ପୋଟଳ ମାଛ ପୋଇଥୁଡ ଚଡଚଡି||Potala Fish Spinach Flower Recipe||

  Рет қаралды 2,646

Village Cooking Traditional

Village Cooking Traditional

Күн бұрын

ପୋଟଳ ମାଛ ପୋଇଥୁଡ ଚଡଚଡି||Potala Fish Spinach Flower Recipe#viral #village #cooking #trending #video
your Queries
fish recipe
spinach flower fish recipe
delicious 😋 fish recipe
swadist fish cooking
how to make delicious fish recipe
kese banate Hain testy fish recipe
spinach flower & fish masala recipe
testy fish recipe
Potala Fish recipe
traditional fish recipe
Village traditional fish recipe
unique fish curry cooking
cooking fish recipe
recipe fish
village cooking traditional
INGREDIENTS
1=Potala Fish
2=potato
3=tomato 🍅
4=brinjal
5=spinach flower
6=onion 🧅
7=ginger
8=garlic 🧄
9=turmeric powder
10=chilli powder
11=garam masala
12=mustard seeds pest
13=salt
14=cooking oil
15=water
IN ODIA LANGUAGE
୧=ପୋଟଳ ମାଛ
୨=ଆଳୁ
୩=ବାଇଗଣ
୪=ବିଲାତି
୫=ପୋଇଥୁଡ
୬=ପିଆଜ
୭=ରସୁଣ
୮=ଅଦା
୯=ହଳଦୀ ଗୁଣ୍ଡ
୧୦=ଲଙ୍କା ଗୁଣ୍ଡ
୧୧=ଗରମ ମସଲା
୧୨=ଗୋଟା ସୋରିଷ ବଟା
୧୩=ରୋଷେଇ ତେଲ
୧୪=ଲୁଣ
୧୫=ପାଣି
PROCEDURE
ପ୍ରଥମେ ମାଛକୁ ଧୋଇ କରିନେବା। ତାପରେ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଦେବା
ତାପରେ କରେଇ ରେ ତେଲ ପାକାଇ ମାଛ ଗୁଡିକୁ ଭଲ ଭାବରେ ଭାଜି ଦେବା। ତାପରେ କରେଇ ରେ ତେଲ ଦେଇ
ସେଥିରେ ହଳଦୀ ଗୁଣ୍ଡ ପକାଇ ପିଆଜ, ରସୁଣ, ଅଦା ବଟା ପକେଇବା ଓ ମିକ୍ସ କରିବା। ତାପରେ ସେଥିରେ ବିଲାତି
ପକେଇ ସେଥିରେ ଲଙ୍କା ଗୁଣ୍ଡ ପକେଇ mix କରିବା ତାପରେ ସିଝା ଆଳୁ, ପୋଇ ଥୁଡ , ବାଇଗଣ ପକେଇ mix
କରିବା। ତାପରେ ସେଥିରେ ଲୁଣ ଓ ଗରମ ମସଲା ଦେବା
ତାପରେ ସେଥିରେ ଭଜା ମାଛ ପକାଇବା ଓ ସେଥିରେ ସୋରିଷ ବଟା ପାଣି ଦେଇ ଭଲ ଭାବରେ mix କରିବା।
ତାପରେ ତିନି ମିନିଟ୍ ଫୁଟାଇବା ପରେ ବାହାର କରି ଆଣି
ଥାଳି କୁ ବାହାର କରିଦେବା। ଏବେ ରେଡି ହେଇଗଲା ଆମର ପୋଇ ଥୁଡ ପୋଟଳ ମାଛ ଚଡଚଡା।
Thanks 🙏 for watching my video
village cooking traditional
Basta,Balasore, Odisha India
Like, Subscribe, Share & Comment please 🙏

Пікірлер: 2
@RomaGopal-x7j
@RomaGopal-x7j 8 ай бұрын
Bohut badia cooking 🌹
@sangitasahu4721
@sangitasahu4721 9 ай бұрын
Very nice
harvesting bananas to sell at the market, daily life/biengiangmyfamily
21:01
Biên Giàng My family
Рет қаралды 8 М.
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 1,4 МЛН
Girl, dig gently, or it will leak out soon.#funny #cute #comedy
00:17
Funny daughter's daily life
Рет қаралды 27 МЛН
Electric Flying Bird with Hanging Wire Automatic for Ceiling Parrot
00:15
ବୋତୋକ ମାଂସ|| Duck 🦆 Recipe 😋
11:57
Village Cooking Traditional
Рет қаралды 6 М.
🧀 Warm & Cheesy: Homemade Cheese Bread 🍞🔥
27:34
Kənd Həyatı
Рет қаралды 711 М.
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 1,4 МЛН