Пікірлер
@ParabirPanda-to3rh
@ParabirPanda-to3rh 10 минут бұрын
NP and his ex-ministers have forgotten their past deeds.Donot fool us.
@swarupmohapatra5481
@swarupmohapatra5481 12 минут бұрын
BJD 25 year's kon upadhi deithila... No 1 chora BJD
@sarojmohanty1617
@sarojmohanty1617 13 минут бұрын
Pramila Mallik bahut Dali Priya. ALU chadantu Dali khantu.
@samarmohapatra-jr3ne
@samarmohapatra-jr3ne 20 сағат бұрын
୨୪ ବର୍ଷ କାହାରି ଆଶା ବାଡ଼ି ସାହାଯ୍ୟରେ ଶାସନରେ ରହୁଥିବା ମୁଖ୍ୟମନ୍ତ୍ରୀ, କେଵେ ଓଡିଶା ତଥା ଓଡ଼ିଆ ଙ୍କ ଅସ୍ମିତା କଣ ଜାଣିବାକୁ ଇଛା କଲେନାହିଁ, ଦୁଃଖ ରହିଗଲା
@netajidash9367
@netajidash9367 6 сағат бұрын
ଆଉ ଇଚ୍ଛା କରିବା ବେଳ ଡେଇଁ ଗଲାଣି He is a spent bullet. Some agree some disagree on the matter in the party. But the fact remains so. ବୟସକୁ କିଏ ରୋକି ପାରିବ ନା? ଶରୀର ବୃଦ୍ଧିରୁ ଏବେ ସେ ବୃଦ୍ଧ। ବୁଢା ମାନଙ୍କ ମତି ଭ୍ରମ ହୋଇଥାଏ। ସ୍ଥଳ ବିଶେଷରେ ଆମେ "ପାଗଳ" ଶବ୍ଦ ସେଇ ପରିପ୍ରେକ୍ଷୀରେ ବ୍ୟବହାର କରିଥାଉ। ଏତକ ବୁଝିବା ପାଇଁ କୋୖଣସି ଦଳର ଆବଶ୍ୟକତା ନାହିଁ। Universally true. ତେଣୁ ବିଜେପି ବୁଝି କାମ କଲାବେଳକୁ ବିଜଦବାଲା ବୁଝି ପାରୁ ନାହାଁନ୍ତି ବୋଧହୁଏ। ଯିଏ ଭବିଷ୍ୟତ କଥା ଭାବୁଚି ସେ ଠିକ୍ ବୁଝି ବିଚାରି କାମ କରିବ। ତେବେ ପାଣ୍ଡୁ ଜାଣିଚି ଦଳର ନେତାଙ୍କ ମନର ଏଇ କଥା। ସେଇ ଚାବିଟା ହାସଲ ଉପରେ ଧରମ୍ ପିତାଙ୍କ ଆଖି ଥାଇପାରେ। ସିନ୍ଧୁକ ଚାବି ମ। ସେଥିପାଇଁ ତାକୁ ଏତେ ଲମ୍ବା ଦ‌ଉଡ଼ି ମିଳିଚି ବୋଧେ। ହେଲେ ପାଣ୍ଡୁର ସବୁ ଚେଲା ଚାମୁଣ୍ଡା ସର୍ତ୍ତ ପାସ୍ ନହେଇ ଗୋଟାଏ ଅନିଶ୍ଚିତ ବାତାବରଣ ଆଡକୁ ଗତିକରି ପାରେ। କିଛି ସମୟ ପାଇଁ।
@piyushrajkumar15
@piyushrajkumar15 21 сағат бұрын
3G relation
@manojkumarsaint7803
@manojkumarsaint7803 21 сағат бұрын
Jay Maa Durgatinasini ❤
@BiduutaravaSahoo
@BiduutaravaSahoo 21 сағат бұрын
Boycutt Pandiyan and Nabine pattanaik
@gajendranathjena356
@gajendranathjena356 21 сағат бұрын
ଓଡିଶାକୁ ବିଶ୍ଵସ୍ତରରେ ଗୌରବ୍ୟା ନିତ୍ୟ ବ୍ୟବହାର୍ଯ୍ୟ କରିବା ପାଇଁ D G ସମ୍ମିଳନି ଓ ତିନିଦିନ ଧରି ଗୃହମନ୍ତ୍ରୀ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନ ଓଡ଼ିଶାର ରହି ଦେଶ ହିତରେ ବୈଠକ ଡାକିଥିଲେ ଏହା ଓଡିଶାର ଗୌରବାନିତ କରିଛନ୍ତି🎉ଅନ୍ୟ ରାଜ୍ୟରେ କରିପାରିଥାଆନ୍ତେ କିନ୍ତୁ ଓଡ଼ିଶାକୁ ପ୍ରଥମେ ଗୁରୁତ୍ୱ ନେଇଛନ୍ତି ସମସ୍ତେ ସ୍ୱାଗତ କରୁଛନ୍ତି ଓଡ଼ିଶା ବାସୀ😮
@chhabindramansingh73
@chhabindramansingh73 22 сағат бұрын
ଆଶା ବାଡ଼ି କୁ ଛାଡି ନବିନା କେମିତି ଶୀତରେ ବୁଲିବ, ମନ୍ତ୍ର ଆପନ ମାନେ ଖୁଚିତ, ଆଳୁ ଚିଠିଲେଖାସରିଲେ ବୁଲିବ
@Skstarvlog3735
@Skstarvlog3735 22 сағат бұрын
Bjd au nai
@pramodpanda8976
@pramodpanda8976 22 сағат бұрын
Jayanarayanku bjp ra Mukhya neta khyamata debaku bhayabhita Karan jayanarayan odishara no 1 Nata hoijibe
@gajendranathjena356
@gajendranathjena356 22 сағат бұрын
ଡାଲି ଚୁରୁଣୀ କଥକୁ ଓଡିଶାବାସୀ ଘୃଣା କରିଛନ୍ତି? ତାଙ୍କର ମୁଁହଁଚାହିବାକୁ ଚାହାଁନ୍ତିନି? ବବୀ ଦାସ ଗୁଣ୍ଡାମାନେ ମାଡ ମାରିବା ପ୍ରମିଳା ମଲ୍ଲିକକୁ ମାଡହୋଇଥିଲେ ପ୍ରମିଳା ପିଠି ଦେଖେଇ ଦେଇ ଥାଆନ୍ତେ😂ଲଜ୍ୟା ନାହିଁ ଡାଲି ଚୁରୁଣୀ ଅଲଜ୍ୟା ପ୍ରମିଳା😂😮❤🎉😮🎉❤
@ajeetkumarmohanty7880
@ajeetkumarmohanty7880 22 сағат бұрын
Nabina ra pandian sabu dhila karideaichhi jila buliba
@PardipkumarNayak
@PardipkumarNayak 22 сағат бұрын
Sata Katha sir
@prabirpatra5786
@prabirpatra5786 22 сағат бұрын
Zvstrf
@prabirpatra5786
@prabirpatra5786 22 сағат бұрын
cafeteria hai aur ehehans
@bidyadharbargejoykrishna4902
@bidyadharbargejoykrishna4902 22 сағат бұрын
ବହୁତ ଭଲ
@purnasingh7201
@purnasingh7201 22 сағат бұрын
Bjd without pandian no life
@prafulasingh2267
@prafulasingh2267 23 сағат бұрын
ଯଦି ଆପଣଙ୍କ କଥା ସତହୋଇଥାଏ , ବିଜେପି ର କୌଣସି ନେତାଙ୍କ ସହିତ ପାଣ୍ଡିଆନ ସାମିଲ ଥାଆନ୍ତି ତେବେ କଥା ସରିଲା , ବିଜେଡ଼ି ଭାଙ୍ଗିଯିବ ସତ କିନ୍ତୁ ରଖିଥିବା ଉଦ୍ଦେଶ୍ୟ ପୁରଣ ହେବନାହିଁ । ବହୁ ସମୟ ମୋହନଙ୍କ ସରକାର ରହିବ । ଯଦି କେହି ଚକ୍ରାନ୍ତ କରନ୍ତି , ତେବେ ହୁଏତ ଆଉଜଣେ ଏମ୍ ଏଲ ଏ ଙ୍କ ଭିତରୁ କେହିଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମାତ୍ର କୌଣସି ଏମ୍ପି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଲାଗୁନାହିଁ । ପାର୍ଟିର ସମ୍ମାନ ଦୃଷ୍ଟିରୁ ସାଧାରଣରେ ମୋହନ ସରକାରଙ୍କ ଉପରେ କୌଣସି ଟିପ୍ପଣୀ ଦେବା ଅନୁଚିତ ।
@ParabirPanda-to3rh
@ParabirPanda-to3rh 23 сағат бұрын
Popularity does not mean that the lay persons are rich enough.
@shashankaacharya1479
@shashankaacharya1479 23 сағат бұрын
Actually Naveen Patnaik is waiting to modify public opinion in favour of Pandian, so that Pandian would tour the districts on behalf of Naveen Patnaik.
@amiyajena6222
@amiyajena6222 23 сағат бұрын
Nabin babu kebe tankar kaunsi katha rakhi nahanti,
@shivaprasadjena8656
@shivaprasadjena8656 23 сағат бұрын
Nabeen bulantu Jana sadharanku kaiphata debe daliya panthi 56789 korada tanka daliya panthi hela kemiti odishabasi nka kamare lagibana nabeen helicopter rebulibe ayish karibe nabeen kaiphata debe khani mines water jungle electri kusuma lut Kariba durnitira sikar hoeichanti Babi pandia Dani pranaba anyanya mantri l lutera nka sahita Dali chorani nka birudhe kibhali karjyunusthan neiparuchanti bjp mohana sarakara kana karibe ap pari chahin basichhanti dekhajau kana karibe Naveen mohan kiea drudha karjyunusthan neiparuchanti
@JanmaMeher-vj8uj
@JanmaMeher-vj8uj 23 сағат бұрын
ତୋ, ମା, ବି ନା, ମୁ ଅ ଧୁ ତା
@ChattruMahapatra
@ChattruMahapatra 23 сағат бұрын
Vk pandian sikhita
@KurumaniBarik
@KurumaniBarik Күн бұрын
ଏହାର ପ୍ରଥମ ଦେଇ ହେଉଛନ୍ତି ଧମେନ୍ଦ୍ର ପ୍ରଧାନ
@netajidash9367
@netajidash9367 Күн бұрын
ଧରମ ପିତାଙ୍କ ପଛରେ କୋଇଲା ମାଫିଆ ଟ୍ୟାଗ୍ (tag) ଟା ଓଡ଼ିଶା ପାଇଁ ବିପଦ ଆଣିବ। ଅବଶ୍ୟ ହରିୟାନା ବାଟେ ସେ ନିଜ ଫାଇଦାରେ ରହିବେ କିନ୍ତୁ ରାଜ୍ୟ ପାଇ ଲୋକସାନି ହବ।
@BASUDEVCSC-qv3xc
@BASUDEVCSC-qv3xc Күн бұрын
DHARMENDRA PRADHAN SIR NKA THARU BJP KU MUKTA KARAJAU
@golockchandrasahoo8357
@golockchandrasahoo8357 Күн бұрын
Jaynarayan Mishra should be given a Minister portfolioin next reshuffle....He is capable to handle/shoulder any responsibility..
@deenabandhusahoo7291
@deenabandhusahoo7291 Күн бұрын
Nabin Patnaik government could not increase the production of potatoes in Odisha.
@BASUDEVCSC-qv3xc
@BASUDEVCSC-qv3xc Күн бұрын
Modi sir sighra ye bisayare decission niantu, dharmendra pradhan sir sabu nast karidebe. Aparajita Madam, Pradeep Panigrahi sir chup rahiba, kichhi thik nahin boli praman karuchhi.
@birakishoresahoo3080
@birakishoresahoo3080 Күн бұрын
BJP turanta Sj Jaynarayan Mishra nku sanman deu.Karan se hin BJD ra mundabindha karanti.
@biswanathsitha5142
@biswanathsitha5142 Күн бұрын
ଆରେ ବିଜେଡି ମାଗଣାଖିଆ ଦଳ ଏବେ ଜିଲ୍ଲା ପାଳ ଚୁକଣା ଦେଲେ ଯେ ଭଲ ଲାଗିଲା ତ ??ନବିନ ଜାଣିଶୁଣି ଓଡିଶା କୁ ନଷ୍ଟ ଭ୍ରଷ୍ଟ କରି ଖୋଳକରି ଖାଇଛି ଆଉ ଖୁଆଇଛି ।।ଏମିତି କଣ ଶାସନ କରାଯାଏ କି ? ଗାଦୀରେ ବସିବା ଯୋଗ୍ୟତା ନବିନ ମଦୁଆର ନାହିଁ ।
@munakumar5538
@munakumar5538 Күн бұрын
ଧର୍ମେନ୍ଦ୍ର ପ୍ରଧାନ କଣ ଧର୍ମ ପିତା ଓଡ଼ିଶା ବିଜେପି ଦଳର? କିନ୍ତୁ ଏଟା ତ ପରମ କୁତୁରୁପିଆ, ଭୟରେ କୋଡିଏ ବର୍ଷ ହେଲା ଓଡ଼ିଶାରେ ନିର୍ବାଚନ ଲଢୁନଥିଲାl ଜଣେ ଲଢୁଆ ଲୋକ ହିଁ ଦଳକୁ ଠିକ ନେତୃତ୍ୱ ଦେବ l ଧର୍ମେନ୍ଦ୍ର ଭଳି କ୍ଷମତା ଦଲାଲ ନୁହେଁ
@NabkishorBarik
@NabkishorBarik Күн бұрын
Jayanarayana Mishra is a strong leader of BJP (was countering to BJD) no other leaders of BJP was attacking
@pinkipanda3143
@pinkipanda3143 Күн бұрын
Dharmendra Pradhan bhubaneswar ru lokasabha Re contest Kariba katha popularity kete odisha ra loke janithante.sambalpur ta BJP ra guarantee seat thila
@shravan4ubpy
@shravan4ubpy Күн бұрын
Dharma pita heuchi Dharmendra Pradhan
@pratapchandrasamal2396
@pratapchandrasamal2396 Күн бұрын
ଗୁଜୁରାଟ ମଦେଲରେ କେଉଁ କେଉଁ କ୍ଷେତ୍ରରେ ଗୁଜୁରାଟ ଏକ ନମ୍ବର ହୋଇଛି , କହି ପାରିବେ କି। ଯଦି ଗୁଜୁରାଟ ଏତେ ବିକଶିତ ବା ଉନ୍ନତ, ତାହେଲେ ସେଠି ଲୋକଙ୍କୁ କାହିଁକି ମାଗଣା ଚାଉଳ ଦିଆ ଯାଉଛି।
@chakradharsahoo3684
@chakradharsahoo3684 Күн бұрын
You are right sir.
@niranjanpanda8574
@niranjanpanda8574 Күн бұрын
ମୋଦିଜୀ, ସାହାଜୀ,ମନମୋହନ ଓ ଧର୍ମେନ୍ଦ୍ର ବାବୁ ଓଡିଶାକୁ ଭୁଆଁ ବୁଲାଉଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ପାଣ୍ଡିଆନ ଦୁର୍ନୀତିର ତଦନ୍ତ ନକରି ଓଲଟା ସାଲିସ କରି, ତା ଅଫିସର ମାଧ୍ଯମରେ ଶାସନ ଚଳାଇବା ପରିତାପର ବିଷୟ। ସେପଟେ ଜୟନାରାୟଣ, ଅପରାଜିତା, ପ୍ରଦୀପ ପାଣିଗ୍ରାହୀ ଏବେ ଅଲୋଡା। ତେଣୁ ଏ ସରକାର ବେଶିଦିନ ନୁହଁ।
@gajendranathjena356
@gajendranathjena356 Күн бұрын
ଧମେନ୍ଦ୍ର ବିଜେପିର ବିଘ୍ନ ସୃଷ୍ଟି କରୁଥିବା ଲୋକମାନଙ୍କୁ ଅଛିର୍ଯ୍ୟ କରୁଛୁ😮ଧର୍ମେନ୍ଦ୍ର ଉପରେ ସନ୍ତୋଷ୍ଟ ନୁହଁନ୍ତି😮
@dolamanidalapati7517
@dolamanidalapati7517 Күн бұрын
Jay Narayan Mishra nku WODC ra Chairman kara jau
@sangramrout2923
@sangramrout2923 Күн бұрын
U dont have the Pulse of Common prople..Naveen Pattnaik is gaining popularity .This CM doesnt know who is Utkalmani..when is Independence day..Common people expect a lot from Current CM..as of now no such work is seen except critisizing EX CM and BJD...BJP minister need to show what they are capable of..Karma Returns...The way Central BJP leaders did to Didi in past..now she is doing to Orissa BJP. What asmita u are talking about...BJP has bring a Non odia Chief secretary from Centre ..Was no Odia IAS eligible for Chief secretary?
@bishnumishra8668
@bishnumishra8668 Күн бұрын
Very Apt Analysis 🙏
@bishnumishra8668
@bishnumishra8668 Күн бұрын
ଜୟ ଦାଦାଙ୍କ ବକ୍ତବ୍ୟ ମୋଦିଙ୍କ କାନକୁ ଯିବା ନିହାତି ଆବଶ୍ୟକ 🙌
@pramodamuduli9868
@pramodamuduli9868 Күн бұрын
Ambulatory correct
@bhimasendas6773
@bhimasendas6773 Күн бұрын
It is not clear. Who is dharam pita
@bishnumishra8668
@bishnumishra8668 Күн бұрын
Naveen and Mamata's foul play to create artificial shortage of potato in Odisha will be failed 🥔
@bishnumishra8668
@bishnumishra8668 Күн бұрын
ଗେଣ୍ଡାଙ୍କ ବିତଣ୍ଡା ଯୁକ୍ତି 🤡
@jayjagannath4375
@jayjagannath4375 Күн бұрын
ଧରମ ପିତା ମଲେ ହିଁ ଓଡ଼ିଶା ବିଜେପି ରେ ଭଲ ଦିନ ଆସିବ 😂😂😂😂😂