6 years ago Nirbhay informed regarding placebo of opened chests hidden under closed doors of

  Рет қаралды 43,016

Nirbhay

Nirbhay

Күн бұрын

6 years ago Nirbhay had informed you regarding the placebo of opened chests hidden under closed doors of the Ratnabhandar | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 289
@prafulasingh2267
@prafulasingh2267 2 ай бұрын
ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ତଥା ୨୪ ବର୍ଷର ସରକାର ଙ୍କ ଉଦ୍ଭଟ ଚିନ୍ତାଧାରା ଓଡ଼ିଶାକୁ ୫୦ ବର୍ଷ ତଳକୁ ଖସେଇ ଦେଇଛନ୍ତି ।
@jeetendrakumarmohanty2963
@jeetendrakumarmohanty2963 2 ай бұрын
ଅତି ସୁନ୍ଦର ବଜେଟ୍, ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ୍, ପୂର୍ବତନ ନବୀନ ସରକାର ଶ୍ରୀ ଜଗନ୍ନାଥଙ୍କୁ ସମ୍ମାନ ଦେଲେ ନାହିଁ, ଓଡିଶାର ଜନସାଧାରଣଙ୍କୁ ୨୪ ବର୍ଷ କାଳ ଭୁଆଁ ବୁଲଉ ଥିଲେ।
@brajakishorepadhi4022
@brajakishorepadhi4022 2 ай бұрын
ୟେ ସବୁ ଯାହା ପାପ କରିଚି ନବୀନ ପଟ୍ଟନାୟକ ତାକୁ ଫାଶି ଖୁଣ୍ଟ ରେ ଝୁଲାଇ ଦେଲେ ବି କମ୍ ହେବ। ରତ୍ନ ଭଣ୍ଡାର ପାଖରୁ ରାଜ୍ଯ ର ଖଣିଜ ପଦାର୍ଥ ଗୁଡିକ ଶାଗ ମାଛ ମୂଲ୍ଯ ରେ ବିକି ଦଳୀୟ ପାଂଠି ନିଜର ପକେଟ୍ ଗରମ କରିଚି ନବୀନ ପଟ୍ଟନାୟକ। ପ୍ରଭୁ ଲୋକନାଥ ବିଚାର କରିବା ହେବେ। 🙏
@chandipadapanda4707
@chandipadapanda4707 2 ай бұрын
ଚୋର କିଏ ତାହା ସମସ୍ତେ ଜାଣିଛନ୍ତି କେବଳ ତାର ନାମଟି ପ୍ରକାଶ କରିବା ବାକିଅଛି ।ଜଗନ୍ନାଥ ମହାପ୍ରଭୁ ନିଶ୍ଚୟ ବିଚାର କରିବେ ।
@Dr.HemantaKumar
@Dr.HemantaKumar 2 ай бұрын
ପିକୁ ପଟ୍ଟନାୟକ କହିଥିଲେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚୋରି ହେଉଥିବାର ରାତି ୧୨ଟା ସମୟରେ ସେ ପ୍ରତ୍ୟକ୍ଷଦର୍ଶୀ ଥିଲେ। ଜଷ୍ଟିସ୍‌ ବିଶ୍ଵନାଥ ରଥଙ୍କ ବକ୍ତବ୍ୟ ରୁ ଯାହା ଜଣା ପଡୁଛି ରନ୍ ଚୋରି ହୋଇଥିବା ସନ୍ଦେହ ଦୃଢୀଭୂତ ହେଉଛି। ଚୋରଙ୍କୁ ପ୍ରଭୁ ଜଗନ୍ନାଥ ହିଁ ଦଣ୍ଡ ଦେବେ ନିଶ୍ଚୟ ।
@bijayanandadash5344
@bijayanandadash5344 2 ай бұрын
Correct Mr. Piku Pattnaik
@sujitsamal694
@sujitsamal694 2 ай бұрын
Nischaya.
@raghumaninayak9593
@raghumaninayak9593 2 ай бұрын
ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ଯେଉଁ ଦୁଃଖ ଯନ୍ତ୍ରଣା ଦେଇଥିଲେ,ସେଥିପାଇଁ ପ୍ରଭୁ ଜଗନ୍ନାଥ କୋପ କଲେ ତେଣୁ 2024 ନିର୍ବାଚନରେ ବିଜେଡି ଦଳ ତିନି ପାଞ୍ଚିରୁ ଗଲା, ଜୟ ଜଗନ୍ନାଥ 🧿❗🧿🕉️🚩🇮🇳🙏🙏🙏
@bipinchandrapatel8420
@bipinchandrapatel8420 2 ай бұрын
Stealing started from 2015.
@tapankumar2468
@tapankumar2468 2 ай бұрын
Biju babu adopted BRAHMA DHARMA AND NO IDOL PUJA
@dr.purnendutripathy5263
@dr.purnendutripathy5263 2 ай бұрын
ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ନାମ ରେ ସିନ୍ଧିଚୋର ହେଇଛି।
@brundaban4
@brundaban4 2 ай бұрын
ଆପଣ ଙ୍କ ବିଶ୍ଳେଷଣ ଟି ବହୁତ ଭଲ ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ
@prafulasingh2267
@prafulasingh2267 2 ай бұрын
ଆପଣଙ୍କ କଥା ମାଗଣା ଖିଆ ଲୋକେ ଓ ମାଗଣା ଦେବା ସରକାରଙ୍କୁ ବହୁତ କଷ୍ଟ ଦେଉଥିବ ।
@satyanaryanpraharaj5840
@satyanaryanpraharaj5840 2 ай бұрын
ଏସବୁ ପ୍ରଭୁ ଜଗନ୍ନାଥ କଂ ମାୟା ।
@rashmirekhapattanaik3802
@rashmirekhapattanaik3802 2 ай бұрын
ତନ୍ତ୍ର କାମ ଦେଲାନହିଁ କି ମନ୍ତ୍ର ବି କଟୁ କଲା ନାହିଁ😂 କାରଣ କାଳିଆ ବଡ଼ ବଡ଼ ଆଖିରେ ସବୁ ଦେଖୁଛି,,,, ଠିକ୍ କହୁଛନ୍ତି ଆପଣ🙏🪔ଜୟ ଜୟ ଜଗନ୍ନାଥ
@manjushaswain1037
@manjushaswain1037 2 ай бұрын
ବିହାର ରେ ଲାଲୁ ଗୋ ଖାଦ୍ୟ ‌‌ ଦୁର୍ନୀତି ପାଇଁ ଜେଲ୍ ଗଲେ । ଏତେ ‌ଦୁର୍ନୀତି କରିଥିବା ନବୀନ ଓ ଭୈରବ ଶୀଘ୍ର ଆଜୀବନ ଜେଲ୍ ଦଣ୍ଡ ଭୋଗିବା‍ ଉଚିତ ।
@jyotirmayjena1869
@jyotirmayjena1869 2 ай бұрын
ମହାଦେବଙ୍କ ଅନ୍ୟ ନାମ ହେଉଛି ବିଶ୍ବନାଥ । ଜଗନ୍ନାଥ ତାଙ୍କ ରତ୍ନ ଭଣ୍ଡାର ଖୋଲିବା ପାଇଁ ଜଷ୍ଟିସ ବିଶ୍ବନାଥ ରଥ ମହାଶୟଙ୍କୁ ବାଛିଛନ୍ତି ।
@bijayakumarsahu4945
@bijayakumarsahu4945 2 ай бұрын
ନବୀନ ମାଲ ପିଇ 24ବର୍ଷ ଖାଲି ଘୁଙ୍ଗୁଡ଼ି ମାରି ସରକାର ଚଳାଇଲେ ଏ ଓଡ଼ିଆ ଲୋକ ଧନ୍ୟ
@satyanarayanrath1344
@satyanarayanrath1344 2 ай бұрын
ଜଗନ୍ନାଥ ନିଶ୍ଚୟ ସେମାନଙ୍କୁ ଦଣ୍ଡଦେବେ । ଅପେକ୍ଷା କରନ୍ତୁ । ପ୍ରଥମେ ଦଳ ହାରିଲା ତାପରେ ଦଳ ଭାଙ୍ଗିବ । ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବ । ସେମାନେ ସମସ୍ତେ ଜେଲ ଯିବେ । ଯଦି ସେମାନେ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଚୋରି କରିଥି ବେ ।
@padmanavsahoo8432
@padmanavsahoo8432 2 ай бұрын
ନବୀନ ବାବୁ ଙ୍କୁ କୋଟି ନମସ୍କାର,ଆପଣଙ୍କ ଉପସ୍ଥାପନା ନିଶ୍ଚିତ ମୋହନ ସରକାର କାର୍ଯ୍ୟାନୁଷ୍ଠାନ କରିବେ ନଚେତ ପ୍ରଭୁ ଜଗନ୍ନାଥ ତାଙ୍କୁ କ୍ଷମା କରିବେ ନାହଁ
@trilochanpatnaik6321
@trilochanpatnaik6321 2 ай бұрын
ଏବେ ଆଳୁ ଦର ଆକାଶ ଛୁଆଁ ହେବାର କାରଣ ନବୀନ ଦାସ ବାବୁ ନିର୍ଭୟ ରେ ସ୍ଥାନ ଦେବେକି? ଏହା ନବୀନ ପଟ୍ଟନାୟକ ଓ Pandian ର ମିଳିତ ଭାବେ ମମତା ବାନାର୍ଜୀ ଙ୍କ ସହ ମିଶି ମୋହନ ସରକାର କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ନୁହେଁ ତ।
@DHARANIDHARMUNDA-wy6mo
@DHARANIDHARMUNDA-wy6mo 2 ай бұрын
ଜୀବନରେ ପ୍ରଥମ ଥର ପାଇଁ ଆଳୁ ପଚାଶ ଟଙ୍କାରେ କିଣିଲି ।
@santanubrahma743
@santanubrahma743 2 ай бұрын
Alu 100 hei thila 2015-16 re. Tapare Alu mission hela. Au result nil
@pramodbadajena2158
@pramodbadajena2158 2 ай бұрын
Nabin babu odia Pranab mohan bhai A dhara ku agaku nebe
@Manoranjansahoo34680
@Manoranjansahoo34680 2 ай бұрын
@@trilochanpatnaik6321 ତମ ନବୀନ ସରକାର ଆଳୁ ମିଶନ କରିଥିଲେ କଣ ହେଲାକି? କେଵଳ ଯିଏ ସତ କଥା କହିଲା ତାକୁ ଓଲଟା ପ୍ରଶ୍ନ କରିବ ଆଉ ଭୋଟ ବିଜେଡିକୁ ଦେବ ବାଃ ରେ ବାଃ କି ଦିମାଗ ତମର ଚର୍ଚ୍ଚା କେଉଁ ବିଷୟରେ ଏ ବାବୁଙ୍କର ଆଳୁ ଦାମ ବଢିଗଲା ନବୀନ ଦାସ ତା ଉପରେ ନିର୍ଭୟରେ ସ୍ଥାନ ଦେବେ, କିଛି ତ ବୁଝ ଏପରି କରି 24 ବର୍ଷ ତୁଷ କୁଟିବାରେ ଚାଲିଗଲା
@Dr.HemantaKumar
@Dr.HemantaKumar 2 ай бұрын
ନବୀନ ବାବୁଙ୍କ ବହୁଚର୍ଚ୍ଚିତ ଆଳୁ ମିଶନର ସଫଳତା ଏବଂ ଶହଶହ ସଂଖ୍ୟାରେ ଶୀତଳ ଭଣ୍ଡାର ସୃଷ୍ଟି ହେତୁ ଓଡ଼ିଶାରେ ଆଳୁ ଅଭାବ ଦେଖାଦେଲା । ଏସବୁର ଶ୍ରେୟ ୨୪ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନେବା ଉଚିତ।
@ramachandrasahoo1921
@ramachandrasahoo1921 2 ай бұрын
ଜୟ ସୀତା ରାମ ଜୟ ସୀତା ରାମ 🙏🚩🚩🚩
@pratapchandramohanta7831
@pratapchandramohanta7831 2 ай бұрын
ବହୁତ ସୁନ୍ଦର ତର୍ଜମା, ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯାନୁଷ୍ଠାନ ନେବାଉଛିତ l
@kamalakantadas6050
@kamalakantadas6050 2 ай бұрын
ବିଶ୍ୱାସ କରନ୍ତୁ ,ଧର୍ଯ୍ୟ ରଖନ୍ତୁ , ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ ସେ ଦୋଷୀ କୁ ଦଣ୍ଡ ନିଶ୍ଚୟ ଦେବେ । ଦୋଷୀଙ୍କୁ ସହାୟତା କରୁଥିବା ବ୍ୟକ୍ତି ବିଶେଷ ବା ସରକାର୍ ବି ଦଣ୍ଡ ପାଇବ ।
@MalayaRanjanPradhan-co9pk
@MalayaRanjanPradhan-co9pk 2 ай бұрын
All ready God punished them.
@sanjayadebta8681
@sanjayadebta8681 2 ай бұрын
ମାତ୍ର ୨ ମାସର ନୂତନ ସରକାରକୁ ଅଧିକ ସମାଲୋଚନା ନ କରି ଭଲ ଶାସନର ଆଶା ରଖି ସମୟ ଦେବା ଉଚିତ୍
@srikantamishra9127
@srikantamishra9127 2 ай бұрын
Pandu....ku arrest kari kalapani patha jau.
@surendranarayanpanda8021
@surendranarayanpanda8021 2 ай бұрын
ପ୍ରିୟଦର୍ଶନ ପଟ୍ଟନାୟକ କହିଥିବା କଥା ର ଅନେକ ସତ୍ଯାସତ୍ଯ ଥିବାଭଳି ମନେହେଉଛି.ଜୟ ଜଗନ୍ନାଥ.
@sorajkumarkar8992
@sorajkumarkar8992 2 ай бұрын
ନବୀନ ପଟ୍ଟନାୟକ ଆରେଷ୍ଟ ହବl ଦରକାର
@pramodbadajena2158
@pramodbadajena2158 2 ай бұрын
A sala tauter kathare ghara bhanga budha
@rajkiranmohanty3551
@rajkiranmohanty3551 2 ай бұрын
😂
@chakradharswain9603
@chakradharswain9603 2 ай бұрын
ଜଗନ୍ନାଥଙ୍କ ସମ୍ପତ୍ତି ଯିଏ ଚୋରି କରିଥିବ , ସେମାନେ ନୁହେଁ ସେମାନଙ୍କ ପରିବାର ଧ୍ଵଂସ ହେଇଯିବେ ! ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ପଞ୍ଚସଖା, 🙏🙏🙏🙏🙏🙏🙏🙏🙏
@BabitaMishra-yx2hr
@BabitaMishra-yx2hr 2 ай бұрын
ସାର୍ ନମସ୍କାର , ସବୁକଥା ଆଲୋଚନା କରୁଛନ୍ତି , ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାଶ କରନ୍ତୁ ।
@BabaJCBBaba-e8w
@BabaJCBBaba-e8w 2 ай бұрын
ଯଦି ସତରେ କେହି ଏଇଭଳି ମହାପାପ କରିଥାଏ, ତେବେ ସେମାନଙ୍କୁ କୁଷ୍ଠ ରୋଗ ହେବ, ପୋକ ସାଲୁବାଲୁ ହେଇକି ମରିବେ,, ଏଇ ଦୁନିଆ ଦେଖିବ,, ଏହା ମୋର ଅଭିଶାପ,,,,😡😡
@manjupravamishra8000
@manjupravamishra8000 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@BhaktaHari-xy3lf
@BhaktaHari-xy3lf 2 ай бұрын
You are 100/right
@ugrasenmahanta7005
@ugrasenmahanta7005 2 ай бұрын
B J D ଦଳ କଳାପାହାଡ଼,ତାଙ୍କର ଲକ୍ଷ୍ୟ ଓଡ଼ିଶାକୁ ଲୋଟ କରିବା। ଜୟ ଜଗନ୍ନାଥ।
@madanmohandisari1617
@madanmohandisari1617 2 ай бұрын
ନାମ ନବଦଳିଲେ ଭୋଟରଙ୍କ ମନରେ ମାନସିକ ଚାପ ରହିବ, କୌରବ ଶାସନରେ ଦୁର୍ଯ୍ୟୋଧନ ନାମ ଥିଲା, ପାଣ୍ଡଵ ଶାସନରେ ଯୁଧିଷ୍ଠିର ନାମ କାହିଁକି ରହିବ ନାହିଁ, ନାମ ବଦଳି ସହିତ ନୂଆ କେତେଟା ଯୋଡ଼ା ହେଇଚି, ବଜେଟ ଟଙ୍କା ବି ବୃଦ୍ଧି ହେଇଚି, ସେଈତି ପାଇଁ ଆମେ ଖୁସି, ଟ୍ରେଲର ରେ ଖୁସି ଲାଗିଲା ପୁରା ସିନେମା ରେ କାହିଁକି ଭଲ ନଲାଗିବ,
@Manoranjansahoo34680
@Manoranjansahoo34680 2 ай бұрын
@@madanmohandisari1617 👌👌👌
@Manoranjansahoo34680
@Manoranjansahoo34680 2 ай бұрын
ସାର ନମସ୍କାର, ଆଜିଯାଏ ମୋହନ ସରକାର ଯାହା କରିବା କଥା ତାହା ନକରି ଯୋଜନାର ନାମ ବଦଳାଉଛି, ପ୍ରଥମେ ଦୁର୍ନୀତିଗସ୍ତ ପ୍ରଶାସନିକ ଅଫିସରମାନଙ୍କୁ ବିଦାକରନ୍ତୁ, ଦ୍ଵିତୀୟରେ ସବୁ ଯୋଜନାରେ ହୋଇଥିବା ଦୁର୍ନୀତିର ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେବାପରେ ସେସବୁ ଯୋଜନାର ନାମ ବଦଳାଇଥିଲେ ଭଲହୋଇଥାନ୍ତା, ଯେପର୍ଯ୍ୟନ୍ତ ତାହା ନହୋଇଛି ଏ ମୋହନ ସରକାର ବଦନାମ ହେବା ଥୟ, ଧନ୍ୟବାଦ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩
@ksmrutiranjanpatra7359
@ksmrutiranjanpatra7359 2 ай бұрын
Right
@biswabhusankaju4656
@biswabhusankaju4656 2 ай бұрын
100,% Right.
@jayshreeramharharmahadev1108
@jayshreeramharharmahadev1108 2 ай бұрын
Bhai tike ruho Naveen ୨୫ ବର୍ଷ ଥିଲେ ସିଏ କଣ ବୋକା ଯେ ଏତେ ଜଲଦି ଧରା ପଡ଼ିବେ ନାହିଁ ଆଉ ପଣ୍ଡିଆନ toh ଅହୁରି ଧୂର୍ତ୍ତ tike time lagibo but ground re change dorkar Loko bohut pblm re achonti
@Manoranjansahoo34680
@Manoranjansahoo34680 2 ай бұрын
@@jayshreeramharharmahadev1108 👌👌👌
@Mishkasgarden
@Mishkasgarden 2 ай бұрын
KICHHI HABANAHIN MOHAN SARKAR DWARA
@supriyasahoo4400
@supriyasahoo4400 2 ай бұрын
Sir namaskar Jea jagannath Saha ଖେଳ ଖେଳୁଛନ୍ତି ତା କୁ ଆଉ କିଏ ପାରିବ ସେମାନେ ତ ଭଗବାନ କୁ ଛାଡି ନାହାନ୍ତି ଆମେ ତ ସବୁ ତାଙ୍କ ଛତ୍ର ଛାୟାରେ ରହିବା
@debasishmohanty1723
@debasishmohanty1723 2 ай бұрын
ପାଗଳ ହୋଇ ବୁଲିବ ନବୀନ ପଟ୍ଟନାୟକ
@satyanaryanpraharaj5840
@satyanaryanpraharaj5840 2 ай бұрын
ସତ୍ୟ ଯୁଗ ଆସୁଛି ସବୁ ସତ୍ୟ ପ୍ରକାଶିତ ହେବ ।
@suryanarayansahu5375
@suryanarayansahu5375 2 ай бұрын
ନବିନ ଭାଇ ଆପଣଙ୍କୁ ମୋର ଧନ୍ୟବାଦ ଜଣାଉଛି।
@kshitishpanda5288
@kshitishpanda5288 2 ай бұрын
ଆପଣ କି ଆମେମାନେ ଯେତେ ଚିତ୍କାର କଲେ କିଛି ହେବନି, କାରଣ ଏଠି BJP - BJD ଗୋଟିଏ ଚାଉଳ ର ଭାତ।
@chaitanyabariki810
@chaitanyabariki810 2 ай бұрын
ମହାପ୍ରଭୁ ଆଶୀର୍ବାଦ ରୁ ସଵୁ ଚୋର ଙ୍କୁ କୁଷ୍ଠ ରୋଗ ହେଉ
@PrasantaKumarSahoo-65
@PrasantaKumarSahoo-65 2 ай бұрын
ଆଜ୍ଞା ନମସ୍କାର, ଏମାନେ ତ ମିଳିମିଶି କାହାଣୀ କହିକହି ଜଗନ୍ନାଥଙ୍କ ସମ୍ପତି ଖାଇଗଲେ.... ହେଲେ ମୋହନ ସରକାର କାର୍ଯ୍ୟାନୁଷ୍ଠାନ କେବେ ନେବେ ନିଅନ୍ତୁ, ଏବେ ଆପଣ ତାଙ୍କଠୁ ଖାଲି ଶିଷ୍ଟାଚାର ଶିଖି ଚାଲ......ନ୍ତୁ ।
@binayakumarsethi6114
@binayakumarsethi6114 2 ай бұрын
ଜୟ ଜଗନ୍ନାଥ
@Official_Khusi1
@Official_Khusi1 2 ай бұрын
ନବୀନ ଶାସନ ମହାପ୍ରଭୁ ଅନ୍ତ କରିଛନ୍ତି ଯୁଗେ ଯୁଗେ ଧର୍ମ ର ଜୟ ହେବ ହିନ୍ଦୁ ବିରୋଧୀ party ବୁଡିବ jay maa Durga jay BJP ❤
@indiradutta5837
@indiradutta5837 2 ай бұрын
ହେ ଲୀଳାମୟ ଠାକୁର , ତୁମେ ହିଁ ଏ ଜାତିକୁ ରକ୍ଷା କର
@mituprdhan2020
@mituprdhan2020 2 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻
@deepanjalimohanty9756
@deepanjalimohanty9756 2 ай бұрын
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@PradipDash-e2x
@PradipDash-e2x 2 ай бұрын
Prasanta Sir,say alright.
@binayamishra3723
@binayamishra3723 2 ай бұрын
Jai jagannath
@ashokkumarrath5435
@ashokkumarrath5435 2 ай бұрын
You are absolutely right
@akshayakumarnayak3480
@akshayakumarnayak3480 2 ай бұрын
ଯଦି ରତ୍ନଭଣ୍ଡାରରୁ ଚୋରି ହୋଇଥିମୋହନ ସରକାର ଚୋର ଙ୍କ ବିରୁଦ୍ଧରେ କିଛି ଆକ୍ସନ ନେଇପାରିବେ କି?
@basantapattnaik7812
@basantapattnaik7812 2 ай бұрын
ସାର ପ୍ରଣାମ 🙏🌹
@manaswinisahoo6357
@manaswinisahoo6357 2 ай бұрын
ହେଃ ଭଗବାନ ! ମହାପ୍ରଭୁ ତୁମ ମାନ ତୁମେ ରକ୍ଷା କର।
@arakhyapradhan9478
@arakhyapradhan9478 2 ай бұрын
ମହା ପ୍ରଭୁ ଙ୍କ ସମ୍ପତି ଖାଇଥିଲେ କୁଷ୍ଠ ରୋଗ ହେବ
@GolokSahoo
@GolokSahoo 2 ай бұрын
There is a proverb in Odia" chor mana chor ganthilre," Lord Jagannath may give ashirbad to Mohan sarkar to open the truth.
@Bnbwq7133
@Bnbwq7133 2 ай бұрын
ଧର୍ମର ଜୟ ଅଧର୍ମର କ୍ଷୟ ନିଶ୍ଚୟ
@raghumaninayak9593
@raghumaninayak9593 2 ай бұрын
ଗଣେଶ ଜଗଦେବ ଙ୍କୁ ନବୀନଙ୍କ ଚର୍ଚ୍ଚା ପାଇଁ ଡାକନ୍ତୁ
@bipinbihariparida9660
@bipinbihariparida9660 2 ай бұрын
ଯିଏ ଯାହା କରୁ ଥାଉ ନା କାହିଁକି , ମ.. ହା..ପ୍ରଭୁ ଙ୍କ ସହ ଖେଳ ଖେଳିବା ଅର୍ଥ ନିଜ ର ଓ ନିଜ ପରିବାରର ଧ୍ଵଂସ କୁ ନିମନ୍ତ୍ରଣ କରିବା
@ChoudhuridalaBehera
@ChoudhuridalaBehera 2 ай бұрын
ଜୟ ଶ୍ରୀ ଜଗନ୍ନାଥ
@satyanaryanpraharaj5840
@satyanaryanpraharaj5840 2 ай бұрын
ବିଜେଡି ସରକାର ରେ ସବୁ ନୁଆ ଚୋରି ବି ନୁଆ ।ଆପଣ ଦିନ ରାତି ନ କହିଥିଲେ ପାଣ୍ଡିଆନ ପଦା କୁ ନ ଆସିଥିଲେ ବିଜେଡି କଣ ଯାଇଥାନ୍ତା ?
@debasishmohanty1723
@debasishmohanty1723 2 ай бұрын
ସିନ୍ଦୁକ ଖୋଲା ଅଛି ତ FIR ଦିଆଯିବା ଉଚିତ୍
@niladripradhan1527
@niladripradhan1527 2 ай бұрын
ମନବବାଦ ସୀମାର ଜାଗ୍ରତ ପ୍ରହରୀ ନିର୍ଭୟ ଗୁମର କଥା. ପ୍ରତିଷ୍ଠା ଓ କର୍ତବ୍ୟ ଦୁଇଟି ଶବ୍ଦର ପରିଭାଷା ପରସ୍ପର ପ୍ରତି ପରିପୂରକ. ପ୍ରତିଷ୍ଠା ମୋହ ଜଡିତ ହେଲେ କର୍ତବ୍ୟ ପଠାରୁ ମଣିଷ ଦୂରେଇଯାଏ. ପ୍ରତିଷ୍ଠା ମୋହବିଚ୍ୟୁତ ହେଲେ କର୍ତବ୍ୟ କଠୋରରୁ କଠୋର ହୁଏ. ସେତେବେଳେ ସେ ସମସ୍ତଙ୍କର ମନମୋହନ ହୋଇଯାନ୍ତି.
@jchoudhury274
@jchoudhury274 2 ай бұрын
ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ର ରତ୍ନ ଯଦି ସୁରକ୍ଷିତ ନ ଥାଏ ଜଗନ୍ନାଥ କେବେ କ୍ଷମl ଦେବେ ନି ଆଉ ମୋହନ ସରକାର ବି ଚୁପ୍ ରହିଲେ ହେବନି
@pramodbadajena2158
@pramodbadajena2158 2 ай бұрын
Mohan bhai thik karuchanti Odia Asmita
@deepakkumarmohapatra5056
@deepakkumarmohapatra5056 2 ай бұрын
କରି କରାଉ ଥାଏ ସିଏ, ମହାପ୍ରଭୁ ନବୀନ ସରକାରର ଘୋଟାଲା ସାରା ବିଶ୍ବକୁ ଦେଖାଇ ଦେବେ। କୁକୁର ମାଙ୍କଡ଼ ଭଳିଆ କଲ ବଲ ହେବାଟା ଥୟ। ଜୟେ ଜଗନ୍ନାଥ୍ ସ୍ୱାମୀ 🙏🙏🙏
@pramodbadajena2158
@pramodbadajena2158 2 ай бұрын
Chodi hai jiba
@ramachandrapanipani7424
@ramachandrapanipani7424 2 ай бұрын
ନୂଆ ବୋତଲରେ ପୁରୁଣା ମଦ -- ନୂଆ ନାମକରଣ ଠିକ୍ ସେହିଭଳି ।
@shreekiduniya9144
@shreekiduniya9144 2 ай бұрын
ଅସଲ କଲା ପାହାଡ ପାଣ୍ତିଆନ୍
@ramachandrapanipani7424
@ramachandrapanipani7424 2 ай бұрын
କଳାପାହାଡ଼ ଖାଲି ଲୁଣ୍ଠନ କରି ନାହାନ୍ତି, ସବୁ ଶୋଷି ନେଇଛନ୍ତି ।
@chhabindramansingh73
@chhabindramansingh73 2 ай бұрын
ଏସବୁ ଶୁଣି ଜାଣି ଦେଖି କିଛି ଭଲ ଲାଗୁନି ସଳାଙ୍କୁ ଖାଲି ଓଲଟା ଝୁଲେଇ 8ଦିନ ଜାଏ ବିଛୁଆତି ଗୋଡ଼ରୁ ମୁଣ୍ଡ ଜାଏ ମାରିବ
@BabitaMishra-yx2hr
@BabitaMishra-yx2hr 2 ай бұрын
ନବୀନ ପଟ୍ଟନାୟକଙ୍କ ଭଳି ଭାଗ୍ୟବାନ କେହି ନାହାଂତି । ସବୁ ନାଟର ଗୋବର୍ଦ୍ଧନ କିନ୍ତୁ ତାଙ୍କ ଉପରେ ଧୂଳି ମଳି କେବେ ବି ପଡିନି , ଶାସନରେ ରହିଲା ବେଳେ ଝାଳବି ବୋହିନି , ସାରା ପୃଥିବୀରେ ଖୁବ୍ କମ୍ ନେତା ଏମିତି ଥିବେ !
@ramachandrapanipani7424
@ramachandrapanipani7424 2 ай бұрын
ଏ ସବୁ ବିଭତ୍ସ ପ୍ରଚାରର ପରଦା ଖୋଲିବ କିଏ ? ନିର୍ଭୟ ଏ ଦିଗରେ ଚେଷ୍ଟା କରନ୍ତୁ ।
@ramachandrapanipani7424
@ramachandrapanipani7424 2 ай бұрын
ବାହାରେ ତାଲା -- ଭିତରେ ସିନ୍ଦୁକ ମେଲା । ଠିକ୍ କଥା ଲେଖିଥିଲେ ନିର୍ଭୟ । ଏବେ ଚାବି ନ ପାଇ ତାଲା କାଟି ରତ୍ନ ସ୍ଥାନାନ୍ତର କଲେ ।
@sibaprasadkhadanga4375
@sibaprasadkhadanga4375 2 ай бұрын
ଜଗନ୍ନାଥ ସେନାର ଆବାହକ ଶ୍ରୀ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ)କୁଂ ଶନିବାର ଚର୍ଚ୍ଚା ପାଇଁ ଥରେ ଡାକନ୍ତୁ ।ସିଏ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବିଷୟରେ ଅନେକ ଗୁମର କହିପାରିବେ ।
@ramachandrapanipani7424
@ramachandrapanipani7424 2 ай бұрын
ଜଗନ୍ନାଥ ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି । କେହି ବି ଛାଡ଼ ପାଇବେ ନାହିଁ ।
@santoshappg9860
@santoshappg9860 2 ай бұрын
Sir Excellent speech
@rabimohanty112
@rabimohanty112 2 ай бұрын
ରତ୍ନ ଭଣ୍ଡାର ସାପ ନବୀନକୁ କାମୁଡି ପକାଇଥାନ୍ତା, ତେଣୁ ଖୋଲିଲା ନାହିଁ.
@ashoksamal7683
@ashoksamal7683 2 ай бұрын
କାହିଁକି ରଙ୍ଗ ବଦଳାଇଲେ ଟିକେ କୁହନ୍ତୁ, କୋଉ ବାବୁ କୁହନ୍ତୁ, ଏବିଷୟରେ ଟିକେ ଆଲୋଚନା କରୁନାଁହାତି
@ramachandrapanipani7424
@ramachandrapanipani7424 2 ай бұрын
ବାଞ୍ଛା ସାହୁ, ଯେଉଁଠି ଥିଲା ସେଇଠି ଥାଉ -- ଆପଣଙ୍କ କଥା ଢଗଟି ସହ ମେଳେଇ ଯାଉଛି ।
@somanathsahoo3053
@somanathsahoo3053 2 ай бұрын
ଆଉ ବlଳ ଅଛି ଯେ ea ଗଣତି ମନତି କରିବେ 😂😂😂 pandian plus actor ନବୀନ ପଟ୍ଟନାୟକ ଆଊ ରଖିଥିଲେ ତ ଗଣିବେ
@gangadhardash3430
@gangadhardash3430 2 ай бұрын
ସତ କଥା ଶୁଣିଲେ ସଙ୍ଗାତ ବହୁତ ମନ ଦୁଃଖ କରିବେ 😂
@rabinarayanbiswal468
@rabinarayanbiswal468 2 ай бұрын
ଜଗନ୍ନାଥ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି । କିନ୍ତୁ ଅହଙ୍କାରୀ ଓ ସ୍ୱେଚ୍ଛାଚାରୀଙ୍କୁ ଉଚିତ ବେଳରେ ଉଚିତ ଦଣ୍ଡବିଧାନ କରିଥାନ୍ତି
@ramachandrapanipani7424
@ramachandrapanipani7424 2 ай бұрын
କିନ୍ତୁ କ'ଣ ସ୍ଥାନାନ୍ତର କଲେ ତାହା ଗୁପ୍ତ ରଖିଲେ । କହିଲେ, ଘର ସୁନା କେହି କାହାକୁ ଦେଖାନ୍ତି ନାହିଁ କି କହନ୍ତି ନାହିଁ ।
@ramachandrapanipani7424
@ramachandrapanipani7424 2 ай бұрын
ଜୟ ଶ୍ରୀ ଜଗନ୍ନାଥ !
@dhaneswardas548
@dhaneswardas548 2 ай бұрын
ଆପାତତଃ ନୂଆ ସରକାରଙ୍କ ବଜେଟ ଭଲ ଲାଗିଲା। ହେଲେ ଏ ନାମ ପରିବର୍ତ୍ତନ ମୋତେ ଭଲ ଲାଗିଲା ନାହିଁ। ଏ ସରକାର ନିଜର ନିଜସ୍ବ ଯୋଜନା ଯାହା ଲୋକାଭିମୁଖି ନୂଆ ନାମରେ କରିବାର ଥିଲା। ଯାହା କଲେ ପୂରୁଣା ସରକାର ବାହାବା ନେଉଛନ୍ତି। ବେକାରୀ ସମସ୍ୟା ଦୂର କରିବା ପାଇଁ ଯୋଜନା ନାହିଁ। କଥାଟା କାହିଁକି ମନକୁ ଗଲାନାହିଁ...
@Jagannath-oc9ht
@Jagannath-oc9ht 2 ай бұрын
JAI JAI SHREE JAGANNATH.
@ramachandrapanipani7424
@ramachandrapanipani7424 2 ай бұрын
ବିଜୁବାବୁ ଭାରତ - ଚାଇନା ଯୁଦ୍ଧ ବେଳେ ରତ୍ନ ଭଣ୍ଡାରରୁ ମହଣ ମହଣ ସ୍ୱର୍ଣ୍ଣ ରତ୍ନ ଦେଇ ଦେଇଥିଲେ । ନବୀନ ସରକାର କ'ଣ କରିଛନ୍ତି ତାହା କିଏ କହିବ ?
@bijanmishra5021
@bijanmishra5021 2 ай бұрын
ଜଗନ୍ନାଥଙ୍କ ସମ୍ପତ୍ତି ରୁ ଭାଟିକାନ କୁ ଦିଆଯାଇନାହିଁ ତ?
@premanandabehera4769
@premanandabehera4769 2 ай бұрын
Jaya Shree Jagannatha 🙏
@ramachandrapanipani7424
@ramachandrapanipani7424 2 ай бұрын
ଜଷ୍ଟିସ ବିଶ୍ୱନାଥ ରଥ ବି ଅନେକ କଥା ଲୁଚାଉଛନ୍ତି । ମୂଳରୁ କିଛି କହୁ ନ ଥିଲେ । ଏବେ କିଛି କିଛି କହିଲେଣି ।
@Gyana-d7o
@Gyana-d7o 2 ай бұрын
ନବୀନ ବାବୁଙ୍କ 24ବର୍ଷର ଶାସନ କାଳକୁ ଇତିହାସ ରେ ଲିପିବଦ୍ଧ
@ramachandrapanipani7424
@ramachandrapanipani7424 2 ай бұрын
ରତ୍ନ ଭଣ୍ଡାରର ଚାବି ମିଳିଲାନି -- ଏହାଠାରୁ ଲଜ୍ଜାର କଥା କ'ଣ ଅଛି ?
@ramachandrapanipani7424
@ramachandrapanipani7424 2 ай бұрын
ବନ୍ଦ ଲଫାପାରେ ଡୁପ୍ଲିକେଟ୍ ଚାବି, ପୁଣି ହିସାବ ଚିଠା -- ଏ ସବୁ ଖେଳ କାହା ପାଇଁ ? କ'ଣ ପାଇଁ ?
@sanjibrout1466
@sanjibrout1466 2 ай бұрын
ମୋହନ ସରକାର କଣ କରୁଛ ଯଦି ଡ଼ରୁଛ ତା ହେଲେ ଜନତାଙ୍କୁ ଛାଡିଦିଅ ସବୁ ସୋଫା କରିଦେବୁ
@laxmidharabarik2952
@laxmidharabarik2952 2 ай бұрын
ସାର୍ ଆପଣ ନବୀନଙ୍କ ଚର୍ଚ୍ଚାକୁ ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ବିଶ୍ଵନାଥ ରଥଙ୍କୁ ଡାକନ୍ତୁ। ଭଲ ହେବ ❤❤
@pramodbadajena2158
@pramodbadajena2158 2 ай бұрын
Dakibaku Asala budha kia ?
@laxmidharnayak4191
@laxmidharnayak4191 2 ай бұрын
ଯେତେ ଶୀଘ୍ର ଗଣତି ମଣତି ହେବା ଅତି ଜରୁରୀ। ମାତ୍ର ସମସ୍ତେ ଜାଣିଥିବା ଚୋର କୁ ଯଦି ସରକାର ଓ କେନ୍ଦ୍ର ବିଜେପି ଘଣ୍ଟ ଘୋଡାଏ ତେବେ ଓଡ଼ିଶାରେ ନିଆଁ ଜଳିବ। କାରଣ ରାଜ୍ୟ ସଭା ପାଇଁ ସନ୍ଦେହ ବସିଲାଣି । ମରାମତି ପରେ ଗଣତି କୁ ଲୋକେ ଅପେକ୍ଷା କରବା ସମ୍ଭବ ନୁହେଁ। ଖୋଲା ସିନ୍ଦୂକ ଓ ଆଲମାରୀ ସବୁ ସ୍ପଷ୍ଟ କଲାଣି। ଧନ୍ୟବାଦ ନମସ୍କାର ଆପଣଙ୍କ ୨୦୧୮ ସଠିକ୍ ସନ୍ଦେହ ପାଇଁ।
@jayarammohapatra2536
@jayarammohapatra2536 2 ай бұрын
Strong action should be taken
@advancebharat6312
@advancebharat6312 2 ай бұрын
ନିର୍ଭୀକ ସତ୍ୟ ଏ ଜାତି ପାଇଁ....
@satyanaryanpraharaj5840
@satyanaryanpraharaj5840 2 ай бұрын
ଶୁରେସ ମହାପାତ୍ର ମନ୍ଦିର କମାଣ୍ଡର ସଂଗେ ମିଶି ପାଣ୍ଡିଆନ ନଲେଜରେ ଏକଥା କରିଛି ଜଗନ୍ନାଥ ସେନା କହୁଛି ।
@susantasahoo9544
@susantasahoo9544 2 ай бұрын
ଗଣନ୍ତି ମଣନ୍ତି ପାଇଁ ପ୍ରମାଣ କଣ ୧୯୭୮ମସିହାର ଲିଷ୍ଟ ଯଦି ବଦଳାଇ ଦେଇଥିବେ , ପ୍ରକୁତ ଲିଷ୍ଟ ବର୍ତ୍ତମାନ କାହା ପାଖରେ ତାହା ସରକାର ପ୍ରକାଶ କରନ୍ତୁ।
@mohinimohandas3063
@mohinimohandas3063 2 ай бұрын
B J D government was most inefficient n curpt government in Odisha history.
@akshayakumarnayak3480
@akshayakumarnayak3480 2 ай бұрын
ନବୀନ ବାବୁ ବିଗତ 24 ବର୍ଷରେ ନବୀନ ପଟ୍ଟନାୟକ ସରକାର କେତେ କମିଶନ ବସାଇଛନ୍ତି ଏବଂ ସେ ସବୁର ରିପୋର୍ଟ କୁଆଡେ ଗଲା ତାହା ଉପରେ ଗୋଟିଏ episod କରିବେକି?
@mohansahu831
@mohansahu831 2 ай бұрын
ଆପଣଙ୍କ କଥାକୁ ଶୁଣି ଏତେ ମାତ୍ରାରେ ଦୁଃଖ ଲାଗୁଛି ଆମେ କି ପ୍ରକାର ନେତାଙ୍କୁ ଭୋଟ ଦେଉଥିଲୁ। ଛି ଛି ଛି ନିଜର ବୋଲି କିଛି ନଥିଲା ସମସ୍ତେ ବନ୍ଧା ପଡ଼ିଥିଲେ ଜଣଙ୍କ ପାଖରେ ସେ ମୁଖ୍ୟମନ୍ତ୍ରୀ ଙ୍କୁ କବଜା କରିଥିଲେ । ଆପଣଙ୍କ ରିପୋର୍ଟ କୁ ନେଇ ନୂତନ ସରକାର ଯଦି ଶୀଘ୍ର ଅନୁସନ୍ଧାନ କରାନ୍ତେ ତାହାହେଲେ ଆହୁରି ଲୋକପ୍ରିୟ ହୁଅନ୍ତେ ମୋହନ ସରକାର । ଯେତେ ଦେରିହେବ ସେତେ ବାୟୁ ପଳାଇଯିବ ଏବଂ ହାଲୁକା ହୋଇଯିବ କଥା । ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ 🎉।
@arundhatibehera9197
@arundhatibehera9197 2 ай бұрын
ଗରଳ ହଳାହଳ ବିଷ । ମୁଁ ତାହା ମଣଇ ଉଶ୍ବାସ ।। ଯାହାର ପ୍ରତିକାର ଥାଇ । ତାର ଭକ୍ଷଣେ ଭୟ ନାହିଁ ।। ବ୍ରହ୍ମସ୍ଵ ମହାବିଷ ହୋଇ । ତାହାର ପ୍ରତିକାର ନାହିଁ ।। ବିଷ ଭକ୍ଷିଲେ ପ୍ରାଣୀ ମରେ । ବ୍ରହ୍ମସ୍ଵ ବଂଶନାଶ କରେ ।। - ଭାଗବତ ବାଣୀ
@sivacharanswain8682
@sivacharanswain8682 2 ай бұрын
Many many thanks Nabin babu for critically analysing the facts and figures without fear and favour. By the grace of MAHAPRABHU, let the Mohan Sarkar may find out and punish exemplary the polticians, bureaucrats and others who if at all not oly grabbed/swindled the ornnaments, lands etc. of Mahaprabhu but also crores and crores of funds of various implemented schemes/ projets etc in Odisha during the last 24yrs. JAY JAGANNATH.
@gangadhardash3430
@gangadhardash3430 2 ай бұрын
ଯେତେ ପାସ୍ତାଇଲେ ଲୋକଙ୍କ କ'ଣ ଲାଭ ହେବ ?? ଏବେ ମଧ୍ୟ ମାନ୍ୟବର ଙ୍କ ଅନ୍ଧ ପୂଜକ ଅନେକ
@salegramkar3029
@salegramkar3029 2 ай бұрын
ଦୋସିକୁବାହାରକରି ଦଣ୍ଡ ଦିଆଯାଉ
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 58 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 19 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 31 МЛН
Good teacher wows kids with practical examples #shorts
00:32
I migliori trucchetti di Fabiosa
Рет қаралды 12 МЛН
Sanyashi Pandian has hijacked BJD । Nirbhay Gumara Katha
21:20
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 58 МЛН