ପୁରୁଷ ବୋଲି ପୋଲିସ ହଇରାଣ କଲେ କଣ କରିବେ ଜାଣନ୍ତୁ

  Рет қаралды 78,935

Purush Commission

Purush Commission

Күн бұрын

‪@purushcommission4810‬ #Odisha #Purushacommission ପୋଲିସ ଦୁର୍ବ୍ୟବହାର ତଥା ମିଥ୍ୟା ମାମଲାରେ ହଇରାଣ ହେଲେ ଜାଣିନିଅନ୍ତୁ କଣ କରିବେ

Пікірлер: 572
@nirmalkumarbehuria6411
@nirmalkumarbehuria6411 8 ай бұрын
ପୁରୁଷ କମିଶନ ଆମର ଦାବି ପୁରୁଷ କମିଶନ ନିହାତି ଦରକାର
@prasantsethi4915
@prasantsethi4915 8 ай бұрын
ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ
@swastiprasaddas5508
@swastiprasaddas5508 8 ай бұрын
ଧନ୍ୟବାଦ ସାର୍, ଆପଣଙ୍କ ପ୍ରତ୍ୟେକ ସୂଚନା ପାଇଁ. ପ୍ରଶାସନ ପାଇଁ ଆଜି ସାଧାରଣ ଲୋକ ହନ୍ତସନ୍ତ ଏହା ସତ୍ୟ.
@nabakishoresahoo5712
@nabakishoresahoo5712 9 ай бұрын
ଆପଣ ନିଶ୍ଚିତଭାବେ ପୁରୁଷ ମାନଙ୍କ ପାଇଁ ଭଗବାନ ସଦୃଶ୍ୟ l
@mishrakradika1173
@mishrakradika1173 8 ай бұрын
ଆପଣଙ୍କ ମାଧ୍ୟମରେ ଅନେକ ବିଷୟ ଜାଣିପାରିଛୁଏବଂ ଶିକ୍ଷା ମିଳୁଛି ତେଣୁ ବହୁତ ବହୁତ ଧନ୍ୟବାଦ
@ranjitpattanayak4806
@ranjitpattanayak4806 8 ай бұрын
ପ୍ରଭୂ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରନ୍ତୃ।ଵହୁତ ଉପାଦେୟ ପ୍ରସଙ୍ଗ କୁ ଆପଣ ପ୍ରକାଶ କରିଛନ୍ତି। ଧନ୍ୟବାଦ୍ ଜଣାଉଛି।
@deepakpradhan916
@deepakpradhan916 8 ай бұрын
ଗରିବ, ନିରିହ ଙ୍କ ପାଇଁ ବହୁତ ବଢିଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଜୟ ଜଗନ୍ନାଥ
@AbhaySahoo-tu9ml
@AbhaySahoo-tu9ml 8 ай бұрын
ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ , ଗୋତେ ଗରିବ ପରିବାରର ପୁଅ ଏଇଭଳି ହଇରାଣ ହଉଛି ଆପଣଙ୍କ ପାଖକୁ ଯିବ।
@birajpradhan9386
@birajpradhan9386 8 ай бұрын
ଧନ୍ୟବାଦ ସାର୍ ନମସ୍କାର ଆପଣଙ୍କ ଭଳିଆ ସଚ୍ଚୋଟ ନିର୍ଭିକ ଆଇନ୍ ଜୀବି ଓଡ଼ିଶାରେ ରହିଲେ ଓଡ଼ିଶାର ପୋଲିସ ବିଭାଗରେ ଦୃର୍ନିତ କମିବାରେ ଲାଗିବ। ଏବଂ ନିରିହ ଜନ ସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ମିଲିବ।🎉🎉🎉
@sandhyaranimahanta8018
@sandhyaranimahanta8018 7 ай бұрын
ବହୁତ ଭଲ କଥା। ଆପଣ ନ୍ୟାୟ ବାନ ଲାଗୁଛି। ଏପରି ପୋଲିସର ବ୍ୟବହାର ମୁଁ ମଧ୍ୟ ଶୀକାର ହୋଇଛି। ଏପରି ପୋଲିସର ଓଧତ କାର୍ଯ୍ୟ ପାଇଁ ସରକାର ସବୁଠୁ ଅଧିକ ମାତ୍ର ରେ ଦାୟୀ। ତେଣୁ ଏକ ଭଲ ସରକାର ଗଠନ ର ଆବଶ୍ୟକତା ରହିଛି
@user-bw7hb3kw1p
@user-bw7hb3kw1p 8 ай бұрын
ସାର୍ ଆପଣ ଙ୍କ ଵାସ୍ତବ ଶିକ୍ଷା ପ୍ରକୃତ ରେ ଏ ସମାଜ ପାଇଁ ଵହୃତ ଆବଶ୍ୟକ। କାରଣ ପୋଲିସ ମାନଙ୍କୁ ଉଚିତ୍ ଶିକ୍ଷା ପାଇବା ଦରକାର ଥିଲା।
@bijaykumarbarik8519
@bijaykumarbarik8519 8 ай бұрын
ଆପଣଙ୍କ ପଛରେ ଭଗବାନ ଅଛନ୍ତି 🙏🙏
@nabautkalswechhasevbisanga5468
@nabautkalswechhasevbisanga5468 8 ай бұрын
ଇଶ୍ୱର ଆପଣ ଙ୍କୁ ସବୁବେଳେ ଭଲରେ ରଖନ୍ତୁ ସାର 🙏🙏
@bismatchhatria3408
@bismatchhatria3408 8 ай бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କ ର କଥା କୁ । ବହୁତ ଶିକ୍ଷା ମିଳୁଛି ଆଜ୍ଞା
@durgeshpatra4498
@durgeshpatra4498 8 ай бұрын
ସାର୍ ଆପଣ ଙ୍କ କେହି କିଛି କରି ପାରିବେ ନାହିଁ ଭଗବାନ ଆପଣ ଙ୍କ ସାଙ୍ଗରେ ଅଛନ୍ତି ଆଉ ଜନ ସାଧାରଣ ଲୋକ ଭି ଅଛନ୍ତି
@rjsoy4432
@rjsoy4432 8 ай бұрын
ସ୍ଵାୟମ୍ ଭଗବାନ୍ ରୂପୀ ସଧାରଣ ଜନତା ଆପଣ 🙏🙏🙏 ସଧାରଣ ଲୋକଙ୍କ ଦୂରଦସା ବୁଝି ପାରୁ ଥିବାରୁ ଆଉ ତାକୁ ସାମନା କରିବା ଲୋକ କେବଳ ଆପଣ ଏକ ମାତ୍ର, ଆପଣଙ୍କୁ ଦେଖି ଅଗାମୀ ପୀଢୀ କିଛି ତ ସିଖ୍ୟା ପାଇ ପାରିବେ
@sudarshanmurmu1033
@sudarshanmurmu1033 9 ай бұрын
ଆପଣଙ୍କ ସବୁ ଭିଡ଼ିଓ କୁ ଦେଖେ ମୁଁ ବହୁତ ଶିକ୍ଷା ମିଳୁଛି !
@bhubanbehera2379
@bhubanbehera2379 8 ай бұрын
During Bar council election we met in Sambalpur. But your program give a feeling that we are always un contact. Adv Sambalpur
@srikanta671
@srikanta671 8 ай бұрын
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ସାର୍
@DwarikanathNayak-y9n
@DwarikanathNayak-y9n 8 ай бұрын
ଦୃନୀତିଗ୍ରସ୍ତ ପୋଲିସ ଵାଲା ହୁଅନ୍ତୁ ବା ନେତା ଅଫିସର ହୁଅନ୍ତୁ , ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
@tusharakantabehera2587
@tusharakantabehera2587 8 ай бұрын
ସାର, ଇଂରାଜୀ ନବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.
@clockwork43
@clockwork43 8 ай бұрын
🙏 ପ୍ରଣାମ sir ମୁ ଆପଣଙ୍କ ସହ ଅଛି
@dushasannayak3974
@dushasannayak3974 8 ай бұрын
Good, ସୁନ୍ଦର ଉପସ୍ଥାପନା
@Daku98485
@Daku98485 8 ай бұрын
ସତରେ ପୁରୁଷ ଆଜି ପ୍ରତିଟି ସମୟରେ ଦୀପ ଭଳି ଜଳି ଯାଏ 😟😟😟😟
@purnachandrasahoo2847
@purnachandrasahoo2847 8 ай бұрын
ଧନ୍ଯବାଦ୍ 🇳🇪 ଶୁଭକାମନା ଜୟ ଜଗନ୍ନାଥ ଭଦ୍ରକ ଜିଲ୍ଲା ବହୁତ ଭଲଲାଗିଲା
@mohanraoladi523
@mohanraoladi523 8 ай бұрын
Tripathi sir, thank you for your courage and right speech against police, you go ahead God always with right people.
@SaratKumar-mu3my
@SaratKumar-mu3my 8 ай бұрын
Why should he be afraid, where there is justice no one will be afraid, he is giving good advice to all
@prafullapanda977
@prafullapanda977 8 ай бұрын
ସାର୍ ନମସ୍କାର ଏକଥା ଗୁଡ଼ିକ ଜିଲ୍ଲା ମାଜିଷ୍ଟେଟ୍ ବୁଝିପାରୁଛନ୍ତିତ । ଆମେ ଜନତା ବୁଝି ପାରୁଛୁ। କାରଣ ଏଠି ଆଇନ୍ ନାମ ରେ ସବୁବେଳେ ଦୁର୍ନିତି କେମିତି ଚ଼ାଲେ ଆପଣ ତାହା ଅତ୍ଯନ୍ତ ଭଲଭାବରେ ଯାଣିଛନ୍ତି। ତେଣୁକରି ଯଦି ସବୁ LOW AND ACT ଗୁଡ଼ିକ ସମସ୍ତକଂ ପାଇଁ ସମାନ ହୁଏ ତାହେଲେ ଏହା ସମ୍ଭବ ହୋଇପାରିବ
@GaneshaBaral-o8s
@GaneshaBaral-o8s 8 ай бұрын
🙏🙏🙏 ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ 👏👏👏
@Aditya.aditya.
@Aditya.aditya. 8 ай бұрын
❤ ବହୁତ ସୁନ୍ଦର କଥା କହିଲେ ଆଜ୍ଞା ❤
@trustworthy-guy6408
@trustworthy-guy6408 7 ай бұрын
ଅତି ଯଥାର୍ଥ ଏବଂ ଶିକ୍ଷଣୀୟ ବିଷୟ ଉପସ୍ଥାପନ କରିଛନ୍ତି ଆପଣ 🎉🙂👍👍
@PurnachandraPurnachandra-mk5bj
@PurnachandraPurnachandra-mk5bj 8 ай бұрын
You are right talking sir apnanka tharu sikhibaku miluchi
@abdulhahassan4522
@abdulhahassan4522 9 ай бұрын
Alha se duwa he meri ya alha mere wokil sb ku 100 se ziyada Umar naseeb kare ameen
@bhabagrahiacharya5219
@bhabagrahiacharya5219 8 ай бұрын
tripathi sir , you are a sun ☀for people from 2024 . yor rules are correct, lighted for humen body many many, many thanks. bhart mata ki jay.
@Slgopp
@Slgopp 8 ай бұрын
Background location is very good... proud of you sir. 👍ପୁରୁଷ ଙ୍କ ପାଇଁ ଭଗବାନ ଆପଣ. 🙏
@sudhirpanda475
@sudhirpanda475 8 ай бұрын
Sir 🙏ବହୁତ ସୁନ୍ଦର ବାର୍ତ୍ତା ଦେଲେ ଏଇ ସମାଜ କୁ. ମୁଁ ଖାଲି ଗୋଟିଏ କଥା କହିବି ଯେ ବାଡ଼ ଯଦି କ୍ଷେତ ଖାଏ ଫସଲ ଜଗିବ କିଏ ଯଦି ଶାସନ. ପ୍ରଶାସନ. ତା ସହିତ ପୋଲିସ ର ଦାଦାଗିରି କାହାକୁ ନେଇ ଆମେ ସୁରକ୍ଷା ମାଗିବୁ. ଆଜି ନେତା ନୁହେଁ local ଥାନା ର କୁଜି ନେତା ମାନଙ୍କ ଇସାରା ରେ ପୋଲିସ ନାୟ ଆଉ ଅନ୍ୟାୟ ର ବିଚାର କରୁଛି. ସର୍ବସାଧାରଣ ଲୋକ ଟିଏ ଭୁଲ କରୁ କି ନ କରୁ ତା ପାଇଁ ଆଜି ଆଇନ ବଦଳି ଯାଉଚି ଏତିକି ଖୁସି ଲାଗିଲା ଯେ ଆପଣଙ୍କ ବାର୍ତ୍ତା ଏ ଦୁନିଆ କୁ ନୂଆ ଦିଗ ଦର୍ଶନ ଦେଉ.
@himansupadhi8198
@himansupadhi8198 8 ай бұрын
ଅତି ସୁନ୍ଦର ଉପସ୍ଥାପନା 🌹
@arunakumar7858
@arunakumar7858 8 ай бұрын
ଧନ୍ୟବାଦ ସାର 🙏🏾🙏🏾🙏🏾
@ranjitkumarpatnaik4385
@ranjitkumarpatnaik4385 8 ай бұрын
ବ୍ୟୋମକେଶ ଆଜ୍ଞାଙ୍କୁ ହ୍ରୁଦୟର ସହ ପ୍ରଣାମ କରୁଛି,ରାଉରକେଲାରେ ଖଳପ୍ରକୃତିର ଲଭଜୀହାଦ ପଠାଣ ମାନଙ୍କ ଦ୍ଵାରା ହିନ୍ଦୁ ପରିବାର ବର୍ବାଦ ହେଉଅଛନ୍ତି ଓ ସେଇ ଖଳପ୍ରକୃତି ଲଭଜୀହାଦ ମାନଙ୍କ ସହ ଓକିଲ ପୋଲିସ ଓ ବଡବଡ ଲୋକ ବି ସାମିଲ ଅଛନ୍ତି ଜାଦ୍ବାରା କି ନିରୀହ ହିନ୍ଦୁ ଡରି ସେମାନଙ୍କ ଆଗରେ ସର୍ବସ୍ବ ହରାଇ ନିଜ ଦୁଃଖ ନିଜ ଭିତରେ ରଖି ବଞ୍ଚୁଛନ୍ତି ,ଏଇ ଲଭଜୀହାଦ ଖଳପ୍ରକୃତିର ପଠାଣ ମାନଙ୍କ ଭିତରୁ ଦୁଇ ଚକିଆ ଯାନର ମିସ୍ତ୍ରୀ ଅଛନ୍ତି,ଗୀତ ଗାଇବାର ସୁଯୋଗ ନେଇ ବର୍ବାଦ କରଉଛନ୍ତି, ଏହାକୁ କଡାକଡି ଭାବରେ ଦେଖାଯାଉ ଓ ହିନ୍ଦୁ ପରିବାରକୁ ସେମାନଙ୍କ ଠାରୁ ଦୂରେଇ ଦିଆଯାଉ ଏତିକି ଅନୁରୋଧ, ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ,ଜୟ ସୀତାରାମ, ଜୟ ଶ୍ରୀରାମ, ଜୟ ହିନ୍ଦୁରାଷ୍ଟ୍ର କି ଜୟ,ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ ❤❤❤
@kedarbiswal4575
@kedarbiswal4575 9 ай бұрын
ବହୁତ ଧନ୍ୟବାଦ୍।
@ajayamohanty533
@ajayamohanty533 8 ай бұрын
ଭିଡ଼ିଓଟିରୁ ବହୁତକିଛି ଜାଣିହେଲା, ସେଥିପାଇଁ ବହୁତ ଧନ୍ୟବାଦ l ଦୟାକରି ଆପଣଙ୍କୁ ଟେଲିଫୋନ ନମ୍ବର ଦେଲେ ଭଲ ହୁଅନ୍ତା l
@rabindrarath1070
@rabindrarath1070 8 ай бұрын
I fully support Byamokesh sir.
@KBSRealcon
@KBSRealcon 8 ай бұрын
Bahut vala lagila sir Apanka saha sabubele ame
@ommshivayapresents6465
@ommshivayapresents6465 9 ай бұрын
ବହୁତ୍ ବଢିଆ 🙏
@chandrakantamahunta7029
@chandrakantamahunta7029 8 ай бұрын
ସୁନ୍ଦର sir🙏🙏 ❤❤
@panchananmuni
@panchananmuni 8 ай бұрын
Sabu bele apana nka post ru kichi na kichi sikhi Baku miluchi Bohut Sundar upastapana
@aroutray1985
@aroutray1985 9 ай бұрын
ଭାଇ ଅଙ୍ଗ୍ରେଜ ଅମଳ ରୁ ପୋଲିସ କେବଳ ପୁଞ୍ଜିପତି ଆଉ ସ୍ତ୍ରୀଲୋକ ମାନଙ୍କ ସପୋର୍ଟ ରେ ନିରୀହ ଲୋକ ଙ୍କୁ ପୋଲିସ ସବୁବେଳେ ହଇରାଣ କରେ, ଓଲଟା ମିଛ କେସ ରେ ଫସାଇ ଦିଏ ଝିଅ ମାନେ ମିଛ କହିଲେ ଭି ତାକୁ ସମସ୍ତେ ସତ ମାନୁଛନ୍ତି,
@prakashpraharaj2843
@prakashpraharaj2843 8 ай бұрын
GREAT POST
@niladrimohanbal1313
@niladrimohanbal1313 8 ай бұрын
Sir bahuta bhala katha kahichante sir
@ranjitsabar6103
@ranjitsabar6103 8 ай бұрын
ଆପଣ ଙ୍କୁ ଭଗବାନ୍ ସବୁ ବେଳେ ମଙ୍ଗଳ କରନ୍ତୁ
@hrushikeshpradhan9766
@hrushikeshpradhan9766 8 ай бұрын
New knowledge for inocent person.
@sudhansubiswal853
@sudhansubiswal853 6 ай бұрын
God bless you we are always with you
@banshidharasahoo5669
@banshidharasahoo5669 8 ай бұрын
ଅତି ସୁନ୍ଦର
@BKDash-iv3ed
@BKDash-iv3ed 7 ай бұрын
Thanks sir for your support to purusa commission
@binodnath7641
@binodnath7641 8 ай бұрын
Really great
@prasantakumarpandaprasanta2242
@prasantakumarpandaprasanta2242 8 ай бұрын
Verynice
@NarendraKumar-yh5tp
@NarendraKumar-yh5tp 8 ай бұрын
You are very talented person
@RachitPradhan-fs9pd
@RachitPradhan-fs9pd 8 ай бұрын
ଧନ୍ୟବାଦ
@SantoshSahu-lr5gt
@SantoshSahu-lr5gt 8 ай бұрын
❤real.hero.jay.jaganath
@gopalsa376
@gopalsa376 8 ай бұрын
U r good person to fight against it❤❤❤❤❤
@amadunia1463
@amadunia1463 8 ай бұрын
It's true sir u are great
@tripatibidika9778
@tripatibidika9778 8 ай бұрын
Carry on sir thank you
@sanufamilyvlog747
@sanufamilyvlog747 9 ай бұрын
Sir ଆପଣ ସତକହୁଛନ୍ତି ପୋଲିସ୍ ମାନେ ଆଉ ମାନୁନାହାଁନ୍ତି ଏଇଟା ସତ🙏
@dolagobindasahoo9267
@dolagobindasahoo9267 8 ай бұрын
Brave Advocate thank you so much .
@mahadevkharsel5569
@mahadevkharsel5569 8 ай бұрын
ପ୍ରକୃତରେ ଆପଣ ସବୁ ବେଲେ ଭଲ କଥା ଗୁଡିକ କହନ୍ତି। ଆଜ୍ଞା
@sudhakarkada7438
@sudhakarkada7438 8 ай бұрын
Highly Educative
@user-eb1ql8kx3l
@user-eb1ql8kx3l 8 ай бұрын
U r great sir..❤❤❤❤
@sukantsutar9506
@sukantsutar9506 8 ай бұрын
Real Hero 🙏, JAY JAGANNATH 🙏
@abdulhahassan4522
@abdulhahassan4522 9 ай бұрын
Sir namaste apka apka buhat buhat Dhanya bad
@sawannayak2033
@sawannayak2033 9 ай бұрын
Nice sir. Amiti hi sabu badaliba darakara. Thank you🙏
@minusahu7248
@minusahu7248 8 ай бұрын
Many many Thanks sir Amiti nua nua sikhaya ambha mananku sikhantu
@dharmendrapradhan377
@dharmendrapradhan377 9 ай бұрын
You are so great
@nirajdigal7764
@nirajdigal7764 8 ай бұрын
U ar right sir ଆପଣ ସବୁବେଳେ ସତ କଥା କୁହନ୍ତି.,
@bijayray9016
@bijayray9016 8 ай бұрын
Sir great work, god bless you 🙏, we are always with you
@Puripila_food_volgs.
@Puripila_food_volgs. 8 ай бұрын
No
@bibhuprasadray2348
@bibhuprasadray2348 9 ай бұрын
Jay jagannath , jagannath apanku sahaya huantu
@bijayaharichandan1592
@bijayaharichandan1592 8 ай бұрын
ସତ୍ୟର ଜୟ ସବୁବେଳେ ଜୟ ହୁଏ. ଆପଣଙ୍କୁ ଇଶ୍ୱର ସବୁବେଳେ ସାହାଯ୍ୟ karibe
@nilamanibehera119
@nilamanibehera119 8 ай бұрын
A very very special thanks
@kamala5733
@kamala5733 8 ай бұрын
Right sir odisa loko aaponko sathi re rohibe thank you
@jagadishsingh9703
@jagadishsingh9703 8 ай бұрын
ବହୁତ୍ ସୁନ୍ଦର ସାର୍
@pabitranarayanpatnaik1378
@pabitranarayanpatnaik1378 9 ай бұрын
Nice work keep it up
@chabisahu3950
@chabisahu3950 8 ай бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏🙏🙏🙏
@odiakaawaaz
@odiakaawaaz 8 ай бұрын
Sir I'm support your vision life of purusa commission.
@riteshpadhi0744
@riteshpadhi0744 8 ай бұрын
Great sir we are proud of you brave
@tunagochhi6050
@tunagochhi6050 8 ай бұрын
Your speech is very good Bhai.
@balaramdas3192
@balaramdas3192 8 ай бұрын
U r great sir for all male rights
@aafbls2022
@aafbls2022 8 ай бұрын
Thank you sir for inspire us.
@kamakshyaprasadswain8490
@kamakshyaprasadswain8490 8 ай бұрын
ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ
@pothikhilo9354
@pothikhilo9354 8 ай бұрын
I am very happy for your message hearing
@birsahembram8247
@birsahembram8247 8 ай бұрын
Good information
@indramanisahu2459
@indramanisahu2459 8 ай бұрын
Sir namaskar. Keep it on.. God bless you. Many many many thanks for your support of advices.
@jogeshbehera8371
@jogeshbehera8371 8 ай бұрын
jai jagannath
@bikashdeo6786
@bikashdeo6786 8 ай бұрын
Samajo ku bholo barta deuthibaru thank you sir
@kunjabiharirout5909
@kunjabiharirout5909 8 ай бұрын
ବଢିଆ
@Tapanbharadwaj
@Tapanbharadwaj 8 ай бұрын
ପ୍ରାୟ ପୋଲିସ୍ ଙ୍କ ପାଇଁ ତ ନୀରିହ ଲୋକେ ମାଓବାଦୀ ହେଉଛନ୍ତି।
@sachidanandamalik2332
@sachidanandamalik2332 8 ай бұрын
❤ ସେ ଜୟ ଜଗନ୍ନାଥ ସତରେ sir ବର୍ଦି କୁ ନେଇ ଫାଇଦା ଉଠାଉ ଛନ୍ତି
@munamalik3745
@munamalik3745 8 ай бұрын
Very good sir
@ranjitadash1849
@ranjitadash1849 8 ай бұрын
ଆପଣ ସତ୍ଯ ଧର୍ମର ଲଢେଇ କରୁଛନ୍ତି ଆପଣ ଙ୍କର କିଛି ହବନି ।ଜଗତ ନାଥ ଆପଣ ଙ୍କୁ ସହାୟ ହେବେ ।
@nabakishorerana8844
@nabakishorerana8844 8 ай бұрын
Thank you Sir, ଆପଣଙ୍କ କୁତୁ କୁତୁ, Police ର ପିଳେହି ପାଣି ହେଇଯିବ ନିଶ୍ଚୟ l
@manojkumarnayak5949
@manojkumarnayak5949 8 ай бұрын
Sir Jay Jagannath 🙏 om NAMHA BHAGBATE BASUDEBAY namha 🙏 Dharma ra Jay papa ra kshyaya ତୁମ କୁ ଜୟ ଜଗନ୍ନାଥ ସ୍ୱାମୀ ଅସୀମ ଶକ୍ତି ସାହାସ ଧର୍ଯ୍ୟ ଦିଅନ୍ତୁ ସମାଜ ର ଧର୍ମ ର ରକ୍ଷା ତୁମ ଦ୍ଵାରା କାରାଉ ଅଛନ୍ତି ଆମ ବିଶ୍ଵାସ ର ଠାକୁର ଜୟ ଜଗନ୍ନାଥ ସ୍ୱାମୀ ସହାୟ ହୁଅନ୍ତୁ ତୁମ କୁ ଓଡ଼ିଆ ଙ୍କ ଭରସା ତୁମେ ଗରିବ ଙ୍କ ପାଇଁ ସଙ୍କଟ ମୋଚନ ହନୁମାନ ଙ୍କ ପରି ଧର୍ମ ପାଇଁ ତୁମ ଜୀବନ ତୁମ କୁ ଓଡିଶା ମା ର ଯୋଗ୍ୟ ସନ୍ତାନ ବନ୍ଦେ ଉତ୍କଳ ଜନନୀ ଜୟ ହିନ୍ଦ୍ ମେରା ଭାରତ ମହାନ୍ 🙏
@Extra_education7860
@Extra_education7860 8 ай бұрын
Bahut bhala lage apankars vdo sir 🙏prabhu jagannath apanku bahut agaku niantu🙏
@suvashchandraswain391
@suvashchandraswain391 8 ай бұрын
You are right, great
@santoshkumarmishra2620
@santoshkumarmishra2620 8 ай бұрын
ଧନ୍ଯବାଦ ବ୍ଯୋମକେଶ୍ ବାବୁ.
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1 МЛН
Modus males sekolah
00:14
fitrop
Рет қаралды 21 МЛН
Секрет фокусника! #shorts
00:15
Роман Magic
Рет қаралды 102 МЛН
AMA  AAIN
26:50
DD ODIA
Рет қаралды 28 М.
Guardians and Wards Act by Byomakesh Tripathy
12:00
Purush Commission
Рет қаралды 25 М.
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1 МЛН