Will Naveen Patnaik able to revive BJD ? || Editorial Show(EP-236) || ODISHA PULSE

  Рет қаралды 27,169

Odisha Pulse

Odisha Pulse

Ай бұрын

#odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #manasmangaraj

Пікірлер: 62
@alokaranjandash9853
@alokaranjandash9853 Ай бұрын
ବିଜୁ ଜନତା ଦଳ ଗୋଟିଏ ଅଦ୍ଭୁତ କାମ କରି ପାରିଛି । ତାହା ହେଉଛି ଯେ ସେମାନେ ଅଧିକ ଲୋକଙ୍କୁ ଅଧିକ ସମୟ ଧରି ବୋକା ବନେଇ ପାରିଛନ୍ତି ।
@user-qv4hd2bq9f
@user-qv4hd2bq9f Ай бұрын
BJD is No. 1 in this😂
@KRAchary1
@KRAchary1 Ай бұрын
Fully Agreed 👍
@jitendrakumarswain23
@jitendrakumarswain23 Ай бұрын
Aau Bjp samastanka akhi kholideba,Rajaniti ra ‘Ra’ janithiba loke gyana bantibe 😂
@piyushrajkumar15
@piyushrajkumar15 Ай бұрын
ନବୀନ ବାବୁ 24 ବର୍ଷ ଅତି ସହଜରେ ଏତେ ବଡ଼ ସମୟ ରାଜସୁଖ ଉପଭୋଗ କଲେ ତୃଣମୁଳ ସ୍ତର ରେ ଏତେ ଦୁର୍ନୀତି ହେଇଛି ଯେ ଆଉ ବିଜେଡି ଦଳ ରହିବ ଲାଗୁନି
@user-cw9gp5ty9f
@user-cw9gp5ty9f Ай бұрын
"ଖସିଗଲା ଗୋଡ଼ ତଳକୁତଳକୁ ।" ଜନସାଧାରଣଙ୍କ ମଧ୍ଯରେ ଯେଉଁ ପ୍ରକାର ରାଜନୈତିକ ସଚେତନତା ବୃଦ୍ଧି ପାଇଛି,ଏବେ ଆଉ ତାହା ସମ୍ଭବ ନୁହେଁ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@jitendrakumarswain23
@jitendrakumarswain23 Ай бұрын
Sachetanata na murkhata
@subhabratamishra4465
@subhabratamishra4465 Ай бұрын
ଆମକୁ ଆଉ ଏ ବାଜେ ଦଳ ଦର୍‌କାର୍‌ ନାହିଁ।
@duryodhanmahanta7766
@duryodhanmahanta7766 Ай бұрын
ଅପ୍ରିୟ ସତ କଥାକୁ ଉପସ୍ଥାପନା କରିଛନ୍ତି। ବିଜେଡି ପତନ ଆଡ଼କୁ ମୁହାଁଇଛି।😮😮😮
@saratmishra7100
@saratmishra7100 Ай бұрын
BJD ଯେ ଭୁସୁଡ଼ିଯିବ, ସ୍ପଷ୍ଟ ଦେଖାଯାଉଛି। କିନ୍ତୁ, BJD ଦଳ ର ନେତା ମାନେ BJP କୁ ଡେଇଁବା, ବଡ ବିପଦ BJP ଦଳ ପାଇଁ ହେଇପାରେ।
@akshayakumardhupal3615
@akshayakumardhupal3615 Ай бұрын
Your discussion is very valuable for odisha politics.
@pratiharpradhan1305
@pratiharpradhan1305 Ай бұрын
ଓଡ଼ିଆ ଅସ୍ମିତା ର କଥା ପ୍ରକୃତ ରେ ସୌମ୍ୟ ବାବୁ ପ୍ରଥମେ ଉଠାଇଥିଲେ
@somelife9719
@somelife9719 Ай бұрын
କରି କରାଇ ଥାଉ ମୁହିଁ. ମୋ ବିନୁ ଅନ୍ୟ ଗତି ନାହିଁ. ଜୟ ଜଗନ୍ନାଥ ସ୍ୱାମୀ ❤
@shankardmishra121
@shankardmishra121 Ай бұрын
Excellent journalism by you, Sir🌹
@jagannathmishra5300
@jagannathmishra5300 Ай бұрын
ବିଜେଡି ୨୦୧୪ ଏଵଂ ୨୦୧୯ ନିର୍ବାଚନ ରେ ବିଜେଡି ପ୍ରଶାସନ ସହାୟତାରେ ଜିତିଛି। ବିରୋଧୀ ଦଳର ନିଷ୍କ୍ରିୟତା ବି ଏକ କାରଣ। ୦ ----- ୧୦୦ ------ ୦ ହେବ ନିଶ୍ଚିନ୍ତ।
@mandimandi5098
@mandimandi5098 Ай бұрын
ପୁରା ସଠିକ୍, ତାକୁ ଷ୍ଟେଟ ରଗିଂ କହନ୍ତି। ସବୁ କଲେକ୍ଟର, SP ମିଶିକି ପୋଷ୍ଟିଂ ପାଇଁ ପାଣ୍ଡୁ ଆଦେଶରେ ନକଲି ଭୋଟ, ଷ୍ଟ୍ରଙ୍ଗ ରୁମ ରେ ଭୋଟିଂ change କରିଥିଲେ। ଏଥର ବି କିଛି କିଛି ହେଇଛି। କିନ୍ତୁ BJP agent କୁ ଜାଗା ଗଲା, ସେମାନଙ୍କୁ ଆଉ ପଇସା ଦେଇକି BJD support ରେ ଚୁପ୍ ରହିବନି କହିଲେ, ତେଣୁ ବେଶୀ ହେପରିଲାନି। ଏବଂ ହାରିଲେ।😂
@SasmitaSamal-hi2zi
@SasmitaSamal-hi2zi Ай бұрын
Biju Janata Dal will be divided into two groups.
@hemantakumarmohanty849
@hemantakumarmohanty849 Ай бұрын
ଆଉ ବିଜେଡି କ୍ଷମତା କୁ ଆସିବା ବହୁତ କଷ୍ଟ କର ଅଟେ
@SasmitaSamal-hi2zi
@SasmitaSamal-hi2zi Ай бұрын
It will not stay as a stable party.
@alokkumardas5236
@alokkumardas5236 Ай бұрын
ଅନ୍ଧ ପ୍ରେମ ବୋହୁତ ଜଣଙ୍କୁ ନଷ୍ଟ କରିଛି.... ସେମିତି ନବୀନ ବାବୁଙ୍କର ପାଣ୍ଡୁ ପ୍ରତି ଥିବା ଅନ୍ଧ ପ୍ରେମ ତାଙ୍କୁ ନଷ୍ଟ କରି ସାରିଛି।
@pramodakumarnayak-zv5cm
@pramodakumarnayak-zv5cm Ай бұрын
ଆଉ ହଡା ଉଠିବ ନା ଘାସ ଖାଇବ ।
@ramakrushnadalai2497
@ramakrushnadalai2497 Ай бұрын
In democracy, public first and respect public opinion. Never neglect poor people, they are not slaves.
@sadanandaparamguru6466
@sadanandaparamguru6466 Ай бұрын
Ganesh tremendious logic
@sadanandaparamguru6466
@sadanandaparamguru6466 Ай бұрын
That is gerenty back to power
@birakishoresahoo3080
@birakishoresahoo3080 Ай бұрын
NabinPattnaik sampurna bhabe IAS chatukar upare nirbhara Kari Odisha ku rasatalagami karidele.
@user-gf5nt7tf1t
@user-gf5nt7tf1t Ай бұрын
Good news
@prasantamohanty988
@prasantamohanty988 Ай бұрын
ଆଗାମୀ ସମୟରେ ବିଜେଡି ଲୋପ ପାଇବ l
@brahmaachary3955
@brahmaachary3955 Ай бұрын
ନିର୍ବାଚନ ପୂର୍ବରୁ ରାଜନୀତିକ ବିଶେଷଜ୍ଞ ମାନେ କେଉଁଠି ଥିଲେ ପାଣ୍ଡିଅନ ବିଜେପି ପାଇଁ ଭିତରେ ଭିତରେ କାର୍ଯ୍ୟ କରିଥିଲେ,
@prashantabehera3390
@prashantabehera3390 Ай бұрын
Nai sir aapana revive kari paribe,aapana tk manga dharantu
@girijapattnaik3533
@girijapattnaik3533 Ай бұрын
Where is Pandian.Babu.
@shankardmishra121
@shankardmishra121 Ай бұрын
The wages of sin is death, what's going to happen in the case of Naveen and Pandu.
@user-ib7ho7lb1d
@user-ib7ho7lb1d Ай бұрын
ÑABINA NIBASRE THIBA SARKARI JAGA NABINA KEBE CHADBE.
@Mishkasgarden
@Mishkasgarden Ай бұрын
Sradhha mam nabin nibas re loka mane janiba darkar kie ahi mahiyasi ?A bisayare tike kahibeki.
@janardanpanda5378
@janardanpanda5378 Ай бұрын
ବିଜୁ ଜନତା ଦଳ ଭବିଷ୍ୟତରେ ଆଗକୁ ବଢି ପାରିବ ନାହିଁ କାରଣ ପାଣ୍ଡିୟାନ ଯେତେ ଦିନ ପର୍ଯ୍ୟନ୍ତ ବିଜେଡି ଭିତରେ ଥିବେ ସେତେ ଦିନ ପର୍ଯ୍ୟନ୍ତ ବିଜେଡି ଆଗକୁ ଯାଇ ପାରିବ ନାହିଁ
@sushantsingh2166
@sushantsingh2166 Ай бұрын
Na au nuhen hoithanta nua teari kariparileni Abe b samaya achi 25 arambha
@dibyasinghamahapatro3994
@dibyasinghamahapatro3994 Ай бұрын
Odia loka aau bhul karibe nahin
@PabitraMohapatra-du9mi
@PabitraMohapatra-du9mi Ай бұрын
Besides your analysis, groundlevel workers corruption is another cause for bjd defeat
@odiaallinformation
@odiaallinformation Ай бұрын
Odia asmita bisayare describe karun sir 80% lok janiparunahanti special episode aanun sir 🙏🙏🙏
@kiranprakashguha9019
@kiranprakashguha9019 Ай бұрын
ନବୀନ ବାବୁ ପାଣ୍ଡିଆଣ୍ କୁ ଘଣ୍ଟ ଘୋଡ଼ାଇ ରଖିବା ଦଳ ପାଇ କାଳ ହେବା ନିଶ୍ଚିତ। ଯଦି ନବୀନ ବାବୁ ନିର୍ବାଚନ ପୂର୍ବରୁ ନିଜେ ଦଳର ଲଗାମ ନିଜ ହାତରେ ରହିଥାୟନ୍ତା ତାହେଲେ ଆଜି ଏହି ଅବସ୍ଥା ହୋଇ ନ ଥାନ୍ତା। କିନ୍ତୁ ନବୀନ ବାବୁ ନିଜେ ପାଣ୍ଡିଆ ହାତରେ କାଠ ପୂତୁଲି ହୋଇ ଗଲେ ଏହାହିଁ ବଡ଼ ଆଶ୍ଚର୍ଯ୍ୟ।
@arjunaswain9771
@arjunaswain9771 Ай бұрын
ତଳ ସ୍ତରରେ ବିଜେଡିକୁ ବେଳକୁ ବେଳ ଭୁଲିବାକୁ ଲାଗିଲଣି । ଆଗକୁ ବିରୋଧୀ ହିସାବରେ କଂଗ୍ରେସ ଓ ବିଜେଡି ପ୍ରାୟ ସମାନ ତୁଳନାରେ ରହିବେ । ବୁଦ୍ଧିଯିବି ମାନେ କହିଲଣି ଯଦି ନବୀନ ଶରୀର ଆଗକୁ ଅସୁସ୍ଥର ବାର୍ତ୍ତାବରଣ ସୃଷ୍ଟି ହୁଏ ଓ ପାଣ୍ଡିଆନ୍ କୁ ଭିତିରି ସପୋର୍ଟ କରେ ତହାଲେ ବିଜେଡିକୁ ବଡ ଆଘାତ ମାଡି ଆସିବ।
@RaghuarSinha
@RaghuarSinha Ай бұрын
Now Naveen is alone & may leave politics.
@pritampolei7087
@pritampolei7087 Ай бұрын
Bjd ra political death hoigala odisha re kebala BJP au Congress fight heba.
@swarajkumarbej3768
@swarajkumarbej3768 Ай бұрын
ଆଉ ହଡାବଳଦ ଉଠିବ ନା ଘାସ ଖାଇବ???
@subashpatra6884
@subashpatra6884 Ай бұрын
Bjd.ra.naa.livijiba..Itihasru.
@prakashghose7518
@prakashghose7518 Ай бұрын
This is the end of naveen era..
@ajeetkumarmohanty7880
@ajeetkumarmohanty7880 Ай бұрын
Bhabisatya bjd ra andhara
@chhabindramansingh73
@chhabindramansingh73 Ай бұрын
Bjd କୁ ଏବେ ନବୀନ ଆଉ ପାଣ୍ଡୁଆ ମିଶି, ବିଶ୍ୱସ୍ତରୀୟ କରିବାକୁ ଜାଉଛନ୍ତି bjd କୁ, ତେଣୁ ପାଣ୍ଡୁଆ ଲୁଚିଛି ନବୀନ ନିବାସରେ
@aksahoo346
@aksahoo346 Ай бұрын
Bjd 2029 vitare budijibara mane heuchi
@naturetraveller4348
@naturetraveller4348 Ай бұрын
😂😂
@dwarikanathmohanty179
@dwarikanathmohanty179 Ай бұрын
BJD will have the sama fate of Sun Temple, once a marvel of Odishan architecture with its present structure remains at least as a world heritage site. BJD will not have this honour in future. It will go down the gutter unsung.
@mandimandi5098
@mandimandi5098 Ай бұрын
ଆଉ ନାଇ, ଏ ଶଳା ମଦୁଆ କୁ ଲୋକ ଚିହ୍ନି ଗଲେଣି, କିଛି ନକରି ବହୁତ୍ ମଜା ନେଇଛୁ । ଇଏ ମାରିବା ପର୍ଜନ୍ତ୍ ଆଉ ଉଠିବନି। ଆଉଗୋଟେ ପାଣ୍ଡୁ ପ୍ୟାରୀ ପାଳିବ ଶଳା।😂😂😂
@minaketansahoo6719
@minaketansahoo6719 Ай бұрын
BJD aba atita hoigala odisha basi knka agara Namakharam Dhalapahada sasana ra anta hala
@Odia798
@Odia798 Ай бұрын
ajira gana madhyam mane nijar naitikata vule galeni. sabu bele pandian kahi khabar prasarana kariba emankara gote habit heigalani.. Pandian mandhya jane manisha.. na ta tanka naam re kaunasi corruption na kaunasi murder case achhi hele ama odisha ra news channel mane ajatha tanku blame karichalichhanti.. eha ama odisha ra culture nuha.. rajniti re samalochana hue but kaha ku byktigata vabe attack kariba ta kaunasi bi angle ru correct nuhe.. jete bele pandian ku dayitwa dia gala sete bele ama odia sabu kuade jaithile ki aaji harila pare sabu dosha tanku.. e sabu Jay panda ra khela nija otv channel re aga tanku target kala au tapare amara odisha ra sabu haunu sarankari channel mane bi rati dina pandia virodh re news chaleile jaha ki bastaba ta bahut adhika thila and emiti re pandia au bjd against re hawa chalila au bjp tara faidya nela.. ame odia ama naitikata vuliba uchhit nuha... pandian tanka katha anusare politics ru sanyash bi nele se honest na heithile anya kichhi kahi lokanku vulei parithante .. tenu tanku emiti target kara na jau boli mora mata
@simanchalpanda331
@simanchalpanda331 Ай бұрын
Now Nabin is sinking in an ocean.No one can help him because he is a murderer.So many valuable life like pari,Babina,madhablata,bihu,mamita etc passed away during his periods
@ajeetkumarmohanty7880
@ajeetkumarmohanty7880 Ай бұрын
Dala budila
@sadanandaparamguru6466
@sadanandaparamguru6466 Ай бұрын
Lod Jaganath can give life long far 10 year to our Nabinbabu
@sachikantasahoo6981
@sachikantasahoo6981 Ай бұрын
ପାଣ୍ଡୁ କୁ ପିଟ , ତାକୁ ଜେଲ କୁ ପଠେଇ ସବୁ ଆଦାୟ କର ଲୁଟି ଥିବା ପଇସା
@MrSujit2009
@MrSujit2009 Ай бұрын
Tho ______ report
@hemantkumarsingh1387
@hemantkumarsingh1387 Ай бұрын
BJD cannot think of power in next twenty five years.
Самый Молодой Актёр Без Оскара 😂
00:13
Глеб Рандалайнен
Рет қаралды 11 МЛН
How Many Balloons Does It Take To Fly?
00:18
MrBeast
Рет қаралды 184 МЛН
पूर्वांचल का किंग कौन | Poorvanchal ka King
30:58
Naveen Patnaik Biography Video | 24 Years Journey Of Naveen Patnaik
17:44