"ପ୍ରଧାନମନ୍ତ୍ରୀ ମୋ ହାତରୁ ଚାହା ପିଇଲେ , ଆମ ଦୁଃଖ ଶୁଣିଲେ ..ଆମକୁ ଏମିତି କହିଲେ " PM Modi In Bhubaneswar

  Рет қаралды 102,571

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 170
@numerologistsannjoy5996
@numerologistsannjoy5996 Күн бұрын
ଆପଣ ମାନେ ବହୁତ ଭାଗ୍ୟବାନ. କାରଣ ଆପଣ ମାନେ direct ପ୍ରଧାନମନ୍ତ୍ରୀ ଙ୍କ ସାଙ୍ଗରେ ଦେଖା କରି ପାରିଲେ ଆଉ ତାଙ୍କ ସାଙ୍ଗରେ କଥା ମଧ୍ୟ ହୋଇ ପାରିଲେ. କିନ୍ତୁ ଗତ 15 ବର୍ଷ ଭିତରେ କେହି ସାଧାରଣ ନାଗରିକ ମୁଖ୍ୟମନ୍ତ୍ରୀ ଙ୍କୁ ବି ଦେଖା କରି ପାରୁନଥିଲେ. ଏହା ହିଁ ନିରାଟ ସତ କଥା. କେହି ମାନନ୍ତୁ କି ନ ମାନନ୍ତୁ 🙏
@latsaheb1947
@latsaheb1947 Күн бұрын
ହମ ଯେମିତି କୃଷ୍ଣ ବଳରାମ ଆସିଥିଲେ, କାଇଁ ଏମିତି ହଉଛୁ
@MANOJKUMAR-l6q4e
@MANOJKUMAR-l6q4e Күн бұрын
😂😂😂😂😂
@lipun1531
@lipun1531 Күн бұрын
Modi gote bhagwan naiki😂😂
@Beastmodeking123
@Beastmodeking123 Күн бұрын
​🤣🤣🤣🤣
@santalientertainment903
@santalientertainment903 Күн бұрын
ଖୁସିରେ ପାଦ ମାଟିରେ ଲଗୁ ନ ଥିବ।
@amarbag5933
@amarbag5933 Күн бұрын
24 ଗଲା ନବୀନ ପଟ୍ଟନାୟକ ଙ୍କୁ ଦେଖି ନ ଥିବେ
@SubodhaChandraMahalik
@SubodhaChandraMahalik Күн бұрын
ଯେଉଁମାନେ 60 ବର୍ଷରୁ ଅଧିକ ସେମାନେ କରିବେ କ'ଣ ସେମାନେ ବି ନୁଆ ଭତା ଆବେଦନ କରିଛନ୍ତି ସେମାନେଙ୍କୁ ବି ନୁଆ ଭତା ଦେଉନାହାନ୍ତି ସେମାନେ କ'ଣ କରିବେ ନିର୍ବାଚନରେ ସମୟରେ ସରକାର ଏହି ବୟସ କଥା କହୁ ନ ଥିଲେ ଏବେ ବୟସ କଥା କହି ଆମକୁ ସୁଭଦ୍ରାରୁ ବଞ୍ଚିତ କରୁଛନ୍ତି ,ଭତା ବି ଦେଉନାହାନ୍ତି ସେମାନେ କରିବେ କ'ଣ ସରକାର ଆମକୁ ଠକିଦେଲେ ,ଆମକୁ ଭୁଆଁ ବୁଲାଉଛି ସରକାର,ଆମେ ବାର୍ଦ୍ଧକ୍ୟ ବୟସରେ କରିବୁ କ'ଣ ଚଳିବୁ ବା ବଞିବୁ ମେମିତି ସରକାର ଆମକୁ ଠକିଦେଲେ
@prasantapattanaik862
@prasantapattanaik862 Күн бұрын
୫୦୦୦ ଟଂକା ପାଇଲେ ଖୁସିର କଥା।ଆଳୁ ପିଆଜ ଦର ବହୁତ୍ ବଢିଛି। ପାଞ୍ଚ ହଜାର ରେ ସେଇ ଵିଜିନେସ୍ ଭଲ ଚାଲିବ।
@JayBamanVeer04
@JayBamanVeer04 Күн бұрын
ଚାଷ କରୁନ ଆଳୁ ଆଉ ପିଆଜ
@alokswain6572
@alokswain6572 Күн бұрын
Chasa karibani au rate badhila
@user-wf7og4el9m
@user-wf7og4el9m Күн бұрын
ଚାଷ କରି ଖାଉନୁ ଯଦି ତ ଗାଣ୍ଡିରେ ପାଣିଅଛି ,,ସବୁ ମାଗଣା ଦରକାର
@prasantapattanaik862
@prasantapattanaik862 Күн бұрын
ମହାପ୍ରଭୁ ଜଗନ୍ନାଥ ତମ ହାତରୁ ଚା ପିଇଲେ ଵୋଧେ।
@mrsagar8739
@mrsagar8739 Күн бұрын
😂😂😂
@prakashkumarjena.babusan.n3760
@prakashkumarjena.babusan.n3760 Күн бұрын
ଜୟ ମୋଦିଜୀ 🙏🌹🙏
@bhabanishankarpati466
@bhabanishankarpati466 Күн бұрын
Common people are now so happy to direct talk with him so don't comments anything
@arabindasethi5682
@arabindasethi5682 Күн бұрын
Freedom oil 140 rs piaja 60 au rasun 400.
@MANOJKUMAR-l6q4e
@MANOJKUMAR-l6q4e Күн бұрын
😂😂😂😂
@Lipunproduction782
@Lipunproduction782 Күн бұрын
ଭାସ୍କର ନିଉଜ୍ ଏହି ଭଳିଆ କରିଲେ ଭଲ ଲାଗିବ କିନ୍ତୁ ଘର ଭଙ୍ଗା ନିଉଜ୍ କରିଲେ ଭାଷା ଶୁଣିବ
@balaramdash5612
@balaramdash5612 Күн бұрын
ମାଗଣା ଖାଇକି ଭାଷଣ ଦେଉଛନ୍ତି। ଆଳୁ ପିଆଜ ବେପାର ଷ୍ଟାର୍ଟ କରି ଦିଅ। ମାଗଣା ରେ ଖାଇକୀ। ଭାବ ବିହ୍ୱଳ ହୋଇ ପଡ଼ୁଛନ୍ତି। ମୋଦି ଭକ୍ତ 😂
@lilidipti2534
@lilidipti2534 Күн бұрын
Tu kan danta dekhuchu
@sunandadigal192
@sunandadigal192 Күн бұрын
କଣ ଅସୁବିଧା ହେଲା ସିଏ ଚା ବିକୁଥିଲା ଟେଷ୍ଟ ଲାଗୁଛିନା ନାଇଁ ବୋଲି ପିଲା ବଡ଼ କଥା କଣ ହେଲା
@Skstarvlog3735
@Skstarvlog3735 Күн бұрын
Great modi.
@pkpanda1371
@pkpanda1371 Күн бұрын
ଦୁଷ୍ଟ ମୋଦୀ କଣ ଭଗଵାନ କି?? ଦେଶ ରୁ ମୋଦୀ ଙ୍କୁ get out କର। ଦରବୃଦ୍ଧି ପ୍ରତିବାଦରେ ଦେଶ ବ୍ୟାପୀ ଆନ୍ଦୋଳନ ହେଉ। ମୋଦୀ ଈଶ୍ବର ନୁହେଁ। ଠକ୍ ଠକ୍।
@MadhavKumardas-g1m
@MadhavKumardas-g1m Күн бұрын
Congress Jadi sasano kole deshku bikidevo.and jammu kashmir pakistan dehidevo . BJD chamsa
@sahadevsaha4721
@sahadevsaha4721 Күн бұрын
ଜୟ ଜଗନ୍ନାଥ,ସେ ଯାହା ହେଉ ଭାବର ଆଦାନ ପ୍ରଦାନ କେତେ ସୁନ୍ଦର ତାହା ଆପଣ ମାନେ ଅନୁଭବ କରି ପାରୁଥିବେ, ବହୁତ ଭଲ,ଏମିତି ଦୁଃଖ ସୁଖ ରେ ଜୀବନ ଧନ୍ୟ ହେଉ, ଜୟ ମା ସମଲେଶ୍ଵରୀ ନମଃ
@prasantapattanaik862
@prasantapattanaik862 Күн бұрын
ଏଇ ମାନଂକୁ ଆଉ କିଛି ଦିନ ଗଲେ ଯେତେବେଳେ ବିଜେପି ଶାସନ ବାଧିବ, ବିଜେପି କୁ ଗାଳି କରିବେ। କାନ ଫୁଲ ଓ ନାକ ଫୁଲ ର ଦାମ୍ ବୋଧେ ମୋଦୀଂକୁ ମାଲୁମ୍ ନାହିଁ? ନ ହେଲେ ୫୦୦୦/- ଟଂକାରେ ଏହା କିଣିବ କି ବୋଲି କାହିଁକି ପାରିଥାଆନ୍ତେ?
@bbsenapati2245
@bbsenapati2245 Күн бұрын
Media Bhai request next month re jai pachariba se 5000 re keu business start karuchanti
@pkpanda1371
@pkpanda1371 Күн бұрын
ମୋଦୀ ଙ୍କୁ ଛେଳି ମେଣ୍ଢା ଙ୍କ ଗୋରସ ଦିଅ।
@KrupasindhuBehera-bp6qv
@KrupasindhuBehera-bp6qv Күн бұрын
ତମ ହାତରୁ ଚା ପିଇଲେ ? ତମ ଦୁଧ ଟିକେ ଦେଲନି ମୋଦି ବାବୁ ଖାଇଥିଲେ ତମେ ଧନ୍ୟ ହେଇଯାଇଥାନ୍ତ ? ତେଲ ,ଆଳୁ,ପିଆଜ ସବୁ ବଢ଼ିଲାନି ଘଇତା କଣ କରିବା ଭାବୁଚି ମାଇକିନା କହୁଚି ଚା ପିଇଲେ ...........?
@prakashbhuyan8948
@prakashbhuyan8948 Күн бұрын
ତୁ ଶାଳୀ ର ପୁଅ ବଡ଼ ଦୁଷ୍ଟ ଅଛୁ 😅
@sarojrout9173
@sarojrout9173 Күн бұрын
ଆପଣ ବହୁତ ଭାଗ୍ୟବାନ ପ୍ରଧାନମନ୍ତ୍ରୀ କୁ ପାଖରେ ପାଇଁ କଥା ବାର୍ତ୍ତା ହେଲ
@Mrjyotisimple
@Mrjyotisimple Күн бұрын
BJD LIKE BUTTON ✅
@gopalmarndi9205
@gopalmarndi9205 Күн бұрын
ଯାହା ହେଉ ଆଜି ପ୍ରଧାନ ମନ୍ତ୍ରୀ ଲୋକଙ୍କୁ ଚା ବିଜନେସ ପାଇଁ 5000 ଟଙ୍କା ଦେଲେ, ଏବେ ଫଟା ଫଟ ଆରମ୍ଭ କରି ଦିଅ 😂।
@user-ow5mg1nq7m
@user-ow5mg1nq7m Күн бұрын
BJP JINDABAD ❤❤❤❤❤❤❤❤
@user-ow5mg1nq7m
@user-ow5mg1nq7m Күн бұрын
BJP 🎉🎉🎉🎉🎉🎉🎉🎉🎉🎉🎉
@NanadaGouda
@NanadaGouda Күн бұрын
❤❤❤❤bjp
@SunilMahanta-y2w
@SunilMahanta-y2w Күн бұрын
ତୁମକୁ ଦେଖିଲେ ଲାଗୁଛିତତୁମର Incom monthly 1500 ରୁ ଅଧିକ ଥବ ତୁମେ ପାଇଵା କଥା ନୁହେଁ
@rsagarkumar5503
@rsagarkumar5503 Күн бұрын
ସରିଗଲା କଥା ଖାଲି ତ ମୋଦି ମୋଦି ଚାଲିବ ।।।ନବୀନ ନକୁଁ ଦେଖିବାକୁ ମିଳିନଥିଲା ସାତ ରେ।।।। ଗ୍ରେଟ୍
@KANHANETKING
@KANHANETKING Күн бұрын
Tama jibana dhanya hei gala 👏👏
@NirlaiNirmalaDalai-tu6mu
@NirlaiNirmalaDalai-tu6mu Күн бұрын
5000 ଟଙ୍କା କଣ ବିଜି ନେସ କୁ ପାଇବ ତମେ Sand ବିଜିନେ ସରେ ଲାଗେଇବୁ ବେଧମାନଙ୍କୁ ଲାଜ ନାହିଁ 5000ଟଙ୍କା ଲାଗୁଚି 50000ଭଳିଆ
@gopalmarndi9205
@gopalmarndi9205 Күн бұрын
କି କହିବ ଏମାନଙ୍କୁ, ଟିକେ ବି ଲାଜ ସରମ ନାହିଁ 😂
@rasanandasethy
@rasanandasethy Күн бұрын
ନାଇ ନାଇଁମ 5000 ହଜର ଟକାରେ ଛେଳି ମେଣ୍ଢା କିଣି କୀ ଚରା ବଡ ହେଲେ ବିକିକୀ ଚଳିବ ଜୟ BJP
@biswamberbhutia3280
@biswamberbhutia3280 Күн бұрын
ଆଜି ରାତିରେ ଅଫିସ ରେ ରହିଯାଅ ବହୁତ ଅଫିସର ଆସିଛନ୍ତି ତମ ମାନଙ୍କୁ ଚାକିରୀ ମିଳିଯିବ
@puritasahu6555
@puritasahu6555 Күн бұрын
Jay jagannath prabhu ji 🛕🚩🙏 Modi ji great 💐
@pkpanda1371
@pkpanda1371 Күн бұрын
ଦେଖ ଏହି ମାଁ ଭଉଣୀ ମୋଦୀ ଙ୍କୁ ଦେଖି କେତେ ଖୁସୀ। ସତେ ଯେମିତି ଦୁଷ୍ଟ ମୋଦୀ ଏଇ ମାନଙ୍କର ଈଶ୍ବର। ମୋଦୀ ର କି ଜନ୍ମ ଦିନ?? ଦେଶ ରୁ ମୋଦୀ ଙ୍କୁ get out କର। ଦରବୃଦ୍ଧି ପ୍ରତିବାଦରେ ଦେଶ ବ୍ୟାପୀ ଆନ୍ଦୋଳନ କର। ବିଜେପି ଦଳ ଭୋଟ ଜାଲିଆତି କରି ମୋଦୀ ପ୍ରଧାନ ମନ୍ତ୍ରୀ। ମୂର୍ଖ ଟିଏ ମୁଖ୍ୟ ମନ୍ତ୍ରୀ ଆଜି ଓଡିଶାରେ।
@ramakrushnabisoyi4922
@ramakrushnabisoyi4922 Күн бұрын
ମୋଦି ଆଜି ତୋ ସହିତ ସେକ୍ସ କରିବ ମନେ ରଖ
@rameshwarbadamali4742
@rameshwarbadamali4742 Күн бұрын
Nice ❤️❤️
@UDAYNATHOFFICIAL
@UDAYNATHOFFICIAL Күн бұрын
ଆଦିବାସୀ ମାନଙ୍କୁ ସାରନା ଧରମ କୋଡ଼ ଦିଆଯାଉ ।
@sukrutapradhan6893
@sukrutapradhan6893 Күн бұрын
ଏତେ ପାଖରେ ପାଇଲ,ଦରଦାମ୍, ବାର୍ଦ୍ଧକ୍ୟ ଭତ୍ତା, ବେକାର ସମସ୍ୟା ବିଷୟରେ ଟିକିଏ କହିଥାନ୍ତ ନା ତମକୁ ତ ସବୁ ଦୁଃଖ ପ୍ରକାଶ କରିବାକୁ ସୁଯୋଗ ଦିଆଯାଇଥିଲା।
@santoshkumarpati6364
@santoshkumarpati6364 Күн бұрын
Happy birthday Modiji god bless you
@laxmidharmohanty1251
@laxmidharmohanty1251 Күн бұрын
Jay.modi...ji
@user-kg4tc5nq1q
@user-kg4tc5nq1q Күн бұрын
ମା ମାନଙ୍କୁ ସବୁ ଦେବେ, ବାପା ମାନଙ୍କ ଠାରୁ ସବୁ ଲୁଟିନେବେ
@BinodDalai-fz1mf
@BinodDalai-fz1mf Күн бұрын
Thanks. Sra❤
@amarbag5933
@amarbag5933 Күн бұрын
24 ବର୍ଷ ଗଲା ନବୀନ ପଟ୍ଟନାୟକ ଙ୍କୁ ଦେଖି ନ ଥିବ
@pramodjhankar9720
@pramodjhankar9720 Күн бұрын
ସବୁ free
@JitendraKumar-io9yi
@JitendraKumar-io9yi Күн бұрын
To bhagya change heigala
@basantamahrana225
@basantamahrana225 Күн бұрын
କି ଦାନ୍ତ
@damayantimahanta157
@damayantimahanta157 23 сағат бұрын
We are proud birthday modi bro 🎉🙏💐
@preranapatpingua156
@preranapatpingua156 Күн бұрын
❤❤❤❤❤❤ Jay BJP
@kritipattanaik5205
@kritipattanaik5205 Күн бұрын
My dear sister duniare bahut dukhi loka achanti jadi samstanka dukha katha PM bujhi parante ta khushi laganta.
@HimansuSahu-n5n
@HimansuSahu-n5n Күн бұрын
BJP leader jindabad
@jharanajhankar7335
@jharanajhankar7335 Күн бұрын
Happy birthday modi ji kehila ni kehi
@arpitadutta2252
@arpitadutta2252 Күн бұрын
This year good doctors are selected
@ashoksend1717
@ashoksend1717 Күн бұрын
BJP JINDABAD
@dharanidhrasatapathy1491
@dharanidhrasatapathy1491 Күн бұрын
BJD ବାଲା ଙ୍କ ର ବିନ୍ଧା ହେଉଚି।
@user-ow5mg1nq7m
@user-ow5mg1nq7m Күн бұрын
BJP JINDABAD 😂😂😂😂
@rashmiranjan5383
@rashmiranjan5383 Күн бұрын
ଭଲ ହେଲା କାଲି ସକାଳୁ ନଦୀ ଘଟେ ପୋଖରୀ କୂଳେ ମାସେ ଯାଏ ଗପିବ. ଆଉ ରହିଲା ମିଡ଼ିଆ ବାଲାଙ୍କୁ ମାସେ କା ର ଭଲ time pass news ମିଳିଗଲା
@RabindraKabat-r6d
@RabindraKabat-r6d Күн бұрын
Joy modi ji
@hkmishramishra851
@hkmishramishra851 Күн бұрын
BEST OF FEKUBAJI
@user-ve8cw8ty6f
@user-ve8cw8ty6f Күн бұрын
ବହୁତ୍ ଖୁସି ନା ଲଜ୍ୟା ଲାଗୁନି ବେଚ୍ଛା ପୁରୀ ଏ ତୁମର ଘଇତା ଚୁଡ଼ି ପିନ୍ଧିଚି ନା ତୁମ ଘଇତା କୁ ଭଲ ଲାଗୁଥିବ ନା ତେଲ, ଡାଲି ଆଳୁ ପିଆଜ ସବୁ ରେଟେ କେଉଁଠି ମାଇଲେନି ତୁମେ ରାଣ୍ଡ ମାନେ ବହୁତ ଖୁସି ମରିଜା ଅ
@debabrataswain1583
@debabrataswain1583 Күн бұрын
ତମ ପାଇଁ ଅଷ୍ଟ୍ରେଲିଆ ଛତୁ ଆଣିଥିଲେ ନା ନାଇଁ ପଚାରିଲନି
@pradeeppatra2655
@pradeeppatra2655 Күн бұрын
5000ଟଙ୍କା ପାଇ ଆଳୁ ପିଆଜ ରସୁଣ ତେଲ କିଣି ଖାଇବ ।
@mohinitripathy2377
@mohinitripathy2377 Күн бұрын
Bharatara bodhe pratham Pradhan mantri amiti aama odisha aasi amiti samastnka katha suniba. Satre sabu bada bhagybaan.
@rahulsahoo6774
@rahulsahoo6774 Күн бұрын
ଆରେ ଗାଡ କଣାକୁ ଆସିଥିଲେ ଗାଡ କରିକି ଗଲେ ଜୟ Jay bjp
@sameerkumar6114
@sameerkumar6114 Күн бұрын
5000 asila ,oil rate badhila😂, loka nku murkha baneibare no 1
@bigtvsantali
@bigtvsantali Күн бұрын
ତମକୁ ଭଲସେ କରିକି ଗଲା............................. ନେତା
@SipuPrakashini
@SipuPrakashini Күн бұрын
Media wala odisha re army officer nku police missviheb karichi seita dekhaibku nahi basss
@Mishkasgarden
@Mishkasgarden Күн бұрын
5000 pai emane chandrare plot pakeibe
@ramakrushnanayak7062
@ramakrushnanayak7062 Күн бұрын
କ୍ଷୀର ଚା
@BrajabandhuSahoo-cq1sf
@BrajabandhuSahoo-cq1sf Күн бұрын
🎉
@basantajani9181
@basantajani9181 Күн бұрын
Janta hela
@biranchimajhi8381
@biranchimajhi8381 Күн бұрын
Alu piaj chasa kra bhai
@Sambhu-if4rb
@Sambhu-if4rb Күн бұрын
Rasan card kebe debe
@PradeepNayak-h3r
@PradeepNayak-h3r Күн бұрын
BJP 🇮🇳🙏🌹💯👍
@radhekrishna16100
@radhekrishna16100 Күн бұрын
Modi Modi
@chakradharkhara
@chakradharkhara Күн бұрын
ତତେ କେତେ ଟଙ୍କା ଦେଇଛି ବିଜେପି
@gopalmarndi9205
@gopalmarndi9205 Күн бұрын
@@chakradharkhara ସତ କୁହ
@narayansahoo6088
@narayansahoo6088 Күн бұрын
Modi ra dad day karan75yeat come He is retied in. Pm post
@user-sy1lb6kv1j
@user-sy1lb6kv1j Күн бұрын
To Jibana taa Dhanya heigalaa. Tu amara heigaluu..
@sanjay23172
@sanjay23172 Күн бұрын
BJP Party Centre Ra Only Modi Bhala Kintu Odisha Ra BJP Party Ra Rajniti Karuthiba Kuji Neta Mane Heuchhanti Gotie Gotie Gotie Chora Thaka n Worst Political Leader...
@TusarTikina
@TusarTikina Күн бұрын
Ki khusi lo maa. Kali kothi kama karibo chinta kalo
@narayankhara4042
@narayankhara4042 Күн бұрын
Modi char char char char char char char char char char char char char char char char char char char char
@SukantaRout-xw5dx
@SukantaRout-xw5dx Күн бұрын
Aau kichhi karinahanti ta😂😂😂😂😂😂😂😂😂😂😂😂😂😂😂😂😂😂
@radhekrishna16100
@radhekrishna16100 Күн бұрын
Ate Barsa hela Navin Pattnaik ku Vote delo sina kebe bhi aji jaye asiki tamo pakho b'day celebration korini
@jitunpatra5003
@jitunpatra5003 Күн бұрын
5000 ki business
@rabinarayanmohapatra4733
@rabinarayanmohapatra4733 Күн бұрын
Oho.... Manisa janmaru udhar.
@Cristianofan-y4z
@Cristianofan-y4z Күн бұрын
Mu odia boli mate gruna laguchi
@Mishkasgarden
@Mishkasgarden Күн бұрын
Tata ratna bhandara chabi mililaki? Se katha kaha
@bbsenapati2245
@bbsenapati2245 Күн бұрын
Ebe mam tame PM baniba
@narayansahoo6088
@narayansahoo6088 Күн бұрын
Modi ra17date birthday nuhe bad day
@user-oy1uw6qq9o
@user-oy1uw6qq9o Күн бұрын
Nija bapa maa nku atike cha pibaku daethile punya heba Are neta aje achhante kale nathibe Neta kariche ame mane Ate khuse heba apkhya Jay Jagannath kuha sabu vla heba
@JayantaKumarRout-ne4ru
@JayantaKumarRout-ne4ru Күн бұрын
Modi a Madam nka ra Dharam Bapa.
@jitendrasahoo5813
@jitendrasahoo5813 Күн бұрын
Ama paribarsara picnic manini
@AjitDasFlw
@AjitDasFlw Күн бұрын
Ok ta pare rakta piba
@kumudinipanda1852
@kumudinipanda1852 Күн бұрын
Ta kain badkatha hela ete khusi je swargku paleijsys
@FaijanKhan-r2l
@FaijanKhan-r2l Күн бұрын
Madam na to. Bhavan Ko chaya pilaya app Ko koi vardan Mila
@AjayMandal-j5e
@AjayMandal-j5e Күн бұрын
Jay jumla
@Kalandicharansahoo-pz6gj
@Kalandicharansahoo-pz6gj Күн бұрын
Jane asahaya manishanku tk vala paile vala huanta
@rahulsahoo6774
@rahulsahoo6774 Күн бұрын
5000 neiki😂ଚଡି ଟେପେ କିଣିବୁ
@odiakitchenrecipes9064
@odiakitchenrecipes9064 Күн бұрын
Hnhn middle class loka khali tax dei chalibu sarkar taku banti chalibe ama pai kounasi jojana lagunahi khali news re dekhibu
@Official_babu_141
@Official_babu_141 Күн бұрын
Kn 10 ta look ku daki ki new re dekhucha look ku 😂😂😂😂
@user-vo8jx1fl1g
@user-vo8jx1fl1g Күн бұрын
Chahare armba chahare sesh
@prasantadas9017
@prasantadas9017 Күн бұрын
Bala bepara arambha Kari dia
@saibanibehera2882
@saibanibehera2882 Күн бұрын
Ba ki khushe
@omprakasharazz241
@omprakasharazz241 Күн бұрын
Nija Swami katha kahuna Chor katha kuhani
@PintuRout-i7b
@PintuRout-i7b Күн бұрын
5000+aau barthday tifin v ,,,ki khusi lo
@manojbehera49
@manojbehera49 Күн бұрын
Ame asibu trike daba caha
So Cute 🥰
00:17
dednahype
Рет қаралды 54 МЛН
POV: Your kids ask to play the claw machine
00:20
Hungry FAM
Рет қаралды 16 МЛН
Modus males sekolah
00:14
fitrop
Рет қаралды 24 МЛН
So Cute 🥰
00:17
dednahype
Рет қаралды 54 МЛН