Where is IPS Ashish Singh... ? || Editorial Show(EP-242) || ODISHA PULSE

  Рет қаралды 24,176

Odisha Pulse

Odisha Pulse

Ай бұрын

#odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #landscam #bhubaneswar #ashishsingh #dskutey #rabisethi #adityamohapatra

Пікірлер: 99
@user-ju3dv4oo8n
@user-ju3dv4oo8n Ай бұрын
ଆଇନ କେବଳ ଗରିବ ଲୋକମାନଙ୍କ ପାଇଁ ସାର 🙏
@Xuy788
@Xuy788 Ай бұрын
ପ୍ରଥମେ ପାଣ୍ଡା ଚେଲା ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ଜେନା ବାବୁ ଙ୍କୁ ବାହାର କରାଯାଉ..
@user-cw9gp5ty9f
@user-cw9gp5ty9f Ай бұрын
ଏ ସବୁ କଥାରୁ ପ୍ରତିପାଦିତ ହେଉଛି ଯେ,ଯେଉଁମାନେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ସେଇମାନେ ହିଁ ଦୁର୍ନୀତି, ଭ୍ରଷ୍ଟାଚାର କୁ ପ୍ରଶୟ ଦେଉଛନ୍ତି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@laxmidharapanda6086
@laxmidharapanda6086 Ай бұрын
ମୋହନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ କାରଣ ଲୋକେ ବାବୁରାଜ ବିରୁଦ୍ଧରେ ସରକାର ଗଢିବାକୁ ମତ ଦେଇଛନ୍ତି !
@debabratanayak9971
@debabratanayak9971 Ай бұрын
ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ଏ ସବୁର ମୂଳ,
@jagdishkumarrath4631
@jagdishkumarrath4631 Ай бұрын
ଏ ନୂଆ ସରକାର କୁ ବିଶ୍ୱାସ ହେଉନାହିଁ।ବହୁ ଆଡମ୍ବର ଲଘୁ କ୍ରିୟା।
@prafulasingh2267
@prafulasingh2267 Ай бұрын
ସେମାନେ ଏବେ ବି ଭାବୁଛନ୍ତି ବିଜେଡି ଦଳର ସରକାର ଅଛି
@thirdeye9492
@thirdeye9492 Ай бұрын
ମୋହନ ମୁରଲୀ ଵାଜୁ ଏଥର ଲୁଟେରା ଦଲାଲ ଯାନ୍ତୁ ଚୌଦ୍ୱାର ପୂର୍ବ ଧାରା ଯଦି ରହେ କାଏମ ମଉଳିବ ଫୁଲ ହେବ ରାମନାମ 😢😢😄😄
@user-ud1lp4oh5t
@user-ud1lp4oh5t Ай бұрын
ମୋହନ ମାଝୀ ଅଯୋଗ୍ୟ ସେ କିଛି କରିପାରୁନାହାନ୍ତି
@HaraprasadRana-fm1uu
@HaraprasadRana-fm1uu Ай бұрын
BJP ସରକାର ପାୱାର ଥାଇ ମଧ୍ୟ ପାୱା ନାହିଁ
@saratmishra7100
@saratmishra7100 Ай бұрын
Chief secretary ସବୁଠାରୁ ବଡ଼ ଚୋର। ମୋହନ ସରକାର ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ରଖିଛନ୍ତି। ଛି ଛି କୁଳାଙ୍ଗାର ନୁଆ ସରକାର। କଣ ଚାଲିଛ, ଜେଉ ମାନଙ୍କୁ ଭୋଟ ଦେଇ ସରକାର change କରିଥିଲେ।
@tapaswiniarukh1132
@tapaswiniarukh1132 Ай бұрын
କିଛି ହେବନି,ଖାଲି energy ନଷ୍ଟ ହେବ କହି କହି । ଖୋଜିଲେ ହଟୀବେ ବହୁ ଅଧିକାରୀ କିନ୍ତୁ କଣ ହେବ ? Action Big Zero
@Business-inodia
@Business-inodia Ай бұрын
Odisha people want to all the above questions answers immediately to SAVE ODISHA.
@MrPpcops
@MrPpcops Ай бұрын
ନୂଆ ସରକାର ର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଙ୍କର ପ୍ରଶାସନିକ ଅଭିଜ୍ଞତା ର ଅଭାବ ଅଛି । ସେମାନଙ୍କୁ ସରକାର ର Rule of Business ବୁଝିବାର ଆବଶ୍ୟକତା ଅଛି । ସେମାନଙ୍କ ଅନଭିଜ୍ଞତାର ସୁଯୋଗ ନେଇ ବିଭାଗୀୟ ସଚିବ ମାନେ କେତେ ବତେଇବେ ଓ କେତେ ଭୁତେଇବେ ତାହା ସହଜରେ ଅନୁମେୟ । କିଛି ତରବରିଆ ନିଷ୍ପତି ସେମାନଙ୍କ ପାଇଁ ବିଛା ମନ୍ତ୍ର ନଜାଣି ସାପ ଗାତ ରେ ହାତ ପୁରେଇବା ସଦୃଶ୍ୟ ହେଇପାରେ । ଏବେ ତ ସେମାନେ ସମ୍ବର୍ଦ୍ଧନା ର ପୁଲକ ରେ କାଳାତିପାତ କରୁଛନ୍ତି। ଓଡ଼ିଶା ବାସୀ ଟିକେ ଧୈର୍ଯ୍ୟ ର ସହ ଅପେକ୍ଷା କରିବା ଉଚିତ । 🙏
@sureshtripathy1806
@sureshtripathy1806 Ай бұрын
ବହୁତ ସୁନ୍ଦର ଉପସ୍ଥାପନା
@RanjanKumar-mx1ki
@RanjanKumar-mx1ki Ай бұрын
ଶଳା ଙ୍କୁ ଜଲଦି ବନ୍ଧା ଯାଉ
@shankardmishra121
@shankardmishra121 Ай бұрын
କେବଳ ସରକାର ପରିବର୍ତନ ହୋଇଛି, ଅଫିସର ରାଜ ନୁହେଁ l
@laxmidharnayak4191
@laxmidharnayak4191 Ай бұрын
It's felt that the government has not changed in last 2024 election. There is something behind it. The hope of odisha people will not be fulfilled (?) No steps are taken against scams till now. Badhai ji 🙏. Nice and logical analysis.
@alokaranjandash9853
@alokaranjandash9853 28 күн бұрын
ଏହା କ'ଣ Chief secretary ଙ୍କର କ୍ରୀତଦାସ ମାନସିକତାର ପରିଚୟ ଦେଉ ନାହିଁ କି ?
@samarmohapatra-jr3ne
@samarmohapatra-jr3ne Ай бұрын
କୌଣସି ଗଣତାନ୍ତ୍ରିକ ଦେଶରେ ଗୋଟିଏ ସରକାରକୁ ଦୀର୍ଘ ବର୍ଷ ଶାସନରେ ରଖିଲେ କିଛି ବାବୁମାନେ ସରକାରରେ ମହୁ ବାହାରୁଥିବା ବିଭାଗରେ ମହୁ ଖାଇ ଅନ୍ୟ ମାନଙ୍କୁ ଖାଇ ବାକୁ ଦିଅନ୍ତି , ଏସବୁ ଆମ୍ଭମାନଙ୍କ ଭୁଲ
@adikandamohapatra
@adikandamohapatra Ай бұрын
Action must be nessesary
@upendrapanigrahi8035
@upendrapanigrahi8035 Ай бұрын
Very very good video. Beautiful description about corpted B J D sarkar ra.
@Business-inodia
@Business-inodia Ай бұрын
Ashish Singh & Pandyan how they make fullish to Odiya people in Odisha.SAVE ODISHA.
@alokaranjandash9853
@alokaranjandash9853 28 күн бұрын
ବିଜେଡିର ଶାସନରେ ଆଇନ ସମସ୍ତଙ୍କ ପାଇଁ ସମାନ ନଥିଲା
@satyanarayansahoo6768
@satyanarayansahoo6768 Ай бұрын
Perhaps present CS has a soft corner, soit is hope new CS may take action.
@ssahu6657
@ssahu6657 Ай бұрын
There is no role of the ECI after the completion of the Election.All these would have been meaningless had the BJD won the Assembly Election.Baburaj is always there and this Govt will be more dependent upon them.
@sandhyamohanty6688
@sandhyamohanty6688 28 күн бұрын
This is first most important duty of the SARKAR to answer the public .
@ashwinisahu6584
@ashwinisahu6584 Ай бұрын
AME....BA KIE ...JAGANNATHA BDANDA DEBE NISCHITB🎉🎉🎉
@jagannathmishra5300
@jagannathmishra5300 Ай бұрын
ଏବେ ବାବୁ ରାଜ ଅଛି ବୋଲି କହିବା ନା ଏ ବିଜେପି ସରକାର...... ତଥାପି ଅପେକ୍ଷା କରିଛୁ ସରକାର ଉଚିତ ପଦକ୍ଷେପ ନେବେ।
@dksahu5541
@dksahu5541 Ай бұрын
Right sir
@krushnasamal7485
@krushnasamal7485 Ай бұрын
BJP & BJD are both sides of a coin. We have nothing except from this new Government.
@Business-inodia
@Business-inodia Ай бұрын
Ashish Sing & PANDYAN inside Naveen Nivas.Please search Naveen Nivas you will find both of them doing plan how they will save from ED & CBI
@chittaranjansahu8113
@chittaranjansahu8113 27 күн бұрын
Good news
@ParabirPanda-to3rh
@ParabirPanda-to3rh Ай бұрын
The govt.is loose in doing its duty...
@pradiptamohanty1364
@pradiptamohanty1364 Ай бұрын
Thik kahuchhanti
@alokaranjandash9853
@alokaranjandash9853 28 күн бұрын
ନୂଆ ପଦକ୍ଷେପ ନେବାରେ ଆଇନ୍ ଯେତିକି ବାଧକ ସାଜୁ ନାହିଁ ତା'ଠୁ ଅଧିକ ବାଧକ ସାଜୁଛି ଭୟ ।
@AratiLenka-bv7xo
@AratiLenka-bv7xo Ай бұрын
Extension ରେ ଥିବା chief secretary ବିରୁଦ୍ଧରେ 1st କାର୍ଯ୍ୟାନୁଷ୍ଠାନ ହେବା କଥା, ପୁରା ସରକାରୀ ବ୍ୟବସ୍ଥା ଘରୋଇ ବ୍ୟାପାର କରିଦେଇଛନ୍ତି l ନୁଆ ସରକାର ଆସିଲା ଭଳି ଲାଗୁନି କିମ୍ବା ନିଜର ନିର୍ବାଚନୀ ପ୍ରତିଶୃତି ଭୁଲି ଯାଇଛନ୍ତି lବୋଧେ ପୁରୁଣା system ସାଙ୍ଗରେ ଭଲ deal ହୋଇ ଯାଇଛି
@suryadas1087
@suryadas1087 Ай бұрын
BJP Govt in Odisha lost the confidence of Common people. These people can't provide justice.
@user-og1bl7ni9j
@user-og1bl7ni9j Ай бұрын
ଏମାନଙ୍କୁ ସବୁ ବହିସ୍କାର କରିବା କଥା
@shankardmishra121
@shankardmishra121 Ай бұрын
Editor Sir, you should keep your strict vigil on the functioning of the new government and make videos accordingly.
@padarbindasamal4365
@padarbindasamal4365 Ай бұрын
24 ବର୍ଷର ଶାସନ ରେ ସବୁକିଛି ଥିଲା ବିଶ୍ୱସ୍ତରୀୟ
@shbibaprasadsingh7582
@shbibaprasadsingh7582 28 күн бұрын
ଏ ସବୁ ପାଇଁ କିଛି ସର୍ଭିସେ ରୁଲ ଚେଞ୍ଜ ଦରକାର
@bipinbihariswain3511
@bipinbihariswain3511 Ай бұрын
No action will be taken against the officers against whom complaint was there earlier. BJD/BJP both the two side of the same coin. Even if media highlight the names, BJP govt forgiven them, so as is where is situation.
@Business-inodia
@Business-inodia Ай бұрын
What BJp Govt till now? Why the team BJP not taking action till now?
@nababarika4028
@nababarika4028 Ай бұрын
Prizes should declare for searching of that (against)officers if govt.is not found
@piyushrajkumar15
@piyushrajkumar15 Ай бұрын
ଏଟା କି IPS ଅଫିସର ୟା ମୁହଁରୁ ଜଣାପଡୁଛି ଏଟା ପୁରା ଚୋର. ସବୁଠାରୁ ବଡ଼ ଚୋର ବିଜେପି ସରକାର. ଅଫିସର କୋଉଠି ଅଛି ଜାଣି ପାରୁନି ସିଏ କି ରାଜ୍ୟ ଚଳେଇ ବେ ମୋହନ ସରକାର ନିଜ ଆଡୁ ଇସ୍ତଫା ଦେଇଦିଅ. ଆମର ଓଡିଶାରେ କିଛି ସରକାର ଦରକାର ନାହିଁ କି କୋଉ ଅଫିସର ଦରକାର ନାହିଁ ଅଯଥାରେ ଆମେ ଟିକସ ଦେବାକୁ ଚାଁହୁନୁ ସେ ଅଫିସର ତାଙ୍କ ଘରେ କାମ କରନ୍ତୁ ନହେଲେ ନେତା ଙ୍କ ଘରେ କାମ କରନ୍ତୁ.
@padarbindasamal4365
@padarbindasamal4365 Ай бұрын
This is how our state admn. functioning is going on, this is called " Full On Tamsha Chalichi"
@debaprasaddash3878
@debaprasaddash3878 Ай бұрын
ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି କୁକୁର ହୋଇଯାଇଥିଲେ। ଆଜି କଣ ଚରିତ୍ର ବଦଳି ଯିବ ? ସବୁ କେଳେଙ୍କାରିରେ ତ ଏହି ଦୁଇ ବରିଷ୍ଠ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିଲେ। ସବୁ ଦୁର୍ନୀତି ଓ ଅନ୍ୟାୟକୁ ଏହି ଦୁଇଜଣ ସମର୍ଥନ ଦେଇ ଆସୁଥିଲେ। ଆଜି ବି ସେଇଆ। ଏହି ଦୁଇଜଣ ଙ୍କୁ ଆଗ ବିତାଡିତ କରାଯିବା କଥା।
@nareshpatro7986
@nareshpatro7986 18 күн бұрын
Ye lokonku punishment deba darkar
@RanjanBehera-ge1kf
@RanjanBehera-ge1kf Ай бұрын
Coming soon...talent Chief Secretary Manoj Ahuja.
@nareshpatro7986
@nareshpatro7986 18 күн бұрын
Taku punishment miliba uchita
@aksahoo346
@aksahoo346 Ай бұрын
Agnya jou asa varasa nei lokamane bjp ku khymataku anichanti a nua sarkara kichi karipariba nahi jaha tanka karjya kalaparu janapaduchi ( jahara reaction nahi sea action kan neba kichi hebanahi ) bjd odisara bagha dala ate
@snigdhabaxipanigrahi3304
@snigdhabaxipanigrahi3304 Ай бұрын
Transfer is a continuous affair and to be maintained . Longer time increases vested interest
@AratiLenka-bv7xo
@AratiLenka-bv7xo Ай бұрын
Inspite of a clear order from Election Commission of India to the Chief Secretary for taking appropriate action against the erring IPS with an intimation to the former,it is quite astonishing that the home dept under the the CS himself is unknown about the where about of the culprit.Even when the CS ,head of all depts ot the govt was supposed to take appropriate action ,give suitable posting and intimate the ATR accordingly to ECI, enquiring about the the erring official by the home dept is nothing but making mockery of the whole system and speaks lots about the state of affairs.How shameful is that a govt system runs like this nothing better than a grocery shop.I am in doubt whether the new govt has not taken charge yet or have forgotten their pre poll promises with lucrative dealings from old corrupt system. The CS in extension should be taken into task first for such grave failure .
@pradiptamohanty1364
@pradiptamohanty1364 Ай бұрын
Ethare BJP sarakar stanuta ra ek nagna namuna nhi kuhajiba....
@FAKIRJENA-du2zs
@FAKIRJENA-du2zs Ай бұрын
ଏତେ ଛାନିଆ ହୁଅନି। ଆହୁରି କିଛିଦିନ ଅପେକ୍ଷା କର। ତୁମ ଠାରୁ ସରକାର ପୁରା ସଚେତନ ଅଛନ୍ତି ।
@kamarajjena5461
@kamarajjena5461 Ай бұрын
ମୋହନ ବାବୁ କରୁଛନ୍ତି କଣ. ଯୋଗୀ ଆଦିତ୍ୟନାଥ style ରେ ଆକ୍ସନ ନ ନେଲେ image ହରେଇବେ. ଶାସନ ଭାର ବି ଯିବ. ଅଯୋଗ୍ୟ ପ୍ରମାଣିତ ହେବେ
@HaraprasadRana-fm1uu
@HaraprasadRana-fm1uu Ай бұрын
ସତ କଥା ସାର୍
@jyotiprakash1515
@jyotiprakash1515 Ай бұрын
What hell is going onCM being the Home minister should clarify immediately without any if and buts
@Xuy788
@Xuy788 Ай бұрын
ପ୍ରଥମେ ପାଣ୍ଡା ଚେଲା ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ଜେନା ବାବୁ ଙ୍କୁ ବାହାର କରାଯାଉ..
@jyotiprakash1515
@jyotiprakash1515 Ай бұрын
Politics and politicians r same and equal only bloddy old wine in new bottles.
@AshokPanda-qt4qn
@AshokPanda-qt4qn Ай бұрын
SIR NKAR Abhyas re Parinat heijauchhi Se BJP Sarkarku madhya Patrikare Asarskhithibe Kale Kendra ra Suparis Asipare Tanka Pain Ahamor Anuman
@brahmanandabiswal5036
@brahmanandabiswal5036 28 күн бұрын
C.sec.paribatrana.heba.darkar.
@amrjitbiswal7243
@amrjitbiswal7243 28 күн бұрын
ସାଲାମାନଂକୁ ଘରୁ ଆରେଷ୍ଟ କରି ଅଣା ଯାଉ
@brahmanandabiswal5036
@brahmanandabiswal5036 28 күн бұрын
Chif.secretary.badali.heba.darkar
@pitamberparida8762
@pitamberparida8762 Ай бұрын
ଜଦି ନୂଆଁ ସରକାର କିଛି କରି ପାରିବନି ତେବେ ପୁଣି ବିଜେଡିକୁ ଭୋଟ ଦେଇ ମରେଇ ହୁଅ, ସରକାର ଆସି ମନ୍ତ୍ରୀ ମଣ୍ଡଳ ଗଠନ ହୋଇନି, ଏବେ ଏକା ୨ଦିନରେ ସବୁ କରି ଦେଉନି ବୋଲି ଯେଉଁ ମାନେ କହୁଛନ୍ତି, ସେମାନେ ୨୪ ବର୍ଷ ହେଲା କାହା ପାଖରେ ମରେଇ ହେଉ ଥିଲେ, ଯେଉଁ ମାନେ କିଛି ସରକାର କରି ପାରୁନି କହୁଛନ୍ତି ସେମାନେ ଏବେବି ନବୀନର ଚାପୁଛନ୍ତି , ଏବେ ଉପଦେଶ ଦେବାକୁ ଧାଇଁ ଆସିଲେ।
@gaganparida811
@gaganparida811 Ай бұрын
Ay mananku bahiskar karntu cm mohan sire
@Mishkasgarden
@Mishkasgarden Ай бұрын
ASHIS SINGH CM MOHANA NKA PAKHARE MOHAN JOU FOOLA TODA NEI KUTU KUTU HEUCHHANTI ASISH TAKU SAITIKI RAKHUCHI
@netfresh1505
@netfresh1505 Ай бұрын
Kn karuchha mohan sarkar.dekhantu
@sunilsamantray2491
@sunilsamantray2491 Ай бұрын
Jadi mohan sarkar(BJP) jahaku bhiti Kari election ladhi jitithila.jadi step na nie e sarkar bi nama neba.o pura ghabira nidra re soiba.lok chaunchanti corpopt against action
@sasikantkant4780
@sasikantkant4780 29 күн бұрын
He may be removed from government due to he is unlikely become an efficient officer.
@AshokPanda-qt4qn
@AshokPanda-qt4qn Ай бұрын
25 Barasa Police Raj chalithila Officer Raj BJD Govt Taha Ate Sighra Samadhan Asambha
@AshokPanda-qt4qn
@AshokPanda-qt4qn Ай бұрын
Aha Akaohan Sarkar nka pain Chintara Bisaya Se Keuthi Adhikari Anibe
@AshokPanda-qt4qn
@AshokPanda-qt4qn Ай бұрын
Mohan Sarkar
@AshokPanda-qt4qn
@AshokPanda-qt4qn Ай бұрын
Mohan Sarkar
@sibarampalei1131
@sibarampalei1131 28 күн бұрын
Ea manku bahiskruta karantu
@balabhadrasoren5229
@balabhadrasoren5229 Ай бұрын
ACTION QUICK PLEASE.
@gandharbanayak5660
@gandharbanayak5660 29 күн бұрын
Mohan majhi tisthi paribeni 5 barsa karana e sei dhancha ku gala vali janapaduchi?
@prakashchandrapattnaik9214
@prakashchandrapattnaik9214 Ай бұрын
Odisha. Basi. Sarkar. Badalai. Dele. Kintu. A. BJP. Bhida ku. Nuha. Na. Modi ji nka. Maitra. Samparka ta. Lagi rahichi. Naveen. Sir. Sahita. Athare. Modi ji. Odisha. CM. Mohan caran majhi nku ghata re pakai debeni ta
@raghubirdas7621
@raghubirdas7621 Ай бұрын
Chief Sec Mr Jena n Asis Singh think BJD Govt is still in power Though BJP Govt has come on 12th JUNE 24
@FAKIRJENA-du2zs
@FAKIRJENA-du2zs Ай бұрын
ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହବନି ବୋଲି ତୁମେ ଭାବିବା ପୁରା ପୁରି ଭୁଲ।
@user-hj1yl6ch2h
@user-hj1yl6ch2h 28 күн бұрын
Nua Sarkar sabu bibhag ra Mantri manak madhyam re tarjama kaleni ki? Jadi tarjama karibe tebe Jani be je se bibhag re Addl.Secretary nk arambh Kari Anya staff paryanta gotie gotie bibhaga re kete Barsha Rahi chhanti taha janibe. Swasthya bibhag ehar jwalant udaharan. Jane Addl.Secretary jie Establishment Doctor nk transfer charge achhanti se keun sahash re Secretary nk katha ku sunanti nahin. Eha tadanta sapekhya. Jaha nirdesh re Nirbachan purbaru Dental Surgeon nk transfer Kari chhanti. Jie nija zila bahare posting hei thile tanku nija Zilla ku posting Kari puni Anya zila ku transfer Kara heichhi. Eha jeun adhar re heichhi taha Manyabar Health Minister tadarakh karibe ki?. Nachet Rajya ru Babu Raj hati be nahin ebang se Addl Secretary dirgha dus Barsha heba Rahi jeun sashan chalai chhanti Tara abashan heba nahin. Apan nk channel madhyam re anurodh karuçhhi ki eha ku CM nk drusti ku nia jau.
@JaggnathBishoyi
@JaggnathBishoyi Ай бұрын
Bjd netamane sabu kukura
@user-lt2hg9hj3p
@user-lt2hg9hj3p Ай бұрын
Semane BJP pain b durniti karibe babi rahichhanti Kia kahiba bjp kamare amane na asibe
@bansidharbehera2687
@bansidharbehera2687 Ай бұрын
ଭିତରେ ପ୍ରେମ ଅଛି. Bjd prem. ଲୁଚିଲେ କଣ ହେବ. ରାଜ୍ୟକୁ ଖାଇଯିବେ. ଗେଣ୍ଡାଳିଆ
@ajayakumarsahoo4663
@ajayakumarsahoo4663 Ай бұрын
Bjp.odisha.police.dipatment. Badalikar.bjp.ra.balakharap.padib
@user-ds3nj5lw1n
@user-ds3nj5lw1n Ай бұрын
He is a good I P S officer when he contoled the crime in different Disricts where youare. He is dire officer and betting his life he met somany attacts. I am requested yoy not to open your mouth.
@riyabarsa6676
@riyabarsa6676 Ай бұрын
Hon'ble CM Mohan Charan Majhiyou could not take any action against corrupted IPS IAS officers of Odishayou are not eligible and able to take action against them. Hon'ble CM Mohan Charan Majhi you give resignation from your CM post
@tapassamantray3810
@tapassamantray3810 Ай бұрын
BJP bjd bhai bhai
@nareshpatro7986
@nareshpatro7986 18 күн бұрын
Sabuthu bada chora ye IPS
@biranchinarayanmaharana1656
@biranchinarayanmaharana1656 Ай бұрын
Munda nathiba gruha bibhaga
@santoshsatapathy4249
@santoshsatapathy4249 Ай бұрын
Mutura muturi gotia henssre Kia ba kaha birudhare jiba kahinki? Kholichala lutichala khaichala tumeta janatankar bhagaban
@sashikantapanda7198
@sashikantapanda7198 28 күн бұрын
Se pandian pakhare thiba. Touter ko hatao. Jail bhejo
@santoshprasadmishra4977
@santoshprasadmishra4977 Ай бұрын
Those Officers were helping BJD in political matters. Now BJP wants assistance of those Officers in the prosperity of BJP political matters. So BJP is not taking action against them.
@nareshpatro7986
@nareshpatro7986 18 күн бұрын
Taku punishment miliba uchita
@pradiptamohanty1364
@pradiptamohanty1364 Ай бұрын
Ethare BJP sarakar stanuta ra ek nagna namuna nhi kuhajiba....
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 20 МЛН
Stay on your way 🛤️✨
00:34
A4
Рет қаралды 13 МЛН
Հարցազրույց Վահագն Ալեքսանյանի հետ
23:51