୭୩୬ ଏକର ଜାଗାରେ ୩୦୦ ଗାଈର ଫାର୍ମ || Odisha's Largest Government Dairy farm.

  Рет қаралды 48,239

E- farming Odisha

E- farming Odisha

Күн бұрын

Пікірлер: 49
@Vinood900
@Vinood900 4 ай бұрын
ଧନ୍ୟବାଦ୍ E-Farming.. କିନ୍ତୁ ପ୍ରକୃତ ସତ କଥା Red ସିନ୍ଧି seeman ଓଡ଼ିଶା ର କେଉଁ ପଶୁ ଡାକ୍ତରଖାନା ରେ available ନାହିଁ। ଏ Breed ଅଧିକ କ୍ଷୀର ଦେଉଥିବା ଜର୍ସି Breed ପାଇଁ ବିଲୁପ୍ତ ହେଇ ଗଲା। Red ସିନ୍ଧି କ୍ଷୀର ର quality ଆଉ ରୋଗ ପ୍ରତିରୋଧକ ଶକ୍ତି ବହୁତ୍ ଅଧିକ। ଯିଏ ଅସୁସ୍ଥ ଅଛନ୍ତି ସେ Red ସିନ୍ଧି କ୍ଷୀର ପିଇ ଦେଖ କଣ changes ଆସୁଛି।
@BiswaranjanPanda-zk9hf
@BiswaranjanPanda-zk9hf 4 ай бұрын
Vai red Sindhi seman miluchi
@dilliptripathy8813
@dilliptripathy8813 4 ай бұрын
Very good. A great initiative by the Odisha Government. They should phase out jersey cows.. Concentrate more on Sindhi only... Gir cow project is also a very good initiative..
@simanchalsahu3660
@simanchalsahu3660 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@Vinood900
@Vinood900 4 ай бұрын
ଆଉ ଗୋଟିଏ video Providing Seeman Centre ର କରନ୍ତୁ। ଆଜିର ଦିନରେ ମଣିଷ ବହୁତ୍ ନୃଶଂସ। ଯେଉଁ ଗୋମାତା କୁ ଘରେ ରଖି ଲାଭ ନିଏ ଆଉ ବୟସ ହେଲେ କଂସେଇ ହାତରେ ବିକ୍ରୀ କରି ଦିଏ। ଯଦି ରାଜ୍ୟ ସରକାର ଓଡ଼ିଶା ରେ ପର୍ଯ୍ୟାପ୍ତ ଗୋଶାଳା କରି ଥାଆନ୍ତେ ତାହେଲେ ଗୋମାତା ମାନେ ନିର୍ଦ୍ଵନ୍ଦରେ ସୁରକ୍ଷିତ ହେଇ ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚି ପାରନ୍ତେ।
@rajapradhan9750
@rajapradhan9750 4 ай бұрын
Jay jagannath swami❤❤
@kasinathdas2467
@kasinathdas2467 4 ай бұрын
Odisha government must create at least 10 Big size dairy farm like chiplima in different parts of odisha like in cuttack regions , baleswar regions , puri regions angul dental regions like this more 10 dairy government centers must be opened for dairy farmers to buy best desi cows
@kasinathdas2467
@kasinathdas2467 4 ай бұрын
Very good dairy, keep other A 2 milk high milking cows like SAHIWAL , GIR COWS , Rajasthan model white high milking cows , eat in odisha so that all odisha every poor dairy farmers can buy good quality high milking desi cows from this government centre.
@kasinathdas2467
@kasinathdas2467 4 ай бұрын
Odisha government must follow haryana cows model , punjab model , Rajasthan and Gujarat big size desi cows farm for dairy farmers to buy best quality cows
@sangramdas-lt8sh
@sangramdas-lt8sh 4 ай бұрын
Jay jagannath 🙏
@jsr6799
@jsr6799 4 ай бұрын
Dhanyawad bhai
@SurendraMahalik-b5b
@SurendraMahalik-b5b 2 ай бұрын
Super
@PrinceParua
@PrinceParua 4 ай бұрын
Best ଗାଈ କେଉଁଠୁ କିଣିବା please ଟିକେ କୁହନ୍ତୁ ମୁ କିଣିବାକୁ ଚାହୁଛି
@BiswaranjanPanda-zk9hf
@BiswaranjanPanda-zk9hf 4 ай бұрын
ଓଡ଼ିଶା ର ରେଡସିନ୍ଧି ପୁରା ଭାରତ ର ସ୍ପନ୍ଦନ
@ajittandi473
@ajittandi473 4 ай бұрын
Very good
@litanabehera-ng4is
@litanabehera-ng4is 4 ай бұрын
Jay jagannath
@ambikadash2676
@ambikadash2676 4 ай бұрын
ଥାରପାରକର ଓ କାଙ୍କରେଜ୍ ଭଳି ଗାଈ ର ବ୍ରୀଡ଼ିଂ କଲେ ଓଡ଼ିଶ ର ଚାଷୀମାନେ ବହୁତ ଉପକୃତ ହୋଇ ପାରିବେ
@bidyadhargaigaria6053
@bidyadhargaigaria6053 4 ай бұрын
Very nice
@wenoti947
@wenoti947 4 ай бұрын
ଅନ୍ଦ୍ରର ଛୋଟ ଗାଈ ଭାଇ କେମିତି ଠିକ୍ ଜିନିଷ ମିଳିବ, ତା ବିଷୟ ରେ ଭିଡ଼ିଓ କରିଲେ ଭଲ ହେବ
@soumyathemun
@soumyathemun 4 ай бұрын
First view 😅
@kaluswain6805
@kaluswain6805 3 ай бұрын
Good morning sir lwant to visit the farm and also join the training.
@EfarmingOdisha
@EfarmingOdisha 3 ай бұрын
8895875885 WhatsApp karantu
@subhrajyoti7809
@subhrajyoti7809 4 ай бұрын
ଭାଇ ଯିଏ ଦେଖୁଛ ଦେଶୀ ଵଂଶ ଟିକେ ବଢ଼ାଓ 🙏🙏
@KarthikChandra-h5h
@KarthikChandra-h5h 4 ай бұрын
Super
@rajkumar-qf4xh
@rajkumar-qf4xh 4 ай бұрын
Bahut Laza r vishaya 1968 ru org thai ki Odisha dairy farming pai kichi kari parile nahi. Aaji bhi bread development re odisha big 0.
@reajulhaque9857
@reajulhaque9857 4 ай бұрын
@PatitapabanBarik-hf9de
@PatitapabanBarik-hf9de 4 ай бұрын
ଗାଈ କୋଉଟି ମିଳିବ ସାର
@nitishpradhan5039
@nitishpradhan5039 4 ай бұрын
Sir ai worker training bisayare video diantu 🙏🙏🙏
@theanimal3153
@theanimal3153 4 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@jayantasahoo1404
@jayantasahoo1404 4 ай бұрын
ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଓଡ଼ିଶା ର ଦେଶୀ ବ୍ରିଡ୍ ଉପରେ ଧ୍ୟାନ ଦେଉନି ।ଓଡ଼ିଶା ର ବିଞ୍ଝାରପୁର ଗାଇ ଉପରେ କାମ କଲେ ତାର ସୀମେନ୍ ପୁରା ଓଡ଼ିଶା ରେ ଉପଲବ୍ଧ କରାଗଲେ ପ୍ରତ୍ତି ଘରେ ଅତିକମ୍ ରେ 6 ଲିଟର capacity ର ଗାଈ ଉପଲବ୍ଧ ହେବ ଯାହା ଦ୍ୱାରା milk production ରେ ବୃଦ୍ଧି ହେବ ।
@EfarmingOdisha
@EfarmingOdisha 4 ай бұрын
ସୁନ୍ଦର ଓ ମୂଲ୍ୟବାନ ମତାମତ ପାଇଁ ଧନ୍ୟବାଦ ଆଜ୍ଞା...ଆମେ ମଧ୍ୟ ଏ ଦିଗରେ ଚେଷ୍ଟା ଜାରି ରଖିବୁ
@jayantasahoo1404
@jayantasahoo1404 4 ай бұрын
@@EfarmingOdisha ଆପଣ ମାନେ ଏସବୁ ଉପରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ପାରିବେ। ଏବେ ଓଡ଼ିଶା ରେ 60% ଘରେ 1 to 2 ଲିଟିର ର ଗାଈ ଅଛନ୍ତି ସେଇଟା 5 to 6 ଲିଟର ହେଇଗଲେ ଭଲ ହେବ ପୁଣି ଦେଶୀ ଗାଇ ପାଇ ଲୋକ ମାନଙ୍କର ମେଡିସିନ ଉପରେ ବେଶୀ ଖର୍ଚ୍ଚ ହେବ ନି। ବହୁତ୍ ବହୁତ୍ ଧନ୍ୟବାଦ୍ ଭାଈ
@aryaprakashpanda6494
@aryaprakashpanda6494 3 ай бұрын
Binjharpuri semen is available
@s.nilamadhabpatra3687
@s.nilamadhabpatra3687 3 ай бұрын
I want to join training program....how i join...?
@ଶୁଭ୍ରାଂଶୁତ୍ରିପାଠୀ
@ଶୁଭ୍ରାଂଶୁତ୍ରିପାଠୀ 4 ай бұрын
ପୁଙ୍ଗାନୁର୍ ନସଲ୍ କଉଠି ମିଳିବ ଦୟାକରି ଭିଡିଓ କରନ୍ତୁ ।।
@kumudachandrasahu8644
@kumudachandrasahu8644 3 ай бұрын
ମୁଁ ପ୍ରଶିକ୍ଷଣ ନେବାକୁ ଇଛୁକ ଅଛି।
@akmotovlogs4305
@akmotovlogs4305 2 ай бұрын
ସେଇଠୁ ଗାଈ କୁ କିଣା ଯାଇ ପାରିବ କି ନାହିଁ
@deba8507
@deba8507 4 ай бұрын
ଗାଈ କିମ୍ବା ଛଡା ମିଳିବ କି sir
@sanjaymurja2324
@sanjaymurja2324 4 ай бұрын
ସାର୍ ମୁଁ ଟ୍ରେନିଂ ନେବାପାଇଁ ପ୍ରସ୍ତୁତ ଅଛି
@EfarmingOdisha
@EfarmingOdisha 4 ай бұрын
Details WhatsApp karantu
@prasanna6478
@prasanna6478 4 ай бұрын
ସାର ମୁଁ ବି ଟେରନିୱ କରିବାକୁ ଚାହୁଁଛି ମୋବାଇଲ ନମ୍ବର ଟିକେ ଦିଅନ୍ତୁ ସାର
@EfarmingOdisha
@EfarmingOdisha 4 ай бұрын
Details WhatsApp karantu 8895875885
@bipinbiharipradhan8257
@bipinbiharipradhan8257 4 ай бұрын
ମୁଁ ସାହିୱାଲ ଗୋ ମାତା କିଣିବା ପାଇଁ ଚାହୁଁଛି. ମିଳିବ କି
@Vinood900
@Vinood900 4 ай бұрын
ସାହିୱାଲ ଆଉ ରେଡ ସିନ୍ଧି ଗୋଟିଏ ପ୍ରଜାତି ର। ପ୍ରାୟ ଅଧିକାଂଶ same
@jitendriyamohapatra9119
@jitendriyamohapatra9119 4 ай бұрын
I want best doctor or vs number for advice
@satyajitroutray5671
@satyajitroutray5671 4 ай бұрын
Sir emaanakara mobile number diantu
@sitansuranjanswain1997
@sitansuranjanswain1997 4 ай бұрын
ଜର୍ସି ର ମାଇ ବାଛୁରୀ ଏଠୁ ନେଇ ହେବକି ।
@kabirajsahu1302
@kabirajsahu1302 4 ай бұрын
How to contact with this organisation any contact number please
УЛИЧНЫЕ МУЗЫКАНТЫ В СОЧИ 🤘🏻
0:33
РОК ЗАВОД
Рет қаралды 7 МЛН
24 Часа в БОУЛИНГЕ !
27:03
A4
Рет қаралды 7 МЛН
Keonjhar_Integrated Farm_Kiran Bala Sahu_1080p
2:05
APICOL ODISHA
Рет қаралды 31 М.
Bhadrak: Migrant Worker Turns Successful Diary Farmer
4:32
Argus News
Рет қаралды 21 М.
УЛИЧНЫЕ МУЗЫКАНТЫ В СОЧИ 🤘🏻
0:33
РОК ЗАВОД
Рет қаралды 7 МЛН