you tube ରେ ପ୍ରଥମ ଥର ବ୍ୟାସ ଓ ଦର୍ଶକ ଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର //ajit dasha parayana roth

  Рет қаралды 683,083

Only Parayana

Only Parayana

Күн бұрын

Пікірлер: 439
@rajkumarmeher5797
@rajkumarmeher5797 9 ай бұрын
ବହୁତ ବଢିଆ ପ୍ରଶ୍ନ ଉତ୍ତର ମୋର ବି ଥିଲା ଏହି ପ୍ରଶ୍ନ ମୁଇଁ ପାଇଗଲି ଜୟ ରାଧେ
@mtutyunjaya3186
@mtutyunjaya3186 7 ай бұрын
ଅତି ସୁନ୍ଦର ଭାବେ କହିଛନ୍ତି ବହୂତ ବହୂତ ବଢ଼ିଆ ଧନ୍ଯବାଦ ମାଡାମଙ୍କୁ ଜୟ ଜଗନ୍ନାଥ ❤❤❤❤ 👌 💪 👍👏👏🌹🌹🌹
@DamodarMajhi-c3b
@DamodarMajhi-c3b 9 ай бұрын
Gurudev bahut sundar bhabre bujheichhan jaigurudev
@RabinaranSi
@RabinaranSi 7 ай бұрын
Rabi Babu very nice bakruta deucha apanaku danyabad. ❤❤❤
@rohitdeep6678
@rohitdeep6678 9 ай бұрын
ହରେ କୃଷ୍ଣ ଜୟ ଶ୍ରୀ ଜଗନ୍ନାଥ ପ୍ରଥମ ରେ ପ୍ରଭୁ ଆପଣ ମୁଣ୍ଡ ରେ ଥୁଇ ଥିବା ଟଙ୍କା କୁ ତଳେ ରଖନ୍ତୁ ।। କାହିଁ କି ଏଟା ଗୋଟେ ପ୍ରକାର ଲାଳସା କୁ ପ୍ରଦର୍ଶନ କରୁଛି କଳୀ ଯୁଗ ପ୍ରଥମେ ରାଜା ପରୀକ୍ଷିତ ଙ୍କ ସୁବର୍ଣ୍ଣ ମୁକୁଟ ରେ ସ୍ଥାନ ମୁଣ୍ଡ ରେ ରହି ଥିଲେ... ଆପଣ ବହୁତ ସୁନ୍ଦର କଥା କଉଛନ୍ତି ପ୍ରଭୁ ...
@rasanandamirdha3199
@rasanandamirdha3199 8 ай бұрын
Dharma artha kama mokshya .ethare tanka madhya Chari purusartha ru gotie ..
@SameeraMandal-g6m
@SameeraMandal-g6m 8 ай бұрын
ହଁ ସତ କଥା କହିଲ ଧର୍ମ ନା ରେ ଲୁଟୁଥିବା ଲୋକକୁ ଦୁନିଆରୁ ଭଗବାନ୍ ଲୁଟି ନିଅନ୍ତୁ
@Humanity299
@Humanity299 8 ай бұрын
​ଆପଣ ଅଲଗା ବୁଝୁଛନ୍ତି @@rasanandamirdha3199
@umeshpod
@umeshpod 10 ай бұрын
ପଇସା କୋଣସି ଏକ ଥାଳିରେ ରଖିଲେ ଭଳ ହୁଅନ୍ତା
@arjunkumarbehera4665
@arjunkumarbehera4665 9 ай бұрын
Thik kahuchanti
@chandramajhi8049
@chandramajhi8049 9 ай бұрын
Right
@PrashantKumar-pe5pi
@PrashantKumar-pe5pi 9 ай бұрын
Bhai tumakathare mun ekamata😮
@Humanity299
@Humanity299 8 ай бұрын
ଟଙ୍କା କୁ ଫୁଲ ମାଳ ଭଳି ପିନ୍ଧିବା ଦେଖି ଦୁଃଖ ଲାଗୁଛି
@johansabar5589
@johansabar5589 2 ай бұрын
ଟଙ୍କାକୁ ମୂଲ୍ୟ ହୀନ ପରି ବ୍ୟବହାର କରିବା ଏହା ଗୋଟେ ମୁର୍ଖ ପଣ୍ଡିତ ସହ ସମାନ
@jharanasahoo2615
@jharanasahoo2615 10 ай бұрын
ବହୁତ ସୁନ୍ଦର ମୋ ଗୁରୁ ଉତର କରିଛନ୍ତି ।🙏🙏🙏🌹🌹🌹🌹
@AadimulThapa
@AadimulThapa 2 ай бұрын
Jay Shiri Ram jay Hanuman jay radhe Radhe Jay Jagannath odissa ❤❤❤❤❤❤❤
@BimalKumar-ir1zs
@BimalKumar-ir1zs 9 ай бұрын
ଆମେ ଯାହା କର୍ମ କରୁ ତାହାହିଁ ପାଉ ଏବଂ କର୍ମ ଅନୁସାରେ ଫଳ ପାଉ । ମୁଁ ଏଠାରେ କହିବି କର୍ମହି ଦୁଇଟି ବାଟ , ଭଲ ଓ ମନ୍ଦ ଆମେ ଭଲ କାମ କଲେ ଭଲ ହୁଏ, ମନ୍ଦ କାମ କଲେ ମନ୍ଦ ହୁଏ। ଏଣୁ ମଣିଷ ଜୀବନରେ ଭାଗ୍ୟ ବୋଲି କିଛିନାହିଁ।
@DAITARIBISHIPRODUCTIONS66
@DAITARIBISHIPRODUCTIONS66 9 ай бұрын
ଏଇ ପ୍ରଶ୍ନ ଉପରେ ମୋର ମଧ୍ୟ ଏହି ଉତ୍ତର ସଠିକ ଭାବନା ଆସିଲା
@bhojarajsahu547
@bhojarajsahu547 9 ай бұрын
ମହାଶୟ ଭଗବାନ ଯଦି ସମସ୍ତଙ୍କୁ ସମାନ ଭାବରେ ଦେଖିଥାନ୍ତି ତେବେ କିଏ ଧନୀ ଓ କିଏ ଗରିବ କାହିଁକି ଦୁନିଆରେ ଅଛନ୍ତି 🙏
@satya7392
@satya7392 9 ай бұрын
ମଣିଷ କର୍ମରେ ଧନୀ ଗରିବ ହୁଏ. ଭଗବାନ କାହାକୁ ଧନୀ ଗରିବ କରନ୍ତିନି.
@Rohitkumar-mw6ch
@Rohitkumar-mw6ch 8 ай бұрын
ଜଣେ ଦିନ କୁ ୨୦୦ଟଙ୍କା ରୋଜଗାର କରିବ ଓ ସାଙ୍ଗ ହୋଇ ମଦ ପିଇ ଖର୍ଚ୍ଚ କରିଦେବ ସିଏ କେମିତି ଗରିବ ହେବ ନି
@AriyaRout
@AriyaRout 9 ай бұрын
Radhe Radhe so good Anshar
@prabhashpradhan5131
@prabhashpradhan5131 9 ай бұрын
ସାନ୍ତୋଷ ଜନକ ଉତ୍ତର ନି ଲାଗଲା ରାଧେ ରାଧେ
@panchananpradhan2199
@panchananpradhan2199 9 ай бұрын
ରାମୟଣ ରେ ଅଛି ରାମ ଙ୍କ ରତ୍ନ ମୁଦି, ରତ୍ନ ମୁଦିରୀ ଜାଣିବା ପୁରୁଷ ବିବାହିତ, ଵିଧି ବିଧାନ ଅନୁସାରେ, ପୂରଣ କୁ ନେଇ, କିନ୍ତୁ ଵର୍ତମାନ ଯୁଗରେ ପାଳନ କରୁ ନାହାନ୍ତି 🙏
@ranjupattanayak4797
@ranjupattanayak4797 9 ай бұрын
Right sir
@Bibel58i
@Bibel58i 8 ай бұрын
All are no rich another also poor how he find gold
@narayanpadhan2357
@narayanpadhan2357 8 ай бұрын
Right dada
@iswarsahu458
@iswarsahu458 9 ай бұрын
ଅଜିତ ଦାସ ମହୋଦୟ ରାଧେ ରାଧେ, ଯାତ୍ରା ଵା ନାଟକ ରେ dialoge କହିଲା ବେଳେeco, ଦିଆହୁଏ ମନୋରଞ୍ଜନ ପାଇଁ ll କିନ୍ତୁ ଆପଣ ଜ୍ଞାନ ବିତରଣ କରୁଛନ୍ତି, ଯେପରି ବଡ ବଡ ପାଠପଢା କୋଠରୀ ରେ mike ଲଗାଇ ପଢା ଯାଏ eco less କରି l ଦୟାକରି eco less ପ୍ରବଚନ କରନ୍ତୁ, like Shree Krisknna and Uddhaba
@onlyparayana
@onlyparayana 9 ай бұрын
Hn
@pradeepjani476
@pradeepjani476 10 ай бұрын
ଆପଣଙ୍କ ଭାବନା ଆଉ ମୋର ଭାବନା ଗୋଟିଏ ହେଲା... ଧନ୍ୟବାଦ ମହାନ ପୁରୁଷ 🙏🙏🙏👍👍👍🌹🌹🌹💕💕💕... ଆପଣଙ୍କ ପ୍ରତ୍ୟେକ ଭିଡ଼ିଓ ମୋତେ ଭଲ ଲାଗେ
@SushilkumarGuru-o5s
@SushilkumarGuru-o5s Күн бұрын
ଉଦ୍ଜୋଗେ କର୍ମକର୍ତା , ତାପରେ ଭାଗ୍ଯ ବିଧାତା
@manasmanahira4695
@manasmanahira4695 9 ай бұрын
Your great sir I am proud of view
@jambeswarsethy2577
@jambeswarsethy2577 29 күн бұрын
ଯେଉଁ କାର୍ଯ୍ଯ ମଣିଷ କରିବାକୁ କେବେ ସାହାସ କରିପାରେ ନାହିଁ ; କିନ୍ତୁ ଚେଷ୍ଟା କରିବା ମଧ୍ୟରେ ତାହା ହୋଇଥାଏ ତାହାକୁ କର୍ତ୍ତା ଭାଗ୍ୟ ବଳେ ତାହା କରିଛି ବୋଲି ଭାବେ । ସେହିପରି ପାରିବା ମଣିଷ ନିଜର କର୍ତ୍ତବ୍ଯ ସଂପାଦନ ଯୋଗୁଁ ଉଚ୍ଚ ସ୍ଥାନରେ ପହଞ୍ଚିବାକୁ ସାଧାରଣ ଜନତା ସେଇଟା ତା'ର କର୍ମଫଳ ବୋଲି କହିଥାନ୍ତି ।। ଜୟଶ୍ରୀକୃଷ୍ଣ ।।
@dharmarajbhoi5856
@dharmarajbhoi5856 10 ай бұрын
ଅତି ସୁନ୍ଦର ❤ ଜୟ ଶ୍ରୀ ରାମ ❤🙏
@mamatamishra7988
@mamatamishra7988 2 ай бұрын
ପ୍ରଣାମ୍ବ ବାବା ବହୁତ୍ ସୁନ୍ଦର ପ୍ରଶ୍ନ ଉତ୍ତର
@bibhubaibhav453
@bibhubaibhav453 9 ай бұрын
Special presentation 😂 Special acting 😢Special decorating 😮Special system 😊 but aim is one... only one 🎉.. Love to God Love to his creation Love all.
@KoshaleNews
@KoshaleNews 8 ай бұрын
Ek number ❤🎉 bakta, shrota aau prashna kartta😂
@ramdasbag4779
@ramdasbag4779 9 ай бұрын
❤ ଜ୍ଞାନ ଦିଅ କିନ୍ତୁ ଟଙ୍କା ବେଶୀ ଲୁଟ ନାହିଁ
@sanjam69
@sanjam69 10 ай бұрын
ସବୁ ନାରୀ ମାନେ କୁହନ୍ତି ଆମେ ସତୀ, ସତୀର ସଂକେତ କଣ
@bluerosecreations
@bluerosecreations 9 ай бұрын
ଯେଉଁ ନାରୀ ୧୦୦ ପୁରୁଷ ସହିତ ସାରିରୀକ ସମ୍ପର୍କ ରଖେ ସିଏ ସତୀ ନାରୀ ହୋଇ ଯାଏ।
@madhabag8605
@madhabag8605 9 ай бұрын
Nai ho guru bihahela tukel fer fer biha hauchan jamana badli gala na
@satya7392
@satya7392 9 ай бұрын
ଶାରୀରିକ ଆଧ୍ୟାତ୍ମିକ ଏବଂ ମାନସିକ ସ୍ତରରେ ଯେଉଁ ନାରୀ ସଦାଚାର ପାଳନ କରେ ତାକୁ ସତୀ ନାରୀ କୁହାଯାଏ.
@jagannathmalik2111
@jagannathmalik2111 8 ай бұрын
😂😂
@jagannathmalik2111
@jagannathmalik2111 8 ай бұрын
Prachar kara
@lalitmahabhoi4291
@lalitmahabhoi4291 8 ай бұрын
ସୁନ୍ଦର ଅତି ସୁନ୍ଦର ଉପସ୍ଥାପନା ବାବା
@srikantabarik8545
@srikantabarik8545 9 ай бұрын
ବୁହେନ ହେ ସବୁ ଅନ୍ଧବିଶ୍ୱାସ ଆଜି ତମେ ପାଠ ଟିକେ ପଢିଛ ବଲି ସମ୍ କର ଆଗେ ମୁଡ ଟେକି କରି ଦୁଇ ପଦ କଥ କହିପାରୁଛ ଶିକ୍ଷା ର ଅଭାବ ବହୁତ ଟେ ଅଛେ ହେ ମା ମନକୁ ତମେ ସାବିତ୍ରୀ ବାଇ ଏବଂ ଜୋତିବା ଫୁଲେ ବାବଦେ ଟିକେ ପଢବ please🙏🙏🙏🙏
@BWR360
@BWR360 9 ай бұрын
ଭଗବାନ ଙ୍କ ନାଁ ରେ ଇଟା business କରୁଛନ ଦାଦା
@ranjupattanayak4797
@ranjupattanayak4797 9 ай бұрын
Right
@durbalmajhi5031
@durbalmajhi5031 7 ай бұрын
ବହୁତ ସୁନ୍ଦର ❤❤❤
@jugalakishoremallik4107
@jugalakishoremallik4107 2 ай бұрын
ଅତିସୁନ୍ଦର ଜୟ ଜଗନ୍ନାଥ
@baikunthamajhi3416
@baikunthamajhi3416 9 ай бұрын
ବହୁତ ସୁନ୍ଦର ଉତ୍ତର ସାଧୁ ମହୋଦୟ
@DayanandaBhaina
@DayanandaBhaina 7 ай бұрын
Ekdum sath katha guruji ❤❤❤
@prasantapradhan7266
@prasantapradhan7266 9 ай бұрын
Good question dear sister
@snehatailoringshop9831
@snehatailoringshop9831 8 ай бұрын
#ସଠିକ୍ ଉତ୍ତର ପଇତା ଧାରଣ କରିବା ବିଭାହ ହୋଇଲେ ପୁରୁଷ ❤🎉
@linadash4020
@linadash4020 9 ай бұрын
Jay shree Ram bahut bhal question pachharucha bhauni 👌👍
@Gopal_Dj_Official
@Gopal_Dj_Official Ай бұрын
Didi Ra Question Bahut Lagla You Are Right Didi
@KhetramaniGahir-xt5py
@KhetramaniGahir-xt5py 7 ай бұрын
Jay radhe radhe radhe guru ajit
@RanjitaKisan-n4f
@RanjitaKisan-n4f 9 ай бұрын
Hn bhai mu bi ai question ra answer janiba ku chahuchi karana mu bi ai didi nka pari mo manare madhya ai question asithila thanks 😊 didi
@KartikGopal-y2n
@KartikGopal-y2n Ай бұрын
ତମେ,ଉତରଧେଇଥିଵାରୁ, ଧନ୍ୟବାଦ 🎉🎉😂😢
@balaramsahu7773
@balaramsahu7773 10 ай бұрын
ଅତି ସୁନ୍ଦର ଉତ୍ତର , ମୋ ମତରେ ଭଉଣୀଙ୍କ ପ୍ରଶ୍ନର ଯଥୋଚିତ ଉତ୍ତର ଦେଇଛନ୍ତି ଆପଣ
@g.r.kofficial1792
@g.r.kofficial1792 8 ай бұрын
Bhahuta bhalo prasana bhalo utara
@pinturout6880
@pinturout6880 10 ай бұрын
Bahut sundar🙏🙏🙏🙏🙏
@nangamarndi1170
@nangamarndi1170 2 ай бұрын
ସାଧୁ ବାବା ବାଗେଶ୍ୱର ବାବା ଭଳି ଡାଇଲଗ ମାର ଛନ ଭଲ ଲାଗଲା
@GobindaJal-ky2md
@GobindaJal-ky2md 2 ай бұрын
Jay radhe Krishna 💞💞👏👏
@dinabandhusuna7349
@dinabandhusuna7349 9 ай бұрын
Fantastic😁, beautiful girl 💙
@Parda1M
@Parda1M 9 ай бұрын
ବହୁତ୍ ଭଲ ଲାଗିଲା
@SushilkumarGuru-o5s
@SushilkumarGuru-o5s Күн бұрын
କର୍ମ ଫଳେ ଭାଗ୍ଯର ଉଦୟ ପୂର୍ବତପସ୍ଯା କର୍ମ କଲେ ଶୁଣ ସୁଜନ ଭାଗ୍ଯ ମିଲେ
@benudharpadhan2771
@benudharpadhan2771 7 ай бұрын
Bahutu bhala radhe radhe
@DebisingSahu-k1p
@DebisingSahu-k1p 8 ай бұрын
Bahut Sundar Parasnath thank u
@RJVlogers-gu3gt
@RJVlogers-gu3gt 8 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@GourangSahu-ds6qv
@GourangSahu-ds6qv 9 ай бұрын
Bahut sundar pranam mahodaya
@LaxmidharSahoo-fc2sw
@LaxmidharSahoo-fc2sw 9 ай бұрын
ବହୁତ ଭଲ ପ୍ରୋଗ୍ରାମ. But mic sound ra dille au tike kamaile kathata kliar bujhiheba
@onlyparayana
@onlyparayana 9 ай бұрын
Hn next time thik karma
@aniljena8841
@aniljena8841 2 ай бұрын
Guruji brahmana pilamane ta bahanahei paitapakauchani bratapare semaneta bahahoinahanti bahahele boli kemiti janiba
@gopalunibagarty8345
@gopalunibagarty8345 9 ай бұрын
Good answer sir 🙏
@sudampadhan1541
@sudampadhan1541 10 ай бұрын
Bahut bhal laguchi apanakara prabachan
@onlyparayana
@onlyparayana 10 ай бұрын
ଧନ୍ୟବାଦ୍
@prabasinipadhan5746
@prabasinipadhan5746 8 ай бұрын
Jaya radhe
@pplsyoutube
@pplsyoutube 9 ай бұрын
ମହାଶୟ ଭଗବାନ୍ ଯଦି ଶବକୁ ସମାନ ହିସାବରେ ଦେଖାନ ଏ ଜାତି ପ୍ରଥା କାନ କରି
@Chakrajani-l7n
@Chakrajani-l7n 7 ай бұрын
Bahut bhal redhe radhe
@Narsinggond-u8s
@Narsinggond-u8s 10 ай бұрын
Super 🙏🙏🙏🙏🙏🙏 bahuta sundaer
@bhaedebasunani8394
@bhaedebasunani8394 9 ай бұрын
🙏🏻ବହୁତୁ ଭଲଲାଗଲା
@bidesitandia
@bidesitandia 8 ай бұрын
Radhe Radhe Jay shriram
@goutampradhan5401
@goutampradhan5401 9 ай бұрын
ପୁରୁଷ ବିବାହିତ କି ନୁହଁ, କିପରି ଜାଣିବା ଉତ୍ତର ଯଥାର୍ଥ ମିଳିଲା ନାହି
@satyanarayansahu2093
@satyanarayansahu2093 8 ай бұрын
Purusa ra Katha bhal nai lagla
@SanjaykumarBidika-e5o
@SanjaykumarBidika-e5o 3 ай бұрын
କର୍ମ ଆଉ ଭାଗ୍ୟ ଏହା କେବେବି ପାର୍ଥକ୍ୟ ପ୍ରଶ୍ନ ନାହିଁ, କାରଣ କର୍ମ କରିବାଟା ଆମର ଧର୍ମ ସେଥିରେ ଯାହା ମିଳିବ ତାହାହିଁ ଭାଗ୍ୟ, କିନ୍ତୁ ଭାଗ୍ୟ ବୋଲି କିଛି ନାହିଁ, ଭଉଣୀ ପଚାରିବା ଭୁଲ ନୁହେଁ କିନ୍ତୁ ପାର୍ଥକ୍ୟ ଅନ୍ତର କରିକି ପଚାରିବା ଅନୁଚିତ
@tapaswinijagadev8875
@tapaswinijagadev8875 10 ай бұрын
ବହୁତ ସୁନ୍ଦର 👌👌
@JugalSingh-e6g
@JugalSingh-e6g 8 ай бұрын
ଶ୍ରୀରାମ ଲକ୍ଷ୍ମଣ, ଓ ସୀତା କି କର୍ମଦୋଷ ଥିଲା ଯେ ୧୪ ବର୍ଷ ବନବାସ କଷ୍ଟ ପାଇଲେ ବାବା '
@tushardurgamahanand5764
@tushardurgamahanand5764 9 ай бұрын
12 ବର୍ଷ ଟୁକେଲ କେ ରେପ୍ କରା hauchhe kae ଦୋଷ kalaje
@Padmanharijan-w3s
@Padmanharijan-w3s 8 ай бұрын
Jay Radha krisnna
@krushnachandrajhodia5901
@krushnachandrajhodia5901 2 ай бұрын
ପୁରୁଷ ବିବାହିତ କି ନୁହଁ ଉତ୍ତର ଦେଇ ପାରିଲେ ନାହିଁ ଆପଣଙ୍କୁ କିଛି ଜଣା ନାହିଁ ବାବା ଲୋକଙ୍କୁ ଖାଲି ମାୟାରେ ବାୟା କରୁଛ ଲୋକଙ୍କ ଠାରୁ ଠକି ନେଇଛନ୍ତି
@narenkisan2200
@narenkisan2200 Ай бұрын
Bhandardara baba aae
@luhabirdanta4957
@luhabirdanta4957 9 ай бұрын
Very good question sister
@narayanabag851
@narayanabag851 14 күн бұрын
ଭଉଣୀ ଵିଭାହିତା ପୁରୁଷ ର ସଂକେତ ଉପରେ ଯଉ ପ୍ରଶ୍ନ ପାରାୟଣ ଗାୟକ ବ୍ୟସଙ୍କୁ ପଚାରି ଥିଲେ ତାର ସଠିକ ଉତ୍ତର ନୁହେଁ
@dineshbagarty8456
@dineshbagarty8456 10 ай бұрын
Bahut badhia prasna
@jogendran925
@jogendran925 3 ай бұрын
ବହୁତ ସୁନ୍ଦର
@PunamYadav7271
@PunamYadav7271 5 ай бұрын
ଯଣେ ନାରି ବିବାହ ହେଲାପରେ ସଙ୍ଖା ସିନ୍ଦୁର ଜେନ୍ତା ଚିହ୍ନ ଥିସୀ ସେନ୍ତା ପୂଅ ମାନଙ୍କର ବି ଅଛି। ହେଲେ ଆଜି କାଲିର୍ ପୂଅମାନେ ଛୋଟ ବେଲରୁ ଶରୀରକେ ରଙ୍ଗମଞ୍ଚ ରେ ସଜେଇ ହେଲେଣି
@maheshkumarbag5484
@maheshkumarbag5484 8 ай бұрын
Jay shree krishna 🙏🙏🙏🙏🙏🙏🙏
@BrendaNaik-tm6rx
@BrendaNaik-tm6rx 9 ай бұрын
Think you sir jai radhe radhe
@sagarikasubudhi1632
@sagarikasubudhi1632 9 ай бұрын
Right 👍🏼 Jay shree Ram 🙏🙏
@VenkatRaman-yy8by
@VenkatRaman-yy8by 9 ай бұрын
ଜୟ ଶ୍ରୀରାମ 🙏
@Papakipari-a
@Papakipari-a 7 ай бұрын
ରାଧେ ରାଧେ, ଯଦି କର୍ମ ର ଫଳ ଅନୁସାରେ ଫଳ ମିଳେ, ତେବେ ଗୋଟିଏ ଶିଶୁ ଜନ୍ମ ରୁ ବିକଳାଙ୍ଗ ହୋଇଥାଏ ସେ କଉ କର୍ମ ର ଫଳ ଭୋଗ କରିଥାଏ ?
@LembuBhoi
@LembuBhoi 7 ай бұрын
Jay radhe Krishna
@BighneswarBehera
@BighneswarBehera 9 ай бұрын
ଜୟଜଗନ୍ନାଥ ବାବା
@golapchandmishra710
@golapchandmishra710 3 ай бұрын
Manisha Prarabdha karma eijanmare bhoga karanti ki?
@khusiofficialyoutubechanne4931
@khusiofficialyoutubechanne4931 Ай бұрын
ସଠିକ୍ ଉତ୍ତର
@raghunathpradhan9370
@raghunathpradhan9370 9 ай бұрын
Koutie baba ❤ achanti
@biratpadhan9135
@biratpadhan9135 10 ай бұрын
ରାଧେ କୃଷ୍ଣ ସୀତା ରାମ
@debaranjannayak4305
@debaranjannayak4305 9 ай бұрын
Very good sister
@tularammajhi6317
@tularammajhi6317 8 ай бұрын
କର୍ମ ନେଇ ଫଳ ଠିକ୍ ନୁହେଁ ମୋ ଅନୁଭବରୁ ମୁଁ କମେଣ୍ଟ କରିଛି । କାରଣ ମୁଁ ଗୋଟିଏ କାର୍ଯ୍ୟାଳୟରେ କାମ କରୁଥିଲି ଦୀର୍ଘ ୨ବର୍ଷ କାଳ କିନ୍ତୁ ମୋର ପାରିଶ୍ରମିକ ଅର୍ଥ କିଛି ମିଳିନା ନାହିଁ। ଏହା ମୋର ଭାଗ୍ୟ ନା କର୍ମର ଫଳ ଦୟାକରି ଉତ୍ତର ରଖନ୍ତୁ
@kahnanayak480
@kahnanayak480 7 ай бұрын
jen karmata kala karucha ki chadidela jadi karucha paiba aujadi naimilebali chadi dela seta heuche tumar vagya
@RanjitSahu-rg4dw
@RanjitSahu-rg4dw 8 ай бұрын
Bahut sundar ansar sar
@DullabiNaik-q4q
@DullabiNaik-q4q 8 ай бұрын
ଭଲ ପ୍ରଶ୍ନ
@nabindash9897
@nabindash9897 4 ай бұрын
ଶୁନ୍ଦର ଉତର
@sudammeher5006
@sudammeher5006 Ай бұрын
ରାଧେ ରାଧେ ସାର ଇକୋ ଟିକେ କମ୍କରୁନ
@manaspal5188
@manaspal5188 8 ай бұрын
Apana nkara utara thikilagilananhi moharaj🙏🙏🙏
@PurandraBehera-w1u
@PurandraBehera-w1u 9 ай бұрын
Sister question is welcome thanks
@chinmayajoshi5205
@chinmayajoshi5205 9 ай бұрын
Karma Phala bahut kichhi paribartan karuthaipare kintu Bhagyaphala madhya nischit bhabre paribartan aanithae ethire tile matra sandeh nahi.... Dhanyabad
@payal730
@payal730 Ай бұрын
ବକ୍ତା ଭାଇ, ନାରୀର ବିବାହିତା ସଙ୍କେତ ଯେପରି ଅଛି, ପୁରୁଷ ର ମଧ୍ୟ ସେପରି ବିବାହିତା ସଙ୍କେତ ଅଛି, ଆପଣ ତ ଜାଣି ନାହାନ୍ତି, ମୁଁ ଜାଣି ନାହିଁ ବୋଲି କହିବା କଥା, କିନ୍ତୁ ଚିହ୍ନ ନାହିଁ ବୋଲି କାଟି ଦେଉଛନ୍ତି କାହିଁକି,
@MASSATYATATHYAAYURVEDIC100
@MASSATYATATHYAAYURVEDIC100 9 ай бұрын
ମହିମା ଅଲେଖ ଶରଣ ପ୍ରଣାମ ମହାରାଜ ଆପଣଙ୍କ ଚରଣରେ ଏ ଅଜ୍ଞାନୀ ବାଳକର ବାକ୍ୟକୁ ଗ୍ରହଣ କରନ୍ତୁ ଆଜ୍ଞା ଆଜିକାଲି ରଖି ପରୁ ନାହାନ୍ତି ଆଙ୍ଗୁଠିରେ ଦେଇଥିବା ପୁଷ୍ପବଟି
@rajeshwarsahu8880
@rajeshwarsahu8880 9 ай бұрын
Gurujii aapan kahu chanti ki Bhagya boli kichi nhi Durghatna au Chamtkar kn karma ru hua ki.....😢😢😢Jadi manisha Soethiba au Sena biasakta Sanke hau aaba au bi bisakta cheez Jadi kati dela seta kn karma ku dhara jiba ki gurujii 🙏 Bina karan re Jiban jau chi seta karma ku dhara jiba na Bhagya ku.... guruji 🙏
@suryakantabehera-q9b
@suryakantabehera-q9b 3 ай бұрын
କୁମାରି ଛାତି ଶ୍ରୀମତୀ
@RatikantaBehera-cm7kt
@RatikantaBehera-cm7kt 8 ай бұрын
Jaya Sri ram ram jayamaa samlei sitaram
@AgastiSika
@AgastiSika 7 ай бұрын
Dhany bhouni tumar sahas
@maheswarmallik5159
@maheswarmallik5159 8 ай бұрын
Maick ra eco tike Kam hele bhala laganta.
@Sukru143
@Sukru143 9 ай бұрын
Bahut badhiya kahu6n
1% vs 100% #beatbox #tiktok
01:10
BeatboxJCOP
Рет қаралды 43 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН