ଯନ୍ତ୍ରାରୁଢ ଶ୍ରୀମନ୍ଦିର ! The Hidden Yantra Of Puri Srimandir ! Jay Jagannath | Rama Chandra Badapanda

  Рет қаралды 163,208

Vir Kalinga

Vir Kalinga

Күн бұрын

■ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଜଣା ଅଜଣା କଥାକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ "ଜଣା ଅଜଣା ଜଗନ୍ନାଥ"।
ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
||ଧନ୍ୟବାଦ||
••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
ଉପସ୍ଥାପନା- ଶ୍ରୀରାମ ଚନ୍ଦ୍ର ବଡ଼ପଣ୍ଡା ସାମନ୍ତ
ସହଯୋଗ- ଆଫତାବ ହୋସେନ
କ୍ୟାମେରା- ରୋହନ ମହାପାତ୍ର
ଏଡିଟିଙ୍ଗ- ରୋହନ ମହାପାତ୍ର
ସହଯୋଗ- ବୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
ଆମ ଓ୍ବେବସାଇଟ: virkalinga.in/
ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- ... 👈 କ୍ଲିକ୍ କରନ୍ତୁ।
ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- Ka... 👈 କ୍ଲିକ୍ କରନ୍ତୁ।
ଆମକୁ ମେଲ୍ କରନ୍ତୁ- virkalinga@gmail.com
ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
ସୌଜନ୍ୟ- ବୀର କଳିଙ୍ଗ
••••••••••••••••••••••••••••••••••••••••••••••••••••••••••••••••••••••••••
#shreemandir #ramachandra_badapanda #shreekhetra #hiddenyantra #puri_srimandir #badapanda_sebaka #shreeyantra #virkalinga #odiaculture #Jayjagannath #odia_video #Odia_devotional_video #jana_ajana_jagannath
#carfestival #Lord_Jagannath #Anubhuti_re_Jagannath #RathYatra #GhosaJatra #GundichaJatra #CarFestival #RathYatra2023 #GhosaJatra2023 #GundichaJatra2023 #ChariotFestival2023 #CarFestival2023
#lordjagannath
#lordjagannathpuri
#lordjagannathbhajan
#lordjagannathstory
#lordjagannathtattoo
#lordjagannatha
#jagannathtemple
#jagannathtemplehistory #jagannathtemplepuri
#jagannathtemplestory #jagannathtemplerahasya #jagannathtemplefacts
#subscriber
#youtubecontent
#newvideo
#subscribers
#youtubevideo
#youtub
#youtuber
#youtubevideos
#viral
#newvideo
#youtubechannel
#youtube
#share

Пікірлер: 261
@hariomforyou8558
@hariomforyou8558 3 ай бұрын
ଧନ୍ୟ ରେ କାଳିଆ ତୋ ଲୀଳା ଅପାର ଜୟ ଜଗନ୍ନାଥ
@jitendragiri1329
@jitendragiri1329 Жыл бұрын
ଜୟ ଜଗନ୍ନାଥ❤ ବଡ଼ପଣ୍ଡା ମହୋଦୟଙ୍କୁ ପ୍ରଣାମ🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@r_rahul_dash
@r_rahul_dash Жыл бұрын
Keep sharing knowledge ❤️🙏
@VirKalinga
@VirKalinga Жыл бұрын
Jay Jagannath
@NilimaJethi
@NilimaJethi 3 ай бұрын
Jai jagannath
@hemantasethi8887
@hemantasethi8887 Жыл бұрын
ମହାପ୍ରଭୁ ନିଜେ ରହସ୍ୟମୟ 🙏🙏🙏ତାଙ୍କର୍ ସବୁ ରହସ୍ୟମୟ..... ସୁନ୍ଦର୍ ତଥ୍ଯ ପାଇଁ ଅନନ୍ତ କୋଟି ପ୍ରଣାମ 🙏🙏🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@SKumar-rb1tz
@SKumar-rb1tz 3 ай бұрын
Jai jannath. Sir, au kichhi mandira bisaya re video banantu.
@madhusmitamohanty8320
@madhusmitamohanty8320 Жыл бұрын
ଶ୍ରୀ ମନ୍ଦିର ନିର୍ମାଣ ଶୈଳୀ ଉପରେ ଗୁଢ ରହସ୍ଯ ଦେଇଥିବାରୁ ପଣ୍ଡିତ ମହାଶୟଙ୍କୁ ପ୍ରଣାମ 🙏ଜୟ ଜଗନ୍ନାଥ
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@apartimoharana2763
@apartimoharana2763 Жыл бұрын
କୌଣସି ଯନ୍ତ୍ର ଉପରେ ନାହିଁ ନିଜେ ମନ୍ଦିର ଏକ ଶ୍ରୀ ଯନ୍ତ୍ର
@sandhyapatnaik6922
@sandhyapatnaik6922 2 ай бұрын
ଜୟ ଜଗନ୍ନାଥ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଇ ଥିବା ସବୁ ତଥ୍ୟ ଆପଣଙ୍କ ଠାରୁ ଶୁଣି ବହୁତ ଖୁସି ଲାଗିଲା, ଆପଣଙ୍କୁ କୋଟି କୋଟି ପ୍ରଣାମ
@prabirjena2147
@prabirjena2147 Жыл бұрын
ମୋ ଅଜା ସେ ଧାନରୁ ଗୋଟିଏ ଆଣିଥିଲେ, ଆମେ ଦେଖିଥିଲୁ, ସଜ ନୂଆ ଧାନ ତା ଆଗରେ ପୁରୁଣା ଦେଖାଯିବ l 🙏ଜୟ ଜଗନ୍ନାଥ
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@prabirjena2147
@prabirjena2147 Жыл бұрын
@@VirKalinga 🙏
@deepasahu8245
@deepasahu8245 Жыл бұрын
@@VirKalinga When will Kaliyug end??
@narayandalai9799
@narayandalai9799 3 ай бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@sanjuktabhuyan6507
@sanjuktabhuyan6507 Жыл бұрын
ବହୁତ ସୁନ୍ଦର ଗୁପ୍ତ ରହସ୍ୟ ଜାଣିବାକୁ ପାଇଲି । ବଡ଼ ପଣ୍ଡାଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ଜୟ ଜଗନ୍ନାଥଙ୍କୁ ମୋର ଅନନ୍ତ କୋଟି ପ୍ରଣାମ 🙏🌺🙏🌺🙏🌺🙏🌺🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@narayandalai9799
@narayandalai9799 Жыл бұрын
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
@tukusubudhi
@tukusubudhi 2 ай бұрын
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।
@nabakrishnadash3999
@nabakrishnadash3999 2 ай бұрын
ଚିତ୍ର କରି ବୁଝାଇଲେ ଅଧିକ ବୋଧଗମ୍ୟ ହୁଅନ୍ତା। ନମସ୍କାର ଧନ୍ୟବାଦ
@PuneshSenapati
@PuneshSenapati 3 ай бұрын
ଜୟ ଜଗନ୍ନାଥ ସ୍ବାମୀ। ଆପଣଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କରୁଣା ପ୍ରଦାନ କରନ୍ତୁ
@biswabhusanrath2814
@biswabhusanrath2814 Жыл бұрын
ଶ୍ରୀମନ୍ଦିରର ନିର୍ମାଣ ଶୈଳୀରେ ଥିବା ଅତି ଗୂଢ ରହସ୍ୟ ସଂପର୍କରେ ସୂଚନା ପାଇ ଆଶ୍ଚର୍ଯ୍ୟ ହେଲି । ଧନ୍ୟବାଦ ପଣ୍ଡିତ ମହାଶୟ ଏପରି ଦୁର୍ଲ୍ଲଭ ସୂଚନା ପାଇଁ । ପ୍ରଣାମ । 🙏 ଜୟ ଜଗନ୍ନାଥ । 🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@gobindaballavkabi2712
@gobindaballavkabi2712 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ,ବଡ଼ ପଣ୍ଡାକୁ ମୋର କୋଟି କୋଟି ନମନ
@maniramsabar4263
@maniramsabar4263 3 ай бұрын
ଜୟ ଜଗନ୍ନାଥ 🙏🙏🙏🙏
@prakashpradhan4317
@prakashpradhan4317 Жыл бұрын
ବେକାରିଆ କଥା କହୁଛ୍ଟ । ଶ୍ରୀ ଯନ୍ତ୍ର ଉପରେ ମନ୍ଦିର ଅଛି, ପଥର କାହିଁକି ଖସୁଛି ? ଲୁହା ବିମ୍ ଲଗାଯାଇଛି କାହିକି ? ବର୍ଷସାରା ମନ୍ଦିର ଚାରିପଟ ଲୁହା ପାଇପ ଘେର ହୋଇ ମରାମତି ଚାଲିଛି। ସରକାର ରକ୍ଷଣ ବେକ୍ଷଣ ନ କଲେ କୋଉ ଦିନଠୁ ମନ୍ଦିର ଭାଙ୍ଗି ସାରନ୍ତାଣି କୋଣାର୍କ ମନ୍ଦିର ପରି ।
@jibannayak8124
@jibannayak8124 Жыл бұрын
Your views are perfect. Sala ei sabu thaka loka
@Inner.divinity
@Inner.divinity Жыл бұрын
ଭଗବାନ ଙ୍କ ମନ୍ଦିର ରୁ ପଥର ଖସିଲେ ମରାମତି ସରକାର କରନ୍ତି, ଭଗବାନ ଙ୍କ ମନ୍ଦିର ରେ ସୁରକ୍ଷା ବ୍ୟବସ୍ଥା ବି ସରକାର କରନ୍ତି , ହନୁମାନ ଙ୍କ ଭଳି ବୀର କୁଆଡେ ମନ୍ଦିର ର ଜଗୁଆଳି ବୋଲି ଏମାନେ ଦାବି କରନ୍ତି , ତା ହେଲେ ମୁସଲିମ ଆକ୍ରମଣକାରୀ ଙ୍କ ଭୟ ରେ ପ୍ରଭୁ ଙ୍କୁ ଏଣେ,ତେଣେ ଲୁଚାଯାଇ ପାତାଳି କାହିଁକି କରାଗଲା ?😂
@biplabmishra-e8h
@biplabmishra-e8h 5 ай бұрын
Sarkar chuna chadeila pare pathar khasuchi... Vala ki Jana ta pare kuha
@Madhumehendiart1985
@Madhumehendiart1985 2 ай бұрын
Hey Narayan...jay Jagannath swami nayana pathagami....bhaba tume bhaba tume 🙏🙏🙏🙏
@skrushnareddy6796
@skrushnareddy6796 5 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ ନମଃ ଭଗବତେ ବାସୁଦେବାୟ ନମଃ 🛐🕉️🛐🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌸🌼🕉️🥀🕉️🥀🕉️🌸🕉️🌹🕉️🌷🕉️🌿🕉️🌹🌼🕉️🥀🕉️🏵️💐🌺🌺🛐🌷🕉️🌹🕉️🌸🕉️🌼🥀🕉️🥀🕉️🌸🕉️🌹🕉️🌷🕉️🌿🌿🕉️🌹🕉️🌸🕉️🌼🙏🥀🥀🙏🌼🙏🌹🕉️🌷🕉️🌷🏵️🕉️🏵️💐🕉️💐
@narayandalai9799
@narayandalai9799 3 ай бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
@narayandalai9799
@narayandalai9799 3 ай бұрын
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
@akshayahota3973
@akshayahota3973 3 ай бұрын
ପ୍ରଣାମ ଦେବ ସ୍ନାନ ପୁର୍ଣିମା ରେ ବଡ ପଣ୍ଡାଙ୍କର କିଛି ଭୁମିକା ନାହିଁ କି? ପୁନଶ୍ଚ ଆଉ କିଛି କଥୋପକଥନ କିମ୍ବା ଜଗନ୍ନାଥଙ୍କ ଲୀଳା ବିଷୟରେ କିଛି ବାର୍ତ୍ତା ଦେଉନାହାନ୍ତି।
@basudevbehera5909
@basudevbehera5909 5 күн бұрын
କେବଳ ଭୋଗ ନୈବେଦ୍ୟ ଅର୍ପଣ କରନ୍ତି
@anantacharanhotta5593
@anantacharanhotta5593 Жыл бұрын
ଶ୍ରୀଜଗନ୍ନାଥ ଶ୍ରବଳଭଦ୍ର ଓ ମାଆସୁଭଦ୍ରା ଙ୍କ ର ପ୍ରଥମ ବିଗ୍ରହ ନିମ୍ବଦାରୁ ରେ ଗଢାଯାଇଥିଲେ କାହିଁକି ଏବଂ ତାହା ନିମ୍ବଦାରୁ କାହିଁକି ଗଢାଯାଉଛି
@ramakantadeo14
@ramakantadeo14 Жыл бұрын
Hari Ananta, Hari Katha Ananta 🙏 Bhanile , Achuta, Balabanta, Jagarnnath, Balarama , shishu Ananta 🙏🙏🙏🙏🙏🚩 Pancha tantra, Pancha Sakha , Pancha Janya , Pancha bhuta , Pancha shasya , Pancha gabya hi bichitra # Jay Sri Radha Madhaba 🙏🚩
@VirKalinga
@VirKalinga Жыл бұрын
Jay Jagannath
@sabitapattanaik6274
@sabitapattanaik6274 3 ай бұрын
Jay Jagannath swami nayana pathagami bhabatume Prabhu ❤🙏❤️Badapanda saanta nku mor koti Koti pranam 🙏
@PuriJagannathToka
@PuriJagannathToka Жыл бұрын
Jay Shree Jagannathlaxmi maa ki jay 🌺🌺❤️😍🙏🏻🙏🏻🥺💕😘😘😢
@Inner.divinity
@Inner.divinity Жыл бұрын
ଭଗବାନ ଙ୍କ ମନ୍ଦିର ରୁ ପଥର ଖସିଲେ ମରାମତି ସରକାର କରନ୍ତି, ଭଗବାନ ଙ୍କ ମନ୍ଦିର ରେ ସୁରକ୍ଷା ବ୍ୟବସ୍ଥା ବି ସରକାର କରନ୍ତି , ହନୁମାନ ଙ୍କ ଭଳି ବୀର କୁଆଡେ ମନ୍ଦିର ର ଜଗୁଆଳି ବୋଲି ଏମାନେ ଦାବି କରନ୍ତି , ତା ହେଲେ ମୁସଲିମ ଆକ୍ରମଣକାରୀ ଙ୍କ ଭୟ ରେ ପ୍ରଭୁ ଙ୍କୁ ଏଣେ,ତେଣେ ଲୁଚାଯାଇ ପାତାଳି କାହିଁକି କରାଗଲା ?
@seemantaphotography
@seemantaphotography 2 ай бұрын
ଏ ସବୁ ନିଜେ ଜଗନ୍ନାଥ ହିଁ କରାଉଛନ୍ତିl ଏତେ ସବୁ ପରେ ମଧ୍ୟ କଳା ଠାକୁର ସେମିତି ପୂଜା ପାଉଛନ୍ତି ଓ ସେ ସଂସ୍କୃତି ଏବେ ମଧ୍ୟ ବଞ୍ଚିତ ଅଛି l କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ 😊
@Inner.divinity
@Inner.divinity 2 ай бұрын
@@seemantaphotography ସବୁ ଯଦି ଠାକୁର ଙ୍କ ଇଚ୍ଛାରେ ହଉଚି , ତା ହେଲେ କଳା ପାହାଡ଼ ବି ଠାକୁର ଙ୍କ ଇଚ୍ଛା ରେ ଏତେ ମନ୍ଦିର ଭାଙ୍ଗିଥିଲା , ଲୋକ ମାନେ ମୁସଲିମ ଓ ଖ୍ରୀଷ୍ଟିଆନ ହେବା, ଗୋମାଂସ ଖାଇବା ବି ଠାକୁର ଙ୍କ ଇଚ୍ଛା |..
@seemantaphotography
@seemantaphotography 2 ай бұрын
@@Inner.divinity ଯୁକ୍ତି ଆପଣଙ୍କର ଯାଥାର୍ଥ୍ୟ ଅଟେ ମାତ୍ର ସବୁ କର୍ମ ର ଫଳ ମଧ୍ୟ ସେ ହିଁ ଦିଅନ୍ତି l ତେଣୁ ସବୁ ସେଇ ଗୋବିନ୍ଦ ଙ୍କ ଇଛା ପ୍ରଭୁ 😊
@rameshrao6605
@rameshrao6605 2 ай бұрын
Bina story re kn movie kn supar hit haba ayita puri jagannath madira story sethi panyi ta pura duniya ta pada talle jay jagannath 🙏🙏🙏
@aduniamodunia6550
@aduniamodunia6550 2 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏.........
@rashmiranjan5680
@rashmiranjan5680 Жыл бұрын
I HAVE HONOUR TO CONFESS I AM EARNESTLY PRAY TO MEET MY BELOVED DEVOTEE TO MEET HIM.
@magsirasahu2050
@magsirasahu2050 2 ай бұрын
Jay shree Jagannath patitapaban mahaprabhu jay maa mahalaxmi bada panda sir 🛕🚩⭕‼️⭕🔔🐚☸️🌿🪔🪔🪔🪔🪔📿👣🛐🙏🙏🏻🙏🙏🏻🙏🙏🏻🙏🌄🪷🪷🪷🪷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
@prasantabehura9071
@prasantabehura9071 3 ай бұрын
🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@saratranjanbehera6661
@saratranjanbehera6661 Жыл бұрын
ଏମିତି ଭଲ video ପ୍ରସ୍ତୁତ କରନ୍ତୁ
@VirKalinga
@VirKalinga Жыл бұрын
ଧନ୍ୟବାଦ
@PuriJagannathToka
@PuriJagannathToka Жыл бұрын
Jay Shree Balabhadra Subhadra Jagannathlaxmi maa ki jay 🙏🏻🌺❤️❤️😍😘🫶🏻💕💕🌸😢🌹
@VirKalinga
@VirKalinga Жыл бұрын
Jay Jagannath
@ajayamohapatra9220
@ajayamohapatra9220 Жыл бұрын
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵଃ ତୁମେ 🙏
@kunalsahukar617
@kunalsahukar617 Ай бұрын
Agyan mu v ehi mata re eka mata, karana debi subhadra nije Lalita tripura sundari , se hin nije sakti , Sri Vidya. Au gote Katha, Lalita sahatra nama & sankaracharya kruta soundhrya lahari re sakti nku *Chintamani gruhe stita kuhanti*. Ehi bisayare Ahuri adhika research heba darkara
@paramatmamohanta9255
@paramatmamohanta9255 3 ай бұрын
Sabu jiniso media agare kahiba kon thik ki angya
@rajalaxmibiswal2456
@rajalaxmibiswal2456 Жыл бұрын
Jai Sri Jagannatha 🙏 very nice information about our Shree mandira. Mahaprabhu nku pranam and Apananku charan sparsh 🙏
@VirKalinga
@VirKalinga Жыл бұрын
Jay Jagannath
@sudhanshuparashar1570
@sudhanshuparashar1570 Жыл бұрын
श्रीयंत्र के बिंदु म् भगबति का निराकार स्वरूप का स्तान है । भगबति ललिता महा त्रिपुरसुंदरी उसकी अधिस्ठात्री देवी है । सास्त्र को ठीक से तो पढ के आत्मसात करलिया करे । पंडित जी
@VirKalinga
@VirKalinga Жыл бұрын
Jay Jagannath
@SibasankarBehera-rq3cl
@SibasankarBehera-rq3cl 3 ай бұрын
Bhagabati subhadra sakhyat adi skti he o yantra ki madhya me he
@SibasankarBehera-rq3cl
@SibasankarBehera-rq3cl 3 ай бұрын
Isme galt kucha nehi he
@jitendrabarad5193
@jitendrabarad5193 3 ай бұрын
Jay Jagannath
@asitrout7659
@asitrout7659 6 ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@ChinmayaRao-d3x
@ChinmayaRao-d3x 3 ай бұрын
Jay Jagannath
@babimakingstudio1864
@babimakingstudio1864 7 ай бұрын
ଜୟ ଜଗନ୍ନାଥ ଶିତା ରାମ
@sanjuktabiswal1569
@sanjuktabiswal1569 3 ай бұрын
ଜୟ ଜଗନ୍ନାଥ 🙏🏽🛐
@narayandalai9799
@narayandalai9799 3 ай бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🚩🌴ଶ୍ରୀ 🚩🌴ପଞ୍ଚସଖା 🚩🌴🙏🙏🙏
@muralidhardash-o3e
@muralidhardash-o3e 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@RanajitSahoo
@RanajitSahoo Жыл бұрын
ଆଜ୍ଞା ଭଣ୍ଡାର ଘର ବିଷୟରେ ଗୋଟେ video କରନ୍ତୁ କେତେ କୋଠରୀ ଅଛି ଆଗରୁ ସବୁ କଣ ହେଇଚି details ରେ video କରନ୍ତୁ 🙏
@VirKalinga
@VirKalinga Жыл бұрын
କରିବୁ
@skrushnareddy6796
@skrushnareddy6796 5 ай бұрын
Please guruji
@sanjuktabehera1324
@sanjuktabehera1324 3 ай бұрын
Jay shri jagannath🙏 pranam mahoday nku🙏❤
@rashmiranjan5680
@rashmiranjan5680 Жыл бұрын
MY SWEET EMOTIONS AND FINER SENSIBILITIES .. MY BEST REGARDS AND UTMOST HONOUR FOR THE DEVOTEE AND BEST WORDS FOR YOU MY BELOVED VIEWERS.
@ritamishra256
@ritamishra256 Ай бұрын
🙏🙏🙏🙏🙏mahaprabhu ku kote kote pranam
@nareshdash3796
@nareshdash3796 2 ай бұрын
ଜୟ ଜଗନ୍ନାଥ
@KapilendraRoutray-q5z
@KapilendraRoutray-q5z Жыл бұрын
🕉️Jay shree jagannath🙏
@alekhchandramalik740
@alekhchandramalik740 3 ай бұрын
Jay Jagannath Swami 🙏🙏🙏🙏🙏🙏🌹
@KaberiPaltasingh
@KaberiPaltasingh 3 ай бұрын
Koti koti pranama
@snehalatasahoo5522
@snehalatasahoo5522 3 ай бұрын
Jayjaganath Jayabadapanda1 🍁🙏🙏🙏
@chandanmitra3705
@chandanmitra3705 Жыл бұрын
Good description of the shree mandir thank you guru ji
@pradiptakumarmishra3957
@pradiptakumarmishra3957 Жыл бұрын
Shree jantra upare Prabhu Shree Jagannath. Dhakhine adhistatri Debee maa Bimalei, Bame ma Lakhmi Mahamaei. Charane bar bar Pranam. Bilalaei
@VirKalinga
@VirKalinga Жыл бұрын
Jay Jagannath
@dhrutinayak
@dhrutinayak Жыл бұрын
Prabhu tame chaluthiba problems solve kariba
@akashbarik8387
@akashbarik8387 3 ай бұрын
Jay jaganath ⭕‼️⭕
@pratapnalla8478
@pratapnalla8478 Жыл бұрын
Jay Jagannath baba mora apanaku moa namaskar
@VirKalinga
@VirKalinga Жыл бұрын
Jay Jagannath
@radhashyammaharana6783
@radhashyammaharana6783 Жыл бұрын
JAY jagannath
@VirKalinga
@VirKalinga Жыл бұрын
Jay Jagannath
@hariomforyou8558
@hariomforyou8558 Жыл бұрын
🙏🏻 ଜୟ ଜଗନ୍ନାଥ 🙏🏻
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@debashisray8693
@debashisray8693 Жыл бұрын
Jay Jagannath....A pana nka mukha nisruta katha gudika ati hrudayspasrshi o bhaktimaya🙏
@VirKalinga
@VirKalinga Жыл бұрын
Jay Jagannath
@raashirajshree2258
@raashirajshree2258 Жыл бұрын
Pranam 🙏 Panda ji, Jai Jagannath 🙏🙏🌺
@VirKalinga
@VirKalinga Жыл бұрын
Jay Jagannath
@DrNibhaMohanty-dx5um
@DrNibhaMohanty-dx5um 29 күн бұрын
Jay shree Jagannath ❤
@gopalmalana7504
@gopalmalana7504 3 ай бұрын
Jaagannatah
@sudhakarpradhan4655
@sudhakarpradhan4655 Жыл бұрын
Pranam pujyaniya. Bahuta Sundar. Mahashaya thhika vabe bujhihela nanhi. Please narrate clearly.
@VirKalinga
@VirKalinga Жыл бұрын
Ok
@thinkaboutit3565
@thinkaboutit3565 2 ай бұрын
Bahut bhala tathya, jani khusi lagila, jay jagannath 💓
@narayandalai9799
@narayandalai9799 Жыл бұрын
ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩 ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩 ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩 ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿 ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@narayandalai9799
@narayandalai9799 Жыл бұрын
@@VirKalinga ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@bibhubaibhav453
@bibhubaibhav453 Жыл бұрын
Jay jagannath 🙏
@VirKalinga
@VirKalinga Жыл бұрын
Jay Jagannath
@bibhutipanda751
@bibhutipanda751 8 ай бұрын
Jay jagannath
@ghrxyuvgaming8341
@ghrxyuvgaming8341 Жыл бұрын
Jay Jagannath 🙏🏻 Jay shree balabhadra 🙏🏻 jay maa subhadra 🙏🏻 jay maa laxmi 🙏🏻🚩
@VirKalinga
@VirKalinga Жыл бұрын
Jay Jagannath
@sukantipatra4701
@sukantipatra4701 3 ай бұрын
Jay jagannath
@dwitikrushnapanda2794
@dwitikrushnapanda2794 Жыл бұрын
Ethi bi joni achi ?
@ajaya6106
@ajaya6106 Жыл бұрын
Jay jaganath swami 🙏❤❤❤
@bkbarik2322
@bkbarik2322 Жыл бұрын
ଜୟ ମହାପ୍ରଭୁ🙏🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@nandinimishra8578
@nandinimishra8578 Жыл бұрын
Sunder eka rahasya janibaku paelu.Dhanya Mahaprabhu.Dhanya Tuma Prema.Dhanya tuma Rahasya.Jai Jagannath
@VirKalinga
@VirKalinga Жыл бұрын
Jay Jagannath
@asitkumarparija4776
@asitkumarparija4776 Жыл бұрын
Srustira sara mahaprabhu Jagannath. Amity ananta kala jaye chaka baithi re basi chaka chaka akhire 14 bramhanda ku chaitha mahabahu 🙏🙏🙏
@VirKalinga
@VirKalinga Жыл бұрын
Jay Jagannath
@rajeshkumarpanda6202
@rajeshkumarpanda6202 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🚩
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏
@santoskumarpradhan9015
@santoskumarpradhan9015 Жыл бұрын
🙏🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@anantacharanhotta5593
@anantacharanhotta5593 Жыл бұрын
ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ମାଆ ସୁଭଦ୍ରା ଙ୍କର ପ୍ରଥମ ବିଗ୍ରହ ନିମ୍ବଦାରୁରୁ ଗଢାଯାଇଥିଲେ
@debashishmahapatra-m2c
@debashishmahapatra-m2c Жыл бұрын
Subscribe kari deiche bada bhai hari haribola🙏
@VirKalinga
@VirKalinga Жыл бұрын
Jay Jagannath
@jayantadjpuri6929
@jayantadjpuri6929 Жыл бұрын
Jay sri pravhu jagannath🙏😔😓👨‍👩‍👦
@VirKalinga
@VirKalinga Жыл бұрын
Jay Jagannath
@ghrxyuvgaming8341
@ghrxyuvgaming8341 Жыл бұрын
Jay Jagannath 🙏🏻🙏🏻
@SwatiSucharita-w1m
@SwatiSucharita-w1m 3 ай бұрын
Jay Mahaprabhu Jay Jay shree Jagannath Swami Nayana Patha gami bhaba Tume 🙏🙏🙏❤️
@rajibkumar6644
@rajibkumar6644 Жыл бұрын
Jay Jagannath 🌹🙏🙏🙏
@RamakantaSamantaray-ht6ro
@RamakantaSamantaray-ht6ro 2 ай бұрын
ଜୟ ଜଗନ୍ନାଥ 🙏🙏🙏🙏
@jagankumarjena6465
@jagankumarjena6465 Жыл бұрын
ଗୁରୁଃସ୍ୱାମୀ 🙏
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@laxmikumarinahak2756
@laxmikumarinahak2756 Жыл бұрын
Jai Jagannath swami naina pathagiami babha tume Jai Jagannath Jai Jagannath
@VirKalinga
@VirKalinga Жыл бұрын
Jay Jagannath
@puspanjali4560
@puspanjali4560 3 ай бұрын
Sri jantra rakii gruha Kari paribaa kii
@puspanjali4560
@puspanjali4560 3 ай бұрын
🙏🙏🙏🙏👌🌹🌹🌹❤️❤️❤️
@nitesh_parida
@nitesh_parida Жыл бұрын
ଜୟ ଜଗନ୍ନାଥ 🙏🏻
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@aratatarai2196
@aratatarai2196 Жыл бұрын
Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏🙏.......
@VirKalinga
@VirKalinga Жыл бұрын
Jay Jagannath
@gangadharuttamsarangi3826
@gangadharuttamsarangi3826 Жыл бұрын
ଜୟ ଶ୍ରୀ ଗୁରୁଦେବ
@VirKalinga
@VirKalinga Жыл бұрын
Jay Jagannath
@panimalik9214
@panimalik9214 Жыл бұрын
Jay jagannath
@Lifeofdr.soumya
@Lifeofdr.soumya Жыл бұрын
ଜୟ ଜଗନ୍ନାଥ 🙏🏻♥️♥️
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@avgGamer662
@avgGamer662 Жыл бұрын
Bahut bhala lagila ama ଦିଅଁ ଙ୍କ katha. Jay Jagannath 🙏🙏🚩🚩
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@madhukumar5579
@madhukumar5579 Жыл бұрын
Jay jagannatha mahaaprabhu 🙏🙏🙏Jay 💝💝💝💝💝
@VirKalinga
@VirKalinga Жыл бұрын
Jay Jagannath
@hariharmohanty8551
@hariharmohanty8551 Жыл бұрын
ଜୟ ଜଗନ୍ନାଥ
@VirKalinga
@VirKalinga Жыл бұрын
ଜୟ ଜଗନ୍ନାଥ
@surajpadhivideos
@surajpadhivideos Жыл бұрын
Sri jantra ra chitra kari bujhaile bhala huanta bhaina
@VirKalinga
@VirKalinga Жыл бұрын
Jay Jagannath
@surajpadhivideos
@surajpadhivideos Жыл бұрын
Jay jagannath
Как подписать? 😂 #shorts
00:10
Денис Кукояка
Рет қаралды 8 МЛН
Cute
00:16
Oyuncak Avı
Рет қаралды 12 МЛН
HAH Chaos in the Bathroom 🚽✨ Smart Tools for the Throne 😜
00:49
123 GO! Kevin
Рет қаралды 16 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН
Exclusive Interview of Puri Badapanda for SamikshaNews
20:31
Durgesh Nandan Unplugged
Рет қаралды 12 М.
କେଉଟ ହେଲା ପୂଜାପଣ୍ଡା ଶ୍ରୀମନ୍ଦିରରେ
39:29
Ramachandra Badapanda Samanta (Official)
Рет қаралды 14 М.
ଶ୍ରୀଜଗନ୍ନାଥଙ୍କ ଜନ୍ମ ରହସ୍ୟ
29:48
Ramachandra Badapanda Samanta (Official)
Рет қаралды 30 М.
Как подписать? 😂 #shorts
00:10
Денис Кукояка
Рет қаралды 8 МЛН