୭୦ ବର୍ଷରେ ବିନା ଭୟରେ ଦଧିନଉତିକୁ ଛୁଇଁଲେ, ପଚାରିଲେ କହିଲେ ମୋତେ ରାଜା କହିଥିଲେ ଚଢ଼ିବା ପାଇଁ

  Рет қаралды 173,337

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #odisha #rescue #puri #JayJagannath #devotees #PoliceRescue

Пікірлер: 171
@kkpattnaik4511
@kkpattnaik4511 5 күн бұрын
ଦୟା କରି ଜଣେ ବୃଦ୍ଧ ଲୋକ କୁ କିଛି କରନି ତାଙ୍କୁ ଛାଡି ଦିଆ ଯାଉ 🙏🏻🙏🏻🙏🏻🙏🏻
@sibyshorts
@sibyshorts 5 күн бұрын
୭୦ ବର୍ଷ ରେ ଜଣେ ବୃଦ୍ଧ ଏମତି ଅନ୍ଧାର ରାତିରେ ପ୍ରଭୂ ଙ୍କ ମନ୍ଦିର ଉପରେ ଚଢ଼ି ଗଲେ ମାନେ ଏହା ନିଶ୍ଚୟ ପ୍ରଭୂ ଙ୍କ ଇଚ୍ଛା। ପ୍ରଭୁ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଆଉ ଯାହା ଭି ଭୁଲ ହଉଚି କ୍ଷମା କରନ୍ତୁ ପ୍ରଭୁ । ଜୟ ଜଗନ୍ନାଥ 🙏🏻
@priyankabehera6598
@priyankabehera6598 5 күн бұрын
ଏପରି କରିବା ଠିକ ହେଉ କିମ୍ବା ଭୁଲ ସେ କଥା ମୁଁ ଜାଣେନା , କିନ୍ତୁ ସେହି ବ୍ୟକ୍ତି ଜଣକ ବୃଦ୍ଧ ତାଙ୍କୁ ଏପରି ଭବେ ଘୋଷଡ ନେଇଯିବ ମାନବିକତା ନୁହେଁ। ଯଦି ମୁଁ ଭୁଲ୍ କହୁ ଥାଏ କ୍ଷମା ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ
@bijoykumardas4173
@bijoykumardas4173 5 күн бұрын
@@priyankabehera6598 ବୟସ୍କ ଲୋକଙ୍କୁ ସମ୍ମାନ ଦେବା ଆଜି କାଲି ସମଜ ରେ ଦିନକୁ ଦିନ କମି ଜିବା ଦୁଖର ବିସୟ ।
@omm6324
@omm6324 5 күн бұрын
Nyaa samastanka pain saman
@benupanidehury7809
@benupanidehury7809 5 күн бұрын
Right
@sujataswain5540
@sujataswain5540 Күн бұрын
Aapan thik kahi chhanti
@sanjaykumbhar3039
@sanjaykumbhar3039 5 күн бұрын
ପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ
@SanjayDas-stkpd
@SanjayDas-stkpd 5 күн бұрын
ସମସ୍ତେ କହୁଛନ୍ତି ସୁରଖ୍ୟା ଡିଲା ଏତିକି କହୁନାହାନ୍ତି ଯେ ଜଗନ୍ନାଥ ଙ୍କ ଲୀଳା ଆଉ ସେ ବୃଦ୍ଧ ଭକ୍ତ ଙ୍କୁ କଣ କହୁଚ ପାଗଳ ଆରେ ଯେଉଁ ମାନେ ତାଙ୍କୁ ପାଗଳ କହୁଚ ସେଇ ମାନେ ଗୋଟେ ଗୋଟେ ବଡ଼ ପାଗଳ ଠିକ୍ କହିଲି ନା ଜଗନ୍ନାଥ😮
@divinepowerforyou
@divinepowerforyou 5 күн бұрын
r8
@SanjayDas-stkpd
@SanjayDas-stkpd 5 күн бұрын
​@@divinepowerforyou ମାନ୍ୟବର ମୁଖ୍ୟ ମନ୍ତିତ୍ର ରତନ ଭଣ୍ଡାର ଖୋଲିଲେ ଲୀଳା ଜଗନ୍ନାଥ ଙ୍କ ଭକ୍ତ ଟିଏ ମନ୍ଦିର😢 ଉପରକୁ ଚଢି ଗଲେ କୀଳ ଏଇଟା କଣ ଠିକ୍ ଭାଇ ତୁମେ କୁହ
@omm6324
@omm6324 5 күн бұрын
​@@SanjayDas-stkpd mandir ra saftey pain ata thik nuha
@SanjayDas-stkpd
@SanjayDas-stkpd 5 күн бұрын
@@omm6324 ଜଗନ୍ନାଥ ମହା ପ୍ରଭୁ କଣ ଏତେ ଦୃବଳ ଆଉ ମାନବର ଏତେ ଶକ୍ତି ଅଛି ଜଗନ୍ନାଥ ଙ୍କୁ ସୁରଖ୍ୟା ଦବାର ସାମର୍ଥ୍ୟ ଅଛି ମନ ଖୋଲି ଲୀଳା ବି ମାନବ ଙ୍କୁ ପଚାରି କରିବେ
@ଦମ୍_ଦାର_ଟୋକା2.0
@ଦମ୍_ଦାର_ଟୋକା2.0 5 күн бұрын
ଓଡ଼ିଶା police ବାଳ ସୁରକ୍ଷା ଦବ କୋଢ଼ିଆ ମାନେ ଖାଲି ଖାଇ ପି ଶୋଇବା ଛଡ଼ା ଆଉ କିଛି ଜାଣିନାହାନ୍ତି ଦେଖୁନ ଶଳା ଙ୍କର ପେଟ କେଡେ କେଡେ କରିଛନ୍ତି କେବଳ ସାଧାରଣ ଲୋକଙ୍କୁ ଲାଞ୍ଚ ନବରେ expert 😂😂😂 ଛି ଛି ଛି....... ତମକୁ ଲଜ୍ଜ୍ୟା ଲାଗୁନି
@prasantapattanaik862
@prasantapattanaik862 5 күн бұрын
କାଳିଆ ର ଲୀଳା ହେଇଥାଇପାରେ।
@Babaphakiryoutube
@Babaphakiryoutube 5 күн бұрын
ସବୁ କାଳିଆର ଇଛା ଜଗା ମାୟା ଜାଲ ବିଛେଇ ଦେଲେ ଭକ୍ତକୁ ମନ ଦୁଃଖ ଦୂର କଲେ ଏ ଜଗା ମୋର ହୃଦୟ ଠାକୁର ସୁରକ୍ଷା କର୍ମୀ ଓ ସେବାୟତକୁ ମାୟା ବିଛେଇ ଦେଲେ ଭକ୍ତ ପାଇଁ ଧନ୍ୟ ଏ ଭକ୍ତ
@benupanidehury7809
@benupanidehury7809 5 күн бұрын
ବାଳ କଲେନା ଆଉ ତୁମ ସେବାୟତ 😢
@Babaphakiryoutube
@Babaphakiryoutube 4 күн бұрын
@@benupanidehury7809 ଜଗା ଚାହିଁଲେ ବୋଲି ଚଢ଼ିବା ବେଳେ କେହି ଦେଖି ପାରନ୍ତି ନାହିଁ ସବୁ ଜଗାର ମାୟା
@prasantapattanaik862
@prasantapattanaik862 5 күн бұрын
ଭକ୍ତ ବଳରାମ ଦାସ ରଥ ଉପରକୁ ଚଢିଲେ। ପଣ୍ଡା ମାନେ ଠେଲିଦେଲେ।ସେ ମହାପ୍ରଭୁଂକୁ ପାଇଥିଲେ।
@SanjayDas-wz3jx
@SanjayDas-wz3jx 5 күн бұрын
୭୦ ବର୍ଷ ର ଜଣେ ବୃଧ ଏହି ସମୟରେ ସେ ଏପରି ଅବସ୍ଥା ରେ ମନ୍ଦିର ଉପରକୁ ଚଢିବା,,,,,ସବୁ କାଳିଆ ସାଆନ୍ତ ଙ୍କ ପାଇଁ
@user-tw9le4mi8w
@user-tw9le4mi8w 5 күн бұрын
ଜୟ ଜଗନ୍ନାଥ ❤
@Wordsofwisdom951
@Wordsofwisdom951 5 күн бұрын
He's very fortunate & has the blessings of lord jagannath. Otherwise it was not possible
@Odishagirlhindishorts3583
@Odishagirlhindishorts3583 5 күн бұрын
ଏମିତି ସେ ବୃଦ୍ଧ ଜଣଙ୍କୁ ଘୋସାଡି ନିଅନ୍ତୁ ନି ସବୁ ସେଇ ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ 🙏🙏
@nandansahu3832
@nandansahu3832 13 сағат бұрын
Au mandiraru jadi padijaithante sethipain sarkar daiheithante
@kkpattnaik4511
@kkpattnaik4511 5 күн бұрын
ଯଦି ଏ ସବୁ ମନ୍ଦିର ରୋ କଉ ବ୍ରାହ୍ମଣ ଦଇତା ପତି କରି ଥାଆନ୍ତା କହି ଥାନ୍ତେ କି ପ୍ରଭୁ ଆଦେଶ କଲେ ସେ ଗଲେ 😂😂😂
@jyotsnamahapatra6349
@jyotsnamahapatra6349 5 күн бұрын
ମୋ ଜଗାର ଇଛା ବିନ| ବଡ ଦେଉଳରେ ପତ୍ର ବି ହଲେନି | ମୋ ଜଗାର ସେ ବହୁତ ବଡ଼ ଭକ୍ତ ଥିବ ନିଶ୍ଚିତ ।⭕‼️⭕🙏🙏🙏🙏🙏🙏🙏🙏
@north-odisha
@north-odisha 5 күн бұрын
ଭକ୍ତ👀😂
@sriraoandprusty8291
@sriraoandprusty8291 5 күн бұрын
A normal person not goes to there its sure jagannath nka icha
@rabindrapatro3569
@rabindrapatro3569 3 күн бұрын
ସେ ଯାହା ଚାହିଁବେ,ଆମେ ନିଶ୍ଚୟ ତାହା ହିଁ କରିବା ।ତାଂକ ବିନା ଅନୁମତିରେ ଏ ସବୁ ଘଟିବା କଠିନ,କରି କରାଉଥାଉ ସେହି ତା ବିନୁ ଅନ୍ୟ ଗତି ନାହିଁ 🙏
@Shibanandarana-jr3cd
@Shibanandarana-jr3cd 5 күн бұрын
୭୦ ବୟସରେ ଭ୍ରମ ର କାରଣ। ସେ ଜଣେ ବୃଦ୍ଧ ଲୋକ ମାନେ ବୟସର ଭ୍ରମ ରେ ସ୍ବର୍ଗ ଯାତ୍ରା। ଭ୍ରମ ହେଲେ ବଳ ଆପେ ଆପେ ଆସିଯାଏ। ║ଜୟ ଜଗନ୍ନାଥ║
@rabindrapatro3569
@rabindrapatro3569 3 күн бұрын
ଭକ୍ତର ଭଗବାନ ସେ, ଭକ୍ତଙ୍କ ପାଇଁ ସେ କିଛିବି କରିଦେବେ।ୟାର ଜଳନ୍ତ ପ୍ରମାଣ ବନ୍ଧୁ ମହାନ୍ତି, ଦାସିଆ ବାଉରୀ,ଭକ୍ତ ଜଗନ୍ନାଥ ଦାସ,ଖେଳି ଖେଳାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ 🙏
@MKD886
@MKD886 5 күн бұрын
ସେବାୟତ କେବଳ ଛୋଡ଼ି ଥିଲେ ସେଇମାନେ ଚଢ଼ିବେ ଆଉ କେହି ଚଢ଼ି ପାରିବେନି।
@pradoshrath1035
@pradoshrath1035 5 күн бұрын
Ha ha 😊😊😊😊
@BapujiMLT
@BapujiMLT 5 күн бұрын
Sabu sei Prabhu Jagannath nka ichha abam asirbad
@PrasanBehera-f2l
@PrasanBehera-f2l 5 күн бұрын
ରତ୍ନଭଣ୍ଡାର ର ସୁନା କୁଆଡ଼େ ଗଲା ସେ ଖବର ପ୍ରସାରଣ କରନ୍ତୁ
@Sibaram12370
@Sibaram12370 5 күн бұрын
😢😢😢Jaya jagannath🙏🙏🙏🙏
@bhagabanpradhan4787
@bhagabanpradhan4787 5 күн бұрын
Jai shree jagannath
@bidyadharbehera8297
@bidyadharbehera8297 5 күн бұрын
ପୋଲିସ କଣ ରାତିରେ ଶୋଇପଡୁଛି?
@kkpattnaik4511
@kkpattnaik4511 5 күн бұрын
ନାହିଁ ତାଙ୍କେ ମୋବାଇଲ ନେଇ ମନ୍ଦିର ରୋ ଭିତରେ ରୀଲ ଦେଖୁ ଛନ୍ତି
@bikashmahanta7579
@bikashmahanta7579 5 күн бұрын
ଜୟ ଜଗନ୍ନାଥ ପ୍ରଭୁ ତମେ ରକ୍ଷା କର ଭଗବାନଙ୍କ ପାଖରେ
@sasmitamohakud7788
@sasmitamohakud7788 5 күн бұрын
Se Bapa jana nku chadi dia jau karana pravo nka ichha nathie kehi kebe Amiti kari paribe nahi sabu bada thakura nka icha 🙏🙏🙏🙏🙏🙏🙏🙏
@satyashreenayak3953
@satyashreenayak3953 5 күн бұрын
Jay Jagnnath Swami ❤❤❤
@rajanikantapattanayak9702
@rajanikantapattanayak9702 5 күн бұрын
ଶ୍ରୀମନ୍ଦିର ପ୍ରଶାସନ ସତର୍କ ହୁଅନ୍ତୁ । ଏତ ଜଣେ ହିନ୍ଦୁ ବୃଦ୍ଧ , ଏଠି ଯଦି ସନ୍ତ୍ରାସବାଦୀ ହୋଇଥାନ୍ତା ଅବସ୍ଥା କଣ ହେଇଥାନ୍ତା ଚିନ୍ତା କରନ୍ତୁ । ଜୟ ଜଗନ୍ନାଥ
@tnanda1432
@tnanda1432 5 күн бұрын
ମୁଁ ଦେଖିଛି ଦକ୍ଷୀଣ ଦ୍ୱାର କୋଇଲି ବୈକୁଣ୍ଠ ପାଖରେ ଜଣେ ଅଣ ହିନ୍ଦୁ ଅଣ ଓଡିଆ ୨୦/୨୧ ବର୍ଷର ଯୁବକ ଭିକାରୀ ବେଶ ରେ ସନ୍ଦିଗ୍ଧ ଅବସ୍ଥା ରେ ମାଗୁଥିବା।ପୋଲିସ୍ କୁ ଜଣାଇବା ମୋର କର୍ତବ୍ୟ ମୁଁ ତାହା କରିଥିଲି। ପ୍ରଶ୍ନ ହେଲା ଚାରିଆଡ଼େ ପୋଲିସ କିପରି ଯାଣିପାରୁନି
@benupanidehury7809
@benupanidehury7809 5 күн бұрын
ସବୁ ଉଖାଡ଼ି ପକେଇଲୁ, ତୁମକୁ ଜଗନ୍ନାଥ କହିଥିଲେ ବୋଧହୁଏ,
@tnanda1432
@tnanda1432 4 күн бұрын
@@benupanidehury7809 ଜଗନ୍ନାଥ କିଛି ମନୁଷ୍ଯ ମାଧ୍ୟମରେ କରାଇ ଥାନ୍ତି। ମୋର କାମ ମୁଁ କଲି ପୋଲିସ ର କାମ ହେଲା ଉଖାଡିବା।
@RasmitaPadhi-dw1zb
@RasmitaPadhi-dw1zb 2 күн бұрын
ଦୟାକରି ସେ ବାପାଙ୍କୁ ଛାଡିଦିଆଯାଉ ଏମିତି ଘୋଷାଡ଼ି କଣ ପାଇଁ ନେଉଛନ୍ତି ସେ ଯଦି ଆପଣଙ୍କ ବାପା ହୋଇଥାନ୍ତେ ଆପଣ କଣ ଏମିତି ଘୋଷାଡ଼ି ଘୋଷାଡ଼ି ନିଅନ୍ତେ 😢 କୁହନ୍ତୁ
@babulacharya596
@babulacharya596 5 күн бұрын
Jay jagannath
@ganeshpatra9212
@ganeshpatra9212 5 күн бұрын
Jay Jagannath...
@duryodhanswain8174
@duryodhanswain8174 5 күн бұрын
Jay Jagannath ⭕❗⭕🙏🙏🙏🙏🙏🙏🙏
@debarajnanda7130
@debarajnanda7130 5 күн бұрын
ମନ୍ଦିର ସୁରକ୍ଷା କିଛି ନାହିଁ , କେତେବେଳେ ଆତଙ୍କୀ ଆକ୍ରମଣ କରିବେ କହି ହେବ ନାହିଁ
@mikunswainmikun2539
@mikunswainmikun2539 5 күн бұрын
Jay jagannath swami 🙏🙏🙏
@sushreesangitadash1704
@sushreesangitadash1704 5 күн бұрын
ଜଗନ୍ନାଥ ସମସ୍ତ ଙ୍କ ର
@sushreesangitadash1704
@sushreesangitadash1704 5 күн бұрын
ଭାବନ୍ତୁ ଏହା ପ୍ରଭୁ ଜଗନ୍ନାଥ ଙ୍କ ନିର୍ଦ୍ଦେଶନାରେ ହୋଇଛି
@ullashmohanty9884
@ullashmohanty9884 5 күн бұрын
ଶ୍ରୀ ମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଙ୍କୁ ବହିସ୍କାର କରିବା ଉଚିତ୍, ସେମାନଙ୍କ କାର୍ଯ ନିନ୍ଦନୀୟ।
@niranjannayakgreatodisha2342
@niranjannayakgreatodisha2342 5 күн бұрын
ସବୁ ସୁରକ୍ଷା କର୍ମୀ ଙ୍କୁ ନିଲମ୍ବିତ କରା ଯାଉ
@malayamalaya4298
@malayamalaya4298 5 күн бұрын
ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ମାତା କମଳା ଦେବୀ ମାଁ କୃପା କରନ୍ତୁ ଭଗବାନ ଜୟ ଜଗନ୍ନାଥ 💙🧡🩵🪷🪷🪷🙏🏻🙏🙏🏻🪔🪔🪔
@princesoumya2977
@princesoumya2977 5 күн бұрын
Respect ..elders ..❤ ..se jagannath nka .bhakta ..
@sibanandasahoo7362
@sibanandasahoo7362 5 күн бұрын
Old man is okkk
@kabudas8617
@kabudas8617 5 күн бұрын
ସବୁ ସେଇ ଜଗାର ଇଚ୍ଛା🙏🏿🙏🏿
@ManasDas-rv4mc
@ManasDas-rv4mc 5 күн бұрын
Jay shree jagannath 🙏🙏🙏
@debarajdora8487
@debarajdora8487 5 күн бұрын
Sabhu Jagannath prabhunka lila jouta jane bhakta ra dukha bujhuchanti Daya kari sei brudha lok tike chadi diya jau 🙏🙏🙏
@hemendrakumardalai5342
@hemendrakumardalai5342 5 күн бұрын
Jaya Jagannath nka Ashirwad
@maheswarkumar4907
@maheswarkumar4907 5 күн бұрын
Odisha police namste ❤❤
@rudrakeshri
@rudrakeshri 5 күн бұрын
Jay Jagannath ❤❤❤
@RabindranathSethi-bl4wl
@RabindranathSethi-bl4wl 5 күн бұрын
ସବୁ ଜଗନ୍ନାଥଙ୍କ ଲୀଳା, ସତୁରୀ ବୟସରେ ଚଢିବା ଅସମ୍ଭବ ମନ୍ଦିର ଚାରିପାଖରେ ବହୁତ ଲୋକ ତାରି ଭିତରେ ସେ ଉପରକୁ ଗଲେ, ଦେଖିଲେନି କେମିତି
@arupanandanayak5174
@arupanandanayak5174 2 күн бұрын
Very well
@udayanarayanrath731
@udayanarayanrath731 5 күн бұрын
He is a blind believer not criminal. Leave him
@katakhyasahu8864
@katakhyasahu8864 5 күн бұрын
Jay jagannath Swami Nayana Patha gami bhaba tume bhaba tume bhaba tume
@ashokkumarpal596
@ashokkumarpal596 5 күн бұрын
ଠାକୁର ପହଣ୍ଡି ସମୟରେ ପଡିଗଲେ ,ନୀତି ବିଳମ୍ବ ହେଲା ,ମହାପ୍ରସାଦ ପୋତା ଗଲା ଯେତେ ବିଭ୍ରାଟ ହେଉଛି ସବୁ ମହାପ୍ରଭୁ ଙ୍କ ଇଛା ଅନୁସାରେ ହେଉଛି ,ଏ ଘଟଣା ମଧ୍ୟ ହେଇଥିବ .
@suryanarayanjena6764
@suryanarayanjena6764 5 күн бұрын
ଜୟ ଜଗନ୍ନାଥ
@sima1520
@sima1520 5 күн бұрын
Treat that old man respectfully..he is a great man..tha's why he was able to climb up the temple..
@MamaliSamal-ob2cj
@MamaliSamal-ob2cj 5 күн бұрын
ଜୟ ଜଗନ୍ନାଥ 🙏😌
@Rojalijena70
@Rojalijena70 5 күн бұрын
ସେ ବୁଦ୍ଧ ଲୋକ ku କିଛି ବି ଦଣ୍ଡ ଦୀୟ ନି। କାହିଁକି ନା। Jagannath nka bina ଅନୁମତି ରେ କେହି ଚଢ଼ି ପାରିବନି।😢😢😢😢😢😢। ତାଙ୍କୁ କିଛି କୁହନି। କି ଦଣ୍ଡ ଦୀୟନି
@suryadalai-n7n
@suryadalai-n7n 5 күн бұрын
Jay jagannatha swami nayana patha gami bhaba tume 🙏🙏🙏🕉️🕉️🕉️♥️♥️♥️🥀🥀🥀🌹🌹🌹
@BalarambarikBarik-dg1wb
@BalarambarikBarik-dg1wb 5 күн бұрын
ପୋଲିସ କଣ କରୁଥିଲେ. ମଉସା ର କିଛି ଭୁଲୁ ନାହିଁ
@debanandasahu7298
@debanandasahu7298 5 күн бұрын
Police babu mane mobiles byasta
@maninisahu4634
@maninisahu4634 5 күн бұрын
ଦୁର୍ବଳ ଲୋକଙ୍କ ଉପରେ ସମସ୍ତେ ଚଢ଼ଉ କରନ୍ତି, ଆଗେ ବ୍ୟବସ୍ଥା ଠିକ୍ କର ।
@manjulatasingh5251
@manjulatasingh5251 5 күн бұрын
Jai Jagannath. Jagannath r echha
@bhabanishankar4362
@bhabanishankar4362 5 күн бұрын
Jai jagannath , Jai jagannath, Jai jagannath sabu tuma lilaa
@OdishaEntertainment-pq6mz
@OdishaEntertainment-pq6mz 5 күн бұрын
ସୁରକ୍ଷା ବ୍ୟବସ୍ଥା ପୁରା ଢିଲା। ମୋବାଇଲ କାଳ ହେଲା
@siliranibarik2815
@siliranibarik2815 5 күн бұрын
Jay jagnnath
@gayatridas9563
@gayatridas9563 5 күн бұрын
Prabhu a bhakta madhyama jonai dele mandira ra surakhya byabastha bisoya re Jai Jagannath Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sunitidash1301
@sunitidash1301 5 күн бұрын
Jagannatha Mahaprabhunka asirbada ,sethipain mausankara kichi helani 😊
@NSkantKumar
@NSkantKumar 5 күн бұрын
ଏହା କି ବାଳ କଥା ଗୋଟେ !!??
@user-xl1sf8kz9r
@user-xl1sf8kz9r 5 күн бұрын
Tanku kichi kuhani. Please chadidia. Esabu Kalia ra ichha au tanka bhabara Katha. Jay Jagannath
@AntaryamiSamal-nc6uo
@AntaryamiSamal-nc6uo 3 күн бұрын
ମାଳ ମାଳ ପୋଲିସ କହିଲ ସବୁ ସେ ବାଳ ବାଳ ସଳେ ବସିକରି ସବୁ ତକ୍ ମୋବାଇଲ୍ ରେ ବେସ୍ତ ସାଳାଙ୍କଠୁ ମୋବାଇଲ୍ ରଖି ଡିଉଟି କଲେ ସବୁ ଠିକ ହେବ
@littlequeenrakhi
@littlequeenrakhi 5 күн бұрын
ସୁରକ୍ଷା କେବଳ ପ୍ରହସନ
@susantadas8507
@susantadas8507 5 күн бұрын
Sabu kaliar ichha
@atoz4569
@atoz4569 5 күн бұрын
Prabhu jagannath samostankor Emiti hairano korantuni tanku bhokta asichhonti srimandiro 🙏🏻 se jone boyaska gurujano bholore b pochariparibe police jay jagannath 🙏🏻
@sambhusen8805
@sambhusen8805 5 күн бұрын
Bhakta sabu bele bhakta... Sie Bhagwan nka bhabana chhada kichhi bujhena... Jay Jagannath
@sikhyakhetra4621
@sikhyakhetra4621 5 күн бұрын
ତାଙ୍କୁ ଦୟାକରି ଛାଡିଦିଅ
@NSkantKumar
@NSkantKumar 5 күн бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର !! ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସତ୍ୟ ସାର ?!!
@princesagarvideos3421
@princesagarvideos3421 4 күн бұрын
Jay shree ram
@NSkantKumar
@NSkantKumar 4 күн бұрын
@@princesagarvideos3421 ସଦାପ୍ରଭୁ ତୁମକୁ ପ୍ରେମ କରନ୍ତି, ତୁମକୁ ପରିତ୍ରାଣ ଦେବାକୁ ଚାହାନ୍ତି
@anupamadas6512
@anupamadas6512 5 күн бұрын
ବୃଦ୍ଧ ଜଣେ ମହାନ ଭକ୍ତ ନହେଲେ ସେ କଣ ମନ୍ଦିର ଉପରକୁ ଚଢି ପାରି ଥାନ୍ତେ । ଜଯୂ ଜଗନ୍ନାଥ ।
@north-odisha
@north-odisha 5 күн бұрын
😂😂🤣
@BadalMaharana-jj6vr
@BadalMaharana-jj6vr 5 күн бұрын
mahaprabhu nkaLila
@manasmohanty5332
@manasmohanty5332 5 күн бұрын
ମୋବଇଲ ତ ଭିତରକୁ ମନା ଭିଡ଼ିଓ କିଏ କରିଲା
@jaydhanraj8864
@jaydhanraj8864 5 күн бұрын
ହେଲା ବୟସ ହିସାବ ରେ ସମ୍ମାନ ର ସହ ବୁଝେଇ ଚଡି ଦେବା କଥା । ତା ପରେ ସେ ମହାରଣା ଲୋକ ....ଜଗନ୍ନାଥ ବି ମହାରଣା ସାଜି ମୂର୍ତ୍ତି ଗଢିଥିଲେ ......
@jagankumarpadhy445
@jagankumarpadhy445 5 күн бұрын
ହଉ କିଛି prblm ନାହିଁ
@Bk_k_short92
@Bk_k_short92 5 күн бұрын
ଏ ପେଟୁଲୁ ପୁଲିସ ବି ଚଢ଼ିପରିବନି ଯାହା ସେ 70 ବର୍ଷ ରେ କରିଛନ୍ତି। Shame to PD
@SanjayNaik-oy8rd
@SanjayNaik-oy8rd 5 күн бұрын
Sabu surakhiya karmi aau sebayatanka bhul jogu ei sabu ghotu chhi
@SujitRaula
@SujitRaula 5 күн бұрын
Chatrapur.kou.jaga.
@SonaSona-lt5sx
@SonaSona-lt5sx 5 күн бұрын
Kichhi problem nahi se chadhile kalia nka ichha thila
@gscreation827
@gscreation827 5 күн бұрын
A re vai Jagata ra natha JAGANNATH sabu tankari Lila
@jogendraraika5214
@jogendraraika5214 5 күн бұрын
70 years old Shree Mandira Chaliba sahaja kathaa nuhe,, Chadi paribe nahi
@pradoshrath1035
@pradoshrath1035 5 күн бұрын
Lekha chidai dele Ganjam Na Rakhilee.
@user-sb3bx8fd2z
@user-sb3bx8fd2z 5 күн бұрын
Sabu doso prashasana ra... shree mandira surakhita toh
@sanjaynayaknayak1819
@sanjaynayaknayak1819 5 күн бұрын
वह मरे चाहे बच्चे लेकिन मंदिर सूरत क्या-क्या बात जो होता है वह कहां है
@Official_sonalipallei
@Official_sonalipallei 5 күн бұрын
Mausa nka sahasa ku 🙏🙏
@krishnamilu2672
@krishnamilu2672 5 күн бұрын
ରାଜା କୁ ଧରାଯାଉ 😂
@rajendra125cc
@rajendra125cc 5 күн бұрын
Police kam ku nuha ex army ku rakh securitey ra
@santoshkumardash3543
@santoshkumardash3543 4 күн бұрын
ସବୁ କାଳିଆ ର ଇଛା
@sirsurajkumara9903
@sirsurajkumara9903 5 күн бұрын
Security abhaba jadi jane loka mandira upare chadhigaleni au ରତନ bhanadara କେତେ ସୁରକ୍ଷିତ
@sukantasahoo6822
@sukantasahoo6822 5 күн бұрын
Agaku ahuri kichi haba dekhiba pain baki rahila hau dekha agaku kn hauchi
@nitusalini5658
@nitusalini5658 5 күн бұрын
Sabu mohan majhi keuta pain Ta pain emiti asubha ghatuchi purire
@MissRupaliofficial-dl7qe
@MissRupaliofficial-dl7qe 5 күн бұрын
Suraksha karmi nku suspends karajau Jay gopal lal ki nxp
@user-kv8ys3xg5m
@user-kv8ys3xg5m 5 күн бұрын
Suspend kia heba khoja
@sameerjena387
@sameerjena387 3 күн бұрын
A manakara darama kata Jai ta pare nida bhangiba
Brawl Stars Edit😈📕
00:15
Kan Andrey
Рет қаралды 44 МЛН
отомстил?
00:56
История одного вокалиста
Рет қаралды 4,9 МЛН