KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Жазылу
Village Cooking Traditional
Jay jagannath O!O friends 🙏
ନମସ୍କାର ଦର୍ଶକ ବନ୍ଧୁ। ମୁଁ ହିରଣ୍ମୟୀ ନାୟକ ଆପଣମାନଙ୍କୁ ମୋ ରୋଷେଇ ଚେନାଲ କୁ ସ୍ଵାଗତ କରୁଛି। ଏହି ଚେନାଲ୍ ରେ ମୁଁ ଓଡିଶାର ସହରାଞ୍ଚଳ ଠାରୁ ବହୁ ଦୂରରେ ଅବସ୍ଥିତ ନୀଘଞ୍ଚ ଜନଜୀବନ ସହିତ ଜଡ଼ିତ ଖାଦ୍ୟ ପାନୀୟ ପ୍ରସ୍ତୁତି ପ୍ରଣାଳୀ କୁ ଆପଣଙ୍କ ଆଗରେ ଉପସ୍ଥାପନ କରିବାର ଗୋଟେ ଛୋଟିଆ ପ୍ରୟାସ ଟିଏ। ଆମ୍ଭର ଆଞ୍ଚଳିକ ଓ ପୁରାତନ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ଲୁପ୍ତ ବିଲୁପ୍ତ ଖାଦ୍ୟ ପ୍ରସ୍ତୁତି କୁ ଆପଣଙ୍କ ଆଗରେ ଉପସ୍ଥାପନ କରିବାର ସତ ପ୍ରଚେଷ୍ଟା ସଦା ସର୍ବଦା ଜାରି ରହିବ। ବିରଳ ଓ ଭିନ୍ନ ପ୍ରଣାଳୀ ରେ ଖାଦ୍ୟ ପ୍ରସ୍ତୁତି କୁ ଆପଣଙ୍କ ଆଗରେ ସ୍ଥାପନା କରିବାପାଇଁ ପ୍ରଚେଷ୍ଟା ସର୍ବଦା ଜାରି ରହିବ। ଆପଣଙ୍କ ସହଯୋଗ ଆଗକୁ ବଢ଼ିବାରେ ଏକାନ୍ତ କାମ୍ୟ। ଗୁରୂଜନଙ୍କୁ ପ୍ରଣାମ ଓ ସାନ ମାନଙ୍କୁ ସ୍ନେହ ଭରା ବିରତି । ଇତି ଆପଣଙ୍କର ଲିଲି।
15:32
କଲରା ସଲ ରା || ନିଆରା ରୋଷେଇ || କେବଳ ଆପଣଙ୍କ ପାଇଁ ||😋 ଥରେ ଖାଇଲେ || ଆଉଥରେ ଖୋଜିବେ
3 ай бұрын
15:46
ବାଡି ସଉଳ|| ମହୁରାଳି ମାଛ||ବାଇଗଣ||କଞ୍ଚା ଆମ୍ବ|| ଭାତକୁ ପୁରା ପାଗ ପାଇଗଲା|| ଆମ ଗାଉଲିଆ ଙ୍କ ଫେମସ Recipe
3 ай бұрын
14:22
ଫଳୀ ମାଛ|| Fali Fish Recipe||ବହୁତ୍ ଦିନ ପରେ ମିଳିଲା||ନିଆରା ସ୍ୱାଦ||ଖାଇବା ଆଜି ଜମିବ
3 ай бұрын
11:57
ବୋତୋକ ମାଂସ|| Duck 🦆 Recipe 😋
4 ай бұрын
17:42
ପଣସ ଇଞ୍ଚଡ ତରକାରୀ || Jackfruit Recipe ||kathal Curry
4 ай бұрын
9:32
ଚିଙ୍ଗୁଡ଼ି ର ଗୋଟେ ଅତି ନିଆରା ଆଇଟମ||ଭାତ ସହିତ ହଉ ଅବା ପଖାଳ ସବୁଥିରେ ଦୌଡିବ||Prawn 🦐 Recipe
5 ай бұрын
12:01
ବେଲ ପଣା ଖାଇ ଗରମରୁ ମିଳିବ ତ୍ରାହି||ଗରମ ପାଇଁ ଆସିଗଲା ସଂଜୀବନୀ ବେଲ ପଣା||ଥରେ ଖାଇଲେ ହେଲା
5 ай бұрын
9:06
ଚିଙ୍ଗୁଡ଼ି ମୁଣ୍ଡ ବରା||ଏଥର ଏମିତି ବନେଇ ଖାଆନ୍ତୁ ଚିଙ୍ଗୁଡ଼ି ମୁଣ୍ଡକୁ||ନିଆରା ସ୍ୱାଦ||Prawn 🦐 head Recipe 😋
5 ай бұрын
12:08
ଗଜା ମୁଗ ବୁଟ ର ଏହି recipe ଦୁର୍ବଳ ଲୋକ ପାଇଁ ବରଦାନ ସଦୃଶ|| ସ୍ବାସ୍ଥ୍ୟ ହିଁ ସମ୍ପଦ|| gram &green gram sprouts
5 ай бұрын
12:45
ପାଚିଲା ଅମୃତ ଭଣ୍ଡା|| ଅମୃତ ଭଣ୍ଡା ଜୁସ||ଅମୃତ ଠାରୁ ବି ଅଧିକ ସ୍ଵାଦିଷ୍ଟ|| Papaya Juice 🥤
5 ай бұрын
15:05
ମାଂସ ତରକାରୀ|| ଏମିତି ରୋଷେଇ କରିଛି||ଥରେ ଖାଇଲେ ସବୁଦିନ ଖାଇବାକୁ ଇଚ୍ଛା ହବ|| Famous Chicken 🐔 Recipe
5 ай бұрын
11:24
ସମୁଦ୍ର କଙ୍କଡା||ଏମିତି ରୋଷେଇ କରି ଖାଆନ୍ତୁ||ଭାତ କେମିତି ସରିଯିବ କିଛି ଜାଣି ହେବନି||Sea Crab 🦀
5 ай бұрын
5:54
ଗେଣ୍ଡୁଳି ପିଠା||ଅରୁଆ ଚାଉଳ ଗେଣ୍ଡୁଳୀ ପିଠା||ପାରମ୍ପରିକ ପିଠା||Genduli pitha
5 ай бұрын
12:34
ଟୁଆଡ଼ି ମାଛ ର ଗୋଟେ ସୁନ୍ଦର ରେସିପୀ||ସ୍ଵାଦରେ ନ କମ୍ପର ମାଇଜି||Tuadi Fish Recipe
5 ай бұрын
14:49
ରୁପା ପାଟିଆ ଝାଲ||ପାଟିଆ ମାଛ||Rupa Patia Jhal
5 ай бұрын
7:44
ବନ୍ଧା କୋବି ର ଅତି ସହଜ ସୁନ୍ଦର ସୁଆଦିଆ ରେଶିପି||ଏମିତି ବନେଇ ଥରେ ଖାଆନ୍ତୁ
5 ай бұрын
1:40
ଆଜି ଆମେ ବୋଇଟିଆଳୁ ଫୁଲର ଗୋଟାଏ ସ୍ଵାଦିଷ୍ଟ ଆଇଟମ ବନେଇବା||pumpkin flowers fry
5 ай бұрын
4:16
ଦେଶୀ କରଣ୍ଡି ମାଛ||Desi karandi Fish||ଚୁନା ମାଛ
5 ай бұрын
12:11
ଚିକେନ ସକୁତି||Chicken Sakuti||Sakuti 🐔 Recipe
6 ай бұрын
11:42
ଦେଶୀ ଚିଙ୍ଗୁଡ଼ି ଗୋଡ଼||Desi Prawn Leg||Prawn Leg Gravy
6 ай бұрын
4:20
କଦଳୀ ଭଣ୍ଡା||Banana Flower||Kela Phul Sabji
6 ай бұрын
7:09
Mahurali Fish Recipe||ମହୁରାଲୀ ମାଛ
7 ай бұрын
9:44
Chuna Machha Patua||Desi Fish Recipe
7 ай бұрын
26:04
Poda Pitha||Traditional Pitha||ପୋଡ଼ା ପିଠା
7 ай бұрын
13:52
Semolina Manda Pitha||ସୁଜି ମଣ୍ଡା ପିଠା
8 ай бұрын
19:39
Chicken Chili||Murgi Chili||ଚିକେନ ଚିଲି
8 ай бұрын
13:04
Rohi Fish Supta||Machli Supta #ରୋହୀ ମାଛ ସୁପ୍ତ
8 ай бұрын
18:25
Pitha Recipe||ମା ହାତ ତିଆରି ମଣ୍ଡା ପିଠା||ଆମ ସଂସ୍କୃତି ଓ ପରମ୍ପରା ପିଠା
8 ай бұрын
18:41
ପୋଟଳ ମାଛ ପୋଇଥୁଡ ଚଡଚଡି||Potala Fish Spinach Flower Recipe||
9 ай бұрын
Пікірлер