Will Mohan Government Order Probe Regarding IT Scam In Odisha ? | Nirbhay Gumara Katha

  Рет қаралды 54,195

Nirbhay

Nirbhay

24 күн бұрын

Will Mohan Government Order Probe Regarding IT Scam In Odisha ?
| Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 365
@dwarikanathkar2461
@dwarikanathkar2461 23 күн бұрын
ଆପଣକଂ ଭଳି ୧୦ ଜଣ ସାମ୍ବାଦିକ ବାହାରିଲେ ଓଡ଼ିଶା ୨ବର୍ଷ ରେ ବଦଳିଯିବ ଧନ୍ୟବାଦ୍ sir
@bimalkantatripathy2776
@bimalkantatripathy2776 23 күн бұрын
ଲୁଟେରା ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
@prasantakumarswain3419
@prasantakumarswain3419 23 күн бұрын
ବିଜେପି ସରକାର ଆପଣଙ୍କୁ ଅନୁସରଣ କରି ନିର୍ଭୟ ଗୁମର କଥା ସବୁଦିନେ ଶୁଣନ୍ତୁ, ଏତିକି ମୋର ଅନୁରୋଧ ।
@nikeshmahapatra8167
@nikeshmahapatra8167 23 күн бұрын
Bhai ae nabin das mahasya bjp ra supporter...
@bulusethy9220
@bulusethy9220 23 күн бұрын
ଯେଉ ମୂଖ୍ୟମନ୍ତ୍ରୀ 26 ବର୍ଷ ଶାସନ କାଳରେ ସ୍ଵଷ୍ଟ ଓଡ଼ିଆ ଗୋଟିଏ ପଦ କହିପାରିଲେ ନାହିଁ ସିଏ ପୁଣି ଓଡ଼ିଆ ରେ ଚିଠି ଲେଖୁଛନ୍ତି । ଲାଜ ଲାଗୁନି ଟିକିଏ ବି ସେହି ନବୀନ ପଟ୍ଟନାୟକ ଆଉ V K P ଗ୍ରୁପ୍ କୁ।
@susantasahoo9544
@susantasahoo9544 23 күн бұрын
ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଭାରତର ତଥା ବାହାର ଦେଶର କମ୍ପାନୀ ଗୁଡ଼ିକ ଓଡ଼ିଶାରୁ ଯାହା ଲୁତାଯାଇ ପାରେ ଲୁଟି ଚାଲିଥିଲେ । ତଥାପି ନବୀନ ପଟ୍ଟନାୟକଙ୍କୁ କିଛି ବୋକା ତାଙ୍କୁ ନିର୍ମଳ ଭାବ ମୂର୍ତ୍ତିର ପ୍ରତୀକ ରୂପେ ମାନୁଛନ୍ତି ।
@swarajkumarbej3768
@swarajkumarbej3768 23 күн бұрын
ବହୁତ କୌଶଳତାର ସହିତ ମୋହନ ସରକାର ଧିରେ ଧିରେ ଆକ୍ରମଣାତ୍ମକ ହେଉଛନ୍ତି।ଏଣୁ ଆମ ସମସ୍ତେ ତାଙ୍କ କାର୍ଯ୍ୟଧାରାକୁ ଧୈର୍ଯ୍ୟର ସହିତ ସମର୍ଥନ ସହିତ ଅପେକ୍ଷା କରିବାକୁ ପଡିବ। କାରଣ ଅପେକ୍ଷାର ଫଳ ମିଠା ହିଁ ହୋଇଥାଏ।
@PurnachandraBehera-if5tu
@PurnachandraBehera-if5tu 23 күн бұрын
ମୁଁ ଜାଣିଛି ମୋହନ ସରକାର ଓଡ଼ିଶା ବାସୀ ଙ୍କ ଭାବନା କୁ କାର୍ଯ୍ୟ କାରି କରିବେ।
@rajanikantachoudhury2343
@rajanikantachoudhury2343 23 күн бұрын
ସାର ନମସ୍କାର ସମୟ ଉପଯୋଗୀ ସମ୍ବାଦ ପାଇଁ ବହୁତ ବହୁତ ଶୁଭେଚ୍ଛା. ମୋହନ ସରକାର ଙ୍କୁ ଠିକ ରାସ୍ତାରେ ଚାଲିବାପାଇଁ ଆପଣ ଙ୍କ ସାହାଯ୍ୟ କାମନା କରିବି.
@maheswarparihari5189
@maheswarparihari5189 23 күн бұрын
ଭିର ବିକ୍ରମ ଯାଦବ ଏବଂ କାତ୍ରିକ ପାଣ୍ଡିଆନ ମିଳିତ ଭାବରେ ଚକ୍ରଭୂୟ ରଚନା କରିଚନ୍ତି ବଡ ଠାକୁରଙ୍କୁ ତଳେ ପକାଇବ ପାଇଁ, ଜାଦ୍ୱରା ମୋହନ ସରକାର ବଦନାମ ହେବ,ଏହାର ଉଚ୍ଚସ୍ତରୀୟ ତଦନ୍ତ ଦରକାର ଏବଂ ବିକ୍ରମ ଯାଦବଙ୍କୁ ଦର୍ଶନୀୟ ଦଣ୍ଡ ଦରକାର
@Manoranjansahoo34680
@Manoranjansahoo34680 23 күн бұрын
ସାର ନମସ୍କାର, ବିରବିକ୍ରମ ଯାଦବଙ୍କୁ ବଦଳିକଲେ ଚଳିବନି, ସେଥିପାଇଁ ଏକ କମିଶନ ଗଠନ କରି ଏହାର ତଦନ୍ତ କଲେ ସବୁକଥା ପଦାକୁ ଆସିପାରିବ, ନହେଲେ ଖାଲି ବଦଳିରେ ଚଳିବ ନାହିଁ, ଧନ୍ୟବାଦ ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩
@PurnachandraBehera-if5tu
@PurnachandraBehera-if5tu 23 күн бұрын
ଧନ୍ୟବାଦ ନବୀନବାବୁ। ଆପଣ ଆମକୁ ବହୁତ ତଥ୍ୟ ଜଣାଉଛନ୍ତି।
@NirmalKumar-pc4xn
@NirmalKumar-pc4xn 23 күн бұрын
ସାର୍ ଆପଣଙ୍କ କଥାଟା CM ଶୁଣିଲେ
@abhiramsahoo5642
@abhiramsahoo5642 23 күн бұрын
ଅତି ରହସ୍ଯପୂର୍ଣ୍ଣ ଅଜଣା ତଥ୍ଯ ଆପଣ ଉପସ୍ଥାପନ କରିଛନ୍ତି ! ଏହି ଖବରଗୁଡିକ ସରକାରଙ୍କ କାନରେ ପଡୁ ! କ୍ରମେ ପରିବର୍ତ୍ତନ ଆଡକୁ ସରକାର ଅଣ୍ଟା ଭିଡୁଛନ୍ତି ! ସ୍ବୟଂ ଜଗନ୍ନାଥ ଏ ସରକାରଙ୍କୁ ଆଶୀର୍ବାଦ କରନ୍ତୁ !
@GourishankarDash-xp8st
@GourishankarDash-xp8st 23 күн бұрын
ସ୍ୱାଗତ ଯୋଗ୍ୟ ପଦକ୍ଷପ ନେଉଛନ୍ତି ମୋହନ ସରକାର ! ଆମ୍ଭମାନଙ୍କୁ ଅପେକ୍ଷା କରିବାକୁ ହେବ । ସମ୍ବାଦ ଓ ସାମ୍ବାଦିକତା ସରକାରଙ୍କୁ ଗଠନମୁଳକ ସହୋଜୋଗ କରିଥିବାରୁ ଆପଣଙ୍କୁ... ଅଭିନନ୍ଦନ ଓ ଧନ୍ୟବାଦ ।
@arucharanpradhan5502
@arucharanpradhan5502 23 күн бұрын
ଏମାନେ ଚୋର ନୁହନ୍ତି, ମାତ୍ର ଗୋଟିଏ ଗୋଟିଏ ଖଣ୍ଟ। ଖାଲି ବାହାର କରି ଦେଲେ ଲାଭ ନାହିଁ। ସେମାନଙ୍କ ଲୁଟ୍ ଧନକୁ ରାଜକୋଷରେ ମିସାଇବା ଠିକ୍ କଥା ହେବ।
@prasanjeetdas8856
@prasanjeetdas8856 23 күн бұрын
Naveen Patnaik ବାବୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଆରେ ଶ୍ରୀମନ୍ଦିରର ସିରି ନଷ୍ଟ କରିଥିବା ଲୋକ, high court ର ନିର୍ଦେଶକୁ ଅବମାନନା କରି ସରକାରରେ ଥିବା ଯାଏଁ ରତ୍ନ ଭଣ୍ଡାର ନଖୋଲିଥିବା ଲୋକ, ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ଘଟୁଥିବା ସତ୍ତ୍ୱେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ନଥିବା ଲୋକ, ମହାପ୍ରଭୁଙ୍କ ଛାଟ ପଡ଼ିବା ଫଳରେ ନିର୍ବାଚନରେ ଶୋଚନୀୟ ପରାଜୟ ଲାଭ କରିବା ପରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ କେବେ ଭଲକି ଓଡ଼ିଆ ପଦେ କହିପାରୁନଥିବା ଆପଣଙ୍କ ପରି ଜଣେ ଖୁବ୍ ଭଲ ଅଭିନେତା ଯେ ଆଜି ଓଡ଼ିଶାର ଜନ ସାଧାରଣଙ୍କ ତଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଓଡ଼ିଆ ଅସ୍ମିତା ରକ୍ଷା କରିବାକୁ ଲୋକ ମାନଙ୍କ ଦ୍ଵାରା ଯୋଗ୍ୟ ବିବେଚିତ ମାନ୍ୟବର CMO Odisha ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ମାତୃଭାଷା ଓଡ଼ିଆ ରେ ପତ୍ର ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଛଳନା ପୂର୍ଣ୍ଣ। ମହାପ୍ରଭୁଙ୍କୁ ନେଇ ଆପଣ ଅତୀତରେ ଖୁବ୍ ଘୃଣ୍ୟ ରାଜନୀତି କରିବା ଫଳରେ ଓଡ଼ିଶାର ଜନ ସାଧାରଣ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମହାପ୍ରଭୁଙ୍କ ଛାଟ ପଡ଼ିବା ପରେ ମଧ୍ୟ ଯଦି ଆପଣଙ୍କ ବୁଦ୍ଧି ଉଦ୍ରେକ ହେଉ ନାହିଁ ତେବେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।
@anadicharansamal7033
@anadicharansamal7033 23 күн бұрын
ଧନ୍ୟବାଦ ସାର୍ ଭଲ ଉପଦେଶକୁ କେବଳ ଭଲ ଲୋକମାନେ ଗ୍ରହଣ କରନ୍ତି। ନିର୍ବୋଧ ମାନେ ତ ଭୁଲ୍ ବୁଝିବେ।
@chittaranjandebta6114
@chittaranjandebta6114 23 күн бұрын
ଏସବୁ ଶୁଣି ଉକ୍ତ ଚୁତିଆ ଅଫିସର ମାନେ କେମିତି ହଜମ କରୁଛନ୍ତି ଲଜ୍ଜା ଲାଗିବା କଥା ଆତ୍ମହତ୍ୟା କରି ଦେବା ଉଚିତ ।
@kushadhwajanahak186
@kushadhwajanahak186 23 күн бұрын
ସାର୍ ନମସ୍କାର, ଧିର ପାଣି ପଥର କାଟେ ପରି ମୋହନ ସରକାର ମଧ୍ୟ ଧୀରେ ଧୀରେ ପୂର୍ବ ସରକାର ଙ୍କର ସମସ୍ତ ଦୁର୍ନୀତି ର ପେଡି ଖୋଲିବେ ,
@bijayasahoo6259
@bijayasahoo6259 23 күн бұрын
ଦୁର୍ନୀତି ଗ୍ରସ୍ତ ଙ୍କ ଉପରେ ଦୃଢ଼ କାରଯ୍ୟାନୁଷ୍ଠାନ ହେବା ପରେ ଆଗକୁ କେହି ଏପରି କାମ କରିବାକୁ ସାହସ କରିବେ ନାହିଁ,
@jayalaxmi5517
@jayalaxmi5517 23 күн бұрын
ବାଃ 5T ର କି ସୁନ୍ଦର ବ୍ୟବସ୍ଥା 🙃 ଶୁଣିକି ମୁଣ୍ଡ ବୁଲେଇଲାଣି , ମୋହନ ସରକାର ଏ ସବୁ ବିଷୟରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଆଉ ଅନୁରୋଧ 🙏
@santoshkumarmahapatra1573
@santoshkumarmahapatra1573 23 күн бұрын
ଧନ୍ୟବାଦ ଆଜ୍ଞା ଅତି ଉଚ୍ଚ କୋଟିର ଉପସ୍ଥାପନ ।
@mituprdhan2020
@mituprdhan2020 23 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹
@santoshkumarsahu6586
@santoshkumarsahu6586 23 күн бұрын
❤️🙏🙏❤️ Jay Sri Jagannath Swamye Nayana Patha Gami Bhabatume ❤️🙏❤️🌺🌺🌺🌺🌺❤️🙏🙏❤️
@gangadharpradhan520
@gangadharpradhan520 23 күн бұрын
Thanks you sir . Dhanyavad.
@sukumarrana9091
@sukumarrana9091 23 күн бұрын
Your analysis is absolutely correct. Legal action must be taken against the arrant persons immediately. No excuse.
@jeetendrakumarmohanty2963
@jeetendrakumarmohanty2963 23 күн бұрын
ପୂର୍ବ ସରକାରଙ୍କ ର ଦୃନୀତିଗ୍ରସ୍ତ ଅଫିସର ହୁଅନ୍ତୁ ବା ମନ୍ତ୍ରୀ,ମୋହନ ସରକାରଙ୍କୁ ଅନୁରୋଧ, ସିବିଆଇ ଦ୍ବାରା ତଦନ୍ତ କରି, ସମସ୍ତିକୁ ଜେଲ୍ ଦୁଆର ଦେଖେଇ ଦେବା ଉଚିତ୍ ହେବ, କିନ୍ତୁ ସେଥିପାଇଁ ନୂଆ ଜେଲ୍ ର ଆବଶ୍ୟକତା ରହିଛି,କାରଣ ଝାରପଡ଼ା ଜେଲ୍ ରେ କୋଠରୀ ର ଅଭାବ ରହିଛି,ଏମାନେ ସାଧାରଣ ଚୋର ଓ ଡ଼କାୟତଙ୍କ ଠାରୁ କିଛି କମ୍ ନୁହଁନ୍ତି।
@biranchisrichandan8411
@biranchisrichandan8411 23 күн бұрын
ନବୀନ ବାବୁ, ଆମ ଓଡିଶା ଶାସନର ଯେଉଁ ତର୍ଜମା କରୁଛନ୍ତି ତାହା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଓଡ଼ିଶାବାସୀଙ୍କ ପାଖରେ ଓଡିଶାସନର ଭିତିରି କଥା ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୀଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ଶୁଭକାମନା।ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ଦୀର୍ଘାୟୁ କରି ରଖି ଥାନ୍ତୁ।ଜୟ ଜଗନ୍ନାଥ।
@durgaprasadsamantaray7084
@durgaprasadsamantaray7084 23 күн бұрын
ବିଖ୍ୟାତ ବିଖ୍ୟାତ ଲୁଟେରା ଗ୍ୟାଙ୍ଗ ମାନଙ୍କରର ଚରାଭୂମି ପାଲଟି ଯାଇଥିଲା ଓଡିଶା।
@saratsahoo268
@saratsahoo268 23 күн бұрын
ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଜଣେ ଅଧା ଓଡ଼ିଆଙ୍କୁ ଆୟୁଧ କରି ଅଣ ଓଡ଼ିଆ ଅଧିକାରୀ ମାନେ ଓଡ଼ିଶାକୁ ଲୁଟ୍ କରିଛନ୍ତି।
@DR.B.NAYAK1980
@DR.B.NAYAK1980 23 күн бұрын
🙏 sir. ଆପଣଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି l
@manaupabana499
@manaupabana499 23 күн бұрын
ସାର୍ ପ୍ରଣାମ । ଘଇତା ଅଯୋଗୟ ପଣେ , ମାଇପ ଶୋଇଲା ସାଆନ୍ତରା ବଣେ ।ରାଜ୍ଯ ମୁଖିଆଙ୍କ ଅପାରଗତା ପାଇଁ ଲୁଟେରାଙ୍କ ପାଇଁ ଲୁଟିବା ପାଇଁ ଓଡିଶା ଚାରଣ ଭୂମି ହୋଇଗଲେ ।
@ramachandrapanipani7424
@ramachandrapanipani7424 23 күн бұрын
ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି ଜାଣି ଭଲ ଲାଗିଲା ।
@successfullife6722
@successfullife6722 23 күн бұрын
ଆପଣଙ୍କ ଉପସ୍ଥାପନା ଦେଖି କ୍ରାନ୍ତିକାରୀ ହେବାକୁ ଇଛା ହେଉଛି l
@chhabindramansingh73
@chhabindramansingh73 23 күн бұрын
ଗୋଟେ ଅଣ ଓଡ଼ିଆ କୁ କିପରି bjd ଜଗନ୍ନାଥ ଙ୍କ ମନ୍ଦିର ପ୍ରଶାସକ ରୂପେ ରଖିଥିଲା, ତାକୁତ ଜଗନ୍ନାଥ ସଂସ୍କୃତି ଟିକେ ଜଣା ନାଇଁ, ଆକୁ bjp ଆସିବାମାତ୍ରେ ବାହାର କରିବାକଥା, ସେକଣ ଦୁର୍ନୀତି କରିଚି bjp ଦେଖୁ
@gitanjalidas1460
@gitanjalidas1460 23 күн бұрын
ନିଶ୍ଚିତ ଭବରେ B bikram bhali pakhandi କୁ jail ପଠାଇବା ଦରକାର... ଆଉ ଓଡ଼ିଶା ରେ ଯୋଗୀ Sir ଙ୍କ ଭଳି Action ସବୁ ଚୋର ଙ୍କ ଉପରେ ନେବା ଦର୍କାର..
@saratchandramallick7830
@saratchandramallick7830 23 күн бұрын
ପ୍ରଭୁ ବଳଦେବ ଙ୍କର ଏହି ଘଟଣା ପାଇଁ enquiry commission ବସାଇ ମାଷ୍ଟର ମାଇଣ୍ଡ କୁ ଧରିବା ଦରକାର। ଯାଦବ କୁ ପିଟିଲେ ମାନିବ।
@ramachandrapanipani7424
@ramachandrapanipani7424 23 күн бұрын
ସବୁ ଗୁମର କରୁଛନ୍ତି ବାହାର ଶୁଣନ୍ତୁ, କାର୍ଯ୍ୟକାରୀ କରନ୍ତୁ ଆଜିର ଏ ନୂତନ ମୋହନ ସରକାର ।
@ramachandrapanipani7424
@ramachandrapanipani7424 23 күн бұрын
ଓଡ଼ିଶାରେ ଅଣଓଡ଼ିଆ ରାଜ୍ କାହିଁକି ?
@bhanjodisha9862
@bhanjodisha9862 23 күн бұрын
କାହାକୁ ଛଡ଼ା ନ ଯାଉ ।
@BibhutiBhusan-nh2tw
@BibhutiBhusan-nh2tw 23 күн бұрын
ଜୟ ଜଗନ୍ନାଥ। ନବୀନ ବାବୁ ବଳଭଦ୍ର ଜିଉ ଙ୍କ ର ରଥରୁ ଚାରମାଳ ରୁ ପଡ଼ି ଯିବା ଉପରେ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖି ଥିବା ଚିଠି ରେ ଅତ୍ୟନ୍ତ ମର୍ମାହତ ହେଇ ଥିବା ଉଲ୍ଲେଖ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏ ସବୁ ତାଙ୍କ ଅମଳରେ ହୋଇଥିବା ପାପ ର ଫଳ। ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଯେଉଁ ଚାଉଳ ଜଗନ୍ନାଥଙ୍କ ନାଁରେ ମାଗିଥିଲେ ଓ ଭୋଗ ଲଗାଇଲେ ସେଇଥି ପାଇଁ ଏ ସବୁ ଅଘଟଣ ଘଟିଲା। ତେଣୁ ସମସ୍ତେ ମିଶି ଭଗବାନଙ୍କ ଠାରେ କ୍ଷମା ପ୍ରାର୍ଥନା କରିବା।
@asitgantayat6619
@asitgantayat6619 22 күн бұрын
ସାର୍ ଆଜି ଲାଗୁଛି ଆପଣ ବହୁତ ଖୁସି ଥିବେ। କାଲି ଭିନିଲ୍, ମାଥୀଭାନନ୍ ବଦଳାଯାଇଥିଲା ଆଉ ଆଜି ବୀର ବିକ୍ରମ ବଦଳିଲେ । ଆପଣଙ୍କ କଥା ସତ ହେଉଛି।
@indiradutta5837
@indiradutta5837 23 күн бұрын
ଆପଣ ସାଂଘାତିକ ସତ୍ୟ ଉପସ୍ଥାପନ କରିଛନ୍ତି । ବହୁତ ଆଶୀର୍ବାଦ ଭାଇ
@jatindrabarik9271
@jatindrabarik9271 23 күн бұрын
ଓଡ଼ିଶା ଲୁଟେରା ମାନଙ୍କ କର୍ମସ୍ଥଳି। ଏଥିପାଇଁ ନବୀନ ସରକାରଙ୍କର ଦୀର୍ଘ ନିରବଚ୍ଛିନ୍ନ ଚବିଶି ବର୍ଷର ଶାସନର ଦାୟି।
@bulusethy9220
@bulusethy9220 23 күн бұрын
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@swarajkumarbej3768
@swarajkumarbej3768 23 күн бұрын
ନବୀନ ବାବୁ ମୋହନ ବାବୁଙ୍କୁ ଚିଠି ଲେଖିଲେ ଠିକ୍ ଅଛି କିନ୍ତୁ କାୟର ବିକ୍ରମ ହେଉଛନ୍ତି,ତାଙ୍କ କୋଟୀର ର ବୋଲି ସେ ଭୁଲିଗଲେ କେମିତି?
@santoshjena7578
@santoshjena7578 23 күн бұрын
ମୋର ମତ ନୂଆ ସରକାରଙ୍କୁ ଆପଣଙ୍କ ଭଳି ମିଡ଼ିଆ ଉପଦେଷ୍ଟା ଦରକାର
@bijaykumarparida1936
@bijaykumarparida1936 23 күн бұрын
Thank you our chief minister
@biswanathpadhy8371
@biswanathpadhy8371 23 күн бұрын
ନବୀନ ବାବୁଂକ ନିର୍ଦ୍ଦେଶ ରେ ଯେଉଁ 500 କୋଟି ଖର୍ଚ୍ଚ ରେ ପାଣ୍ଡିଆନ ହେଲିକପ୍ଟର ରେ ବୁଲି ନିଜର ଓ ବିଜେଡି ପାଇଁ ଇମେଜ୍ ତିଆରି କଲେ ବିଜେଡି ପାର୍ଟି ଠାରୁ ବା ନବୀନ ବାବୁ ଠାରୁ ସେହି ଟଙ୍କା recovery କରାଯିବା ଉଚିତ।
@prafullaparida8638
@prafullaparida8638 23 күн бұрын
ନବିନ ସାର୍ କୋୖଣସି ଚିଠି ପତ୍ର ର ଉତ୍ତର ଦିଅନ୍ତି ନାହିଁ। ମୋ ହନ ସାର୍ ତାଙ୍କ ଚିଠି ର ଉତ୍ତର ଦେଇ ତାଙ୍କର ମହାନତା ଦେଖାଇ ରେ।
@maitri56
@maitri56 23 күн бұрын
Correct analysis.
@NirakarSamantarai-db2mr
@NirakarSamantarai-db2mr 23 күн бұрын
ନବୀନ ବାବୁ ବଡ ଠାକୁର ଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ. କିନ୍ତୁ ଏହି ଦୁର୍ନୀତି ରେ ନିଜ଼ର ମତା ମତ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖୁନାହାନ୍ତି କାଁହଁକି?
@raghubirdas7621
@raghubirdas7621 23 күн бұрын
Birbikram Jadab should be suspended n case to be started against his for his corruption n misdeed
@subasbehera3614
@subasbehera3614 23 күн бұрын
Namaste namaste Bhai, you are great thanks a lot for your Nirbhay r gumarkatha.please our CM retrenchange and recollect the all scams money
@ramachandrapanipani7424
@ramachandrapanipani7424 23 күн бұрын
ଜୟ ଶ୍ରୀଜଗନ୍ନାଥ !
@rohitapradhan4543
@rohitapradhan4543 22 күн бұрын
Sir very good excellent for your exposed in IT. SCAM
@gyanabratamohanty4219
@gyanabratamohanty4219 22 күн бұрын
ବହୁତ ବହୁତ ଧନ୍ୟବାଦ | ସ୍ପଷ୍ଟ କହି ଚାଲନ୍ତୁ | ଏ ସରକାର, ପୂର୍ଵ ପରି କାଲା ସରକାର ନୁହନ୍ତି | ଅଳ୍ପ ଆରମ୍ଭ ହୋଇଛି, ବହୁତ ମାଡ଼ ଦେଖିବାକୁ ବାକି ଅଛି 😅😅😅
@rajeshbiswal819
@rajeshbiswal819 23 күн бұрын
Jay Jagannath Ji ❤
@prabhasray675
@prabhasray675 23 күн бұрын
Jay Jagannath
@jchoudhury274
@jchoudhury274 23 күн бұрын
24 ବର୍ଷ ନବିନ ବାବୁ ଙ୍କ ଶାସନ ରେ ଓଡ଼ିଶାରୁ ଡାଲି ବାଲି ଚିଟ୍ ଫଣ୍ଡ କୋଇଲା ସବୁ ଲୁଟ୍ ହେଇଛି ଓଡ଼ିଶା କୁ ଖୋଳ କରିଛନ୍ତି ଜୟ ଜଗନ୍ନାଥ
@DNarayanMalikMalik
@DNarayanMalikMalik 23 күн бұрын
Right 👍 Katha.
@padminijikavillagelifestyle
@padminijikavillagelifestyle 23 күн бұрын
ଉପସ୍ଥାପନା ଶୈଳୀ ବହୁତ୍ ସୁନ୍ଦର୍ sir
@manojkumarsaint7803
@manojkumarsaint7803 23 күн бұрын
Jay Shree Jagannath ❤❤❤
@rabindrakar1284
@rabindrakar1284 23 күн бұрын
I do agree with You on actions against the corrupted officers and the so called culprits.
@umeshchandraswain8578
@umeshchandraswain8578 23 күн бұрын
ନବୀନ ବାବୁ ଆପଣ ଓଡ଼ିଶା ଛାଡ଼ି ଦିଅନ୍ତୁ କାରଣ ଆପଣ ପାଣ୍ଡିଆନ କଥାରେ ପରିଚାଳିତ ଆପଣ ନା କୁ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ
@kabitasahoo8385
@kabitasahoo8385 23 күн бұрын
Agree with Sebayat conclusion. 🙏
@tariniprasadmohanty1136
@tariniprasadmohanty1136 23 күн бұрын
ThanQ Sir for your exposure.
@yudhisthiraswain
@yudhisthiraswain 23 күн бұрын
ଜୟ ଜଗନ୍ନାଥ 🎉🎉🎉🎉
@manjupravamishra8000
@manjupravamishra8000 23 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@kamalakantadas6050
@kamalakantadas6050 23 күн бұрын
"ନିର୍ଭୟ" କଥା ଯଦି ମୁଖ୍ୟ ମନ୍ତ୍ରୀ ଶୁଣୁ ଥିବେ ତାହାଲେ ଏହା ଏକ ବଡ଼ କଥା ହେବ।ଏହା ରାଜ୍ୟ ପାଇଁ ଶୁଭଙ୍କର ହେଉ ।
@bipinbiharidash8159
@bipinbiharidash8159 21 күн бұрын
ଯାହା ବାସ୍ତବରୁପେ ଗଣତାନ୍ତ୍ରୀକ ପଦ୍ଧତିରେ ଆଶା କରାଯାଏ,ଅନୁଭୁତି ନଥିଲେବି ମୋହନ ମାଝୀ ମୂଖ୍ଯମନ୍ତ୍ରୀ ହିସାବରେ ପ୍ରତ୍ଯେକ କାର୍ଯ୍ଯରେ ନିଜର ନିର୍ଭରଯୋଗ୍ଯ କାର୍ଯ୍ଯଶୈଳୀ ଅତି ସୁନ୍ଦର॥
@dasharathinayak6425
@dasharathinayak6425 23 күн бұрын
Awesome
@debrajbehera8341
@debrajbehera8341 23 күн бұрын
Thank you 🙏
@pranatidildilbecharasahoo6719
@pranatidildilbecharasahoo6719 23 күн бұрын
Very good.Many many thanks to Nirbhaya gumara.
@karabimishra7927
@karabimishra7927 23 күн бұрын
Excellent
@sitarampurohit2993
@sitarampurohit2993 23 күн бұрын
Thanks
@shaktimishra8621
@shaktimishra8621 23 күн бұрын
You are great
@bidhubhusanmishra6358
@bidhubhusanmishra6358 23 күн бұрын
କିଛି ହେବନି .ମୋହନ ବଂଶୀରେ ରାଧା ବିଭୋ.
@umeshchandraswain8578
@umeshchandraswain8578 23 күн бұрын
ନବୀନ ପଟ୍ଟନାୟକ ଏ ଲୁଟେରା ମାନଙ୍କୁ ନେଇ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଲଜ୍ଜା ଲାଗୁଛି
@swarajkumarbej3768
@swarajkumarbej3768 23 күн бұрын
ନବୀନ ପଟ୍ଟନାୟକ ଯେଉଁଦିନ ଏ ଦୁନିଆ ରୁ ବିଦାୟ ନେବେ,ସେହିଦିନ ଓଡ଼ିଶାର ସୂବର୍ଣ୍ଣ ଯୁଗର ଆରମ୍ଭ ହେବ।
@ODISHA_KUHE
@ODISHA_KUHE 23 күн бұрын
❤❤ ମନ କଥା କହିଲ ଭାଇ​@@swarajkumarbej3768
@RanjanBehera-ge1kf
@RanjanBehera-ge1kf 23 күн бұрын
Central Scheme Ku Hadap Kari Nabina Odisha Lokanku Thakuthila....🎉🎉🎉
@annapurnanayak699
@annapurnanayak699 23 күн бұрын
Bahut kichhi janibaku pailu, thanks sir
@abhimanyupadhihary3577
@abhimanyupadhihary3577 23 күн бұрын
Now Odisha Govt take drastic action against Lutera one after another.
@madhusudanmohanty4293
@madhusudanmohanty4293 23 күн бұрын
Very good.
@bibekanandabehera4924
@bibekanandabehera4924 23 күн бұрын
Right
@laxminarayanbehera2467
@laxminarayanbehera2467 23 күн бұрын
Sadhubada sradhapurn naman.
@nachiketapurohit9921
@nachiketapurohit9921 23 күн бұрын
Very nice presentation. SO this entire episode recall real,true "Biradi Baisnaba Story " .SO present Govt. Action Should take serious action if really wants to win the faith of Odisha people. Nachiketa Purohit
@bijaykumarsahoo7918
@bijaykumarsahoo7918 20 күн бұрын
Very Nice Presentation
@ashiskumarbehera6185
@ashiskumarbehera6185 23 күн бұрын
ଭଲ କଥା ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଲେ l ସେପରି neet ବିଷୟରେ ଟିକେ କୁହନ୍ତୁ l
@suvashreeray5494
@suvashreeray5494 23 күн бұрын
ନିର୍ଭୟ ର କଥା ଜଗନ୍ନାଥ ଓ ମୋହନ ମାଝୀ CM ଶୁଣିଲେ.
@kabitasahoo8385
@kabitasahoo8385 23 күн бұрын
I am still hurting from the disgraceful event. Prabhu please take care of yourself. Humans are despicable. 🙏🙏🙏🙏
@alokranjanbehera6150
@alokranjanbehera6150 23 күн бұрын
Sir namaskar.aapananka bhali byaktitwa hin odisha ku bipada mukharu udhar kari paribe.aapananku bhagaban sadasarbada ghanta ghodei rakhi tha.aa ntu.aapanankq pain mora jagannatha nka pakhare atiki prarthana.aapana nka bisayare kichhi kahiba ku thik bhabuni,karana odisha basinku sabu jana.thik samaya re sathik jawab dei janichanti. Thank you odisha.god bless you sia.
@kastucharansahu6656
@kastucharansahu6656 23 күн бұрын
Good analysis
@basantibalapanigrahi5289
@basantibalapanigrahi5289 23 күн бұрын
Nice presentation Dasbabu I request you, please request to CM to transfer clerks and so of different department .
@user-mr9wp7fm6g
@user-mr9wp7fm6g 23 күн бұрын
Thank you sir. For your best reports aod collections to guide the new hope govt and your demand for proper action against the Luterajs and ooppertunists
@babulalpatel8933
@babulalpatel8933 23 күн бұрын
Jai Sriramji. Jai jagannath
@SidharthPrasadDas
@SidharthPrasadDas 22 күн бұрын
ଆରେ ବାବୁ ବିଜେପି ମୁଖପାତ୍ର ହୋଇଯାନ୍ତୁ, ସମ୍ବାଦ ସଂସ୍ଥା ଏ
@satyanarayandora1900
@satyanarayandora1900 23 күн бұрын
Jay jagannath 🙏🙏🙏
@sukantmahapatra8043
@sukantmahapatra8043 22 күн бұрын
Sir, ଅବସର ପରେ ଅଫିସର ମାନଙ୍କୁ କାହିଁକି ଥଇଥାନ କରାଯାଇଛି, ଯୁବକଙ୍କୁ ନିଯୁକ୍ତି ଦିଆଯାଉ, retire ପରେ maxium 2 ବର୍ଷ ରଖାଯାଉ, ଏହି 2 ବର୍ଷ ଭିତରେ ସେମାନେ ନୂଆ ଅଫିସର ମାନଙ୍କୁ ଶିକ୍ଷା ଦିଅନ୍ତୁ,ମାନେ 62 ବର୍ଷ।
@rabindranathbehera5172
@rabindranathbehera5172 23 күн бұрын
Present Govt. Should judge each & every fact & take severe action.
@madanlohar8284
@madanlohar8284 23 күн бұрын
ବିର ବିକ୍ରମ ଯାଦଵ ଉଠାଇଥିବାରୁ ମୂଁ ବହୁତ ଖୁସି ତେଣୁ ମୋହନ ସରକାର ନିହାତି ଏହା ଜାଣିଥିବେ
@KailashChPanda-bd4jk
@KailashChPanda-bd4jk 23 күн бұрын
JAY JAGANNATH ,Don't politics should take action
@debasispadhi504
@debasispadhi504 23 күн бұрын
Jay sri jagannath🙏🙏🙏
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 26 МЛН
Pleased the disabled person! #shorts
00:43
Dimon Markov
Рет қаралды 30 МЛН
Odisha Cabinet approves 5 major proposals today || Kalinga TV
14:08
Superfast 60 News In 30 Minutes | 4th August 2024 | Odisha News
9:28
Kanak News Live
Рет қаралды 1,4 М.