Why Lord Balabhadra Slips in Adap Bije ! | EP 23 | Podcast With Jagannath Swain Mohapatra

  Рет қаралды 374,112

Argus Digital

Argus Digital

Күн бұрын

Пікірлер: 465
@Sudharanjanmahakud
@Sudharanjanmahakud 5 ай бұрын
ଜଣେ ସାମ୍ବାଦିକଙ୍କ ଶାଳିନତା,ସୈଜନ୍ୟତା,ଓ ପ୍ରଶ୍ନ ପଚାରିବାର ଶୈଳୀ,ଉପସ୍ଥାପନା ଶୈଳୀ ସଂଗ୍ରାମବାବୁଙ୍କର ବହୁତ ଉଚ୍ଚକୋଟୀର।
@Kahanimala_023
@Kahanimala_023 5 ай бұрын
Yes❤
@ambarishswain3233
@ambarishswain3233 5 ай бұрын
Right
@Disguise4791
@Disguise4791 5 ай бұрын
ଆଛା ଜଗୁ ସାରେ, ଆପଣଙ୍କ ଠାକୁର ବଡ ଠାକୁର, ତେମେ ବହୁତ ବଡ଼ ପଣ୍ଡା । ତମ ଦକ୍ଷିଣା ବହୁତ ଅଧିକ । ତମ ଭକ୍ତ ବହୁତ ଦାମିକିଆ। ହେଲେ ଆମେ 😭😭😭😭 ଆଶା କରୁଛି ବୁଝି ପାରୁଥିବେ ।
@radheshyammohapatra2948
@radheshyammohapatra2948 5 ай бұрын
Podiba nihati
@biswaranjandora9211
@biswaranjandora9211 5 ай бұрын
ସବୁ ଠିକ କହିଲେ କିନ୍ତୁ ନିଜକୁ ବଡ଼ କହି ବଡ଼ ଦକ୍ଷିଣା କହିବା ଠିକ ଲାଗିଲାନି।
@sapankumarsahoopapu240
@sapankumarsahoopapu240 5 ай бұрын
ସଂଗ୍ରାମ ସାର୍ ଆପଣଙ୍କ ବାର୍ତ୍ତାଳାପ ଶୈଳୀ ଅତ୍ୟନ୍ତ ମନଛୁଆଁ ଓ ଉଚ୍ଚ କୋଟୀର । ଧନ୍ୟବାଦ ସାର୍, ଆପଣଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଜୟ ଜଗନ୍ନାଥ 🙏🙏🙏🙏🙏
@RatnakarBiswal-q4y
@RatnakarBiswal-q4y Ай бұрын
Choor panda
@debasishpujari7286
@debasishpujari7286 5 ай бұрын
ସଂଗ୍ରାମ ସାର ଙ୍କ ଉପସ୍ଥାପନା ଶୈଳୀ ଜବରଦସ୍ତ
@rakeshchandrapradhan114
@rakeshchandrapradhan114 5 ай бұрын
ସଂଗ୍ରାମ ସାର୍ ଙ୍କ ପାଇଁ like ଟେ ହେଉ 🥰🙏🏻
@bhabanisankardas8641
@bhabanisankardas8641 5 ай бұрын
One like for ur request 👍
@UmashankarKhandw
@UmashankarKhandw 5 ай бұрын
Ri8
@jyotsnamayeesahoo313
@jyotsnamayeesahoo313 5 ай бұрын
ପ୍ରକୁତରେ କି ଭାଗ୍ୟ ସେମାନଙ୍କର ଯେ ସେ ଭଗବାନ ଙ୍କ ସେବା କରୁ ଚନ୍ତି ସେଇଟା କୋଟି ଜନ୍ମ ର ଫଳ କିନ୍ତୁ ତାଙ୍କ ଗର୍ବ ଦେଖି ମତେ କଷ୍ଟ ଲାଗିଲା ପ୍ରଭୁ ଜଗନ୍ନାଥ ଙ୍କ ସେବକ ହେଇ ଏତେ ଗର୍ବ ଶୋଭା ଦେଉନି। ଜୟ ଜଗନ୍ନାଥ,,
@jeetendapanda2591
@jeetendapanda2591 5 ай бұрын
💯
@muktikantaswain5695
@muktikantaswain5695 5 ай бұрын
Are ye Jagu Nana ra garba ku JAGA Sahi jauchhanti Aame tume kan kariba
@kodandadharsahu8726
@kodandadharsahu8726 5 ай бұрын
ବହୁତ ସୁନ୍ଦର ଉପ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଭକ୍ତ ମାନଙ୍କୁ ପଣ୍ଡା ମାନେ ଯେଉଁଭଳି ଲୁଟୁଛନ୍ତି ସେ ବିଷୟରେ ଆଗକୁ ଆଉ ଥରେ ଗମ୍ବିରତା ସହିତ ପ୍ରଶ୍ନ କରିଥିଲେ ଆହୁରି ଅଧିକ ସୁନ୍ଦର ହେଇ ଥାଆନ୍ତା।
@sujeetkumardas5536
@sujeetkumardas5536 5 ай бұрын
Sir tame ସବୁ ଯଦି ବଙ୍ଗାଳୀ ପଣ୍ଡା, ଆଉ ବଙ୍ଗଳା ହେଉଛି ଯଦି ଆପଣଙ୍କ ମୁଖ୍ୟ ଜାଗା ତାହେଲେ ଆପଣ ଏଠି କନ କରୁଛନ୍ତି. ସତ କଥା ହେଲା ଆପଣ ମାନେ ଠାକୁରଙ୍କ ନା ରେ ବିଜନେସ କରୁଛନ୍ତି.
@pramodkumargharami5963
@pramodkumargharami5963 5 ай бұрын
Tu ke re bharua
@Universe_code123
@Universe_code123 5 ай бұрын
Right 👍👍👍
@kasturinayak5330
@kasturinayak5330 5 ай бұрын
Right . Bhakta asunahanti 😅
@kanhuachary8767
@kanhuachary8767 5 ай бұрын
Right
@creationsaheb2014
@creationsaheb2014 5 ай бұрын
ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା
@sudarsandash8042
@sudarsandash8042 5 ай бұрын
ସମସ୍ତେ ମିଠା ମିଠା କଥା , ଶ୍ରୀମନ୍ଦିର ଭିତରେ ତୁଳସୀ ମାଳ ଫୋପାଡିବା ଏ ପଣ୍ଡା ମାନଙ୍କ ର ଗର୍ବ ଅହଙ୍କାର ଭଗବାନ ବିଚାର କରିବ ।
@AnnapurnaRout-si1zt
@AnnapurnaRout-si1zt 4 күн бұрын
Sangram sir Namaskar.jay jagannath. Nananku Bhumisthha pranam.Apanankar aie Sundrer upasthapana Paine sabu kichhi sarasa o sunder. Hoeparuchhi. God bless you .
@soumyaswagat
@soumyaswagat 5 ай бұрын
ଜଗୁ ନାନା ଚୋର ମୁହଁ ଟାଣ ଭଳି କଥା କହୁଛନ୍ତି,ନାନା କାଇଁ ଉପରେ ଦେଖେଇ ହଉଚ ଅଧ ସତ ଅଧ ମିଛ କୁହନି ଜଗନ୍ନାଥ ସହିବେଟି ,ଜୟ ଜଗନ୍ନାଥ 🙏🙏🙏
@tutujena2730
@tutujena2730 5 ай бұрын
Right Katha kahichanti Bhai 👍❤️
@odiaknowledgehubranjit4985
@odiaknowledgehubranjit4985 5 ай бұрын
Bhai tme BJD premare andha😂😂😂
@DasarathiSwain-jt4jl
@DasarathiSwain-jt4jl 5 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ବଳଭଦ୍ର ମହାପ୍ରଭୁ ଜୟ ମା ସୁଭଦ୍ରା ଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏
@AnnapurnaRout-si1zt
@AnnapurnaRout-si1zt 4 күн бұрын
Thank you Argus T V. Namaskar.
@bijaymohanty2248
@bijaymohanty2248 5 ай бұрын
ବହୁତ୍ ଖୁସି ଲାଗିଲା, ଆଜିର ଖୋଲା ଆଲୋଚନା ପ୍ରଭାବରେ । ଜୟ ଜଗନ୍ନାଥ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିଶ୍ୱବାସୀ ଆନନ୍ଦରେ ରୁହନ୍ତୁ ଓ ପ୍ରଭୁ ଅକ୍ଷତ ସୁରକ୍ଷିତ ରୁହନ୍ତୁ।
@amohanty4374
@amohanty4374 5 ай бұрын
ସଂଗ୍ରାମ ବାବୁ ଙ୍କ ପାଇଁ show ହିଟ
@laxmikantapadhi7947
@laxmikantapadhi7947 5 ай бұрын
Argus news thiki rasta re chalichi ❤❤❤Jo jaganatha
@suryakantamishra-p2t
@suryakantamishra-p2t 5 ай бұрын
pura bjp chamcha argus
@sandhyaraninayak7561
@sandhyaraninayak7561 5 ай бұрын
He prabhu tuma bhakta manaki tike mana khola darsan milu Panda maneta ସବୁବେଳେ ଦେଖୁଛନ୍ତି କିନ୍ତୁ ଥରେ ଅଧେ ଭକ୍ତ ଭଲରେ dekhiparuni Jay shree Jagannath
@magsirasahu2050
@magsirasahu2050 5 ай бұрын
Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🔔☸️🐚🪷🕉️📿🪔🪔🪔🪔🪔🙌🌷🌹🌿🍌🍇🍐🥥🍓🍈🍏🍍🌿🙏✡️✡️🦚🌼🙏🏻💐🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🍓🍓
@prajnaparida8889
@prajnaparida8889 5 ай бұрын
Best & real word from sebayat
@prahaladsahu5406
@prahaladsahu5406 5 ай бұрын
ଜୟ ଜଗନ୍ନାଥ 🙏 ମହା ପ୍ରଭୁଙ୍କୁ ସବୁବେଳେ କୋଟି ପ୍ରଣାମ 🙏
@ranjanpallai6789
@ranjanpallai6789 5 ай бұрын
bahut sundar sangram Bhai
@skrushnareddy6796
@skrushnareddy6796 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🥀🪔🍁🌼🌺🌷🌷🌹🥥🥥🍂💐‼️🌿🍁🍁🌺🥀🪔🌸🙌🙌💐🍂🥥🌷🌻🌻🏵️🌿🌷🌷🌹🥥🍂💐💐🌸🍁🌼🌺🥀🪔⭕‼️⭕
@jeetendapanda2591
@jeetendapanda2591 5 ай бұрын
Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.
@draupadibanchhor2855
@draupadibanchhor2855 5 ай бұрын
ଜଗନ୍ନାଥ ମହାପ୍ରଭୁସାରା ଜଗତର ନାଥ
@shivmishra1230
@shivmishra1230 5 ай бұрын
Chamatkar interview.... Outstanding journalism and anchoring❤
@arajunmaharana6147
@arajunmaharana6147 5 ай бұрын
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@dhirendranathrout3005
@dhirendranathrout3005 5 ай бұрын
Sangram babu...congratulation
@rudrakshthelittlestar
@rudrakshthelittlestar 14 күн бұрын
Jai Shree Jagannath🙏🙏🙏
@MoJagannath365
@MoJagannath365 5 ай бұрын
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏
@shefalepatra1381
@shefalepatra1381 5 ай бұрын
Koti koti Dandvat Pranam Prabhu ❤
@shyamparida9503
@shyamparida9503 5 ай бұрын
ପୁରୀ ପଣ୍ଡା ଙ୍କ ଦୁର୍ନୀତିକିଏ ବା ନଜାଣିଛି ପୁରୀ ଶ୍ରୀମନ୍ଦିର ରେ ନବେ ପ୍ରତିଶତ ପଣ୍ଡା ଙ୍କ ର ଆଚରଣ ଚଣ୍ଡାଳ ଙ୍କ ଠାରୁ ତୁଛ ।
@sahoopravasini7341
@sahoopravasini7341 5 ай бұрын
Bahuta Satya Katha....
@Duryodhankhatua-k6o
@Duryodhankhatua-k6o 5 ай бұрын
DURYODHAN KHATUA HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS BOTH OF YOU BEAUTIFUL PRESENTATION !
@ramachandranaik713
@ramachandranaik713 5 ай бұрын
ଆମେ ମଧ୍ଯ ଜଗନ୍ନାଥଙ୍କ ସେବକ କିନ୍ତୁ ଏମାନଙ୍କ ପରି ନୁ୍ହଁ। ଅମାନିଆ ସେବକମାନଙ୍କୁ ବାହାର କର ।ରୋଜଗାର କରିବାର ନିଶା ।
@RosyBehera64
@RosyBehera64 5 ай бұрын
ଏତେ ଗର୍ବ କାହିଁକି ବାଡଗ୍ରାହୀ ଆଜ୍ଞା ଠାକୁର ଆପଣଙ୍କର, ଜନସାଧାରଣ କିଏ ତାହେଲେ? ବଡ଼ ପଣ୍ଡା ହିସାବରେ କେତେଥର ସାଧାରଣ ଲୋକଙ୍କୁ ମାଗଣାରେ ଦର୍ଶନ କରେଇଛନ୍ତି
@NaliniKansarali
@NaliniKansarali 5 ай бұрын
❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤
@laxmipriyaswain-sp7be
@laxmipriyaswain-sp7be 5 ай бұрын
୯୦ଖରାପ ୧୦ ଭଲ
@NimainCharanRay
@NimainCharanRay 5 ай бұрын
Really amazing. Presentation, expression, clarity and befitting analysis is unique. Many many🌹 thanks.
@MrPpcops
@MrPpcops 5 ай бұрын
ସଂଗ୍ରାମ ବାବୁ, ଅତି ସୁନ୍ଦର ଭାବେ ସାରା ଓଡିଶାର କଣ ସାରା ଦେଶର ଭକ୍ତ ଙ୍କ ମନର କଥା ଆପଣ ପଚାରି ପାରିଛନ୍ତି। ସେବାୟତ ଙ୍କ ମନମୁଖୀ କାର୍ଯ୍ୟ ଭକ୍ତ ଙ୍କୁ ଦୁର୍ବ୍ୟବହାର, ଅଯଥା ଠେଲା ପେଲା, ଓ ବିଶୃଙ୍ଖଳିତ ଆଚରଣ, ନୀତିକାନ୍ତି ର ଅବ୍ୟବସ୍ଥା ବିଷୟରେ ଯାହା ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି। ତାଙ୍କ ପରି ବରିଷ୍ଠ ସେବାୟତ ମାନେ ନିଜର ଦାୟିତ୍ଵ ଯଦି ସୂଚାରୁରୂପେ ତୁଲାନ୍ତି ନାହିଁ ଖାଲି ନିଜକୁ ବଡ ବୋଲି ଦେଖେଇ ହୁଅନ୍ତି ଓ କୋୖଣସି ସମସ୍ଯାର ଆପୋଷ ସମାଧାନ କରେଇ ଦିଅନ୍ତି ନାହିଁ । ସଂଗ୍ରାମ ବାବୁଙ୍କୁ ଅଶେଷ ଧନ୍ୟବାଦ।
@narayandalai8414
@narayandalai8414 5 ай бұрын
ଦୁଷ୍ଟ ପଣ୍ଡା ମାନଙ୍କୁ ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@SunilkumarKhatoi
@SunilkumarKhatoi 5 ай бұрын
ଜୟ ଜଗନ୍ନାଥ ପ୍ରଭୁ ବଡ଼ଟାକୁରେ ମାଆ ମୋତେ ବିପଦରୁ ବଞ୍ଚାଅ ପ୍ରଭୁ
@kabudas8617
@kabudas8617 5 ай бұрын
ସବୁ ସେଇ ପ୍ରଭୁଙ୍କୁ ଜଣା ସବୁ ସେଇ ପ୍ରଭୁଙ୍କ ଇଚ୍ଛା....🙏🏿 ❤ଜୟ ଜଗନ୍ନାଥ❤
@supriyaprusty5018
@supriyaprusty5018 5 ай бұрын
Jay Jagannath
@satyabratadash1586
@satyabratadash1586 5 ай бұрын
Jay Jagannath Swami 🌺🙏🌺
@PadmalayaMohanty-lm3fp
@PadmalayaMohanty-lm3fp 5 ай бұрын
Jay shree Jagannath Swami Nayana Patha Gami Bhaba Tume 🙏🥰
@PrasantMishra-cw1of
@PrasantMishra-cw1of 5 ай бұрын
Baht sundar prasna gudie o Tara uttara.Bhala lagila Dhanyabad.
@nabakishoresahoo5712
@nabakishoresahoo5712 5 ай бұрын
ସେବାୟତ ମାନେ ବାଧ୍ୟ ବାଧକରେ ସେବା କରୁଛନ୍ତି l 80% ସେବାୟତ BJD ପାଣ୍ଡିଆନଙ୍କ ଶିଷ୍ୟ ହୋଇଯାଇଛନ୍ତି l
@diptiskumarbal3778
@diptiskumarbal3778 5 ай бұрын
Mg lazya nahi tumaku bjp chatukar
@SandipbiswalIS--
@SandipbiswalIS-- 5 ай бұрын
To gandi maruchanti
@concordrajpushpa
@concordrajpushpa 5 ай бұрын
han para corrider niramana karithila
@satyaranjanpanda4189
@satyaranjanpanda4189 5 ай бұрын
ଆଉ 20% ଏବେ ବିଜେପି ର ହୋଇଗଲେ, ସମୟ ଅନୁସାରେ 100% ବି ବିଜେପି ର ହୋଇଯିବେ ମନ ଦୁଃଖ କରନି
@Lawrence-u2l
@Lawrence-u2l 5 ай бұрын
​@@satyaranjanpanda4189bala bujhilu tu
@subhraodishavlogs
@subhraodishavlogs 5 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ତୁମ କରୁଣା ଅପାର।।।
@baradakantatripathy972
@baradakantatripathy972 5 ай бұрын
Jay Jagannath Swami Nayan patha gami bhaba tume, bhaba tume, bhaba tume...
@skrushnareddy6796
@skrushnareddy6796 5 ай бұрын
ଓମ୍ ନମଃ ଶ୍ରୀ ଗର୍ବ ଗଜନ ଶ୍ରୀ ହରି ଓମ୍ ନମଃ ଶ୍ରୀ ବଡ଼ ବାଡ଼ ଶ୍ରୀ ବଳଭଦ୍ର ଦେବ ନମଃ 🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙌🙌🌻🏵️🌿🌷🌹🥥🚩🙌🌻🌻🏵️🌿🌷🌹🥥🍂💐🌸🍁🌼🌼🌺🥀🪔⭕‼️⭕
@ramachandranaik713
@ramachandranaik713 5 ай бұрын
ଜଗତଠାକୁର ଗରିବମାନଙ୍କୁ ଦାନ କରନ୍ତୁ ।
@pravashinisaho3111
@pravashinisaho3111 5 ай бұрын
Jay jagnnath mahaprabhu 🪔🙏,a nirat sat Katha, mahaprabhu tumku sbu Jana🙏🙏🙏🙏🙏
@BijayaMaharana-vn8wb
@BijayaMaharana-vn8wb 5 ай бұрын
Argus Newes badia prashnna
@ChandrasekharSaho
@ChandrasekharSaho Ай бұрын
Jay jagannath
@bishikeshanbehera5868
@bishikeshanbehera5868 5 ай бұрын
ଶ୍ରୀମନ୍ଦିର ଭିତର ରତ୍ନ ବେଦୀ ପାଖ କୁ ତ କାଇଁ ପାଣି ଆସୁନାହିଁ ରତ୍ନ ଭଣ୍ଡାର କୁ ପାଣି କେମିତି ଆସିବ । ଭଣ୍ଡାର କୁ ତ ଏମିତି ତିଆରି କରାଯାଇଥିବା ଯାହା କି ଶ୍ରୀମନ୍ଦିର ଥୁ ବି ଅଧିକି ଶକ୍ତ ଥିବା
@BapiVlogs22
@BapiVlogs22 6 күн бұрын
Jay Jagannath🙏🙏🙏
@rabimoharana5973
@rabimoharana5973 5 ай бұрын
Nima gachhaku jemite bar deithile tama nku b guruji semite mahaprabhu bar deichhanti. Tame kalijugare mahaprabhu jagannath nka seba kariba pain 🙏🙏🙏🙏
@SanjitBehera-q2o
@SanjitBehera-q2o Ай бұрын
Jayjagannath❤❤❤❤❤❤❤🎉🎉🎉
@deepakbugudei1247
@deepakbugudei1247 5 ай бұрын
ହେ ପ୍ରଭୁ 🙏🏻
@SantoshkumarBhatra-w1w
@SantoshkumarBhatra-w1w 5 ай бұрын
ମନ୍ଦିର ଭିତରେ ପଶୁ ପଶୁ ତୁଳସୀ ପତ୍ର ଗୁଟେ ଦେବେ 100 ଟଙ୍କା ମାଗିବେ
@182jdj
@182jdj 5 ай бұрын
Jai shree Jagannathha 🙏🙌🏻
@anjalipradhan2839
@anjalipradhan2839 5 ай бұрын
🙏🏽💐🙏🏽ଜୟ ଜଗନ୍ନାଥ
@ashokgouda1352
@ashokgouda1352 5 ай бұрын
Jay🙏🙏🙏 Jagannath❤❤❤❤
@birenray1532
@birenray1532 5 ай бұрын
ପ୍ରଭୁ ନୀଳା କରିଛନ୍ତି ମାନେ, ସମାଧାନ ହେଇଜିବ ଅପେକ୍ଷା କର ସମୟକୁ ,
@sujatapasayat5961
@sujatapasayat5961 5 ай бұрын
Jayjaganatha ❤🎉mo Kalia thakura❤
@PradeepKumar_yt
@PradeepKumar_yt 5 ай бұрын
ଜୟ ଜଗନ୍ନାଥ
@bishikeshanbehera5868
@bishikeshanbehera5868 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@BidyamatiBarbhaya
@BidyamatiBarbhaya 5 ай бұрын
Jay Jagannath Swami
@ThakelaBro
@ThakelaBro 5 ай бұрын
ସେବାୟତ ଭକ୍ତ ଙ୍କ ଠାରୁ ଲୁଟି ଖାଇ ବଂଶ ବୃଦ୍ଧି କରିଚାଲିଛ ଏଇ ଭଳି ପବିତ୍ର କାର୍ଯ୍ୟ ତୁମ ମାନଙ୍କ ପାଇଁ ନୁହେଁ ଶ୍ରୀମନ୍ଦିର କୁ ବ୍ୟାପାର ର ଗୋଟେ ଉତ୍ସ କରିଛ ପାପୀ ଅହଙ୍କାରୀ
@subashayorock4396
@subashayorock4396 5 ай бұрын
Pravhu kna seba jia kare taa mana prana sabu jaganath charanare deithanti
@Madhuallrounders
@Madhuallrounders 5 ай бұрын
Jay Jagannath swami nayana pathagami bhaba tume bhaba tume bhaba tume 🙏🙏🙏🙏🙏
@jayantibhuyan9896
@jayantibhuyan9896 5 ай бұрын
Jayjagannth
@newsonlineplus24x7
@newsonlineplus24x7 5 ай бұрын
ସବୁ ମିଛ ପ୍ରହେଳିକା..... ଅର୍ଥ ର ଦାସୀ
@mohapatrasubhranshusekhar7545
@mohapatrasubhranshusekhar7545 5 ай бұрын
Jeudina Pandamwne Bhakta Bidura Sudama saji Ratharudha hebe tebe koti koti bhaktanka upare subha dusti padiba . Sehidina Bhakta Bhagabananka Milana neba . .
@Mikutalks
@Mikutalks 5 ай бұрын
ଜୟ ଜଗନ୍ନାଥ ପ୍ରଭୁ ❤❤❤❤❤❤❤
@ejitapradhan3186
@ejitapradhan3186 5 ай бұрын
ଜୟ ଜଗନ୍ନାଥ 🌹🌹🌹
@ramasahoo767
@ramasahoo767 5 ай бұрын
Tama sevayata mane sabu niyama vabuchanti.
@rabindrananda943
@rabindrananda943 5 ай бұрын
Se para bhabara Thakura Jay Jaganath
@Laxmi-lu7jc6rb8q
@Laxmi-lu7jc6rb8q 5 ай бұрын
Jay Jagannath ❤🙏🚩
@sandeshkumardalei1340
@sandeshkumardalei1340 5 ай бұрын
Jay Jagannath Swami 🔘 ❗️ 🔘 ... 🙏
@gangabag1156
@gangabag1156 5 ай бұрын
କାମିଆ ଯାନି ବିଷୟରେ ପଚାରିଥିଲେ ଭଳ ହୋଇଥାନ୍ତା
@rakeshparida3620
@rakeshparida3620 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।। ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
@KuniMahakur-j3k
@KuniMahakur-j3k 5 ай бұрын
Jay jagannath swami
@abhijeetrout5696
@abhijeetrout5696 3 ай бұрын
Sir tumara postmaster bahuti Sunday ame sore anuvab ku dekhibaku chahuchu
@SwarnapriyaSahoo-oe7nf
@SwarnapriyaSahoo-oe7nf 5 ай бұрын
Jai jagannath ❤❤❤
@chandancreations389
@chandancreations389 5 ай бұрын
- ଅତି ଗର୍ବ
@subashayorock4396
@subashayorock4396 5 ай бұрын
Mara jadi vhagya thanta jagatara ntha jaganathakna sebakaribare mu jibana ma prana sabu tanka charane. Deithanti jay Jagannath 🙏🙏🙏🙏🙏
@Silentlover933
@Silentlover933 5 ай бұрын
Jai Jagannath
@SuryaKanta-b6g
@SuryaKanta-b6g 5 ай бұрын
Tama mananku jagannath dekhibe Jay jagannath Hari bolo
@sureshnayak2347
@sureshnayak2347 5 ай бұрын
Jay Jagannath Swami Nayan pathagami bhava tume❤❤
@Manjushreepandayoutube
@Manjushreepandayoutube 5 ай бұрын
ଜୟ ଜଗନ୍ନାଥ ସ୍ୱାମୀ 🙏
@jyotirmayjena1869
@jyotirmayjena1869 5 ай бұрын
ସଂଗ୍ରାମ ବାବୁଙ୍କ ପାଇଁ ଗୋଟିଏ ଲାଇକ୍ ହୋଇଯାଉ ❤
@bishnuprasadmishra8830
@bishnuprasadmishra8830 5 ай бұрын
ଶଳା ଆମେ ମହାପ୍ରଭୁଙ୍କୁ କେଉଁ ଠାରେ ଦେଖିବୁ, ମନ୍ଦିର ଗଲେ ଧାଡ଼ିରେ ଠିଆ ହେଇ ସମୟ ଯିବ, ରଥରେ ସେବାୟତ ଗାଣ୍ଡୀ ମାରିବେ , ଶଳା କାହାକୁ କହିବ, ଅଥର୍ବ ପ୍ରଶାସନ
@SunilKumar-jl6nq
@SunilKumar-jl6nq 5 ай бұрын
Bhakta Dasiya bauri bhalia manare nijaku samarpana karibara achi Sabu niti niyama ku paliba ku padiba prashansa Kariba ku padiba
@asitrout7659
@asitrout7659 5 ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ 😭😭
@arunkumarbehera9271
@arunkumarbehera9271 5 ай бұрын
Sangram. Sir. Real. Sambadikomanoko. Hiro
@RupaliMaharana-x7v
@RupaliMaharana-x7v 5 ай бұрын
Jay jagannath 🙏
@MurareeYadav-sk5es
@MurareeYadav-sk5es 5 ай бұрын
Jay shree Jagannath Swami 🙏🙏🙏🙏🙏🙏🙏🙏🙏🙏⭕‼️⭕
@rameshpradhan5616
@rameshpradhan5616 3 ай бұрын
ଜୟ ଜଗନ୍ନାଥ
@ashokkumarpal596
@ashokkumarpal596 5 ай бұрын
ସେହି ଅମାନିଆ ସେବାୟତ ମାନେ କିଏ ?ସେମାନେ ତ ଆପଣ ମାନଙ୍କର ପୁଅ ପୁତୁରା ନାତି ଆପଣଙ୍କର ବଂଶଧର ର କିଏ ବି ହେଇଥିବେ ,ଆପଣ ସେମାନଙ୍କର ବରିଷ୍ଠ ,ଆପଣଙ୍କର କଣ ଦାଇତ୍ୱ ଅଛି କି ନାହିଁ ,ଖାଲି ଦୋଷ ଦେଇ ଆପଣ ଖସି ଯାଇପାରିବେନି .ଦାଇତ୍ୱ ନେବାକୁ ହେବ .
@sritamkumar7488
@sritamkumar7488 5 ай бұрын
Nai tanka pua Mane semiti kebe karibeni....Tanka Family Bahut Bhala
@radheshyammohapatra2948
@radheshyammohapatra2948 5 ай бұрын
Kete sundar family tankara
@ajaysethy142
@ajaysethy142 5 ай бұрын
Aaji kali pulanku kahile , muhanre jabab dauchhanti boli, purukha loka mane nija ezat ku dari chup rahiba hin bada karana
@dhirendranathrout3005
@dhirendranathrout3005 5 ай бұрын
ଏବେକାର ପୀଢ଼ି ଯଦି ପାନ୍ଡିଆନ ଶିଷ୍ୟ ହୁଅନ୍ତି,ତେବେ ଗୁରୁଜନଙ୍କ କଥା କିଏ ମାନିବ।
@odiaknowledgehubranjit4985
@odiaknowledgehubranjit4985 5 ай бұрын
​@@dhirendranathrout3005😂😂😂
@suryacreationandvlogs
@suryacreationandvlogs 5 ай бұрын
ଜୟ ଜଗନ୍ନାଥ 🙏❤
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
99.9% IMPOSSIBLE
00:24
STORROR
Рет қаралды 31 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Jibana Do Chhakire Ashara Alok Ep 416   25 MAY 2024
38:16