KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Жазылу
SWARAJHANKAR
MUSIC AS A BASIS OF LIFE .
This channel belong to Guru Niranjan Behera and Swarajhankar team .🎤🎻🎹🎶🎶🎵🎙️
We provide educational and entertainment specified content based on Music ( Classical & Semi-classical ) , Dance ( Classical & Semi-classical ), and all special performances of SWARAJHANKAR team and students .
Subscribe to our channel for 'Edutainment' specified content .
Thank You
Jay Jagannath 🙏🏻
7:12
ଓଡ଼ିଶୀ ନାଟ୍ୟାଙ୍ଗ :- ନବଘନ କାଳିଆ ଚାନ୍ଦ..| NABAGHANA KALIACHANDA..| Gurushri Niranjan Behera
4 ай бұрын
5:47
ନ ଯା ଯମୁନା ଲୋ ସହୀ..| Na Jaa Jamuna Lo Sahi..| by:- Anjalee Barik
5 ай бұрын
5:11
ଆସୁଛି କାଳିଆ ରାଜା | ଭଜନ ନୃତ୍ୟ |
5 ай бұрын
7:46
ଓଡ଼ିଶୀ ନୃତ୍ୟ :- ଦୁର୍ଗା ତାଣ୍ଡବ | Odishi - Durga Tandaba | Priyansha Sahu
6 ай бұрын
2:29
ଆହେ ଜଗନ୍ନାଥ..| Aahe Jagannatha..| Odia Bhajan | 26th Annual Function, 2024
6 ай бұрын
7:51
ଓଡ଼ିଶୀ ରାଗାଙ୍ଗ- ବସି କାନ୍ଦୁଥିବ ମାନିନୀ..|BASI KANDUTHIBA MANINI..| GURUSRI NIRANJAN BEHERA |
6 ай бұрын
6:35
କେଡ଼େ ଛନ୍ଦ ଜାଣେ ଲୋ ସହୀ | KEDE CHHANDA JAANE LO.. | BY:- ANJALI BARIK | ODISHI PARAMPARIKA SANGITA
6 ай бұрын
5:17
ଆଜ ଦେଖିଲି ରେ..| AAJA DEKHILI RE..| by:- GURU SHRI NIRANJAN BEHERA & SUBASH C. SETHY
6 ай бұрын
5:19
ଛାନ୍ଦ:-ଶ୍ରୀ ରାଧା ବାତୁଳି..| CHHANDA: SRI RADHA BATULI..|by: GuruSri Niranjan Behera & Subhash C.Sethi
7 ай бұрын
6:32
ଓଡ଼ିଶୀ ନାଟ୍ୟାଙ୍ଗ - ତୋ ଲାଗି ଗୋପଦାଣ୍ଡ…
7 ай бұрын
6:54
ଗଙ୍ଗାତରଙ୍ଗ | Gangataranga-Odishi Dance | Rudra Tandav |
7 ай бұрын
7:44
ନମସ୍ତେ ପ୍ରଭୁ ଜଗନ୍ନାଥ | NAMASTE PRABHU JAGANNATHA | ଜଗନ୍ନାଥ ଜଣାଣ| 26th Annual Function
7 ай бұрын
5:33
Kanha Thare Radha Gori Mana Karichi |
9 ай бұрын
7:26
ଗୌଡ଼ ଟୋକା..| Gauda Toka.. | Odia Bhajan | Guru Sri Niranjan Behera
10 ай бұрын
6:35
ତୁହି ମାଁ ଜନମ ଭୂମି | Tu Hi Maa Janama Bhumi | Odia Patriotic Song | Gurusri Niranjan Behera
11 ай бұрын
5:45
ଛନ୍ଦା ଚରଣେ..| Chhanda Charane ..| Ft:- Guru Shri Niranjan Behera
Жыл бұрын
9:59
ମଙ୍ଗଳେ ଅଇଲା ଉଷା.. | Mangale Aila Usha.. | Swabhaba Kavi Gangadhar Meher | Guru Shree Niranjan Behera
Жыл бұрын
6:13
ସିଂହ ବାହିନୀ .. | SINGHA BAHINI.. | ft:- MAMTA RANI SAHU, PRIYANSHA & SULAGNA
Жыл бұрын
6:21
ମା ମୋ ଆସିଛି ବୋଲି | MAA MO ASHICHI BOLI | ft:- ANJALI BARIK
Жыл бұрын
6:03
ଜୟ ଜୟ ଗଣନାଥ | ଗଣେଶ ବନ୍ଦନା |
Жыл бұрын
4:41
କୁନି ଠାକୁର.. | Kuni Thakur.. | Odia Krishna Bhajan | Dwitimayee Swain | Guru Shree Niranjan Behera
Жыл бұрын
5:53
ରାଧା ଲୋ ରାଧା..| RADHA LO RADHA.. | GURU SHREE NIRNJAN BEHERA | Odia Bhajan |
Жыл бұрын
6:24
ରେ କାହ୍ନା..| Re Kanha.. | Krushna Bhajan | Guru Shree Niranjan Behera
Жыл бұрын
14:39
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ | ରାଗ - ଆଶାବରୀ | ତାଳ - ଏକତାଳି
Жыл бұрын
4:52
ଭଜନ:- କାଳିଆ ଠାକୁର ମୋ କୁନି ଠାକୁର..|ରଚନା ଓ ସ୍ଵର ସଂଯୋଜକ:-ଗୁରୁ ଶ୍ରୀ ନିରଞ୍ଜନ ବେହେରା ।
Жыл бұрын
5:10
ଜଗନ୍ନାଥ ଜଣାଣ - ଆହେ ମହାପ୍ରଭୁ |ରଚନା - ଶ୍ରୀ ତରୁଣ କୁମାର ପରିଛା |କଣ୍ଠଶିଳ୍ପୀ - ଗୁରୁ ଶ୍ରୀ ନିରଞ୍ଜନ ବେହେରା |
Жыл бұрын
7:27
ସ୍ଵାଗତ ସଙ୍ଗୀତ :- ଆଜି ମନ ଆମ ନାଚି ଯାଉଛି...
Жыл бұрын
5:13
ଭଜନ ନୃତ୍ୟ :- ଚଗଲା କାହ୍ନୁ
Жыл бұрын
11:17
ଓଡ଼ିଶୀ ଅଭିନୟ ନୃତ୍ୟ:- ଆହେ ନୀଳ ଶୈଳ |
Жыл бұрын
Пікірлер
@bapibapipradhan8067
21 сағат бұрын
Sare more pranaam🙏 bhajan❤🙏
@GokulChandraPradhan-o3h
6 күн бұрын
One advertising stopped ur music. Could u help in eliminating this sd for the end.
@GokulChandraPradhan-o3h
7 күн бұрын
Excellent thank you. 🙏🙏🙏💯🙏
@baidyanathsatpathy6436
7 күн бұрын
ପାଶ୍ଚାତ୍ୟ ସଭ୍ୟତାର ସଂଗୀତ ବର୍ତ୍ତମାନ ଯୁବା ପିଢିଙ୍କୁ ପାଗଳ କରିଛି. ସେଥିରେ ନା ଅଛି ରାଗ ନା ରାଗିଣୀ ନା ଭାବ. କିନ୍ତୁ ଆଧୁନିକତାର ଦ୍ୱାହି ଦେଇ ସେ ସଂଗୀତର ତାଳେ ତାଳେ ସମସ୍ତେ ମତୁଆଲ. କିନ୍ତୁ ଏ ଆମ ସଂସ୍କୃତି ପରମ୍ପରର ସଂଗୀତ ହୃଦୟକୁ ଥରାଇ ଦେବାର ସଂଗୀତ. କିନ୍ତୁ ଦୁର୍ଭାଗ୍ୟ ଏପରି ସଂଗୀତ ଏବଂ ସଙ୍ଗୀତଜ୍ଞ ଅଲୋଡ଼ା ହେଉଛନ୍ତି. ଆମ ମା ମାନେ 😀ସନ୍ଧ୍ୟା ସମୟରେ ଏ ସଂଗୀତ ଶୁଣାଉଥିଲେ, ଯାହା ଆଜିବି ଆମ ହୃଦୟ ଭିତରେ ଝଙ୍କୃତ ହେଉଛି.
@DileswarSahoo-v3i
11 күн бұрын
ଅତି ସୁନ୍ଦର ମଧୁର ସ୍ୱର, ଧନ୍ୟବାଦ ସାର 🙏
@SubratSwain-x9l
14 күн бұрын
My favourite song in school life,now I'm software engineer in Bangalore but my language ,my song best in world 🎉❤
@baikunthaparida4016
17 күн бұрын
Good
@RakeshSarangi-z8z
18 күн бұрын
Eparigita milibani
@goutamgoutam1499
22 күн бұрын
Ati ucha kotira song
@bhanumatiparida1136
25 күн бұрын
Bhala heichi.
@banamaliluha9063
26 күн бұрын
Good sir
@pareshchmajhi9112
27 күн бұрын
ସ୍ବଭାବ କବିଙ୍କଚିରା ଅବିସ୍ମରଣୀୟ କବିତା 🙏🙏🌹🌹
@pradipsahu8406
Ай бұрын
Very nice sir 🙏🙏🙏🙏
@ramachandrapanipani7424
Ай бұрын
ବୋଇଲେ ଉଠ ବୈଦେହୀ ! ଉଷା ସୁକୁମାର ଦେହୀ -- ଉଷା ସୁକୁମାରୀ ଦେହୀ ଆପଣଙ୍କ ଗୀତରେ ।
@ramachandrapanipani7424
Ай бұрын
ଲଳିତ ମଧୁରେ କହିଲା ଉଠ ସତୀ, ରାଜ୍ୟରାଣୀ ! ରାତି ପାହିଲା । (କେହି କେହି ରାଜରାଣୀ କହନ୍ତି ।)
@ramachandrapanipani7424
Ай бұрын
ପୂର୍ବରୁ ଲେଖିଥିଲି :-- ଧନ୍ୟ ଏ ସିଦ୍ଧାର୍ଥ ଭକ୍ତି ସୀତାରାମଙ୍କର କୃତି ପ୍ରକାଶେ ଭକ୍ତି ସଙ୍ଗୀତ ସାରା ସଂସାରେ ଉତ୍କଳ (ଓଡ଼ିଶା) ସାହିତ୍ୟ କୃତି ଜଗତେ ପ୍ରକାଶୁଛନ୍ତି ଶୁଭେଚ୍ଛା ଆମର ସଦା ରହୁ ସାଥିରେ । (୩) ସଂସ୍କୃତ ଓଡ଼ିଆ ମିଶା ଭାବପୂର୍ଣ୍ଣ ମଧୁ ଭାଷା କବି ଗଙ୍ଗାଧରଙ୍କର ଉପମା ଭରା ଯୋଗେଶ୍ଵରୀ ମାତା ସୀତା ସର୍ବ ଜନ ଆରାଧିତା ଉଷା କାଳେ ଉଠିବାକୁ ଏ ଗୀତ ପରା ! (୪) -- ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ୧୧ ଡିସେମ୍ବର, ୨୦୨୪, , ବୁଧବାର, ମଧ୍ୟାହ୍ନ
@ramachandrapanipani7424
Ай бұрын
ଶ୍ରୀ ନିରଞ୍ଜନ ବେହେରା ଗୁରୁଙ୍କ କଣ୍ଠରେ ଭରା ହୃଦ-ଭକ୍ତି ଅଙ୍ଗଭଙ୍ଗୀ ସହିତ ମଖା ସଙ୍ଗୀତ ପରିବେଷଣ ଜିଣି ନେଉଅଛି ମନ ତା' ସହିତ ଚିତ୍ର, ଦୃଶ୍ୟ ହେଉଛି ଦେଖା । ରାମାୟଣ ପୁରାଣ କଥା ସଂସ୍କୃତ ଓଡ଼ିଆ ଯୁକ୍ତ ଏହି କବିତା । (୩)
@ramachandrapanipani7424
Ай бұрын
ଚୋଖୀ ରାଗେ ଗୀତ ଲେଖା ସଭିଙ୍କ ହୃଦୟେ ଯୋଖା ପଢ଼ିଲେ, ଶୁଣିଲେ ଭାବେ ମଜ୍ଜଇ ସତ୍ତା ପ୍ରକୃତି ପଶୁ ପକ୍ଷୀଙ୍କ ସ୍ନେହ ଆଦର ସହିତ ଉଷା କାଳର ଆହ୍ଵାନ ଉଠିବେ ସୀତା । କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ! ରାତି ପାହିଲା । (୨)
@ramachandrapanipani7424
Ай бұрын
ଏବେ ଲେଖିଲି :-- ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ସ୍ବଭାବ କବିଙ୍କ ଭାଷା -- ନାହିଁ ତୁଳନା ବନବାସୀ ସତୀ ଯୋଷା ଜାନକୀ ଦର୍ଶନ ତୃଷା, ପ୍ରାତଃ ବନ୍ଦନା । (୧) ପଦ କେଡ଼େ ସୁନ୍ଦର ଆହା ! ଗଙ୍ଗାଧର ମେହେରଙ୍କ ଗଢ଼ା ଓଡ଼ିଆ । (୧)
@ramachandrapanipani7424
Ай бұрын
ରାମ ସୀତାଙ୍କ ଚରିତ ଦଶମ ଶ୍ରେଣୀର ପାଠ ପଚାଶ ବର୍ଷ ତଳର ମନେ ପଡ଼ିଲା, ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠୁ ମଧୁରେ ନିଃସୃତ ବାରଂବାର ଶୁଣିବାକୁ ମନ ବଳିଲା । (୨)
@ramachandrapanipani7424
Ай бұрын
ପୂର୍ବରୁ ଲେଖିଥିଲି :-- ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟଗତ ଉଷା ବର୍ଣ୍ଣନା ଅଦ୍ଭୁତ ହୃଦ କିଣିଲା, ଚୋଖୀ ରାଗରେ ଲିଖିତ ଏହା ସ୍ବଭାବ କବିଙ୍କ ଅତୀବ ସୁନ୍ଦର ଗୀତ ମନ ଛୁଇଁଲା । (୧)
@ramachandrapanipani7424
Ай бұрын
ଭଉଣୀ ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠରୁ ଗୀତଟି ଶୁଣୁ ଶୁଣୁ ଯେପରି ସେହି ସମାନ ଚୋଖୀ ରାଗରେ ସରଳ ଭାଷାରେ ମୋର ମନ୍ତବ୍ୟ ଲେଖିଥିଲି (ଟାଇପ୍ କରିଥିଲି) ସେହିପରି ଗୁରୁ ଶ୍ରୀ ନିରଞ୍ଜନ ବେହେରାଙ୍କ କଣ୍ଠରୁ ଶୁଣୁ ଶୁଣୁ ସ୍ଵତଃସ୍ଫୁରିତ ପଦ ଏଠାରେ ବି ଟାଇପ୍ କରୁଛି ।
@ramachandrapanipani7424
Ай бұрын
ଖୁବ୍ ସୁନ୍ଦର ପରିବେଷଣ । ମୋ ପାଇଁ ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟାହ୍ନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ଅନ୍ତର୍ଗତ ଏହି ମଙ୍ଗଳେ ଅଇଲା ଉଷା ଗୀତଟି ସିଦ୍ଧାର୍ଥ ଭକ୍ତି ପରିବେଷିତ ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠରେ ଶୁଣିବାକୁ ପାଇଥିଲି ଏବଂ ମୋର ମନ୍ତବ୍ୟ ଜଣାଇଥିଲି । ପୁଣି KZbin ୟୁଟ୍ୟୁବ୍ ଖୋଲି ସନ୍ଧ୍ୟାରେ ସମାନ ଗୀତଟି ଗୁରୁ ଶ୍ରୀ ନିରଞ୍ଜନ ବେହେରାଙ୍କ କଣ୍ଠରେ ଶୁଣି ଖୁବ୍ ଭଲ ଲାଗିଲା । ଶୁଭମ୍ କ୍ରିଏସନ୍, ବଲାଙ୍ଗିର ସ୍ୱର ଝଙ୍କାର ଏହା ପ୍ରସ୍ତୁତ କରିଛନ୍ତି ଫୋଟୋ ଚିତ୍ର ଓ ରାମାୟଣ କାହାଣୀ ଦୃଶ୍ୟ ସହିତ । ସମସ୍ତଙ୍କୁ ଆମର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । -- ରାମଚନ୍ଦ୍ର ପାଣି, ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ଡିସେମ୍ବର ୧୧, ୨୦୨୪, ବୁଧବାର, ସନ୍ଧ୍ୟା ୭ଟା
@PANKAJMEHER-p6v
Ай бұрын
🎉❤🎉 beautiful poem
@HaldharSuna-b1q
Ай бұрын
ପରନାମ ମେହେର କବି ଓଡିଆ ଜାତି ଥିବାଯାଏ ଚିର ଆମର ଅଛ
@jayasennayak5435
Ай бұрын
Sundar
@jayasennayak5435
Ай бұрын
Super
@gopalaballavasahu3364
Ай бұрын
ବହୁତ୍ ସୁନ୍ଦର୍ ହେଇଛି ମୋ ମନକୁ ଛୁଇଁ ଯାଏ ଚୋଖି ବୃତ୍ତ ହେଇ ଥିବାରୁ ଆହୁରି ମଧୁରତା ଭରି ଦେଇଥାଏ କବି ଗଙ୍ଗଧରଙ୍କ କାବ୍ୟଂଶ କୁ ଲୋକ ଲୋଚନ କୁ ଆଣି ଥିବାରୁ ଆପଣଙ୍କ କୁ କୋଟି କୋଟି ଧନ୍ୟବାଦ୍।
@RakeshSarangi-z8z
Ай бұрын
Iam salute you.and to your song.
@kalpanabarik2772
Ай бұрын
Amazing old always gold
@snehasudhamishra1871
Ай бұрын
🙏 Jai Jagannath 🙏
@debashissenapati4027
Ай бұрын
ବୃତ୍ତ କୌଶିକ ମନ୍ତ୍ରୀ ମୁଖୁ ଶୁଣି କେପେ ବିଂଶ ପାଣି ଏଇ ସ୍ବର
@brijeshmohanty4984
Ай бұрын
Those who r here to listen this song u have a great taste of music.. Sending love ❤️
@ladukishoresabata6005
Ай бұрын
❤❤
@KartikNaik-vr1vn
Ай бұрын
ATI sundar
@Nityaabhai
Ай бұрын
ଏହା ଆମ ପାଠ ରେ ଥିଲା ❤❤❤❤❤
@branjanurma9576
Ай бұрын
So nice🎉
@shrutisargamentertainment893
Ай бұрын
ଵହୁତ ସୁନ୍ଦର ଭଜନ
@bibekanandapradhan1401
Ай бұрын
Bahut sundar
@sudhansupurohit6509
2 ай бұрын
Excellent 👌👌👌👍👍👍
@rohitray2380
2 ай бұрын
Excellent 👌
@udayanarayanmaharana5481
2 ай бұрын
ବହୁତ ହୃଦୟ ସ୍ପର୍ଶୀ ।
@SWARAJHANKAR
Ай бұрын
ଧନ୍ୟବାଦ।
@krushnasamal7485
2 ай бұрын
Excellent❤❤❤
@prasannabhajanandsangita936
2 ай бұрын
Bahutsundar🕉️🕉️🕉️🙏🙏🙏
@narayanluha5547
2 ай бұрын
❤ ବହୁତ ସୁନ୍ଦର ସ୍ଵର ସଂଯୋଜନା ଓ କଣ୍ଠସ୍ୱର। ଧନ୍ୟବାଦ ସ୍ଵର ଝଙ୍କାର ଅନୁଷ୍ଠାନ।
@SWARAJHANKAR
Ай бұрын
ଧନ୍ୟବାଦ 🙏🏼
@nimakantaroutray2824
2 ай бұрын
Beautiful presentation 👍
@madhusudanmahapatra01
2 ай бұрын
🎉🎉🎉ଧା ଖଡ ଖଟ, ଧା ଖଡ ଖଟ, କୀ ନ୍ଦା,,ଧା ଖଡ୍ ଖଟ କିନ୍ଦା ,ଧା 🎉🎉🎉
@nilamanitarai9386
2 ай бұрын
Very nice very nice
@SWARAJHANKAR
Ай бұрын
Thanks a lot ❤️
@rasmitapadhan3268
2 ай бұрын
Very beautiful song...
@samsputel4622
2 ай бұрын
Madhura paribesana 🙏🙏🙏
@SWARAJHANKAR
Ай бұрын
Dhanyabad 🙏🏼🙏🏼❤️