ବଲାଙ୍ଗିର ବନ୍ଦନା/Balangir Bandana/ ରଚନା - ଶେଷଦେବ ପଣ୍ଡା, କଣ୍ଠ -ଆଲୋକ କୁମାର ପଣ୍ଡା /VOICE OF ALOK

  Рет қаралды 6,110

VOICE OF ALOK

VOICE OF ALOK

Күн бұрын

Пікірлер: 92
@shesadevpanda5569
@shesadevpanda5569 Жыл бұрын
ବଲାଙ୍ଗିର ବନ୍ଦନା ଲେଖି ଯେଉଁ ଧରଣର ଆତ୍ମତୃପ୍ତି ମିଳିଛି,ତାହା ଅନ୍ୟ ଲେଖାରୁ ମିଳି ପାରି ନ ଥିଲା । ସତରେ ଜନ୍ମମାଟିର ମୋହ ମମତା ଅତୁଳନୀୟ । ଆଉ ସେଥିରେ ପୁଅର ଅମୃତ କଣ୍ଠର ଝଲକ ଦେଖି ଆତ୍ମହରା ହୋଇଗଲି । ଜୟ ବଲାଙ୍ଗିର🙏🙏
@VOICEOFALOK
@VOICEOFALOK Жыл бұрын
🙏🙏🙏
@sriganeshcreation7506
@sriganeshcreation7506 Жыл бұрын
ବହୁତ ସୁନ୍ଦର ସାର୍, ଏତେ ସୁନ୍ଦର ଶବ୍ଦ ସଂଯୋଜନା କେନ୍ ପ୍ରକାରେ ପ୍ରଶଂସା କରମି ଯେ ମୁଇଁ ଭାବି ନି ପାରବାର, ଉପେନ୍ଦ୍ର ଭଞ୍ଜ ଙ୍କର ଲେଖା ହେନ୍ତା ଲାଗୁଛେ, ଆପଣକର ପାଦେ କୋଟି ଜୁହାର ସାର, ଆମର ବଲାଙ୍ଗିର ମାଟି ଆପଣକର ଲାଗି ଭି ଧନ୍ୟ ଆଏ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@VOICEOFALOK
@VOICEOFALOK Жыл бұрын
@@sriganeshcreation7506 bahut bahut dhanyabad sir
@sanjuktaparichha8991
@sanjuktaparichha8991 3 ай бұрын
ଯେମିତି ସୁନ୍ଦର ବର୍ଣନା ଶୈଳୀ ସେପରି ମଧୁର କଣ୍ଠ ସ୍ୱର । ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।
@chittaranjanbiswal9188
@chittaranjanbiswal9188 Жыл бұрын
ଧନ୍ୟ ରଚୟିତା ବନ୍ଧୁ ତୁମେ ବଲାଙ୍ଗିର ସିନ୍ଧୁ ସିନ୍ଧୁ ରୁ ସ୍ୱର୍ଣୀମ ବିନ୍ଦୁ ଝରାଇ ଦେଲ କେତେମହାମନା ଗାଥା ତାସାଥେ କୀର୍ତ୍ତି ସରିତା ଜନତାଙ୍କ ଜ।ଗରଣେ ସୂଚିତ କଲ ପଠନେ ଶ୍ରବଣେ ସ୍ପର୍ଦ୍ଧିତ ତୁମ୍ଭ ଲେଖନୀର ଧାର କରେ ଗର୍ବିତ। ସେ ପାଇଁ ତୁମ ଲେଖାକୁ କରେ ସେଲୁଟ।❤
@VOICEOFALOK
@VOICEOFALOK Жыл бұрын
ଅଶେଷ ଧନ୍ୟବାଦ୍ ଆଜ୍ଞା, ବାପାଙ୍କୁ ଜଣେଇଦେବି🙏
@sadanandachhatria7307
@sadanandachhatria7307 12 күн бұрын
Jay Balangir
@susamabehera257
@susamabehera257 6 ай бұрын
Sruti madhura swara god bless you 🎉
@susamabehera257
@susamabehera257 6 ай бұрын
ସୁନ୍ଦର ପଦ ବିନ୍ୟାସ ରଚୟିତା ଙ୍କୁ ଶତସତ ପ୍ରଣାମ ,ସୁନ୍ଦର ଗାୟନ ଶୈଳୀ ବହୁତ୍ ଧନ୍ୟ ବାଦ୍ ଜଣାଉଛି 🎉
@VOICEOFALOK
@VOICEOFALOK 6 ай бұрын
🙏
@premdharua-ru1rp
@premdharua-ru1rp 6 ай бұрын
Beautiful dada main blowing
@rasikapadhan
@rasikapadhan 8 күн бұрын
Jay Balainger
@devmanhira5581
@devmanhira5581 Жыл бұрын
JAY BALANGIR 🙏🙏🙏
@VOICEOFALOK
@VOICEOFALOK Жыл бұрын
Jay balangir 🙏
@chittaranjanbiswal9188
@chittaranjanbiswal9188 Жыл бұрын
ଜୟ ବଲାଙ୍ଗିର
@VOICEOFALOK
@VOICEOFALOK Жыл бұрын
Jay jay
@mohanmajhi5362
@mohanmajhi5362 Жыл бұрын
Bahut sundar voice au bahut sundar lekha ❤ ❤❤❤
@VOICEOFALOK
@VOICEOFALOK Жыл бұрын
Thank you 🙏
@gadadharkar3527
@gadadharkar3527 Жыл бұрын
ବଲାଙ୍ଗୀର ବନ୍ଦନା ଟି ଭଲ ଲାଗିଲା, ବନ୍ଦନା ଚୋଖି ଵୃତ୍ତରେ ଲେଖା ଯାଇଛି ,ଠିକ୍ ଏହି ଵୃତ୍ତକୁ କୋଶଳୀ ଭାଷା ରେ ଲେଖା ଯାଇଥିଲେ ଏହାର ଆଧିକ୍ୟ ଉତ୍ତରୋତ୍ତର ବୃଦ୍ଧି ହୋଇଥାନ୍ତା । ଧନ୍ୟବାଦ୍ ।
@SoumyaBehera-r7z
@SoumyaBehera-r7z 6 ай бұрын
KBK, Bandana lekhibaku anurodh.
@odiabhajanrks4366
@odiabhajanrks4366 Жыл бұрын
Bahut sundar rachana manaku chhuin gala
@VOICEOFALOK
@VOICEOFALOK Жыл бұрын
Thank u sir
@madhuripanda3167
@madhuripanda3167 Жыл бұрын
Ohhhh bahut sundar lekha b au gayaki b garba laguchhe ame balangiria boli
@VOICEOFALOK
@VOICEOFALOK Жыл бұрын
🙏 dhanyabad madam
@pabitramishra9857
@pabitramishra9857 Жыл бұрын
Khub sundar.
@VOICEOFALOK
@VOICEOFALOK Жыл бұрын
🙏
@maalaxmistickerpoint4697
@maalaxmistickerpoint4697 Жыл бұрын
bahut sundar
@VOICEOFALOK
@VOICEOFALOK Жыл бұрын
🙏thank you
@kalpanamohapatra7595
@kalpanamohapatra7595 Жыл бұрын
Ati sundar kabita 👌👌👌
@VOICEOFALOK
@VOICEOFALOK Жыл бұрын
TQ ma'am 🙏
@bijayinijhankar3420
@bijayinijhankar3420 Жыл бұрын
Aha bahut sundara rachana o gayan.hrudayaku Shanti miligala suniki👌👌🙏🙏
@VOICEOFALOK
@VOICEOFALOK Жыл бұрын
Thank u aunty🙏
@basudevkisan9997
@basudevkisan9997 Жыл бұрын
"ବଲାଙ୍ଗିର ବନ୍ଦନା" ଶୁଣିବା ପରେ ମନ୍ତବ୍ୟ ଟେ ନ ଦେଇ ରହି ହେଲାନି। ଗୀତିକାର ଙ୍କ ଉଚ୍ଚକୋଟିର ଲେଖନୀ ଏବଂ ଗାୟକଙ୍କ ସ୍ୱର ର କୁହୁକତା ଗୀତ ର ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି। ଏ ଗୀତ ମାଧ୍ୟମରେ ସମ୍ପୂର୍ଣ୍ଣ ବଲାଙ୍ଗିର ଦର୍ଶନ ଅଭିଳାଷ ପୂର୍ଣ୍ଣ ହେଲା ।
@VOICEOFALOK
@VOICEOFALOK Жыл бұрын
ଅଶେଷ ଧନ୍ୟବାଦ୍ ଆଜ୍ଞା
@chuleswarmeher8028
@chuleswarmeher8028 Жыл бұрын
ଧନ୍ୟ କବି ଙ୍କ ରଚନା ବଲାଙ୍ଗୀର ର ବନ୍ଦନା ଶ୍ରୁତି ମାତ୍ରେ ମନ କିଣା ଚୋଖି ରାଗ ରେ, ଅନେକ ଅଜଣା କଥା ବଲାଙ୍ଗୀର ବୀର ଗାଥା ଶୁଣିଲେ ଉଠଇ ମଥା ମୋର ଗର୍ବ ରେ l ଭାବନା ରୁ ହେଉଛି ଜାଣି କୋଶଲ ସାହିତ୍ୟେ ଏକ ଅମୁଲ୍ୟ ମଣି ll ଏ କବିତା ଏକ ଅମୁଲ୍ୟ ମଣି ହେବ ନିଶ୍ଚୟେ ଆମ ସାହିତ୍ୟ ଖଣି ର
@VOICEOFALOK
@VOICEOFALOK Жыл бұрын
ଅଶେଷ ଧନ୍ୟବାଦ୍ ଆଜ୍ଞା 🙏
@debasishtripathy7133
@debasishtripathy7133 Жыл бұрын
ଶ୍ରଦ୍ଧେୟ ସାରସ୍ଵତ ସାଧକ। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟକାଶର ନବ ମାର୍ତ୍ତଣ୍ଡ ସମ ଆପଣଙ୍କ ଅଭାରେ ସାରା ଓଡିଶା ଯାଜୁଲ୍ୟମାନ ହେଉ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା
@VOICEOFALOK
@VOICEOFALOK Жыл бұрын
🙏ଅଶେଷ ଧନ୍ୟବାଦ୍ ଆଜ୍ଞା
@ashishkumarbishi7769
@ashishkumarbishi7769 Жыл бұрын
Nice performance sir
@VOICEOFALOK
@VOICEOFALOK Жыл бұрын
TQ sir
@koshlijharan1748
@koshlijharan1748 Жыл бұрын
ବହୁତ୍ ବହୁତ୍ ସୁନ୍ଦର୍ ରଚନା ଏବଂ କଣ୍ଠ,, ବଢିଆ ଲାଗିଲା
@VOICEOFALOK
@VOICEOFALOK Жыл бұрын
Thank u ଭାଇ
@JituramSahu07
@JituramSahu07 Жыл бұрын
Jay koshal, jai balangir... Bahut sundar lekha sahita , apankar kantha daana....
@VOICEOFALOK
@VOICEOFALOK Жыл бұрын
Thank u bhai
@radheshyampadhan9120
@radheshyampadhan9120 Жыл бұрын
Very nice, heart touching, may god bless you both
@VOICEOFALOK
@VOICEOFALOK Жыл бұрын
Thank you sir
@sukadevsahu2795
@sukadevsahu2795 Жыл бұрын
ଅତି ସୁନ୍ଦର ରଚନା ଆଜ୍ଞା,,🙏
@VOICEOFALOK
@VOICEOFALOK Жыл бұрын
🙏
@sradhanjalidash8135
@sradhanjalidash8135 Жыл бұрын
Bht sundar babu 👌👌 Mamu 🙏🙏
@VOICEOFALOK
@VOICEOFALOK Жыл бұрын
Thank you nani🙏
@anshumanthakur4471
@anshumanthakur4471 Жыл бұрын
ଜୟ ମା ସମଲେଇ🙏 ଗାୟକ ଓ ଲେଖକ ଙ୍କୁ ମୋ କୋଟି ନମସ୍କାର 🙏 ବହୁତ୍ ସୁନ୍ଦର୍ ଆଲୋକ ସାର୍ ଓ ପଣ୍ଡା ସାର 🙏
@VOICEOFALOK
@VOICEOFALOK Жыл бұрын
Thank u sir🙏
@kainchamedia5628
@kainchamedia5628 Жыл бұрын
ବହୁତ୍ ବଢିଆ ଲାଗିଲା 🙏
@VOICEOFALOK
@VOICEOFALOK Жыл бұрын
🙏thank u sir
@gayatrisaraf8931
@gayatrisaraf8931 Жыл бұрын
ଆଜ୍ଞା ମୁଁ ଗାୟତ୍ରୀ ସର।ଫ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। ଆପଣଙ୍କ ମାଟି ପ୍ରୀତି ପ୍ରଶଂସନୀୟ। ଗାୟକ ଙ୍କୁ ବି ଧନ୍ୟବାଦ। ଆମ ମାଟିର ଜୟ ହେଉ
@VOICEOFALOK
@VOICEOFALOK Жыл бұрын
🙏 ଧନ୍ୟବାଦ୍ ପୂଜନୀୟା ମାମ୍
@shesadevpanda5569
@shesadevpanda5569 Жыл бұрын
ପୂଜନୀୟା ଗାୟତ୍ରୀ ଅପା ! ଆପଣ ଏ ପାଟଣାଗଡ ବଲାଙ୍ଗିର ପାଇଁ ଅଭୁଲା ସାରସ୍ବତ ଗୌରବ ଆଣି ଦେଇଛନ୍ତି । କୃତଜ୍ଞତାର ଭକ୍ତି ଅର୍ଘ୍ୟ ଦେବାର ବେଳା ଏ ଉପନୀତ🙏🙏
@bidyadharnaik7569
@bidyadharnaik7569 Жыл бұрын
ବହୁତ ସୁନ୍ଦର ଆଜ୍ଞା ଆମର କୋଶଲ ମାଟିର କଥା
@VOICEOFALOK
@VOICEOFALOK Жыл бұрын
🙏 ଧନ୍ୟବାଦ୍ ଆଜ୍ଞା
@dharmarajsahu3850
@dharmarajsahu3850 Жыл бұрын
ବହୁତ୍ ବଢିଆ ଗାଇଛନ୍ତି ଗୁରୁଜୀ.mind blowing... jay bolangair.
@VOICEOFALOK
@VOICEOFALOK Жыл бұрын
ଧନ୍ୟବାଦ ଭାଇ
@seemapanda4999
@seemapanda4999 Жыл бұрын
Bahut sundar lekha heichhe o bahut sundar gaichhu babu
@VOICEOFALOK
@VOICEOFALOK Жыл бұрын
Thank u Nani🙏
@kitchensinger8536
@kitchensinger8536 Жыл бұрын
ଆପଣଙ୍କ ପ୍ରତ୍ୟେକ ଲେଖା ,ଶ୍ରୋତା ର ମନ ରେ ଏକ ଆନନ୍ଦମୟ ପରିବେଶ ସ୍ରୁଷ୍ଟି କରିଥାଏ🙏🙏
@VOICEOFALOK
@VOICEOFALOK Жыл бұрын
🙏
@kitchensinger8536
@kitchensinger8536 Жыл бұрын
ଆଲୋକ ବାବୁର ପରି ପୁଅ ପ୍ରତ୍ଯେକ ବାପା ଙ୍କ ଭାଗ୍ଯ ରେ ,ମିଳୁ,ଏତିକି ପ୍ରାର୍ଥନା ,ଚକାଡୋଳା ଠାରୋ🙏🙏
@VOICEOFALOK
@VOICEOFALOK Жыл бұрын
ଜୀବନ ସାର୍ଥକ ହେଲା 🙏 ଧନ୍ୟବାଦ୍ ମାମ
@santoshsahu7987
@santoshsahu7987 Жыл бұрын
High quality writing.Many many thanks 🙏🙏 to composer and singer.
@VOICEOFALOK
@VOICEOFALOK Жыл бұрын
🙏
@a4alok300
@a4alok300 Жыл бұрын
ଜୟ ବଲାଙ୍ଗିର ❤️
@ramakantanaik3298
@ramakantanaik3298 Жыл бұрын
ବହୁତ ଭଲ ଲାଗିଲା l
@VOICEOFALOK
@VOICEOFALOK Жыл бұрын
Thank u sir 🙏
@digalmahananda9928
@digalmahananda9928 Жыл бұрын
Jay Balangir , Thanks u so much sir for your valuable song and sweet voice. Really, it's heart touching .
@VOICEOFALOK
@VOICEOFALOK Жыл бұрын
Many many thanks sir🙏
@Bikrantpanda
@Bikrantpanda Жыл бұрын
Beautiful.
@VOICEOFALOK
@VOICEOFALOK Жыл бұрын
Thank you sir
@sanurath_art_culture
@sanurath_art_culture Жыл бұрын
ଅତି ସୁନ୍ଦର
@sanurath_art_culture
@sanurath_art_culture Жыл бұрын
ସବୁ ଜିଲ୍ଲା ପାଇଁ ଏମିତି ଗୋଟିଏ ଗୋଟିଏ ଗୀତ ହେବା ଦରକାର
@VOICEOFALOK
@VOICEOFALOK Жыл бұрын
ଧନ୍ୟବାଦ୍ ଆଜ୍ଞା🙏
@EDUCATIONALCONTENT2005
@EDUCATIONALCONTENT2005 Жыл бұрын
I am also a student of shesadev sir. He is a brilliant , awesome, fantastic,fabulous and outstanding teacher. This song deserve more views.
@VOICEOFALOK
@VOICEOFALOK Жыл бұрын
Thank you sir
@lipshasahu4185
@lipshasahu4185 Жыл бұрын
କବି ଓ ଗାୟକଙ୍କୁ ମୋର ପ୍ରଣାମ ଏତେ ସୁନ୍ଦର ଲେଖା ପାଇଁ ସତରେ ବହୁତ ଭଲ ହେଇଛି.... ମୋ ମନ ଆନନ୍ଦିତ ହୋଇଗଲା ... ମୁଁ ବି ଏମିତି କବିତା ଲେଖାଲେଖି କରେ ...
@VOICEOFALOK
@VOICEOFALOK Жыл бұрын
ଅଶେଷ ଧନ୍ୟବାଦ୍ ମାମ🙏
@ajayatripathy7863
@ajayatripathy7863 Жыл бұрын
Hlo sir mu sab old books 1982-1999 batch ra school books collection rakhibaku chahuchi kemiti sambha ba heba tike rasta dekheibe .dhanyabad.
@VOICEOFALOK
@VOICEOFALOK Жыл бұрын
Books ta milibani au sir , u can save pdf only sir .
@ajayatripathy7863
@ajayatripathy7863 Жыл бұрын
@@VOICEOFALOK sir pdf kouthu paibi pls
@ajayatripathy7863
@ajayatripathy7863 Жыл бұрын
Sir asla re mora history au mo mummy nka history books shaha jadita achhi .ta smruti pai situ rakhibaku ichha .Anya books milijiba but school books asubidha hauchi.asa karuchi apnanka thu kichhi sahajya miliba ae books collect kariba pai
@ajayatripathy7863
@ajayatripathy7863 Жыл бұрын
Sir kichhi kahileni
@VOICEOFALOK
@VOICEOFALOK Жыл бұрын
@@ajayatripathy7863 facebook.com/alokkumar.panda.906?mibextid=ZbWKwL Msg me in fb sir, I will definitely help u
@subalthakur246
@subalthakur246 3 ай бұрын
ବହୁତ ସୁନ୍ଦର
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
HOW TO WRITE A POEM  / Tips for Poem Writing
6:11
PRAGATI EDUCATION
Рет қаралды 38 М.
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН