How to Compromise
6:30
7 ай бұрын
SAMAYARA DASA BICHARA PURUSA
5:29
Byomakesh Tripathy
0:39
Жыл бұрын
Byomakesh  Tripathy
6:43
Жыл бұрын
Пікірлер
@Babaphakiryoutube
@Babaphakiryoutube 5 сағат бұрын
ସତ୍ୟ ଘଟଣା ଉପରେ ଆଧାରିତ ଜୀବନ୍ତ ଅଭିନୟ sir 🙏
@user-hy5iq3yy2m
@user-hy5iq3yy2m 9 сағат бұрын
ଆପଣ କୁହନ୍ତି ନିଛକ ସତକଥା ମୁଁ ସର୍ବଦା ହୋଇଛି ଏକମତ କରନ୍ତୁ ଟିକିଏ ଫୋନ୍ କଥା ହେବାକୁ ଭରି ମୋର ମନ
@babulibabusbi930
@babulibabusbi930 Күн бұрын
ବହୁତ ବହୁତ ଧନ୍ୟବାଦ ସାର ଅପଣ ଯଉ ଅଭିନୟ ମାଧ୍ୟମ ରେ ସଚେତନ କରୁଛନ୍ତି ବହୁତ ବଢିଆ 👍👍
@nabakishoresenapati7897
@nabakishoresenapati7897 Күн бұрын
Real talk😢
@user-qx7xy7sl1q
@user-qx7xy7sl1q Күн бұрын
Sir namaskar right 100% right
@nilimadash9987
@nilimadash9987 Күн бұрын
Excellent acting Sir namaskar Jay jagannath
@Odiasmruti
@Odiasmruti Күн бұрын
ଭାଇ ଭଲ କଥାଚିତ୍ର ଟି
@padmolochankar7323
@padmolochankar7323 2 күн бұрын
ଏହି ଗୀତ ଆଉ ଅଭିନୟ ଦେଖି ଆଖି ଥଇ ଧରୁନି 😂😂😂
@biswaranjansahoo8035
@biswaranjansahoo8035 2 күн бұрын
Nice song. But our government is supporting all ladies in the name of women empowerment. That's why extra marital affairs cases are rising but that husband only gets punishment. Alimony should be abolished.
@pramodchoudharypramodchoud7769
@pramodchoudharypramodchoud7769 2 күн бұрын
ଅତି ସୁନ୍ଦର ଅଭିନୟ ଛାତି ଥରା ଅଭିନୟ ହୃଦୟ କୁ ଛୁଆଁଇଲା ଭଳି ସଙ୍ଗୀତ..... ଜୟ ଜଗନ୍ନାଥ
@mrutyunjayanayak3295
@mrutyunjayanayak3295 2 күн бұрын
Badhia Gita ta hoichhi ,,,,👍
@manijena286
@manijena286 2 күн бұрын
Super bhai 👍
@AlakaBachhini
@AlakaBachhini 2 күн бұрын
Apana dine bijayaro tika pindhibe eita satya
@jyotirbidniranjangiri9143
@jyotirbidniranjangiri9143 2 күн бұрын
👌🏻👍🏻👌🏻👍🏻👌🏻👍🏻👌🏻👍🏻👌🏻👍🏻👌🏻👌🏻👌🏻👌🏻👌🏻👍🏻👌🏻👍🏻
@AlakaBachhini
@AlakaBachhini 2 күн бұрын
Apana saphalataro sirsho re
@tapas313
@tapas313 2 күн бұрын
Sir Nice describe
@RanjanPanda-01
@RanjanPanda-01 2 күн бұрын
A rap*st can't be a lawyer😊😂
@BenuNayak-xc7zt
@BenuNayak-xc7zt 2 күн бұрын
Thank you
@suchitrapatra6835
@suchitrapatra6835 3 күн бұрын
Super hit video
@sunamparichha8357
@sunamparichha8357 3 күн бұрын
Nice steps reflecting the reality of present society. It's highly needed for me and my family suffering for last five years...... Thank you sir thank you very much
@binayakmishra512
@binayakmishra512 3 күн бұрын
ବହୁତ ବଢିଆ ହେଇଚି.ସୁନ୍ଦର ଅଭିନୟ ,ହୃଦୟକୁ ଛୁଇଁଲା ପରି ଗୀତ,ବ୍ୟୋମକେଶ ବାବୁଙ୍କୁଅନେକ୍ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉🎉🎉🎉🎉❤❤❤
@RanjanPanda-01
@RanjanPanda-01 3 күн бұрын
Rap*st Advocate 😢
@JayadevSingh-vl7px
@JayadevSingh-vl7px 3 күн бұрын
ଆପଣଙ୍କୁ 😂ଅନେକ ଅନେକ ଧନ୍ୟବାଦ l ଦୟାକରି ଭିକ୍ଟିମ ଶଙ୍କର ନାରାୟଣ ସିଂହ c/. ଗୋଲଖ ଚନ୍ଦ୍ର ସିଂହ at. ମାଣିକପୁର post & ps ନେମାଳ ଜୀ. କଟକ ଅପରାଧୀକୁ ଏପର୍ଯ୍ୟନ୍ତ କିଛି କାର୍ଯ୍ୟ କରାଯାଇନାହିଁ l
@bishnucharanbehera5595
@bishnucharanbehera5595 5 күн бұрын
Beautiful & heart touching
@SUJATAPANDA-wn3yt
@SUJATAPANDA-wn3yt 5 күн бұрын
ଆଜ୍ଞା 🙏 ମୋର ଗୋଟେ ଛୋଟ ଅନୁରୋଧ,ଆପଣ ମାନେ ଭଲରେ ବିଚାର କଲେ ଜାଣିପାରିବେ ପ୍ରତ୍ୟେକ ପରିବାରରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକ ,ସେ ମାଆ, ଭଉଣୀ, ସ୍ତ୍ରୀ , ଝିଅ ଏହିପରି ଭିର୍ଣ୍ଣ ଭିର୍ଣ୍ଣ ସମ୍ପର୍କ ଭିତରେ ଗୋଟେ ପୁରୁଷ ମାଆ ଙ୍କୁ ଯଦି କୌଣସି କାରଣରୁ କିଛି କୁହନ୍ତି ତେବେ ସେ ତେଜ୍ୟପୁତ୍ର ହେଇଯିବ ,ଭଉଣୀ ମାନଙ୍କୁ କିଛି କହିଲେ ଭଉଣୀ ମାନେ ସମ୍ପତ୍ତି ରୁ ଭାଗ ନେଇଯିବେ, ସ୍ତ୍ରୀ କୁ କିଛି କହିଲେ ଜେଲ୍ ଦଣ୍ଡ , ନିଜ ଝିଅକୁ ବି କିଛି କହିଲେ ସେହିଭଳି ଅବସ୍ଥା, ଠିକ୍ ସେହିପରି ଗୋଟେ ସ୍ତ୍ରୀ ଯେହେତୁ ବାହାର ର ତେଣୁ ତାକୁ ଶାଶୁଘର ଲୋକଙ୍କ ର ସବୁଥିରେ ଅବହେଳା , ଘୃଣା ମନୋଭାବ ହେତୁ ସିଏ ଆଉ କାହା ସହିତ ଲଢି ନ ପାରିଲେ divorse ନେଇ ବଞ୍ଚିବା ସହଜ ମନେ କରୁଛି ,ତେଣୁ 2ଟା ଯାକ commission ବନ୍ଦ କରିଲେ କିଛି ସୁଧୁରି ପାରନ୍ତା , ବିବାହିତା ଝିଅଙ୍କର ବାପଘରେ ମୁରବିତ୍ୟୋ ଦେଖେଇବା ବନ୍ଦ କଲେ କିଛି ଭଲ ହୁଅନ୍ତା 🙏
@subhanarayanswain6099
@subhanarayanswain6099 5 күн бұрын
Noted
@kedarbiswal4575
@kedarbiswal4575 5 күн бұрын
ଧନ୍ୟବାଦ।
@SUJATAPANDA-wn3yt
@SUJATAPANDA-wn3yt 5 күн бұрын
Sir 🙏 ଆପଣଙ୍କ ର ସବୁ vidio ମୁଁ ପ୍ରାୟ ଦେଖେ ମୋତେ ବହୁତ୍ ଭଲ ଲାଗେ, ଆପଣ ବହୁତ୍ practical katha କୁହନ୍ତି , ଆମେ ସ୍ବାମୀ ସ୍ତ୍ରୀ 25 ବର୍ଷ ବୈବାହିକ ଜୀବନ ବିତାଇଲୁ 2 ଟି ପିଲା , ବିବାହ ର 11 ବର୍ଷ ପରଠାରୁ ମୋ ସ୍ବାମୀ ତାଙ୍କ ମାଆଙ୍କ ପାଖେ ଖାଇ ପିଇ ରୁହନ୍ତି ,ଗୋଟେ ପରିବାର ଭିତରେ କାନ୍ଥ ଏପଟେ ମୁଁ ଓ ମୋ ଦୁଇ ପିଲା କାନ୍ଥ ସେପଟେ ସିଏ ତାଙ୍କ ମା ଭାଇ ଙ୍କ ସହିତ ବହୁ କଷ୍ଟ ଭିତରେ ବଞ୍ଚି ଥିଲେ ଗତ 2023 December 31 ରେ ଆରପାରିକୁ ଚାଲିଗଲେ, ଆପଣ ଯେମିତି କହୁଛନ୍ତି ଟିକେ ସବୁକୁ ସହିଯିବା ଦରକାର , ଠିକ୍ ସେହିପରି ସମସ୍ତେ ମୋତେ ସହିଜିବା କୁ କହନ୍ତି ମୁଁ ମଧ୍ୟ ସହିରହିଲି ହେଲେ କଣ ହେଲା ମୁଁ ସ୍ଵମିହରା ହେଲି ଏବମ ମୋ ଦୁଇ ପିଲା ବାପା ଛେଉଣ୍ଡ ହେଇ ଗଲେ , ତଥାପି ମୋ ସମସ୍ୟା ର ସମାଧାନ ହୋଇପାରୁନି , ଭୁଲ୍ ଆମ ଦୁହିଙ୍କ ଭିତରେ ନଥିଲା , ଥିଲା ଶଶୁରଙ୍କ ର ଗୁଡ଼ାଏ ସମ୍ପତ୍ତି, ଆଉ 4ଟି ଝିଅ , ଆପଣଙ୍କ ଆଇନ୍ ମୋତେ କଣ ସାହାଯ୍ୟ କରି ପାରିବ 🙏
@sujitmohanty530
@sujitmohanty530 5 күн бұрын
Right sir
@surendrakumarmallick203
@surendrakumarmallick203 5 күн бұрын
ଉଚିତ କଥା ସହିତ ଆପଣ ଆଇନର ପ୍ରକୃତ ନିୟମ କାନୁନ କଥା କଛନ୍ତି |ଏ ସମାଜରେ ଖାଲି ପୁରୁଷ ମାନଙ୍କର ଭୁଲ ରହୁଛି ନାରୀ ମାନଙ୍କର କିଛି ଭୁଲ ରହୁ ନାହିଁ, ବାସ୍ତବତା ନାରୀ ମାନଙ୍କର ଯେତେ ଭୁଲ ରହିଲେ ସୁଦ୍ଧା ନାରୀ ମାନେ ଟିକେ ନାକ ସକେଇ ପୋଲିସ ଆଗରେ ମିଛ ସତ କହିଦେଲେ ପୋଲିସ ତାଙ୍କ କଥାକୁ ବିଶ୍ୱାସ କରି ଯେଉଁ ପୁରୁଷର କିଛି ଭୁଲ ନ ଥାଇ ଆଇନୀର ଦ୍ୱାରସ୍ତ ହେଉଛନ୍ତି |ସବୁଠାରୁ ପୁରୁଷ ମାନେ ବେଶୀ ନିର୍ଯାତନା ପାଉଛନ୍ତି |ଆପଣ ମାଡି ଚାଲନ୍ତୁ ଆପଣଙ୍କ ପଛରେ ଅଛୁ | ଅମିତା ବଚ୍ଚନ ହିନ୍ଦୀ ଫିଲ୍ମରେ ଯାହା କହିଥିଲା ଆପଣଙ୍କୁ ବେଶ ଜଣାଥିବ |
@ranjanmallick2369
@ranjanmallick2369 6 күн бұрын
Great sir
@user-bw7qw2ui9z
@user-bw7qw2ui9z 7 күн бұрын
Super
@binodbiharidash3859
@binodbiharidash3859 8 күн бұрын
Right sir
@sasmitabehera5396
@sasmitabehera5396 8 күн бұрын
Nice one
@kaliabehera4956
@kaliabehera4956 9 күн бұрын
ବୋମ କେଶ ସାରଙ୍କୁ ଆମେ ସମସ୍ତେ ସାଥ ଦେବା❤❤❤
@user-nr7pj7gg5u
@user-nr7pj7gg5u 10 күн бұрын
Court heichhi nyaya debapai court re nancha karbar hesi ki nai sar apana kahun sar mu janibaku change sar
@Kalingamohantyofficial
@Kalingamohantyofficial 10 күн бұрын
😎
@ranjankumarbastia7510
@ranjankumarbastia7510 10 күн бұрын
I salute you👌👍
@bipinkumarrout215
@bipinkumarrout215 10 күн бұрын
ପୁରୁଷ କମିଶନ ନିହାତି ଆବଶ୍ୟକ 🙏🙏🙏
@gopireddy9326
@gopireddy9326 11 күн бұрын
Sir 🙏👌
@Mikumamuniloveexpress
@Mikumamuniloveexpress 11 күн бұрын
Sunder video ❤🎉
@kasinathnayak8643
@kasinathnayak8643 11 күн бұрын
ସାଧୁବାଦ ଜଣାଉଛି। ଆପଣଙ୍କର ତପସ୍ୟାକୁ ପ୍ରଣାମ କରୁଛି।
@pupun1491
@pupun1491 11 күн бұрын
Sir aapnka vedio mu sabu dekhe
@user-uz3vn2ur4l
@user-uz3vn2ur4l 11 күн бұрын
Sir,mu jadi Dcp thanti,samstnku naya de thanti, kintu god bhal loka ku uper post diantini....bhal lokan ku heran karanti....sir,a kali jouga..,
@user-uz3vn2ur4l
@user-uz3vn2ur4l 11 күн бұрын
Police sabu lanch ne case chapati,athi law boli india,ra kichi nahi,athi DCP kichi karantini ,Khali traning ra padi ki asi chanti, police ku miss bihavor kala,Sethi pain case dalu
@premanandapathy
@premanandapathy 11 күн бұрын
We are proud of you. This song is so meaning full.
@user-kf9ok1lb8s
@user-kf9ok1lb8s 12 күн бұрын
Purusha commission heba nihati abasyaka khali nari nirjyatita nuhanti aajira samajre purusha mane madhya nirjyatita
@swarnapravanayak4685
@swarnapravanayak4685 12 күн бұрын
Bahut ଭଲ ଭାଇ କାହା ପାଇ ମରିବା ଠିକ କି, ନିଜେ ବଞ୍ଚ ବିନ୍ଦାସ
@Odishaedition
@Odishaedition 12 күн бұрын
👍👍👍👍
@fmboxfactandmotivation3258
@fmboxfactandmotivation3258 12 күн бұрын
sir am ur big fan....sup thought sir😊