Woman alleges cheating, sits in protest outside husband's house

  Рет қаралды 714,050

OTV

OTV

Күн бұрын

Woman alleges cheating, sits in protest outside husband's house
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 538
@ramakantanaik6068
@ramakantanaik6068 2 жыл бұрын
ସେ ଟୋକାର ମନ ଶାନ୍ତି ହୋଇଗଲା ନା. ତାକୁ ଇଣ୍ଟର ସିଟି କେଶ କର. ନହେଲେ ପାଇଲେ ଧରି ଛେଚ.
@ajayachanda3945
@ajayachanda3945 2 жыл бұрын
ମୋର ଭାଇ ମାନଙ୍କୁ ଏତିକି ଅନୁ ରୋଧ ଯଦି ମାଇପା ସମ୍ଭାଳିବା ଓଃ କାତ ନାହିଁ ତାହେଲେ ଝିଅ ମାନଂକ ଠାରୁ ଦୂରରେ ରହୁ।
@RajaMarandi-y6f
@RajaMarandi-y6f 3 ай бұрын
Right Bhai ❤❤❤❤❤❤❤❤
@terroristrepublicofpakista902
@terroristrepublicofpakista902 2 жыл бұрын
ପୁଅ ପିଲା ମାନେ ଯଦି କୋଉ ଝିଅ କୁ ଭଲ ପାଉଛ ଆଉ ତାଙ୍କ ଘରେ ରାଜି ହେଉନାହାନ୍ତି ତ ତମେ ନିଜକୁ ସେତିକି ଯୋଗ୍ୟ କରିଦିଅ ପ୍ରଥମେ , ଦେଖିବା କିଏ ଝିଅ କୁ ମନା କରିବ। am i right 😎
@Cuty_sibanya8333
@Cuty_sibanya8333 2 жыл бұрын
Yes u r right this is a point first strong then u decided ur life
@rudranarayanpadhi3292
@rudranarayanpadhi3292 2 жыл бұрын
Exactly !
@HAnii95
@HAnii95 2 жыл бұрын
Bhai Tama channel ra nama khatarnak heichi 🤣 (Randistan)
@Laxmipriyadas2099
@Laxmipriyadas2099 2 жыл бұрын
Cast thile ghara loka kichi sunibeni
@terroristrepublicofpakista902
@terroristrepublicofpakista902 2 жыл бұрын
@@Laxmipriyadas2099 କଣ ତୁମେ ବି ଆଜିକାଲି cast କୁ ମାନ
@pradoshkumar7833
@pradoshkumar7833 2 жыл бұрын
ଭଲ ପାଇଲ ଯଦି ଘରୁ ଲୁଚି ବାହାର କୁ ଯିବାର କଣ ଦରକାର ଥିଲା.ପ୍ରଥମେ ନିଜ ନିଜ ଘରେ ଜଣେଇଥାନ୍ତ.ତୁମେ ତୁମ ବାପା ମା ଙ୍କୁ କହିଁଥାନ୍ତ ଆଉ ତୁମର କେହିଜଣେ ପ୍ରସ୍ତାପ ପକେଇଥାନ୍ତେ.ତାପରେ ପୁଅ ର ବାପା ମା ବାହାଘର ରେ ରାଜି କି ନାହିଁ ଜଣେଇ ଥାନ୍ତେ.ଆଉ ଗୋଟିଏ କଥା ଜାତି ଅଜାତି ବୋଲି ତ କିଛି ନାହିଁ. ସମସ୍ତେ ସମାନ କିନ୍ତୁ ବ୍ରାହ୍ମଣ କେବେ sc/st ଙ୍କ ସହ ବାହାଘର କରିବେନି.ଏଇଟା ବି ବୁଝିବାର ଥିଲା.ଆଉ କୋର୍ଟ ମ୍ୟାରେଜ କଣ ପାଇଁ କରାଗଲା.କୋର୍ଟ ମ୍ୟାରେଜ ର କଥା ଉଥିଲେ ଜାଣିରଖ ଜେ ନିଜ ପ୍ରେମ ଉପରେ ଭରସା ନାହିଁ ବୋଲି ଏଭଳି କରାଯାଉଛି.ପ୍ରେମ ପବିତ୍ର ଆଉ ପ୍ରେମ କରିବା ବି ଠିକ କିନ୍ତୁ ତୁମେ ମାନେ ପ୍ରେମ କରୁନ.ବାପା ମା ଙ୍କ ମାନ ସମ୍ମାନ ତଳେ ପକାଉଚ.ଆଉ ଗୋଟିଏ କଥା. ଯିଏ ତୁମ କୁ ନିଜର କରିବାକୁ ଚାହୁଁନି ତୁମେ ଜବରଦସ୍ତି କରିକି ତାକୁ ପାଇଯିବ ଯଦି ତଥାପି ତୁମ କୁ କେବଳ ଦୁଃଖ ମିଳିବ. ସେଥିପାଇଁ ଏ ସବୁ କୁ ଭୁଲି ନୂଆ ଜୀବନ ସାଥି ଖୋଜ ଖୁସି ରେ ରହିବ.
@taranumparween6059
@taranumparween6059 2 жыл бұрын
Right 👍. But se Pua against re kichhi Kariba darkar because se gote Jhia ra life barbad karichi . jadi nei ki jaithila 2 years bahare rakhila. Abe aani ghare kn pain chhadi dela . ghare jadi na Raji hauchanti jibana Sara nei bahare rakhu jemti rakhi thila
@sunilsethi1100
@sunilsethi1100 2 жыл бұрын
Hnn thik katha
@pradoshkumar7833
@pradoshkumar7833 2 жыл бұрын
@@taranumparween6059 ଆପଣଙ୍କ କଥା ରେ ମୁଁ ଏକମତ. ମୁଁ ବି ସେୟାର ଚାହୁଁଚି. କିନ୍ତୁ ଝିଅ ଯଦି ପୁଅ ସହ ରହିବ ଦୁହେଁ ଅଶାନ୍ତି ଆଉ ଘରେ ବି ଅଶାନ୍ତି. ଯିଏ ପ୍ରକୃତ ରେ ଭଲ ପାଉଥିବ ନା ପରିସ୍ଥିତି ଯେତେ ବଡ଼ ହେଲେ ବି ଜୀବନସାଥି ର ହାତ ଛାଡିବନି. କିନ୍ତୁ ଏଠି ପୁଅ ରଖିବା କୁ ଚାହୁଁନି. ଝିଅ କେମିତି ଖୁସି ରେ ରହିବ. କାଳେ ଭବିଷ୍ୟତ ରେ ଭଲ ମନ୍ଦ କଣ ହବ.
@ipsitamajhi8283
@ipsitamajhi8283 2 жыл бұрын
Mu bi sc hele Bhai mu barmbhana ghara bohu love marriage amara.
@pradoshkumar7833
@pradoshkumar7833 2 жыл бұрын
@@ipsitamajhi8283ହଁ
@mmajhi6676
@mmajhi6676 2 жыл бұрын
ମଣିଷ ଚିନି ହଁ କି ଭଲ ପାଆନ୍ତି ନହେଲେ କଷ୍ଟ ସହିବାକୁ ପଡ଼ିଥାଏ ଭଲ ପାଇବା ଭୁଲ୍ ନୁହେଁ କିନ୍ତୁ ଭଲ ମଣିଷ ଯଦି ମିଳେ ଯିବନ ଟା ଖୁସି ରେ ଭରିଯାଏ
@debashismohanty379
@debashismohanty379 2 жыл бұрын
Absolutely Right
@prangyaparamitanayak8989
@prangyaparamitanayak8989 2 жыл бұрын
Manisa chinhiba bht kasta Bhai aji kali bhadra mukha tale gote abhadra loka rahujauchhu
@ommvlog3950
@ommvlog3950 Жыл бұрын
Right
@ashokkumardas6003
@ashokkumardas6003 2 жыл бұрын
ଏଥିରେ ପ୍ରଥମ ଭୁଲ ଝିଅ ର, ତୋ ବାପା ମାଆ ଝିଅ ଜନମ କରି କଣ ତୋତେ ବାହା କରିପାରି ନଥାନ୍ତେ କି ତୁ ମନ ରାଜି ରେ ପଳେଇଲୁ, ଏବେ ନାମ ନେ faltu Katha
@HaripriyaJena-c2w
@HaripriyaJena-c2w Ай бұрын
Naa yethire ghara loke Raji thile aaji yete katha hoiei nathanta Raji natibaru semane bhagiki baha Habaku निष्पति nele😢
@tourtravelvlogs1997
@tourtravelvlogs1997 2 жыл бұрын
ଏ ଝିଅ କୁ ନ୍ୟାୟ ମିଳୁ.... 👍
@terroristrepublicofpakista902
@terroristrepublicofpakista902 2 жыл бұрын
ଏଇଠି କୁହନ୍ତି ପାଇଁ ଘରୁ ଲୁଚିକି ଯିବା କଥା ନୁହେଁ😂😂ଯାଇଚ ନାମ ନିଅ
@Piyushnayakofficial
@Piyushnayakofficial 2 жыл бұрын
ଯୋଉମାନେ love କରୁଚ ମନେ ରଖ love ର ଶେଷ- ଧାରଣା 😄😄.
@pujabehera68
@pujabehera68 2 жыл бұрын
Thik katha
@mdismailsaeed8940
@mdismailsaeed8940 2 жыл бұрын
Right 💯
@munabeherabehera3281
@munabeherabehera3281 2 жыл бұрын
Right 👍☺️☺️☺️
@mrarakhita
@mrarakhita 2 жыл бұрын
ତମେ କରୁନ କୀ🤣🤣🤣
@sudiptkumarpatra
@sudiptkumarpatra 2 жыл бұрын
Thik kahicho
@dipanjalibiswal9300
@dipanjalibiswal9300 2 жыл бұрын
No love No pain 😂👍👍👍
@commando-32613
@commando-32613 2 жыл бұрын
ତମ ପାଇଁ ପୁଅ ନାହାନ୍ତି ବୋଧେ🤣🤣🤣🤣
@dipanjalibiswal9300
@dipanjalibiswal9300 2 жыл бұрын
@@commando-32613 na 🤣
@pratyushranjansahu505
@pratyushranjansahu505 2 жыл бұрын
Tama gandie mareie ba janiba
@kdrtokagaming6003
@kdrtokagaming6003 2 жыл бұрын
ବାଳ ନା
@vladimirputin1111
@vladimirputin1111 2 жыл бұрын
ହେ 🤣
@priyabrata2615
@priyabrata2615 2 жыл бұрын
ସେ ଟୋକା ହେଉଛି ମହୁମାଛି ଫୁଲ ରୁ ସବୁ ମହୁ ସୁଶି ସାରିଲା ପରେ ଛାଡି ପଳେଇ ଗଲା ଧନ୍ୟ .
@sontashsuna6647
@sontashsuna6647 2 жыл бұрын
ଠିକ୍ ଅଛି ଭଉଣୀ କିଛି ଅସୁବିଧା ନାହିଁ ଯାହା ହେବ ପ୍ରଭୁ ଙ୍କ ଇଛା ଯାହା କରିଛ
@mohannayak3316
@mohannayak3316 2 жыл бұрын
ପ୍ରମିଳା ମାଡାମ କୁ ଡାକୁନା ଧାରଣା ରେ ସାହାଯ୍ୟ କରିବେ
@Basantmusicodisha
@Basantmusicodisha 2 жыл бұрын
ଏହି ଝିଅ ପୁଅ ଦୁଇଜଣ ଇଂଷ୍ଠାଗ୍ରାମ ଭିଡ଼ିଓ କରନ୍ତି ଆଜି ଏମିତି
@BabuEntertainment.0
@BabuEntertainment.0 2 жыл бұрын
ଏଇଟା viral ନ ହେବା ଯାଏଁ Police action ନବ ନାହିଁ Video viral ହେଲା ପରେ police ଆସିବ ଆଜିକାଲି ଆଇନ କଣ ହେଲା
@sambitganguli4795
@sambitganguli4795 2 жыл бұрын
Immediate should be action that type of chetar boy's...by police 🚓
@gourijena2281
@gourijena2281 2 жыл бұрын
Right bro
@sujitclassesthinkpositive9799
@sujitclassesthinkpositive9799 2 жыл бұрын
Right 👍
@anjananayak747
@anjananayak747 2 жыл бұрын
ଏବେ କୁହ ଜାତି ଗୋତ୍ର ଲୋକ ବାରଣ କରୁଛନ୍ତି କୁ ନାଇଁ? ଶଳା ତୁ ବ୍ରାହ୍ମଣ ହେଇକି, ଜଣେ sc ଝିଅ କୁ କଣ ପାଇଁ ଠକିଲୁ? ସେତେବେଳେ ଶଳା ଜାଣି ନ ଥିଲୁ? ତମ ଘର ଲୋକ ରାଜି ହେବେନି ବୋଲି? ତୋର ଯଦି ଟିକେ ମନୁଷ୍ୟତ ଅଛି ତାହାଲେ ସେମିତି ଝିଅକୁ ନେ!ନହେଲେ ତା ଲୁହରେ ପୋଡି ଯିବୁ
@Cutequeenlija8703
@Cutequeenlija8703 Жыл бұрын
Tuma family member nku bahut bahut dhanya bad tumaku bahut support karuchanti
@KishanKumar-to7gh
@KishanKumar-to7gh 2 жыл бұрын
ହେ ଭଗବାନ କଣ ଚାଲିଛି ଆମ ଦେଶ ରେ 🤦🤦 କିଏ କାହାକୁ ମାରି ଦଉଛି ତ କିଏ କାହାକୁ ବାହା ହେଇ ଛାଡ଼ି ଦଉଛି। ଘୋର କଳିଯୁଗ
@sujitmohanchaini201
@sujitmohanchaini201 2 жыл бұрын
Love+arrangements is the best method of marriage
@SankarLizaShorts
@SankarLizaShorts 2 жыл бұрын
Right
@odiavlogbarshajagan3233
@odiavlogbarshajagan3233 2 жыл бұрын
Agree bhai
@sujitmohanchaini201
@sujitmohanchaini201 2 жыл бұрын
@@odiavlogbarshajagan3233 🙏
@pujasahu2953
@pujasahu2953 2 жыл бұрын
Right
@caption__queen__barsha1632
@caption__queen__barsha1632 2 жыл бұрын
Right 👍👍love + arrange hau ki , arrange + love hau amity mrg best but ghara loka nka sahamatire hele bhala🙏🙏🙏
@subhalaxmi6604
@subhalaxmi6604 2 жыл бұрын
Payel tate sure justice ମିଳିବ we always with u my sister ❤️❤️
@rscreation...3762
@rscreation...3762 2 жыл бұрын
Payel mu jane se emiti kn sabu sunuchi
@RanjanKumar-bg1zb
@RanjanKumar-bg1zb 2 жыл бұрын
😍😍😍😍😍
@bibhutiranjan6563
@bibhutiranjan6563 2 жыл бұрын
ଲୁଚିକି ଗଲାବେଳେ ପୋଲିସ କୁ କହିଥିଲ ଆଜିପୁଣି କଣ ହେଲା, ସବୁଠାରୁ ବଡ ଅଳିଆ ତୁମେମାନେ, ଏମିତି କାମ କଣ ପାଇଁ କରୁଚ ଲାଷ୍ଟ କୁ ବାପା ମା ଙ୍କର ଇଯତ ଯାଉଛି
@Buludas-i3b
@Buludas-i3b 9 ай бұрын
Right Bhai
@moodoffbhubaneswar5486
@moodoffbhubaneswar5486 2 жыл бұрын
ପୋଲିସ ଆଜି କା date ରେ ଶଳା ସବୁଠୁ ବଡ଼ Mg 😂😂😂
@smilypuja4429
@smilypuja4429 2 жыл бұрын
Mora love marriage 7 years heigalani hele ame duhe bahut khusire achhu
@ruokopt
@ruokopt Ай бұрын
😂😂
@gudigudi3950
@gudigudi3950 2 жыл бұрын
Jete family ku hurt kale b sabu situation re sei family hin tm pakhe thia Hebe....kou lover kou bf nuha...so sabu jhia nku anurodh... family ku nija bapa maa nku dhoka diani...a dunia re only bapa maa nijara semane kebe dhoka debeni....aau baki loka nku believe na Kariba ta hin thik...
@lipuliza2631
@lipuliza2631 2 жыл бұрын
Right sis
@lalatendu4010
@lalatendu4010 2 жыл бұрын
👌👌👌💯
@anupamamohanty5921
@anupamamohanty5921 2 жыл бұрын
Deepika case kn hela🙄
@jagadishchandradas8120
@jagadishchandradas8120 2 жыл бұрын
ବହୁତ ବଢିଆ।
@terroristrepublicofpakista902
@terroristrepublicofpakista902 2 жыл бұрын
ଭଲ ଟା କୋଉଠୁ ପାଇଲ 🤔 ଯାତେରାରୁ 😂😂😂
@kindestthuman390
@kindestthuman390 2 жыл бұрын
Bhaii bhai bhaii... 🤣🤣🤣🤣🤣🤣🤣😬😬😬😬
@soumyaranjanbiswal9728
@soumyaranjanbiswal9728 2 жыл бұрын
Randistan
@akshayakumar8712
@akshayakumar8712 2 жыл бұрын
ମୋର ସରକାର ଙ୍କୁ ଅନୁରୋଧ 🙏🙏🙏 ଉପଯୁକ୍ତ ନ୍ୟାୟ ମିଳୁ ସେ ଭଉଣୀ ଙ୍କୁ ଅନୁରୋଧ ଆଜ୍ଞା please 🙏🙏🙏🙏🙏
@dipanjalibiswal9300
@dipanjalibiswal9300 2 жыл бұрын
Kete pain full life yar 🥺🥺🥺 bichara fasigala 😰please justice her.
@rajeshswain1450
@rajeshswain1450 2 жыл бұрын
Tume bi case kara support dia paayel ku, taanku niaaya milu,bicharaa ekutiaa kan Kariba ebe sie😭😭😭😭
@pravatsethy
@pravatsethy 2 жыл бұрын
ଠିକ୍ ହେଇଚି ଏ ଝିଅ କୁ
@sabitanayak5395
@sabitanayak5395 2 жыл бұрын
Eita hin last re option...Ebe emiti seen puruna heigalani tk alga karantu.... Love karuchha puni last re puo ghara samnare jaiki basa aau kn...... love kara lekin relation rakhani please 🙏🙏🙏🙏 jadi seee puo saha na rahithanta ajiku emiti dina dekhibaku padinathanta ...sis nku nyaay milu....🙏🙏🙏🙏🙏🙏
@mitunahak7664
@mitunahak7664 2 жыл бұрын
ଓଡିଶା ରେ ଏହି news ହିଁ ଚାଲିଛି ଏବେ
@mitunahak7664
@mitunahak7664 2 жыл бұрын
@Sruti dash 👍
@terroristrepublicofpakista902
@terroristrepublicofpakista902 2 жыл бұрын
@Sruti dash medal bi ଲେଖି ଆସୁନି 😂😂😂
@sanatankumar5535
@sanatankumar5535 10 ай бұрын
Sisteku Niya milu
@gajananaparida-56
@gajananaparida-56 2 жыл бұрын
ଆହୁରି ଭଲ ପାଅ ଆଉ ବାହା ହୁଅ...... ତା ପରେ ଆମ ଦେଶ ର.... ଓଡିଶା ର ନାଁ ରଖ🙏🏻🙏🏻
@jitusahoo551
@jitusahoo551 2 жыл бұрын
Mg ଖାଲି ରମ୍ପା ରମ୍ପି...ତୁମେମାନେ ସୁର ଭାଇ ସହ ଦେଖା କରନ୍ତୁ... ସୁର ଭାଇ ସବୁସମାଧାନ କରିଦେବେ... 🙏🙏
@Subhuuu89
@Subhuuu89 2 жыл бұрын
ପ୍ରେମ ହେଉଛି ଚିରନ୍ତନ ଆଉ ତୁମେ ମୂର୍ଖମନେ କଣ ଦୁନିଆ କୁ ପ୍ରେମ ଦେଖୋଉଚ୍ଚ ପ୍ରେମ ଯଦି ଶିଖିବାକୁ ଚାହୁଚ ରାଧାକୃଷ୍ଣ ଙ୍କ ଠୁ ଶିଖ ସେମାନେ କେମିତି ଦୁଇଜଣ ପ୍ରେମ ର ଅର୍ଥ ଦୁନିଆ କୁ ଶିଖିଥିଲେ ତାଙ୍କ ଭିତରେ କେମତି ପବିତ୍ର ସଂପର୍କ ଥିଲା ଆଉ ତୁମେମାନେ ଖାଲି ଶରୀର ଲାଳସା କୁ ପ୍ରେମର ନାମ ଦିଅନି ଶରୀର କୁ ପ୍ରେମ କରାଯାଇନହିଁ ପ୍ରେମ ହେଉଛି ଆତ୍ମାର ମିଳନ ଯୋଉଠି ଜଣେ ଅନ୍ୟ ଜଣକ ପାଇଁ ବ୍ୟକୁଲିତ ହୋଇଥାଏ ଆଉ ସବୁବେଳେ ନିଜ ଖୁସିଥାରୁ ଅନ୍ୟର ଖୁସି କୁ ଗୁରୁତ୍ୱ ଦେଇଥାଏ ନାକି ଖାଲି ଜୋଜବରଦସ୍ତି କାହା ସହ ଗୋଟେ ଘରେ ରହିଗଲେ ତପଖରେ ଶୋଇଗଲେ ପ୍ରେମର ଭାଷା ଏଇଟା ନୁହଁ।
@kalpanakaluu9070
@kalpanakaluu9070 2 жыл бұрын
Be strong payal bhagwan tate sahas diontu
@pihuanshika1485
@pihuanshika1485 2 жыл бұрын
Tuma mana ku kie kahuchi prema kariki ferar heba... Bapa maa muha ku tike chahuna.. Sabu sarila pare bapa maa katha mane paduchi.. Jhia mane nija ku ete sasta kahin karucha..
@biswajitnayak1208
@biswajitnayak1208 2 жыл бұрын
God bless IN May god bless u.. Lage rahoo...tapa tap
@chandrikabate3253
@chandrikabate3253 Жыл бұрын
Se puho ku jibnru maridio didi aji ka date re police mane kichi b kariparunahati poisa upore chaluchonti poisa milile chup heiki rahuchonti
@deepakmohanty8759
@deepakmohanty8759 2 жыл бұрын
DHAARANA - Ek Prem Katha 🤗
@luckyparida1458
@luckyparida1458 Жыл бұрын
Plz didinku ନାୟ ମିଳୁ
@barik3350
@barik3350 2 жыл бұрын
Se Bollywood au ଆମ ଓଡ଼ିଆ ରୋମାଣ୍ଟିକ୍ ଗୀତ ଶୁଣ. ପ୍ରେମ ଆହୁରି gad gad ହେଇ ଉଛୁଳି ପଡିବ. ଫିଲ୍ମ ଆଉ real hero ଭିତରେ farak ଦେଖିଲ ତ..
@starrakul2222
@starrakul2222 2 жыл бұрын
Exactly 😭😭😭
@prashantbehera629
@prashantbehera629 2 жыл бұрын
Gora pua dekhi ki prema kale last ku emiti haba
@Laxmipriyadas2099
@Laxmipriyadas2099 2 жыл бұрын
Right kebe fair chehera dekhi love karibani
@rajukishornayak6963
@rajukishornayak6963 2 жыл бұрын
ତମକୁମାଡ ଅଭାବ
@nickreynold
@nickreynold 2 жыл бұрын
ଥାଉ ଥିଲେ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର. ଏ କଥା ଜ୍ଞାନୀ ଗୁଣୀ ବ୍ୟକ୍ତି କହିଛନ୍ତି. କିନ୍ତୁ ଆଜିକାଲି ସ୍ୱାର୍ଥ,ଲାଳସା ପଛରେ ଅନ୍ଧ ହେଇକି ଲୋକ ଗୋଡ଼ାଉଛନ୍ତି ଯାହାର ପରିଣାମ କରୁଣ ଅନ୍ତରେ ଘଟୁଛି.ଆଜିକାଲି ଶିକ୍ଷା ବ୍ୟବସ୍ଥାର ଦୋଷ-ସମସ୍ତେ ଶିକ୍ଷିତ କିନ୍ତୁ ଜ୍ଞାନୀ ନୁହନ୍ତି. ଆଧୁନିକତା ସ୍ରୋତରେ ଭାସି ଯାଇ ନିଜକୁ ଆଧୁନିକ ଦେଖେଇହେବା ଏବଂ ସ୍ଵପ୍ନ କୁହୁଡ଼ିରେ ପହଁରୁଥିବା ଅଧିକାଂଶ ଯୁବ ସମାଜ ଏବଂ ଅନ୍ୟ ବ୍ୟକ୍ତିବିଶେଷ ଶେଷକୁ ବୁଡିଯାଉଛନ୍ତି. ବହୁତ ଘଟଣା ଘଟୁଛି କିନ୍ତୁ ଲୋକ ଚେତୁନାହାନ୍ତି. ମୋ ସଂଗେ କଣ ଏମିତି ହେବ ଏଇ ହେୟଜ୍ଞାନ ଯୋଗୁ ସବୁ ଭାସିଯାଉଛି. ଆମ ପୂର୍ବପୁରୁଷ ମାନେ କିଛି ନୀତିନିୟମ ଖାଲି ସେମିତି କରିନଥିଲେ. ତାହା ସମାଜକୁ ବାନ୍ଧିରଖିବାରେ ସହାୟକ ହେଉଥିଲା. ପାଶ୍ଚାତ୍ୟ ସଂସ୍କୃତିର ଲୋକମାନେ ଏବେ ଆମଠୁ ଶିଖୁଛନ୍ତି,ହରେ କୃଷ୍ଣ ଜପୁଛନ୍ତି. ଆମେ କଣ ତାଙ୍କଠୁ ଅଧିକ ଆଧୁନିକତା ଦେଖିଛୁ? ସେମାନେ ବୁଝିଗଲେଣି-ସ୍ୱାର୍ଥ ଲାଳସା କେବଳ ଦୁଃଖ ହିଁ ଦିଏ.
@parbatibas3375
@parbatibas3375 2 жыл бұрын
Very nice video
@17.9
@17.9 5 ай бұрын
Mubi 6 barsa hella gote pua ku love karuchi... Ama cast alga 😢sethipai mu marrge karibi nahire baba😂😂se tta family khusire baha hau aau mu mo family khusire marrage karibi😂😂😂😂ama duhinka vitare sqmadhan hei jaichi😂😂😂
@RK-xe4qq
@RK-xe4qq 2 жыл бұрын
ଆଜିକାଲି ଲଭ ମାନେ -ପ୍ରମିଳା ମାଉସୀ 😄😄😄
@NM-mq6xw
@NM-mq6xw 2 жыл бұрын
Shame on those who r betraying , seriously u love someone and when u want u can leave that person it's never love it's use n throw..
@suhasinipahadi250
@suhasinipahadi250 2 жыл бұрын
Emiti kehi karani please🙏😭
@Lusi99-u
@Lusi99-u 2 жыл бұрын
ତୁ ଝିଅ ସେ ବଦମାସ୍ କୁ ଚିହ୍ନି ପାରିଲୁନି
@rakeshodishacreations.391
@rakeshodishacreations.391 2 жыл бұрын
Wahh wahh re ପ୍ରେମିକ 😡😡😡😡।
@DukhiniNath
@DukhiniNath 7 ай бұрын
ଆରେ ମୋ ଭାଇ କଣ ଗୁଟେ ଝିଅ ଏତେ ଶସ୍ତା 😢😢😢😢😢😢
@Sujeethrajput
@Sujeethrajput 2 жыл бұрын
Wahh...... Wahhhhh..... Wahhhhh....... Wahhhhhhh................ Wahhhhhhhh.......... Guys..... Thats...... The wrong...... Number🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
@Sanju_365
@Sanju_365 2 жыл бұрын
Dont do suicide sister... Live is a great gift of God. , try to stand for your self and do something for yourself ( nija gota re nije thia hua , kahiki amiti kahu6a , j mor au kn a6i mu suicide karibi .. Tme cahile tuma life tume bhala re banchi pariba with out his support )🙏🙏
@lucidlaxmi2246
@lucidlaxmi2246 2 жыл бұрын
Tikh katha
@Abhimanyu19
@Abhimanyu19 2 жыл бұрын
Seiya!! Taku divorce dei chaakiri kari nija godare thiya haunu.. Duniya re aji v bhala pila achnti jie accept karanti bhla jhiya nku..kintu Naa mu suicide karibi seita easy na..SC quota neiki v taku chakiri Kariba pain kasta hauchi.
@allrounderharapriya4599
@allrounderharapriya4599 2 жыл бұрын
Right
@allrounderharapriya4599
@allrounderharapriya4599 2 жыл бұрын
Right
@allrounderharapriya4599
@allrounderharapriya4599 2 жыл бұрын
Right
@RajuMaharana-if7dr
@RajuMaharana-if7dr 2 ай бұрын
Good 🍎🍎🍎🍎🍎🍎🍎🍎🍎
@pramodhati3750
@pramodhati3750 2 жыл бұрын
Ek number madi chala 👍
@ramanandabiswal4334
@ramanandabiswal4334 2 жыл бұрын
ପ୍ରେମ ନା ଛତୁ ଖାଇଲି ଗୀଆ ଗିହି ରେ ମାତି ଛନ୍ତି ଆଜି ର ପୁଅ ଝିଅ
@rahuldeep1708
@rahuldeep1708 2 жыл бұрын
ଝିଅ ଆଉ love କରିବୁ,କି ଘର ଛାଡ଼ି ପଲେଇବୁ କି ଏବେ କେମିତି ଲାଗୁଛି love marriage କର୍ ବୁକେ ଅର୍
@Kandhamalmaza
@Kandhamalmaza 2 жыл бұрын
ଓ କି ଦୁଃଖ
@tapaswinisabar4130
@tapaswinisabar4130 2 жыл бұрын
Dear parents ପୁତ୍ର ମୋହ କେବଳ ଆପଣଙ୍କୁ ଧ୍ୱଂସ କରେନି ଆପଣଙ୍କୁ ଅତି ନୀଚ ସ୍ତର କୁ ନେଇଯାଏ ..... ତେଣୁ ମୋହ ରେ ନ ପଡ଼ି ନିଜ ଅନ୍ତର ର କଥା ଶୁଣନ୍ତୁ ଆଉ ସଠିକ୍ ବାଟ ଆପଣାନ୍ତୁ
@manasranjannkar5360
@manasranjannkar5360 2 жыл бұрын
ରମ୍ପା ରମ୍ପି, ଯୋଜନା ରେ ଆପଣଙ୍କୁ ସରକାରୀ ଚାକିରୀ,୫କୋଟି ଟଙ୍କା, ଦିଆଗଲା, ବଡ ଗିଁହାଳି ତମେ
@AKANKSHYA04
@AKANKSHYA04 2 жыл бұрын
Eai loka nka lagi parents mana nku dara laguchi tanka chua mane love marriage katha kahile
@bijayanicreation3711
@bijayanicreation3711 2 жыл бұрын
Janibare thila semane bramhan sc cast re kan mrg kareibe Jani suni bhula kale amiti heba bhauni Kan hela kahila nija cast re mrg Kari kete Santi re thanta semane hairana tame bi hairana kahi amiti haucha sabu tike chahi tike kara jemiti Tama ghara loka tanka ghara loka Raji hoi khusire mrg karei debe kahiki general pua love karu thila bhauni paleigala kahiki ate kasta paucha
@ahaanti8928
@ahaanti8928 2 жыл бұрын
All the best 😘😘😘
@RanjanKumar-bg1zb
@RanjanKumar-bg1zb Жыл бұрын
Good
@sachidanandasethi880
@sachidanandasethi880 2 жыл бұрын
Very good👍 such a turu lob😂😂😂😂
@NsNarayan
@NsNarayan 2 жыл бұрын
Bapa maa anka katah bhabuna , sabu bele nija sukha dekhucha,, amiti hebani ta au kia heba, amiti jibana Sara dukha paiba
@pratyushranjansahu505
@pratyushranjansahu505 2 жыл бұрын
Tate kia kahu thila ki ta ku marriage kare ba pani ta bapa mama tate bhaghara kare dae natha ki please mu otv ku request kare bi ki amiti news publicety kara ntu ni
@Smallwonderabc123
@Smallwonderabc123 2 жыл бұрын
Its completely your mistake girl now nothing can be done
@untold9254
@untold9254 2 жыл бұрын
Hn basa seithi....nyao miliba
@sandhyaraniswain2924
@sandhyaraniswain2924 2 жыл бұрын
Mana bharigala pare au kia pachariba
@Cringychart
@Cringychart 2 жыл бұрын
Same thing happened with a boy who had 2 year old child with his gf but nothing happened
@tapannaik5871
@tapannaik5871 2 жыл бұрын
Immediately action
@joshekka8860
@joshekka8860 2 жыл бұрын
Kaha life re emiti n heu bhagban nk pakhare prathana kare....hope God solve your problem
@souravcartoontv9
@souravcartoontv9 2 жыл бұрын
Are 5lakhya bahut tanka Baki lok manku to seta bi milina thae jibanta
@bishnuprasadgomango8054
@bishnuprasadgomango8054 2 жыл бұрын
Kou dist...
@villagelife3026
@villagelife3026 2 жыл бұрын
So please marry only by the permission of parents.
@bantypanda-
@bantypanda- 2 жыл бұрын
Kahaku pachariki jaithile madam,
@nrusinghacharanasahoo8830
@nrusinghacharanasahoo8830 2 жыл бұрын
ଧାରଣା ଗୋଟେ fashion ହୋଇଗଲାଣି
@kabita7736
@kabita7736 2 жыл бұрын
ହଁ ତପସ୍ଵିନୀ ଶିଖେଇ ଦେଇ ଯାଇଛନ୍ତି। ତା ପରେ ଚାଲିଛି। ଏ fashion 😏
@tapaswiniyoutuber9416
@tapaswiniyoutuber9416 2 жыл бұрын
Se pua ku punishment miliba darkar bhauni tume jama darani ame sabu achhu tuma saha auu gote request kebebi kaha pain suicide Kariba katha vabibani tuma life ta chalijiba se pila ra kichhi habani tension niani sabu thik heijiba god bless you bhagwan jaha b karanti kichhi na kichhi agaru plan karithanti jaha haba vala haba😊
@allrounderharapriya4599
@allrounderharapriya4599 2 жыл бұрын
Suiside karani u r a strong girl ....emiti stand hua dine sie tamaku dekhile nijaku guilty feel kariba ta bhul pai
@OMPRAKASH-kh8ul
@OMPRAKASH-kh8ul 2 жыл бұрын
Don't spare that man sister....
@lipunaik2344
@lipunaik2344 2 жыл бұрын
pramila mausi ku dakuno
@rinkylulu6371
@rinkylulu6371 2 жыл бұрын
ଏଗୁଡା ଓଡ଼ସା ରେ ଫେସନ ହୋଇଗଲାଣି. ବାହାଘର ପୂର୍ବରୁ ଚଉଠି, ତା ପରେ ବାହାଘର, ବାହାଘର ପରେ ଧାରଣା, ଏ ବେଲଜ୍ୟା ବେଧେଇ ମାନଙ୍କ ଗଲୁ ଏତେ କେମିତି ଉଠୁଛି କେଜାଣି???
@oneonly_sagar_3218
@oneonly_sagar_3218 2 жыл бұрын
ପାପ ବୋହୁତ ବଡ଼ ପାପ ? ତୋ ଜୀବନ ବହିର ପ୍ରତିଟି ପୃଷ୍ଠରେ ଖାଲି ପାପ ହିଁ ପାପ ଲେଖା ହେଇଛି Enjoy kara 👍
@lipunpradhan9459
@lipunpradhan9459 2 жыл бұрын
Bhala pila ku gote nazara dekhiba ni emitia tankalia nahele chakiria dekhiki bhala pao au premika ghara bahare dharana deuthao. Jhia mane bhagawan nki maganti Tankalia ki sarakari bara milijanta ki, bhagwan tanka prathana re prasanna hei tathastu kuhanti au tapare kn heba jaha hebar achi seiaa hue
@brundabansahoo5998
@brundabansahoo5998 2 жыл бұрын
ତୁ ମର ଜଲଦି... 😂😂ତୁ ଆଗ କହ କଣ ପାଇଁ ଘର ଛାଡି ଯାଉଥିଲୁ.. ମୁଁ ବୁଢ଼ା ହେଲିନି ମୋତେ ଗୋଟେ ଝିଅ ମିଳୁନି ତମେ ମାନେ ଟୋକା ଙ୍କ ପଛରେ ଏମିତି ପଡି ଯାଉଛ. କେହି ଶୁଣି ବେନି ତୋ ତୋ କଥା 😜😜😜
@rajeshkilar9250
@rajeshkilar9250 2 жыл бұрын
Tame mane love karucha kai amti houcho kai😂😂😂
@sontoshdas9436
@sontoshdas9436 Жыл бұрын
Taku osadh Kari dai thibe bodhe👍🏼
@Subrat_for_nation
@Subrat_for_nation 2 жыл бұрын
Tame ta tiktok re Vala reel karuthila
@jitendranaik6402
@jitendranaik6402 2 жыл бұрын
justice the girl....
@saishraddhaworld324
@saishraddhaworld324 2 жыл бұрын
5 lakhs neiki business kichhi karik nija life ku sajada.. Athi izat ra katha padini vauni.. Jie tmku aji chhadideichhi ta sah jiban sara khusi re rahiparibni.. Ghara agare basik kete rathi maharathhi lava paileni kanhik amit hauchha
@kumarrakesh9912
@kumarrakesh9912 2 жыл бұрын
Aeta hauchi Prema ra sesha thikana
@bikashbalya7660
@bikashbalya7660 2 жыл бұрын
Kaie amiti karuchha,,,
@nr51092
@nr51092 2 жыл бұрын
Iic rate kan chalichi bujhilani.
@degmkhordha2502
@degmkhordha2502 2 жыл бұрын
Maa bapa ku belive kro
@commando-32613
@commando-32613 2 жыл бұрын
ବଢିଆ ହେଇଚି ତୁ ମରିବା ଦର୍ କାର୍ ଶଳା ଯିଏ ତତେ ଏତେ ପାଳି ପୋଷି ବଡ଼ କଲେ ବାପା ମା କୁ ଛାଡ଼ି ନୂଚିକି ଅଲଗା ଟୋକା ସାଥିରେ ପାଲେଇଲୁ ଛି ଛି
@ajayachanda3945
@ajayachanda3945 2 жыл бұрын
ଆରେ ମା ଘିଆ ଯଦି ଘରେ ରାଜି ହେବେନି ଜାଣିଥିଲା ତାହେଲେ ଗୋଟେ ଝିଅ ଜୀବନ ସହିତ ଖାଲୁଚୁ କନ ପାଇଁ
News Fuse 10 FEB 2025
22:52
OTV
Рет қаралды 6 М.
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
So Cute 🥰 who is better?
00:15
dednahype
Рет қаралды 19 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
Vigilance raid on crorepati engineer's house
8:37
OTV
Рет қаралды 76 М.
Jibana Do Chhakire Ashara Alok Ep 419   29 JUNE 2024
43:29
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН