Ай бұрын
ରାଜ୍ୟରେ ବହୁତ୍ ସାରା ଲୋକ ଆବେଦନ କରିବେ । ସର୍ଭର କାହିଁକି ଏତେ ଡାଉନ୍ ରହୁଛି । ଲୋକ କେତେ ସମୟ ଅପକ୍ଷା କରିବେ ? ଦରକାର ନାହିଁ ଏ ଦଣ୍ଡ ଯାଜନା ।
@attitudeboyraj7686
@attitudeboyraj7686 Ай бұрын
ଆପଣ ଜଣେ ମହାନ୍ କାହିଁକି ନା ଆପଣ ମାଡ଼ ଖାଇ ମଧ୍ୟ କାର୍ଯ୍ୟ କରୁଛନ୍ତି 😂😂
@s.mallick1839
@s.mallick1839 Ай бұрын
ମାଡ଼ ମାରିବା ଭୁଲ, କିନ୍ତୁ ଆଜି କାଲି ଏ ଜନ ସେବା କେନ୍ଦ୍ର ଖୋଲି ଥିବା ଲୋକ ମାନେ ନିଜକୁ ମୋହନ ମାଝି ଭାବୁଛନ୍ତି, ଲୋକ ଙ୍କୁ ପୋକ ମାଛି ଭଳି ବ୍ୟବହାର କରୁଛନ୍ତି, ସରକାର ଭି ଅନ୍ଧ, ଯାହା ଚାଲିଛି ଚାଲୁ, ମାଡ଼ ଖାଇ କାମ କରୁ ଥିବା ଭାଇ ଙ୍କୁ ସୁଭଦ୍ରା ଯୋଦ୍ଧା ଘୋଷଣା କରା ଯାଉ
@sidharthagoutam5091
@sidharthagoutam5091 Ай бұрын
😂😂😂😂😂
@rakeshmohanty134
@rakeshmohanty134 Ай бұрын
ଭାଈ ଆକୁ ମାଡ଼ ମାରି ସେ ଭୁଲ୍ କରିଛି କାରଣ ଏ ଭି ଆମ ଭଳିଆ ଲୋକ ଟେ ନେତା ମନ୍ତ୍ରୀ ଙ୍କୁ ମାଡ଼ ଦରକାର୍ ୧୭ରେ ମୋଦି ଜନ୍ମ ଗ୍ରହଣ କରିଛି ତେଣେ ମୋହନ ଘୋଷଣା କଲା ୧୭ରେ ସୁଭଦ୍ରା ଛାଡ଼ିବ ତେଣୁ ଏତେ ଭିଡ଼ ଲୋକ ଆଉଟୁ ପାଉଟୁ ରାଗି କି ଆକୁ ମାଡ଼ ଆକୁ ନମାରି ଆଧାର କେନ୍ଦ୍ର ରେ ଭିଡ଼ ନ ଲଗେଇ ଆଗ mla ନେତା ମନ୍ତ୍ରୀ କୁ ମାଡ଼ ହେଲେ ଠିକ୍ ହେବ ଆଉ ସମୟ ସୀମା ବଢ଼େଇବ ଲୋକ ହଇରାଣ ହେବେନି
@asishdash7926
@asishdash7926 Ай бұрын
Bahut vala badhia laguchi
@madhusmitamohanty2332
@madhusmitamohanty2332 Ай бұрын
Are vai murkha ki? Chari ade adhar kendra re sabu bele slow hauchi loka barambar feriki jauchanti.kan computer re pasi jibe?taha hele alaga kendra ku jauna.sabu sarkar ra dosa toll free no re call uthau nahanti na cancel hele Paisa refund hauni...thik achi raga karo sarkar ku badeiba jao..
@madhusmitamohanty2332
@madhusmitamohanty2332 Ай бұрын
Jou loka emti Mari jauchi se sarkar ku badao nachet emti bustard loka ku mana Kari dia ethi ame kariparibunu jao guard rakha bandhuka dhrao jiye emti mariba valse badeiba..thik heba
@prahalladpadhan3072
@prahalladpadhan3072 Ай бұрын
ସମସ୍ତଙ୍କୁ ମାଡ଼ ଦରକାର୍ , ସରକାର Online କରି ଦିଅନ୍ତୁ । ପ୍ରହସନ ହେଲାଣି... Redirect ଟଙ୍କା ରୋଜଗାର କରୁଛନ୍ତି।
@Rudransh4949
@Rudransh4949 Ай бұрын
ବହୁତ ଭଲ ହେଇଚି ଆଧାର କେନ୍ଦ୍ର ଵାଲେ ଠିକ ହିସାବରେ numbering କରୁନାଁହାନ୍ତି ତାଙ୍କ ଚିହ୍ନା ଲୋକଙ୍କୁ ଆଗ କରୁଛନ୍ତି
@JudhistirSahu-z6v
@JudhistirSahu-z6v Ай бұрын
ସତ କଥା ଭାଇ
@nilambarsahu9643
@nilambarsahu9643 Ай бұрын
Right
@RoshanMohanty-je5sj
@RoshanMohanty-je5sj Ай бұрын
Tu sala magiki khau bodhe to sister ku bhada lageidaunu jaldi miliba magana khaiba abhyasha chada
@RoshanMohanty-je5sj
@RoshanMohanty-je5sj Ай бұрын
Bjd bele magana khaiba abhyasha hoijaichi
@myfavoritestudio
@myfavoritestudio Ай бұрын
କନକ ଟିଭି ବାଲା ଙ୍କୁ ବି ହଉ ଯେତେ ବେଳେ ଲୋକ ଙ୍କୁ ଲୁଟୁଛନ୍ତି ସେ ନିଉଜ ଆସୁନି ଅଯଥା ଆଧାର ବାଲା ଙ୍କୁ ମାଡ଼ ଦେଖାଉଛନ୍ତି
@santoshchand7288
@santoshchand7288 Ай бұрын
This is the effects of double engine 😀😁😂😂🤣
@moviesclips5948
@moviesclips5948 Ай бұрын
not dual charta engine nitesh modi mohan au chandra babu no hele fail hai jibe tran😜
@balaramnatha2249
@balaramnatha2249 Ай бұрын
ଏ ଭାଇ ଜଣଙ୍କ ବହୁତ ଭଲ ଲୋକ ତାଙ୍କ ବେବହାର ବି ଭଲ ସେଠି ସବୁ କର୍ମଚାରୀ ଙ୍କ ବେବହାର ଭଲ ମୁଁ 8ଜଣଙ୍କୁ ନେଇକି ଏଇଭାଈଙ୍କ ପାଖରେ କରିଛି ସବୁ ଭଲସେ ବୁଝାନ୍ତି କାହାକୁ ବି ଫେରାନ୍ତିନି ଭୁବନେଶ୍ଵର ବରଗଡ ଲୋକ ଭାରି ଉତ୍ତୁପାତ୍ତିଆ ଲୋକ
@skzainulabedin8873
@skzainulabedin8873 Ай бұрын
Adress kouthi ye CSC centre ra
@deepakart2403
@deepakart2403 Ай бұрын
ସରକାର ଙ୍କୁ ଅନୁରୋଧ, ପ୍ରତି ପଞ୍ଚାୟତରେ ଆପ୍ଲାଏ କରିବା ପାଇଁ ଅନୁରୋଧ।
@samparkmusicchannel
@samparkmusicchannel Ай бұрын
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସସ୍ତା ସପ୍ଟୱାର ବ୍ୟବହାର କରି ଖାଲି ଲୋକଙ୍କୁ ହଇରାଣ କରୁଛନ୍ତି
@JagabandhuMalik-ck5fj
@JagabandhuMalik-ck5fj Ай бұрын
ଏଇ ମୋଉକାରେ ଵହୁତ ଟଙ୍କା କମେଇ ଦେଇଥିଵ।ମାଡ କେଇଟା ସମ୍ଭାଳି ପାରୁନାହାନ୍ତି।ଆଧାର ଗୋଟିକ କେତେ ଟଙ୍କା ନେଉଛନ୍ତି ପାଚାରନ୍ତୁ।
@UstanMedia
@UstanMedia Ай бұрын
ପଇସା କେତେ ନେଉଛନ୍ତି ସେ କଥା ପଚାରିଲେ ନାହିଁ
@probot1436
@probot1436 Ай бұрын
Govt jani suniki server slow rakhichi upgrade karuni, jemiti kam loka apply kariparibe , Thik Sahara Money bhali.
@lilianaik5756
@lilianaik5756 Ай бұрын
ଏ ଜନ ସେବା କେଦ୍ର ଲୋକ ଙ୍କ ଗର୍ବ ପୁରା ମୋଦି ପରି ଏମାନ ଙ୍କୁ ମାଡ଼ ହେଉ ବହୁତ ଭଲ ଖୁସି ଖବର ମିଳିଲା 🙏ଜୟ ଜଗନ୍ନାଥ
@debanandahembram1000
@debanandahembram1000 Ай бұрын
ଜନ ସେବା ନୁହଁ, ଯମ ସେବା କେନ୍ଦ୍ର.
@santoshkumarswain6547
@santoshkumarswain6547 Ай бұрын
ଏ ସବୁ ବିଜେପି ର ଖେଳ ଜାଣି କି ସାର୍ଭର dawn କରି ଛନ୍ତି କଥା କହୁଛ ଆମେ ସବୁ ଜାଣି ପାରୁଚୁ
@BasantakumarRaul
@BasantakumarRaul Ай бұрын
ତୁ ରାଜନୀତି ଆଡକୁ ଚାଲିଗଲୁ କାହିଁକି?
@anandamohakuda4943
@anandamohakuda4943 Ай бұрын
Right 👍
@KhadusuddinAIback-jp4ym
@KhadusuddinAIback-jp4ym Ай бұрын
ଟାଉଟର ର ବ୍ଲାକ ବେଲ୍ଟ ବୋଧେ ଆପଣଙ୍କ ପାଖରେ ଅଚ୍ଛି
@madhusmitamohanty2332
@madhusmitamohanty2332 Ай бұрын
Are vai sabu bele adharkendra re servar down ruhe..
@sushilchakisushil557
@sushilchakisushil557 Ай бұрын
ଯେଉଁ ଭାଇ ଏ ଶଳା କୁ ମାରିଚ ମୁଁ ଧନ୍ୟବାଦ୍ ଦେଉଚି
@Its_Tech_Universe_byCF-16
@Its_Tech_Universe_byCF-16 Ай бұрын
ଭଲ ହେଇଛି। ଅଧିକ ଟଙ୍କ। ଲୋକଙ୍କୁ ତୁ ନେଉଥିବୁ
@shivasingh4522
@shivasingh4522 Ай бұрын
ବାଳ ବିଜେପି ସରକାରକୁ ଦେଖାଯାଉନି କି ଏବେ ବିଜେପି ର ଅନ୍ଧ ଭକ୍ତ ମାନଙ୍କୁ ଦେଖା ଯାଉନି
@sushilchakisushil557
@sushilchakisushil557 Ай бұрын
ଏମିତିଆ କାର୍ଯ୍ୟ ଆଗକୁ ଜାରି ରହୁ
@ukishan4903
@ukishan4903 Ай бұрын
Bahut badhiya heuche a mnka phutandi na kahile bhala
@TIGERSGANG
@TIGERSGANG Ай бұрын
Government Server Management 🤬🤬🤬
@enalisabiswal8443
@enalisabiswal8443 Ай бұрын
Ekdum thik karichanti
@airamohanty8306
@airamohanty8306 Ай бұрын
Tumaku bajithile think bujhi jaithanta mana
@primeodishatoonofficial6070
@primeodishatoonofficial6070 Ай бұрын
ଠିକ୍ ହେଇଛି ଶଳା ଆଧାର କେନ୍ଦ୍ର ରେ ରାଜନୀତି ଚଳାଇଛ ମାଡ଼ ହିଁ ଦରକାର 👋👋👋👋👋👋👋
@anandamohakuda4943
@anandamohakuda4943 Ай бұрын
Bala katha kahuchu ....kire panchayat ofc re karuni sarkar
@madhusmitamohanty2332
@madhusmitamohanty2332 Ай бұрын
Ta Kan pain jaucha?sidha sarkar ku mada mare jaa
@infinitylab438
@infinitylab438 Ай бұрын
ବିଜେପି 17 ତାରିଖରେ ଟଙ୍କା ପଠେଇବ ବୋଲି କହିବାରୁ... ଏତେ କଥା... ସାଧାରଣ ଲୋକଙ୍କର ଦୋଷ ନାଇଁ... ସେମାନେ ଭାବୁଛନ୍ତି ମୋର ଆଗେ ହେଲେ ମୁଁ ଆଗେ ଟଙ୍କା ପାଇବି... ଆଧାର ସେଣ୍ଟର ଵାଲା ବି କରିବେ କଣ... ଏତେ ଭିଡ... ସର୍ଭାର ଚାଲୁନି... ବିଜେପି ହଉଛି ଏକ ନମ୍ବର **** ଦଳ... 17ତାରିଖରେ କଣ ପାଇଁ ଟଙ୍କା ଦେବ ??
@ajayaonlinevideo
@ajayaonlinevideo Ай бұрын
Mohan majhi dayee
@edisondas626
@edisondas626 Ай бұрын
System thik nahin BJP ra sethipain amiti problem hauchi
@rakeshmohanty134
@rakeshmohanty134 Ай бұрын
ମୋଦି ର ଜନ୍ମଦିନ ତ ୧୭ ରେ ଦେବେ ଲୋକ ହଇରାଣ ହଉ ଆଧାର ବାଲା ମାଡ଼ ଖାଆନ୍ତୁ ତାଙ୍କର କଣ ଯାଏ ଆସେ ଲୋକ ଯଦି ଆଧାର କେନ୍ଦ୍ର ବଦଳରେ ସରକାର ଙ୍କୁ ଘେରିବେ ଠିକ୍ ହବ
@rakeshmohanty134
@rakeshmohanty134 Ай бұрын
ଏ ନିରୀହ ଭାଈ କୁ ଯେମିତି ବାଦେଇଲେ ସେମିତି ମାଡ଼ ନେତା ମନ୍ତ୍ରୀ ମାନଙ୍କୁ ଦରକାର୍ ଗୋଟେ ନିର୍ଦ୍ଧିଷ୍ଟ ସମୟ ନ ଦେଇ ଲୋକଙ୍କୁ ହଇରାଣ କରିବାର ଲୀଳା ଚାଲିଛି
@asutosh501
@asutosh501 Ай бұрын
ସେ କେନ୍ଦ୍ର କୁ ଆଗରୁ ଥରେ ଯାଇଥିଲି ସେ କେନ୍ଦ୍ରର କର୍ମଚାରୀ ଲୋକମାନଙ୍କ ପ୍ରତି ବ୍ୟବହାର ବହୁତ ଖରାପ.
@sriramsriramhembram9941
@sriramsriramhembram9941 Ай бұрын
ସରକାର ଜାଣନ୍ତୁ ଗରିବ ଲୋକମାନେ ସୁଭଦ୍ରା ଯୋଜନା ପାଇଁ ସବୁଦିନ ତାଙ୍କ କାମ ଛାଡି ଆଧାର ସେଣ୍ଟର କୁ ଯାଉଥିବେ। ଆଗେ ସରକାର ନେଟୱର୍କ ବ୍ୟବସ୍ଥା କରିବା ଉଚିତ। ଏକା ସମୟରେ ଦୁଇଟି କାମ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି । ସରକାର ବଡ଼ ଭୁଲ ନିଷ୍ପତ୍ତି ନେଲେ ।
@anandamohakuda4943
@anandamohakuda4943 Ай бұрын
Jatra paty Bala ku kichi Jana nahi.....
@SSingh114
@SSingh114 Ай бұрын
ବଞ୍ଚି ଗଲ ବା... ନ ହେଲେ public ମାଡ ତମ ସାତୋ ପୁରୁଷ ମୋନେ ପଡ଼ିବ...😂😂
@gitarani2831
@gitarani2831 Ай бұрын
ଏମିତୀ, ମାଡ, ହେଲେ, ଭଲ, ହବ, ବୁଝିପାରିବେ, ଜନତାକୁ, କଷ୍ଟ, କେତେ, ହଉଛି, ଗୋଟେ, ବାଳ, ଜୋଜନା, କରିଛି, ସମସେ, ମୋରା, ମୋରି, ହେବେ,
@MsdGamingYT
@MsdGamingYT Ай бұрын
Ama Rasulpur block pakhare thiba..Aadhara centre re loka nku kukura mankada bhali byabahara karuchhi
@sinubeshra3730
@sinubeshra3730 Ай бұрын
ଭଲ ହଇଛି ....... Thanks Public
@prasantapattanaik862
@prasantapattanaik862 Ай бұрын
ବ୍ୟାଂକମାନଂକରେ ଆକାଉଣ୍ଟ ଖୋଲିବା ସମୟରେ ଆଧାର ଲିଂକ ହେଉଛି।ତେଣୁ ସେଇ ଆକାଉଣ୍ଟ୍ ନମ୍ବର ରେ ଟଂକା ଦେଲେ କଣ ଅସୁବିଧା ହୁଅନ୍ତା?
@Binodkumarpanigrahi2187
@Binodkumarpanigrahi2187 Ай бұрын
ସରକାର ଅନ୍ଧ ହୋଇ ରହିଛି, ପ୍ରତ୍ୟେକ କେନ୍ଦ୍ରରେ ଏମିତି ହେବା ସୁନିଶ୍ଚିତ l କାରଣ ପ୍ରଯ୍ଯାପ୍ତ ଆଧାର କେନ୍ଦ୍ରର ଅଭାବ l ଏବଂ ସରକାରୀ କର୍ମଚାରୀ ସତରେ ଡେରିରେ ଆସନ୍ତି, ଏ ସରକାର ଆଦୌ ଭଲ ନାହିଁ l
@MsdGamingYT
@MsdGamingYT Ай бұрын
Number Update kale....150 tanka nauchhanti Number link kale Husband/ Bapa nka name kati jauchhi... Puni Bapa/Husband Name Link pain Puni 200 tanka nauchhanti.......... Jouta gote re kama hei jiba....se janiki 2 thara karibe boli janiki karuchhanti
@s.jchanel8198
@s.jchanel8198 Ай бұрын
ଏ ଭଳି ହେବା ଦର କାର ।ଆଗକୁ ଅନେକ ଭଙ୍ଗା ହେବ ।ଦିନ ରାତି ମହିଳା ମାନେ ଧାଡ଼ିରେ ଜଗି ବସିବେ । ଲିକ୍ ଆସୁ ନାହିଁ କଣ ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି।
@MariyaanSekhar
@MariyaanSekhar Ай бұрын
ବହୁତ ଭଲ ହେଇଚି କିଛି ଶିଖିବେ
@sliuprasad4068
@sliuprasad4068 Ай бұрын
ଇଏ ସଳା କିଛି ଅଭଦ୍ରାମି କରିଛି ଜାହା ଲାଗୁଛି
@pramodkumarvlogs4429
@pramodkumarvlogs4429 Ай бұрын
ଏ ଗୋଟିଏ ଅପାରଗ ସରକାର ରାଜ୍ଯରେ ଦିନକୁ ଦିନ ଆଇନ୍ ଶୂଙ୍ଖଳା ବିଗିଡିଯାଇଛି.ଏ ଗୋଟିଏ ଅଭାବନୀୟ ମାନବିକ ଅତ୍ୟାଚାର ଏଠି କହିବାକୁ ଗଲେ ସରକାର ସଂପୂର୍ଣ୍ଣ ଦାୟୀ ମୁଁ ଏ ସରକାରକୁ ଭୋଟ ଦେଇ ପସ୍ତଉଛି.ଏପଟରେ କହିବେ ସୁଭଦ୍ରା ଯୋଜନା ମାଗଣା Apply କର ମାଗଣା Apply କରିଥିବାରୁ ଏମିତି ଦଣ୍ତ ସରକାରଙ୍କୁ ଅନୁରୋଧ ଏ ଗୋଟିଏ "ମାଗଣା ମାଡଖିଆ ଯୋଜନା"ଆଣନ୍ତୁ. ଜୟ ଜଗନ୍ନାଥ
@UstanMedia
@UstanMedia Ай бұрын
ପ୍ରକୃତ ରେ ଆଧାର ଅପରେଟର ମାନେ ଡାଟା ଭେରିଫିକେସନ୍ ରେ ବିଲମ୍ବ ରେ ପଠାଉଛନ୍ତି ।ଏହାର ଶିକାର ହୋଇଥିବେ ଅପରେଟର
@bijayalaxmisahoo4045
@bijayalaxmisahoo4045 Ай бұрын
Amit mada khaile govt online subidha kareiba ...csc /adhar link na rakhantu 50 badalare 150/200 price neuchanti update pain
@TIGERSGANG
@TIGERSGANG Ай бұрын
50 tankara kamaku 250 noucha tamathiki mada aka darkar🤬🤬🤬
@keshavbagh5274
@keshavbagh5274 Ай бұрын
Good hoichi
@indiannature6776
@indiannature6776 Ай бұрын
Thik heichi
@pratapmaity2499
@pratapmaity2499 Ай бұрын
ସମସ୍ତ ଯାଗାରେ ଏଭଳି ମାଡ଼ ହେଲେ, ସରକାର ଏଭଳି କାର୍ୟ୍ଯ ରୁ ଦୂରେଇ ରହିବେ। ଅଫଲାଇନ ର ବ୍ଯବସ୍ଥା କରିବେ। ଧଯ୍ୟ ମାନେ କଣ ଦିନଦିନ ଅପେକ୍ଷା କରିବାକୁ ପଡ଼ିବ। ଏଇଟା ଠିକ୍ ନୁହଁ।
@Kolhan_soyseped
@Kolhan_soyseped Ай бұрын
High spid ଇଣ୍ଟରନେଟ ସରକାର କରନ୍ତୁ.... Jaldi ସବୁ କାମ ହେଲେ ,ଏମିତି ଗଣ୍ଡଗୋଳ ହେବ ନାହିଁ.... Jay shree ram 🙏
@DasharathiDas8
@DasharathiDas8 Ай бұрын
Bhala heichi super. Osm
@prafullamaharana1672
@prafullamaharana1672 Ай бұрын
ସୁଭଦ୍ରା ଯୋଜନା ନାଁରେ ମାଡଖିଆ ଯୋଜନା।୧୭ ତାରିଖ ଘୋଷଣା ପାଇଁ ମାରପିଟ୍ । ତାରିଖ କହିବା ଭୂଲ ।
@ajitnaik5855
@ajitnaik5855 Ай бұрын
ଠିକ ହେଇଛି
@JitrayMarndi-ob1vx
@JitrayMarndi-ob1vx Ай бұрын
ଲୋକଙ୍କ ଠାରୁ ଅଧିକା ଟଙ୍କା ନେଉଥିବେ ସେଥିପାଇଁ ମାଡ ଖାଇ ଥିବ....
@murmuraja-m6
@murmuraja-m6 Ай бұрын
Bholo hela
@chisac1
@chisac1 Ай бұрын
Bhai...abhi se pareshan... Aur 4.5 year baki he 😂😂
@dipakkuchoudhury1281
@dipakkuchoudhury1281 Ай бұрын
Bhai lo tor jadi piles haba na tu sarkar ku dosa Dabu.. . 😂😂😂
@chisac1
@chisac1 Ай бұрын
@@dipakkuchoudhury1281 bhai.re mu kahaku kahili..tumara kn hela🤣
@santoshchand7288
@santoshchand7288 Ай бұрын
​@@dipakkuchoudhury1281 Kahinki tora piles ra experience agaru achhi ki 😀😁😂😂🤣😃😃
@akhadaboys3827
@akhadaboys3827 Ай бұрын
BJD kahi soithila 25 Year.. Adhar link karibaku....
@chisac1
@chisac1 Ай бұрын
@@akhadaboys3827 🤣🤣
@dillippradhan3536
@dillippradhan3536 Ай бұрын
Very good
@IndianvillageHero-qz7xi
@IndianvillageHero-qz7xi Ай бұрын
Thik heuchi
@rajibkhilar1983
@rajibkhilar1983 Ай бұрын
ଏବେ ଟେଲର ଆଗକୁ ଫିଲ୍ମ୍ ଦେଖିବ
@hariharapatre7729
@hariharapatre7729 Ай бұрын
Good
@myfavoritestudio
@myfavoritestudio Ай бұрын
ଭଲ ହୋଇଛି ଶଳା ମାନଙ୍କୁ 280 ଟଙ୍କା ନଉଛ ମାଡ଼ ହବା ଦରକାର୍
@dudu-ix4ul
@dudu-ix4ul Ай бұрын
ସରକାର ଙ୍କ ଭୁଲ ଆଉ ସେବା କେନ୍ଦ୍ର ଲୋକ ବ ବ୍ୟବହାର ଠିକି ରଖିବା ଦରକାର ଏବଂ ଲୋକ ବି ଧର୍ଯ୍ୟ ରଖିବା ଦରକାର
@BenudharMajhi-oj2dd
@BenudharMajhi-oj2dd Ай бұрын
ଏଗୁଡା ଛୋଟ ଘଟଣା
@susantaacharya1143
@susantaacharya1143 Ай бұрын
Bjp ସରକାର ମାନେ ଲୋକଙ୍କ ସରକାର ଯିଏ କାମ ନ କରିବ ସେ ଏମିତି ମାଡ ଖାଇବେ ।
@sumantajena7481
@sumantajena7481 Ай бұрын
ଏହାତ ଟେଲର ଫିଲମି ବାକି
@jitenbro9894
@jitenbro9894 Ай бұрын
ଭାଇ ଅଧିକ ପଇସା ନେଇଥିବେ, ବୋଧେ ସେଥିପାଇଁ ମାଡ ଖାଇ ଥିବେ, ଏଟା ଗୋଟେ ବାହାନା ହୋଇପାରେ, ମୋ ମତରେ ପ୍ରତି ଜନସେବା କେନ୍ଦ୍ରରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଚାର୍ଜ ର ବିବରଣୀ କାନ୍ଥ ରେ ଟାଙ୍ଗା ଯାଉ, ଏବଂ ଯେଉଁ ଜନସେବା କେନ୍ଦ୍ର ଅଧିକ ଟଙ୍କା ନେଉଛି, ତା ବିରୋଧ ରେ ଗୋଟିଏ ସାଧାରଣ ଲୋକ କେଉଁଠାରେ ଓ କେଉଁ ନମ୍ବର ରେ ଅଭିଯୋଗ କରି ପାରିବ, ସେହି ପରି ଗୋଟିଏ ଲୋକ ମାନଙ୍କ ପାଇଁ ବ୍ୟବସ୍ଥା କଲେ ଭଲ ହୁଅନ୍ତା
@Gameworld-fc3ek
@Gameworld-fc3ek Ай бұрын
Achha bhai apana kebe janiba pai chesta karuchhanti gote aadhar operator ra salary kete.
@BabuliPurty-p6l
@BabuliPurty-p6l Ай бұрын
ଏତିପ୍ରତି ସରକାର ଦାହି!
@gajendramajhi3718
@gajendramajhi3718 Ай бұрын
ଅଧିକ ମାଡ଼ ଦରକାର
@PaagalKhopdi
@PaagalKhopdi Ай бұрын
ଏସବୁ ପାଇଁ କେବଳ ଯାଦୁ ମଲମ ଦାୟୀ । ଏତେ ବାଯ୍ୟ ଯୋଜନା କେବେ ଦେଖି ନଥିଲୁ
@RatanaPradhan-y8m
@RatanaPradhan-y8m Ай бұрын
Tugite.bandakhia
@adityamahakhud7204
@adityamahakhud7204 Ай бұрын
ଅସୀମ ଧର୍ଯ୍ୟ 😂😂😂 How it is Possible 🤣🤣🤣
@KhadusuddinAIback-jp4ym
@KhadusuddinAIback-jp4ym Ай бұрын
ଉତ୍ତମ ମଧ୍ୟମ ପଡିଲେ ସମସ୍ତେ ଧର୍ଯ୍ୟବାନ ହୋଇଯାନ୍ତି
@kalyanpanda5885
@kalyanpanda5885 Ай бұрын
24ବର୍ଷ ର ମାଗଣା ଖିଆ ଏମିତି ପ୍ରକୃତିର
@awesomeabhijit4293
@awesomeabhijit4293 Ай бұрын
Really shameful, the culprits must pay for the financial loss.
@asheshkumarmohantymohant-oz7ug
@asheshkumarmohantymohant-oz7ug Ай бұрын
Nice 👍
@PithaMrm-iq3jr
@PithaMrm-iq3jr Ай бұрын
ଭଲ କରିଛନ୍ତି
@thanadisari9173
@thanadisari9173 Ай бұрын
ଏ ମିତି ଅସୁବିଧା ଜଜନା ସରକାର କଣ ପାଁଇ ଆଣୁ ଛନ୍ତି ଏବଂ ଲୋକଙ୍କୁ ଗଣ୍ଡ ଗୋଳିଆ ଅଶାନ୍ତି କରାଉଛନ୍ତି ପ୍ରଭାତୀ ଅପା ବୁଝନ୍ତୁ
@deepakart2403
@deepakart2403 Ай бұрын
କଷ୍ଟମର କେତେ ଘଣ୍ଟା ଅପେକ୍ଷା କରିବେ???କୁହନ୍ତୁ
@ajitjena6471
@ajitjena6471 Ай бұрын
Very good 👍👍👍👍👍👍👍
@JaveadShaik
@JaveadShaik Ай бұрын
God job
@balashish-wc9id
@balashish-wc9id Ай бұрын
କାଳିଆ ଯୋଜନାରେ ସେମିତି ହେଉନ ଥିଲି ସମସ୍ତେ apply କରି ପାରୁଥିଲେ । ଏଇଟା କ‌ଉ ବାଳ ଯୋଜନା କରିଛନ୍ତି ଖାଲି ଜନ ସେବା କେନ୍ଦ୍ରରେ apply ହବ
@starmohapatra
@starmohapatra Ай бұрын
ଏଥିପାଇଁ ସରକାର ହିଁ ବେଶୀ ଦାୟୀ।
@himansudash9149
@himansudash9149 Ай бұрын
ମାଗିଆ ମାଗଣା ଖିଆ ଵେଧ ଛୁଆ କୁ ମଦ ପିଇ ବାକୁ ଦରକାର।ମା କୁ ୫୦୦୦ ପାଇଁ ଏ ମାଗିଆ ବିକି ଦିଅନ୍ତୁ।
@2duRusikaofficel
@2duRusikaofficel Ай бұрын
ଅଧିକ ପଇସା ନେଉଛ
@manoranjanmishra-wz4xv
@manoranjanmishra-wz4xv Ай бұрын
Tike Kam Haichi........Be Care full for next time.
@Keyboardwarriors0789
@Keyboardwarriors0789 Ай бұрын
ତାମିଲ ଭୁତ କୁ ଗୁଣିଆ ଡକେଇ ଶୀଘ୍ର ବୋତଲ ଭିତରେ ପୁରାଅ !!!
@prasantapattanaik862
@prasantapattanaik862 Ай бұрын
ସରକାର କୋଉ ସେଣ୍ଟର ରେ କେତେ କୋଉ ଅଂଚଳର ହେବ ତାହା କହନ୍ତୁ।
@ACTORMRRK07
@ACTORMRRK07 Ай бұрын
ଠିକ୍ ହେଇଛି ଏମିତି ହେବା ଦରକାର୍ କାହିଁ ନ ଆପଣ ଜାଣି ନାହାନ୍ତି କି ପୁରା ଗୋଟେ ଗୋଟେ ଦିନ ଲାଗିଯାଇଛି ଆଉ ଭୋକ ଉପଢାରେ line re Thia ହେଲା ପରେ ବି ଠିକ୍ ହୋଇପାରୁନି
@ROHITKHUNTIA-od4xb
@ROHITKHUNTIA-od4xb Ай бұрын
Bhala hela re bhai
@tapankhuntia3602
@tapankhuntia3602 Ай бұрын
ଆରେ ମୂର୍ଖ ସେବା କେନ୍ଦ୍ର ମାଲିକ ଯଦି ମାଡ଼ ଟା ତୋ ଉପରେ ପଡିଥାନ୍ତା ଭଲ ହେଇଈ ଥାନ୍ତା କାରଣ ତୋର staff କୁ ସୁରକ୍ଷା ଦେଈ ପାରୁନି ଓ ଉଚିତ କାଯ୍ୟନୁଷ୍ଠାନ ନ ନେଇ ଦୋଷୀ ଦଣ୍ଡ ଦେଇ ପାରୁନି l ତା ଠାରେ କାମ ନ କରିବା ଉଚିତ l
@baishnabcharansahoo9119
@baishnabcharansahoo9119 Ай бұрын
ଓଡ଼ିଶା ସରକାର ଙ୍କୁ କର ଗୁହାର।ଦିଅ ଆମ ମାନଙ୍କୁ କେବଳ ମୁକ୍ତ ଶିକ୍ଷା,ମୁକ୍ତ ସ୍ବାସ୍ଥ୍ୟ ଏବଂ ରୋଜଗାର।ଏହା ସବୁ ଗଢ଼ିବ ଆମ ମାନଙ୍କ ସୁନା ସଂସାର।ବାକି ସବୁ ଯୋଜନା ଗୁଡ଼ିକ ଦୟା କରି ବନ୍ଦ କର ହେ ଓଡ଼ିଶା ସରକାର।
@feelmymusic9903
@feelmymusic9903 Ай бұрын
Gov bhul systematic pai aji a sabu gangala houchi😮
@pitabashkanhar6182
@pitabashkanhar6182 Ай бұрын
ସରକାର କୁ ମାଡ଼ ଦେବା କଥା
@satyaranjan952
@satyaranjan952 Ай бұрын
ଆଇନ କୁ ହାତକୁ ନିଅନ୍ତୁନି। Se Loko against re step nia jau....
@KhadusuddinAIback-jp4ym
@KhadusuddinAIback-jp4ym Ай бұрын
ଆଇନ ହାତକୁ ନିଅନ୍ତୁନି ଏହି କଥା ଓକିଲ ଙ୍କ ଚାଲ। ଫଳରେ କେସ ଲଢ଼ି ମାଲlମାଲ ହେବେ। କେବେ natural justice ମିଳିବା ଜରୁରୀ।
@ashokbehera-nw9mb
@ashokbehera-nw9mb Ай бұрын
ମାଡ ଖାଇବା ଉଚିତ ଫେକ ଓଟିଭି ଦେଇ ପଇସାଲୁଟୁଛତି
@SidhantaPradhan-i8r
@SidhantaPradhan-i8r Ай бұрын
Bhala heichhi...
@pabitrabulu
@pabitrabulu Ай бұрын
Why is this not public portal ?
@prasantapattanaik862
@prasantapattanaik862 Ай бұрын
ଏଥିପାଇଁ ସମ୍ପୁର୍ଣ୍ଣ ରୁପେ ସରକାର ଦାୟୀ।
@odiatokabiplab
@odiatokabiplab Ай бұрын
Please kanka news show my complen subhadra yojana ra site Dina Sara open heu nahi loke kemiti from verify karibe
7PM Bulletin || 3rd November 2024 || Kanak News
27:04
Kanak News
Рет қаралды 28 М.
Миллионер | 2 - серия
16:04
Million Show
Рет қаралды 1,9 МЛН
🕊️Valera🕊️
00:34
DO$HIK
Рет қаралды 19 МЛН
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 116 МЛН
Миллионер | 2 - серия
16:04
Million Show
Рет қаралды 1,9 МЛН