ଅଣ୍ଟା ଭାଙ୍ଗିବାରେ ଚନ୍ଦ୍ରବାବୁ ନାଇଡୁ ଆଉ ମୋହନ ମାଝୀଙ୍କ ଭିତରେ ଆକାଶ ପାତାଳ ଫରକ | ମୁଁ ରୁବେନ୍ କହୁଛି | EP-27

  Рет қаралды 7,893

ମୁଁ ରୁବେନ କହୁଛି (Mu Ruben Kahuchhi)

ମୁଁ ରୁବେନ କହୁଛି (Mu Ruben Kahuchhi)

Күн бұрын

Пікірлер: 115
@sukumarrana9091
@sukumarrana9091 7 сағат бұрын
JT recruitment ସମୟରେ OSEPA ର Director ଥିଲେ ଅନୁପମ ଶାହା । ତାଙ୍କ ସହାୟତା ରେ JT ନିଯୁକ୍ତି ରେ ଦୁର୍ନୀତି ହୋଇଛି,ମାତ୍ର ନିର୍ବାଚନ ପରେ ସରକାର ବଦଳି ଯିବାରୁ କାଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ,ସେଇ ଭୟରେ ସେ BJP ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ପ୍ରଭାବିତ କରି ଏବେ CMO ରେ ମୂଖ୍ୟ ମନ୍ତ୍ରୀ ଙ୍କ ର ପରାମର୍ଶଦାତା ପଦରେ ନିଯୁକ୍ତ । ଏହା ହିଁ BJP ର ଶୂନ୍ୟ ସହନଶୀଳତା ।
@subasnayak1510
@subasnayak1510 10 сағат бұрын
ଚନ୍ଦ୍ରବାବୁ ଜଣେ ଆଞ୍ଚଳିକ ଦଳର ସୁପ୍ରିମୋ ମୋହନ ମାଝୀ ହଉ ହଉ ହେଇଗଲା ମୁଖ୍ୟମନ୍ତ୍ରୀ ଦୁଇ ଜଣଙ୍କୁ ସମାନ ଭାବରେ ତଉଲିବା ଠିକ ନୁହେଁ
@rameshchandrajena9319
@rameshchandrajena9319 11 сағат бұрын
Sir ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏, you are 100% right sir
@murubenkahuchhi
@murubenkahuchhi 8 сағат бұрын
Dhanyabad
@KishorPatel-c3n
@KishorPatel-c3n 11 сағат бұрын
Very nice presentation....କାରଣ ଓଡ଼ିଶାର ଲୁଟକରିଥିଵା ମାଫିଆ ରାଜ ର ସଂରକ୍ଷଣ କେନ୍ଦ୍ର ରେ ଅବସ୍ଥିତ ଧର୍ମ ପିତା ସରକାର ଵଦଳିଵା ପରେ ମଧ୍ୟ ସଂରକ୍ଷଣ ତଥା ସୁରକ୍ଷା ପାଇଁ ଅଘୋଷିତ ବୁଝାମଣା ହେଇଥିଲା ତେଣୁ ନାମକୁ ମାତ୍ର ମୋଦି ଆସି ଜନତା ମାନଙ୍କ ଭୋଟ ହାତେଇଵା ଲାଗି ମାଫିଆ ରାଜ ର ଅଣ୍ଟା ଭାଙ୍ଗି ଦେଵାକୁ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ହାସଲପରେ ସମସ୍ତ ଅପର୍କମ ର ସୁରକ୍ଷା ପାଇଁ ବ୍ୟବସ୍ଥା କରି ଏଠାରେ ଏକ ପପେଟ ମୁଖ୍ୟ ଭାବେ ଆଦିବାସୀ କୁ ଅବସ୍ଥାପିତ କରି ଏକ ଧର୍ମ ପିତା ସରକାର କୁ ଚଳାଉଛନ୍ତି
@piyushrajkumar15
@piyushrajkumar15 8 сағат бұрын
ଭୁଲ ହେଇଗଲା ପାଞ୍ଚ ବର୍ଷ ପରେ ଦେଶରୁ ବିଜେପି ଲୋପ. ଓଡିଶାରେ ଯେତେବେଳେ ଏ କୋଢ଼ିଆ ବିଜେପି ନେତା ଭୋଟ ମାଗିବାକୁ ଯିବେ ସେତେବେଳେ..... ବୁଝାଯିବ
@basudevmohanty3504
@basudevmohanty3504 9 сағат бұрын
Excellent presentation Mr Ruben Banerjee. Congratulations
@murubenkahuchhi
@murubenkahuchhi 8 сағат бұрын
Thank you
@DilipKumar-ds5wd
@DilipKumar-ds5wd 11 сағат бұрын
ଖୁବ ସୁନ୍ଦର ଉପସ୍ଥାପନା 🌹
@murubenkahuchhi
@murubenkahuchhi 8 сағат бұрын
Dhanyabad
@bijaypanda1843
@bijaypanda1843 11 сағат бұрын
Very good ତର୍ଜମା 🙏👌
@murubenkahuchhi
@murubenkahuchhi 8 сағат бұрын
Dhanyabad
@RanjanBehera-ge1kf
@RanjanBehera-ge1kf 12 сағат бұрын
☀️ ଆଜ୍ଞା, ଖଣିଜ ରତ୍ନସଂପଦ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମ ଓଡ଼ିଶା କେରଳକୁ ଟପି ସ୍ବତନ୍ତ୍ର ପରିଚୟ ସ୍ଥାପନ କରିବା କଥା ❣️ କିନ୍ତୁ ଦୁର୍ଭାଗ୍ୟ ଆମ ମାନଙ୍କର ମାନସିକ ସ୍ତରରେ ଅଭିବୃଦ୍ଧି ନଘଟିବା କାରଣରୁ ଏଠି ବର୍ଷ ବର୍ଷ ଧରି କୁ ଚକ୍ରି ମାନେ ଦୁର୍ନୀତି ଭ୍ରଷ୍ଟାଚାର ବଢେଇ ଚାଲିଲେ..
@laxmidharapanda6086
@laxmidharapanda6086 7 сағат бұрын
ବିଜେପି ର ମୋଦି ଓ ସାହା ବ୍ୟକ୍ତିଗତ ସ୍ୱାର୍ଥ ଓ ଦଳର ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି କିନ୍ତୁ ଚନ୍ଦ୍ରବାବୁ ନାଇଡ଼ୁ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି !
@NimainCharanRay
@NimainCharanRay 9 сағат бұрын
Befitting analysis. Thanks.
@murubenkahuchhi
@murubenkahuchhi 8 сағат бұрын
Thank you
@satishchandrabehera7291
@satishchandrabehera7291 10 сағат бұрын
ହେବ, ହେବ ଆଜ୍ଞା; ବିଳମ୍ବ ହେଲେବି ହେବ। ଧୀରେ ଧୀରେ ଦାନା ବାନ୍ଧୁଛି; ଝଡ ଆସିବ।।
@NeelakanthaMahapatra
@NeelakanthaMahapatra 10 сағат бұрын
Present Odisha Govt. should learn something from this. But this is a invertebrate Govt .
@srtsahoo2862
@srtsahoo2862 9 сағат бұрын
ସୁନ୍ଦର compair କଲେ
@murubenkahuchhi
@murubenkahuchhi 8 сағат бұрын
Dhanyabad
@odishamoodisha_india
@odishamoodisha_india 10 сағат бұрын
Absolutely correct analysis
@murubenkahuchhi
@murubenkahuchhi 8 сағат бұрын
Thank you
@abhijit1455
@abhijit1455 11 сағат бұрын
Very good sir ,arise our voice of people of odisha, thank you 😊
@devendramaharana3540
@devendramaharana3540 8 сағат бұрын
Right analysis Sir.
@murubenkahuchhi
@murubenkahuchhi 7 сағат бұрын
Thanks
@chuladharpradhan
@chuladharpradhan 12 сағат бұрын
Very good comparison
@arogyaBira
@arogyaBira 11 сағат бұрын
ଓଡ଼ିଶା ସରକାର ଆନ୍ଧ୍ର ସରକାର୍ ସହ ଏ ଜନ୍ମ ରେ ସରି ହେବ ନାହିଁ
@Weareequal-i6e
@Weareequal-i6e 8 сағат бұрын
Khali mohana naa Naveen bhi.. kuhantu
@rgopi1051
@rgopi1051 6 сағат бұрын
​@@Weareequal-i6e୨ ଜଣ ଯାକ
@pradiptaraut225
@pradiptaraut225 8 сағат бұрын
😅Ruben Dada, Jai Shree Jagannath Superb presentation. Hope your words reach Mohan Majhi's ear.
@murubenkahuchhi
@murubenkahuchhi 8 сағат бұрын
Let's hope so
@laxmidharnayak4191
@laxmidharnayak4191 9 сағат бұрын
ଅତି ଚମତ୍କାର ଓ ତଥ୍ୟ ମୂଳକ ତୁଳନା କରିଛନ୍ତି। ଏଠାରେ ନିର୍ବାଚନ ପ୍ରତିଶ୍ରୁତି ଚୂଲି କୁ ଯାଉ ଆଉ ସଲାସୁତୁରା ଆମର ଚାଲିଥାଏ । ଚୋର କୁ ଚୋର କହିବା ମାତ୍ର ଚୋରି ମାଲରୁ ଭାଗ ପାଇଗଲେ ଚୋର କୁ ସାଧୁ କହିବା। ଲୋକେ କ'ଣ କହୁଛନ୍ତି ସେଥିରେ ବା ଆମେ କ'ଣ ପ୍ରତିଶ୍ରୁତି ଦେଇଥିଲୁ ସେ କଥାରେ ଯା ଆସ ନାହିଁ । ବିଧାନସଭା ରେ ମାନ୍ୟବର ବିଧାୟକ , ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ନେତା କହିଲେ ତୁମ ବାଳ ପାଚି ଯିବ ଦୁର୍ନୀତି ବାବଦରେ କିଛି କରି ପାରିଵ ନାହିଁ। ମାତ୍ର ସରକାର ଙ୍କର କିଛି ପ୍ରତିକ୍ରିୟା ନାହିଁ । ଲୋକେ ସବୁ ଜାଣିଲେଣି ବିଚାର କରିବେ। ଧନ୍ୟବାଦ ନମସ୍କାର ଜୀ।
@laxmidharnayak4191
@laxmidharnayak4191 9 сағат бұрын
କ୍ଷମା କରିବେ ବିଧାୟକ ଙ୍କ ନାମ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ( ଲେଖି ପାରି ନାହିଁ)
@murubenkahuchhi
@murubenkahuchhi 8 сағат бұрын
Dhanyabad
@pravatkumardutta864
@pravatkumardutta864 8 сағат бұрын
ଏକ ମାଘରେ ଶୀତଯାଏନି, ଓଡ଼ିଆଅସ୍ମିତା ସବୁଦେଖୁଛି,,,🎉
@soumyaranjanswain8339
@soumyaranjanswain8339 13 сағат бұрын
Good journalism.... Local party is best for pressure to central govt...
@manasdas5715
@manasdas5715 11 сағат бұрын
ନିଶ୍ଚିତ ଆଞ୍ଜା, ଓଡ଼ିଶା ରେ ମିଲିଭଗତ ଶାସନ ଚାଲିଛି, ଧର୍ମକୁ ଆଖିଠାର
@sudhanandaparida7325
@sudhanandaparida7325 12 сағат бұрын
Marvelous presentation.
@murubenkahuchhi
@murubenkahuchhi 8 сағат бұрын
Many thanks!
@AkshayaKumarRath
@AkshayaKumarRath 9 сағат бұрын
Mohan Majhi, c.m. odisha no action any misaperation,againest corruption. Thankyou Ruben.
@murubenkahuchhi
@murubenkahuchhi 8 сағат бұрын
Thank you
@ManmathnathSamantaray
@ManmathnathSamantaray 36 минут бұрын
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆଉ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ତୁଳନା କରି ହେବନି l ଓଡିଶାରରେ କିଛି ହେବନି, କେନ୍ଦ୍ର ନେତାଙ୍କ ନିର୍ଦେଶରେ ପରା ଶାସନ ଚାଲୁଛି l ଏମାନେ କହିବେ ବହୁତ କିନ୍ତୁ କିଛି କରି ପାରିବେନି l
@sukumarrana9091
@sukumarrana9091 7 сағат бұрын
Very good episode.
@bijoyketanacharya8921
@bijoyketanacharya8921 12 сағат бұрын
In Odisha both the IPS officers were rewarded by good postings at New Delhi.
@radhakrushnabarik3020
@radhakrushnabarik3020 8 сағат бұрын
ହାତୀ ପାଡ଼ିବ ପାଡିବ ଫୁସ୍ ଯିଏ ୱାନ୍ ମ୍ୟାନ୍ ଅର୍ମୀ ହେଇ ପାରିବନି ସିଏ କିଛି କରିପାରିବେନି
@sanjayakumarparida7845
@sanjayakumarparida7845 13 сағат бұрын
Great job sir
@soumyaacharya4133
@soumyaacharya4133 7 сағат бұрын
Very insightful comparison between two neighborhood state chief ministers
@satyajit80
@satyajit80 10 сағат бұрын
କେତେ ନେତା ଧରାହେଲେ.
@basantibalapanigrahi5289
@basantibalapanigrahi5289 8 сағат бұрын
Chandrababu Naidu is a competent C.M.
@sanjeebpanigrahi747
@sanjeebpanigrahi747 10 сағат бұрын
ଓଡିଶା ଆଉ ଆନ୍ଧ୍ର ପ୍ରଦେଶ ଭିତରେ ବହୁତ ଫରକ ଅଛି, ସେଠି ଆଞ୍ଚଳିକ ଦଳ ଓଡିଶାରେ ଏକ ଜାତୀୟ ଦଳ ବିଜେପି ଆଉ ମୁଖ୍ୟକଥା ହେଲା ମୋହନ ବାବୁ ଏକ ରିମୋଟ କଣ୍ଟ୍ରୋଲ ତାଙ୍କ ଉପରେ ବସ ଅଛନ୍ତି ସେ ଯାହା ନିର୍ଦେଶ ଦେବେ ମୋହନ ବାବୁ ତାହା କରିବେ, ଆଉ ମୁଖ୍ୟ କଥା ହେଲା ବିଜେପି ଦଳ ଏକ ଜୁମଲା ଦଳ ବୋଲି ସାରା ଭାରତ ଜାଣି ସାରିଲାଣି
@piyushrajkumar15
@piyushrajkumar15 8 сағат бұрын
ଚନ୍ଦ୍ରବାବୁ ନାଇଡ଼ୁ ମୋହନ ମାଝୀ ଙ୍କ ଆକ୍କା ଙ୍କ ଅଣ୍ଟା ଭାଙ୍ଗିଦେବେ. କେନ୍ଦ୍ର ସରକାର ଚନ୍ଦ୍ରବାବୁ ନାଇଡ଼ୁ ଙ୍କୁ ଭୟ କରୁଛି
@umakantaswain8290
@umakantaswain8290 8 сағат бұрын
ଏଠି ପରା ବିଜେପି ସରକାର ଅଛି.
@RakeshNayak-np1jg
@RakeshNayak-np1jg 10 сағат бұрын
Super
@murubenkahuchhi
@murubenkahuchhi 8 сағат бұрын
Thanks
@NilanchalaDas
@NilanchalaDas 2 сағат бұрын
Jayshreeganath
@shbibaprasadsingh7582
@shbibaprasadsingh7582 10 сағат бұрын
ଓଡିଶା ରେ ଷ୍ଟେଟ ଲେଭେଲ ରାଜନୀତି ଦଳ ଶାସନ କରୁନି, ତେଣୁ ମୁଖ୍ୟମନ୍ତ୍ରୀ ଓଡିଶା ରେ କିଛି କରିପାରୁନି
@Lat4666
@Lat4666 7 сағат бұрын
ଓଡିଆ ଉଚ୍ଚାରଣ ଠିକ ନାହିଁ । କମ୍ପେରିଜନ କରିବା ଠିକ ନୁହଁ । ଚନ୍ଦ୍ରବାବୁ ଜଣେ ଶିକ୍ଷିତ, ଶୃଙ୍ଖଳିତ ଓ ଅଭିଜ୍ଞତା ସଂପନ୍ନ ମୁଖ୍ଯମନ୍ତ୍ରୀ । ସେ ଜଣେ ଧନି ଶିଳ୍ପପତି ମଧ୍ଯ । ସେ ଚତୁର୍ଥଥର ମୁଖ୍ୟମନ୍ତ୍ରୀ । ଭାରତର କୌଣସୀ ମୁଖ୍ୟମନ୍ତ୍ରୀ ତାଙ୍କ ସହ ସମାନ ନୁହେଁ । ନୁଆଁ ଲୋକକୁ ଶିଖିବାକୁ କିଛି ଦିନ ଦରକାର ।
@MyNilakantha
@MyNilakantha 5 сағат бұрын
ସାର୍ ଆପଣ ଠିକ୍ କହିଛନ୍ତି, କିନ୍ତୁ ଚନ୍ଦ୍ର ବାବୁ ନାୟୁଡୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ତାଙ୍କର ଅଭିଜ୍ଞତା ଅଛି। କିନ୍ତୁ ମୋହନ ମାଝି ସମ୍ପୁର୍ଣ୍ଣ ନୂଆଁ। ଆଉ ମୋହନ ମାଝି ଙ୍କୁ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଠାରୁ ପ୍ରେସର୍ ପଡୁଛି।
@jagdishkumarrath4631
@jagdishkumarrath4631 9 сағат бұрын
ସାରା ଭାରତ ବର୍ଷ ରେ ସବୁ ରାଜ୍ୟ ଭିତରେ ଓଡ଼ିଶା ରେ ମୋହନ ସରକାର ସବୁଠୁ ସବୁଥିରେ ଦୁର୍ବଳ ନେତୃତ୍ୱ।ଲୋକଙ୍କ ଟିକସ ପଇସା ରେ ଲୋକଙ୍କୁ ଭକୁଆ ବନେଇ ବା ପାଇଁ କିଛି ମାଗଣା ଯୋଜନା ବ।ବାଣ୍ଟି ଦେଲେ ଯେ ଗୋଟିଏ ଭଳ ସରକାର ହୋଇ ଗଲା,ଏହା ଭାବିବା ଭୁଲ।ଲୋକଙ୍କ ଭାବ।ବେଗ ସହିତ ଖେଳିଲେ ପରିଣାମ ଭୋଗିବାକୁ ପଡ଼ିବ।
@kedarnathpanda8724
@kedarnathpanda8724 6 сағат бұрын
The best development in AP was done by naidu. He was the best cm in nation in matter of development & urbanization.
@rajanikantachoudhury2343
@rajanikantachoudhury2343 13 сағат бұрын
ଓଡିଶା ରେ ଏପରି ଵେବନି କାରଣ ସେଣ୍ଟର ଏଠି ପରିଚାଳନା କରୁଛନ୍ତି. ଏଣୁ ମୋହନ ବାବୁ ନିଜେ କିଛି ନିଜେ କରିପାରିବେନି.
@gopalchandramohapatra3892
@gopalchandramohapatra3892 9 сағат бұрын
Mohan Majhi can't equate his stature that of Chandrababu Naidu.Majhi may be named as accidental chief Minister. A sorry state of affairs indeed . Thanks for your apt review.
@murubenkahuchhi
@murubenkahuchhi 8 сағат бұрын
Thanks
@SWARAJHANKAR
@SWARAJHANKAR 9 сағат бұрын
ଭାଇ, ଆପଣ ବଙ୍ଗାଳୀ ଲୋକ,,ଓ୍ବଷ୍ଟ ବେଙ୍ଗଲ୍ ବିଷୟରେ କିଛି ଆଲୋଚନା କରନ୍ତୁ।
@manishapattanayak2152
@manishapattanayak2152 Сағат бұрын
ସେ ୱେଷ୍ଟ ବେଙ୍ଗଲ ବିଷୟରେ କିଛି ଖବର କରି ପାରିବ ନାହିଁ 😂 ସେଠି ଯେଉଁ ମମତା ଶେରଣି ଅଛି ତା ବିରୁଦ୍ଧରେ କିଛି କହିଲେ ସେ ପାତାଳରୁ ଖୋଜି ତାର ବଦଲା ନେବ ଆଉ ଏ ରୁବେନ ବାନାର୍ଜୀ ତ ତା ପାଖରେ ଗୋଟେ କିଟ/ ପତଙ୍ଗ ପରି ସେ ଥରେ ସମ୍ବାଦ ପରିବେଷଣ କରି ଦେଖୁ ,ଦେଖିବା କେତେ ନିରପେକ୍ଷ ସାମ୍ବାଦିକ ଆଉ ସାହାସୀ😂 ସବୁ ନିରୀହ ଓଡ଼ିଶାକୁ ଲୁଟିବା ପାଇଁ ଚାଲି ଆସିଛନ୍ତି ,ନବୀନ ପଟ୍ଟନାୟକ Sir ଙ୍କ ବିରୁଦ୍ଧରେ ଗପିଁ Trp ନେଇ ପଇସା ରୋଜଗାର କରି ତା ପରିବାର ଆରାମ ରେ ପୋଷି ପାରିବ ଆଉ ଏଠି ନବୀନ ବାବୁ ଙ୍କୁ ବିରୋଧ ଆଉ ବଦନାମ କରି ପଇସା ବିଜେପି ଠୁ କମେଇବ ଆଉ ବଙ୍ଗଳାରେ କଲେ ତା ନିଜ ଜୀବନ ସହିତ ତା ପରିବାର ର ଜୀବନ ବିପଦରେ ପଡ଼ିଯିବ ତେଣୁ ସେ ନବୀନ ବାବୁ ଙ୍କ ସରଳତାର ସୁଯୋଗ ନେଇ ସୌମ୍ୟ ଏଣ୍ଡୁଅ ଦଲାଲ ମାଧ୍ୟମରେ ଓଡ଼ିଶାକୁ ଲୁଟିବା ପାଇଁ ଆସିଚି
@manaswinisatapathy6176
@manaswinisatapathy6176 8 сағат бұрын
Chandrababu is experience d, Mohan new
@anandachandrasahoo7377
@anandachandrasahoo7377 7 сағат бұрын
ବିଜେପି ତା ନିଜ ଅଣ୍ଟା ଭାଙ୍ଗୁଛି
@pratapdash4560
@pratapdash4560 9 сағат бұрын
Dada, Bahut sundar upasthapana.25 barsha BJD ku khyamata deithile,ebe 5 barsha BJP ku diagala.kichi akhidhrusia kama heba boli asha nahin.next thara puni congress ku anile kemiti huanta ?😅😅
@murubenkahuchhi
@murubenkahuchhi 8 сағат бұрын
People of Odisha will decide
@tapaswiniarukh1132
@tapaswiniarukh1132 11 сағат бұрын
Present Govt has got no courage to take any steps and initiate enquiry against the corrupt person of the past Govt. we were given false promises n assurance during election campaign.
@odishamoodisha_india
@odishamoodisha_india 10 сағат бұрын
Mohan Sarkar Katha Prabala Kama Durbala
@LipunDas-xd6hc
@LipunDas-xd6hc 10 сағат бұрын
Next election result is expected by Odisha people 54 Congress, 35 BJD, 13 Independent and rest are BJP to play a High Voltage drama in Assembly. Because people understood the inherent tendency and nature of politicians.
@jayjagannath4375
@jayjagannath4375 11 сағат бұрын
ଓଡ଼ିଶା ରେ ମାଇଚିଆ ମୁଖିଆ😂😂😂😂
@ajayasahu5402
@ajayasahu5402 12 сағат бұрын
SIR, please a KZbin talk show may be done on BISHNU SETHY Link with NBCC, ROOF n BRIDGE PSU corruption, and it's culprits.
@ParabirPanda-to3rh
@ParabirPanda-to3rh 11 сағат бұрын
Odisha has been in poverty owing to many a corruption being performed over the years.(all the Parties)
@akpanda833
@akpanda833 9 сағат бұрын
BJP ? Odisha . Who will take action ?
@basantibalapanigrahi5289
@basantibalapanigrahi5289 8 сағат бұрын
BJP,BJD bhai bhai Sabu michakahi vote neaichanti.
@jiteshkumardash7035
@jiteshkumardash7035 6 минут бұрын
ଓଉ ବଙ୍ଗାଳୀ ଭାଇ, ତମ ଖଣ୍ଡି ବଙ୍ଗାଳୀ ଆବଶ୍ୟକ ନାହିଁ। ନିଜ ରାଜ୍ୟ ଯାଇ ଦେଖ, ଦିଦୀ ତମ ଅଣ୍ଟା ଭାଙ୍ଗି ଦବ।
@kedarnathpanda8724
@kedarnathpanda8724 6 сағат бұрын
Chandrababu is a visionary, focus on governance not self publicity like mohan ji who spent 12 cr on advertising subhadra yojana. Nadu hinestly romote Enterpreunership.
@Subrat_Nayak
@Subrat_Nayak 8 сағат бұрын
Odisha bjp ku gote strong leader darkar jie nija dam re election jitiparuthiba katha jemiti ki yogi adityanath, debendra fadnavis, nahele Central bjp jaha kahiba siea karibaku heba .
@jayhind6187
@jayhind6187 10 сағат бұрын
Andhra Leaders are better than Odisha. State always affected Corruption Victim.
@gandharbanayak5660
@gandharbanayak5660 7 сағат бұрын
Ruben babu; chandrababu naidu aau mohan majhi ! yanka vitare akash patala farak / kabhi rama thakura aau rama vandari
@sop828
@sop828 13 сағат бұрын
Odisha BJP Will Allow Culprits To Continue Or Escape.
@nabinbeura3225
@nabinbeura3225 10 сағат бұрын
This is Odisha and that is Andhra. Hre is BJP and there is - . That is feeder state of Odisha and it is dependant. There is production and here corruption.
@benudharpradhan9801
@benudharpradhan9801 7 сағат бұрын
Ye kana odisha chaleiba
@GolokSahoo
@GolokSahoo 12 сағат бұрын
Mohan majhi should take tution from chandrababu Naidu on this aspect.
@biswajitbiswal8664
@biswajitbiswal8664 11 сағат бұрын
Ama odisha loka bangali nka bhasana sunibeni.
@LipunDas-xd6hc
@LipunDas-xd6hc 10 сағат бұрын
Andhra Pradesh CM is independent body does not care any centre intervention and Andhra Pradesh is powerful than Central Ministry because within no time breaking the Modi Government.. but Odisha minister and ministry are the disciples of Modi so no way to overtake Modi and Shaha, Odisha people can see only Puppet shows.... no question of Waist Breaking of corruption people, but central government in Odisha providing safeguard and security to save corruption people.
@PradeepNalyak
@PradeepNalyak 8 сағат бұрын
Odisara kathakuha sarakar.kamare big o
@SribatshaNayak-g4d
@SribatshaNayak-g4d 11 сағат бұрын
Very bad proformance of our State....fiture Odisha BJP govt.next.not comming in our State....CM.Action neba darkar...
@NaliniPrabhaMaharana
@NaliniPrabhaMaharana 8 сағат бұрын
Cm mohan majhi nka mundare suna kalasa dhali dele pm narendra modi au cm mohan majhi nka gajakeshari joga thila purba janmaa punya .
@PrabirPradhan-n1v
@PrabirPradhan-n1v 8 сағат бұрын
Kahin chandrakani-------
@PabitrabaralBaral-db3eq
@PabitrabaralBaral-db3eq 6 сағат бұрын
Andhra re anchalika Dala b.j.p. samarthita sarkar . Odisha re b.j.p. Sarkar tenu Kendra sahita discos kari g.v t chalauchi.
@subashchandrasahoo5506
@subashchandrasahoo5506 13 сағат бұрын
Chandrababu is 5th time CM Mohan is for the first time 😂
@NityanandaSwain-x9u
@NityanandaSwain-x9u 12 сағат бұрын
Angya bjp netankar sahas nahin durniti gasta karmachagrasta.karmachari kimba netamanaka birudhare action nebapain Karan sadharan janatanka vitre dharana srusti helani khyamanta pain godavidavidi.
@niranjanchoudhury365
@niranjanchoudhury365 13 сағат бұрын
CM of odisha is only rubber stamp
@SimanchalChaudhuri143
@SimanchalChaudhuri143 13 сағат бұрын
Sir ଆମେତ ଜାଣିଛେ ସରକାର ମାନେ ଦୁର୍ନୀତି ହୋଉଛି ଆନ୍ଦ୍ର ସରକାରରେ ଦୁର୍ନୀତିରେ ଲିପ୍ତ ବାବୁ ମାନଙ୍କୁ ଦଣ୍ଡ ଦେଲେ ଭଲ କଥା କିନ୍ତୁ ତାହା ଜଗନ୍ ସରକାର କାହିଁକି କରିପାରୁ ନଥିଲେ ଆଉ ଏବେ ଯଦି ନାଇଡୁ ସରକାରରେ ଏମିତି ଦୁର୍ନୀତି ହବ ତାହେଲେ ସେ ନିଜ ସରକାରର ଲୋକଙ୍କୁ ଏମିତି ଦଣ୍ଡ ଦେବେ ତ ?
@jagabandhunath7892
@jagabandhunath7892 9 сағат бұрын
ତୋରି ପାଇଁ ନବୀନ ପଟ୍ଟନାୟକ ଙ୍କ ସରକାର ଆସିପାରିଲା ନାଁହି
@NareshKumarPatra-um3ms
@NareshKumarPatra-um3ms 8 сағат бұрын
Budha asithile hele kana karithanta...panduku sarbesarba Kari Netflix dekhuthila, sethipain power gala...hele ebe bhi salasutura hoi sarakar chalichhi...sabu chora...Tara durnitiku ie dhankuchhi...kichhi setting achhi duhi party bhitare
@murubenkahuchhi
@murubenkahuchhi 8 сағат бұрын
Ha ha
@sandipswain3299
@sandipswain3299 3 сағат бұрын
naidu was in jail , can any one make nabeen bau in jail ? why rae u comparing in compravle ? this is base less comparision
@dayanidhipradhan3646
@dayanidhipradhan3646 10 сағат бұрын
ଆରେ, ବାରମ୍ବାର କଣ୍ ଓଡ଼ିଶା କୁ ଉଡିଶା ଆଉ ଆନ୍ଧ୍ର ପ୍ରଦେଶ କୁ ଅଣ୍ଡ୍ରପ୍ରଦେଶ କହୁଛୁ ? ବଙ୍ଗଳା କୁ ବେଙ୍ଗଳା କହିଲେ ଠିକ୍ ହେବ କି ?
@anandachandrasahoo7377
@anandachandrasahoo7377 7 сағат бұрын
ବାଧୁଛି
@satyajitmohapatra459
@satyajitmohapatra459 13 сағат бұрын
Please try to learn Odia language first or else take the help of an Odia knowing person, who will present the content on your behalf.
@sumankar6856
@sumankar6856 12 сағат бұрын
Kichhi darkar nahin. Badhia kahuchanti. Nabina thu far better. Puni bengali heikiri.
@satyajitmohapatra459
@satyajitmohapatra459 11 сағат бұрын
@sumankar6856 A Bengali should speak for Bengali people and not for Odias.Naveen Pattnaik was neither a journalist nor a critic.He never spoke more.Because he had a little knowledge in Odia language.
@manojmansingh8572
@manojmansingh8572 8 сағат бұрын
Very nice comparison
@murubenkahuchhi
@murubenkahuchhi 8 сағат бұрын
Thank you
Smart Sigma Kid #funny #sigma
00:33
CRAZY GREAPA
Рет қаралды 39 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
So Cute 🥰 who is better?
00:15
dednahype
Рет қаралды 19 МЛН