KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ପାଣ୍ଡିଆନଙ୍କୁ ଦେଖା କଲେ ସସପେଣ୍ଡ୍ ହେବା ଭୟ ଥିଲା ? | Exclusive Interview With Mamata Mohanta । OR
30:14
ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha
12:08
Каха и дочка
00:28
Cheerleader Transformation That Left Everyone Speechless! #shorts
00:27
人是不能做到吗?#火影忍者 #家人 #佐助
00:20
Cat mode and a glass of water #family #humor #fun
00:22
ବିଜେଡି କଣ ଠିକା ନେଇଥିଲା ଆଜୀବନ ଶାସନରେ ରହିବାକୁ| Exclusive Interview With BJD Leader Bhrugu Baxipatra।OR
Рет қаралды 197,774
Facebook
Twitter
Жүктеу
1
Жазылу 2,6 МЛН
Odisha Reporter
Күн бұрын
Пікірлер: 457
@debashisjena7717
2 ай бұрын
ସୁନ୍ଦର ସାକ୍ଷାତକାର ଟିଏ।ଯିଏ ଯେଉଁ ଦଳରେ ବି ରହୁ ସେ ଅଲଗା କଥା।କିନ୍ତୁ ରାଜନୀତି ରେ ଏହିପରି ସୌଜନତା ରହିବା ଦରକାର।
@santoshkumarmishra2620
5 ай бұрын
ଅତି ଲୋଭେ ତନ୍ତୀମରେ. ପଦବୀ ଲୋଭ ଯୋଗୁ ଏ ଭଦ୍ରବ୍ଯକ୍ତି ଦଳରୁ ତଡାଖାଇ ଚାରି ପାଞ୍ଜିରୁ ଗଲା. ଛି ଲଜ୍ଜା .
@JitendraSankhua-c4q
5 ай бұрын
Bhai ama ku kain badnam karuchanti 😢
@stuluachary
5 ай бұрын
ଅତି ଗର୍ବ ଅହଙ୍କାର ଯୋଠି ବିନାଶ ସେଠି । ନବୀନ ପଟ୍ଟନାୟକ ଠାରୁ ଗାଁ ପଞ୍ଚାୟତର କୁଜିନେତା ସବୁ ଗର୍ବ ଅହଙ୍କାର । କଥା ପଡ଼ିଲେ କହୁଥିଲେ କାଠ ଗଣ୍ଡି ଟିଏ ଯଦି ବିଜେଡ଼ିରେ ଭୋଟରେ ଛିଡ଼ା ହବ 100% ଜିତିବ । ଜିତିଗଲେ ସତ କିନ୍ତୁ ଗୋଟିଏ ହେଲେ MP-0 ପାଣ୍ଡିଆ ତିଲେ ସନ୍ୟାସୀ ଯୋଗିନୀ ପିଚାଶିନୀ ହୋଇଗଲେ 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
@suryakantmallick5500
5 ай бұрын
ଠିକ୍ କହିଲେ ଆଜ୍ଞା
@Mr_goodguy7
5 ай бұрын
ଏକଦମ୍ ଠିକ୍ କହିଛନ୍ତି ।
@ashokpanda8805
2 ай бұрын
Absolutely correct
@ranjitsabar6103
8 сағат бұрын
ଆପଣ ପୁରା ଠିକ କଥା କହିଲେ
@bikramkumarpalai1366
5 ай бұрын
ଏ ଟିକେଟ ପ୍ରେମୀ ନେତା ଟିକେଟ ଯିଏ ଦେବ ଏ ନେତା ସେ ଦଳକୁ ଯିବ ବିଚାର ଧାରା ଆଦର୍ଶ ମୂଲ୍ୟ ଏମାନେ ବୁଝି ପାରନ୍ତି ନାହିଁ ଏମାନେ ରାଜନୀତି କୁ ଏହିପରି ନେତା କଳୁଷିତ କରୁଛନ୍ତି
@hsinformationandvlogs8057
5 ай бұрын
ଏ ଭଳି ଲୋକ bjp ରେ ଥିଲେ ବୋଲି bjp ହାରୁଥିଲା
@narendrahembram4495
5 ай бұрын
Bhrugu . Lekhashree nani .
@sasanksekharaswain9208
5 ай бұрын
True' fact
@raghumaninayak9593
5 ай бұрын
ଭୃଗୁ Baxipatra ଜଣେ ସ୍ୱାର୍ଥବାଦୀ ନେତା, ମୋଦୀ ସରକାରଙ୍କ 10 ବର୍ଷ ଶାସନ କାଳରେ ବିଜେଡି ଦଳ କାହିଁକି ଆକୁଣ୍ଠ ସମର୍ଥନ କରୁଥିଲା ସେ ବିଷୟରେ ଭୃଗୁ ବାବୁ କହିବେ କି, ଭୃଗୁ ଯୋଉଠି କି ଯିବେ ସେଠାରେ ଦଳ ହାରିବ, ଏ ନେତାଙ୍କ କୌଣସି ଅରିଜିନାଲିଟି ନାହିଁ
@brajakishoremohanty3930
5 ай бұрын
ଓଡ଼ିଆ ଅସ୍ମିତା କଥା କୁ ଭୃଗୁ ବାବୁ ବୁଝି ପାରୁନାହାନ୍ତି ନା ଜନିକି ଲୁଚାଇବାକୁ ଚାହୁଁଛନ୍ତି । ପଣ୍ଡିଆନ୍ ବି ଜେ ଡି ର ଜଣେ ସାଧାରଣ କର୍ମୀ ଚାକିରି ଛାଡ଼ିବ ପରେ ।କୌଣସି ବି ଜେ ଡି ପଦ ପଦବୀ ରେ ନଥିଲେ ।ସେ ବି ଜେ ଡି ଲୋକ ପ୍ରତିନିଧି ମାନଙ୍କୁ ଯେପରି ବେଇଯତ କରୁଥିଲେ ସେ କଥା କଣ୍ ଭୃଗୁ ବାବୁ ଦେଖି ନାହାନ୍ତି ।ତେଣୁ ଏଇଥିରୁ ଅସ୍ମିତା କଥା ବୁଝିପାରିଲେ ଭଲ ।
@riteshgamer65
5 ай бұрын
ଗର୍ବରେ ଭାଙ୍ଗି ପଡୁଛି ବିଜେଡି । ଲୋକେ ଉଚିତ ଜବାବ ଦେଇଛନ୍ତି ।
@samarmohapatra-jr3ne
5 ай бұрын
ଏପରି ଦଳ ତ୍ୟାଗୀ ବକ୍ସିପାତ୍ର, ଲେଖାଶ୍ରୀ ମାନଙ୍କୁ ଆଉ ଯେପରି ଦଳକୁ ପ୍ରତ୍ୟାଗମନ ନକରନ୍ତି, ସବୁଦଳରେ ଏପରି ବହୁ ନେତା ଓଡିଶା ରେ ଅଛନ୍ତି
@bijaychoudhury8091
5 ай бұрын
ଭୃଗୁ ବାବୁ ବର୍ତ୍ତମାନ ଅନୁତାପ କରୁଥିବେ ନିଶ୍ଚୟ।
@JayantaRoute
5 ай бұрын
ଏଟାକୁ ହୁଦଘାତ ହେଇଯିବ।
@ratnakarsahoo8906
5 ай бұрын
ମନ ଖୁସି କରିଦେଲେ ଭ୍ରୁଗୁ ସାର ❤️❤️❤️ 👌👌👌
@gajendranathjena356
2 ай бұрын
ମୂଳକଥା କହୁନ ଆଜ୍ଞା ପାଣ୍ଡିଆ ଅଧିନସ୍ଥ ସ୍ଵତନ୍ତ୍ର ଗୋଲାମ ହୋଇ ରହି ଯାଇଅଛି ଯହିଁ ହାରିବା କାରଣ ପାଣ୍ଡିଆର ନାମ ନେବାକୁ ଭୟ ଥିବାରୁ ବିଜେଡି ହାରିବା ଘଟଣାର କଥା କହିପାରୁନି ଭୃଗୁ ବକ୍ସିପାତ୍ର 🎉ଗୋଲାମ ଗିରି କରି ଦେହମନଦେଇଛନ୍ତି ଲେଖା ଶ୍ରୀ ସାମନ୍ତ ସିଂହାର🎉❤😢❤🎉
@asutoshpanda7187
5 ай бұрын
କେଉଁଠୁ କାହାକୁ ଡ଼ାକିଆନି ବସେଇ ଦଉଛ ଏମାନଙ୍କ ଠାରୁ ସମାଜ କିଛି sikhiparibani ଏମାନେ ଗୋଟେ ଗୋଟେ ଗବର୍
@DillipkumarRath-p2t
5 ай бұрын
Tu megha BerhampuriankA ghua khailu
@niharpalai3774
5 ай бұрын
BJD କହୁଥିଲା ପରା ଆମେ ଜୀବନ ଭରି ଶାସନ କରିବୁ selagi ଗର୍ବରେ 🌼🌿 ମହାପ୍ରଭୁଙ୍କୁ🌿🌼 ଙ୍କୁ ଭିକ୍ଷା ମଗେଇ ଦାଣ୍ଡେ ଦାଣ୍ଡେ ବୁଲେଇଲେ ଶେଷରେ ପରିଣତି ଭୋଗିଲେ ଆହୁରି ଯିବେ ମାଟିରେ ମିଶି
@liveforever6998
5 ай бұрын
ଭାଗ୍ୟ କୁ ଦାୟୀ କରିବା କଥା...
@Swainmahesvlogs
5 ай бұрын
ନିଜ ଉପରେ ଭରଷା ନଥିବା ଲୋକ ହିଁ ଏମିତି ସ୍ବାର୍ଥ ବାଦି ହୋଇ ହଇରାଣ ହୁଏ,ଜନତାଙ୍କୁ ବୋକା ନିଜକୁ ଅତି ଜ୍ଞାନୀ ଭାବୁଥିବା ଲୋକ ଆଜି କୁମ୍ବୀର କାନ୍ଦଣା କାନ୍ଦୁଛି😁
@indramanipanda3539
5 ай бұрын
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଏତେ ବିପୁଳ ସଂଖ୍ୟାର MLA ଜିତିଲେ କିପରି?
@duryodhanmahanta7766
5 ай бұрын
ହଜିଯିବ ବିଜେଡି।
@pravatkumarmishra9760
5 ай бұрын
ଏମାନେ ସ୍ବାର୍ଥ ପାଇଁ କିଛି ବି କରି ପାରନ୍ତି ଏମାନଙ୍କ ଠାରୁ ଆଗାମୀ ପିଢ଼ି କଣ ଶିଖିବେ
@kaushikbhutia4290
5 ай бұрын
ଭୃଗୁ ସାର୍ ଆପଣ ଯେଉଁ ଚେୟାର ବସି ଛନ୍ତି ସେ ଚେୟାର ଓଡ଼ିଶା ରିପୋଟର ତୋ ଆପଣ ଙ୍କ କଥା କୁ ସେ ତଛଲ୍ୟ କରିବାକୁ ଚେଷ୍ଟା କରିବେ ଆପଣ ଙ୍କ କଥା କୁ ଅଲଗା ପ୍ରକାର ରେ କହିବେ ସେ ଆପଣ ଙ୍କ ଠାରୁ କିଛି କଥା ନେବା ପାଇଁ ଚେଷ୍ଟା କରୁଛନ୍ତି
@KalucharanpadhiKalucharanpadhi
5 ай бұрын
ଆପଣ ଯୋଉ ପାର୍ଟିକୁ ଯିବେ ସେ ପାର୍ଟି ହାରିବାଟା ବାଧ୍ୟ
@manojdikshit1308
5 ай бұрын
କାହିଁକି ବିଜେପି ଛlଦୁଥିଲ l ଫସ୍ତାଉଛ 😢😢😢
@narendrahembram4495
5 ай бұрын
Bhrugu . Lekhashree
@haraprasadkheti9391
3 ай бұрын
ଲୋକେ ଚାହିଁ ନ ଥିଲେ ବିଜେଡ଼ି କୁ ପରନ୍ତୁ ପଇସା ବଳରେ କିଛି ସିଟ୍ ବିଜେଡି ଜିତିଲା ଲୋକଙ୍କୁ ଭାଜଭିତ୍ ବି କଲେ ତା ସତ୍ବେ ସତ୍କାର କୁ ଆସିପାରିଲା ନାଇ
@subashchandranayak7331
5 ай бұрын
ଅନ୍ୟାୟରୁ ଅଧ ପତନ
@babulapatiarbabulapatiar8338
5 ай бұрын
ମୁଁ କହିଥିଲି ପଞ୍ଚାୟତ ନିର୍ବାଚନ ବେଳେ ବିଜେପି 50 ପାର୍ ନହେଲେ ଆଗକୁ ସରକାର କରିବ ଗତ ନିର୍ବାଚନ ଠାରୁ ପୂର୍ବ ପଞ୍ଚାୟତ ନିର୍ବାଚନ ରେ ତିନି ଅଙ୍କ ବିଶିଷ୍ଟ ଜିଲ୍ଲାପରିଷଦ ପାଇଥିଲା ମୋର ବିଶ୍ବାସ ଥିଲା ବିଶ୍ବାସ ହେଲା ସତ
@manojnayak5933
5 ай бұрын
ହାରାମି ଟା
@nirakarsahoo7004
2 ай бұрын
ଭୃଗୁ ବକ୍ସିପାତ୍ର ୨୦୨୪ ନିର୍ବାଚନର ଶେଷ ମୂହୁର୍ତ୍ତ ରେ ଜୀବନର ସବୁଠାରୁ ବଡ଼ ଭୂଲ୍ କରିଦେଲେ , ଯାହାକି ଆଉ କେଭେଁ ଫେରି ଆସିବ ନାହିଁ !!!! ମୋ ଜାଣିବା ରେ ଓଡ଼ିଶା ବିଜେପିର ପ୍ରମୁଖ ଦୁଇ ଜଣ ନେତା ବହୁତ ବଡ଼ ଭୂଲ୍ କରି ଦେଲେ , ଜଣେ ହେଲେ ଐର ଖାରବେଳ ସ୍ବାଇଁ ଓ ଅନ୍ୟ ଜଣେ ଭୃଗୁ ବକ୍ସିପାତ୍ର । ଏହି ଦୁଇ ଜଣ ବିଜେପି କୁ ଫେରିଲେ ମଧ୍ୟ ପୂର୍ବର ତାଙ୍କର ସେହି ଦବା ଦଳରେ ଆଉ କେଭେଁ ରହିବ ନାହିଁ ଏବଂ ବିଜେପି ଦଳରେ ଶୃଙ୍ଖଳିତ କର୍ମୀ ହୋଇ ରହିଲେ ସେମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ ।
@RanjitKingal
2 ай бұрын
ଅସ୍ମିତା ହେଉଛି ରାଜ୍ୟର ସବୁ ଜିନିଷକୁ ନେହିକି ଜତା ଭାଷା, ଓଡ଼ିଆ ସଂସ୍କୃତି, ଓ ରାଜ୍ୟର ଖଣି କାଦାନ କୁ ନେହିକି ଅସ୍ମିତା କୁହାଯାଏ l
@samirnayak3768
2 ай бұрын
କୌଣସି ରାଜନୈତିକ ଦଳ ସବୁଦିନ ଶାସନ ରେ ରହିପାରେନା ଜନତାଙ୍କ ମାନସିକତା ବଦଳିରେ ସରଟାରର ପରିବର୍ତନ, ଯାହା ରାଜ୍ୟ ତଥା ଦେଶର ବିକାଶରେ ସହାୟକ .ଆଉ ଅହଂକାର ଗର୍ବ ରେ ଲଙ୍କା ସର୍ବଶାନ୍ତ, କୌରବ ପତନ ଅତି ଗର୍ବରେ, ଏହାତ କଳିଯୁଗ ଜନତା ହିଁ ସରକାର. ତେଣୁ ଏତେ ଅଧରଯ୍ୟ କଣପାଇଁ. ଅତିତରେ ବିଜେଡିର ଦୀର୍ଘ ଦିନର ଶାସନ ରେ ତ ଅନ୍ୟମାନେ ବିରୋଧୀଥିଲେ, ଏବେ ଏମାନେ ଅଛନ୍ତି, କଣ ତୃଟି ରହିଲା.
@karunakarmohanty89
5 ай бұрын
ବିଜେଡି ଲୋକ ଭୋଟ ଦେଇନଥିଲେ ବିଜେପି ଜିତ ନଥାନ୍ତା ଜୟ ଜଗନ୍ନାଥ
@reenakumarimeher3525
5 ай бұрын
ତୁମ ଭଳି ଦଳ ବଦଳୁ ସ୍ୱାର୍ଥପର ନେତାଙ୍କ ମୁହଁ ଫୁଟାଣି କୁ ଧନ୍ୟ ।ଏତେ ଦିନ ଯାହାର ଲୁଣ ଖାଇଥିଲ ତାକୁ ବେଈମାନ କରି ଦଳଡିଆ କରିଛ ।ସେଥିପାଇଁ ହାରିଲ ।ଏବେ ସୁଧାରି ଯାଅ ।
@prasantakumar7040
5 ай бұрын
ଶେଷ ସମୟରେ ଭୃଗୁ ବକ୍ସିପାତ୍ର ଙ୍କ ବେଳା ଖରାପ ପଡ଼ିଗଲା
@sudharbindapatnaik7315
5 ай бұрын
ଦଳ ୟାଙ୍କୁ ବହୁତ ସୁଯୋଗ ଦେଇଛି, କିନ୍ତୁ ସେ ସବୁ ସୁଯୋଗ ହାତ ଛଡ଼ା କରିଛନ୍ତି।
@surendranath4516
5 ай бұрын
ଆଙ୍କର ଠିକ୍ ପ୍ରଶ୍ନ ପଚାରି ଠିକ୍ ଉତ୍ତର ଦେଇ ପାରୁ ନାହାନ୍ତି
@hrusikeshmallik3221
5 ай бұрын
ଓଡ଼ିଶାର ବିଶ୍ବାସ ଓ ଭରସା ଯାହା ହୋଇଛି,ସମୟ ଚକ୍ରରେ ବଦଳିଯାଇଛି, ତଥାପି ସମୟ କହିବ ଫଳ କ'ଣ ହେବ ?
@UsharaniParida-x2z
2 ай бұрын
Bhrugu babu nka statement khub sundar,bahut badhya
@haraprasadkheti9391
3 ай бұрын
ଜ୍ଞାନ ନାଇ ଦେଉନ୍ ସାର୍ ଆପଣ ଗୋଟେ ସ୍ୱାର୍ଥ ବା ଦି ନେତା ଇଟା ମାନୁନ୍
@Tihiditoka
5 ай бұрын
ଗାଲୁଆଙ୍କର ବାରବାଟୀ ଚାଷ ତୁ ବିଜେପି ରୁ ଯାଇଛୁ ଭଲ ହେଇଚି ଅଳିଆ ସଫା ହେଇଯାଇଛି
@BikaskumarSwain-j5t
5 ай бұрын
Sala sabu ଅଳିଆ bjp re
@BikaskumarSwain-j5t
5 ай бұрын
Mote kehi ନେତା dekhajaunahanti bjp re
@RamPutel-ir6cl
3 ай бұрын
ଠିକ କଥା ଏବେ ବିଜେପି ଭଲ କରୁଛି... ୟେ ଦରମା କଣପାଇଁ ଦେଇପାରୁନି.. ୟାର ବି ପେଣ୍ଟ ଖୋଲିଦେବେ.. ଅପେକ୍ଷା କର
@meherfonyvideo
5 ай бұрын
ଲୋକ ମାନେ ଚାହୁଁ ଥିଲେ ବଦଲିବା ପାଇଁ
@pnathlon9240
5 ай бұрын
ଭୁରଗ ଉ ବାବୁ ବିଜେପି କୁ ଆସନ୍ତୁ
@SPSNGaming-gp4pu
5 ай бұрын
ଲୋକ ଯାହା ଚାହିଁଲେ ନୁହେଁ,ଲୋକଙ୍କୁ ଯେଉଁ ଅଧିକ ଦେବା କଥା କହି ଭ୍ରମ ସୃଷ୍ଟି କରାଗଲା । ସେଇ ମରୀଚିକା ଦେଖେଇ BJP ଆସିଲା।ଯାହା ଆଜି କେନ୍ଦ୍ରୀୟ budget ରେ ଦୃଶ୍ୟମାନ ହେଇଛି ଓଡ଼ିଶା ପାଇଁ । ମୋଦି ଜଣେ ଅସୁର ପ୍ରବୃତ୍ତି ର ଲୋକ । ତାଙ୍କର ଲୋକଙ୍କ ଶବ ଉପରେ ବସି କ୍ଷମତାକୁ ଉପଭୋଗ କରିବା । ଏମାନେ ବି ସେଇ ଘରର ପରା । ଏଠି naretive set କରି ଏମାନେ ଭୋଟ ନେଲେ।
@bibekanandamahakul8139
5 ай бұрын
ତୁମେ ପଳେଇ ଆସ ଭାଇ ବିଜେପି କୁ ଆପଣଙ୍କୁ ସ୍ୱାଗତ
@AkhayaRout-r3t
5 ай бұрын
ଜୟ ବିଜେଡି
@rajkishorerout2163
2 ай бұрын
ପ୍ରଭୁ ଜଗନ୍ନାଥ ଙ୍କୁ ଭିକ ମଗେଇଥିଲ ତମ ଗର୍ବ ରହିଲାନି
@JAGABANDHUJENA-o4o
5 ай бұрын
ଆ କଥାରେ ଜଣା ପଡୁଛି, ବିଜେପି କୁ ଫେରିବ ବୋଲି
@GOVINDCHANDRABEHERA-b5n
4 ай бұрын
ବିଜେଡି ଠିକା ନେଇ ନଥିଲା ଓଡିଶା ଶାସନ କରିବାପାଇଁ ତ କଣ ପାଇଁ ବିଜେପି ଛାଡି ବିଜେଡି ରେ ଯୋଗ ଦେଲ। ତୁମେ ଠିକ୍ କଥା କହିଛ ତୁମେ ଓ ଲେଖାଶ୍ରୀ କଂ ଯୋଗୁଁ ବିଜେପି ଓଡିଶା ରେ ଜିତିପାରିନଥିଲା। ତୁମେ ଦି ଜଣ ବିଜେପି ପାଇଁ ଅମଗଂଳିଆ ଥିଲ।
@pintubehera6057
5 ай бұрын
କ୍ଷମତା ଲୋଭ ରେ ତୁ ବିଜେଡି କୁ ଆସିଲୁ ଆଉ କିଛି କାରଣ ନାହିଁ
@ranjandash1160
4 ай бұрын
ବିଜେଡି ଠିକା ନେଇନଥିଲା କିନ୍ତୁ ଆଗୁଆ ମୁଖ୍ୟ ମନ୍ତ୍ରୀ ଶପଥ ତାରିଖ ଘୋଷଣା କରିଥିଲା
@bijaymohanty2248
5 ай бұрын
ନିଜ ଭବିଷ୍ୟତ ଗଢି ଆମୋଦ ପ୍ରମୋଦ ଦାୟକ ଜୀବନ ଅତିବାହିତ କରିବାକୁ କାହାର ଇଚ୍ଛା ହେବନି ? ଦୀର୍ଘ ଦିନ ଅତିବାହିତ କରିବା ପରେ ନିଜ ଦଳର ଗୁରୁତ୍ବ ପଦବୀ ତ୍ୟାଗକରି ଯେଉଁମାନେ କ୍ଷମତା ପ୍ରତି ଆକର୍ଷିତ ହୋଇ ଯୋଗ ଦିଅନ୍ତି , ସେମାନଙ୍କ ଅନ୍ତିମ ପରିଣତି କଣ ହୁଏ ସେମାନେହିଁ ଶ୍ରେଷ୍ଠ ଅନୁଭବୀ । କ୍ଷମତା ଲାଳସାରେ ଯେଉଁ କେତେଜଣ ଜଣାଶୁଣା ପ୍ରଖ୍ୟାତ ନେତା ଦଳ ତ୍ୟାଗକଲେ ସେମାନଙ୍କର ଲାଳସା କେତେଦୂର ଫଳବତୀ ହେବ , ସମୟ କହିବ । ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବାପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ପରିଚୟ ପାଇନଥିବା ଏକ ହାସ୍ୟାସ୍ପଦ ମନ୍ତବ୍ୟ, ଜଣେ ବରିଷ୍ଠ ରାଜନୈତିକ ନେତା ମୁହଁରୁ ଶୋଭା ପାଏନି । ତେବେ, ସ୍ପଷ୍ଟହୁଏ ରାଜନୀତି ଉପରେ ଶ୍ରୀ ବକ୍ସିପାତ୍ରଙ୍କର ଆଦୌ ଆଗ୍ରହ ନଥିଲା କିମ୍ୱା ଗଞ୍ଜାମ ଜିଲ୍ଲାରେ ତାଙ୍କର ସମ୍ପର୍କ ହିଁ ନଥିଲା ।
@GangapandaGanga-c2g
Ай бұрын
Kk mo km in am mo no. Am.
@GangapandaGanga-c2g
Ай бұрын
. Nn mm ji
@GangapandaGanga-c2g
Ай бұрын
. Nn mm ji
@nareshpatro7986
3 ай бұрын
Yes ur absolutely right 👍👍👍👍
@jagdishkumarrath4631
5 ай бұрын
ଏ ବାବୁ ଙ୍କ ର ଔଷଧ ବିକଳରେ ତାଟିଆ କାମୁଡ଼ା ହେଉଛି!!!!
@parshuramsahoo6912
5 ай бұрын
ଓଡିଶା 50ବର୍ଷ ପଛରେ ରହିଗଲା, ଦାୟୀ ବିଜେଡି
@debashishsatapathy5720
5 ай бұрын
Stright mirror reflection of OTV and OR
@bholranjanjyoti5083
5 ай бұрын
ଆପଣ କୋଉ ଲୋଭରେ ଯାଇଥିଲେ
@gajendramajhi3718
5 ай бұрын
ବଡ଼ କୁହା ଆମ ରାଜ୍ୟର ଭାଇ
@sukadevdas5376
5 ай бұрын
BJ P ଠିକା ନେଇଛି
@gourangabiswal1716
5 ай бұрын
କାମ କରିବାରେ ମନ ଦିଆ ।କଥା ରେ ନୁହେଁ କାମ ଦରକାର ।
@rabindraroutray4911
5 ай бұрын
ମୋଦି କଣ ଠିକା ନେଇଛି..
@himanshuparida7011
5 ай бұрын
Bjp ସବୁବେଳେ ଧର୍ମର ରାଜନୀତି କରୁଛି ଏଇଟା clear ଓଡିଶା ପାଇଁ
@SstarRajesh
5 ай бұрын
Jai Bjp Jai odisha jai jagarnnath 🙏 ❤❤❤❤🎉🎉🎉🎉🎉
@KarunakarDhani-eo2sl
5 ай бұрын
ଗଣତନ୍ତ୍ର ରେ ଜମିଦାରୀ ଆଇନ ଚଳେ ନାହିଁ।
@sudhansusekhardash9010
2 ай бұрын
ଲୋକେ ଠିକା ଦେଇଛନ୍ତି, ନେତା ଦେଇ ନାହାନ୍ତି, ପୁଣି ଶାସନ କୁ ଫେରିବା ନିଶ୍ଚିତ।
@biswajeetpradhan4762
5 ай бұрын
ଆରେ ଭଗୁ ଇଲେକ୍ସନ ଲଢ଼ୁଚ କଣ ପାଇଁ
@Jagannath-oc9ht
Ай бұрын
ଟିକଟ ନପାଇଲେ ତାଙ୍କର କିଛି କାମ ନଥିଲା ଏକଥା ଠିକ୍ ନାହିଁ ।
@BailaduPadhy
2 ай бұрын
ଭୁଶୁଡି ନାହିଁ ଯଦି ସମସ୍ତେ ହାରିଲ କେମିତି
@sachikantasahoo6981
5 ай бұрын
ପରାସ୍ତ ନୁହେଁ ଗଧ ଭଳି ହାରି ଥିଲେ
@manishapattanayak2152
5 ай бұрын
Right 👍 ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
@RADHAKANTAROUT-q5v
5 ай бұрын
Baxibhrugu Babu no dout a seasoned politician.He should keep patience in that party for his future sake.
@santoshkumarbarik1482
5 ай бұрын
Good 👍👍👍👍👍👍👍
@odisha4818
5 ай бұрын
Right katha kahile bhurugu babu
@sudarsanmallick6250
5 ай бұрын
ଏଇଟା ମୁଣ୍ଡରେ ଗୋବର ପସିତି
@kumarsambhabswain91299
5 ай бұрын
Thik katha
@lalitdehury1041
2 ай бұрын
One of the finest politician ever in Odisha.
@JayantaRoute
5 ай бұрын
ପ୍ୟାରୀ ପରି ଏହାକୁ ହୁଦଘାତ ହେଇଜିବ।
@ROYALSHADOW-v7j
5 ай бұрын
Well said!
@ajaysamal1195
2 ай бұрын
ପାଚଂ ବରଷ କୁ ଥରେ ଚେଂଜେ ହବାଦରକାର
@pradipkumardasdas7184
5 ай бұрын
Bhrugubabu is a matured politician... Has choosen the ryt party... Need to keep patient... He can represent odisha in several forum...
@susantakumarsahoonice8313
5 ай бұрын
Jay Jagannath 🙏
@SarojKumar-yz6gf
2 ай бұрын
ଭାଇ ତମେ ଶୀଘ୍ର ଆମ ଘରକୁ ଫେର 🙏🙏🙏
@sureshkumarpani3461
2 ай бұрын
ଭୃଗୁ ବକ୍ସିପାତ୍ର ଗୋଟେ ଅସରପା
@ritesh.panipani4472
5 ай бұрын
ଭାରି କଷ୍ଟ ହେଉଛି
@BinodNayak-u6i
2 ай бұрын
ନେତା ମାନେ ଦଳ ବଦଳ କଲା ପରେ ଯେଉଁ ଦଳକୁ ସମାଲୋଚନା କରୁଥଲେ, ସେହି ଦଳ ରେ ମିଶିଲା ପରେ ସେ ଦଳର ଗୁଣ ଗାନ କରିବା ଏକ ସାଧାରଣ କଥା।
@nilamanikar954
3 ай бұрын
ବିଜେଡି ଠିକା ନେଇନଥିଲା ହେଲେ ଆପଣ ତ ଠିକା ନେଇନଥିଲେ କେବଳ ବିଜେପି ରେ ଛିଡ଼ା ହେବେ ବୋଲି। ? ଦଳରୁ କାହିଁକି ବାହାରି ପଳେଇ ବିଜେଡି ରେ ମିଶି ଗଲେ ? ବିଜେଡି ରେ ଠିକା କାମ ଆପଣ ନେଇଛନ୍ତି କି କହିବାକୁ ?
@prasantasahu4737
5 ай бұрын
ଉଛିତ ଶିକ୍ଷା ଦେଲେ ଓଡ଼ିଶା ବାସୀ ଦଲବଦଲୁ ଙ୍କୁ
@jksaraf4437
5 ай бұрын
Very good👍
@nrusinghsingh3395
2 ай бұрын
Bhrugu baxy kebe neta heiparibni
@giridharibehera7793
5 ай бұрын
ଏଭଳି କଥାରେ ଜିତିବା ସ୍ପଷ୍ଟ ନୁହେଁ !
@PravakarParamanik-u9k
5 ай бұрын
❤Jay Jagannath Jay nabin babu ❤
@SalkhanHembram-yp5us
2 ай бұрын
ସେଇ ଶଙ୍ଖ ଫୁଙ୍କି ଫୁଙ୍କି ଜୀବନ ଶେଷ ହଇ ଯିବ 25 ବର୍ଷ
@rishipradhan419
5 ай бұрын
ୟାଙ୍କର ହାତରେ ସଂଘଠନ କିଛି ନାହି .... 😂
@nabakishoresahoo5712
5 ай бұрын
ରଙ୍ଗ ବଦଳେଇବା ନେତା l
@amarswain3324
5 ай бұрын
❤❤❤
@prashantidas4702
5 ай бұрын
Satyara sabubele jay
@sadanandmohanty3537
5 ай бұрын
Jay sriram Jay Odia 🙏🙏🙏🙏🙏🙏🙏🙏💐
@biramhembram2124
5 ай бұрын
ଏହିପରି ଡିଆଁ ନେତା ହେଉଛି ବଡ ଚର
@naraharipradhan4271
5 ай бұрын
Naveen Patnaik sir is the brand of odisha
@_mr___rajput
5 ай бұрын
Sei brand kanta banjhi re chalila nanhi 😅
@naraharipradhan4271
5 ай бұрын
@@_mr___rajput ok Bhai wait kara
@_mr___rajput
5 ай бұрын
@@naraharipradhan4271 kn ta wait karibu ??? Brand kn hela seita kuha ? Ebe ans dabani kn 5 yr pare daba ki 🤣🤣 na tame thiba ki mu thibi na Naveen Babu thiba na tanka brand thiba. Kichhi guarantee achhi 🤣🤣
@AtulDash-o6r
5 ай бұрын
ପଣ୍ଡିଆକୁ ନବୀନ ଛାଡ଼ିବ ନାହିଁ
@rabindrakumarparida941
5 ай бұрын
ଗାଲୁଆ ଙ୍କ ବାରବାଟି ଚାଷ।ଅତି ଗର୍ବୀ ହେଲେ ଏଇଆ ହେବ।
@jhunumandal6864
5 ай бұрын
jay Nabin babu
30:14
ପାଣ୍ଡିଆନଙ୍କୁ ଦେଖା କଲେ ସସପେଣ୍ଡ୍ ହେବା ଭୟ ଥିଲା ? | Exclusive Interview With Mamata Mohanta । OR
Odisha Reporter
Рет қаралды 64 М.
12:08
ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha
News18 Odia
Рет қаралды 21 М.
00:28
Каха и дочка
К-Media
Рет қаралды 3,4 МЛН
00:27
Cheerleader Transformation That Left Everyone Speechless! #shorts
Fabiosa Best Lifehacks
Рет қаралды 16 МЛН
00:20
人是不能做到吗?#火影忍者 #家人 #佐助
火影忍者一家
Рет қаралды 20 МЛН
00:22
Cat mode and a glass of water #family #humor #fun
Kotiki_Z
Рет қаралды 42 МЛН
25:58
News Desk Interview: ନବୀନଙ୍କ ସିକ୍ରେଟ ପ୍ଲାନ୍ର ଖୁଲାସା ! Santrupt Misra |2024 Election |Odia News
News18 Odia
Рет қаралды 246 М.
47:46
Podcast With Senior Leader Bijoy Mohapatra | Exclusive Interview |Veteran Politician Bijoy Mohapatra
Odisha Reporter
Рет қаралды 145 М.
4:32
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବାକୁ ବିରୋଧୀଙ୍କ ସଜବାଜ | NandighoshaTV
Nandighosha TV
Рет қаралды 466 М.
39:17
BJD Leader Pratap Jena Exclusive Interview : ସବୁ କହିଦେଲେ ପ୍ରତାପ | Naveen Patnaik | Odia News
News18 Odia
Рет қаралды 138 М.
24:27
🔵 Exclusive | In Conversation With Debasis Nayak | Kanak News
Kanak News
Рет қаралды 79 М.
6:17
ନବୀନ ଏମିତି କ’ଣ କହିଦେଲେ ଯାହାକୁ ଶୁଣିବା ପରେ ବଢିଯାଇଛି ବିଜେପି ସରକାରଙ୍କ ଚିନ୍ତା Naveen Targets BJP
Odisha Bhaskar
Рет қаралды 2,6 МЛН
45:30
|| TODAYS BIG NEWS || ନବୀନଙ୍କ ବଡ଼ ବୟାନ || 28th Dec 2024 || MBCTv Odisha
MBC TV
Рет қаралды 48 М.
42:16
Podcast With Senior Politician Amar Satapathy | Exclusive Interview With Amar Satapathy | OR
Odisha Reporter
Рет қаралды 127 М.
5:46
ଫିଲ୍ମ ଦେଖାଇବେ ମୋହନ, ଦେଖିବେ ନବୀନ ପାଣ୍ଡିଆନ ! | CM Mohan Majhi | VK Pandian | Naveen Patnaik | OR
Odisha Reporter
Рет қаралды 388 М.
28:21
While There Is No Decline In Naveen's Popularity, But Conspiracy Against Mohan Continues
Nirbhay
Рет қаралды 59 М.
00:28
Каха и дочка
К-Media
Рет қаралды 3,4 МЛН