No video

🔵 Who Is The Thorn In Odia Cinema Industry? | Film Maker And Actor At Odisha Nirman Conclave 2023

  Рет қаралды 177,174

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #ollywood

Пікірлер: 1 700
@myprayas6155
@myprayas6155 9 ай бұрын
Monoj bhai ତମର strugle ଓଡିଶା ପାଇଁ ବହୁତ ବଢିଆ ଓଡ଼ିଆ ଇଣ୍ଡଷ୍ଟ୍ରି କୁ international lebel ku ନିଅ ଆମେ ତମ ପଛରେ ଅଛୁ
@binodaction7296
@binodaction7296 9 ай бұрын
Manoj Mishra 100% right
@bikash7773
@bikash7773 9 ай бұрын
Manoj Mishra is the real hero of Odisha . Every language of Odisha should be recognized with the help of odiya cinema
@SNOdianews
@SNOdianews 9 ай бұрын
Seta mo balo ta seta kie re hero na mo balo mo katha ku jie bhul kahibo tahale sie randi chua au gote bedhua gharo ro pila😠😠😠
@user-oi5yc8bz2e
@user-oi5yc8bz2e 9 ай бұрын
He is villain 😅
@MCA_KA_BANDA_
@MCA_KA_BANDA_ 9 ай бұрын
Arindam thik katha kahunahanti
@getmesunil005
@getmesunil005 8 ай бұрын
​@@SNOdianews sala pelei pua nije ta malisahi product, anya nku kn kahuchu 😜
@SNOdianews
@SNOdianews 8 ай бұрын
@@getmesunil005 to maa ku peli thili na to sister ku palei puo kahuchu 🤣🤣🤣
@snbbariha251
@snbbariha251 9 ай бұрын
କାହିଁ କଣ୍ଟା କଣ୍ଟା ହେଉଛି କେମିତି ତମ moves ଆଗକୁ ଯିବ ତାକୁ ବିଚାର କର 👍 ମନୋଜ ମିଶ୍ର ସବୁ ବେଳେ ଭଳ❤🙏
@babulakhara6168
@babulakhara6168 8 ай бұрын
Right
@vikrantkhatai5750
@vikrantkhatai5750 9 ай бұрын
Manoj Mishra & Anupam Patnaik has given sensible & logical answers 🙌🏻👏👏
@samikshyaranimishra4187
@samikshyaranimishra4187 9 ай бұрын
Arindam ego re thile saithi pai sry kahiki ques 3 times kahibaku paduthila.
@vikrantkhatai5750
@vikrantkhatai5750 9 ай бұрын
​@@samikshyaranimishra4187True, they should learn humbleness from South Indian actors. That's the first reason why South actors are successful & still down to earth & the mass love them.
@user-uf6ry8jy6o
@user-uf6ry8jy6o 8 ай бұрын
Mr Arindamku National award winner star bhali laguthila
@sunilkumarsethi9352
@sunilkumarsethi9352 9 ай бұрын
ଯେତେ ବେଳେ ମନୋଜ ଭାଇ ଆରମ୍ଭ କରିଲେ ତାଙ୍କର ବର୍ତ୍ତବ୍ୟ ସେତେ ବେଳେ ଲୋକ ମାନେ ଯୋଉ କର ତାଳି ରେ ସ୍ବାଗତ କରିଲେ ବୋହୁତ ଭଲ ଲାଗିଲା ❤❤
@Healthin2791
@Healthin2791 9 ай бұрын
ମନୋଜ ମିଶ୍ର ପରମ ମା ଗିହା ର ଧରମ ଭାଇ ସେଇଟା ଟାଉଟର ଚୋର ଭେଶିଆ ଟା
@rjsoy4432
@rjsoy4432 9 ай бұрын
​@@Healthin2791ଆବେ ତୁ ସତି ସାବିତ୍ରୀ ଛୂଆ 😅
@Radhakanta_Music_Official
@Radhakanta_Music_Official 9 ай бұрын
​@@Healthin2791 ତମେ ପ୍ରବଳ ମାଗିହା କିଛି ନ ବୁଝି Comments ରେ ସୋଡ଼ି ଦେଇ ପଳେଇ ଯାଉଛ
@bijayakaudi5086
@bijayakaudi5086 9 ай бұрын
​@@Healthin2791tor maa k gehithila bo chir giha
@harishankarlingarajmunda9836
@harishankarlingarajmunda9836 9 ай бұрын
@@Healthin2791 Jiye sata kahe taaku sahi npaari loka gaali dianti
@satyabansahu3430
@satyabansahu3430 9 ай бұрын
Monoj Mishra is the great actor 🎉🎉
@Radhakanta_Music_Official
@Radhakanta_Music_Official 9 ай бұрын
ସଭିଏ କହିଛନ୍ତି ମନୋଜ୍ ମିଶ୍ର ଗ୍ରେଟ୍
@vickyy6539
@vickyy6539 9 ай бұрын
Mo balo😂😂😂😂
@papunicreation782
@papunicreation782 9 ай бұрын
😁😁😁😁
@firojkumarpradhan5518
@firojkumarpradhan5518 9 ай бұрын
Ok accept he is a great actor. But he is not a good person.. personally...
@bhishmabuda5886
@bhishmabuda5886 8 ай бұрын
👍ଜୟ କୋଶଲ 🚩
@Ytr6371
@Ytr6371 9 ай бұрын
ମନୋଜ୍ ମିଶ୍ର ଠିକି କହିଛନ୍ତି ଲୋକ ବି ସପୋର୍ଟ କରୁଛନ୍ତି ଫ୍ରମ୍ କଟକ🙏
@sachinbibharofficial8134
@sachinbibharofficial8134 9 ай бұрын
Manoj sir is a more popular actor in all over odisha & trend right now all are known him not only Odisha but also others state... children to older most of the peoples...Lov u sir ❤all the best❤
@user-bg8oi9wm6s
@user-bg8oi9wm6s 9 ай бұрын
Au satare na kana
@satyamsahu1525
@satyamsahu1525 9 ай бұрын
Jai kosal
@satyamsahu1525
@satyamsahu1525 9 ай бұрын
Amar kosal heba
@Radhakanta_Music_Official
@Radhakanta_Music_Official 9 ай бұрын
Jay kashol
@crickstudio7545
@crickstudio7545 9 ай бұрын
Anta khali Sambalpuria nku lagsi..
@user-im2te3pn1x
@user-im2te3pn1x 9 ай бұрын
ଏ ଆଲୋଚ୍ୟ ରେ ମୋନଜ ମିଶ୍ର ଙ୍କ ମନ୍ତ୍ୟବ୍ୟ ଭଲ ଲାଗିଲା , ମୋନାଜ ମିଶ୍ର ଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ଇର୍ଷା କରୁଛି ସତ, କିନ୍ତୁ ମୋନାଜ୍ ମିଶ୍ର ଦିନେ ଓଡ଼ିଆ ସିନେମା କୁ ରାଜ୍ୟ ବାହାରେ ପ୍ରସାର କରି ପାରିବେ । କାହିଁକି ନା ମନାଜ୍ ମିଶ୍ର ଙ୍କ ଓଡ଼ିଆ ସିନେମା ର ଉନ୍ନତ ପ୍ରୋତି ଭାବନା ଉଚ୍ଚ କୋଟିର । love you monaj bhai , I am form Moyurbhanj
@binaynayak1510
@binaynayak1510 9 ай бұрын
Manoj bhi nika fayda paiin achi , se kichi udhar karibaku aasini ollywood ku . bas nija jaga khojuchi
@tapannaik1404
@tapannaik1404 9 ай бұрын
ଅନୁଗୋଳ ଟୋକା । ମନୋଜ ମିଶ୍ର good better best
@sachinbibharofficial8134
@sachinbibharofficial8134 9 ай бұрын
We know better,Only one person can think how to odia movie more successful in all over the country i.e Manoj Mishra sir🌎 & others can become a copy film maker stars 🤩🤩
@abhijitsingh374
@abhijitsingh374 9 ай бұрын
​@@binaynayak1510se jahar faida hau na kahinki....anubhav anubhav,arindam arindam ame heuchu khali...semane sabu politics re focus kemiti money earn karibe...star campaigner hebe....kebe kebe lage semanka main focus thila..kichi din movie kariki popular hoi politics join kariba..
@CineVlogsOdia
@CineVlogsOdia 9 ай бұрын
@@sachinbibharofficial8134 Babushaan openly kahuchi au copy karibini Daman pare jaha film sabu dekhiba original content film
@anilkumarmaharana2206
@anilkumarmaharana2206 9 ай бұрын
Manoj Mishra Sir is Right....
@AshokKumar-rk6oc
@AshokKumar-rk6oc 9 ай бұрын
Every odia people know the manoj mishra's struggle.. ମନୋଜ ମିଶ୍ର ଙ୍କ କଥା ରେ ଦମ୍ ଅଛି। କଠିନ ପରିଶ୍ରମ ର ଫଳ ସବୁବେଳେ ଭଲ result ହିଁ ହେଇଥାଏ।
@yashabantanaik9658
@yashabantanaik9658 8 ай бұрын
ବାଳ ଦମ୍ ନା
@Bastabjiban734
@Bastabjiban734 9 ай бұрын
Anupam sir is really a good person... କେବଳ ଜଣେ ବହୁତ Polite ମଣିଷ.. ସତରେ ଏସମସ୍ତଙ୍କର କଥା ଭିତରେ କେବଳ ଜଣେ ହିଁ gentle ଏବଂ ସଂସ୍କାରି ମଣିଷ ସିଏ ହେଉଛନ୍ତି ଅନୁମପ ମହାଶୟ 🙏🙏
@EXTRAMOVIESREVIEWS
@EXTRAMOVIESREVIEWS 9 ай бұрын
I support Manoj Mishra Sir 🙏
@soumyaranjanmohapatra7933
@soumyaranjanmohapatra7933 9 ай бұрын
ଅରିନ୍ଦମ ଖାଲି କହୁଛି ଯେ ଆମେ ଯେମିତିକା ଫିଲ୍ମ କଲେ ଲୋକେ ଦେଖିବେ 😂😂😂 କିଏ ବେ ତମେ ମାନେ
@abinash8342
@abinash8342 9 ай бұрын
Copy ଫିଲ୍ମ କରି ଓଡ଼ିଆ ଦର୍ଶକ କୁ ଦେଖାଇ ବୋକା ବନାଇବି ଭାବୁଛି ଅରିନ୍ଦମ
@khusikids
@khusikids 9 ай бұрын
୧ - ଅରିନ୍ଦମ୍‌ ଡେରିରେ ବୁଝୁଚି , ତା ମୁଣ୍ଡ ରେ ରଂ ନମ୍ବର୍‌ ଢ଼ୁକିଚି । ୨ - ଅନୁପମ୍‌ କହୁଚି ଯାହା ଅଛି ସେତିକି ବହୁତ୍‌, ଆଉ କିଛି ଦରକାର୍‌ ନାହିଁ । ୩ - ମନୋଜ୍‌ କହୁଚି ଆଜି ଆମେ ଗରିବ, କାଲି ଆମେ ଧନି ହେବାପାଇଁ ଭଲ ରାସ୍ତାରେ ଚାଲିବା । ( ମୁଁ କହୁଛି ମନୋଜ୍‌ ସାର୍‌ ଠିକ୍‌ କହୁଛନ୍ତି )
@mstylishlybabu1896
@mstylishlybabu1896 9 ай бұрын
ମୁଁ totally ସବୁ କଥା ଶୁଣି ସାରିଲା ପରେ ଯାହା ଅନୁଭଵ କଲି ଅରିନ୍ଦମ ଯେତେ କଥା କହିଲେ ତାଙ୍କ କଥା ରୁ ଯାହା ଲାଗିଲା ସେ କୌଣସି ଭୁଲ୍ ତ୍ରୁଟି କୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି! ଯାହା ଓଡ଼ିଆ industry ରେ ଭରି ରହିଛି! କହିବାକୁ ଗଲେ total industry ରେ ହିଁ ସମସ୍ୟା ରହିଛି! ଆଉ ଅରିନ୍ଦମ ସରକାର ଙ୍କ ବିରୋଧ ରେ ଯିବାକୁ ଚାହୁଁ ନାହାଁନ୍ତି ବୁଲେଇ ବଙ୍କେଇ ବେକାର କଥା ସବୁ କହୁ ଛନ୍ତି! ମାନେ ତାଙ୍କ କହିବା କଥା ଆମେ ଯାହା କହୁଚୁ ଯାହା କରିଛୁ ତାହା ସବୁ ଠିକ ଆଉ ସମସ୍ତେ ଆଖି ବନ୍ଦ କରି ଗ୍ରହଣ କରି ନିଅନ୍ତୁ! ବିଜେଡି ଦଳ ରେ ଅଧିକାଂଶ ଓଡ଼ିଆ ଅଭିନେତା ଅଭିନେତ୍ରୀ ବି ଅଛନ୍ତି ଯାହା ଫଳ ରେ ସବୁ ଜାଣି ବି ସେମାନେ ଚୁପ୍ ରହୁ ଛନ୍ତି! ଅରିନ୍ଦମ ଙ୍କ ମନ୍ତବ୍ୟ total ଗ୍ରହଣ ଯୋଗ୍ୟ ନୁହେ!
@anshumanchhatria8818
@anshumanchhatria8818 9 ай бұрын
Sata katha !
@abinash8342
@abinash8342 8 ай бұрын
Right
@tejrajchoudhury8516
@tejrajchoudhury8516 9 ай бұрын
ଗୋଟେ କଥା ବୁଝି ହେଲାଣି ଅରିନ୍ଦମ କଣ ବିଦେଶ ରୁ ଆସିଛନ୍ତି କି ଭଲ ଇଂରାଜୀ ଚୋବାଉଛନ୍ତି।
@suoli6421
@suoli6421 9 ай бұрын
Please watch anubhav mohanty interview.
@CineVlogsOdia
@CineVlogsOdia 9 ай бұрын
English re kahibaa kharap ki aji kali jie bi English kahuchi tame gaali daucha. Arey jadi ete English katha kahucha Ama education system change karuna 10th pare gote pila +2 English re Kain padhuchi Odia re padhuni kn pain English au Odia 2 ta jaka eka sanga re padhile katha kemiti kahiba 2 ta ku miseiki kahiba tahele
@sujitmeher3032
@sujitmeher3032 9 ай бұрын
ସେ mg କୁ ଦୁଇ ପଦ English ଛଡ଼ା କିଛି ଆସେନି
@Radhakanta_Music_Official
@Radhakanta_Music_Official 9 ай бұрын
​@@CineVlogsOdiaଆଗ ନିଜ ଓଡ଼ିଆ ଭାଷା ଠିକ୍ ରେ କୁହ ତାପରେ English କୁହ ନିଜ ଭାଷା କୁ ଗୁରୁତ୍ଵ ଦିଅନ୍ତୁ 😂
@user-sai802
@user-sai802 9 ай бұрын
English kahuchi Na Ta maa biya kahuchi Magiya besiya chuya
@romiobabu9169
@romiobabu9169 9 ай бұрын
Monoj Mishra 100% Right
@Mimanjo420
@Mimanjo420 9 ай бұрын
Manoj Mishra right kahi chanti ❤❤❤
@thetechstarbhabani4715
@thetechstarbhabani4715 9 ай бұрын
ମୁଁ ଏହି video ଟା ଦେଖିନି କିନ୍ତୁ ଏତିକି କହିବି ଭଲ Movie ର promotion ଦରକାର ନାହିଁ, ଯୋଉଟା ସୁନା ସେ କହିବାକୁ ପଡ଼େନି ମୁଁ ସୁନା ବୋଲି ଲୋକେ ନିଜେ ଖୋଜିବେ, ମୋତେ ଲାଗୁଛି Actor ଅପେକ୍ଷା ଭଲ Director ଆଉ producer ର ଆବଶ୍ୟକ ଅଛି ଓଡ଼ିଶାରେ, ଦମନ ପୂର୍ବରୁ କେବଳ ଗୋଟେ ଲୋକ ହିଁ ଓଡ଼ିଆ ଫିଲ୍ମ ସ୍ୱର ଉଠାଉ ଥିଲେ ତାଙ୍କେ ହୋଉଛନ୍ତି.. ମନୋଜ ମିଶ୍ର sir, ତାଙ୍କ ପାଇଁ ହିଁ ମୁଁ ଦମନ ର trailer ଦେଖି ପାରିଥିଲି |
@ratnakarbehera2351
@ratnakarbehera2351 8 ай бұрын
Right bro👌
@jyotiranjanpradhan1772
@jyotiranjanpradhan1772 9 ай бұрын
I m from khordha bt l mostly love to sambalpuri language and culture ❤
@abm555
@abm555 9 ай бұрын
Odia culture kemti lage
@tapasheventmanagment1223
@tapasheventmanagment1223 9 ай бұрын
Thanks dada
@aswinikumar7753
@aswinikumar7753 9 ай бұрын
Sambalpuri i very much like.... As love from❤ paradip
@abm555
@abm555 9 ай бұрын
@@aswinikumar7753 Sambalpuria sabu tume mane emti sabu micha place lekhi odisha re kalaha karucha ...
@bishnucreations3927
@bishnucreations3927 9 ай бұрын
ଧନ୍ୟବାଦ୍ sir🙏 ଏମିତି ଆମେ ଏକାଠି ରହିବୁ ❤
@ashokbag5461
@ashokbag5461 9 ай бұрын
Manoj Sir is the great best person ❤
@dillipherna2205
@dillipherna2205 9 ай бұрын
Right. Monoj sir ❤️
@Dibya863
@Dibya863 9 ай бұрын
Manoj sir is right person
@manashtechno2591
@manashtechno2591 9 ай бұрын
Manoj babu jaha kahile thik kahile, all the best ..
@LiladharDalbehera-yk7kv
@LiladharDalbehera-yk7kv 9 ай бұрын
Monoj sir I love you
@lokanathnaik8165
@lokanathnaik8165 9 ай бұрын
Well said Manoj sir and Anupam sir....👍
@user-um6nx6wg4x
@user-um6nx6wg4x 9 ай бұрын
ଏଇ Conclave ଟା ଆଉ ଗୋଟେ ଘଣ୍ଟା ଅଧିକ କରିବାର ଥିଲା, Arindam sir ଆପଣ 2018 ମସିହା ର କଥା କହୁଛନ୍ତି, trend ଏବେ ଚାଲୁଛି କି ଲୋକ ମାନେ copy film ଦେଖିବାକୁ ଭଲ ପାଉନାହାନ୍ତି, ଆପଣ ଏବେ ଚେତା ପାଇଲେ 2024 ବେଳ କୁ, ଟିକେ South movie କଥା ଭାବନ୍ତୁ, Hollywood କୁ ଟକର ଦେବା ପାଇଁ ବାହୁବଳୀ, pushpa, kgf, ସତ କହିବି ମୁଁ ଦର୍ଶକ, south movie ଦେଖି ଦେଖି ତାଙ୍କ ପରମ୍ପରା ଜାଣିଛି ତାଙ୍କ dress, ତାଙ୍କ ଖାଈବା ସବୁ କଣ କେମିତି ଜାଣିଛି, marthi Film ଦେଖିକି ଜାଣିଛି Ganesh ପୂଜା କେମିତି, ଗୁଜରାଟୀ film ଦାଣ୍ଡିଆ, ପଞ୍ଜାବୀ ର oye Soni kudi, Kolkata ର ଦଶହରା, ଆଉ ବାହାର ଲୋକ ଜାଣିନାହାନ୍ତି କି ମାନେ Bollywood star sri govinda ji ଙ୍କୁ ମ fev. Actor Archita ji ତାଙ୍କ ପରିଚୟ ଦେବାକୁ ଯାଇକି କହୁଛନ୍ତି, sir ମୁଁ ଓଡ଼ିଆ film ର ଜଣ କଳାକାର, ଆଉ ତା ପରେ ତାଙ୍କ reaction o really, i AM sorry, i don't know before, ଯାହା ଙ୍କ film ଛୁଆ ଦିନୁ ଦେଖି ଦେଖି ମୁଁ ବଡ ହେଇଛି, ତାଙ୍କୁ Bollywood, ଆଉ ବାହାର ରାଜ୍ୟ ରେ କେହି ଜାଣି ନାହାନ୍ତି, କିନ୍ତୁ ଏବେ ଜଣେ kfg ରେ first time role ମିଳିଲା ତାଙ୍କୁ ସାରା ଦେଶ ରେ ଜାଣିଲେ, ଆଉ ଓଡ଼ିଶା ଆସିଲେ ସେ ଯେ ରାସ୍ତା ରେ ଗାଡ଼ି ଜାମ୍, ମୁଁ ସମସ୍ତ ଓଡ଼ିଆ କଳାକାର ମାନଙ୍କ ଏବଂ association କୁ ଅନୁରୋଧ କରୁଛି ଆହୁରି conclave କରନ୍ତୁ, ସରକାର ଙ୍କ ସହ କଥା ହୁଅନ୍ତୁ, ନିଜ ନିଜ ଭିତରେ discuss କରନ୍ତୁ, କେମିତି ଓଡ଼ିଆ ସିନେମା କୁ ରାଷ୍ଟ୍ର ସତରେ ଏବଂ ବ୍ୟବସାୟକ ସଫଳତା ପାଇବେ, ବାହାର ରାଜ୍ୟ ଲୋକ artist ମାନେ ଆପଣଙ୍କୁ ଜାଣିବେ, ନିଜ ପରିଚୟ ନିଜକୁ ନ ଦେବାକୁ ପଡ଼ିବ, କାହିଁକି ନା ଆପଣ ମାନେ ମ ପାଇଁ ମ star, ହଁ ଏ ସବୁ କରନ୍ତୁ କିନ୍ତୁ tv news media, social media ରେ ନୁହଁ, କାହିଁକି ନା KZbin ରେ anubhav Mohanty new song searching କଲେ, ଆସୁଛି kanak news, OTV, Odisha Bhaskar 🤣🤣🤣 @anubhav_mohanty @Archita @Manoj_Mishra @sabyasachi @Arindam_Roy @Kanak_News
@Rolex77077
@Rolex77077 9 ай бұрын
Exactly that's what Manoj Mishra is trying to say but semane na bujhi ki jani suni ae katha ta ku avoid kariki bas ama ae lower standard ra movie kariki ame Odia darsaka nku boka baneibu bhabuchhanti 😂😂 but, hume ghanta fark nahi padta jadi high level making heithiba + good story then only ame dekhibu nahele nahi ama ichha 🗿🥱💯
@Math_wizad
@Math_wizad 9 ай бұрын
Tbh mu odia but odia movie dekhiba pain ichha hin hauni ta Kan Kariba Emiti mu nahi bahut frnds b
@pseudopodia4491
@pseudopodia4491 9 ай бұрын
​@@Math_wizadBhai aei chodi superstar manaka film dekhiba ku ichha nahin. Sata kahile Anupam patnaik nka film bahut bhala heichi. Au mu Biswas karuchi je Anupam patnaik bahut agaku jibe. Odisha re bahut nua kalakar achanti jemiti ki dipanwita das mahapatra, chawdhuri jayprakash etc.
@user-um6nx6wg4x
@user-um6nx6wg4x 9 ай бұрын
@@Math_wizadଭାଈ ମୁଁ ବି ଏବେ ଏଇୟା ହିଁ କହୁଛି, ଏ ମାନେ କାହିଁ ମାଡ ହେଇଛନ୍ତି, ଦର୍ଶକ ମାନଙ୍କୁ ଜାଣନ୍ତୁ, ତାଙ୍କ film test କଣ, କଣ ସେ ଚାହୁଁଛନ୍ତି, ଯୁଗ ଅନୁସାରେ କଣ ଚାଲିବ, ଭାଇ ସତ କଥା ହେଉଛି, ଇଚ୍ଛା ନାହିଁ ଏଇଟା ଆମେ ଏବେ କହୁଛେ, ମନେ ଅଛି ବାବୁଶାନ ଙ୍କ ଦେ ଦେ ଦେ ମ ମାଲ୍ ଟା ଦେ song ଦେଖିକିexcitement ହେଇକି tv ଆଗରେ ବସିଛି jeudina tv ରେ ଦେବ, ଦେଖିଲି, ତା ପରେ jio ଆଉ Airtel ମାଗଣା data, Mobile ଘରେ ଆସିଲା, youtube ରେ ରାତି ଦିନ ସବୁ ଦେଖିଲୁ, copy କରିକି paste କଲେ, ଲଗାତାର ଚାଲିଲା, ଲଗାତାର ମନ କଷ୍ଟ ହେଲା, south movie Hindi ରେ dubbing ହେଇକି ଆସିଲା, ତାକୁ ତମେ copy କରୁଛ, କାଇଁ ହେରା କିରା ଆମେ hindi ରା କ ବୁଝି ପାରୁନୁ ଗି, but i wating for ମାଲ୍ୟଗିରୀ, on OTT
@shreemantashreemahanta3690
@shreemantashreemahanta3690 9 ай бұрын
R8
@chittaranjan1167
@chittaranjan1167 9 ай бұрын
Manoj bhai 100% right ❤ aridam paisa pai kama karuchantiy film pai nuha
@GyaanaNayak
@GyaanaNayak 9 ай бұрын
Manoj chutiya pa Katha kahuchi ta chada kichi nuhe se chanhuchi sarkar kati ru bhika milu but chanhuni gote bhala odia movie Kariba pain khali se harami monaj odisha ku bhaga Kariba ku chanhuchi 😂😂
@dibyakumar885
@dibyakumar885 9 ай бұрын
ମନୋଜ ମିଶ୍ର ସାର୍ ଉଚିତ୍ କଥା କହିଛନ୍ତି। ତାଙ୍କ ଅଭିଯୋଗ ସବୁକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଓଡ଼ିଶା ସରକାର ଗୁରୁତର ସହିତ ନେବା ଉଚିତ୍। ତା'ହେଲେ ଯାଇ ଓଡ଼ିଆ ସିନେମା ତଥା ଓଡ଼ିଶାର ଉନ୍ନତି ସମ୍ଭବ।
@BINODDAS-pw2eg
@BINODDAS-pw2eg 9 ай бұрын
Manoj Mishra ❤
@rksumantaofficial2954
@rksumantaofficial2954 9 ай бұрын
Manoj sir all time right 👍
@rakeshchandrapradhan114
@rakeshchandrapradhan114 9 ай бұрын
Ott କେମିତି ନେବ ,,, ଓଡ଼ିଆ ଲୋକ ତ ଓଡ଼ିଆ ପଢ଼ାଉନାହାନ୍ତି ନିଜ ପିଲା ଙ୍କୁ,,,,, ପିଲା ଯଦି ନ ପଢିବେ ଆମ ଭାଷା କେମିତି ଆଗକୁ ଯିବ,,, ତାମିଲ ତେଲଗୁ ସିନେମା ଏଥି ପାଇଁ ଆଗରେ,,, ସେମାନେ ତାଙ୍କ ଭାଷା କୁ ବହୁତ ପ୍ରାଧାନ୍ୟ ଦିଅନ୍ତି,, ସେଥିପାଇଁ ତାଙ୍କ ସିନେମା ଆଗରେ
@iswarmajhi2811
@iswarmajhi2811 9 ай бұрын
Manoja daa is right
@santoshlifelive2693
@santoshlifelive2693 9 ай бұрын
Love from bhawanipatna ..manoj dda....Jai maa samlei
@himms984
@himms984 9 ай бұрын
ଏ debate ରୁ ଗୋଟେ katha ଜଣାପଡିଲା ଯେ ଏ ମନୋଜ ଆଉ ଅରିନ୍ଦ୍ୟମ ର ଇଗୋ ଯାଇନି ଏଯାଏ |
@AshokPanda-qt4qn
@AshokPanda-qt4qn 9 ай бұрын
Manoj Mishram Thanks 👍
@rocky2o15
@rocky2o15 9 ай бұрын
Manoj mishra put the right point 19:03
@akashsethi3849
@akashsethi3849 9 ай бұрын
Manoj Mishra 💯 right
@ronaksahu993
@ronaksahu993 8 ай бұрын
Manoj Bhai full support from sambalpur ❤❤❤
@lkeducare
@lkeducare 9 ай бұрын
I don't like any other actors except Manoj Mishra.So proud of you Manoj Babu.
@OomArya
@OomArya 9 ай бұрын
Manoj sir full support 😊
@NiranjanPradhan-oe3sp
@NiranjanPradhan-oe3sp 9 ай бұрын
Love you manoj sir 💕💕
@prasantasahu4147
@prasantasahu4147 9 ай бұрын
Manoj is really creative person
@diskonabin5811
@diskonabin5811 9 ай бұрын
I support Manoj Mishra sir ❤
@paritrayanasadhunaam4980
@paritrayanasadhunaam4980 9 ай бұрын
Monaj bhai jaha bi kahile sunibaku kasta lagipare but it is hard truth ❤
@Kanhei111
@Kanhei111 9 ай бұрын
Monoj Mishra sir always ri8
@ashokbag5461
@ashokbag5461 9 ай бұрын
I support always Manoj sir
@kmkproduction8294
@kmkproduction8294 9 ай бұрын
Manoj Mishra ❤❤❤❤
@pratishmishra1583
@pratishmishra1583 9 ай бұрын
I am outside of Odisha since last 10 yrs.... my own experience, Actually maximum people out side odisha asks us where is Odisha ....
@hitter788
@hitter788 9 ай бұрын
If u ask an odia Villager about where is himanchal.. then same thing he will ask where it is ?.. even my mother is so simple that she doesn't know where is uttarakhand, neither sikkim and other states also
@pseudopodia4491
@pseudopodia4491 9 ай бұрын
​@@hitter788what ever he said is correct l. Accept the truth, odisha and odia don't have that much national level significant and haven't made any progress. And talking about outside of odisha, not about villages people. In general people are less known about odia culture and odia society, like Bengali and Gujarati. All the reasons are our contribution in films and representation in Bollywood. Gote culture ra prachara prasar setebele haba jetebele taku loka mane jani paribe, au seita ra gote bata hela chalchitra madhyama re .
@hitter788
@hitter788 9 ай бұрын
@@pseudopodia4491 jiye uneducated jahara bahar duniya saha lenden nahi loka nku bahara state re jaiki pacharile kadali ta janibe..
@SAIDARSHAN134
@SAIDARSHAN134 9 ай бұрын
Same happens with me also
@vikrantkhatai5750
@vikrantkhatai5750 9 ай бұрын
That's knowingly they do that... That's their arrogance & illiteracy. By behaving this way they want to feel superior than the other person.
@utclentertainment1908
@utclentertainment1908 9 ай бұрын
Arindam Babu RAM bhalia movie kale audiance jibeni dekhibaku..
@riteshnayak8824
@riteshnayak8824 9 ай бұрын
We Support Monaj Mishra 🎉🎉
@neherulalsabar917
@neherulalsabar917 9 ай бұрын
actually Manoj mishra is a good actor in odia cinema industry.
@user-TRADE-WITH-ADK
@user-TRADE-WITH-ADK 8 ай бұрын
Se bhauni bia actor 😂😂😂
@mrpratapofficial9416
@mrpratapofficial9416 9 ай бұрын
Very talented Manoj Mishra
@golson.q6567
@golson.q6567 9 ай бұрын
Manoj Mishra .. good..Actar
@bishnucreations3927
@bishnucreations3927 9 ай бұрын
ଧନ୍ୟବାଦ୍ kanak news 🙏 ଏହି news channel ହିଁ କେବଳ ଆମ ଓଡ଼ିଆ film ପାଇଁ ଲଢେଇ କରୁଛି ଆଉ devlope ପାଇଁ ଲାଗିଛି ।
@krushnabhoi6374
@krushnabhoi6374 9 ай бұрын
Manoj sir right
@PankajSahu-xp2om
@PankajSahu-xp2om 9 ай бұрын
1 no manoj sir... ❤
@DeepakKumar-fc5xk
@DeepakKumar-fc5xk 9 ай бұрын
ଲୋକ ମାନେ ଫିଲ୍ମ ଦେଖୁ ନାହାଁନ୍ତି ଏମାନେ ସୁପରଷ୍ଟାର ହେଲେ କେମିତି ???
@judhistirrana8428
@judhistirrana8428 9 ай бұрын
Right katha
@dayaanddaya1920
@dayaanddaya1920 9 ай бұрын
sabu copy film kariki superstar
@nageswarrana1117
@nageswarrana1117 8 ай бұрын
🤣🤣🤣
@munubag4909
@munubag4909 9 ай бұрын
I support ମନୋଜ ମିଶ୍ର 😍👌
@benudharchhatria9768
@benudharchhatria9768 9 ай бұрын
Manoj is the best
@shantanukumar7502
@shantanukumar7502 9 ай бұрын
spot Manoj bhai❤❤
@priyaranjanmaharaj8805
@priyaranjanmaharaj8805 9 ай бұрын
Manoj dada 💯 percent right katha.
@prasantakumarbehera8971
@prasantakumarbehera8971 9 ай бұрын
Banda na manoj
@lilamayasahu6669
@lilamayasahu6669 8 ай бұрын
Tama loka karithila para monaj mishra bbsr asile badeiba Abe Kari ki dekha dam achhi jadi
@middleclassMu
@middleclassMu 9 ай бұрын
I like anupam sir's statement well-done bro
@nishikantdas339
@nishikantdas339 8 ай бұрын
ଆସୁଛି ମୋ କାଳିଆ ଶୁଣ ସବୁଠାରୁ best film ସିରରାମ ପଣ୍ଡା ❤️❤️❤️❤
@jpofficial5440
@jpofficial5440 9 ай бұрын
Great manoj sir
@mrpratapofficial9416
@mrpratapofficial9416 9 ай бұрын
Manoj Mishra great 👍
@singerrabinagmusicvlog
@singerrabinagmusicvlog 9 ай бұрын
❤ U Manoj Sir ❤❤❤
@pabhi1825
@pabhi1825 9 ай бұрын
Monaj sir good and anupam sir very good ❤❤❤❤❤❤❤❤❤❤❤❤❤❤❤❤❤
@ONLINESambalpuri
@ONLINESambalpuri 9 ай бұрын
Manoj sir right kahuchhan
@arakrur3590
@arakrur3590 9 ай бұрын
I always support manoj sir 🙏🏻
@jeebanpradhan-mu8gn
@jeebanpradhan-mu8gn 9 ай бұрын
😂
@sibukumar9755
@sibukumar9755 9 ай бұрын
Monaj Mishra sir is real hero
@souravkumarsinghbabu8288
@souravkumarsinghbabu8288 8 ай бұрын
Mu 5 years pakha pakhi helani mu odia movie dekhuni because odia movie is always remake . Now i am waiting for puspa 2,salar,dunki i love ❤️ South Indian movie. I love monoj sir we want monoj sir ❤❤❤❤
@subashbarik3870
@subashbarik3870 8 ай бұрын
Right
@dambarudharrandhari8015
@dambarudharrandhari8015 9 ай бұрын
I love 💕 manaj mishara
@NS-pt5lf
@NS-pt5lf 9 ай бұрын
Manoj Mishra statement is right
@hemantapadhan7088
@hemantapadhan7088 9 ай бұрын
monoj mishra ❤
@sanjaypatra2206
@sanjaypatra2206 9 ай бұрын
Manoj mishra is good actor ❤
@bandeodisha5702
@bandeodisha5702 8 ай бұрын
Odia cinema ra kanta hela 1)content of story 2) Little no of hall 3) Intrest of audiance in odia language and culture 4)odia industry management system (chairman should be changed) 5) Director should be creative
@dranupmartha1802
@dranupmartha1802 9 ай бұрын
ଅରିନ୍ଦମ କେବେଠୁ ହିରୋ ହେଲେଣି 😄😄ନିଜ ତୁଣ୍ଡରେ ନିଜକୁ ହିରୋ 😄😄
@ToNy-cz2zl
@ToNy-cz2zl 9 ай бұрын
😂😂😂😂
@stylestar486
@stylestar486 9 ай бұрын
ସେ ସତ କହିଚି ସେଥିରେ କିଛି ଭୁଲ କହିନି
@RomZan-uw6md
@RomZan-uw6md 9 ай бұрын
Jetolo ku tu bina pant shirt re buluthilu Dando re setolo arindam film 100 days hall re chaluthila 😂😂😂
@shakti2rupu
@shakti2rupu 9 ай бұрын
😂😂😂😂😂😂😂😢😢😢😢😂😂😂😂😂
@papunicreation782
@papunicreation782 9 ай бұрын
Aridam nuha tame gote hero
@srabankumardigal7550
@srabankumardigal7550 9 ай бұрын
Arindom ray has political thoughts not industrial thoughts. Bcoz he is in the ruling party he supports the government of Odisha. I support Manoj Mishra.
@AshishPalei
@AshishPalei 9 ай бұрын
Banda support Manoj Mishra
@rameshmuduli1237
@rameshmuduli1237 9 ай бұрын
Manoj sir good
@ranjankumarnayak4109
@ranjankumarnayak4109 9 ай бұрын
I support Manoj Mishra Sir
@nishikant9
@nishikant9 9 ай бұрын
Anupam has said the perfect thing... Jadi bhala film haba loka nischay dekhibe.. No dout.. Ladhei kali jhagada kari kichi labha nai... N 10 ta association 10 ta negativity talks ku nei odia film bhala habani ki kharap habani.. Only mentality of good film makers will change the future.... Agaru manoj sir i was supporting you for the betterment of odia film industry... Ebe ye sabu tk besi heigalani.. Instead of complaining.. Please bring on new good films... Sara odisha basi odia film ra growth and success re help nischay karibe.. Last but not least... Create good films not controversies..
@ranjantarasiavlogs
@ranjantarasiavlogs 9 ай бұрын
ଓଡ଼ିଆ ସିନେମା ଭଲ ହଉନି ହଉନି ହଉନି , କହିଲେ କଣ ହେବ। ଯାହା ବି ସିନେମା ହଉଛି ସେଇଟା ଆମ ପାଇଁ ଭଲ। କାହିଁ 200 cr କାହିଁ 2cr so ଯେତିକି ଧନ ସେତିକି ମନ ରଖ।
@priyankapriyadarshanidas1472
@priyankapriyadarshanidas1472 8 ай бұрын
Loved The Anchor 😍.... Then My superstar Arindam Love From Deogarh 😊😊
@hariharchoudhury8469
@hariharchoudhury8469 9 ай бұрын
My Dist For NAYAGARH I Sopport Monoj misrh😊
@shibaprasadpodh5308
@shibaprasadpodh5308 9 ай бұрын
ମନୋଜ୍ ର କଥା ରେ ଦମ୍ ଅଛି
@bablu.gaming9062
@bablu.gaming9062 9 ай бұрын
Manoj sir🙏🙏 right
@romiobabu9169
@romiobabu9169 9 ай бұрын
Love u...monoj
@bikashmirdha1921
@bikashmirdha1921 9 ай бұрын
Super hiro👌 manoj mishra
@romance699
@romance699 9 ай бұрын
Arindam love you 😍 I support for you ❤
@ashishnaik6450
@ashishnaik6450 9 ай бұрын
Manoj is right
@sunilkumarsahoo1902
@sunilkumarsahoo1902 9 ай бұрын
Monaj mishra right.
@Sonurahan123
@Sonurahan123 9 ай бұрын
ଆରେ ମୋନଜ ଭାଇ ତମେ ଯଦି ପରି ବ ଦୟା କରି ଗୋଟେ ଓଡିଆ film କୁ internectional film କରି ଦେଖେଇ ଟିକେ 😊
@nilamadhabojha5969
@nilamadhabojha5969 8 ай бұрын
Arindam Roy sabubele pacharuchhanti ki kn kahibe...ete listening skill aau 😂😂....Manoj Mishra is really a talented person...his vision is very clear ❤
@plywoodjunxon5449
@plywoodjunxon5449 9 ай бұрын
Manoj Mishra is a right person
@darkclouds6246
@darkclouds6246 9 ай бұрын
Super Manoj 🎉 Mishra
@barahmihirrout8674
@barahmihirrout8674 9 ай бұрын
Manoj mishra sir best
@Master_ofWhy
@Master_ofWhy 9 ай бұрын
Manoj Mishra ଠିକ୍ ❤
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН
Вы чего бл….🤣🤣🙏🏽🙏🏽🙏🏽
00:18
Please Help Barry Choose His Real Son
00:23
Garri Creative
Рет қаралды 23 МЛН
🔵 Unveiling The Truth With Odia Actor Swaraj Barik | Kanak News
24:48
"THIRD DEGREE" with Raju Mishra(Film Maker)
22:28
Prameya News7
Рет қаралды 6 М.
BreakFast Odisha With Ravi Kinagi |Veteran Film Maker| Prameya News7
44:20
Kholakatha With Ollywood Actor-Director Hara Patnaik
20:25
🔵  Unveiling The Truth With Actor Manoj Mishra | Kanak News
24:11
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН