ଜୀବନ ରହସ୍ୟ || Time Management Money Management || ପ୍ରବକ୍ତା-ସତ୍ୟାନନ୍ଦ ଦାସ

  Рет қаралды 24,021

WC Bhakti

WC Bhakti

Күн бұрын

ଜୀବନ ରହସ୍ୟ || Time Management Money Management || ପ୍ରବକ୍ତା-ସତ୍ୟାନନ୍ଦ ଦାସ
ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ
✽ Prabakta- Satyananda Das
✽ Arranger - SHREE SHREE UTTARESWARA MAHADEV , PODARUAA , BALIKUDA , JAGATSINGHPUR
✽ Concept , Screen Play - Manas
✽ Dop - Abhaya , Prasanjit
✽ Edited By: WC BHAKTI
other social links
Instagram - / wcbhakti
Facebook - / wcbhakti
KZbin - / @wcbhakti
#ସତ୍ୟାନନ୍ଦଦାସ #ଶ୍ରୀମଦ୍ଭାଗବତପାରାୟଣ #ପ୍ରବଚନ #ଜୀବନରହସ୍ୟ
#TimeManagement #MoneyManagement

Пікірлер: 24
@puspalatanayak3246
@puspalatanayak3246 Жыл бұрын
🙏🌹🙏
@linaranisahoo4173
@linaranisahoo4173 2 жыл бұрын
Jay Jagannath
@narendrapanigrahi5042
@narendrapanigrahi5042 Ай бұрын
Pranam baba 🙏🙏🙏
@biswajitdalai2021
@biswajitdalai2021 2 жыл бұрын
Jaya Jagannath
@Jay-rz2cg
@Jay-rz2cg 2 жыл бұрын
Jay jagannath
@nyayabratamohapatra2113
@nyayabratamohapatra2113 2 жыл бұрын
Jay Jagannath 🙏
@pabitraojha4397
@pabitraojha4397 Жыл бұрын
Jay Jagannath Swami Nayan patha gami vava tume 🌾💐🙏🙏
@deepkbiswal9907
@deepkbiswal9907 10 ай бұрын
Hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare
@linaranisahoo4173
@linaranisahoo4173 2 жыл бұрын
Baba nka prabanchana bhala lage. amiti ahuri video chhadi baku anurodh
@sumitamahapatra9251
@sumitamahapatra9251 2 жыл бұрын
ଜୟ ଜଗନ୍ନାଥ ଅତି ସୁନ୍ଦର🙏🙏🙏
@suchitradhal5736
@suchitradhal5736 2 жыл бұрын
Jay jagannath swami nayan patha gami bhaba tume🙏🙏🙏🙏🙏 🌼🌼🌼🌼🌼🌼🌼🌷🌷🌷🌷🌷🌷
@puspanjalipatra2357
@puspanjalipatra2357 2 жыл бұрын
ଜୟ ଜଗନ୍ନାଥ 🙏
@balarampanigrahy9775
@balarampanigrahy9775 2 жыл бұрын
Nice program of my gurudev🙏🙏🙏
@sbsuppliers7201
@sbsuppliers7201 2 жыл бұрын
ଆଜ୍ଞା ଟିକେ ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ. ଆମ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପଡ଼ିବ
@samirsethi3803
@samirsethi3803 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍
@abhayamallick4672
@abhayamallick4672 2 жыл бұрын
Jay Jagantha 🙏🙏
@usharanibhanja8190
@usharanibhanja8190 2 жыл бұрын
U.R Bhanja Jay Guru, Jay Jagannath, Baba S.N Maharaja ଆପଣ ହରି ପ୍ରେମରେ ପାଗଳ ହୋଇ ସଂସାର କରିବାକୁ ଭୁଲିଗଲେ । ମାତ୍ର ଯେଉଁ ଦୁଇ ଜଣ ଆପଣଙ୍କୁ ଗାଁରୁ ନେଇ ସୁଦୂର ବାଣୀବିହାର ଯାଏଁ ପହଞ୍ଚାଇଲେ ସେମାନଙ୍କୁ ଭୁଲି ଯିବେ ନାହିଁ ତ ?
@jayaramsahoo3648
@jayaramsahoo3648 2 жыл бұрын
ଗୁରୁଜୀ ପ୍ରଣାମ ଆପଣଙ୍କ ଠିକଣା ଟିକେ ମିଳିବ କି
@birendrasenapati724
@birendrasenapati724 2 жыл бұрын
Jay sri Krishna Jay jagnath
@abhimanyusahu9496
@abhimanyusahu9496 2 жыл бұрын
ଜୟ ଶ୍ରୀକୃଷ୍ଣ 🙏🙏🙏
@adarshmohantycreation
@adarshmohantycreation 2 жыл бұрын
Jay Jagannath
@chirantandash5171
@chirantandash5171 2 жыл бұрын
Jay Jagannath
@narendradas3453
@narendradas3453 2 жыл бұрын
Jay Jagannath
ଶିବ ତତ୍ୱ ଏବଂ ଶିବଙ୍କର ମହିମା
37:17
Paramahansa Atmananda
Рет қаралды 1,8 М.
Kluster Duo #настольныеигры #boardgames #игры #games #настолки #настольные_игры
00:47
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 22 МЛН
Kluster Duo #настольныеигры #boardgames #игры #games #настолки #настольные_игры
00:47