KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine
8:25
ସାପପାଇଁ ଲକ୍ଷ୍ମଣରେଖା କେଉଁଜୈବିକଔଷଧ ପ୍ରୟୋଗକରିବେSnake repellant
6:49
Smart Sigma Kid #funny #sigma
00:14
World’s strongest WOMAN vs regular GIRLS
00:56
бабл ти гель для душа // Eva mash
01:00
ЛУЧШИЙ ФОКУС + секрет! #shorts
00:12
ବୁଲା ଷଣ୍ଢ ଓ ଜଙ୍ଗଲୀ ବାରାହ Organic Repellant for Wild Boar
Рет қаралды 162,542
Facebook
Twitter
Жүктеу
1
Жазылу 159 М.
KRUSHI SAMPADA
Күн бұрын
Пікірлер: 193
@susilasahoo2652
Жыл бұрын
ସାର୍ ଏହିପରି ଏକ ଦରକାରୀ ଭିଡିଓ ବନେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।
@gyanaytchannel8605
Жыл бұрын
ସାର ପ୍ରଣାମ। ସାର ମୁଁ ବାରମ୍ବାର ଆପଣଙ୍କୁ ଅନୁରୋଧ କରିଆସିଛି। ଅମୃତଭଣ୍ଡା କେଉଁ ସମୟରେ କେଉଁ କିସମ ଲଗାଈଲେ ଫଳ ଭଲହେବ ପୁନଶ୍ଚ ପତ୍ରମୋଚା ରୋଗ ହେବ ନାହିଁ।
@niharikasahu4884
Жыл бұрын
Lal pari variety any time.
@krushisampada
Жыл бұрын
ଅମୃତଭଣ୍ଡା ରେ ପତ୍ର ମୋଚ୍ଚା ଧଳା ମାଛି ଯୋଗୁଁ ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ଘାସ ସଫା କରନ୍ତୁ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ। ପତ୍ର ମୋ ଚା ହେଲେ ଆକ୍ରାନ୍ତ ପତ୍ର ଛିଣ୍ଡାଇ ଦିଅନ୍ତୁ। Diafenthuron 50%WP lit ପ୍ରତି 1.5gm ba Thiomethoxam lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ଅମୃତ ଭଣ୍ଡା କୁ ବର୍ଷା ପୂର୍ବରୁ ବା ବର୍ଷା ପରେ ଲଗାଇ ପାରିବେ। Red lady, Honey dew, Snap
@jyotiprakashjena2359
Жыл бұрын
Khub badhia information dele , dhanyabad
@parsuramnayak4093
Жыл бұрын
Bahut bhala lagila .
@tularamsahutularamsahu8187
Ай бұрын
ମାଙ୍କଡ ପାଇଁ କଣ କଲେ ଚାଷ ନଷ୍ଟ କରିବ ନାହିଁ
@narayanchandrarana1181
10 ай бұрын
Excellent information. Thank you so much Sir 🙏
@pandetudu6
2 ай бұрын
ହାତୀ ଦାଉରୁ ଧାନ ଫସଲ କୁ କେଉଁ medicine ଦ୍ବାରା ରକ୍ଷା କରିପାରିବା ?ଦୟାକରି କହନ୍ତୁ ।
@Niranjanv148
2 ай бұрын
Eeita nihati Darkar
@Niranjanv148
2 ай бұрын
ଏବେ ତ ପୁରା ହାତୀ ମାତିଛନ୍ତି 😊
@କୃଷକରଦୈନନ୍ଦିନଜୀବନ
Ай бұрын
ସୋଲାର ଝଟକା
@RajibPradhan-g9n
Ай бұрын
ଫରେଟ ଶୁଖୁଲା ବାଲିରେ ମିଶାଇ ବିଲ ଚାରିପଟେ ଭିଛନ୍ତୁ, ବିଲ ରେ ଅଳ୍ପ ଭିଞ୍ଚନ୍ତୁ
@KaliaMalick479
Жыл бұрын
କେଉଁ ଔଷଧ ପ୍ରୟୋଗ କଲେ ପାତି ମାଙ୍କଡ ଖାନ୍ତି ନାହିଁ ? ଦୟାକରି ରିପ୍ଲାଏ କରନ୍ତୁ l
@Rajuminuexpress-fx5ee
Ай бұрын
Amazon re monky repellent search karantu
@mahammedhafiz5084
Ай бұрын
Sir namaskar wild boar repellent ku jadi purana Ghana bilare pakaeba asubida habaki days kari kahibe
@manjulatakalo1475
Жыл бұрын
Sir from which online app it is available???
@SanjaySingh-nb5me
Жыл бұрын
ଜୟ କିଷାନ, ଜୟ ଜଗନ୍ନାଥ 🙏. ପ୍ରୟୋଗ କଲେ ଜଣାଯିବ, ଯଦି ଷଣ୍ଢ ଓ ବାରହା ଜମି ର ଫସଲ ଖାଇବା ପାଇଁ ନ ପସନ୍ତି, ଫସଲ ସୁରକ୍ଷିତ ରହିବ ଓ ଆମ ଚାଷୀ ଭାଇ ମାନେ ଉପକୃତ ହେବେ, ଧନ୍ୟବାଦ !
@krushisampada
Жыл бұрын
Thank you
@anilsamantaray5823
3 ай бұрын
Cost bahut hoijauchi
@Rajuminuexpress-fx5ee
Ай бұрын
@@bimbadharpradhan1541Amazon Flipkart
@arunkumarpradhan9718
Жыл бұрын
Sir morning Dhanare thuda bahariba hisaba kipari karina.sir dayakari gate video kale samasta chasi upakruta hebi.
@SomanathMallick-mr9bu
2 ай бұрын
ସାର୍ ପ୍ରଣାମ କାଜୁ ଚାଷ ବିଷୟରେ ଆଲୋଚନା କରନ୍ତୁ
@shisirnaik535
15 күн бұрын
Dayakari kahibe ki wild animals kemiti use karanti janinitike kuhantu mopakhare wild animal ochhi use tike kuhantu
@hrusikesh69sahu50
Жыл бұрын
Muga buna samayare sir harena muga ku khideanti kemiti o kana spry kareba
@sunilpradhan6668
Жыл бұрын
Sir ratichara /ବାଦୁଡ଼ି ପକ୍ଷୀକୁ କିପରି ଭାବରେ ଘଉଡାଇ ପାରିବା
@RadheshyamSahu-k2n
Күн бұрын
Baraha pai kou madecin darkar
@Ipshita4598
Жыл бұрын
Sir 0-52-34 aau boran sange 505 misae spray kale heba ki nai please kahun AAU mania sange ken sar misae dele heba
@krushisampada
Жыл бұрын
ହଁ ମିଶାଇ ସ୍ପ୍ରେ କରି ପାରିବେ
@PanchaSahu-m3t
28 күн бұрын
Best news sir
@mahantysworld
Жыл бұрын
Thanks for information
@krushisampada
Жыл бұрын
Welcome
@kapildev6300
Ай бұрын
ଘରେ ରାତିରେ ବିଷାକ୍ତ ସାପ ନ ପଶିବା ପାଇଁ କେଉଁ କୀଟନାଶକ ବାହାରେ ପକାଇବା ସାର୍?
@dileswartv7010
7 ай бұрын
Sr bula sandha gaigoru nku kichi khyati hebanita
@Surya-do2vb
3 күн бұрын
Sir,aam pariba fasal ku mankada mane bhuta nasta karuchi..upay upare video bana ntu...
@BrajaSenapati-fv1sn
Ай бұрын
Ripelant off line re keunthharu paipariba sir
@jituraut3869
Жыл бұрын
ମେଘୁଆ ଝିପିଝିପି ବର୍ଷା ରାତିରେ ବରାହ ବେଶୀ ହଈରାଣ କରିଥାନ୍ତି। ଶୁଖିଲା ପାଗରେ ପାତିମାଙ୍କଡ ଧାନଗଛର କଅଁଳିଆ କନ୍ଦା ଏବଂ ପୁଡାକୁ ଫାଡି (ଥୋଡ) ଖାଇଥାଏ
@rutuparnasahoo6695
9 ай бұрын
Sir medicine gyarenti ke nahi sighra chasi nkara demo karantu.thank you I wait❤❤❤
@tapaskumarrout9540
3 ай бұрын
Hati pain kichhi ...???
@chinmayabehera7731
Жыл бұрын
Chemical spry ବିଷୟରେ କୁହନ୍ତୁ
@sameerkumarnayak5110
9 ай бұрын
Sir amara badama re ghusuri rati nasta karuchanti
@josephparichha7087
28 күн бұрын
ପାତି ମାଙ୍କଡ଼ ପାଇଁ କୁହନ୍ତୁ sir
@mishralaxmidhar8404
4 ай бұрын
Sir hathi tharu Kemit fasal ku rokiba ra upay
@BabuluSingh-p1u
2 ай бұрын
Dhano bilore hati phosolo khau chon ,koumedi sin proyogo kole ame bonchito heba
@MadhusudanMallick-v8c
3 ай бұрын
Sir monkey pai achhi ki medicine ?
@linkanpanda5966
Ай бұрын
Sir medicine order pain kou site re online ru order kariheba flipkart re dekhouni
@sureshkumarsahu8308
3 ай бұрын
Sir Misha pai kana kitanashaka achhi
@ashokpradhanashokpradhan7231
2 ай бұрын
ସାର୍ ପାତୀମାଙ୍କଡ଼ ରୋକିବା ପାଇଁ କଣ ମେଡିସିନ ଅଛି?
@KailaspodhBhatang
3 ай бұрын
Sir hati pae kao medesen diajiba
@GurucharanHembram-kj5hf
Ай бұрын
Balo ousada
@AnilJal-pc4ik
Ай бұрын
sir musa kemiti dhana Kati benahi ki tar medicine achhi ki
@krushisampada
Ай бұрын
ଧାନ ଜମିରୁ ମୂଷା କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଜମି ହିଡ କୁ ସଫା କରନ୍ତୁ। ହିଡ ର ଓସାର 1ft ରୁ କମ ରଖନ୍ତୁ। ମୂଷା ଗାତ କୁ ଚିହ୍ନଟ କରନ୍ତୁ। ଗାତ ପ୍ରତି 2ଟି Celphos tablet ପ୍ରୟୋଗ କରନ୍ତୁ ଓ ଗାତ ବନ୍ଦ କରି ଦିଅନ୍ତୁ। ମୂଷା ପାଇଁ ବିଷ ଥୋପ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ। 960gm ଅଟା, 20gm ଖାଇବା ତେଲ ଓ 20gm Zinc phosphide ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ।(ଛୋଟ ଛୋଟ ଗୋଲି ପ୍ରସ୍ତୁତ କରନ୍ତୁ) ଏହାକୁ ମୂଷା ଗାତ ପାଖାପାଖି 4-5 ଟି ହଡ କଡ଼ରେ ରଖନ୍ତୁ। ମୂଷା ଖାଇ ମରିଯିବେ।
@narasinghahantal1314
Жыл бұрын
Very nice sir
@krushisampada
Жыл бұрын
Thanks and welcome
@papupradhan275
4 ай бұрын
Sir pl kuhantu na kakudi ki bilua khauchanti Madicne kan achi
@wow.24k
Жыл бұрын
Sir kapa chasa bisayare video banantu
@satyabehera1043
Жыл бұрын
Sir big big thanks
@krushisampada
Жыл бұрын
Thank you
@SUNDU396
2 ай бұрын
Borowell aplay korihobo ki bortoman
@arvindpati9752
Жыл бұрын
Sir akhure barha bahut nasta karuchhanti ,Mora 20 acre circle re kete medicine lagiba
@krushisampada
Жыл бұрын
ବାରହା କ୍ଷତି କରୁଥିବା ସ୍ଥାନ କୁ ଚିହ୍ନଟ କରନ୍ତୁ ଓ ସେହି ସ୍ଥାନରେ ପ୍ରୟୋଗ କରନ୍ତୁ।କିମ୍ବା solar fencing କରନ୍ତୁ।
@indianforindia4908
Жыл бұрын
Sir jhatka machine lgeiba aain sammat ki ?
@krushisampada
Жыл бұрын
ହଁ Company certificate ଦେଉଛି
@editvedioranjan9207
Ай бұрын
ବିଲରେ ସ୍ପେରେ କରିବା ପାଇଁ କିଛିନାଇ
@uttam4u842
Жыл бұрын
Very nice video
@SusilJethy
2 ай бұрын
Super sir
@krushisampada
2 ай бұрын
Thank you
@subodhgiri1311
9 ай бұрын
Sir ମାଙ୍କଡ଼ ପାଇଁ କଣ ଅଛି
@krushisampada
9 ай бұрын
Solar fencing
@sahadebmajhi7101
Жыл бұрын
Good information sir
@krushisampada
Жыл бұрын
So nice of you
@sukantadas7366
Жыл бұрын
Sir which medicine is use for monkey
@patrasujit50
Жыл бұрын
ମୋହୁ ମାଛି asibe ta sir???
@krushisampada
Жыл бұрын
ମହୁ ମାଛି ପାଇଁ ବିପଦ ନୁହେଁ
@manashpurohit4547
Жыл бұрын
Money ke liye kya karna padega
@umeshjagadala3952
Жыл бұрын
ସାର୍ ହାତୀ ପାଇଁ କାମ ଦେବ କି ନାହିଁ।
@krushisampada
Жыл бұрын
ନା
@uttkal32778
4 ай бұрын
Daba
@MeghanandaKanhar-uu8fc
Жыл бұрын
ଶୁଆ ମାନେ କଣ କଲେ ଆସିବେ ନାହିଁ
@biswajitmoharana3467
2 ай бұрын
Bhai mote sua dio dhariki pic kete nebe kuhantu
@achyutanandamali9666
3 ай бұрын
🙏ଆଖୁ ଫସଲ କୁ ଭାଲୁ ଦାଉରୁ କିପରି ରକ୍ଷା କରିବା ଦୟାକରି ଜଣାନ୍ତୁ
@RajibPradhan-g9n
Ай бұрын
ସୋଲାର ଝଟକା ଦ୍ୱାରା ରକ୍ଷା କରିହେବ,
@linapatra-ex5cf
Жыл бұрын
Sar pan fashal ra mycore pryaga kala kichi haba nahi
@surendrasahoo7656
Ай бұрын
Ripelant off line re keuntharu miliba sir
@krushisampada
Ай бұрын
ନା
@Radheyradhe1
3 ай бұрын
Elephant 🐘 au monkey 🐒 pain kana medicine achhi ki
@siddhantsekhar9804
Күн бұрын
Jai hind scientist
@linapatra-ex5cf
Жыл бұрын
Sar pana fashal vidio karontu
@krupasindhusahu1608
Жыл бұрын
Hanuman mananka upare prabhava padina ki ?
@krushisampada
Жыл бұрын
ନା
@manashsabita5567
Жыл бұрын
Hatipaekamadaba Sir
@kanhucharangouda9716
12 күн бұрын
ଆମ ଅଞ୍ଚଳରେ ମାଙ୍କଡ,ବାରହା ଫସଲ ନଷ୍ଟ କରୁଛନ୍ତି।
@shrabansahu5678
3 ай бұрын
Mankada lagi bi kama deba ki
@Dibyanshiyoutubechannel
Жыл бұрын
ଏହି ମେଡିସିନ ବରାହ ପାଇଁ ସ୍ପ୍ରେ କରିବାକୁ ପଡ଼ିବ କି sir
@krushisampada
Жыл бұрын
Video ରେ ସମ୍ପୂର୍ଣ ତଥ୍ୟ ରହିଛି
@tarunparida-nx5de
Жыл бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@krushisampada
Жыл бұрын
ଜୟ ଜଗନ୍ନାଥ
@shisirnaik535
16 күн бұрын
Wild boer animals use vodeo banatu
@bijaykumarbehera1011
4 ай бұрын
Very good
@krushisampada
4 ай бұрын
Thank you
@SibasambhuTripathy
Жыл бұрын
ସାର୍ ଦୟାକରି କହିବେ କି ଏହି wild Boar କୁ କିପରି ଅନ୍ ଲାଇନ୍ ରେ ମଗାଇଵୁ?
@krushisampada
Жыл бұрын
Wild boar Repellant Google ରେ search କରନ୍ତୁ।
@weldingarteducation5481
Жыл бұрын
Sir eha nischita eka upakari vedio, ama jami re dina joka dekha jauchanti ta ra niba rana pani kana kariba tike se bisaya re vedio karantu plz🙏
@linapatra-ex5cf
Жыл бұрын
Sar pan lata ra opera ki kita nashak spra kala vala haba
@linapatra-ex5cf
Жыл бұрын
Sar kiche kuha
@bhimasenasabara4144
Жыл бұрын
Ziazin Ku matire spree kale habani ki sir ?
@krushisampada
Жыл бұрын
ନା ବାସ୍ନା ରହିବ ନାହିଁ
@mahammedhafiz5084
2 ай бұрын
Sar namaskar mu hafiz Muhammed bairoi Kantapada block sar organic repellent wild boar online re chase on delivery nahi
@ajitpadhan7860
29 күн бұрын
Sir Musa Dhana katu chanti
@krushisampada
28 күн бұрын
ଧାନ ଜମିରୁ ମୂଷା କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଜମି ହିଡ କୁ ସଫା କରନ୍ତୁ। ହିଡ ର ଓସାର 1ft ରୁ କମ ରଖନ୍ତୁ। ମୂଷା ଗାତ କୁ ଚିହ୍ନଟ କରନ୍ତୁ। ଗାତ ପ୍ରତି 2ଟି Celphos tablet ପ୍ରୟୋଗ କରନ୍ତୁ ଓ ଗାତ ବନ୍ଦ କରି ଦିଅନ୍ତୁ। ମୂଷା ପାଇଁ ବିଷ ଥୋପ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ। 960gm ଅଟା, 20gm ଖାଇବା ତେଲ ଓ 20gm Zinc phosphide ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ।(ଛୋଟ ଛୋଟ ଗୋଲି ପ୍ରସ୍ତୁତ କରନ୍ତୁ) ଏହାକୁ ମୂଷା ଗାତ ପାଖାପାଖି 4-5 ଟି ହଡ କଡ଼ରେ ରଖନ୍ତୁ। ମୂଷା ଖାଇ ମରିଯିବେ। କିମ୍ବା ମୂଷା ଯନ୍ତା ବା ଫାସ ବ୍ୟବହାର କରନ୍ତୁ।
@abhibiswal8750
3 ай бұрын
କେଉଁଠି ମିଳିବ କାମ କେମିତି କରୁଛି
@krushisampada
3 ай бұрын
Video ରେ details ରହିଛି
@sujatasahu5370
Жыл бұрын
Sir solar fancy re hati ku atakai pariba ki
@krushisampada
Жыл бұрын
ହଁ
@sujatasahu5370
Жыл бұрын
Solar fancy dia heichhi dekha jau kan hauchi
@debaprasanbiswal1504
2 ай бұрын
ସାରେ କେଉଁ ଯାଗାରେ ମିଲୁଛି ଆମକୁ କୁହନ୍ତୁ
@krushisampada
2 ай бұрын
Online
@santanumajhi1027
2 ай бұрын
ଆଜ୍ଞା ଜୁହାର 🙏🙏 କେନ୍ତା କଲେ ମୂଷା ମାନକର ନୁ ଧାନ ଫସଲ କେ ରକ୍ଷା କରିହେବା ବତାଉନ କି ଇ ଉଷୋ ଥି ମୂଷା ବି ନେ ଆସନ ଯେ କହୁନ 🙏🙏
@krushisampada
2 ай бұрын
ମୂଷା ଥୋପ ପ୍ରୟୋଗ କରନ୍ତୁ
@SuryakantaSahu-e8y
Ай бұрын
କିପରି ମଗାଇବା ବତାନ
@daitarikisan38
2 ай бұрын
ସାର୍ ହାତୀଙ୍କ ପାଇଁ କେଉଁ ଔଷଧ ସେହି ବିଷୟ ରେ ଗୋଟିଏ ଭିଡିଓ କରନ୍ତୁ ନମସ୍କାର
@ayswariyamishra1905
Жыл бұрын
Muga time ra bi pakaila haba ki
@krushisampada
Жыл бұрын
ହଁ ପ୍ରୟୋଗ କରି ପାରିବେ
@santoshkumarbarik1648
Жыл бұрын
Sir mankada manku kemit ghaugeba days Kari upaya kuhantu
@kabitasahoo9702
Жыл бұрын
Sir Dhana re nali poka Kermit damana kariba
@AshishaSethy-jd4sj
Жыл бұрын
Deltamaithin
@bibhutiharichandan6523
Ай бұрын
କେଉଁଠି ମିଳିପାରିବ ଦୋକାନ ଠିକଣା ଦିଅନ୍ତୁ
@krushisampada
Ай бұрын
Online
@diluaparida-rx1wz
2 ай бұрын
Sar ଧାନ ରୁଆ ସରିଛି।ପିଲ ପାଇଁ କଣ କରିବାକୁ ହେବ। ମେସେଜ କରିବାକୁ ଅନୁରୋଧ।
@krushisampada
2 ай бұрын
kzbin.info/www/bejne/pZebhKWXhZ2YnbM
@arjunmajhi794
3 ай бұрын
କେତେ ପାଣି କୁ କେତେ ଔଷଧ ମିଶା ଯାଏ
@debaprasanbiswal1504
2 ай бұрын
ସାରେ ଆମେ ଅନ ଲାଇଲନ୍ କେମିତି ପାଇଁ ବୁ କେଉ ନମ୍ବର ରେ କିଣିବୁ
@Rajuminuexpress-fx5ee
Ай бұрын
Amazon Flipkart
@jayantapradhan9175
Жыл бұрын
How to elephant ban in paddy field
@KalishBhatra-ot3bg
Жыл бұрын
Nomoskar horobind sir
@santoshbehera1247
11 ай бұрын
Rabit attack how to control
@sabchangasi4580
8 ай бұрын
Monkey ମାନଙ୍କୁ control କରିପାରିବ କି ନାହିଁ
@anandakumar1329
Жыл бұрын
Sir🙏 Npk 00:52:34 +boron ସହିତ armistor top fungiside ମିଶାଇ spray kari heba ?
@krushisampada
Жыл бұрын
ହଁ ମିଶାଇ ସ୍ପ୍ରେ କରି ପାରିବେ
@tikadharhans8969
Ай бұрын
ଜଙ୍ଗଲ ବାରା କେମିତି ଖେଦିବା
@krushisampada
Ай бұрын
ଜଙ୍ଗଲ କୁ ଯାଆନ୍ତୁ
@kishorpadhan6400
Жыл бұрын
Wild boar replant kenta Kari use karmu
@kishorpadhan6400
Жыл бұрын
Please reply
@dileswartv7010
7 ай бұрын
Katyani wild boar repellant jiba manaka panie khyatikara nuhe ta
@SRIRAJPalei
11 ай бұрын
Mankada asibeki nahi
@ritanjalisahu5751
Жыл бұрын
Mo bari ra Joka khub hairan karuchinti kichi kahibakee
@RanjanBarad-qp4id
Ай бұрын
Luna bichhantu
@RanjanBarad-qp4id
Ай бұрын
Luna ku bichhantu
@armancapital8018
Жыл бұрын
ମୂଷା ମାନେ କେଉଁ ରାସାୟନିକ ବା ଜୈବିକ ସାର ପ୍ରୟୋଗ କଲେ ଧାନ କାଟିବେ ନାହିଁ
@krushisampada
Жыл бұрын
ଏହି video କୁ ଦେଖନ୍ତୁ।kzbin.info/www/bejne/omqrhZ-hl5ecpJosi=BEN3Zz_MQDs0HT-A
@krushnarandhari9920
Жыл бұрын
Fales smut desies medicine tk kuhantu sir
8:25
ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine
KRUSHI SAMPADA
Рет қаралды 447 М.
6:49
ସାପପାଇଁ ଲକ୍ଷ୍ମଣରେଖା କେଉଁଜୈବିକଔଷଧ ପ୍ରୟୋଗକରିବେSnake repellant
KRUSHI SAMPADA
Рет қаралды 214 М.
00:14
Smart Sigma Kid #funny #sigma
CRAZY GREAPA
Рет қаралды 100 МЛН
00:56
World’s strongest WOMAN vs regular GIRLS
A4
Рет қаралды 18 МЛН
01:00
бабл ти гель для душа // Eva mash
EVA mash
Рет қаралды 7 МЛН
00:12
ЛУЧШИЙ ФОКУС + секрет! #shorts
Роман Magic
Рет қаралды 23 МЛН
6:38
खेत से जंगली सूअर, नीलगाय आवारा पशु इनकी आवाज से भाग जाएंगे | Crop Protection From Animal ||
Jugaadi Idea
Рет қаралды 2,4 МЛН
7:17
ଫସଲର ସୁରକ୍ଷା କବଚ Potash ସାର- କେବେ ପ୍ରାୟୋଗ କରିବା -କେତେ ପ୍ରାୟୋଗ କରିବା Potash fertilizer
KRUSHI SAMPADA
Рет қаралды 186 М.
8:13
ପରିବା ଚାଷର ଶାମ୍ପୋର କମାଲ।।Clinic plus shampoo use for vegitabale farming #vegitabale farming #farming
SIAL FARMING NEWS.
Рет қаралды 200 М.
8:38
କୋଟିପତି କରିବ ଘୁଷୁରୀ || How to become a millionaire from a pig farm. #efarmingodisha
E- farming Odisha
Рет қаралды 175 М.
7:04
ତେଲ ଗୋଟେ ବୁନ୍ଦା ଦରକାର ପଡିବନି ପାଣିରେ ରେ ଦୀପ ଜାଳିବାର ଆଇଡିଆ/kitchen tips Sikha vlogs
SikhaVlogs
Рет қаралды 206 М.
11:06
ZERO BUDGET FARMING Urea ଓ DAP ସାର ଠାରୁ ଅଧିକ ଶକ୍ତିଶାଳୀ ସାର ଜୀବାମୃତ
KRUSHI SAMPADA
Рет қаралды 278 М.
7:57
Desi Kukuda chasa Odia [1000 ଦେଶୀ କୁକୁଡ଼ା ପାଳନ ] desi kukuda farming in odisha
My Desi Farm [ଓଡ଼ିଶା]
Рет қаралды 335 М.
7:11
ଧାନ କୁ କେମିତି ଜଙ୍ଗଲୀ ବରାହ ରୁ ରକ୍ଷା କରି ବା //ଜଙ୍ଗଲୀ ବରାହ //jungle suar// @PFarming12 #jungle
P Farming12
Рет қаралды 55 М.
14:30
ପାଳ ଛତୁ କରନ୍ତୁ ଆଉ ଏକ ନୂଆ ଉପାୟରେ #palachhatu #paddymushroom
Debanjana Gardening
Рет қаралды 71 М.
6:44
ଫସଲରେ ହିଙ୍ଗୁ ଓ ହଳଦୀର ଚମତ୍କାର ମାଙ୍କଡ ମୂଷା ଉଈ ପାଇଁ କାଳ Hingu
KRUSHI SAMPADA
Рет қаралды 12 М.
00:14
Smart Sigma Kid #funny #sigma
CRAZY GREAPA
Рет қаралды 100 МЛН