Why Did Raghubar Resign As Governor ? | No Comments | Nirbhay Gumara Katha

  Рет қаралды 16,921

Nirbhay

Nirbhay

Күн бұрын

Пікірлер: 54
@PRATYUSH.575
@PRATYUSH.575 23 сағат бұрын
ରାଜ୍ୟପାଳ ରାଜନୀତି କରିବାକୁ ଆସିଥିଲେ ରାଜନୀତି ସରଗଲା ଆଉ କଣ ପାଇଁ ରହିବେ ଓଡ଼ିଶାରେ
@prabhatgarabadu-hr8cy
@prabhatgarabadu-hr8cy 19 сағат бұрын
Sir, ବେଳେବେଳେ ଜନତା ଙ୍କୁ ହାତଯୋଡି ଆପଣଙ୍କର ଇଣ୍ଟରଡ୍ରଂକ୍ସନ ଦେଉଛନ୍ତି ତ ଆଉ କେତେବେଳେ....... ଲାଗେ ଯେମିତି ଜନତା ଙ୍କୁ କଟାକ୍ଷ କରି ଇଣ୍ଟରଡ୍ରଂକ୍ସନ...... 😡
@DCMajhi-wd3kg
@DCMajhi-wd3kg 22 сағат бұрын
ମାନ୍ୟବର ରଘୁବର ଦାସ କାହିଁକି ଇସ୍ତଫା ଦେଲେ,,ତାର ଠୋସକଥା ଆପଣ ଠିକ୍ ସେ କହିପାରିଲେ ନାହିଁ ଏହି ଏପିସୋଡ ର ତର୍ଜମା ଭଲ ଲାଗିଲା ନାହିଁ ସାର୍।
@deepakbisoyi4444
@deepakbisoyi4444 Күн бұрын
Both Father & Son's good works paid off
@PRATYUSH.575
@PRATYUSH.575 23 сағат бұрын
ରାଜ୍ୟପାଳ କଣ ପାଇଁ ନାୟ ଦେବେ ,ଓଡ଼ିଶା ସରକାରର ପୋଲିସ ବିଭାଗ ଦବା କଥା ,ସରକାର ବୁଝିବା କଥା
@brajakishorepadhi4022
@brajakishorepadhi4022 Күн бұрын
ରଘୁବର ଗୋଟେ କାଗଜ ବାଘ ସଦୃଶ। ଯେମିତି ଫିଲ୍ଡ କୁ ଯାଇ ଲୋକଙ୍କ କଥା ବୁଝୁଥିଲେ ସତେକି ନବୀନ ଉପରେ ଆକସନ୍ ନେବେ। କାହିଁ...
@chandipadapanda4707
@chandipadapanda4707 Күн бұрын
ରଘୁବର ଦାସ ନିଜେ ଏଠାରେ ନିଜକୁ ଅସହାୟ ବୋଧକରି ଶେଷରେ ଇସ୍ତଫା ଦେଇଛନ୍ତି ।
@satishchandrabehera7291
@satishchandrabehera7291 23 сағат бұрын
ମାନ୍ୟବର ରଘୁବର ଥରହର ହୋଇ ପ୍ରଦାନ କଲେ ଇସ୍ତଫା ପତ୍ର।।
@manjupravamishra8000
@manjupravamishra8000 Күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@anilkumarsahu6106
@anilkumarsahu6106 Күн бұрын
Jai shree Jagannath
@gangadhardash3430
@gangadhardash3430 2 сағат бұрын
🎉🎉
@BiduutaravaSahoo
@BiduutaravaSahoo Күн бұрын
This was grate thank you
@pramodkumarrout7641
@pramodkumarrout7641 Күн бұрын
ସମ୍ଭବ ସେ ଝାଡ଼ଖଣ୍ଡ ରେ ସିଧାସଳଖ ରାଜନିତୀ ରେ ଭାଗ ନେବେ । ସେ ରାଜ୍ୟପାଳ ହୋଇନଥିଲେ , ଝାଡ଼ଖଣ୍ଡ ରେ ଭାଜପା କ୍ଷମତା କୁ ଫେରିଥାନ୍ତ। କାରଣ ତାଙ୍କର ବହୁ ରାଜନିତୀଜ୍ଞ ଅଭିଜ୍ଞତା ଥିଲା ।
@SachidanndaMahanta
@SachidanndaMahanta Күн бұрын
Fantastic news🎉🎉🎉🎉🎉
@Skgbul470
@Skgbul470 23 сағат бұрын
ବୁଡ଼ା ହେଇଗଲେ ଆଉ ପାରୁନାହାନ୍ତି ତେଣୁ ଇସ୍ତଫା ଦେଇଦେଲେ.
@netajidash9367
@netajidash9367 Күн бұрын
ଖେଳ ଟା ବୋଧେ ବିଶ୍ୱବିଦ୍ୟାଳୟ ଆଇନ୍ ବେଳୁ ଆରମ୍ଭ ହେଇଚି ଲାଗୁଚି।
@sudarsannayak356
@sudarsannayak356 Күн бұрын
❤❤❤first
@hrushikeshmahanta6590
@hrushikeshmahanta6590 21 сағат бұрын
ପୁଅ ପାଇଁ ବାପ କୁ ଇସ୍ତଫା ଦେବାକୁ
@nrushinghnathsahu1630
@nrushinghnathsahu1630 Күн бұрын
ନବୀନ୍ ବାବୁଙ୍କ କେସ୍ ର ଦୁଇ ଦୁଇ ଥର ଆଇନ୍ ମନ୍ତ୍ରଣାଳୟ ର ପରାମର୍ଶ ନେବା ଭାରି ପଡିନି ତ?
@RanjanBehera-ge1kf
@RanjanBehera-ge1kf Күн бұрын
☀️ wrong analysis..ସେ ଓଡ଼ିଶାରେ ରାଜ୍ୟପାଳ ଓଡ଼ିଶା କଥା ବୁଝିଲେ.. ଝାଡ଼ଖଣ୍ଡ ପାଇଁ ଚମ୍ପେଇ ସୋରେନ୍ ଓ ବାବୁଲାଲ ମାରାଣ୍ଡି ଦାୟିତ୍ଵରେ ଥିଲେ.. ରଘୁବର ଜୀଙ୍କ ବିଶେଷ ଭୂମିକା ନଥିଲା....
@JANI-y8w
@JANI-y8w Күн бұрын
ଇସ୍ତଫା ଦେଇ ଦେଲେ ରାଷ୍ଟ୍ରପତି ❤
@bipracharanjena2736
@bipracharanjena2736 Күн бұрын
କେବଳ ମୋଦି ଓ ଶାହା କହିପାରିବେ କାରଣ କିନ୍ତୁ ଅଳ୍ପ ଦିନରେ ବିବାଦୀୟ ଥିଲେ
@bolangirboybgr550
@bolangirboybgr550 21 сағат бұрын
Wrong analysis। ଓଡ଼ିଶା ରେ ବିଜେଡି ପାଇଁ
@srath1477
@srath1477 Күн бұрын
No Raghubar Das has selled maximum ticket with high price. As a result BJP faced backlash in Jharkhand BJP . The result and consequences in front of you .
@JANI-y8w
@JANI-y8w Күн бұрын
ଇସ୍ତଫା ଦେଲେ ରାଷ୍ଟ୍ରପତି ❤
@JANI-y8w
@JANI-y8w Күн бұрын
ଇସ୍ତପା ଦେଇ ଦେଲେ ରଘୁ ବର ❤
@Jagannath-oc9ht
@Jagannath-oc9ht Күн бұрын
ରଘୁବାବୁ ଗଲେ ସରକାର ପାଇଁ ଭଲ।
@ashokkumarrath5435
@ashokkumarrath5435 23 сағат бұрын
Only for his son nothing else
@BirendraDas-xr1sk
@BirendraDas-xr1sk 22 сағат бұрын
Nabin Bhai!You did not focus on another probability of his resignation,i.e.his Mission Lotus ended with tremendous success in Odisha after which he was asked to resign for his failure to bring BJP to power in Jharkhand.
@narottammishra9353
@narottammishra9353 Күн бұрын
Apana. Kichi. Jani. Nahanti. Jai. Sri Ram
@susantasahoo9544
@susantasahoo9544 Күн бұрын
ନାରୀ ମାୟା ନାରାୟଣଙ୍କୁ ଅଗୋଚର, ବିଜେପି ଦଳ କହିଲେ ଏବେ ଅମିତ ଶାହ ଓ ନରେନ୍ଦ୍ର ମୋଦୀଙ୍କୁ ବୁଝାଉଛି / ସେମାନେ ଦଳକୁ ଯେଉଁଭଳି ନଚେଇବା କଥା ନାଚଉଛନ୍ତି / ବିଜେପିର ଭବିଷ୍ୟତ ଅନ୍ଧାର ଜଣାପଡୁଛି /
@pratapchandrasamal2396
@pratapchandrasamal2396 Күн бұрын
ସତ କହିଲେ ଅନ୍ୟଙ୍କୁ ବାଧିବ।
@lilamayasahu6669
@lilamayasahu6669 12 сағат бұрын
Bjp dala gote time atal Advani thile Abe modi shah Next kiya heba Jana nhi Tame chhamu Mane aji pandya agaku bhi pandya
@phusphusss
@phusphusss 22 сағат бұрын
Baghel nka photo kana pain?
@ashokkumarrath5435
@ashokkumarrath5435 23 сағат бұрын
According to u he is not impartial. Being a Governor how could he favour to BJP in jharkhand
@arundalai6232
@arundalai6232 22 сағат бұрын
Sir Raghubar kana chiranjibi hoi rahibe ki?.
@laxmidharapanda6086
@laxmidharapanda6086 Күн бұрын
ଜଗନ୍ନାଥଙ୍କ ଅମୃତ ମଣୋହି ଜମି ମାମଲାରେ ତାଙ୍କ ଇଛାକୁ ବିଜେପି kendriy😂ନେତୃତ୍ୱ ବିରୁଦ୍ଧ ହେଲା
@subodhakumardash6750
@subodhakumardash6750 Күн бұрын
ରଘୁବର ଦାସ ଙ୍କ ପୁଅ ଠିକ କାମ କରିନାହାନ୍ତି, ଦଣ୍ଡ ପାଇବାକୁ ହକଦାର ଅଟନ୍ତି। ବିଶ୍ବ ବିଦ୍ୟାଳୟ ଆଇନ ବି ଗୋଟିଏ ପ୍ରସଙ୍ଗ, ସରକାରଙ୍କ ଇଛା ବିରୁଦ୍ଧ ରେ ଗଲେ ତ ଅସୁବିଧା ହେବ ।। ମୁଖ୍ୟମନ୍ତ୍ରୀ ଙ୍କର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଫଳାଫଳ ହି ,ଇସ୍ତଫାପତ୍ର ର ମୁଖ୍ୟକାରଣ
@musicwithmanav7189
@musicwithmanav7189 Күн бұрын
Good analysis.. But posted the wrong cover photo of Ex chattishgarh CM Bbhupesh Baghel
@BibhutibhusanaMohanty-eh9kw
@BibhutibhusanaMohanty-eh9kw Күн бұрын
Bodakadhauthuuthu CheliMangapur.😅😅
@ashiskumarbehera6185
@ashiskumarbehera6185 Күн бұрын
ଖଜୁରୀ ଗଛ ମୂଳରୁ ପାହାଚ ପାହାଚ କି ଗୁଣ ଗାଇବି କହ
@bamadevhota5495
@bamadevhota5495 6 сағат бұрын
Allegations made by vested parties doesn't make one corrupt. Your analysis are sometimes biased and one-sided.
@radhamohanmohanty5479
@radhamohanmohanty5479 Күн бұрын
Je panche para manda ta manda panchanti Govinda, kan sir thik na vul.
@bijoyketanacharya8921
@bijoyketanacharya8921 Күн бұрын
How a general class man will lead the State,which is a Tribal State. Only Marandi ,Munda or Murmu will rule the State. It is democracy and the game is in number. How a man being at Bbsr Raj Bhawan will impress the election at Jharkhand.
@satyaprakashmishra5519
@satyaprakashmishra5519 Күн бұрын
Pandian k jel pathabar lagi istafa dele j hetu purba CM ra taim thile ta baga nai padla hethir lagi
@sandipswain3299
@sandipswain3299 21 сағат бұрын
se tatuter governor thila , taht is better he left ,
@JANI-y8w
@JANI-y8w Күн бұрын
ଇସ୍ତଫା ଦେଲେ ରାଷ୍ଟ୍ରପତି ❤
Sanyasi Pandian To Return, BJD To Collapse !
26:59
Nirbhay
Рет қаралды 22 М.
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Правильный подход к детям
00:18
Beatrise
Рет қаралды 11 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.