Woman stages protest in front of RTO-1 office in Bhubaneswar over bike seizure

  Рет қаралды 403,819

OTV

OTV

10 ай бұрын

Woman stages protest in front of RTO-1 office in Bhubaneswar over bike seizure
#ବାଇକ_ରାଇଡରଙ୍କ_ହୋହାଲ୍ଲା
ଭୁବନେଶ୍ୱର RTO ୱାନ ଅଫିସ ଆଗରେ ବାଇକ ରାଇଡରଙ୍କ ହୋହାଲ୍ଲା । RTOଙ୍କ ମାତ୍ରାଧିକ ଫାଇନ କାଟିବା ଅଭିଯୋଗରେ ହୋହାଲ୍ଲା...
#bhubaneswar #rto1 #biker #OdishaTV #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 551
@kedarbehera607
@kedarbehera607 10 ай бұрын
ଆଗ ମା ମାନେ ବୁଝନ୍ତୁ l ଯୋଉ ଗ୍ରୁପ କରି ଭୋଟ ଦେଉଛ ତାକୁ ଛାଡ l ମିଶନ ଶକ୍ତି
@jeevanjyotijena5424
@jeevanjyotijena5424 10 ай бұрын
Ekdum thik kahicha
@samantamallick4u
@samantamallick4u 10 ай бұрын
ମିଶନ ଶକ୍ତି ଦେଖାଅ ମାଉସୀ
@santoshpatra2984
@santoshpatra2984 10 ай бұрын
ପ୍ରଥମେ ଓଡ଼ିଶାର ସମସ୍ତ ଗାଁ ରେ ଥିବା SHG ଗୋଷ୍ଟି ମାନଙ୍କୁ ମାଡ଼ ଦିଆଗଲେ bjd ସୁଧୁରିବ
@lalitparida1132
@lalitparida1132 10 ай бұрын
ମିଶନ ଶକ୍ତି ନାରେ ମସ୍ତି କରୁଛନ୍ତି। କହୁଛନ୍ତି ଯେ ଆମେ ନାରୀ ସୁରକ୍ଷା କରୁଛୁ। ବାଳ ସରକାର ବାଳ ବେପାର କରୁଛନ୍ତି। କଣ ନା 5T
@user-mj8yo2ef5d
@user-mj8yo2ef5d 10 ай бұрын
😂😂😂😂❤❤❤❤🎉🎉🎉🎉🎉🎉
@golekhchandrabhal2406
@golekhchandrabhal2406 10 ай бұрын
ଭାଇମାନେ ଆଗକୁ ଭୋଟ ଅଛି , ଏଇଭଳି ଟଙ୍କା ଆଦାୟକରି ଭୋଟରେ ଖର୍ଚ କରିବେ ।
@baikunthabehera3971
@baikunthabehera3971 10 ай бұрын
Jay cogress
@jeetendapanda2591
@jeetendapanda2591 10 ай бұрын
Thank u very much sister for raising your voice bravely.
@prafulladas9168
@prafulladas9168 10 ай бұрын
ମୁଖ୍ୟ ଲାଞ୍ଚୁଆକୁ ଭୋଟଦେଉଛ, ଅଥଚ ଲାଞ୍ଚୁଆ ଅଫିସରକୁ ବାହାର କରବୋଲି କହୁଛ ! ଏକିପ୍ରକାର ବୟାନ ?
@pratapdipu9197
@pratapdipu9197 10 ай бұрын
ଏହା ହେଉଛି ନିର୍ବାଚନ ପାଇଁ ଖର୍ଚ୍ଚ ଆଦାୟ କରୁଛନ୍ତି
@pradeeppanigrahi3335
@pradeeppanigrahi3335 10 ай бұрын
No. It is for the staff members of the R T O office.
@baikunthabehera3971
@baikunthabehera3971 10 ай бұрын
Modhi nabina asile ahuri bhayanka heba .bhaimane sudhhuri ja
@abtechnical5639
@abtechnical5639 10 ай бұрын
ବାଳ ପାଖରେ ପହଞ୍ଚିବ। ସବୁ ଶଳା ସାଧାରଣ ଜନତାଙ୍କ ଉପରେ ଜୁଲମ।
@kedarbehera607
@kedarbehera607 10 ай бұрын
ଜାଗ ଓଡିଶା, ଜାଗ ଓଡ଼ିଆ
@baikunthabehera3971
@baikunthabehera3971 10 ай бұрын
Jay congress
@loveaction199
@loveaction199 10 ай бұрын
ଓଡ଼ିଶା ରେ ଗରିବ ମନକୁ ହରିରଣ କରୁଛନ୍ତି
@kailashojha1565
@kailashojha1565 10 ай бұрын
ମେଡମ ସାମ୍ବାଦିକ ସାମ୍ନାରେ ଜାହାକହିଲ ମୁଁ ବୋହୁତ ଗୁଡିଏ ଖୁସି ହୋଇଗଲି Super nice 💁💁💁💁✌️🙏👍
@jayantiswain1732
@jayantiswain1732 10 ай бұрын
ହେ ଭ଼଼ଉଣୀ, ଆଗ ଆମ ଓଡ଼ିଶା ର ମା ଭ଼଼ଉଣୀ ମାନଙ୍କୁ ଵୁଝାଅ। ନାରୀ ଶକ୍ତି ଜାଗରଣ ହେଲେ ରାବଣ ଵିଜେଡି ର ପରାଜୟ ନିଶ୍ଚିତ ହେବ ୨୦୨୪ ରେ।
@bijoyapriyadarsinidash922
@bijoyapriyadarsinidash922 10 ай бұрын
ଫିରିଙ୍ଗିଆ ଥାନା ରେ ମାଡ଼ ଭଳି ଏମାନଙ୍କୁ ମାଡ଼ ଦରକାର
@pradeepsahu1304
@pradeepsahu1304 10 ай бұрын
ଏହି ଭଳି ନାରୀ ନେତା ହେବା ଦରକାର
@amitkumarsamal8435
@amitkumarsamal8435 10 ай бұрын
No bro 😅
@GOD_995
@GOD_995 10 ай бұрын
@@amitkumarsamal8435 ଆଉ କେମିତିକା ହେଵା ଦରକାର ଭାଇ ?
@mrcreative2006
@mrcreative2006 10 ай бұрын
ଆରେ ଭାଇ ସିଧା କଥା ଯୋଉମାନେ ଓଲା, ଉବେର ଗାଡି ଲଗାଉଛନ୍ତ ସେମାନଙ୍କର ଭୁଲ କଣ ଜଦି କୋମାରସିଆଲ ନଂବର ନାହିଁ ଓଲା ଉବେର କମ୍ପାନୀ କୁ ଆର ଟି ଓ ଧରୁନି
@kalyanpanda5885
@kalyanpanda5885 10 ай бұрын
RTO OFFICE ରେ ବଟି ବସ୍ତା ରେ ବଣ୍ଟା ଯାଏ
@bidyadhararout4631
@bidyadhararout4631 10 ай бұрын
11:57 11:57 11:57 😂😂
@sudiptacharles5174
@sudiptacharles5174 10 ай бұрын
Right brother 🙏
@rockyrekha1139
@rockyrekha1139 10 ай бұрын
Right 👍👍👍👍👍
@careerline6057
@careerline6057 10 ай бұрын
Bjd hatao... odisha banchao
@kamalakantapanda8822
@kamalakantapanda8822 10 ай бұрын
ପାଣ୍ଡିଆ ର ଚାଲ, ଟାଉନ ବସ ର ବେପାର ପାଈଁ, ଏହାକୁ ନେଇଛି ତାମିଲ ର ଜଣେ ଚୋର. ଏହା ଅଟୋ ସଙ୍ଘ ର ନା ରେ ମିଛ କଥା, ଏହା ଓଡ଼ିଆ ଓଡିଆ ଙ୍କ ଭିତରେ ମାଡ଼ ଗୋଲା କରାଇବାର ଯୋଜନା. ପାଣ୍ଡିଆ ଚୋର ର ଏହା ନାଟ. ସେ ବସିଛି ଓଡିଆ ଙ୍କୁ ଭିକ ମଗାଇ ବାକୁ. ତେଣୁ ଓଡିଆ ବାସି ସଚେତନ ହୁଅ, ପାଣ୍ଡିଆ କୁ ଉପରକୁ ପଠାଇ ଦିଅ.
@jeebankumar7844
@jeebankumar7844 10 ай бұрын
Khali kuha, kama re dekha na
@odiaputra
@odiaputra 10 ай бұрын
bhai...auto sangha wala bi hairana karuchanti....mu thare master canteen ru rapido book karithili....se bike wala jetebele mote pick up kariba pai asilaa..ei auto wala taaku dhamak dele... tu etharu customer neiparibu nahi...mu majhire interfere karibaru se auto wala 4 jana chup hele....na hele taaku badei pakeithante....
@basicenglishgrammarwithpra128
@basicenglishgrammarwithpra128 10 ай бұрын
ସଂପୂର୍ଣ୍ଣ ସତ୍ୟ କଥା,ଲାଞ୍ଚୁଆ ଅଫିସର ମାନଙ୍କୁ ଶୀଘ୍ର ବାହାର କର
@DevDash-em2bf
@DevDash-em2bf 10 ай бұрын
Very good sister
@93379
@93379 10 ай бұрын
ଓଲା ଜିଆ କରୁଛି ସଏ କନ ଧନୀ ଯେ 5000 ଦେଇଦାବ ସେ ଗରିବ ବୋଲି କରୁଛି ତାକୁ କାଢି ହେଲ୍ପ ନ କରିପାରିବ ତ କୁ ଆସୁବିନ୍ଦରେ ପକାନି
@93379
@93379 10 ай бұрын
Hii
@NKRiderkulu143
@NKRiderkulu143 10 ай бұрын
ଗରିବ ଉପରେ ଅତ୍ଯାଚାର ଆଉ କେତେ ଦିନ
@amrjitbiswal7243
@amrjitbiswal7243 10 ай бұрын
ଶଳା ଆରଟିଓ ହାଣି ଦେ
@udaybhanuroutray6430
@udaybhanuroutray6430 10 ай бұрын
Thik kahile maa
@s.kpranks477
@s.kpranks477 9 ай бұрын
Thanks for raising ur voice
@OdiaTech24knowledge
@OdiaTech24knowledge 10 ай бұрын
10 Million କେବେ କରିବ ଅଗଣିତ ଓଡ଼ିଶା ବାସୀ **ଜୟ ଜଗନ୍ନାଥ **🌹💫❤️
@jscreation3485
@jscreation3485 10 ай бұрын
ସମସ୍ତ rider ଭାଇ ମାନେ ଏକତ୍ରିତ ହୁଅନ୍ତୁ RTO OFFICE ଘେରୋଉ କରିବା ଦରକାର ପଡିଲେ ଫିରିଙ୍ଗିଆ ଥାନା ରେ ଯେମିତି ପଶିକି ଜନସାଧାରଣ ପୋଲିସ ବାଲାଙ୍କୁ ବାଡେ଼ଇଲେ ସେମିତି ସମସ୍ତ rider ଵାଲା ପଶିକି ବାଡାଅ.. ମାଘିଆ ଏଠି ଗୋଟେ ବାଳ ରାଜନୀତି କରୁଛନ୍ତି
@dharmendra4868
@dharmendra4868 10 ай бұрын
ଯୋଉ ବାଟରେ ହେଲେ ସେ ଶଳା ପୋଲିସ ପଇସା ନେବେ ଓଡ଼ିଶା ରେ ଥରେ govt chenge ହେବା ଦର୍କାରେ
@jinasingh6101
@jinasingh6101 10 ай бұрын
Thik katha kahile madam
@sudhir99811
@sudhir99811 10 ай бұрын
ଫାଈନ ନ କାଟିଲେ ପାଣଡିଆନ ସଭା ସମିତିର ଵୁଲି ଖଚ କରି କେମିତି
@mirushyamgyan6142
@mirushyamgyan6142 10 ай бұрын
Thik kotha
@ganeshjena1121
@ganeshjena1121 10 ай бұрын
BJD ହଟାଉ ଓଡ଼ିଶା ବଞ୍ଚାଉ ।
@user-zn8nc8eq9r
@user-zn8nc8eq9r 10 ай бұрын
ଭୋଟ ଦିଅ ବିଜେଡି ନେତା କୁ ନାରୀକୁ ଭଲ ବେଇଯତ୍ କରୁଚନ୍ତି
@amitkumarsamal8435
@amitkumarsamal8435 10 ай бұрын
😂well done ✅
@SOUMYA20011
@SOUMYA20011 10 ай бұрын
ଆଉ କେଉଁ ଦଳ ର ନେତା ନାରୀ ଙ୍କୁ ମୁଣ୍ଡ ରେ ଧରି ବୁଲୁ ଛନ୍ତି ଆଉ ହଁ ଏବେ ଅସିକି ମୋତେ କେହି କହିଦେବନି ଯେ 😂 ବିଜେଡି ଲୋକ ବୋଲି କାରଣ ତମ ଭଳି ମୂର୍ଖ ନୁହଁ ଯେ ଏ ବେକାର ରାଜନୀତି ପାର୍ଟୀ bjp, bjd, congress କୁ support କରିବି ଏଠି ଶଳା କେହି ଯୋଗ୍ୟ ଦଳ ନାହିଁ ସବୁ ଶଳା ହାରାମି 🤣 ଖାଲି ଲୋକ ହିଁ ଏଠି ଭକୁଆ ହେଉଛନ୍ତି
@jatindash8081
@jatindash8081 10 ай бұрын
Aree Bhai RTO what happen to U if the bike is running with OLA or Uber...
@user-ng6zf8qo1o
@user-ng6zf8qo1o 10 ай бұрын
ଭଉଣୀ ଠିକ୍ କହିଲେ
@kcbtech7045
@kcbtech7045 10 ай бұрын
RTO bala nku badaa
@SantoshKumar-jv3px
@SantoshKumar-jv3px 10 ай бұрын
ଖାଲି ଅଟୋ ଵାଲା ବଂଚିବେ ଆମେ କଣ ଘାସ କାଟିଆକୁ ଯିବୁ.
@subratkumarnayak9653
@subratkumarnayak9653 10 ай бұрын
ଆମେ ଶଳା ୭୭ ବର୍ଷ ପରେବି ପରାଧିନ, ସଂଗ୍ରାମ ଦରକାର ।
@Nikhil19217
@Nikhil19217 10 ай бұрын
ଭାଇ ଓଡ଼ିଶାରେ ସବୁ କିଛି ନିୟମ ପଇସା ପାଇଁ. ଆମେ ଓଡ଼ିଶା ଛାଡ଼ି ବାହାରେ ୨୦ ବର୍ଷ ହେଲାଣି ରହିଲୁଣି, ସେଠାରେ ଏପରି ନିୟମ ନାହିଁ।
@musicwombodia1686
@musicwombodia1686 10 ай бұрын
ତେଲ ଟେକ୍ସ, ଇନ୍ସୁରାନ୍ସ ଟେକ୍ସ , ପୋଲୟୁସନ ଟେକ୍ସ, ଟୋଲ ଟେକ୍ସ , ରୋଡ଼ ଟେକ୍ସ, ସବୁ ଟେକ୍ସ ଦେଲୁ ତଥାପି ସ୍ୱାଧୀନତା ଭାବେ ଆମେ ଗାଡି ଚଳେଇ ପାରୁନୁ..... ତଥାପି ହେଲମେଟ ଟେକ୍ସ, କାଗଜ ପତ୍ର ଟେକ୍ସ, ଆଉ କଣ ଦରକାର.. ବୋଧେ ଜୀବନ ଦେଲେ ଖୁସି ହେବେ ଏଇ ସରକାର
@cuteheart8529
@cuteheart8529 10 ай бұрын
Avoid b j d govt today. Police. Only. For. Bati collection
@manoranjanpanda5536
@manoranjanpanda5536 10 ай бұрын
ଏ ଦୁର୍ନୀତି ସରକାର କୁ ତୁରନ୍ତ ହଟାଅ, ଏମାନେ ଓଡିଶାକୁ ବୁଡେଇ ଦେବେ,
@baikunthabehera3971
@baikunthabehera3971 10 ай бұрын
Modhi nabina ku chhadi ki jahaku dhia chhalliba
@santoshtripathy490
@santoshtripathy490 10 ай бұрын
ପୋଲିସ ବଲା ଙ୍କୁ ନିୟମ ଜଣାନାହିଁ। ବାବୁ ଯାହା କହିଛନ୍ତି, ସେଇଟା ଗୋଟେ ନିୟମ । ଭାଇ ମାନେ ସମସ୍ତେ କୋର୍ଟ ର ଆଶ୍ରୟ ନିଅ, ଫାଇନ ଟଙ୍କା ଫେରି ପାଇବ ।
@Mrindiantelentstar-pt4gk
@Mrindiantelentstar-pt4gk 10 ай бұрын
BJD hatao desh bacho
@mamatarana1472
@mamatarana1472 10 ай бұрын
Good answer dei6anti didi
@pitamberparida8762
@pitamberparida8762 10 ай бұрын
ଏ ଭଳି ଅନ୍ୟାୟ ସାଶନ ହେଲେ ବହୁ ସଂଖ୍ୟାରେ ଲୋକେ ନକ୍ସଲ ହୋଇଯିବା ଭୟ ହେଉଛି ।
@sagarikabehera1408
@sagarikabehera1408 10 ай бұрын
ମିଶନ ଶକ୍ତି ନା ରେ ସରକାର ଆମକୁ ଭୂଆଁ ବୁଲାଉଛି କଚି ବି ଏଥିରେ ସୁବିଧା ମିଳୁନି ମାଆ ମାନେ ଜାଗ୍ରତ ହୁଅ
@anilkumarsahoo1843
@anilkumarsahoo1843 10 ай бұрын
Office ra nku guli kari diaaa
@lokanathbehera8577
@lokanathbehera8577 10 ай бұрын
😢😢😢ଓଡ଼ିଶା ରେ ଗୋଟେ ସପ୍ତାହ ରେ ମଜୁରିଆ ୩ ଦିନ କାମ ପାଉଛି ରଜଗlର ଯେତିକ ତା ଠାରୁ ବହୁତ ଅଧିକ ଓଡ଼ିଶା ସରକାର ମିଛ ବାହlନl ଦେଖାଇ ଚାଲାଣ କlଟିବା କେତେ ଦୂର ଠିକ୍ ତା ଓଡ଼ିଶା ର ଜନସାଧରଣ ଙ୍କୁ ପ୍ରଶ୍ନ କରୁଛି ? ଏମିତି ସରକାର ନରହିବା ଭଲ 😢।
@choudhurysomu
@choudhurysomu 10 ай бұрын
Thik kahila bhauni
@user-rf5fd6hk4j
@user-rf5fd6hk4j 9 ай бұрын
Good argument sir
@hariharbaskey2728
@hariharbaskey2728 10 ай бұрын
ତେଣୁ ଗଛ କାଟ ପରିବେଶ ସଫାରଖ ମୋ କଥା ମାନ ଗଛ ରଖି କିଛି ଲାଭ ନାହିଁ ମୁଁ ଦେଖିଛି ଜଙ୍ଗଲ ପାଖ ଲୋକ କୁ ବିନା ମୁଲ୍ୟ ରେ ଜଙ୍ଗଲ ସୁରକ୍ଷା କରାଉଛନ୍ତି ଫେର ପଲୁସନ୍ ଟଙ୍କା ବି ଦେଉଛନ୍ତି ତେଣୁ ଗଛକୁ କାଟ ପରିବେଶ ସଫା ରଖ 😮
@user-xy2uu3bz9z
@user-xy2uu3bz9z 10 ай бұрын
Right 👍🌹
@manas4848
@manas4848 10 ай бұрын
ସବୁ ମାଘିଆ ପାଣ୍ଡିଆନ୍ ପାଇଁ ମାଘିଆ ପାଣ୍ଡିଆନ୍ ମାଘିଆ ମାଘିଆ ମାଘିଆ ମାଘିଆ ପାଣ୍ଡିଆନ୍ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ମାଘିଆ ପାଣ୍ଡିଆନ୍
@kedarbehera607
@kedarbehera607 10 ай бұрын
ନବୀନ ପଟନାୟକ ଓଡ଼ିଆ ନୁହଁ
@prasanjit456
@prasanjit456 10 ай бұрын
ଚାକିରୀ କରିବୁ 15lakh ଦେଇ, corruption କରିବୁନି ପଇସା କେମିତି ଉଠିବ
@kailashswainkailashswain6878
@kailashswainkailashswain6878 10 ай бұрын
ଯେତେ ବେଳେ ଯାହା ମନକୁ ଆସୁଛି ଗୋଟାଏ ଆଈନ ହୋଇଯାଉଛି, ସରକାର ପାଗଳା ନା ସାଧାରଣ ଲୋକ?
@prasannakumarnayak2278
@prasannakumarnayak2278 10 ай бұрын
ତମେ ଗୁହାରି କରିବ ଯାହାକୁ ସାମନେ,,,,,,,,,. ସେମନେ staff ନୁଁହଁନ୍ତି ଗୁଣ୍ଡାଙ୍କୁ dress ପିନ୍ଧେଇ ଏମିତି କରୁଛନ୍ତି ତାଙ୍କୁ ପରିଚୟପତ୍ର ମାଗନ୍ତୁ, ଘୋଷାଡ଼ି କି ପିଟନ୍ତୁ, ଫାଇନ ସରକାର ଇଏ,,,
@satyajitmohanta4256
@satyajitmohanta4256 10 ай бұрын
Right men
@SNCreationtm
@SNCreationtm 10 ай бұрын
Good
@pramodnayak8102
@pramodnayak8102 10 ай бұрын
Super 💯💯
@swaindillipkumar1368
@swaindillipkumar1368 10 ай бұрын
👍
@tusharakantabehera2587
@tusharakantabehera2587 10 ай бұрын
ମାଇକିନିଆ କୁ ମାନହିବାକୁ ପଡିବ
@redrose298
@redrose298 10 ай бұрын
Mula katha hela sabu rto, police bala ebam odisha sarkar under re thiba sanstha ku target deidia heichi tame election purbaru perticular gote amount debaku
@user-jy6ct7db2p
@user-jy6ct7db2p 2 ай бұрын
ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଙ୍କର ଶାସନ ଚାଲିବ ଦରକାର। ଏଣୁ ଓଡ଼ିଶାବାସୀ ଏକ ହୁଅ। ବର୍ତମାନ ସମୟ ଆସିଛି।
@aamanitikhabarkendrapadaji511
@aamanitikhabarkendrapadaji511 10 ай бұрын
ତୁମେ ଭାରି ସିଆଣିଆ, ଆଇନ କୁ ସମ୍ମାନ ଦିଅ, କଣ ପାଇଁ ତୁମେ। ତୁମ ସ୍ବାମୀଙ୍କ ପାଇଁ ଅଫିସ ଆସି ହଂଗାମା କରୁଛ,
@dushmantabehera5561
@dushmantabehera5561 10 ай бұрын
At utama chintadhara
@saiarts4617
@saiarts4617 10 ай бұрын
@chittinchennai
@chittinchennai 10 ай бұрын
If it is prohibited to use bike for ola uber then govt should talk and ban the company. Why are they punishing these people who all are trying to make their livelihood. First Government is not giving job to young people then who all are trying to earn they are also stopping them. This is too bad. 15k fine is too much.
@basubarikbasubarik1181
@basubarikbasubarik1181 9 ай бұрын
ମୋଟେ ଫାଇନ ଦେବେ ନାହିଁ. ଓ କହିଥିବା ଅଫିସର ଙ୍କୁ ଚାକିରୀ ରୁ ବାହସ୍କାର କରାଯାଉ 🙏
@artatranbehera5244
@artatranbehera5244 10 ай бұрын
Ek number mam
@samirkumarrout6294
@samirkumarrout6294 10 ай бұрын
🎉
@arthabandhuparida7236
@arthabandhuparida7236 9 ай бұрын
Good sister'
@starmohapatra
@starmohapatra 8 ай бұрын
ଏଥିପାଇଁ ସରକାର ଆଇନରେ ସଂଶୋଧନ କରିବା ଦରକାର।
@bikramraj3762
@bikramraj3762 10 ай бұрын
To Swami ra taw case hela tate kia kahila asibaku😂
@urgumcreation
@urgumcreation 10 ай бұрын
😂😂😂😂😂😅😅😅😅😅😅🤣🤣🤣🤣🤣🤣🤣
@sudhansusekharpattanayak3246
@sudhansusekharpattanayak3246 10 ай бұрын
Madam, you are not telling the truth. Follow the R. T. O. guidelines. Don't try to take undue advantage of being a woman.
@user-un3sh2hy5i
@user-un3sh2hy5i 10 ай бұрын
Thik katha
@sameerkumar6114
@sameerkumar6114 10 ай бұрын
Jadi satare emiti auto association tanka dei karichanti tahele tanka association against re case diyantu,proper investigation heu
@jogendrapardhan-ni3ss
@jogendrapardhan-ni3ss Ай бұрын
Good 👍
@bhagabatabehera332
@bhagabatabehera332 10 ай бұрын
Naveen, Pandyan ku Odisha ru hotao.
@pradeepkumarmohapatra235
@pradeepkumarmohapatra235 10 ай бұрын
Election 2024😂😂😂
@laxmanbhai8760
@laxmanbhai8760 10 ай бұрын
Good news
@akshayakumar8712
@akshayakumar8712 10 ай бұрын
ଏ B J D ସରକାର୍ ନବୀନ ପଟ୍ଟନାୟକ ଏବଂ5t ସଚିବ ଭି.କେ.ପାଣ୍ଡିଆନ ଉଭୟ ମିଶିକି ଓଡ଼ିଶାକୁ ବାର୍ବାଦ୍ କଲେଣି ଏଥର ଓଡ଼ିଶାରୁ ହଟାଓ ତେବେ ଯାଇକି ଓଡ଼ିଶା ବାଶିକୁ ଉପଯୁକ୍ତ ଠିକ୍ ନ୍ୟାୟ ମିଳିବ ଆଜ୍ଞା 🙏🙏🙏🙏🙏
@basantadakua9300
@basantadakua9300 10 ай бұрын
ଏମିତି କଲେ ହଇରାଣ କଲେ ସିଧା ହାଣି ଦିଅ । ଜେଲ୍ ଯିବ ପଛେ ହାଣି ଦିଅ। ସିଏ ଥିଲେ ଆଗକୁ ଆହୁରି କରିବ । ମୂଳ ରୁ ସଫା କରି ଦିଅ ।
@sushantakumar6236
@sushantakumar6236 10 ай бұрын
ଆପଣ ମାନେ ଭୁଲ ଭାବୁଛନ୍ତି କାରଣ ଆପଣଙ୍କର ଗାଡ଼ିରେ ହଳଦିଆ ନମ୍ବର ପ୍ଲେଟ ରେ ଇନ୍ସୁରଂଶ ନଥିଲେ ଚଳାଇବା କଥା ନାହିଁ କାରଣ ଯଦି କିଛି ଦୁର୍ଘଟଣା ରେ ପସେଞ୍ଜର ଯଦି ମରିଯାଏ ତା ହେଲେ ତାଙ୍କ ପରିବାରକୁ କିଏ ଇନ୍ସୁରଂଶ ପଇସା ଦେବ ତେଣୁ ଆର୍ଟିଓ ଫାଇଁନ କରୁଛନ୍ତି
@Dillipkumar35
@Dillipkumar35 10 ай бұрын
I have seen there is insurance and high security number of maximum vehicle in police department and other govt offices.
@jayantsethi3353
@jayantsethi3353 10 ай бұрын
ଏବେ ତ ମା ମାନେ ସଚେତନ ହୁଅ । ଆଗକୁ ଇଲେକ୍ସନ ଅଛି ଟଙ୍କା ଦରକାର । ସେଥିପାଇଁ ଆଦାୟ ଚାଲିଛି ଏବଂ ସମସ୍ତଙ୍କର ଭାଗ ଅଛି । କାହାକୁ ତମେ ଗୁହାରି କରିବ ।
@bimalchandrahota9231
@bimalchandrahota9231 10 ай бұрын
Apan mane khusi too
@biranchimohanty8397
@biranchimohanty8397 10 ай бұрын
ନୂଆ ଏଆର ପୋଟ ରାସ୍ତା କଡରେ ବରୋଦା ବୟା୦କ୍ ନିକଟରେ ଖୋଲି ଥିଵା ହୋଟେଲ ସାମନା ଫୁଟପାଥ କୁ ଗାଡ଼ି ପାରକୀ୦ ପାଇଁ କଵ୍ଜା କରି ନେଇଛି। ଏହା ପଦଚାରି, ଵିଶେଷ ଭାବେ ଵରିଷଠ ସାନଧୟ ଭରମମଣ କାରି ମାନ୦କ ପାଇଁ ଅସୁବିଧା ଏବ୦ ଜନ ଅସୋ୦ତଷ ବଢାଇଛି । ଅନତି ଦୂରରେ ଥିବା ଥାନା ଏହା ଉପରେ ଆଖି ବୁଜି ଦେଵା ର କାରଣ ଅନୁମେୟ। ମିଡ଼ିଆର ଦୃଷ୍ଟି ନ ପଡିବା ବିସ୍ମୟ ଜନକ !
@NiranjanPaikaray-ed9jc
@NiranjanPaikaray-ed9jc 2 ай бұрын
ଆ ର ଟି ଓ ବାଲାଙ୍କୁ ଉପରୁ ନିର୍ଦ୍ଦେଶ ଆସିଛି ବହୁତ ଟଙ୍କା ଦରକାରଭୋଟ ପାଇଁ
@ravishankarshankar6702
@ravishankarshankar6702 10 ай бұрын
Bbsr ete checking hau chi auu kau district re kn pai kichi hau ni 😂
@rockin-rk
@rockin-rk 10 ай бұрын
ତୁମେ ଯେତେ ହୋହାଲ୍ଲା କଲେ ବି କିଛି ଫରକ୍ ପଡ଼ିବନି ଲୋକ ପୁଣି ଶଙ୍ଖଚିହ୍ନ ରେ ଭୋଟ ଦେବେ ।
@ganeshjena1121
@ganeshjena1121 10 ай бұрын
5 T ଟି ମାନେ ପାଞ୍ଚ ପ୍ରକାର ଟାଉଟର । ମନ ମୁଖି କରୁ କରୁଛନ୍ତି। ଭୋଟ ଦିଅନି |
@deepakkumarsahoo5597
@deepakkumarsahoo5597 10 ай бұрын
Politically motivated and well rehearsed.
@nityanandamohanta1889
@nityanandamohanta1889 9 ай бұрын
Ok
@TunuBarik-fp3hf
@TunuBarik-fp3hf 10 ай бұрын
ଦେଖ ଆଗକୁ କଣ ହେଉଛି ଆଗକୁ ଆପଣମାନଙ୍କୁ ଆହୁରି ସୁବିଧା ମିଳିବ
@dalapatinayak573
@dalapatinayak573 10 ай бұрын
Right taking Medom
@nboy9584
@nboy9584 10 ай бұрын
True raising voice my sister
@Jiban13989
@Jiban13989 9 ай бұрын
ଏଠି ଫିରିଙ୍ଗିଆ ଟୋକା ଦରକାର 👍👍
Sigma Girl Past #funny #sigma #viral
00:20
CRAZY GREAPA
Рет қаралды 30 МЛН
когда повзрослела // EVA mash
00:40
EVA mash
Рет қаралды 3,7 МЛН
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 14 МЛН
бесит старшая сестра!? #роблокс #анимация #мем
00:58
КРУТОЙ ПАПА на
Рет қаралды 3,4 МЛН
Bhubaneswar: Woman Alleges Rude Behaviour Of Ola Cab Driver
3:12
Kanak News
Рет қаралды 1 МЛН
Cuttack | Daughter finds missing mother after 18 years
10:49
9PM Headlines | 4th July 2024 | Odisha TV | OTV
1:44
Sigma Girl Past #funny #sigma #viral
00:20
CRAZY GREAPA
Рет қаралды 30 МЛН