KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Mangale Aila Usha - ମଙ୍ଗଳେ ଅଇଲା ଉଷା - Swabhaba Kabi Gangadhar Meher | Debasmita Acharya |Odia Bhakti
15:13
Dhire Ghena Kananare Krushna Bilambita | Rabindra Mahapatra | ଧିରେ ଘେନ କାନନ ରେ କୃଷ୍ଣ ବିଳମ୍ବିତ
31:39
Қайрат Нұртас - Не істедің (Cover) Roza Zergerli - İstedim
02:53
99.9% IMPOSSIBLE
00:24
Каха и дочка
00:28
Une nouvelle voiture pour Noël 🥹
00:28
ମଙ୍ଗଳେ ଅଇଲା ଉଷା.. | Mangale Aila Usha.. | Swabhaba Kavi Gangadhar Meher | Guru Shree Niranjan Behera
Рет қаралды 165,505
Facebook
Twitter
Жүктеу
1
Жазылу 6 М.
SWARAJHANKAR
Күн бұрын
Пікірлер: 109
@SWARAJHANKAR
3 ай бұрын
ଆମ କାର୍ଯ୍ୟ କୁ ବହୁ ସଂଖ୍ୟା ରେ ସମ୍ମାନ ଓ ଭଲ ପାଇବା ଦେଇଥିବା ଯୋଗୁଁ, ଦର୍ଶକ ମାନଙ୍କୁ ସ୍ଵରଝଙ୍କାର ,ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ଜୟ ଜଗନ୍ନାଥ,,🙏 ଏହି ପରି ଭାବେ ସହଯୋଗ ଦେଖେଇ ଚାଲନ୍ତୁ ଏବଂ ଆମ ଅନ୍ୟ ଭିଡିଓ କୁ ମଧ୍ୟ ଭଲ ପାଇବା ଦିଅନ୍ତୁ।
@janmejayanaik3282
8 ай бұрын
What a fantastic tone this is the gift maa Swaraswati ,Thank you guruji. 🙏🙏🙏
@karuna_bagh_official
Жыл бұрын
ବହୁତ ସୁନ୍ଦର ହୃଦୟସ୍ପର୍ଶୀ, ଗାୟନ ଯାହା ମନକୁ ଭିନ୍ନ ଦୁନିଆକୁ ନେଇ ଯାଉଛି , ପ୍ରଣାମ ଗୁରୁଜୀ 🙏ସୁନ୍ଦର ଅଭିନୟ ପରିବେଷଣ କରିଥିବା ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ
@chaudhuryjena8446
4 ай бұрын
ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ,ଯୁଗ ଯୁଗ ପାଇଁ ଚିରସ୍ମରଣୀୟ ହୋଇ ରହିବେ।🙏🙏🙏🙏
@sanjuktabehera1863
Жыл бұрын
ବହୁତ ସୁନ୍ଦର ❤🙏ରାଗ ଚୋଖି। ଦୟାକରି ରାଗ ଚୋଖି ବିଷୟରେ କିଛି ଜାଣି ପାରିବି!! 🙏🙏
@pareshchmajhi9112
8 күн бұрын
ସ୍ବଭାବ କବିଙ୍କଚିରା ଅବିସ୍ମରଣୀୟ କବିତା 🙏🙏🌹🌹
@anjaleebarik5358
Жыл бұрын
ଖୁବ ସୁନ୍ଦର ମଧୁର ପରିବେଷଣ ସମସ୍ତ କଳାକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏
@singerbharatnagofficial4529
Жыл бұрын
ବହୁତ ସୁନ୍ଦର ହେଇଛି ଗୁରୁଜୀ ପ୍ରଣାମ 🙏🙏🙏
@gadadharkar3527
3 ай бұрын
ଗଳାରତ୍ନଂ ଗାନଂଈଶ୍ୱର ଆପଣଙ୍କ ଠାରେ ପ୍ରଦାନକରିଥିବାରୁ ଆପଣ ଧନ୍ଯବାଦାର୍ହ। ଛନ୍ଦ ଲୟ ତାଳ ଅତି ସୁନ୍ଦର ହେତୁ ଅତିମନମୁଗ୍ଧକର ହେଲା।
@kalpanasamal8462
3 ай бұрын
ଓହୋ କି ସୁମଧୁର ସଂଗୀତ........ 👌🙏❤
@gobindachandranayak9576
Жыл бұрын
ସୁନ୍ଦର ବହୁତ ସୁନ୍ଦର, ବହୁତ ସୁନ୍ଦର
@gopalaballavasahu3364
17 күн бұрын
ବହୁତ୍ ସୁନ୍ଦର୍ ହେଇଛି ମୋ ମନକୁ ଛୁଇଁ ଯାଏ ଚୋଖି ବୃତ୍ତ ହେଇ ଥିବାରୁ ଆହୁରି ମଧୁରତା ଭରି ଦେଇଥାଏ କବି ଗଙ୍ଗଧରଙ୍କ କାବ୍ୟଂଶ କୁ ଲୋକ ଲୋଚନ କୁ ଆଣି ଥିବାରୁ ଆପଣଙ୍କ କୁ କୋଟି କୋଟି ଧନ୍ୟବାଦ୍।
@narayanadash552
4 ай бұрын
ରାଗ, ଚୋଖୀ, ହୃଦୟ ସ୍ପର୍ଶି
@ramachandrapanipani7424
11 күн бұрын
ଶ୍ରୀ ନିରଞ୍ଜନ ବେହେରା ଗୁରୁଙ୍କ କଣ୍ଠରେ ଭରା ହୃଦ-ଭକ୍ତି ଅଙ୍ଗଭଙ୍ଗୀ ସହିତ ମଖା ସଙ୍ଗୀତ ପରିବେଷଣ ଜିଣି ନେଉଅଛି ମନ ତା' ସହିତ ଚିତ୍ର, ଦୃଶ୍ୟ ହେଉଛି ଦେଖା । ରାମାୟଣ ପୁରାଣ କଥା ସଂସ୍କୃତ ଓଡ଼ିଆ ଯୁକ୍ତ ଏହି କବିତା । (୩)
@Nityaabhai
Ай бұрын
ଏହା ଆମ ପାଠ ରେ ଥିଲା ❤❤❤❤❤
@PrakashchandraBarik-bl4gm
2 ай бұрын
Gurujipranam😊
@narayanpradhan6563
3 ай бұрын
ଅତି ଭଲ ଆଜ୍ଞା ଆପଣଙ୍କ ସଂଗୀତ ଗାନ 🙏ସୁକୁମାରୀ ନୁହେଁ ସୁକୁମାର
@narayanluha5547
Ай бұрын
❤ ବହୁତ ସୁନ୍ଦର ସ୍ଵର ସଂଯୋଜନା ଓ କଣ୍ଠସ୍ୱର। ଧନ୍ୟବାଦ ସ୍ଵର ଝଙ୍କାର ଅନୁଷ୍ଠାନ।
@SWARAJHANKAR
Ай бұрын
ଧନ୍ୟବାଦ 🙏🏼
@bonoshsahoo7894
4 ай бұрын
ବହୁତ ଭଲ ଆଜ୍ଞା ।।।ବୋଇଲେ ଉଠ ବୈଦେହୀ ଉଷା ସୁକୁମାରଦେହୀ ✅✅✅ ସୁକୁମାରୀ ନୁହେଁ
@nabakishorpradhan461
8 ай бұрын
🎉❤🎉❤🎉❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ସବୁରି ଦୁଃଖ ଦୂର କର ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଆପଣଙ୍କର ଓଡ଼ିଶା ର ବିଲୁପ୍ତ ହୋଇଯାଉଥିବା କଳା କୁ ଜୀବିତ କରି ରଖୀ ଥୀବାରୁ ଅଶେଷ ଅଶେଷ ଧନ୍ୟବାଦ 🎉❤🎉❤🎉❤🎉❤🎉🎉❤🎉❤🎉❤
@purnachandradas4593
2 ай бұрын
ଯୋଗଜନ୍ମା ସ୍ବଭାବ କବିଙ୍କର ଚିରନ୍ତନ ସୃଷ୍ଟିର ଚମତ୍କାର ପରିବେଷଣ। ଅଶେଷ ଅଭିନନ୍ଦନ।
@SWARAJHANKAR
Ай бұрын
ଧନ୍ୟବାଦ 🙏🏻
@reenaranimohanty6334
8 ай бұрын
ମୋର ବହୁତ୍ ପ୍ରିୟ ଗୀତ। ଖୁବ୍ ସୁନ୍ଦର ଗୁରୁଜୀ ଗାଇଛନ୍ତି। ପ୍ରଣାମ ମହାଶୟ 🙏🙏
@ramachandrapanipani7424
12 күн бұрын
ପୂର୍ବରୁ ଲେଖିଥିଲି :-- ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟଗତ ଉଷା ବର୍ଣ୍ଣନା ଅଦ୍ଭୁତ ହୃଦ କିଣିଲା, ଚୋଖୀ ରାଗରେ ଲିଖିତ ଏହା ସ୍ବଭାବ କବିଙ୍କ ଅତୀବ ସୁନ୍ଦର ଗୀତ ମନ ଛୁଇଁଲା । (୧)
@namitapattnaik372
3 ай бұрын
ବହୁତ୍ ସୁନ୍ଦର ପ୍ରଣାମ ଗୁରୁଜୀ
@PrakashchandraBarik-bl4gm
2 ай бұрын
Gurujibahutatpranam😊sunderakantha😅saraswatimaaeraghellapua😊pranamguruji😊
@snehasudhamishra1871
23 күн бұрын
🙏 Jai Jagannath 🙏
@udayalima9094
3 ай бұрын
ସ୍ବଭାବ କବି ପଶ୍ଚିମ ଓଡିଶାର ସୁନାମଧନ୍ୟ କବି. ଉତ୍କଳର କବିସମ୍ରାଟ ଉପେନ୍ଦ୍ରଭଂଜ ସ୍ବଭାବ କବି ଗଂଗାଧର ମେହେର ବ୍ୟାସକବି ଫକୀର ମୋହନ ସେନାପତି ଅନେକ କବି ମହାନ୍ ଓ ଗୌରବ. ଜୟ ଜଗନ୍ନାଥ🙏
@ramachandrapanipani7424
12 күн бұрын
ରାମ ସୀତାଙ୍କ ଚରିତ ଦଶମ ଶ୍ରେଣୀର ପାଠ ପଚାଶ ବର୍ଷ ତଳର ମନେ ପଡ଼ିଲା, ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠୁ ମଧୁରେ ନିଃସୃତ ବାରଂବାର ଶୁଣିବାକୁ ମନ ବଳିଲା । (୨)
@kshirasagar5460
3 ай бұрын
Thank u achha laga .👍
@nabakishorpradhan461
3 ай бұрын
❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ତୁମରି ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ଅତି ସୁନ୍ଦର ଓଡ଼ିଶା ର ପରମ୍ପରା ସଂସ୍କୃତି
@NarayanMuduli-g1t
7 ай бұрын
After listening to this song, it feels like my mind has found peace.😊
@samsputel4622
Ай бұрын
Madhura paribesana 🙏🙏🙏
@SWARAJHANKAR
Ай бұрын
Dhanyabad 🙏🏼🙏🏼❤️
@bhanumatiparida1136
6 күн бұрын
Bhala heichi.
@kalpanabarik2772
20 күн бұрын
Amazing old always gold
@ramachandrapanipani7424
12 күн бұрын
ଭଉଣୀ ଦେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠରୁ ଗୀତଟି ଶୁଣୁ ଶୁଣୁ ଯେପରି ସେହି ସମାନ ଚୋଖୀ ରାଗରେ ସରଳ ଭାଷାରେ ମୋର ମନ୍ତବ୍ୟ ଲେଖିଥିଲି (ଟାଇପ୍ କରିଥିଲି) ସେହିପରି ଗୁରୁ ଶ୍ରୀ ନିରଞ୍ଜନ ବେହେରାଙ୍କ କଣ୍ଠରୁ ଶୁଣୁ ଶୁଣୁ ସ୍ଵତଃସ୍ଫୁରିତ ପଦ ଏଠାରେ ବି ଟାଇପ୍ କରୁଛି ।
@nlnaik9567
5 ай бұрын
Bahut sunder geet...heart touching
@SWARAJHANKAR
5 ай бұрын
❤️
@surendrakumarrout7934
2 ай бұрын
ବହୁତୀ ସୁନ୍ଦର 🎉🎉🎉
@SarathiChirgun
Ай бұрын
Bahut sundar sir 🎉🎉
@SWARAJHANKAR
Ай бұрын
Dhanyabad 🙏🏻
@nlnaik9567
5 ай бұрын
Bahut sundar ,best voice
@SWARAJHANKAR
5 ай бұрын
Thank You 🙏🏻
@udayanarayanmaharana5481
Ай бұрын
ବହୁତ ହୃଦୟ ସ୍ପର୍ଶୀ ।
@SWARAJHANKAR
Ай бұрын
ଧନ୍ୟବାଦ।
@harapriyapati951
Жыл бұрын
Khub Sundar paribesana🙏
@basantamohapatra1633
3 ай бұрын
I feel I am in heven.The wardings of the song are heart touching.No other song by any poet is more excellent than this song.l admire highly its poet composer Meher.Also sang melodiously.I enjoyed.
@debendrasaha4045
4 ай бұрын
Very melodious
@ramachandrapanipani7424
11 күн бұрын
ବୋଇଲେ ଉଠ ବୈଦେହୀ ! ଉଷା ସୁକୁମାର ଦେହୀ -- ଉଷା ସୁକୁମାରୀ ଦେହୀ ଆପଣଙ୍କ ଗୀତରେ ।
@PANKAJMEHER-p6v
13 күн бұрын
🎉❤🎉 beautiful poem
@DIPIKASAHU-pi8lc
Жыл бұрын
Nice song and video very beautiful 🙏🏻🙏🏻🙏🏻🙏🏻
@RakeshSarangi-z8z
17 күн бұрын
Iam salute you.and to your song.
@pratapsahoo8881
4 ай бұрын
Bahut badhia
@BenudharMohanty-n8n
11 күн бұрын
BAHUT BADHIA
@prahladsahoo7626
2 ай бұрын
Super 👍
@nukulchandrasahoo9318
4 ай бұрын
ଅତୀତରେ ଏଭଳି ସୁମଧୁର ଗୀତର ରଚୟିତା ଏବଂ ସଂଗୀତ ନିର୍ଦ୍ଦେଶକ ଥିଲେ
@ABHIMANYUPRUSTY-mn9wq
Жыл бұрын
Sir.pranam. Abhinaya o swara very nice 👍
@ramachandrapanipani7424
11 күн бұрын
ଏବେ ଲେଖିଲି :-- ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ସ୍ବଭାବ କବିଙ୍କ ଭାଷା -- ନାହିଁ ତୁଳନା ବନବାସୀ ସତୀ ଯୋଷା ଜାନକୀ ଦର୍ଶନ ତୃଷା, ପ୍ରାତଃ ବନ୍ଦନା । (୧) ପଦ କେଡ଼େ ସୁନ୍ଦର ଆହା ! ଗଙ୍ଗାଧର ମେହେରଙ୍କ ଗଢ଼ା ଓଡ଼ିଆ । (୧)
@chandanaacharya6171
Жыл бұрын
Hrudasparsi sir.ati Sundar paribesana.uchhakotira...🙏🏻🙏🏻
@PrakashchandraBarik-bl4gm
2 ай бұрын
Saraswatimaankerghellapua
@PrafullaKumarMohapatra-n8r
3 ай бұрын
Sir, Please complete the song even though lengthy. I am very eagerly waiting to listen the full song in your voice & style. Namaskar.
@banamaliluha9063
8 күн бұрын
Good sir
@bhubaneswardashofficial6651
Жыл бұрын
ବହୁତ ସୁନ୍ଦର Sir 🙏🙏🙏🙏🙏
@ramachandrapanipani7424
11 күн бұрын
ଲଳିତ ମଧୁରେ କହିଲା ଉଠ ସତୀ, ରାଜ୍ୟରାଣୀ ! ରାତି ପାହିଲା । (କେହି କେହି ରାଜରାଣୀ କହନ୍ତି ।)
@ramachandrapanipani7424
11 күн бұрын
ଚୋଖୀ ରାଗେ ଗୀତ ଲେଖା ସଭିଙ୍କ ହୃଦୟେ ଯୋଖା ପଢ଼ିଲେ, ଶୁଣିଲେ ଭାବେ ମଜ୍ଜଇ ସତ୍ତା ପ୍ରକୃତି ପଶୁ ପକ୍ଷୀଙ୍କ ସ୍ନେହ ଆଦର ସହିତ ଉଷା କାଳର ଆହ୍ଵାନ ଉଠିବେ ସୀତା । କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ! ରାତି ପାହିଲା । (୨)
@padmabatibehera1268
Жыл бұрын
Beautiful singing and congratulations to all team members 👌👌👌👌
@deepaksa5854
Жыл бұрын
❤❤❤the best manachhuan heichhi❤❤❤❤❤sir🙏🙏🙏🙏
@krushnachandraswain220
3 ай бұрын
Atitare sthie dasakara dsama sreni pathyakhasadare ehi padya thila,atyanta bhabagarbhaka gita
@nilakantha1729
Жыл бұрын
Ati sundara gayana 🙏
@pranatipanigrahy5303
Ай бұрын
Bahut sundar gaichhanti
@BenudharMohanty-jd5ys
Ай бұрын
BAHUT SUNDAR GAICHHANTI
@SWARAJHANKAR
Ай бұрын
Dhanyabad 🙏🏻
@utkalsahu8360
Жыл бұрын
Heart touching 👌👌👌🙏🙏🙏
@ruchisahoo998
Жыл бұрын
Woww sooo amazing song and vdo ❤️
@pradiptakumarmishra3957
Жыл бұрын
ATI sundar. Dhanyabad.
@vijayraaj5645
Жыл бұрын
Bahut Sundar pranam sir
@AnnadaMohanty
3 ай бұрын
Kanhu Mohanty jaleswar Balasore nice Thank you
@brahmanandabarik2077
7 ай бұрын
Very very beautiful .thank you very much .
@NirupamaSahoo-i5l
Жыл бұрын
Ati sundar hoichhi
@ladukishoresabata6005
2 ай бұрын
❤❤
@nilamanitarai9386
Ай бұрын
Very nice very nice
@SWARAJHANKAR
Ай бұрын
Thanks a lot ❤️
@Kalobhabanishankar
10 ай бұрын
ବହୁତ୍ ସୁନ୍ଦର୍
@anilomm3618
4 ай бұрын
ବହୁତ୍ ଆନନ୍ଦ ଲାଗୁଛି🎉❤❤❤
@SWARAJHANKAR
4 ай бұрын
ଧନ୍ୟବାଦ 🙏🏻 ଜୟ ଜଗନ୍ନାଥ ।
@ashutoshnag9207
9 ай бұрын
Ati sunder. Sumadura kantha
@manaswinisatapathy6176
10 ай бұрын
Sundar gayan,
@pradeeppahi8861
5 ай бұрын
Thank u so much
@SWARAJHANKAR
5 ай бұрын
Welcome 🙏🏻 Jay Jagannath
@pradeeppatel1797
Жыл бұрын
Excellent singing sir
@bidhubhusandas4146
2 ай бұрын
ଓଃ ଚତ୍ମକାର
@SWARAJHANKAR
Ай бұрын
ଧନ୍ୟବାଦ 🙏🏻
@AjitRaut-i1d
4 ай бұрын
Sir, apananku bahut namaskar
@BenudharMohanty-jd5ys
3 ай бұрын
sir.apanaku bahut namaskar
@HaldharSuna-b1q
13 күн бұрын
ପରନାମ ମେହେର କବି ଓଡିଆ ଜାତି ଥିବାଯାଏ ଚିର ଆମର ଅଛ
@NarayanMuduli-g1t
7 ай бұрын
Nice song ❤
@arjunbehera6768
4 ай бұрын
Best singing. Style
@MaadigitalBenudhar
Жыл бұрын
Nice
@madanmohanrout9018
Ай бұрын
ଏତେ କୋମଳ ସ୍ବର ମଧୁର କଣ୍ଠ, ମୃଦଙ୍ଗର ନାଦ, ସଙ୍ଗୀତର ନିବିଡ ମୁର୍ଛନା, ଅଦ୍ଭୂତ ସଂକଳନ।। ଏମନ୍ତ ବିରଳ ସୃଷ୍ଟି! ସମ୍ପୂର୍ଣ୍ଣ କାବ୍ଯ ଟିକୁ ଭାଗ ଭାଗ କରି ଗାଇ ଯାଆନ୍ତୁ। ଓଡିଆ ଭାଇଭଉଣୀମାନଙ୍କୁ ମୋହିତ, ଉତ୍ସାହିତ ଓ ଜାଗ୍ରତ କରାଇବା ହୁଅନ୍ତୁ। ଅଥଚ keyboard ଓ ହାରମୋନିୟମ୍ ମାଡରେ ସମସ୍ତ ସଂଗୀତପ୍ରେମୀ ଓ ସାହାତ୍ଯାନୁରାଗୀ ଓ ସାଂସ୍କୃତିକ ବ୍ଯକ୍ତିଙ୍କର କାନକୁ ତତଲା ଲୁହାରେ ଫୁଟାଇ ଦେଇଛନ୍ତି, ବୁଝାପଡୁନାହିଁ କି ଛାମୁ? ଏତେ ବୋଧଶୀଳ ପୁଣି ଏମିତିକା ଚଗଲା? ଏତେ ପୌଢତ୍ବରେ ପୁଣି ଏଡେ ପିଲିଳିଆମି?
@ArtatranSatpathy
Ай бұрын
ନିରଞ୍ଜନ ସାର୍ କର ପଲ୍ଲବେନି ହାର ନ ଗାଇ କର ପଲ୍ଲବେ, ନିହାର ମୁକ୍ତା ଧରି ଗାଇଲେ ଭଲ ହେବ ।
@niranjanrout-b4p
5 ай бұрын
😅
@SubhamTripathi-l3u
19 күн бұрын
gita bhala bhabare padha
@ladukishoresabata6005
2 ай бұрын
ବହୁତ ସୁନ୍ଦର
@ladukishoresabata6005
Ай бұрын
❤❤
15:13
Mangale Aila Usha - ମଙ୍ଗଳେ ଅଇଲା ଉଷା - Swabhaba Kabi Gangadhar Meher | Debasmita Acharya |Odia Bhakti
Odia Bhakti
Рет қаралды 100 М.
31:39
Dhire Ghena Kananare Krushna Bilambita | Rabindra Mahapatra | ଧିରେ ଘେନ କାନନ ରେ କୃଷ୍ଣ ବିଳମ୍ବିତ
Sri Purushottam
Рет қаралды 429 М.
02:53
Қайрат Нұртас - Не істедің (Cover) Roza Zergerli - İstedim
Kairat Nurtas
Рет қаралды 3 МЛН
00:24
99.9% IMPOSSIBLE
STORROR
Рет қаралды 31 МЛН
00:28
Каха и дочка
К-Media
Рет қаралды 3,4 МЛН
00:28
Une nouvelle voiture pour Noël 🥹
Nicocapone
Рет қаралды 9 МЛН
5:07
ଛାନ୍ଦ:- ନଟକୁଟିଆ ସେ..| CHHANDA:-NATAKUTIA SE | by:- Gurushree Niranjan Behera |
SWARAJHANKAR
Рет қаралды 181 М.
15:53
ସରିଲାଣି ଉଦେବେଳ ଅସ୍ତ ହୋଇବ...(ବୁଦ୍ଧିଆ ଭଜନ)ରଚନା-ମହାପୁରୁଷ ଶ୍ରୀ ଶ୍ରୀ ବୁଦ୍ଧନାଥ ଦାସ
Shri Gobardhana Pitha Garoi Ashram
Рет қаралды 29 М.
7:07
Amrutamaya 3
Chhaya Creations
Рет қаралды 2,7 М.
10:27
GURUKARICHHI GO|| ଗୁରୁ କରିଛି ଗୋ ||New Odia Bhajan Video || Jasaswini Sahu | Jogadhyan
mahima music production
Рет қаралды 295 М.
26:03
ଅଭିମନ୍ୟୁ ସାମନ୍ତସିଂହାରଙ୍କ "ବିଦଗ୍ଧ ଚିନ୍ତାମଣି" - ୧ମ ଛାନ୍ଦ | Bidagdha Chintamani - 1st Chhanda | Odisha
Vir Kalinga
Рет қаралды 7 М.
14:53
ନିମାଇଁ ସନ୍ୟାସ ! kirtan Dhara Jhunungapali ! Bahak Prasanta Pasayat !
Jay Ganesh Sound & Media
Рет қаралды 24 М.
5:29
ଛାନ୍ଦ:- କୃଷ୍ଣର ଗମନ ଦେଖି ଛନ-ଛନ | କଣ୍ଠଶିଳ୍ପୀ:- ଗୁରୁଶ୍ରୀ ନିରଞ୍ଜନ ବେହେରା | ODISSI CLASSICAL |
SWARAJHANKAR
Рет қаралды 120 М.
12:24
ମୋ କୃଷ୍ଣ ରେ...//ବନ୍ଦିତା ନାୟକ//MOO KRUSHNA RE//BANDITA NAYAK
BANDITA PARAYANA
Рет қаралды 1 МЛН
19:58
Bitalaku Alingana Kari | Bhakti Sangam | Dukhishyam Tripathy,Niranjan Sahoo | Sidharth Bhakti
Sidharth Utsav
Рет қаралды 96 М.
15:31
Kala Kalebara Kanhai- Odia Chautisha (କ ଠାରୁ କ୍ଷ ) | କଳା କଳେବର କହ୍ନାଇ | Rabindra Mohapatra
Sri Purushottam
Рет қаралды 1,3 МЛН
02:53
Қайрат Нұртас - Не істедің (Cover) Roza Zergerli - İstedim
Kairat Nurtas
Рет қаралды 3 МЛН