Why BJP Poking Nose in Every Matter? | Political Analyst Kedar Mishra On ASI & Ratna Bhandar Issue

  Рет қаралды 104,082

Rising Odisha

Rising Odisha

Күн бұрын

Watch Political Analyst Kedar Mishra On ASI & Ratna Bhandar Issue.
#politicalanalyst #kedarmishra #ratnabhandar #asisurvey #purijagannathtemple #odishagovt #bjpodisha #bjpgovt #mohancharanmajhi #dharmendrapradhan #rathyatra #odishabjp #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodish...
➠KZbin: / @risingodishanews
➠Facebook: / risingodisha.news
➠Twitter: / rising_odisha

Пікірлер: 447
@dilippatra7900
@dilippatra7900 3 ай бұрын
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି
@BasantaMutmu
@BasantaMutmu 3 ай бұрын
ଶସ୍ତା ଲୋକପ୍ରିୟତା ର ଭୟଙ୍କର ପରିଣାମ, ଇଏ ତ ଆରମ୍ଭ, ପରିବର୍ତ୍ତନ ର ପ୍ରଥମ ଚିତ୍କାର, ଆହୁରି କଷ୍ଟ ଅଛି ଦଶା ଭୋଗିବା ର 🤗
@arunkumarmohanty6292
@arunkumarmohanty6292 3 ай бұрын
ଆଜ୍ଞା, ରତ୍ନଭଣ୍ଡାର ଖୋଲିଲେ ସେଥିରୁ ଆମକୁ କଣ ଭାଗ ମିଳିବକି? ଯେମିତି ନୋଟ ବଂଦୀବେଳେ 15ଲକ୍ଷ ମିଳିଥିଲା !🤔କାରଣ ବିଜେପିର ଏହା ବଡ଼ ରାଜନୈତିକ ପ୍ରଚାର ଥିଲାତ !ସେଥିପାଇଁ ପଚାରିଲି. ଯଦି ଆମକୁ ଭାଗ ମିଳିବ, ତାହେଲେ ଦରଦାମ, ବେରୋଜଗାରୀ ଯେତେ ବଢିଲେ ଚଳିବ....
@anandamohakuda4943
@anandamohakuda4943 3 ай бұрын
😅😅
@sanjayasahoo9278
@sanjayasahoo9278 3 ай бұрын
Aalu ta 35/40 helani jouta sabuthu sasta haba katha. Magana chaula dia aau kou pate rate badheiki adaya kara...
@vapianjali8901
@vapianjali8901 3 ай бұрын
Perfect 100%true line
@sudhansumohanty2057
@sudhansumohanty2057 3 ай бұрын
ଏଇ ଶସ୍ତା ରାଜନିତୀ କରିକି ନବୀନ ବାବୁଙ୍କୁ ହରେଇଲେ
@jitendradash5617
@jitendradash5617 3 ай бұрын
ବିଜେପି ମିଛୁଆ ଦଳ ତ ସମସ୍ତେ ଜାଣିଛନ୍ତି ହେଲା ଆମେ କିଛି ଓଡ଼ିଆ ମେଣ୍ଢା ହେଇ ମିଛୁଆ ଦଳ କଥାକୁ ମନିନେଲେ
@betexshyamsundar990
@betexshyamsundar990 3 ай бұрын
ଜୁମଲା ବିଜେପି ସରକାର ଓ ମୋଦି ଜୁମଲା ର ସର୍ଦାର
@abhinandansutar197
@abhinandansutar197 3 ай бұрын
ବିଜେପି ହଉଛି ଭାରତୀୟ ଯାତ୍ରା ପାର୍ଟି.. So ଯାତ୍ରା କରୁଛି
@24study82
@24study82 3 ай бұрын
ଗେଣ୍ଡା ସବୁ ବିକି ଦେଇଛି
@abhinandansutar197
@abhinandansutar197 3 ай бұрын
@@24study82 ଫେକୁ cbi, ed କୁଆଡେ ଯାଇଥିଲା କି?
@24study82
@24study82 3 ай бұрын
@@abhinandansutar197 ଗେଣ୍ଡା ଦଳ ଜାଣିଥିବେ
@abhinandansutar197
@abhinandansutar197 3 ай бұрын
@@24study82 ପିମ୍ପୁଡି କୁ ଡ୍ରେସ ପିନ୍ଧେଇ ହବନି କି ତୁମ ଭଳିଆ ଅନ୍ଧଭକ୍ତକୁ ବୁଝେଇହବନି
@24study82
@24study82 3 ай бұрын
@@abhinandansutar197 କିଏ ଅନ୍ଧ ଭକ୍ତ ଜଣା ପଡ଼ିବ ସେଦିନ ତମେ ଭାବିବ ମୁଁ ଗେଣ୍ଡା ଦଳ ରେ ରହି ମୁଁ ବି ଗେଣ୍ଡା ହେଇଯାଇଛି
@manasbehera90
@manasbehera90 3 ай бұрын
ଏଥର ଚାବି ପଳେଇବ ଗୁଜୁରାଟ
@sashikantabehera3686
@sashikantabehera3686 3 ай бұрын
ମିଛୁଆ ବିଜେପି. ଓଡ଼ିଆଙ୍କୁ ଠକେଇ ଜଗନ୍ନାଥ ନାଁ ନେଇ ଜିତିଗଲା. ଭଗବାନ ଉଚିତ ବିଚାର କରିବେ.
@anandamohakuda4943
@anandamohakuda4943 3 ай бұрын
Jay jagannath 🙏🙏🙏
@debasishpujari7286
@debasishpujari7286 3 ай бұрын
ବିଜେଡି ସମର୍ଥକ ଭାଇ ବୋଧେ, ବାଧୁଛି ନା??
@lilamayasahu6669
@lilamayasahu6669 3 ай бұрын
Bjd wala ghara ghara chaula nela jagannath na re kana hela
@bhushanlalsharma2268
@bhushanlalsharma2268 3 ай бұрын
Lok to semiti na kie nai Jani Thai bjp ei bhalia party boli tahaele kie free re vote dei chanti ki sabu mal khiya dhandha ebe hajam Kari dekho jagannath ra prakop to heba hi heba. Om
@Archanascreation
@Archanascreation 3 ай бұрын
RBI ପରି ଏ ବି ଖାଲି ହେବ କି 😢😢😢😢
@krishnabhaula4614
@krishnabhaula4614 3 ай бұрын
ଭାଇ ଆପଣ ଙ୍କୁ ସାରା ଓଡିଶା ଆଶା କରିଛି ଯେ ଆପଣ ଉଚିତ୍ ନ୍ୟାୟ କଥା କହିବେ ଠିକ୍ ସେ ଶିକ୍ଷା ଦେବେ ଏହି ଅଭିଜ୍ଞ ସରକାର ଟିମ୍ କୁ
@Skgbul470
@Skgbul470 3 ай бұрын
ପହିଲି ନାଟ ରୁ ଗୋଡ଼ ଫେର କା ,ଏମିତି ଯଦି ଚାଲିବ ଆଗାମୀ ନିର୍ବାଚନ ରେ ଡବଲ ଇଞ୍ଜିନ ର ପିଷ୍ଟୋନ ଜାମ୍ ହଇ ଇଞ୍ଜିନ ସମ୍ପୂର୍ଣ ଅକାମୀ ହେଇଯିବ,
@snigdhasorenofficial863
@snigdhasorenofficial863 3 ай бұрын
ବିଜେପି ବାଉଳା ହେଲାଣି , ପ୍ରମାଣ ହେଉଛି ସବୁ ମୂର୍ଖ MLA, ମନ୍ତ୍ରୀ ହେଇଛନ୍ତି ,ଓଡ଼ିଶାକୁ ଏଇ ମାନେ ପାତାଳ କୁ ନେଇଯିବେ
@deepakkumargachhayat2218
@deepakkumargachhayat2218 3 ай бұрын
Right
@anjannaik9350
@anjannaik9350 3 ай бұрын
Tu sala ti 😂😂😂
@JalandharPradhan-ct6kg
@JalandharPradhan-ct6kg 3 ай бұрын
ଜୟ ଜଗନ୍ନାଥ ହିସାବା କରିବ କାଳିଆ
@bijayanandapanda8816
@bijayanandapanda8816 3 ай бұрын
Ek dam sata🎉
@sucharitapanigrahy1790
@sucharitapanigrahy1790 3 ай бұрын
Thiku katha sir
@kishorkumbhar7838
@kishorkumbhar7838 3 ай бұрын
Right sir 🙏
@CreationOdia1234
@CreationOdia1234 3 ай бұрын
BJD ଥିଲା ଭଲ ଥିଲା ଏମାନଙ୍କୁ Vote ଦେଇ ଭୁଲ୍ ହେଇଗଲା
@subhanibarsha686
@subhanibarsha686 3 ай бұрын
Jaha hau apana abe bujhiparile, kintu bahut loka bujhiparunahanti
@deshidivas4791
@deshidivas4791 3 ай бұрын
😂😂😂😂
@FilusunKumar-on1pi
@FilusunKumar-on1pi 3 ай бұрын
Right bro
@swarnapravadehury2087
@swarnapravadehury2087 3 ай бұрын
BJP ku deithile tahahele apana
@susamarath7720
@susamarath7720 3 ай бұрын
Right
@biswajitmoharanabf5149
@biswajitmoharanabf5149 3 ай бұрын
ଆପଣ ସବୁବେଳେ ଠିକ୍ କଥା କହୁଛନ୍ତି ।କିନ୍ତୁ ଅନ୍ଧ ଭକ୍ତ ମନକୁ ବହୁତ୍ ବ।ଧୁଚି ।
@jaimaamanikeswarijjsa7953
@jaimaamanikeswarijjsa7953 3 ай бұрын
U r saying right sir
@babunamallick5594
@babunamallick5594 3 ай бұрын
ଆପଣ ଠିକ୍ କହୁଛନ୍ତି ସାର୍
@litumajhi9223
@litumajhi9223 3 ай бұрын
ଚୋରା ବଜପି
@sweetyhasamukhi1844
@sweetyhasamukhi1844 3 ай бұрын
BJP BALA JATI DHARMA KU NEI RAJANITI KARUCHHI
@NevaMajhi-j8b
@NevaMajhi-j8b 3 ай бұрын
Ekdom thik kohichhonti vai
@swapnamohanty5060
@swapnamohanty5060 3 ай бұрын
Right
@saktikantakar573
@saktikantakar573 3 ай бұрын
Ryt sir
@anandamohakuda4943
@anandamohakuda4943 3 ай бұрын
Kedar babu thik katha kahile , jay jagannath 🙏🙏🙏
@pinchumohanty3575
@pinchumohanty3575 3 ай бұрын
Really very nice topic
@qxztr
@qxztr 3 ай бұрын
ବିଜେପିର ଦିନ ସରିସରି ଆସୁଛି।
@lilamayasahu6669
@lilamayasahu6669 3 ай бұрын
Bjd gadi galani
@sukramardi4583
@sukramardi4583 3 ай бұрын
ବିଜେପି ସରୁନି ଏବେ ଆରମ୍ଭ ହେଲା
@sanjayasahoo9278
@sanjayasahoo9278 3 ай бұрын
​@@sukramardi4583 nai bhai 5yr bhalare rahijau seita thik haba. 400 par kahiki kn abasta ebe janithiba. Rajaneeti lokanka swartha paine kariba katha khali dharma , mandira , masjid loka kete sunibe. Sethipaine ta ajodhyare v bjp haila
@jogendraMajhi-td6rb
@jogendraMajhi-td6rb 3 ай бұрын
Jay kalki❤❤❤ Yug purush❤❤❤ jay kalki❤❤❤ you are right sir.... jay Jagannath❤❤
@mikhaelraita5570
@mikhaelraita5570 3 ай бұрын
Right sir
@gameover-or5xl
@gameover-or5xl 3 ай бұрын
thanks sir
@udechandradash6142
@udechandradash6142 3 ай бұрын
ଆପଣ ଠିକ୍ କହିଛନ୍ତି, ଏ ସବୁ କେବଳ ବାହାବା ନେବା ପାଇଁ ଯାତ୍ରା କରୁଛନ୍ତି
@studioommsai3973
@studioommsai3973 3 ай бұрын
Sir Good Sujest apankara
@madhusudanparida4161
@madhusudanparida4161 3 ай бұрын
Sir, Only power politics. Thanks for your nice clarification. 🙏
@JagatanandaDhrupati
@JagatanandaDhrupati 3 ай бұрын
Right
@BapuniBadu-cu5pk
@BapuniBadu-cu5pk 3 ай бұрын
Thiki Sir bhal katha kahile
@MIHIR1993
@MIHIR1993 3 ай бұрын
Right Sir 👍
@sucharitapanigrahy1790
@sucharitapanigrahy1790 3 ай бұрын
Thiku sir bjp Bala Indra Chandra manunahanti
@jaimaamanikeswarijjsa7953
@jaimaamanikeswarijjsa7953 3 ай бұрын
This bjp is using our lord Jagannath name in politics and asking vote same on this government
@sudhansusekharjena1396
@sudhansusekharjena1396 3 ай бұрын
Sir ଏ ଭଳି news ଶୁଣାଇଛନ୍ତି ,ତାହା heart କୁ ଜିତିଲା ପରି ଲାଗୁଛି ,ଯାହା ସତ୍ୟ
@biswaart9646
@biswaart9646 3 ай бұрын
ଆଜିପର୍ଯ୍ୟନ୍ତ କାହିଁକି ରତ୍ନ ଭଣ୍ଡାର ଖୋଳାଯାଇନଥିଲା l ଯଦି ASI କେନ୍ଦ୍ରସରକାରଙ୍କର agency ତାକୁ କିଏ ବନ୍ଦ କରିଥିଲା l ଚାବି ହଜିଯାଇଥିଲା ବୋଲି କିଏ କହୁଥିଲା duplicate ଚାବି ବିଷୟ ଆସିଲା କୋଉଠୁ l ବିଜେଡି ସରକାର କାହିଁକି ରଘୁବର ଦାସ କମିଟୀ ର ରିପୋର୍ଟକୁ ଲୁଚାଇ ରଖିଥିଲେ l ରତ୍ନଭଣ୍ଡାର ବିଜେପି ର ଏଜେଣ୍ଡା ଥିଲା l ASI ର ଯଦି ଏତେ power ଅଛି ଆଗରୁ କାହିଁକି ଖୋଲୁନଥିଲା l ରାଜ୍ୟସରକାର ନିଷ୍ପତିନେବେ କେମିତି କୋଉ ଦିନ ଖୋଲାଯିବ l
@pradipkumardasdas7184
@pradipkumardasdas7184 3 ай бұрын
Jay Sree Jagannath🙏
@sageetadehury7074
@sageetadehury7074 3 ай бұрын
Sir right Katha kahile
@pravakaracharya4020
@pravakaracharya4020 3 ай бұрын
ଓଡ଼ିଶା ସରକାରଙ୍କ ମନ୍ତ୍ରୀ କ'ଣ କେନ୍ଦ୍ର ସରକାର ଅଧିକାରୀଙ୍କ ଉପରେ ଆକ୍ସନ ନେଇପାରିବେ ?କେବଳ ଅଭିଯୋଗ ପଠାଇ ପାରିବେ।
@ThakurTudu-h1w
@ThakurTudu-h1w 3 ай бұрын
You are right Sir🙏🙏
@chittaranjanmohapatra3513
@chittaranjanmohapatra3513 3 ай бұрын
100% correct. Lokahasa agaku ahuri hebe.
@KuniSwain-qy8wb
@KuniSwain-qy8wb 3 ай бұрын
ମିଛ ଆଳ ଦେଖାଇ BJP ଠକୁଛି ଲୋକମାନଙ୍କ
@Ambassador_Christ
@Ambassador_Christ 3 ай бұрын
Absolutely
@DeepakDipu-d9b
@DeepakDipu-d9b 3 ай бұрын
Right ....Ratana vandara khola jaau
@DrSpattanayak
@DrSpattanayak 3 ай бұрын
This is the only drama by the new govt!!
@BapuniBadu-cu5pk
@BapuniBadu-cu5pk 3 ай бұрын
Thiki sar❤❤❤❤❤
@ramakantajagadala2015
@ramakantajagadala2015 3 ай бұрын
ସୁନ୍ଦର ଆଉ ସତ୍ୟ ମନ୍ତବ୍ୟ
@ysprasadlifestyle47
@ysprasadlifestyle47 3 ай бұрын
Sir 🙏.. 🙏
@josephsabar3783
@josephsabar3783 3 ай бұрын
You are right
@PremanandaRout-us5ni
@PremanandaRout-us5ni 3 ай бұрын
Thiki vai
@kishorechandrapattanayak4234
@kishorechandrapattanayak4234 3 ай бұрын
ସତ କୁହନ୍ତୁ ଚାବି ହଜିଯାଇଛି ବୋଲି କିଏ କହିଥିଲେ। ଆପଣ ଯଦି ଜାଣିନାହାନ୍ତି ଚୁପ ରୁହନ୍ତୁ। ଆମର କିଛି ମନେ ରଖିବା ଶକ୍ତି ଅଛି।
@kb42001
@kb42001 3 ай бұрын
ବିଜେପି ବାଉଳା ହେଉଛି ଆଉ ଲୋକଙ୍କୁ କରାଉଛି
@prasantkumarsahoo6
@prasantkumarsahoo6 3 ай бұрын
People of Odisha are watching all activities of new Government.We need developmental changes more than previous government
@pradeepkumarrout5608
@pradeepkumarrout5608 3 ай бұрын
Right Sir ❤
@GourabSahu-h1o
@GourabSahu-h1o 3 ай бұрын
ଏ କାମ ଆଗରୁ କଣପାଇଁ ଆଲୋଚନା ହେଉନଥିଲା
@bidhudas9762
@bidhudas9762 3 ай бұрын
Currect
@Nayak3856
@Nayak3856 3 ай бұрын
Chora BJP
@binodparamanik4228
@binodparamanik4228 2 ай бұрын
Right brother thank you
@hrusikeshmallik3221
@hrusikeshmallik3221 3 ай бұрын
ବିଜେପିର ଏ ଭଣ୍ଡାମି, ଓଡ଼ିଶାକୁ ଭୂଆବୁଲୋଉଛନ୍ତି
@devmadhual2816
@devmadhual2816 3 ай бұрын
Absolutely right sir
@sanjibtheinnovator700
@sanjibtheinnovator700 3 ай бұрын
ଜାଗ ଓଡ଼ିଆ ଜାଗ 🙏 ରତ୍ନ ଭଣ୍ଡାର ଲୁଟ ହବାକୁ ଯାଉଛି ଆଉ ସତରେ ଚାବି ହଜିଯିବ ଆଉ ଗୁଜୁରାଟ ପଳେଇବ ବୋଲି ଭାବିନିଅ 🙏 ଓଡିଶା ବାସୀ ଏକ ହୁଅ ଆମ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ ରାକ୍ଷକର 🙏🙏🙏🙏
@tarunnaik9344
@tarunnaik9344 3 ай бұрын
You are absolutely right sir...
@ranajitjena4668
@ranajitjena4668 3 ай бұрын
ଗୁଜୁରାଟି ଟାଉଟରଙ୍କ କଥାରେ ଗୋଲାମ ଓଡିଶା ବିଜେପି ଦଳ ନିର୍ବାଚନ ସମୟରେ ରତ୍ନଭଣ୍ଡାର ଖୋଲା ହବା କଥା କହିଥିଲେ ଆଜି କୁଆଡେ ଗଲା ତମ ପ୍ରତିଶୃତି. ଆଜି ରତ୍ନଭଣ୍ଡାର ଖୋଲିବା ପାଇଁ ଆଇନ ମନ୍ତ୍ରୀଙ୍କ ଫାଟୁଛି କଣ ପାଇଁ
@manojdikshit1308
@manojdikshit1308 3 ай бұрын
Very very intelligent all comments ❤❤🎉🎉
@RabiJakaka-rd2cr
@RabiJakaka-rd2cr 3 ай бұрын
ମିଛୁଆ ବିଜେପି ଓଡ଼ିଶା ବାସୀ ଜାଣନ୍ତି।
@vapianjali8901
@vapianjali8901 3 ай бұрын
Thank you sir 🙏 Nice line One one word perfect description Simple Line Right answer
@laxmanmurmu4020
@laxmanmurmu4020 3 ай бұрын
ଡବଲ୍ ଇଞ୍ଜିନ ନୁହେଁ,,, ଗୋଟିଏ ଗେଟିସ୍ ମାରା ଇଞ୍ଜିନ,,
@AadarshroutRout
@AadarshroutRout 3 ай бұрын
Thik katha bhai
@damodarmajhi4897
@damodarmajhi4897 3 ай бұрын
Bjd ସରକାର ମଞ୍ଚ ତିଆରି କଲା ଆଉ bjp ସରକାର ସେଥିରେ ଯାତ୍ରା କଲା।ମୋଦୀ ଶ୍ରୀ ରାମ ଙ୍କୁ ନେଇ ରାଜନୀତି କଲା ଆଉ ନବୀନ ସରକାର ଜଗନ୍ନାଥ ଙ୍କୁ ନେଇ ରାଜନୀତି କଲେ।ଆଉ ରାହୁଲ ଗାନ୍ଧୀ କୃଷକ ଓ ଚାଷୀ ଙ୍କୁ ନେଇ ରାଜନୀତି କଲେ। ଲୋକ ମାନଙ୍କ ସମସ୍ୟା କୁ ନେଇ ରାଜନୀତି କର ନା। ନା କି ମନ୍ଦିର କୁ ନେଇକି।
@litumusical5890
@litumusical5890 3 ай бұрын
Good education sir
@rabinarayanmohapatra4733
@rabinarayanmohapatra4733 3 ай бұрын
Thanks.
@sanjaynayak80
@sanjaynayak80 3 ай бұрын
Right 👍
@sunelikumardas193
@sunelikumardas193 3 ай бұрын
ସବୁ ଚୋର ଏକାଠି ଭେଟ, ଖାଲି ଡହରାମି କରୁଛନ୍ତି
@YoutuberSKYRAofficial
@YoutuberSKYRAofficial 3 ай бұрын
U r Right sir...
@chandrakantapanda5546
@chandrakantapanda5546 3 ай бұрын
MOHAN majhi jindabad achi jindabad rahiba Jay jagganath Jay shree Ram ❤❤❤❤🎉
@nanditamohanty6696
@nanditamohanty6696 3 ай бұрын
Right 👏👏👏
@BiswamitraPradhan-qt6gt
@BiswamitraPradhan-qt6gt 3 ай бұрын
You are correct advise.
@neellimapall5434
@neellimapall5434 3 ай бұрын
Right 🙏
@achyutamallik7395
@achyutamallik7395 3 ай бұрын
Ekdam rite kahichhanti bhai
@hemantasahoo-zt4tl
@hemantasahoo-zt4tl 3 ай бұрын
❤❤❤❤❤❤❤
@Pramila-ie1fb
@Pramila-ie1fb 3 ай бұрын
ଛଳନା କଲା ମୋ' ଦିଜିଜାହାକି ଓଡ଼ିଶାବାଶିମିଛ କହିଲା କହିଲା ଚାବି ଅଛି ପା6ଣ୍ତ ପାଖରେ..ଛିଛି😭😭😭😭😭😭😭
@MAHESWARMUDULI-rh3dw
@MAHESWARMUDULI-rh3dw 3 ай бұрын
Jay Jagannath Jay B jd
@prithviraj720
@prithviraj720 3 ай бұрын
Interview ର ସାର ମର୍ମ ହେଲା "BJP ଏକ ଅନଭିଜ୍ଞ ସରକାର"..... 😂😂 ବଢ଼ିଆ ବିଶ୍ଳେଷଣ କଲେ sir, ମଜା ଲାଗିଲା। କିନ୍ତୁ ଦୁଃଖ ର ବିଷୟ ଭାରତର ସର୍ବାଧିକ ଲୋକ BJP କୁ ବହୁତ୍ ପରିପକ୍ଵ, ଜ୍ଞାନୀ ଆଉ ପରୋପକାରୀ ବୋଲି ଭାବନ୍ତି । ଆଶା ଯେ ନେଡି ଗୁଡ଼ କହୁଣି କୁ ବୋହିବା ଆଗରୁ ଲୋକଙ୍କ ନିଦ ଭାଙ୍ଗିଯାଉ.....
@SantoshPadhi-hc4iu
@SantoshPadhi-hc4iu 3 ай бұрын
ବିଜେପି ପାଗଳ ଭୁଅଁ ବୁଲେଇଛି
@ShitansuRath
@ShitansuRath 3 ай бұрын
ଆମ ଓଡ଼ିଶା ଲୋକ ଏତେ ବୋକା ଯେ ବିଜେପି ର ଫାସ ରେ ପଡିଗଲେ। ଓଡ଼ିଆ ଅସ୍ମିତା କହି କହି ଠକି ଦେଲେ। ଏବେ ନାମ ନଉ ଥାଅ।
@gaganbehera5412
@gaganbehera5412 3 ай бұрын
ପୁରା ଠିକ
@prasantdalai1304
@prasantdalai1304 3 ай бұрын
ମୋହନ ବାବୁ 5 ଦିନ ହେଇନି, ନଈ ନଦେଖି ନଙ୍ଗଳ l 5 ବର୍ଷ ବେଳକୁ ୟାଙ୍କ କଛା ଗଳି ପଡ଼ିବ 😂😂😂
@sanjibsethi4568
@sanjibsethi4568 3 ай бұрын
❤❤❤❤vai ae katha gudaka tike election purbaru kahithante
@ranajitkumarmohanty9740
@ranajitkumarmohanty9740 3 ай бұрын
BJP Bala kichhi karanti nahin Mandira Masjid kahi time pass karanti Mote laguchhi 2009 ru chabi jai Gujarat re thila. BJP jitila chabi ferila. Chora halla karuthila.... Chora ku Dhara Chhi...
@Basantakumarchhanda
@Basantakumarchhanda 3 ай бұрын
ରତ୍ନଭଣ୍ଡାର ରୁ କଣ ଆମକୁ ମିଳିବ ଜୟ ଜଗନ୍ନାଥ
@MunaPradhan-g6l
@MunaPradhan-g6l 3 ай бұрын
Sir apana rite kahichanti❤
@RamaSwami-k2s
@RamaSwami-k2s 3 ай бұрын
Maikina ର 10ଟା ଘଇତା ହେଲେ kn ହେବ
@NarayanaSisa
@NarayanaSisa 3 ай бұрын
ଯଦି ଛାବି ଅଜିତ ନଥିଲା ତାହେଲେ ବିଜେଡି କାହିଁକି ଅଜିଯାଇଛି ବୋଲି କାହିଁକି କ ଉଥିଲା
@mathurendraprusty720
@mathurendraprusty720 3 ай бұрын
ଅସ୍ମିତା ଅର୍ଥ ଅହଂ କାର। ଭୁଲ୍ ଅର୍ଥ କରି ଓଡ଼ିଆ ଜାତିକୁ ଅପମାନିତ କରୁଛନ୍ତି ନମସ୍କାର
@kamalkumarbiswal2487
@kamalkumarbiswal2487 3 ай бұрын
ଓଡିଆ ଅସ୍ମିତା ପୁରା ଲଜ୍ଜିତ, ରେଳ ଦୁର୍ଘଟଣା ଠାରୁ NEET, NET QUESTION ପ୍ରଘଟ ପର୍ଯ୍ୟନ୍ତ, ଦୁଇ ଜଣ ଯାକ ଓଡ଼ିଶା ରାଜ୍ୟ ର. ଲଜ୍ଜା, ଘୋର ଲଜ୍ଜା.
@RosnaSahoo
@RosnaSahoo 3 ай бұрын
Sir apana right kahuchhanti
@iswarhembram3905
@iswarhembram3905 3 ай бұрын
ଯୋଉ ଭାଈ ମିଡିଆ ଆଗରେ କଥା କହୁଛନ୍ତି। Elecktion ପୂର୍ବରୁ କଣ କରୁଥିଲେ ସେ ଏବେ କହୁଛନ୍ତି,
@dineshbarik3481
@dineshbarik3481 3 ай бұрын
B J P ପାଗଳ ହୋଇ ଗଲାଣି
🍉😋 #shorts
00:24
Денис Кукояка
Рет қаралды 3,7 МЛН
From Small To Giant Pop Corn #katebrush #funny #shorts
00:17
Kate Brush
Рет қаралды 72 МЛН
The selfish The Joker was taught a lesson by Officer Rabbit. #funny #supersiblings
00:12
Running With Bigger And Bigger Lunchlys
00:18
MrBeast
Рет қаралды 122 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,7 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
🍉😋 #shorts
00:24
Денис Кукояка
Рет қаралды 3,7 МЛН