Well-Trained Teachers Sell Dry Fish, Pan And Eateries To Show Demonstration In Bhubaneswar

  Рет қаралды 508,265

Kanak News

Kanak News

Күн бұрын

Пікірлер: 542
@sansanspitaswain3965
@sansanspitaswain3965 Жыл бұрын
ସରକାର ବଦଳାଅ ନିୟମ ଆପେ ବଦଳିବ। ନହେଲେ ଦୁର୍ନୀତି ଏମିତି ଚାଲିଥିବ। ପଇସା ନାହିଁ ତ ଚାକିରି ନାହିଁ। ଆମ ମାନଙ୍କ ଭବିଷ୍ୟତ ଏହି ରାସ୍ତା କଡ଼ରେ।
@sumanacharya8685
@sumanacharya8685 Жыл бұрын
ସମ୍ପୂର୍ଣ ଠିକ୍ କଥା
@pabitranayak3445
@pabitranayak3445 Жыл бұрын
ତୁ କିଏ ବେ
@subha2301
@subha2301 Жыл бұрын
👍🏻
@SidharthMishra99
@SidharthMishra99 Ай бұрын
Sarkar badaligali, Still Corruption
@chandanjena4426
@chandanjena4426 Жыл бұрын
🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଯଥା ଶୀଘ୍ର ସମସ୍ତ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଅନ୍ତୁ
@technicianRajesh563
@technicianRajesh563 Жыл бұрын
ମାଓବାଦୀ ହୁଅ ଓ ଡରାଅ ପରେ ମୁଖ୍ୟ ସ୍ରୋତରେ ସାମିଲ ହୁଅ ଚାକିରି ପାଅ ଏହା ସଟକଟ୍ ପନ୍ଥା ।
@pratapnayakofficials
@pratapnayakofficials Жыл бұрын
ଭାଇ ମାଓବାଦୀଙ୍କ ସହ ଟିକେ ଯୋଗାଯୋଗ କରେଇ ଦିଅ । ଏତିକି ସାହାର୍ଯ୍ୟ କର । ଧନ୍ୟବାଦ୍
@nirakarasahu8622
@nirakarasahu8622 Жыл бұрын
Bhai thik kahicha ... Maobadi hi last option
@tapanpatra6884
@tapanpatra6884 Жыл бұрын
Simple solution.. 👌👌
@soumyaranjandas7728
@soumyaranjandas7728 Жыл бұрын
Vai mane daya kari chakiri pai sarkar upre varasa na kri kichi nua skill sikha au nija chakiri nije create kara dayakari dhruv rathee ra education exposed video ru kichi sikhantu
@Amapathagara01
@Amapathagara01 Жыл бұрын
ପେଟ ପୋଷ ନାହିଁ ଦୋଷ। କିନ୍ତୁ ରାଜ୍ୟର ଏମିତି ଅବସ୍ଥା ଦେଖି ଦୁଃଖ ଲାଗୁଚି
@mithileshdharua797
@mithileshdharua797 Жыл бұрын
ମାଓବାଦୀ ହୁଅ ଏବଂ ଅତ୍ମସମର୍ପଣ କର ଆଉ ଚାକିରି ପାଅ ଏହା ହେଉଛି ଅତ୍ୟନ୍ତ ଲାଭ ଦାୟକ ଉପାୟ ,
@rudrabagarti7420
@rudrabagarti7420 Жыл бұрын
ପଦ୍ମପୁର ରେ ତ କନକ ଆଉ ନନ୍ଦିଘୋଷ ଟିଭି ବହୁତ ପ୍ରଶଂସା ନେଉଥିଲେ କଣ ହେଲା ପୁଣି କଉଠି ବାଇ ଇଲେକ୍ସନ ହଉଛେ ଦେଖ ଆଉ ଓଡିଶା ସରକାର ର ଗୁଣଗାନ କର
@sunilnaik2633
@sunilnaik2633 Жыл бұрын
ବି ଜେ ଡି ହଟାଅ ଓଡିଶା ବଞ୍ଚାଅ ନହେଲେ ଏମିତି ଶୁଖୁଆ,ଦହିବରା ଧରି ବସିଥାଅ ।
@4nsh00m4n
@4nsh00m4n Жыл бұрын
True
@orasatk
@orasatk Жыл бұрын
Correct, BJP asile emananku Dharana re basibaku dia jiba nahi. Jabardasti dharana re Basile laathi mada deiki, jail re seedha UAPA lagajiba.
@abhisek918
@abhisek918 Жыл бұрын
Bring AAP to odisha
@abhisek918
@abhisek918 Жыл бұрын
@@orasatk bring AAP TO ODISHA
@orasatk
@orasatk Жыл бұрын
@@abhisek918 Hmm, AAP is a good option.
@ranjanmallik4227
@ranjanmallik4227 Жыл бұрын
No,1ସରକାର ଆଉ କିଛି ଦିନ ଅପେକ୍ଷା କର ଓଡିଶା ଭିକ ମାଗିବ ନବୀନ no,1କୋଉଥିରେ no,1ମୂର୍ଖ ନବୀନ ସରକାର ସରକାର ଚେଞ୍ଜ କର
@sunitasahoo3473
@sunitasahoo3473 Жыл бұрын
Bjp Asile pakoda bikiba tela .besena rate jaha kiae khaiba
@dharmarajpatsani3395
@dharmarajpatsani3395 Жыл бұрын
@@sunitasahoo3473 BJD ta tamaku bhasei dauchi😂 Odia loka sei BJP ra Gujarat re dadana khatuchanti😂 Au kichi dina pare Naveen Pattnaik tamaku bhi Surat re nei chadi asiba dadana khatibu😂
@alekhapradhan8052
@alekhapradhan8052 Жыл бұрын
Bjp.jitile.puri.edili.bikiba
@lipikajena37
@lipikajena37 Жыл бұрын
BJP hotao
@santoshjena5867
@santoshjena5867 Жыл бұрын
Mg aau kebe badaliba tame mane sei sarkar ku dhariki kalia balia nelia dhalia balhia jojana kara
@ashokkumarbaghar2436
@ashokkumarbaghar2436 Жыл бұрын
ଏ ସରକାର୍ ଥିବା ପଯ୍ୟନ୍ତ ଓଡ଼ିଶା ଏମିତି ହିଁ ରହିବ
@Syoutube325
@Syoutube325 Жыл бұрын
Right bhaii
@manoranjanclasses9355
@manoranjanclasses9355 Жыл бұрын
Tamaku Khali dau ame defence pila kn mareibu modhe
@UDAYA05
@UDAYA05 Жыл бұрын
@@manoranjanclasses9355 thik bhai
@anupworld7231
@anupworld7231 Жыл бұрын
Nai Naveen sir bhala .. bala sala baki sabu mp MLA gendha kamaku nai 😡
@manoranjanclasses9355
@manoranjanclasses9355 Жыл бұрын
@@anupworld7231 baas dala founder nku dosa deba bhul...
@bibhudatta9109
@bibhudatta9109 Жыл бұрын
Well Done Very good initiative Business is good Idea 😀😀
@linisamayeesabar6056
@linisamayeesabar6056 Жыл бұрын
😁😁😄😃😃😃
@santoshbehera6464
@santoshbehera6464 Жыл бұрын
Bahut badiya ee kama aagaru karibar thila 😂😂😂
@dinabandhubariha2414
@dinabandhubariha2414 Жыл бұрын
You are right sir ji 🙏👍
@generaliquest4397
@generaliquest4397 Жыл бұрын
ଦୁଃଖ ଲାଗୁଛି ଆମ ଶିକ୍ଷକ ଙ୍କ ଅବସ୍ଥା ଦେଖି
@Sanjaysir0D
@Sanjaysir0D Жыл бұрын
ବିଶ୍ଵାସ୍ତରୀୟ ହେବନି ଭାଇ ଉପଯୁକ୍ତ ପିଲା ଚାକିରୀ ପାଇଲେ ଗରିବ ପିଲା ପାଠ ପଢି ମଣିଷ ହେବେ
@pkmodia
@pkmodia Жыл бұрын
ଠିକ୍ 🙏
@ibc9950
@ibc9950 Жыл бұрын
ଭାଇ ଚାକିରି ପାଇଲେ ପାଠ ପଢେଇ ହେବ ନୋ ହେଲେ କଣ ହେବନି ଯେବେ ଓଡ଼ିଶା ରେ ସରକାରୀ ଚାକିରି ଉଠିଯିବ ତେବେ ଲୋକ ବେରୋଜଗର ରୋହିବେ ନାହି😭
@sujisuji4718
@sujisuji4718 Жыл бұрын
I'm very proud to see this
@pradyumnakumar3949
@pradyumnakumar3949 Жыл бұрын
🤣 your name suji halwa
@sujitpatel3526
@sujitpatel3526 Жыл бұрын
ଭାଇ ଓ ଭଉଣୀ ମାନଙ୍କୁ ମୋର ପ୍ରଣାମ ଆପଣମାନେ ଭଲ ଭାବରେ ବ୍ୟବସାୟ ମଧ୍ୟ କରିପାରିବେ
@prahalladsahoo.3467
@prahalladsahoo.3467 Жыл бұрын
Thanks bhai
@meghanrout4845
@meghanrout4845 Жыл бұрын
This is good job
@Bishnify
@Bishnify Жыл бұрын
ସରକାର ବଦଳିବା ଦରକାର ନହେଲେ ଏମିତି ଆମ ରାଜ୍ୟ ପଛୁଆ ହୋଇ ରହିଥିବ ।
@sudhirlakra3645
@sudhirlakra3645 Жыл бұрын
Sarkar pochoua hoi nahi amo odisha basi 1000 nei K vote debr re hi pochua
@alekhakandi1517
@alekhakandi1517 Жыл бұрын
ଆପଣ ଜାଣିନାହନ୍ତି କି ପ୍ରତି ନିର୍ବାଚନ ପୂର୍ବରୁ ଆମ ସରକାରଙ୍କ ଜନସାଧାରଣ ଙ୍କୁ ଲୋଭ ପ୍ରବଳ କିନ୍ତୁ ନିର୍ବାଚନ ପରେ କାମ ଦୁର୍ବଳ ।
@WellwisherShiva
@WellwisherShiva Жыл бұрын
ଅବଶ୍ୟ certificate ର କୌଣସି value ନାହିଁ ସୁନ୍ଦର-ଜୀବନର କ୍ଷେତ୍ରରେ.. କିନ୍ତୁ ତଥାପି ବି ଦୟାକରି କେହି ନିଜ certificates ଚିରନ୍ତୁନି🙏🙂 କାରଣ, ସେହି certificate ଆଧାରରେ କେହି ନା କେହି ଆପଣଙ୍କୁ judge କରି ହୁଏତ କାମ ଦେଇପାରନ୍ତି --ସମ୍ଭାବନା ତ ଅଛି 🙃
@amarbalangir4515
@amarbalangir4515 Жыл бұрын
Na. Nije atma nirbhara heba better. Nahele odisha baharaku jaiki pvt company re job kale bhala growth achhi
@saratdas4286
@saratdas4286 Жыл бұрын
90% candidate ru 70% ବେକାର କାହିକିଁ ନା ବିଜେଡ଼ି ସରକାର ଯୁଗୁଁ
@srabanipanda5552
@srabanipanda5552 Жыл бұрын
ଆପଣ ମାନଙ୍କ ସମସ୍ୟା ର ସମାଧାନ ପାଇଁ କହୁଛନ୍ତି ଠିକ୍ ଅଛି କିନ୍ତୁ ସେ ଭଉଣୀ କହିଲେ ଯେ ପଢିଛୁ ଚାକିରି ଆଉ ରୋଜଗାର ପାଇଁ ଶିକ୍ଷା ର ଅର୍ଥ ଞାନ ଶିକ୍ଷା ର ମାଧ୍ଯମ ରୋଜଗାର କି?
@surykantbehera5042
@surykantbehera5042 Жыл бұрын
ଶିକ୍ଷା ର ଅର୍ଥ ବର୍ତ୍ତମାନ ପରିପ୍ରେକ୍ଷୀରେ ଚାକିରୀ ନୁହଁ ତେବେ ଚାକିରୀ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ର ମାପ ଦଣ୍ଡ କଣ ପାଇଁ ନିର୍ଦ୍ଧାରଣ କରାଯାଇଛି
@srabanipanda5552
@srabanipanda5552 Жыл бұрын
ସରକାରଙ୍କ ନିୟମ ଅନୁଯାୟୀ ଚାକିରୀ ପାଇଁ ଆବଶ୍ୟକ ଯୋଗ୍ୟତା ଦରକାର। କିନ୍ତୁ ରୋଜଗାର ପାଇଁ ଶିକ୍ଷା ଆବଶ୍ୟକ କି?
@padmabatimohanta252
@padmabatimohanta252 Жыл бұрын
Satya jugare loka mane sastra puran padhiba pain gyana ahorana karithile but ajira duniare samaste income pain hin patha padhuchhanti
@srabanipanda5552
@srabanipanda5552 Жыл бұрын
@@padmabatimohanta252 VEDIC SOCIETY BELONGS TO WHICH ERA DEAR? 1500BC TO 600BC
@padmabatimohanta252
@padmabatimohanta252 Жыл бұрын
Dear tume gyaana ku tike mo sahita share Kara mun bahut depration re achhi kemiti kn karibi
@priyaranjanchoudhury5887
@priyaranjanchoudhury5887 Жыл бұрын
Right
@kwillrise1283
@kwillrise1283 Жыл бұрын
Government should take a action against government teacher those have bad intention for government student, so all the teachers should be appointed as temporary post,those who give their best and really do good work then he or she will be permanent,i think it will be helpful for government school and also students and also for teachers as well as government
@rajshreeswain638
@rajshreeswain638 Жыл бұрын
Plz appoint special education for every general school
@sahadebkalata1721
@sahadebkalata1721 Жыл бұрын
Appointment special educator recruitment for every general school
@sudhakarsuna7396
@sudhakarsuna7396 Жыл бұрын
ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ସବୁ ହେବ ଜୟ ଶ୍ରୀ ରାମ
@prananath118
@prananath118 Жыл бұрын
ଭଲ ଶଳା ସବୁ ଶୁଖୁଆ ବିକନ୍ତୁ ସରକାର ନୂଆ ପୋଷ୍ଟିଂ କରନ୍ତୁ ଅଳ୍ପ ଦରମା ହେଲେ ବି ଆମେ ଚାକିରି କରିବୁ 😂
@akshyakumarmunda7323
@akshyakumarmunda7323 Жыл бұрын
ଓଡ଼ିଶାରେ ଗୋଟିଏ ସରକାର ରେ ଚାଲିଛି ଶାସନ ସରକାର ବଦଳିବା ଦରକାର ହେଲେଜାଇ ନୂଆ ରାସ୍ତା ମିଳିବ
@soumyaranjanmoharana9112
@soumyaranjanmoharana9112 Жыл бұрын
This is called No1 work No1 CM..Rip Education Minister of Odisha n CM
@tailorashoka3354
@tailorashoka3354 Жыл бұрын
ଭାଈ ଭଉଣୀ ମାନଙ୍କୁ ମୋର ଅନୁରୋଧ ୨୦୨୪ ରେ ବିଜେଡି କୁ ହରାଓ ନିଶ୍ଚିତ ଆପଣ ମାନଙ୍କର ଭଲ ସମୟ ଆସିବ
@amarbalangir4515
@amarbalangir4515 Жыл бұрын
Hebani. Shg pura bikri haichhanti odisha re vote banking pain
@madhabaraha1719
@madhabaraha1719 Жыл бұрын
ସରକାର govt job ବାହାର ନ କରି Pvt Ltd job ବାହାର କଲେ ଭଲ ହୁଅନ୍ତା ଯେ ହେତୁ Pvt Ltd job ବାହାର କଲେ ଭଲ କାଜ୍ୟ କରିବେ
@rkpianoff2766
@rkpianoff2766 Жыл бұрын
ସରକାର ବଦଳାଯାଉ
@madhabaraha1719
@madhabaraha1719 Жыл бұрын
ରୋଜଗାର କରିବା ପାଇଁ କିଛି ଅସୁବିଧା ନାହିଁ କରନ୍ତୁ ତାଲିମ୍ ପାଇଥିବା ଲୋକ କଣ ରୋଜଗାର କରିପାରିବ ନାହିଁ କି
@padmabatimohanta252
@padmabatimohanta252 Жыл бұрын
Tebe teacher mane kn pain rally karithile au semane darama paiba pare b
@madhabaraha1719
@madhabaraha1719 Жыл бұрын
@@padmabatimohanta252 Teacher relly Kari thibaru kahuchhi
@sibanandamishra3824
@sibanandamishra3824 Жыл бұрын
କେବଳ disable day ରେ Twitter re କିଛି କଥା ଲେଖି ଫଟୋ ପୋଷ୍ଟ କରିଦେଲେ ହେବନି। ପିଲାଙ୍କ ପାଇଁ କିଛି କରିବା ଦରକାର।
@sumisoren944
@sumisoren944 Жыл бұрын
ସବୁଥିରେ ନବୀନ ପଟନାୟକ ଭାରତ ର ନଂ 1 ମୁଖ୍ୟମନ୍ତ୍ରୀ, ଏଇଟା ହିଁ ହଉଛି ନମ୍ବର 1 ମୁଖ୍ୟମନ୍ତ୍ରୀ ର କର୍ତ୍ତବ୍ୟ, ବିଜେଡି ହଟାଅ 80% ପ୍ରୋବ୍ଲେମ solve ହେଇଯିବ
@skjofficial5076
@skjofficial5076 Жыл бұрын
ପାଠ ପଢି tràining ପାଇଛ ଖୁବ ଭଲ, ରୋଜଗାରର ମୂଖ୍ୟ ସ୍ରୋତ କଣ କେବଳ ସରକାର ଚାକିରୀ.. ଅନ୍ୟ ଉପାୟରେ କଣ ରୋଜଗାର କରିହବନି, ତମ ଠାରୁ ଆହୁରି higher educated ପିଲା ଅଛନ୍ତି ସେମାନେ ଅନ୍ୟ ଉପାୟରେ ରୋଜଗାର କରୁଛନ୍ତି, ସରକାର ଚାକିରୀ ପଛରେ କାହିଁକି ପଡ଼ୁଛ
@rajerajpradhan6173
@rajerajpradhan6173 Жыл бұрын
ଯିଏ ଯୋଉ ରାସ୍ତା ରେ ଅଛି ସେଥିରେ ସେମାନେ ଦାୟୀ କି?ସମସ୍ତେ ନିଜ ନିଜ ରାସ୍ତା ର ପଥିକ ଅଧିକ ମୋଟିଭେସନ ଝାଡ଼ିବା ଉଚିତ୍ ନୁହେଁ ରୋଜଗାର ର ମୁଖ୍ୟ ସ୍ରୋତ ସରକାରୀ କି ବେସରକାରୀ ଚାକିରି ନହେଲେ ବି ସେମାନେ ଯୋଉ ରାସ୍ତା ରେ ପରିଶ୍ରମ କରିଛନ୍ତି ସେ ଫଳ ପାଇବାର ହକଦାର ତ ଏମିତି ନ ଲଢି ସେଇଥିରୁ ଓହରି କଣ ଯାଇ ବ୍ୟବସାୟ କରିବେ କି ସବୁ ଜାଗାରେ ଏମିତି ଫାଲତୁ motivation ଦେବା ବନ୍ଦ କରନ୍ତୁ ।। ସେମାନେ ମଧ୍ୟ ଜାଣିଛନ୍ତି ଅନ୍ୟ ଉପାୟରେ ରୋଜଗାର କରି ହେବ ତେଣୁ କିଏ କୋଉ ରାସ୍ତା ରେ ଯିବ ସେଇଟା ତାର ମାନସିକ ଅବସ୍ଥିତି ଆଉ ଉପଯୁକ୍ତ ସମୟ ହିସାବ ରେ ହେଇ ଥାଏ ପରିସ୍ଥିତି ଅନୁଯାୟୀ
@skjofficial5076
@skjofficial5076 Жыл бұрын
@@rajerajpradhan6173 posting ପାଉ ପାଉ age50yrs @60yrs retirement, ଯାହା ଇଚ୍ଛା ସେୟା କର... କିନ୍ତୁ କେହି ବି ଜଣେ ସରକାରଙ୍କୁ କହୁନି salary increment କରି ଜଣେ 60,000ପାଇବା ଠିକ ନା ଦୁଇ ଜଣକୁ posting କରି 30000,ଦବା ଠିକ
@Diamond.supar.
@Diamond.supar. Жыл бұрын
ଶିକ୍ଷକ ଗୁଡା ଚୋର ଗୁଡାକ ,ଚାଉଳ ଅଣ୍ଡା ଖାଇକ୍ ଗମେଣ୍ଟ କୁ ଖୋଳ କରୁଛନ୍ତି ।
@arunswain8095
@arunswain8095 Жыл бұрын
I think this is good job go ahead
@kadabayar
@kadabayar Жыл бұрын
Holding a degree is not enough to be civilized...... option has his own way alternate...... try to make understand govt to fixed service life enough to feed a single family.....not to make asset.....jai jagannath
@kaberimajhi6930
@kaberimajhi6930 Жыл бұрын
Thanx kanak news..
@ajayasahu7419
@ajayasahu7419 Жыл бұрын
Please appoint the regular basis of special educators post in every general school
@anjan7835
@anjan7835 Жыл бұрын
ହଉ ଚଳିବ କର୍ମ ହିଁ ଭଗବାନ୍
@dinabandhubariha2414
@dinabandhubariha2414 Жыл бұрын
Business କର, ଚାକର ହୁଅ ନାହିଁ, ମାଲିକ ହୁଅ 👍
@mokrushi8583
@mokrushi8583 Жыл бұрын
Right bro
@radheradhe6258
@radheradhe6258 Жыл бұрын
Radhe Radhe 🙏 Talim prapta teacher b tanka kama thik se karunahanti, school re padheiba badalare soichanti,na kn bidyalaya gote dandamukta anchala, khali posting deidele Sarkar hbani, govt school re kemiti patha padha heuchi se prati dhyana dele mo janibare ama desa unnati karanta....
@kulamanibehera9058
@kulamanibehera9058 Жыл бұрын
ଶିକ୍ଷକ ମାନେ କ'ଣ ଅଜଣା ଚାଉଳ ଭାତ ଖାଇଛନ୍ତି।ଗାଟ ଚୁକ୍ତି ହେଲାବେଳେ କ'ଣ ଶୋଇଥିଲେ।ତାର ଫଳ ଭୋଗିବାକୁ ପଡ଼ିବ। ସାର୍ଟିଫିକେଟ ଚିରିଲେ କିଛି ସୁଫଳ ମିଳିବନାହିଁ।
@NehaSharma-mb7nj
@NehaSharma-mb7nj Жыл бұрын
Seta certificate vali dekha jauni tk zoom kari dekheile bhala huanta ଯଦି ଦେଖିବାକୁ ଗଲେ ସବୁଠାରୁ loss re ଅଛନ୍ତି commerce ଛୁଆ କାହିଁକି ନା ସେମାନେ teacher ra କୌଣସି ପୋଷ୍ଟ ରେ apply କରି ପାରନ୍ତି ନାହିଁ odisha bed jane କରିବାକୁ ଚାହିଁଲେ ମଧ୍ୟ commerce student pae ନାହିଁ ଓଡ଼ିଶା b.ed re apply କରିବା ପାଇଁ option
@lokeshswain7840
@lokeshswain7840 Жыл бұрын
Jouthi primary teacher 6 year hela post bahari ni ...sethi special teacher post bahariba boli mate doubt lagu6i
@akhilaseth5606
@akhilaseth5606 Жыл бұрын
1st special teacher post aasiba then Jt Post . Special teacher post pai already finance section hoi sarichhi. Recruitment agency kama only pending achhi.
@dibyalochan5192
@dibyalochan5192 Жыл бұрын
Thank
@dkrjhumur2736
@dkrjhumur2736 Жыл бұрын
ଏଇଟା ହେଉଛି ଜଣେ ଶିକ୍ଷକ ର ଲକ୍ଷଣ....
@ashokentertainmentlimited9865
@ashokentertainmentlimited9865 Жыл бұрын
ଏ ସବୁ ଫାର୍ସ ଚାଲିଛି ସରକାର କିଛି ବି ଶୁଣିବେନି ଆଇନି ହଉଛି ଅଦ୍ଧ... ଆଜି କାଲି ଚାକିରୀ ହଉଛି ଵେବସାୟ.... ଭାଇ ଓ vauni ମାନେ ଯେତେ ବାଡେଇ ହେଲେ କିଛି ଲାଭ ହେବନି
@prasannakumar3642
@prasannakumar3642 Жыл бұрын
Good beper
@subhrajit_d6117
@subhrajit_d6117 Жыл бұрын
Bahut excited achi
@sanjaynds1982
@sanjaynds1982 Жыл бұрын
Very good
@brajupatra595
@brajupatra595 Жыл бұрын
Certificate original na duplicate?
@dhirendra7305
@dhirendra7305 Жыл бұрын
ଏଥିରେ ଦୁଃଖ କରିବାର କଥା ନାହିଁ । ପ୍ରଧାନ ମନ୍ତ୍ରୀ ମୋଦି କୁହନ୍ତି ଯେ ପାଠ ପଢ଼ି ବେପାର କରି ପାରିବେ
@tunamahanta6852
@tunamahanta6852 Жыл бұрын
୧୦ ଜଣକୁ ବଞ୍ଚାଇବା ପାଇଁ ୧୦୦ ଜଣ କୁ ସରକାର ମାରୁଛନ୍ତି
@mathanalysistutu2230
@mathanalysistutu2230 Жыл бұрын
Good
@Badalmalik-j4g
@Badalmalik-j4g Ай бұрын
@diptichemist109
@diptichemist109 Жыл бұрын
Xerox certificate kn pain chirucha. Original chira. Dekhiba
@pitabasbehera964
@pitabasbehera964 Жыл бұрын
Good job
@tejrajsuna1204
@tejrajsuna1204 Жыл бұрын
Supreme Court Order deba 1 year or 2 year or 4 year... no any exact data...😆😆 ... and shop ra jinisa tk kam dekha jauchhi
@Aisudash
@Aisudash Жыл бұрын
ଠିକ ଅଛି ଏମାନଙ୍କୁ ଚାକିରି ଦିଆଯାଉ
@princemoharana798
@princemoharana798 Жыл бұрын
Perfect
@MAHENDRAAMANATYA360
@MAHENDRAAMANATYA360 Жыл бұрын
Directe selling marketing is best
@AbhayKumar-oh3zq
@AbhayKumar-oh3zq Жыл бұрын
This is completely showcase..for temporarily..if they wanted to do this work they could have done at their place..now a days anyone go for business for example MBA chaiwala.. unnecessarily using special abled individual.. completely nonsense..trained for teachership doesn't mean govt job is confirmed... can't blame govt for this...But govt can do some intiatives towards teacher employment instead of spending crores of money towards free ration and anyone can say, mostly this facility is not reaching to needed citizen..
@judge86beherabb
@judge86beherabb Жыл бұрын
କିଛି ନୂଆ କଥା ନୁହଁ'... ମୁଁ school ଟପ୍ପର certificate ଆଉ ଜାତକ ଚୁଲିରେ ପୁରେଇ ଦେଇଛି ଆଗରୁ. 😂
@dhirendra7305
@dhirendra7305 Жыл бұрын
ଯେତେ ପର୍ଯ୍ୟନ୍ତ ବିଜେପି ସରକାର କେନ୍ଦ୍ର ରେ ଥିବ ଏମିତି ହେଉ ଥିବ
@rkkiskucreation3848
@rkkiskucreation3848 Жыл бұрын
ବିଜେଡି ସରକାର ଥିବା ପର୍ଯ୍ୟନ୍ତ ଏମିତକା ହିନସ୍ଥା ହେବାକୁ ପଡ଼ିବ। ଯଦି 5 ବର୍ଷରେ ଥରେ ସରକାର ବଦଳ ଯାଏ ରାଜନୈତିକ ଦଳରେ ପ୍ରତିଦ୍ବନ୍ଦ୍ବିତା କରିବେ ଯାହାଦ୍ଵାରା ଜନସାଧାରଣଙ୍କ ଉନ୍ନତିର ସମ୍ଭାବନା ଥାଏ।
@rashmitamajhi7036
@rashmitamajhi7036 Жыл бұрын
କି ରାଗ ! ଶିକ୍ଷକ ହେବାପାଇଁ ସହନଶୀଳ ପ୍ରଥମେ ରହିବା ଉଠିତ
@purnarasmi9490
@purnarasmi9490 Жыл бұрын
ओडिशा मे teacher का कार्यकाल 10 year होना चाहिये,10 year retirement policy
@RohitD99
@RohitD99 Жыл бұрын
I care
@girijamahanta3225
@girijamahanta3225 Жыл бұрын
Appointment special Educator
@amitkumarrana1868
@amitkumarrana1868 Жыл бұрын
#mera desh badal raha hh..
@biswajitmohanty6433
@biswajitmohanty6433 Жыл бұрын
All plant straight re basipadile khaibaku kehi paibeni
@TKJ445
@TKJ445 Жыл бұрын
Xerox Certificate chiri dela 🤣🤣
@sukantamahapatra4048
@sukantamahapatra4048 Жыл бұрын
Chaliba konasi kama ku chhota Bhabani sukua bika au dahibara bika nija ku chhota bali Bhabani Jay Jagannath
@judhistirakarna8799
@judhistirakarna8799 Жыл бұрын
Jane Government Job Aspirants hin jani pariba.....Job na paibara dukha kana 😭😭😭anya mane Comments section ku aasi majak udeibe ...
@biswajitmohanty6433
@biswajitmohanty6433 Жыл бұрын
Tu gan** marei haa
@judhistirakarna8799
@judhistirakarna8799 Жыл бұрын
@@biswajitmohanty6433 Tui marei haa
@biswajitmohanty6433
@biswajitmohanty6433 Жыл бұрын
Mo marei heichi tu tike hasbhala lagiba tike podiba
@biswajitmohanty6433
@biswajitmohanty6433 Жыл бұрын
Chakiri Dakar jadi nabin gan** safakar
@judhistirakarna8799
@judhistirakarna8799 Жыл бұрын
@@biswajitmohanty6433 Tui sapha kar bo .....mui nai kale b paimi....tui tor ta dekh kenta karbu j......Soch G.marei hei aasichhu
@maheswarshankhua9833
@maheswarshankhua9833 Жыл бұрын
ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ cm ଥିବ ସେ ପର୍ଯ୍ୟନ୍ତ କିଛି ମିଳିବନି ଓଡିଶା ରେ କିଛି ଉନତି ହେବନି
@kajayakumar1252
@kajayakumar1252 Жыл бұрын
ଶୁଖୁଆ ବିକିବା କଣ ଖରାପ କି . ଆତ୍ମ ନିର୍ଭରଶୀଳ ହୁଅ . କାହା ଉପରେ ନିର୍ଭର କରନି
@babulngr
@babulngr Жыл бұрын
ଏଥିରେ ଭଲ ରୋଜଗାର
@ajaykumarpradhan5485
@ajaykumarpradhan5485 Жыл бұрын
ପରିବର୍ତ୍ତନ ସମ୍ଭବ ଯେବେ ଆମ ପରିକା ପାଠୁଆ ପିଲା ରାଜନୀତି ରେ ଯୋଗ ଦେବେ ମୂର୍ଖ ଙ୍କ ହାତରେ ଶାସନ bhara ଦେଇ ଉର୍ନ୍ନତି ଆଶା କରିବା ନିରର୍ଥକ୍
@manoranjanclasses9355
@manoranjanclasses9355 Жыл бұрын
Kichi hebani jauthi proud rahe Manisha ta humanity bhulijaye
@ajaykumarpradhan5485
@ajaykumarpradhan5485 Жыл бұрын
@@manoranjanclasses9355 ଯିଏ ଉଚିତ ବିଦ୍ୟାର୍ଥୀ ତାର ଗର୍ବ ନଥାଏ ଭାଇ ବିଦ୍ୟା ଦଦତି ବିନୟମ୍
@manoranjanclasses9355
@manoranjanclasses9355 Жыл бұрын
@@ajaykumarpradhan5485 politics re entry pare sabu bhuli poor nku lutu chanti
@MKDIGITAL33
@MKDIGITAL33 Жыл бұрын
ଓଡ଼ିଶା ସରକାର ପରମ ହାରାମି
@nabajani857
@nabajani857 Жыл бұрын
ଲକ୍ଷ୍ଏ ଛାତ୍ରର ମନଭାବ ଜାଣି ପରିଚୟ ଜଣେ ଦେଲା ସଭିଁଙ୍କ ମଙ୍ଗଳ ସେ ଭବିଲା ବୋଲି କଣ ଯେ ସେ ଭୁଲ କଲା। ଜାଣିନି କି ସେ ପାଠ ପଢି କି ବାଣିଜ୍ଯ ବି କରିହୁଏ ତଥାପି ସେ ଉଦାହରଣ ହୋଇ ଏହି ପରିଚୟ ଦିଏ । ସାଧାରଣ ଜନତା ମୁହଁଇ ତ ବନ୍ଧୁ କେଉଁ ଦଳର ବି ନୁହେଁ ସରକାର ବଦଳାଅ ଦୁର୍ନୀତି ହଟାଅ ଏହି କଥାକୁ ମୁଁ ଚାହେଁ । ନିତିଦିନ ଏକ ରାସ୍ତାରେ ଚାଲିଲେ ସମଦୃଶେ ସମଘୀଆନ ନିତିଦିନ ଏକ ପ୍ରକାର ଖାଇଲେ ଅଧିକ ବା କଣ ମିଳେ? ସରକାର ହଟାଅ ଦେଶକୁ ବଞ୍ଚାଅ ସଭିଁଙ୍କୁ ସୁଯୋଗ ଦିଅ କହିହେବ ନାହିଁ କେଉଁସରକାରେ ଆସିବେ ସୁଯୋଗ୍ୟ ପୁଅ ।ଭାରତ ମାତା କି ଜୟ........(ନାବଭାଇ) ।
@smilepleasefrinds6140
@smilepleasefrinds6140 Жыл бұрын
Unemployment is major problem of our economy
@4nsh00m4n
@4nsh00m4n Жыл бұрын
Naveen babu sabu karibe 👍
@santoshjena5867
@santoshjena5867 Жыл бұрын
Chukibe naveen babu
@4nsh00m4n
@4nsh00m4n Жыл бұрын
@@santoshjena5867 🤣🤣🤣 aahuri danger kaamo karibo bhai
@badal2483
@badal2483 Жыл бұрын
ଏଇଟା ଭଲ କଥା
@suryaprasad8190
@suryaprasad8190 Жыл бұрын
ଯାତ୍ରା ଦେଖିବାକୁ ଭାରି ମଜା ଲାଗୁଛି
@satyaban9609
@satyaban9609 Жыл бұрын
ପେଟ ପୋଷ ନାହି ଦୋଷ
@chandrakanta1129
@chandrakanta1129 Жыл бұрын
Wow really super
@Manas_Bhoi
@Manas_Bhoi Жыл бұрын
ସଲା ମୁର୍ଖ ଅଶିକ୍ଷିତ ସରକାର କ'ଣ ବୁଝିବ?
@jockvlogersantosh
@jockvlogersantosh Жыл бұрын
Wah kya seen Hai 😀😀😀
@debasprovince1440
@debasprovince1440 Жыл бұрын
Bhala.....bepara chalile...income habo... Income sources tahh milila...auu beker kn ....kn darkar auuu
@germanshepherdpet5513
@germanshepherdpet5513 Жыл бұрын
sukhua kg kte ??
@lkjena4407
@lkjena4407 Жыл бұрын
Sarkar jadi v emananka katha suniki samastanku posting dei die.. Emane puni 2/4 yr pare asiki PMG re basiki amaku permanent kara jau, pension dia jau, 4800 grade pay dia jau.. Death case re family member ku chakiri dua jau.. And so on sabu demand rakhibe.. Sarkar gote proper condition re chakiri daba darkar..
@sourabhasahoo40
@sourabhasahoo40 Жыл бұрын
Appoint kara Govt sarkar
@ashoksahoo8150
@ashoksahoo8150 Жыл бұрын
All the youth qualified should avoied 24 election.
@biwajitviswajeet
@biwajitviswajeet Жыл бұрын
Xerox certificate ଚିରୀକି ଲାଭ କଣ ଭୋଟ ଦେବା ପୂର୍ବରୁ ଭାବ ରେ ଭାଇ ଏଠି strike କରିବ ସେଠି 42000 ଭୋଟ ରେ ଗେଣ୍ତଳିଆ ଜିତିବେ
@ashish5442
@ashish5442 Жыл бұрын
If the Odisha government is changed, everything will change
@shankarsansarangi940
@shankarsansarangi940 Жыл бұрын
Bhai sabu thik je .. hele emiti certificate chiridele kn haba..... certificate nei Anya kichi job kari haba
@girijashankarsingh1035
@girijashankarsingh1035 Жыл бұрын
That is Xerox Copy.
@deevansh3151
@deevansh3151 Жыл бұрын
Payment badheiba paeen
@kaalvani
@kaalvani Жыл бұрын
ତୁମେ ମାନେ ଯଦି ବ୍ୟାପାରି ହୋଇଥାନ୍ତ... ତାହାଲେ ନଉକରୀ କରିବା ପାଇଁ ପ୍ରତିବାଦ କରିନଥାନ୍ତ... ଚାକର ଲୋକ ଚାକର ଭଳିଆ ରହୁନ... ଦହିବରା ବେପାରୀ, ଶୁଖୁଆ ବେପାରୀ ନିଜ ଦୋକାନର ମାଲିକ ଅଟନ୍ତି...
@abinashpatra148
@abinashpatra148 Жыл бұрын
ନେତା ମାନଙ୍କୁ ପଟି ମରା ପଇସା ନିଅଣ୍ଟ ହେଅଛି ଶଳା ମାନେ କିଛି ବୁଝୁ ନାହାନ୍ତି
Help Me Celebrate! 😍🙏
00:35
Alan Chikin Chow
Рет қаралды 89 МЛН
Как не носить с собой вещи
00:31
Miracle
Рет қаралды 1,2 МЛН
"Hindustan 14" | 70 Year Old Car In Cuttack | Take A Look
8:37
Kanak News
Рет қаралды 1,4 МЛН
Conversation At Snack Stall: Loka Nakali Katha Asali | Kanak News
22:00
Odisha | 'Crorepati' Anganwadi Worker In Vigilance Net
6:04